West Bengal Devotee Enters Lord Jagannath Temple With Slippers | Report From Puri

Поділитися
Вставка
  • Опубліковано 18 бер 2022
  • West Bengal Devotee Enters Lord Jagannath Temple With Slippers | Report From Puri
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,5 тис.

  • @sonsaan2376
    @sonsaan2376 2 роки тому +570

    ମନ୍ଦିର ରେ ତ ପାନ ଗୁଟଖା ବି ମନା, ତା ହେଲେ ଏଇ ନନାଙ୍କ ପାଟି ରେ କଣ ପୁରିଛି କି ହୋ....😆😆😂😂😂😂

  • @alokmahapatra945
    @alokmahapatra945 2 роки тому +176

    ଭୁଲ୍ ହେବା ମଣିଷ ପକ୍ଷେ ସ୍ଵାଭାବିକ କଥା । ହେଲେ, ଜାଣି ଶୁଣି ଭୁଲ୍ କରିବା ଓ ଅଜଣା ଭାବରେ ଭୁଲ୍ କରିବା । ଭୁଲ୍ ଏହି ଦୁଇଟା ମଧ୍ୟରେ ହୋଇଥାଏ । ଆଉ ସେ ବ୍ୟକ୍ତି ଜଣକ ଅଜାଣତରେ ଭୁଲ୍ କରିଛନ୍ତି, ତାଙ୍କ ଭୁଲ୍ କ୍ଷମା ଯୋଗ୍ୟ । କ୍ଷମା ଗୁଣ ଟା ସମସ୍ତଙ୍କ ପାଖରେ ଥିବା ଆବଶ୍ୟକ । ଜୟ ଶ୍ରୀ ଜଗନ୍ନାଥ 🙏🙏🙏❤️

  • @harixkumar9126
    @harixkumar9126 2 роки тому +23

    ଚପଲ ପିନ୍ଧା ଭାଈ କ୍ଷମା ପ୍ରାର୍ଥନା କଲେ ସେତିକି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଯଥେଷ୍ଟ 💕

  • @sushantabera6540
    @sushantabera6540 2 роки тому +44

    ଆରେ ମେଡ଼ିଆ ଭାଇ ତମେମାନେ ବି ମନେରଖ ପ୍ରତ୍ୟେକ ମଣିଷ କିଛି ନା କିଛି ଭୁଲ କରିଥାଏ କିଏ ବେଶୀ କିଏ କମ ଯଦି ଜାଣତରେ ଭୁଲ ହୁଏ ସେଇଟା ତାର ଦଣ୍ଡ ଯୋଗ୍ୟ ଯଦି ଅଜାଣତରେ ଭୁଲ ହୁଏ ତେବେ କ୍ଷମା ଯୋଗ୍ୟ

    • @Ajitkumar-vl1zr
      @Ajitkumar-vl1zr 2 роки тому +1

      100 right

    • @binayasundaray6247
      @binayasundaray6247 2 роки тому

      Bhai tame au besi prabachana diani sei loka jana ka kn janiparileni mandiraku chapal pindhiki jantini boli

  • @padumsoren5945
    @padumsoren5945 2 роки тому +287

    ଏତେ ଯଦି ବ୍ରାହ୍ମଣମାନେ ସଚ୍ଚଟ ତାହେଲେ ପାନ ଗୁଟ୍ଖା ପାଟିରେ ପୁରେଇ କ'ଣ ପାଇଁ ପୂଜା ପାଠ କରୁଛନ୍ତି ଲାଜ ନାହିିଁକି...

    • @hinduhunawaamnahi.8928
      @hinduhunawaamnahi.8928 2 роки тому +11

      Tu puja kalabele dekhi thilu kire kahuchi puja kala bele paan Patra thakura nka darkar,au Jagannath nije pana khanti.
      Au puja kalabele spstha mantra ucharana nahele thakura swikar karanti ni.
      Prathme hindu hua ta pare hindutya ra mahatwa bujhuba.

    • @kidstv2905
      @kidstv2905 2 роки тому +5

      ଏହି ଗୁଟଖା ଖିଆ ଲୋକଙ୍କୁ ବି ଦଣ୍ଡ ମିଳିବା ଦରକାର।

    • @Chintucartoonzone01
      @Chintucartoonzone01 2 роки тому +3

      Right

    • @sanjubehera8154
      @sanjubehera8154 2 роки тому +11

      @@hinduhunawaamnahi.8928 Bhaii ete katha kahucha . hele puri brahmana jou lokanku chutiy** banaeeki paisa thakuchanti se bisaya re tikie kuha ...

    • @ebm2743
      @ebm2743 2 роки тому +2

      Yes bro ketteta semiti ochonti

  • @sks.30
    @sks.30 2 роки тому +421

    ତାର କିଛି ଭୁଲ ନାହିଁ ସେ ଜାଣିନଥିଲେ, ପୋଲିସ କଣ କରୁଥିଲା କି 😄😄😄😄

    • @Pabitra_kumar_Jena
      @Pabitra_kumar_Jena 2 роки тому +9

      Right point catched,, policemen କଣ କରୁଥିଲା,ଏଇଟା mobile ନୁହେଁ packet ନେଇ ଯାଇଥିଲା police କୁଆଡେ ଦେଖୁ ଥିଲା, ଆମକୁ କହିବ ପୋଲିସ କିଛି ବାହାରିଲେ ଭିତରକୁ entry ନାହିଁ ,

    • @kundingacreations7859
      @kundingacreations7859 2 роки тому +10

      ପୋଲିସ ଗାଡି Silencer, Helmet check କରିବାରେ ଵ୍ୟସ୍ତ ଅଛି ...

