Akshay parija and Manoj Mishra saying the real truth and it is good for our ollywood industry Sritam Das is completely confused and Tapas is not sure about his talent. Tutu sir is as always same bindass guy, he is still in nostalgia.
Bhai tame sina kahuchha but kehi jibeni dekhite...karana Kan janichha loko mananka taste badali galani...setebele sei bhali story bhala laguthila but ebe au nuhen Bhai..Ebe jadi South Industry and Bollywood Ku takkar Dela bhali story present Kari napariba... Tahele seimiti hin chaliba Jemiti chaluchhi
ଶ୍ରୀତମ Babu..ବହୁତ ପ୍ରୋବ୍ଲେମ୍ ଆପଣଙ୍କ ର ଅଛି..କଥା କଥା କେ ragiba... ଠିକ୍ ନୂହେଁ... ବହୁତ ego..ଶ୍ରୀତମ Babu..its purely not acceptable... you must ସିଟ in ଜଜ seat only at ରଜ କୁଇନ.. not ଫିଟ for ଫିଲ୍ମ.
Some panel members literally don't know the current trend and taste of the audience. Just playing the blame game.! Thanks to Manoj sir for being patience and saying the fact
I stand with Manoj mishra sir such great experience about movie and we learn form other industry how th they can Make good movie and earn money.. Odia industry also capable but... In odia movie I honestly say.. There is no good content, cinematography , no good editing and we can't seen the culture of odia in odia movie... Finally say Generation chaned and Thought process change but odia movie doesn't change between this 10 yrs.we need Revolution in odia movie industry.... 👍
Only sense talk I can hear is from Mr. Akshaya Parija & Mr. Manoj Mishra....Odia cinema authority should pressurise the Odisha govt. to establish more Odia cinema dedicated theatres & also promotion should be at all district level.
I agreed 100℅ with akhaya sir and manoj sir..no bakwas sidhi baat. We should try different actors. We shouldn't depend on actors, should give much scope and try fresh and innovative contents...
Bhai . Bhuban,sukinda au gondia au pingua ..4,4 ta block re gote cinema hall jaha bhuban re achhi...dukha ra Bisaya odia movie padile first day re b loka nahanti..film bhala hele loke jibe
Aksay sir Manoj sir explained real truth Sritam sir Tapas sir both are not confident about their work And Sanjay sir he is one man army he can do everything he showed his power from I LOVE YOU movie...... So at last I want to say today's generation need everything good like actors actresses content story producer writer singer etc ..... ସବୁ ଭଲ ହେଲେ ସବୁ ଭଲ ହେବ.....🙏🙏
Kichi laava habani...new talanted directors maanaku chance na dei only 5 to 6 directors maanka lobby ku jeparjyanta band na karaajaaici..se parjyanta Odisha ra ODIA film industry re emti paalaa chaalithiba. Taranga movies, Sarthak movies etc etc production house re semti lobby chaalici. Taankara selected 5 to 6 directors haucanti fix ..sabu commission and lobby ra khela. Se sabu 5 to 6 directors maanaku chaadidele aau kehi New directors maanaku entry naahi. Emti kariki ODIA film industry ku rakhya kariba ki? Copy cinema kari kari nija pocket re producers ra tanka maariki varti karajaauci. Emti ODIA film industry grow kariba ki?
Manoj mishra sir ଙ୍କ କଥାରେ ଦାମ୍ ଅଛି।
Sritam Bhai ବେକାର ରେ ଯୁକ୍ତି କରୁଛନ୍ତି।
Haas
Subidhabadi
Mote ta tk bi odia cenema bhala laguni😔
Sritam das mananko loko pain odia film chaluni. se bhul ku accept karuni.
Real Fact Said Manoj sir , he is absolutely 100% perfect 🙏
manoj mishra is real person who wants to develop our ollywood.
Monoj Mishra super bro
Akshay parija and Manoj Mishra saying the real truth and it is good for our ollywood industry
Sritam Das is completely confused and Tapas is not sure about his talent. Tutu sir is as always same bindass guy, he is still in nostalgia.
They need to coexist with the New generation.... everything has changed.
ମନୋଜ Babu is a good analyser..ମନୋଜ ବାବୁ ଠିକ୍ କଥା କହୁଛନ୍ତି...ଶ୍ରୀତମ ବାବୁ tk ଭଦ୍ର ଭାବରେ କୁହନ୍ତୁ...
ଶ୍ରୀତମ ଦାସ ଯାଗାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବସେଇଥିଲେ ବହୁତ କିଛି ଜାଣିବାକୁ ଓ ଶିଖିବାକୁ ମିଳିଥାନ୍ତା...
ଯଦି ପୁଣିଥରେ ସିଦ୍ଧାନ୍ତ -ରଚନା ଯୋଡିକୁ ନେଇ ସନ୍ତାନ 2, ସୁହାଗ ସିନ୍ଦୁର 2 etc ଏମିତି ଫିଲ୍ମ ସବୁ ଆସିବ ତାହାଲେ ଓଡ଼ିଆ ଇଣ୍ଡଷ୍ଟ୍ରି ପୁଣିଥରେ ଫେରିବ.. ନହଲେ ଆଉ ୟାଛଡ଼ା କିଛି ବିକଳ୍ପ ନାହିଁ...
