ମୋତେ କର ପ୍ରଭୁ ପ୍ରତିପଦ ଜହ୍ନ (tabla cover)

Поділитися
Вставка
  • Опубліковано 18 вер 2024
  • ମୋତେ କର ପ୍ରଭୁ ପ୍ରତିପଦ ଜହ୍ନ (tabla cover)#trending #tablacover #youtube #tabla #odia #music
    Song- ମୋତେ କର ପ୍ରଭୁ ପ୍ରତିପଦ ଜହ୍ନ /mote kara prabhu pratipada janha.
    Tabla cover by- world tabla creation
    ଓଡିଶା ର ଅଗଣିତ ତବଲା ବାଦକ ବନ୍ଧୁ ମାନଙ୍କୁ ମୋର ପ୍ରଣାମ ଏବଂ ୟୁଟୁବ ରେ ମୋର ଭିଡ଼ିଓ କୁ ଦେଖୁଥିବା ସମସ୍ତ ଭାଇ ଓ ଭଉଣୀ
    ମାନଙ୍କୁ ମୋର ସ୍ନେହ ଓ ଭଲପାଇବା |ଆପଣ ମାନଙ୍କ ଅନୁରୋଧ ରେ
    ମୁଁ ଆଜି ଏକ ଗୀତ ଯାହା ରୂପକ ତାଳ ରେ ଆବୋଧ "ମୋତେ କର ପ୍ରଭୁ ପ୍ରତିପଦ ଜହ୍ନ "କୁ ଆପଣ ଙ୍କ ସାମ୍ନା ରେ ରଖିଛି ଯଦି video ଟି ଆପଣ
    ଙ୍କୁ ଭଲ ଲାଗେ ତେବେ like, share ଏବଂ channel କୁ subscribe କରିବାକୁ ଆଦୌ ଭୁଲିବେନି |ଯଦି କୋୖଣସି ତ୍ରୁଟି ଥାଏ
    ତେବେ ଆପଣଙ୍କ ସହୃଦୟ ରୁ କ୍ଷମା ଦେବେ |ସମ୍ପୂର୍ଣ video କୁ ଦେଖି
    ମତାମତ ଦେବେ |🙏ଜୟ ଜଗନ୍ନାଥ 🙏
    ***************visite my channel***************
    👉 world tabla creation
    👉contact-7008907955
    👉‪@tablateaching5420‬
    🙏🙏🙏🙏🙏thanks for watching🙏🙏🙏🙏🙏
    • ମୋତେ କର ପ୍ରଭୁ ପ୍ରତିପଦ ...

КОМЕНТАРІ • 19