    • @pareshmishra612
      @pareshmishra612 2 роки тому +2

      Abe se kn murkha teki common sense nahi mandiraku chap pindhiki jibe

    • @ramkasavak......5970
      @ramkasavak......5970 2 роки тому +3

      Kan bhulu nahi ... general knowledge rahiba darakra ...ta ghara bhitarku ..kan capala ....nahuchi ....

    • @maharanapriyabrat2172
      @maharanapriyabrat2172 2 роки тому +1

      @@kundingacreations7859 ri8 bro 😂😂😂😂

  • @pujabehera5685
    @pujabehera5685 2 роки тому +7

    ଖ୍ୟମା କରିଦିଅ ଭଗବାନ....🙏🙏

  • @hmandal8923
    @hmandal8923 2 роки тому +79

    Yes ! He seems very kind... He just forgot ...think how he loves Jagarnaath ❤

    • @pradeepnarayanbehera4510
      @pradeepnarayanbehera4510 2 роки тому +1

      Jadi ete bhala paiba achhi Bina chappal,Bina dress,aau Bina pant re bi asiparithanta...,

    • @LMB_RAY_8070
      @LMB_RAY_8070 2 роки тому

      Ek Chadha liya hai na .......he is a useless person...he already drink Kiya hua hai .. kya kehh na chahenge ....

    • @AllhaSuarwala
      @AllhaSuarwala 2 роки тому +1

      Yes you're right.
      These temple's pandas and sebayats are shameless

  • @soumyamusic4u87
    @soumyamusic4u87 2 роки тому +103

    ଚପଲ ଜାଉଚି ପୋଲିସ ଜାଣିପାରୁନାହିଁ , ବମ୍ ଗଲେ କୁଆଡୁ ଜାଣିବେ ? Odisha police 🚔 ଙ୍କ ଅବସ୍ଥା ଏଇଆ କିନ୍ତୁ ସଳାଙ୍କ ଫୁଟାଣି ଅଧିକା 😡

  • @akashak4839
    @akashak4839 2 роки тому +294

    ଅତିଥି ଦେବ ଭାବ ସେ ଜାଣି ନାହାନ୍ତି ଭୁଲୁ ରେ ଚପଲ ନେଇଯାଇଛନ୍ତି ଏତେ କଥା କଣ ପାଇଁ ବାଡ଼ଉଚ ଜୟ ଜଗନାଥ 🙏

    • @biswaranjanpatra25
      @biswaranjanpatra25 2 роки тому +3

      No Hindu person in the world enters the mandir with shoes..and the person admits he has some mental issue..is this a joke...

    • @themohapatra2068
      @themohapatra2068 2 роки тому +9

      Babu Kolkata kebe jiba hela sethi janiba odia nku sethi kemiti behave karanti... 🥵

    • @Indian56671
      @Indian56671 2 роки тому +1

      Right panda mane Kate suna mali pindhi chanti

    • @akashak4839
      @akashak4839 2 роки тому +1

      @@themohapatra2068 wright bro🙏Jay Jagannath

    • @hinduhunawaamnahi.8928
      @hinduhunawaamnahi.8928 2 роки тому

      @@Indian56671 are hindu satra re lekha heichi,thakura nku pujiba purbaru nijanku thakura bhali sajeiba ku hue.Tenu Kari sei Jagannath nka bhali nijaku sajanti.

  • @premanandpradhani7955
    @premanandpradhani7955 2 роки тому +34

    One is great who realizes his /her fault.❤️

  • @malayameher4965
    @malayameher4965 2 роки тому +1

    କି ହିନ୍ଦୀ କହୁଚ, ରିପୋର୍ଟ ଭାଇ ଧନ୍ଯବାଦ 🙏🙏🙏

  • @ajayadehuri6795
    @ajayadehuri6795 2 роки тому +115

    Police କଣ କରୁଛି ,ଯଦି କେହି ବୋମ୍ ନେଇ ଚାଲି ଯାଏ ,ଏମାନେ ଜାଣି ପରିବେନି। ତାକୁ suspend କରା ଯାଉ

    • @RahuluddinGandhy
      @RahuluddinGandhy 2 роки тому +3

      ଗାଣ୍ଡୀ ମରୁ ଥିଲା ପୋଲିସ 😠😡🤬

    • @bossthemaster8043
      @bossthemaster8043 2 роки тому +3

      ପୁଲିସ ଗୁଡ଼ାକ gorment ଧନ ଖାଇ ଧ୍ଵଂସ କରୁଛନ୍ତି

    • @biswanathgiri3957
      @biswanathgiri3957 2 роки тому +1

      karana ରେ ବ୍ୟସ୍ତତା jagu Police ତା ଡ୍ୟୁଟି ଭୁଲି ଗଲାଣି

    • @bijayakumarjena4874
      @bijayakumarjena4874 2 роки тому +2

      ସିଏ ଗୋଟେ ସାଧାରଣ ଲୋକ ଜାଣି ପାରିନାହିଁ ଅନ୍ୟ ମନସ୍କ ରେ ଭୁଲ୍ କରି ଦେଇଛି ତାହା ଉପରେ ଏତେ ଗରମ ଦେଖ‌ଉଚ ଯଦି ଗୋଟେ କୁଜି ନେତାମାନେ ସେଇଭଳି ଭୁଲ୍ କେତେ କରୁଛନ୍ତି ତାହା ବାଳକୁ ଉପାଡ଼ି ପାରୁ ନାହିଁ