ଓଡିଶା ରେ ଗୋଟେ superstar ଏବେ ବି ଅଛନ୍ତି ସିଏ ସିଦ୍ଧାନ୍ତ ମହାପାତ୍ର.. ତାପରେ ଆଉ କେହି ଆସିନାହାନ୍ତି.. ତେଣୁ ସିଏ politics ଯିଵା ପରଠାରୁ ଲୋକ ଆଉ ଓଡ଼ିଆ ଫିଲ୍ମ ଦେଖିବାକୁ କେହି ପସନ୍ଦ କରୁନାହାନ୍ତି..
Yes 💯💯💯
Yes agreed 👍
Ea mane khali se jyoti au babushan aemananku flim debe
Yes
You are right
ସିଦ୍ଧାନ୍ତ ମହାପାତ୍ର ରଚନା ଙ୍କର ଫିଲ୍ମ୍ କର ସୁପର ହିଟ୍ ହେବ ପାରି ବାରିକ କାହାଣୀ ହୋଇଥିବା ଦରକାର
Right 👍
Bhai tame sina kahuchha but kehi jibeni dekhite...karana Kan janichha loko mananka taste badali galani...setebele sei bhali story bhala laguthila but ebe au nuhen Bhai..Ebe jadi South Industry and Bollywood Ku takkar Dela bhali story present Kari napariba... Tahele seimiti hin chaliba Jemiti chaluchhi
@@PrakashKumarE10 right 👍
I stand with manoj mishra because he is right
Me also
ପୁରୁଣା ଓଡ଼ିଆ ଫିଲ୍ମ ବହୁତ୍ ଭଲ ଥିଲା। ସେଥିରେ ପାରିବାରିକ ସିନ୍ ବହୁତ୍ ରହୁଥିଲା। ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅଶ୍ରୁମୋଚନ, ଅଜିତ୍ ଦାସ ମିହିର ଦାସ, ଶ୍ରୀରାମ ପଣ୍ଡା, ଅଶୋକ ପତି, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲଙ୍କର ନିଖୁଣ ବାସ୍ତବିକ୍ ଅଭିନୟ ରହୁଥିଲା। ପୁରୁଣା ଫିଲ୍ମରେ ଓଡ଼ିଆ ଢେଗ,ରୁଢ଼ିର ପ୍ରୟୋଗ କରାଯାଉ ଥିଲା (ଯେମିତି ଶାଶୁ ବୋହୂର କଳିରେ)। ଓଡ଼ିଆ ସଂସ୍କୃତିର ଛାପ ଥିଲା। ପୁରୁଣା ଫିଲ୍ମରେ ଓଡ଼ିଆ ଭାଷା ଅଧିକ ଏବଂ ଇଂଲିଶ ଭାଷା କମ୍ କୁହାଯାଉଥିଲା l । କିନ୍ତୁ ଏବେକାର ଫିଲ୍ମରେ ଇଂଲିଶ ଭାଷା ଅଧିକ ଓଡ଼ିଆ ଭାଷା କମ୍ କୁହାଯାଉଛି। ପୁରୁଣା ଫିଲ୍ମର ସିନ୍ ରେ naturality ଥିଲା,ଯେମିତି ଭାଈ ହେଲା ଭଗାରୀ, ଲକ୍ଷ୍ମୀ ପ୍ରତିମା, ବସୁଧା, ରଣଭୂଇଁ, ଲକ୍ଷ୍ମଣ ରେଖା, ବାବୁ ପର୍ଶୁରାମ,ଯୋର୍ ଯାର ମୂଲକ ତାର୍ ଇତ୍ୟାଦି ଫିଲ୍ମ୍ ଦେଖିବାକୁ ବହୁତ୍ ଭଲ ଲାଗୁଥିଲା। କିନ୍ତୁ ଏବେକାର ଫିଲ୍ମରେ ଓଡ଼ିଆ ଛାପ ନାହିଁ, ଲଭ୍ ସିନ୍ ଅଧିକ, ଫାାଇଟ ଅଧିକ, ପାରିବାରିକ ବହୁତ୍ କମ୍, କପି ଫିଲ୍ମ୍ ବହୁତ୍ ଦେଖିବାକୁ ମିଳୁଛି। ପୁରୁଣା ଫିଲ୍ମରେ ସବୁ ଚରିତ୍ରକୁ ଗୁରୁତ୍ବ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ହିରୋଙ୍କୁ ଅଧିକ ଗୁରୁତ୍ବ। ପୁରୁଣା ଫିଲ୍ମରେ ପରିବାରର ବାସ୍ତବିକ୍ ଚିତ୍ର ଦେଖିବାକୁ ମିଳୁଥିଲା। କିନ୍ତୁ ଏବେକାର ଫିଲ୍ମରେ ପ୍ରେମୀ ଯୁଗଳଙ୍କ ଉପରେ ଅଧିକ ଦେଖିବାକୁ ମିଳୁଛି। ସାଉଥ୍ ଫିଲ୍ମରେ ସେମାନଙ୍କର ସଂସ୍କୃତି ଦେଖିବାକୁ ମିଳିଥାଏ, ସେଥିପାଇଁ ସେମାନେ develop କରୁଛନ୍ତି। କିନ୍ତୁ ଓଡ଼ିଆ ଫିଲ୍ମରେ ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା କମିବାରେ ଲାଗିଛି, ସେଥିପାଇଁ ଓଡ଼ିଆ ସିନେମା ଜଗତର ଗୁରୁତ୍ବ କମିବାରେ ଲାଗୁଚି।ସିନେମା ନିର୍ଦ୍ଧେଶକ ମାନଙ୍କୁ ଅନୁରୋଧ ପୁରୁଣା ଫିଲ୍ମ୍ ଦେଖି କିଛି ଶିଖନ୍ତୁ। 🙏🙏
Me also
Manoj sir is right. Logical talk
I agree with Manoj sir.