    • @kingking5737
      @kingking5737 2 роки тому

      I respect to police i love police

  • @jagannathbaba4035
    @jagannathbaba4035 2 роки тому +49

    ମିଡିଆ ଭାଇ ଓ ପୂଜାରୀ ମହାଶୟ ଙ୍କୁ ଅନୁରୋଧ ସେ ଲୋକଟି ଜାଣି ନାହିଁ,ପୁଣି ସେ ୱେଷ୍ଟ ବେଙ୍ଗଲ ର ତଥାପି ସେ ଭୁଲ ମାଗୁଛି।ତାଙ୍କୁ ଛାଡି ଦିଅ।ଜଗତର ନାଥ,କୋଟି ଓଡିଆଙ୍କ ମୌଡ ମଣି ମୋ ମହା ପ୍ରଭୁ ଜଗନ୍ନାଥ ,ସବୁ ବାବାଙ୍କ ଇଛା ବାବାଙ୍କ ଇଛା ରେ ସେ ଲୋକ ଟି ଆସିଛି ,ମାଲିକ୍ ହେଉଛନ୍ତି ମୋ ବାବା ଜଗନ୍ନାଥ। ସେ ବିଚାର କରିବେ ।।।ବାବାଙ୍କ ଜୟ ହେଉ।

  • @srikantkumarjena889
    @srikantkumarjena889 2 роки тому +44

    No problem..Sometimes it happens unconditionally and this man was totally innocent and humble..So no need to take seriously ..

  • @sudarsansahoo1865
    @sudarsansahoo1865 2 роки тому +6

    ସବୁ ସେକାଳିଆସାନ୍ତର ପରୀକ୍ଷା
    ଭକ୍ତଦ୍ୱାରା ଜଣେଦିଅନ୍ତି ସେବକଠିକ୍
    ଭାବରେ ସେବାକରୁନାହାଁନ୍ତି ବୋଲି
    ଜୟ ଜଗନ୍ନାଥ🙏🙏🙏🔥🔥🔥

  • @pradyumndas6510
    @pradyumndas6510 2 роки тому +42

    ଏମିତକା ପ୍ରଶ୍ନ ଯଦି ସମସ୍ତ ମନ୍ତ୍ରୀ ଙ୍କୁ ତାଙ୍କ କାର୍ଯ୍ୟ ବିଷୟ ରେ କରନ୍ତ ତେବେ କିଛି ପରିବର୍ତ୍ତନ ହେଇ ପାରେ

  • @bijayakumarjena4874
    @bijayakumarjena4874 2 роки тому +146

    କ'ଣ ଭାସିଗଲା ସେଠୁ ସେ ଜାଣି ନଥଲା ଅଜଣା ରେ ସବୁ କିଛି ଭୁଲ୍ ହେବ ତମେ ମା ଗିଆ ବ୍ରାହ୍ମଣ ପାନ ଗୁଟଖା ଖାଇ ମନ୍ଦିର ଭିତରକୁ କାହିଁକି ପ୍ରବେଶ କରୁଛ ସଳା ଚୋର ମନ୍ଦିର କ'ଣ ତମ ବୋପାର

    • @jeetdash8953
      @jeetdash8953 2 роки тому +1

      Han bilkul thik but emiti galigulaja thik nuha bhai,,,jay jagannath bhagwan tumaku sadbuddhi diantu

    • @Odia_comedy_tadaka
      @Odia_comedy_tadaka 2 роки тому +1

      Bhai se bhul re korideichhonti, moniso matre bhul

    • @Gopihalba8249
      @Gopihalba8249 2 роки тому

      Right

    • @manishpanigrahi7989
      @manishpanigrahi7989 2 роки тому

      Right

    • @abhiram8691
      @abhiram8691 2 роки тому +1

      ତୋ ବୋପା ର ବେ ମା..........

  • @studymtvton7637
    @studymtvton7637 2 роки тому +6

    It's okay leave it
    This man looking innocent 😇
    ଜୟ ଜଗନ୍ନାଥ

  • @ChandanKumar-ve6ks
    @ChandanKumar-ve6ks 2 роки тому +7

    ଧ୍ୟାନ ଦେବା ପାଇଁ କେହି ନା କେହି ରହିବା ଦରକାର ଭୁଲ କାହାର କୁହନ୍ତୁ.. ସେ ତ ଜଣେ ନୂଆ ଭକ୍ତ.. 👍

  • @AdvocateChamber
    @AdvocateChamber 2 роки тому +223

    Let forgive this man . He is totally innocent.

    • @BrutalGamerYT1995
      @BrutalGamerYT1995 2 роки тому +13

      Yehi toh humara problem hai ki hum hindu hoke bhi hindu Dharma ko hi izaat nehi dete.