We have to update ourselves regarding our content, making, promotion, media etc.
Manoj sir is always osm 🥰🥰
Manoj sir real actor 🙏🙏
Manoj Sir explaination & thought is different to all 👍❤️
Right
He is one of Gem of our state🙏
ଶ୍ରୀତମ ଦାସ ଗପ କହୁଛି ଆଉ ତ କିଛି କହିବା ପାଇଁ ନାହିଁ 😂😂😂 ଓଡ଼ିଆ ଲୋକଙ୍କୁ ଵୋକା ଭାବୁଛି ଶଳା ବୋକାଚୋଦା 😂😂😂
ua-cam.com/video/qwkfucDBEdQ/v-deo.html
ଯଦି ଆପଣ ଓଡ଼ିଆ, ନିଜ ମାତୃଭାଷା କୁ ଭଲପାଆନ୍ତି,ଏହି video ଟି ଦେଖନ୍ତୁ ଓଡ଼ିଆ ଫିଲ୍ମ କାହିଁକି ଚାଲୁନି ଜାଣିପାରିବେ
Right
Right 👍 vai 😂😂😂😂😂😂
Odia sobi copy ok
Aau jaha kale bi Odia film chalibani 😂😂
ଶ୍ରୀତମ Babu..ବହୁତ ପ୍ରୋବ୍ଲେମ୍ ଆପଣଙ୍କ ର ଅଛି..କଥା କଥା କେ ragiba... ଠିକ୍ ନୂହେଁ... ବହୁତ ego..ଶ୍ରୀତମ Babu..its purely not acceptable... you must ସିଟ in ଜଜ seat only at ରଜ କୁଇନ.. not ଫିଟ for ଫିଲ୍ମ.
Yes
Right.. ଏଇ ମାଗିହା ଶ୍ରୀତମ କୁ କିଏ ଡାକିଚି କେଜାଣି ଅଯଥା ଯୁକ୍ତି କରୁଚି ବସିକି
Dubbing ku dubbling kahila then kahuchi kn na odia people emiti kahuchanti, Sabu atha lokanka mundare boli debe emane
@@Adi-start right sir
Right
ସତ କହିଲେ ଶ୍ରୀତମ ର ଗାଣ୍ଡୀ ଫାଟୁଛି😂😂
Right ଭାଇ.. ସେ ମାଗିହା ଶ୍ରୀତମ ରା ଗାଣ୍ଡି ଫାଟୁଛି
@@iamindian2908 sritam mg 😡 ta
Manoj sir is right
ଅକ୍ଷୟ ପରିଜା ଖାଲି ଇଂଲିଶ ଚୋବୋଉଚି ଭାବୁଚି ସେ ଇଂଲଣ୍ଡ ରେ ଅଛି 🤪🤓😄😄😃😃😁
ଭାଇ କଣ କହିଲ ମୋ ପୁରା ହୃଦୟ କୁ ଛୁଇଁଲା।
PRABALA NOTA achi ta pakhara
😂😂😂😂😂
Dubai
🤣🤣😂😂😂🤣
ଅନୁଭବ ମହାନ୍ତି ମୋଭି କରିବା ଦରକାର.... 🌹
ଆମକୁ ଅନୁଭବ ଭାଇଜାନ ଦରକାର.............. ❤️
Please ଭାଇ ଓଡ଼ିଆ film କୁ back କରନ୍ତୁ.... 🌹
Balo na
Sebi asile flop heba
Ollywood ra over acting hero anubhav asile bi odia movie super duper flop heba
@KJ-06 haha
After Bijay Mohanty ,Manoj sir is the only person who sacrificed his hindi or other industry career for Odia film .Odia industry should own him .
I really respect Manoj sir🙏
ପ୍ରତ୍ୟେକ ଜିଲ୍ଲା ରେ ଷ୍ଟେଜ ପ୍ରଗ୍ରାମ କରିକି । ଲୋକ ଙ୍କ ଭିତରେ ଓଡିଆ ସଂସ୍କୃତି କୁ ଆକୃଷ୍ଟ କରାନ୍ତୁ ।
ଫିଲ୍ମ ଆପେ ଚାଲିବ ।
Manoj sir..... You are correct ଆଜିର generation କୁ ନେଇକି ଫିଲ୍ମ ତିଆରି କରନ୍ତୁ । ପୁରୁଣା ଫିଲ୍ମ କଣ ଥିଲା ସେଇଟା ଅଲଗା କଥା.... ଆଜିର generation copy movie ଚାହୁନି... ନିଜସ୍ଵ movie ବନାନ୍ତୁ.... ଆମ culture କୁ ନେଇକି ଫିଲ୍ମ ବାନାନ୍ତୁ....ଶ୍ରୀତମ ବାବୁ ଏମିତି ରାଗିକି କିଛି change କରିପାରିବେନି।.....@ ଆଜିର generation ଜାଣିଚି କୋଉଟା copy କୋଉଟା ଭଲ
ମତେ ବହୁତ୍ ଭଲ ଲାଗୁଛି କାଇକି ନା
ଆମର ଓଡିଆ ସିନେମା କୁ ଆଗକୁ ବଢ଼ାଇବା
ପାଇଁ ଆମର ଓଡ଼ିଆ କଳାକାର ମାନେ ଆଲୋଚନା କରିଥିବାରୁ l
ଏମାନଙ୍କୁ କଣ ଜଣା ଯେ ଡାକିଛ ଆରେ ପ୍ରଯୋଜକ ରେ ପ୍ରଦ୍ୟୁମ୍ନ ଲେଙ୍କା କୁ ଡାକ, ଅଭିନେତା ରେ ସିଦ୍ଧାନ୍ତ କୁ ଡାକ, ନିର୍ଦେଶକ ରେ ଶିଶିର ମିଶ୍ର ଙ୍କୁ ଡାକ, ଆଉ ଏମାନଙ୍କୁ କଣ ଜଣା।
ସିଦ୍ଧାନ୍ତ ମହାପାତ୍ର କୁ ଡାକନ୍ତୁ
Right
Right
It's all about content of odia industry movie. And I stand with Mr. Manoj sir & Mr. Parija Sir explain about our ollywood industry. 🙏
3 ଘଣ୍ଟା ଆମେ dubbed film ଦେଖିବା ଅପେକ୍ଷା ଆମେ ଶୋଇପଡିବୁ 3ଘଣ୍ଟା ଘରେ ଆହୁରି ଭଲ 😂😂
100 tanka re brayani khaiba
Hmmm bhai😂😂😂😂😂😂😂😡😡😡😡😡😡
Right
Some panel members literally don't know the current trend and taste of the audience. Just playing the blame game.! Thanks to Manoj sir for being patience and saying the fact
Tapas tarang paisa naiki Magya ta
Manoj sir is absolutely right
ଶ୍ରୀ ତମ ଦାସ ଙ୍କୁ କଥା କହି ଆସୁନାହିଁ। ଏଇଟା କୁ କାହିଁକି ସ୍ଥାନ ଦେଇଛ। ସିଦ୍ଧାନ୍ତ ସାରଙ୍କୁ ଦେଲେ ନି
Manoj Bhai is right 👍
ଶ୍ରୀତମ ଦାସ, ମୋନୋଜ ଙ୍କ ଉପରେ ରାଗି ଯାଉଛନ୍ତି । କିନ୍ତୁ, ଅନ୍ୟ କୁ ଦେଖିଲେ ହି, ଆମେ କଣ ଭଲ, କଣ ଖରାପ କରିଲେ ଆମେ ଜାଣି ପାରିବା ।
Right
ମୁଁ ଜଣେ ଓଡ଼ିଆ କିନ୍ତୁ ଓଡ଼ିଆ ଫିଲ୍ମରେ କଣ ଅଛି କେବଳ କମେଡି ଆଉ ଝିଅ ପଟେଇବା ଇଏ କଣ ଫିଲ୍ମ ଆଠୁ ଭଲ youtube ରେ କମେଡି ବହୁତ ଭଲ ଅଛି ।
ସିତମ୍ କନ କହିବେ ଓଡ଼ିଆ ସିନେମା ଭଲ ତାଙ୍କର କେଉ ସିନେମା ଭଲ ହେଇଚି କହିନାହାନ୍ତି ଆମେ ଜାଣିବୁ manoj sir ଜଉ କଥା କହୁଛନ୍ତି ଠିକି କଥା
Bhala kahila bhai thank you
#anubhav 💪mohanty comingi Ravan move blockbuster habare Anubhav ❤bhai all fan waiting is move 👈
Aeita v Bengali movie Remake be maigiha ...Ravaan title au film v Bengali movie ru copy
@@modernentertainmentchannel7322 haire maghia to gandi kan bindha hauchi ..mu tate maghi ..bhalare kahili mate kichhi kahana😡😡
@@modernentertainmentchannel7322 😂
ମୋନଜ ସାର୍ ଏବଂ ପରିଜା ସାର୍ ଚାହିଁଲେ ଓଡ଼ିଆ ଚଳଚ୍ଚିତ୍ର ଉପରକୁ ଯାଇପାରିବ ।
I really respect Manoj sir
Monaj sir you r perfect💯✨
Manoj sir ❤️❤️👌👌👌
ua-cam.com/video/qwkfucDBEdQ/v-deo.html
ଯଦି ଆପଣ ଓଡ଼ିଆ, ନିଜ ମାତୃଭାଷା କୁ ଭଲପାଆନ୍ତି,ଏହି video ଟି ଦେଖନ୍ତୁ ଓଡ଼ିଆ ଫିଲ୍ମ କାହିଁକି ଚାଲୁନି ଜାଣିପାରିବେ
Odia industry re 3ti jinisa darkar
1.content
2.quality
3.acting
Manoj sir is right.he has matured mind but Sritam is a fully mad. He has no idea about odia movie. He is doing only politics.