    • @ranjancreation4288
      @ranjancreation4288 2 роки тому +1

      Thik bhai

    • @sibanisibani6721
      @sibanisibani6721 2 роки тому +8

      @@BrutalGamerYT1995 for give the one who surrender his mistake this is hindu dharma.........adminstration should keep eye on it......

    • @priyankaprianka4343
      @priyankaprianka4343 2 роки тому +3

      Abosolutly correctly
      Jay jagannath

    • @priyankaprianka4343
      @priyankaprianka4343 2 роки тому +5

      He admit his mistake..so forgive him..
      Aita mandir prasasana ra dosho.. Kouthi chapal stand rahiba darkar kou pate loko jibe.. Kichi thik thikana rakhu nahantii.. Se bahar state ra loko may b jani parileni...so khyama kari deba katha

  • @attitudeboyraj7686
    @attitudeboyraj7686 2 роки тому +19

    ପଣ୍ଡା ବାବୁ ଙ୍କ ପାଟିରେ କଣ ଅଛି "ପାନ"
    ଶ୍ରୀମନ୍ଦିର ପରିସର ରେ ପାନ ଗୁଟଖା ଚୋବାଇବା ବି ଅପରାଧ ....

  • @mjbbanty9064
    @mjbbanty9064 2 роки тому +17

    He is a devote of lord Jagannath, he just forgot,but he seems polite,kind n this is the mistake of police

  • @soumyabikashbehera3675
    @soumyabikashbehera3675 2 роки тому +2

    ମହାପ୍ରଭୁ ତାଙ୍କୁ କ୍ଷମା କରିଦିଅନ୍ତୁ....🙏....

  • @satyabhau69
    @satyabhau69 2 роки тому +65

    କଣ ଟା ଭାସିଗଲା ସେଠୁ ? ମନ୍ଦିରରେ ଯାହା କାର୍ଯ୍ୟକ୍ରମ କରୁଛ ତାହା ଦୁନିଆ କୁ ଜଣା ରେ ହତଭାଗ୍ୟ ମାନେ

    • @Hrtechnic
      @Hrtechnic 2 роки тому +1

      mate bhala lagila bhai

    • @manasdigal4674
      @manasdigal4674 2 роки тому +1

      right

    • @viralhorts683
      @viralhorts683 2 роки тому +2

      Thik katha kahicha bhai....chicken mutton kichi manu nahanti.....main katha behaviour vala dekhau nahanti loka nku

    • @pranatirout5568
      @pranatirout5568 2 роки тому +2

      Thhik thhik

    • @user-ki8rs9gd3i
      @user-ki8rs9gd3i 2 роки тому +4

      ଏ ଷଳା ଗୁଡାକ ଚପଲ ପିନ୍ଧି ଥିବା ଲୋକକୁ ସିନା ଧରି ଦେଲେ ହେଲେ ପରିସ୍ରା କରୁଛନ୍ତି ଦୁଷ୍କର୍ମ କରୁଛନ୍ତି ଏହା ପାଇଁ ତ ବହୁତ ରୀସ୍କ ଅଛି କିଛି ତନାଘନା ନାହିଁ ଚପଲ ପିନ୍ଧି ପଳେଇଲା ଭାସିଗଲା ସେଇଠୁ ମୂତା ମୂତି ଯୋଉ କରୁଛନ୍ତି ଭଗବାନ କଣ ଦେଖୁନାହାନ୍ତି ତଥାପି ସେ ଗ୍ଯାସ କୁ ସହ୍ଯ କରି ମହାପ୍ରଭୁ ସେବନ କରୁଛନ୍ତି ଅବଢା ଡାଲି

  • @vaishnavirath909
    @vaishnavirath909 2 роки тому +120

    ସେ ଠାରେ ଥିବା ପୁଲିସଙ୍କୁ ଆଗ ଦୋଷ ।

  • @poojaraneesahu2871
    @poojaraneesahu2871 2 роки тому +1

    Jay Jagannath

  • @SunitaPanda-cy3ly
    @SunitaPanda-cy3ly 2 місяці тому

    Jay Jagannath 🙏🙏

  • @mayadharpadhan1686
    @mayadharpadhan1686 2 роки тому +20

    ତମେ କଲେ ନୀଳା ଆମେ କଲେ କିଳା , ତମ ପାଟିରେ କଣ ଅଛି କଣ ଠାକୁରଙ୍କ ପ୍ରସାଦ 😠 ରି ଭାଇ କଣ ଆପଣ ଲଂଚ ନେଇଛନ୍ତି କି?
    ସେବକ ଙ୍କ ପାଟିରେ କଣ ଅଛି ବୋଲି ପଚାରୁନାହାନ୍ତି କାହିଁକି ?

  • @prince-sf6vn
    @prince-sf6vn 2 роки тому +18

    a prabhu khyama karidea 🙏🙏🙏

  • @raceinsane._
    @raceinsane._ 2 роки тому +50

    This man has not a single% of fault.He didn't knew and also he told that he is mentally bad.And one of the great thing that he kindly accepted his fault without out any argument.And he seems to be kind-hearted too .There is not such a way like he did intentionally.Btw they are our guest so,one thing i feel that he should not have confronted with any media or news channel because this not a thing to share ,many people are making faults,why to keep this only as fault.He.has also respect for lord Jagannath 🙏🙏. He would be disappointed with it mann. What is this??😣

    • @Anonymous_self
      @Anonymous_self 2 роки тому

      Agree with you.he felt embarrassed. I don't think he will ever come again after such humiliation.