Hahhaa bhai kn kahila 😜😜😜😜😜
💯
I stand with Manoj mishra sir such great experience about movie and we learn form other industry how th they can Make good movie and earn money.. Odia industry also capable but... In odia movie I honestly say.. There is no good content, cinematography , no good editing and we can't seen the culture of odia in odia movie... Finally say Generation chaned and Thought process change but odia movie doesn't change between this 10 yrs.we need Revolution in odia movie industry.... 👍
ua-cam.com/video/qwkfucDBEdQ/v-deo.html
ଯଦି ଆପଣ ଓଡ଼ିଆ, ନିଜ ମାତୃଭାଷା କୁ ଭଲପାଆନ୍ତି,ଏହି video ଟି ଦେଖନ୍ତୁ ଓଡ଼ିଆ ଫିଲ୍ମ କାହିଁକି ଚାଲୁନି ଜାଣିପାରିବେ
Mu bhabuthili sriram right katha kahiba hele eita edeurkha gaba kouthhikar
I must say
Only people like Manoj sir will bring the change .
ମନୋଜ ସାର କଥା ଠିକ କହୁଛନ୍ତି
Odia Film କୁ ସରକାର ପ୍ରାଧାନ୍ୟ ଦେଲେ ଓଡିଆ ସିନେମା ପୁଣି ଭଲ ହେଇପାରିବ
ସରକାର ପ୍ରାଧାନ୍ୟ ଦେଲେ କିଛି ହେବନି ପ୍ରଜ୍ୟାଯକ୍ ପ୍ରାଧାନ୍ୟ ଦେବା ଦରକାର
@@s.sentertainmentofficial422 ପ୍ରଯୋଜକ ଟଙ୍କା ଖର୍ଚ୍ଚ କରିବ କେମିତି return ଆସୁନି ଏତକ ଜାଣିଛ ନା ନାହିଁ ସରକାର South ଭଳି ଓଡିଆ film କୁ ହଲ ରେ compulsory ପକେଇବାକୁ ଆଇନ କରିବା ଦରକାର ତା ସହିତ ହଲ ସଂଖ୍ୟା ବଢେଇବା ଦରକାର
ଭଲ ଫିଲ୍ମ କଲେ ରିଟର୍ଣ୍ଣ ଆସିବ
@@blaxmi5891 ଭଲ film କେମିତି ଜାଣିବ ହଲ ଗଲେ ସିନା ଜାଣିବ ହଲ ସଂଖ୍ୟା କମ ଘରେ ବସିକି କହିବା real ରେ କଣ ଅଛି ସ୍ଥିତି ଜାଣିବା ଫରକ ଅଛି
@@MusicMantraMusic bhala marketing hele kharap ki bhala janiba
Bada youtuber nka Saha colab karibaku haba
Yes manoj ji you are absolutely right
Manoj sir right Katha kahuchanti
Tarang, sarthak Tv ରେ tele films ଆଗ ବନ୍ଦ କର। ଟିଭିରେ ସିନେମା premire ଟିକେ ଡେରିରେ ନ କଲେ କିଛି ହବନି। ଖାଲି ଭାଷଣ ମାରିବା ସ୍ୱାହା।
Hn bhai thik katha..pata nh e telefilm guda kri ki ki lava hauchi
Varsha+anuvab=ollywood
ଓଡ଼ିଆ ଫିଲ୍ମ କହିଲେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ବୁଝାଏ
Odisha only my favourite sidhanta mohapatra only odisha super star
Sitam କୂପ ମଣ୍ଡୁକ
Monaj sir ସମୁଦ୍ର ଦେଖିକି କଥା କହୁଛନ୍ତି
Monaj sir currect ❣️❣️❣️❣️❣️
ଶେଷ କଥା ପାଇଁ ମୁଁ" ଅକ୍ଷୟ ପରିଜା" ଙ୍କ ସହ ସହମତ
ପ୍ରଥମତଃ ଓଡ଼ିଆ ରେ କଥା କୁହନ୍ତୁ, ଓଡ଼ିଆ ପ୍ରୋଗ୍ରାମରେ ଇଂଲିଶ ରେ କଥା ହେବା ଗ୍ରହଣୀୟ ନୁହେଁ... ଏଭଳି ଲୋକଙ୍କ ପାଇଁ ଆଜି ଓଡ଼ିଆ ସିନେମା ଜଗତ ବୁଡ଼ିବାକୁ ବସିଲାଣି...
Only sense talk I can hear is from Mr. Akshaya Parija & Mr. Manoj Mishra....Odia cinema authority should pressurise the Odisha govt. to establish more Odia cinema dedicated theatres & also promotion should be at all district level.