    • @shradhakumari8419
      @shradhakumari8419 2 роки тому +3

      Kounasi Mandira ko jota pindhi pasantini puni new rule kn se jani suni pasichi

    • @abinashsamantaray9424
      @abinashsamantaray9424 2 роки тому +1

      It's not about the person. It's about the administration.

    • @bsmcool5611
      @bsmcool5611 2 роки тому

      gate re jou staff duty re thile tanka upare kada karjyanustana niajau

    • @shradhakumari8419
      @shradhakumari8419 2 роки тому +1

      @@Anonymous_self na ashu tame secular boli. Tamaku chhota laguchi kitnu eta maha Prabhu nkara bohut bada apaman

  • @shreyasambhabna
    @shreyasambhabna 2 роки тому +3

    Look at his face he is totally inocent.
    Forgive him🙏🙏🙏

  • @bhagirathiprusty7722
    @bhagirathiprusty7722 2 роки тому +14

    ଶ୍ରୀ ଜଗନ୍ନାଥ ମନ୍ଦିରର ପକୃତ ରକ୍ଷକ,,,,, ସେବାୟତ,,, ଜୟ ଜଗନ୍ନାଥ

  • @sambitlipun007
    @sambitlipun007 2 роки тому +62

    why are you making a news out of this? He made a mistake, he did not knew and no one stopped him also. So why are you making him look like a criminal? This is not journalism.

    • @kavitasahoo7592
      @kavitasahoo7592 2 роки тому

      Right,what the securities are doing,what news are they making,reporter is asking useless questions

    • @parthasarathinayak1144
      @parthasarathinayak1144 2 роки тому +3

      Abhi nehi toh kabhi nehi...hmre jagannath mandira ka bahot achha image hai sari dunia me...agar esi galti barabar hogi toh ek din hamre jagannath ko bhi le jaynge e log...jese ki past men muslim kar rahe the...

    • @jayantasahu827
      @jayantasahu827 2 роки тому +2

      @@parthasarathinayak1144 Bhai eita ama police manankara dosa.. Ame police nku prathame kahiba uchhit.. Se ta atithi se jani nathibe

    • @biswajitdixit1997
      @biswajitdixit1997 2 роки тому

      @@jayantasahu827 absolutely right... brother

    • @freefirehub5255
      @freefirehub5255 2 роки тому +1

      They are not making news over the issue they try to convey a message to the piligrems,that going forward people with slippers should not enter in the srimandir,whether he/she from Bengal or any other state of India.JAY JAGANATH....

  • @kisanbarik3946
    @kisanbarik3946 2 роки тому

    Jay Jagannath 🙏

  • @Ticonmallick-zk8gi
    @Ticonmallick-zk8gi Рік тому

    Veri good puri bhaina

  • @PrakashMazumdar
    @PrakashMazumdar 2 роки тому +79

    There is nothing to make news out of it, He made a mistake and accepted it as a gentleman. He should not be questioned
    like a criminal.

    • @mrutyunjayapanda1343
      @mrutyunjayapanda1343 2 роки тому +1

      Bala na

    • @soumyamusic4u87
      @soumyamusic4u87 2 роки тому +1

      Kan criminal bhalia taku ଦଣ୍ଡ dia hela ki .? କୁଆଡୁ ଆସିକି ଏଠି ଜ୍ଞାନ ପେଲି ପକେଇଲା , ସେଇଥିପାଇଁ ତାକୁ ଛାଡିଦିଆ ହେଲା , ନହଲେ ସେଇ ଚପଲ ରେ ସେ ମାଡ ଖାଇ ଥାନ୍ତା __ ରେ ହାତ ଦେଇ ଘରକୁ ଫେରିଥାନ୍ତା

    • @deepak7419
      @deepak7419 2 роки тому

      U r right.... this is not big crime.... like other crime.... now a days....he also obey his mistake....

    • @hinduhunawaamnahi.8928
      @hinduhunawaamnahi.8928 2 роки тому

      @@deepak7419 tu masjid ku pindhiki jauthibuna. Hindu heiki etiki janini. 🤬🙏

    • @gitushree
      @gitushree 2 роки тому +1

      Au pa kichhi content miluni 🤣🤣🤣 news wala nku jadi kehi ajanata re bhul karichhi sethi pain ate drama sie ta tanka bhul ku swikar karuchhanti na🙂🙂

  • @priyabratanayak8222
    @priyabratanayak8222 2 роки тому +57

    It's our temple sevaka responsibility first to tell the rules, So called the guards of Lord Jagannath. If they r not responsible at their work, same mistake will always continue from outsider.

    • @anjalriya9793
      @anjalriya9793 2 роки тому

      Se to vhul magucho

    • @amarendrasahoo999
      @amarendrasahoo999 2 роки тому

      ,f

    • @Annie_music343
      @Annie_music343 2 роки тому +3

      @@anjalriya9793 Ki balare bhul maguchhi. Se janisuninhi EMT karichhi hela.. Million of devotee are going without slippers.. can't he see?🤬🤬

    • @baibhavdhal7155
      @baibhavdhal7155 2 роки тому

      chup be sala , tu kn ta Sasura

    • @susantatripathy881
      @susantatripathy881 2 роки тому

      Police department Kan karuche

  • @mithunapradhan2321
    @mithunapradhan2321 2 роки тому +1

    Jay Jagannath🙏💐🙏💐🙏💐

  • @sonababyvlogs7934
    @sonababyvlogs7934 2 роки тому

    Jay jagannath🙏🙏🙏🙏

  • @binodtech7556
    @binodtech7556 2 роки тому +18

    He carrying slippers with left hand in way of decency..he made mistake .seems a good heart from inside 😊 Forgive his mistake Jay Jagannath 🙏🏻 .

  • @anubhadas1880
    @anubhadas1880 2 роки тому +16

    That was mistake, not crime. The way u all are treating him is very bad.

  • @Game__Over_111
    @Game__Over_111 Рік тому

    ଆରେ ଭାଇ ତମେ ସେ ମଉସା କୁ ଏତେ କଥା ପଚାରିବା ଦରକାର୍ ନାହିଁ ସେ ମଉସା ର ଭୁଲ୍ ଠିକ୍ କେବଳ ଜଗା ବୁଝିବ ଜୟ ଜଗନ୍ନାଥ ❤️

  • @snbbariha251
    @snbbariha251 2 роки тому

    Dhanya ଭଗବାନ ତୁମର ଇଛା 😭

  • @padmanavmohani889
    @padmanavmohani889 2 роки тому +10

    ଶ୍ରୀ ମନ୍ଦିର ସୁରକ୍ଷା ଦେବା ରେ ଆମ ଓଡ଼ିଶା ସରକାର ଏବଂ ଆମ ଶ୍ରୀମନ୍ଦିର ପ୍ରଶାସନ ସଂପୂର୍ଣ୍ଣ ଅକ୍ଷମ ସେଥିପାଇଁ ଆଜି ଚପଲ ପିନ୍ଧି ପଶିଗଲେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଥାନା। ଆପଣଙ୍କ ଶ୍ରୀମନ୍ଦିର କୁ ଆପଣ ସୁରକ୍ଷା ଦିଅନ୍ତୁ। Jay Jagannatha

  • @Lipika_Ki_Duniya
    @Lipika_Ki_Duniya 2 роки тому +30

    "Atithi Devo Bhaba"-Please excuse him.Anyway he admitted his mistake.Jay Jagannath😘

  • @malatipradhan9750
    @malatipradhan9750 2 роки тому

    Khyama karantu prabhu se niriha lokaku🙏🙏🙏

  • @BINODOFFICIAL9439
    @BINODOFFICIAL9439 2 роки тому +5

    ପୁଜାରୀ ମାନେ ପାନ ଗୁଟୁକା ଖାଇକି ମନ୍ଦିର ଭିତରେ ଗଲେ କିଛି ପାପ ନାହିଁ । ଏକତା ଆପଣ ମାନେ କୁହନ୍ତୁ ।

  • @divyapati3291
    @divyapati3291 2 роки тому +23

    Excuse him..he admitted his mistake.

  • @kanikamishra1690
    @kanikamishra1690 2 роки тому

    Very good JTP Puri

  • @kailashasahoo1234
    @kailashasahoo1234 Рік тому

    Jay Jagannath 🙏🪔🛕🛕🛕🙏

  • @himeshchhatria4764
    @himeshchhatria4764 2 роки тому +4

    ମୋତେ ଲାଗୁଛି ଭକ୍ତ ବୋଧେ ଟିକିଏ ପିଇଛନ୍ତି ଆଉ😂🙏🙏

  • @anuraj3403
    @anuraj3403 2 роки тому +13

    ଇଏ କୋଉ ଦେଶର ଲୋକ କି..
    ବଧେ ନିଶାରେ ଅଛନ୍ତି 🤐

  • @AllhaSuarwala
    @AllhaSuarwala 2 роки тому

    ଶ୍ରୀ ମନ୍ଦିରରୁ ପଣ୍ଡା ଶାସନ ଓ ନବୀନ ଶାସନ ରୁ ମୁକ୍ତ କରାଯାଉ।

  • @jatinsahu1339
    @jatinsahu1339 2 роки тому +1

    Jaya jaganatha 🙏🙏🙏

  • @basudevbehera2209
    @basudevbehera2209 2 роки тому +9

    ପୋଲିସର ଅବହେଳା ଯୋଗୁ ପ୍ରଭୁଙ୍କ ମନ୍ଦିରକୁ ଚପଲ ଯାଉଛି କ୍ଷମା କରିବେ ମୁ ଭୁଲ କହିଥିବାରୁ ଜୟ ଜଗନ୍ନାଥ

  • @Xetlo123
    @Xetlo123 2 роки тому +6

    Best part of Hinduism is forgiveness

  • @Pratikshya1997
    @Pratikshya1997 2 роки тому

    No no he is a innocent man

  • @SantoshKumar-pj4fo
    @SantoshKumar-pj4fo День тому

    Jago jago

  • @santoshkumarsethy2158
    @santoshkumarsethy2158 2 роки тому +10

    By mistake, pls excuse him.because of hurry.

  • @guruswami7096
    @guruswami7096 2 роки тому +55

    The reporters should have good command over English and Hindi other than our mother tongue. He was faltering while communicating in Hindi with that Bengali gentle man

    • @abani8304
      @abani8304 2 роки тому +2

      In WB, the same reporters are further weak in hindi.. they are good at bengali

    • @deepakkumarcreations7742
      @deepakkumarcreations7742 2 роки тому

      😅

    • @sisirkumar8362
      @sisirkumar8362 2 роки тому

      Exactly...a reporter must have the ability to speak in Hindi and English, besides their mother tongue

    • @sattwikx99..
      @sattwikx99.. 2 роки тому +3

      Reporter Should know Odia and English not required to know Hindi
      Hindi is not our language

    • @somalichakraborty484
      @somalichakraborty484 2 роки тому

      @@abani8304 So what? Bengali,Odia all are recognized languages in Indian Constitution. Hindi is not national language.

  • @amirsahu4298
    @amirsahu4298 2 роки тому

    Jay jagannath

  • @papupradhan2348
    @papupradhan2348 Рік тому

    God wants pure heart

  • @knowledgeremedies6367
    @knowledgeremedies6367 2 роки тому +3

    ରୋଷ ଭିତରେ କୈସେ ଆପ ଅନ୍ଦର ଚଲେ ଗଏ .. excellent Hindi 😁😁

  • @sscreationtv8711
    @sscreationtv8711 2 роки тому +3

    ସାମ୍ବାଦିକ ଭାଇ କି ହିନ୍ଦୀ କହିଲେ ମ। ମୋ ଜୀବନରେ କେବେ ହେଲେ ଶୁଣି ନଥିଲି

  • @sandeepvaranasi5324
    @sandeepvaranasi5324 2 роки тому

    That is the power of checking at sri mandir

  • @hindustanmonisha1206
    @hindustanmonisha1206 2 роки тому

    No problem 👍😊👍

  • @duryodhanpradhan6000
    @duryodhanpradhan6000 2 роки тому +4

    ଏଥିପାଇଁ ପୋଲିସ ଦାୟୀ

  • @tuku106
    @tuku106 2 роки тому +10

    Jadi antank badi heithanta tebe kan hehi thaanta. Ete security dhila kahiki ?

  • @aurobindapatra5125
    @aurobindapatra5125 2 роки тому

    Sabu mo prabhu ka icha jay Jagannath

  • @susantkumarmohanty7822
    @susantkumarmohanty7822 2 роки тому

    He is inosent

  • @sarakantabarik2741
    @sarakantabarik2741 2 роки тому +10

    Eita kan media me dikhana jarurat he

  • @onlytruthnothingelse679
    @onlytruthnothingelse679 2 роки тому +8

    It show how worst Odisha police
    & How worst puri mandira prasasak also how worst bjd party

  • @deepakmishra1311
    @deepakmishra1311 2 роки тому

    Jai jagannath..

  • @sanjuptiexpress1571
    @sanjuptiexpress1571 2 роки тому

    Jay Jagannath🙏🙏🙏

  • @manojkumarraj656
    @manojkumarraj656 2 роки тому +3

    Dekhare bhai .......... sarkar bada ajab

  • @SKumar-rb1tz
    @SKumar-rb1tz 2 роки тому +7

    Srimandir police ?? Are they busy in watching beautiful ladies and girls ???

  • @urvashirani7
    @urvashirani7 2 роки тому

    Jay Jagannath 🙏❤🥰

  • @lo3709
    @lo3709 2 роки тому

    Jay Jagannath🙏🙏🙏🙏🙏

  • @Bittertruth1992
    @Bittertruth1992 2 роки тому +5

    He admitted his mistake.. y r u making news out of it.. devotees from another state... News channel dont upset anyone for ur trp unnecessarily.. don't post such type of news..

  • @telemate5262
    @telemate5262 2 роки тому +4

    Ki balo media mo eye😡
    Bhul haegala jani nahi se
    Nijo mana safa rahiba darkar mandir probesa purbaru loke kebe sikhita hebe kejani dharma palono karichalichanti nija karma hi thik nahi.