ଅକ୍ଷୟ ପରିଜାଙ୍କ ଭଳି ଲୋକ ଯାହାଙ୍କୁ ଓଡ଼ିଆ କହି ଆସୁନାହିଁ ଖାଲି ଇଂଲିଶ ଫୋପଡୁଛନ୍ତି ସେଭଳି ଲୋକ ପୁଣି ଓଡ଼ିଆ ଫିଲ୍ମ ପାଇଁ ଚିନ୍ତା କରିବା ଅତି ଦୁର୍ଭଗ୍ୟପୂର୍ଣ୍ଣ
UA-camr ମାନଙ୍କୁ ନେଇ Film କରନ୍ତୁ
ଦେଖିବେ ଓଡ଼ିଆ ଇଣ୍ଡଷ୍ଟ୍ରି ଆଗକୁ ଯିବ.
1= Manmay dey
2= Raju Das
3= Chandan Biswal
4= Angulia bunty
5= Mr Gulua
ମୋ କଥାରେ ଏକ ମତ ଥିଲେ ଗୁଟେ like କର
Thank you so much
ଜୟ ଜଗନ୍ନାଥ ⭕‼️⭕
ଡବିଙ୍ଗ୍ ହେଲେବି ଓଡ଼ିଆଚଳଚ୍ଚିତ୍ର ଚାଲିବ କିନ୍ତୁ ଭଲ ଷ୍ଟୋରି ହେଇଥିବା ଦରକାର ଯେମିତି ଭାଇ ହେଲା ଭଗାରି ସିଦ୍ଧାନ୍ତ ସାର୍ ଙ୍କ ହିନ୍ଦୀ ଫିଲ୍ମ ସ୍ଵର୍ଗ୍ ଗୋବିନ୍ଦା ଙ୍କ ର ଅଭିନେତା ଅଭିନେତ୍ରୀ ବି ଭଲ ହେଇଥିବା ଦରକାର ଏମିତି ବହୁତ ଡବିଙ୍ଗ୍ ସିନେମା ଅଛି ଆଜି ଯାଏ ଓଡ଼ିଶା ର ଦର୍ଶକ ଦେଖୁଛନ୍ତି
ଦୁଇଟା ସିନେମାରେ ଅନେକ ଦୃଶ୍ୟ ସମାନ ଅଛି। କିନ୍ତୁ, ସମ୍ପୂର୍ଣ୍ଣ ପ୍ରସଙ୍ଗ ଅଲଗା। ତେଣୁ, ଦବ୍ଲିଂ କହିବା ଠିକ୍ ନୁହଁ।
ଏଥିରୁ ଜଣା ପଡ଼ିଲା j ସତ କହିଲେ ସମସ୍ତଙ୍କର ଫାଟେ 😂। ମନୋଜ sir right Katha କହୁଛନ୍ତି। Bdw ଏଥି ଝଗଡ଼ା କଲେ କିଛି ଲାଭ ନାହି କରିବାର ଅଛି ଟ movie କରିକି dekhao । then ଆମେ ଜାଣିବୁ ollywood ପୁଣି ଥରେ back kala । Story real ଲାଗିବା ଦରକାର୍।
I stand with Manoj sir
31:04 Anubhab mohanty used to do this..that's why his movies between 2013-2016 were horrible.
Manoj sir and parija sir right katha kahuchanti
Sritam Bhai tome thare Manoj mishra Bhai nka acting dekha tapare janiba.
Manoj mishra is the best actor in odia industry. #ManojMishra sir
ଶ୍ରୀତମ ଦାସ ତମ ଗପ ଶୁଣିବାକୁ ମତେ ଇଚ୍ଛା ନାହିଁ
ଯାତ୍ରା ପାର୍ଟିରେ ଯୋଗ ଦିଅ
ପୁରୁଣା ଓଡ଼ିଆ ଫିଲ୍ମ ବହୁତ୍ ଭଲ ଥିଲା। ସେଥିରେ ପାରିବାରିକ ସିନ୍ ବହୁତ୍ ରହୁଥିଲା। ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅଶ୍ରୁମୋଚନ, ଅଜିତ୍ ଦାସ ମିହିର ଦାସ, ଶ୍ରୀରାମ ପଣ୍ଡା, ଅଶୋକ ପତି, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲଙ୍କର ନିଖୁଣ ବାସ୍ତବିକ୍ ଅଭିନୟ ରହୁଥିଲା। ପୁରୁଣା ଫିଲ୍ମରେ ଓଡ଼ିଆ ଢେଗ,ରୁଢ଼ିର ପ୍ରୟୋଗ କରାଯାଉ ଥିଲା (ଯେମିତି ଶାଶୁ ବୋହୂର କଳିରେ)। ଓଡ଼ିଆ ସଂସ୍କୃତିର ଛାପ ଥିଲା। ପୁରୁଣା ଫିଲ୍ମରେ ଓଡ଼ିଆ ଭାଷା ଅଧିକ ଏବଂ ଇଂଲିଶ ଭାଷା କମ୍ କୁହାଯାଉଥିଲା l । କିନ୍ତୁ ଏବେକାର ଫିଲ୍ମରେ ଇଂଲିଶ ଭାଷା ଅଧିକ ଓଡ଼ିଆ ଭାଷା କମ୍ କୁହାଯାଉଛି। ପୁରୁଣା ଫିଲ୍ମର ସିନ୍ ରେ naturality ଥିଲା,ଯେମିତି ଭାଈ ହେଲା ଭଗାରୀ, ଲକ୍ଷ୍ମୀ ପ୍ରତିମା, ବସୁଧା, ରଣଭୂଇଁ, ଲକ୍ଷ୍ମଣ ରେଖା, ବାବୁ ପର୍ଶୁରାମ,ଯୋର୍ ଯାର ମୂଲକ ତାର୍ ଇତ୍ୟାଦି ଫିଲ୍ମ୍ ଦେଖିବାକୁ ବହୁତ୍ ଭଲ ଲାଗୁଥିଲା। କିନ୍ତୁ ଏବେକାର ଫିଲ୍ମରେ ଓଡ଼ିଆ ଛାପ ନାହିଁ, ଲଭ୍ ସିନ୍ ଅଧିକ, ଫାାଇଟ ଅଧିକ, ପାରିବାରିକ ବହୁତ୍ କମ୍, କପି ଫିଲ୍ମ୍ ବହୁତ୍ ଦେଖିବାକୁ ମିଳୁଛି। ପୁରୁଣା ଫିଲ୍ମରେ ସବୁ ଚରିତ୍ରକୁ ଗୁରୁତ୍ବ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ହିରୋଙ୍କୁ ଅଧିକ ଗୁରୁତ୍ବ। ପୁରୁଣା ଫିଲ୍ମରେ ପରିବାରର ବାସ୍ତବିକ୍ ଚିତ୍ର ଦେଖିବାକୁ ମିଳୁଥିଲା। କିନ୍ତୁ ଏବେକାର ଫିଲ୍ମରେ ପ୍ରେମୀ ଯୁଗଳଙ୍କ ଉପରେ ଅଧିକ ଦେଖିବାକୁ ମିଳୁଛି। ସାଉଥ୍ ଫିଲ୍ମରେ ସେମାନଙ୍କର ସଂସ୍କୃତି ଦେଖିବାକୁ ମିଳିଥାଏ, ସେଥିପାଇଁ ସେମାନେ develop କରୁଛନ୍ତି। କିନ୍ତୁ ଓଡ଼ିଆ ଫିଲ୍ମରେ ଓଡ଼ିଆ ସଂସ୍କୃତି ଓ ଓଡ଼ିଆ ଭାଷା କମିବାରେ ଲାଗିଛି, ସେଥିପାଇଁ ଓଡ଼ିଆ ସିନେମା ଜଗତର ଗୁରୁତ୍ବ କମିବାରେ ଲାଗୁଚି।ସିନେମା ନିର୍ଦ୍ଧେଶକ ମାନଙ୍କୁ ଅନୁରୋଧ ପୁରୁଣା ଫିଲ୍ମ୍ ଦେଖି କିଛି ଶିଖନ୍ତୁ। 🙏🙏
Yes gangs of Puri is the best one 👍🏻
ଓଡ଼ିଆ film action movie ହଉ ଆଉ total india ରେ ଯେମିତି highlight ହବ ଆଉ ହିନ୍ଦୀ dobbing ହଉ🙏🙏🙏
With storyline
Bhai content darkar .
Action aau comedy matter karibani
Thank you... ନନ୍ଦିଘୋଷ tv
ମୟୁରଭଞ୍ଜ ଜିଲ୍ଲାରେ କେଵଳ ଗୋଟିଏ ସିନେମା ହଲ୍ ଅଛି
LAL SAHEB kesheri TALKIES owner is the OWNER of the said cinema hall
Real fact of Manoj sir and Akshay sir about develop of Odia movies
I agreed 100℅ with akhaya sir and manoj sir..no bakwas sidhi baat.
We should try different actors. We shouldn't depend on actors, should give much scope and try fresh and innovative contents...
Monaj Mishra is standing for Ollywood and we are starting for him🔥
ଓଡ଼ିଶାର ପ୍ରତ୍ୟେକ ବ୍ଲକ ରେ ସିନେମା ହଲ ସରକାର କରନ୍ତୁ।ସିନେମା ବଡ଼ ହେବ।
ଭାଇ ଠିକି କହିଛ
ମୁଁ ବି ଏହି କଥା ଭାବେ
Right bro ♥️
Right bhai
Bhai .
Bhuban,sukinda au gondia au pingua ..4,4 ta block re gote cinema hall jaha bhuban re achhi...dukha ra Bisaya odia movie padile first day re b loka nahanti..film bhala hele loke jibe
Manoj sir always says different and that's true
Agreed with Manoj Mishra ...
Aksay sir Manoj sir explained real truth
Sritam sir Tapas sir both are not confident about their work
And Sanjay sir he is one man army he can do everything he showed his power from I LOVE YOU movie......
So at last I want to say today's generation need everything good like actors actresses content story producer writer singer etc ..... ସବୁ ଭଲ ହେଲେ ସବୁ ଭଲ ହେବ.....🙏🙏
Manoj mishra thik kahuchanti
ଯଦି ଓଡ଼ିଆ ଫିଲ୍ମକୁ develop କରିବା ପାଇଁ ଚାହୁଁଛ ଏହି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ .....