  • @akashsahu5651
    @akashsahu5651 2 роки тому

    Jay jagannath parbhu 🙏🙏🙏🙏

  • @MMXCAT
    @MMXCAT 2 роки тому

    ଜଗା ପ୍ରେମରେ ଏତେ ପରିମାଣରେ ପାଗଳ ହେଇ ଥିଲେ ଯେ, ସେ ଭକ୍ତ ଚପଲ କାଡିବାକୁ ଭୁଲି ଯାଇଥିଲେ.. 🙏

  • @aratadash5311
    @aratadash5311 2 роки тому +4

    ଲୋକ ଟୀ ମୁସଲମାନ ଥିଲେ ଜାଣି ଜାଣି କରିଥିଲେ

  • @sunitarajbongshi700
    @sunitarajbongshi700 2 роки тому +6

    ପୋଲିସ୍ କଣ ମରି ଯାଇଛନ୍ତି

  • @Premchandgirivlogs
    @Premchandgirivlogs 2 роки тому

    Jay jagannath 🙏

  • @sangramjena799
    @sangramjena799 2 роки тому

    ଆରେ ଆମ ମିଡ଼ିଆ ଭାଇ🙏 ଟିକେ ବି ତ ଧର୍ମ କୁ ଡର, ଆଜି ଦିନ ସାରା ଆଉ କିଛି ନିୟୁଜ ନାହିଁ ନା କଣ? ଯଦି ଶେ ଅଜ୍ଞାନୀ ଭକ୍ତ ଟି କିଛି ଅଜାଣତ ରେ ହେଉ କିମ୍ବା ଜାଣତ ରେ ହେଉ ଭୁଲ କରି ଦେଇଚି, ସେ ତ ତା ଭୁଲ ପାଇଁ କ୍ଷମା ପର୍ଥାନ କରୁଚି, ପୁଣି ସେହି ନିୟୂଜ ତିକୁ ବାରମ୍ବାର ଲୋକ ପ୍ରଚାର କାହିଁ କରାଉଚ୍ଚ। ସେ ନନା ଏ ଯେଉଁ ମହାନ୍ କାମ ଟି କଲେ, ତାଙ୍କୁ ଆଗ ପଚାରି ଥାନ୍ତ କି ମନ୍ଦିର ଭିତରେ କଣ ପାନ ଗୁଟକା ଖାଇବା ପାଇଁ ଆପଣଙ୍କର ଲାଇସେନ୍ସ ହେଇଚି, ଆପଣ ଆପଣଙ୍କ ପାଇଁ କିଛି ନିୟମ ନାହିଁ🙄। ଯଦି ନିୟୁଜ୍ଜ୍ ଦେଖେଇବା କଥା ତାହାଲେ ସେହି ନିତ୍ୟୁଜ୍ ଦେଖାନ୍ତୁ ସମାଜ ପାଇଁ ପ୍ରେରଣା ଆଣି ଦେବ। ଆମ ଓଡ଼ିଶାରେ ସବୁଠୁ ବଡ଼, ଏ ଜଗତର ନାଥ, ବଡ଼ ଠାକୁର ଙ୍କର ଦେଶ ରେ ଜନ୍ମ ନେଇ ଏବଂ ସେବକ ହେଇ ରହିଚୁ ସତ, କିନ୍ତୁ ଆମେ ଆମ ଧର୍ମ ଆଉ ସଠିକ୍ କର୍ମ କୁ ଆପଣେଇ ପରିଲୁନି। ସେଥିପାଇଁ ପ୍ରତ୍ୟେକ ଥର ଏପରି ଅଚିହ୍ନା ବିମାରି,ବାତ୍ୟା,ବନ୍ୟା ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଚେ, ଆମେ ମାନେ ଆମ ବୁରା କର୍ମ ର ଫଳ ଭୋଗୁଚେ।🙏🙏

  • @kirtiranjandas9065
    @kirtiranjandas9065 2 роки тому +6

    A sala Bengali refugee pathan bhali laguchhi

    • @santoshsahoo7731
      @santoshsahoo7731 2 роки тому

      Nai bhai semiti kuhantuni. Ame para odia. Jagannath amara hrudaya ra thakura. Ame se bengali bhai nku khyama karideba

  • @lunatandivlogs9949
    @lunatandivlogs9949 2 роки тому +3

    Amar god chapal pindhi ki dakile bi sunibe na gadhi ki dakile bi sunibe matan chicken fish khaile bi sunibe

  • @devkhara4625
    @devkhara4625 5 місяців тому +1

    ଆରେ ଯାଉ ଯାଉ ପଳେଇଲେ ସେ କହୁଛନ୍ତି ଭୁଲରେ ପଳେଇଲି ତାଙ୍କୁ ଏତେ ପ୍ରଶ୍ନ କାହିଁକି

  • @subasishpradhan1133
    @subasishpradhan1133 2 роки тому

    Jay jagantha 🙏🙏

  • @foodvillagebylipu
    @foodvillagebylipu 2 роки тому +3

    ଖାଲି ଅନ୍ୟାୟ, ଭ୍ରଷ୍ଟାଚାର ପଶିବ ଭିତରେ, କିନ୍ତୁ ଚପଲ ପଶିବନି 🤪 hair news

  • @RK-xe4qq
    @RK-xe4qq 2 роки тому +5

    Ek bengali 100 bemari

  • @vennilclasses9446
    @vennilclasses9446 2 роки тому +1

    Don't make the news so serious, this man is totally innocent.

  • @bharatjai
    @bharatjai 2 роки тому

    What a news....

  • @EternalLife0520
    @EternalLife0520 2 роки тому +3

    ଚପଲ ପିନ୍ଧି ଗଲେ କଣ ହେଲା ?

    • @abani8304
      @abani8304 2 роки тому

      ମନ୍ଦିର କୁ ଚପଲ ପିନ୍ଧିକରି ଯାନ୍ତି ନାହିଁ...west bengal re ମଧ୍ଯ

    • @EternalLife0520
      @EternalLife0520 2 роки тому

      @@abani8304
      କାରଣ କଣ ?

    • @abani8304
      @abani8304 2 роки тому

      Lot of reasons..first of all to keep the auspicious place hygienic..do you go to your kitchen with same slipper which you might have used for public toilet..this man how come was walking near the temple kichen with chappal jouthi abadha mahaprasad prepare hue

  • @R_Palei
    @R_Palei 2 роки тому +5

    Kuch toh golat nehi kiya he woh great man foreEver 🔥

  • @bhagabanpradhan4787
    @bhagabanpradhan4787 2 роки тому

    Jai ram

  • @robindrahembram5032
    @robindrahembram5032 2 роки тому +1

    କଳିଯୁଗରେ ଏମିତି ହିଁ ହଇଥାଏ

  • @bhupatipradhan5024
    @bhupatipradhan5024 2 роки тому +3

    Waha security ko man na padega