1-ଭଲ content (କିଛି ନୂଆ କରିବା ପାଇଁ ଚେଷ୍ଟା)
2-ଭଲ actors( ଯିଏ କି ଭଲ acting କରେ )
3-ଭଲ Technician(ଯିଏ କି ଭଲ edit କରେ)
4-ଭଲ Director ଆଉ ଶେଷରେ ହେଲା
5-budget ପ୍ରତି ଟିକେ ଧ୍ୟାନ ଦେଲେ ହେବ
Manoj sir saying true fact of odia industry
Monoj sir talking absolutely right
Monoj sir is right
Akshya sir and Manoj sir right 👍👍👍👍👍
ମାଗିହା ଶ୍ରୀତମ କୁ ଆଉ ଡାକନି...ନହେଲେ ଓଡିଶା ବାସି ସମସ୍ତେ ମିଶି ଶୋଧିବେ ମାଗିହା ଶ୍ରୀତମ କୁ
Anuvab mohanty 👑
Monaj sir 🔥🔥🔥
he is apsuluatly right
ଦମନ ସିନେମା ଏମାଙ୍କ ମୁହଁ ରେ ଚାପୁଡ଼ା,ଯେଉଁ ମାନେ କହୁ ଥିଲେ ଯେ
1. ଓଡ଼ିଆ ଦର୍ଶକ ଓଡ଼ିଆ ସିନେମା ଦେଖୁ ନାହାନ୍ତି
2. ଓଡ଼ିଶା ରେ ସିନେମା ହଲ ଓଡ଼ିଆ ସିନେମା କୁ ହଲ ମିଳୁନି
3. ଓଡିଆ ଦର୍ଶକ କୁ ଲଭ ଷ୍ଟୋରୀ ସିନେମା ହିଁ ଦେଖାଉ ଥିଲା
Sritam Das Should move to Jollywood Jatra Party.
ମନୋଜ sir Gargi Movie ବିଷୟରେ କହିବାର କାରଣ ଏ movie ଯଦି ଆପଣ ସେ movie ଦେଖିବେ ଆପଣଙ୍କୁ realistic ଲାଗିବ ଆଉ may be ଏ movie ବେଶି ବଜେଟ୍ ହେଇ ନ ଥିବା, ତ କହିବାର ମାନେ ଯେ କମ୍ ବଜେଟ୍ ରେ ବି ଭଲ content କରି ହେବ । ଆଉ ଯଦି ବିଗ୍ ବଜେଟ୍ ର କଥା ଯଦି କହୁଛନ୍ତି .. ପରିଜା sir ଯେଉଁ ଭାବରେ ଅନାଉନ୍ସ କଲେ ଯେ 1cr ସିନେମା କରିବେ ବୋଲି , ତାପସ sir ତାଙ୍କ କଥାକୁ ହସିକି କହୁଛନ୍ତି ମୁଁ କରିବି, ପରିଜା sir ଯେଉଁ ସାହାସ ସହ କହିଲେ ଆପଣଙ୍କ ସେଇ ଦମ୍ ରେ କହିଥାନ୍ତେ ନା ମୁଁ କରିବି 1cr ସିନେମା ଆପଣଙ୍କୁ 100% return ଦେବି । ଏଥିରୁ ଜଣା ପଡୁଛି କିଏ କେତେ ରେଞ୍ଜ ରେ ଅଛି ।
I am with Manoj Mishra sir
Great Actor
Great thoughts
ରଷ୍ ୟକେନ୍ ଉପରେ ଗୋଟେ mobi ହଉ ଦେଖିବା କେମିତି ହିଟ୍ ହେବନି ଦେଖିବା I am guarantor🇮🇳🙏🇮🇳
Well said manoj bhai and Akhaya sir because they are updated. Sritam das & others said political words which r useless
Perfect Katha Manoj Sir 🙏🙏
ଭାରତ ରେ Telugu movies ଚାଲିବ only telugu,ଆଜିକାଲି bollywood film କୁ ଲୋକେ ଦେଖୁନାହାନ୍ତି,ଆଉ ଓଡିଆ ସିନେମା କୁ କିଏ ଦେଖିବେ,
Telgu chalu but odia cinema taku tike support kariba katha..
I agree with parija sir & monaj mishra sir
Manoj bhai tutu bhai proper judgement n both sides dekheile cine industry ra. Perfct🙏🙏🙏
People like manoj can really take odiya industry to the next level 🙏🙏
Kichi laava habani...new talanted directors maanaku chance na dei only 5 to 6 directors maanka lobby ku jeparjyanta band na karaajaaici..se parjyanta Odisha ra ODIA film industry re emti paalaa chaalithiba. Taranga movies, Sarthak movies etc etc production house re semti lobby chaalici. Taankara selected 5 to 6 directors haucanti fix ..sabu commission and lobby ra khela. Se sabu 5 to 6 directors maanaku chaadidele aau kehi New directors maanaku entry naahi. Emti kariki ODIA film industry ku rakhya kariba ki? Copy cinema kari kari nija pocket re producers ra tanka maariki varti karajaauci. Emti ODIA film industry grow kariba ki?
Rachan Banerjee & Sidhant ku back karantu,Film 100 %hit haba
Sidhanta sir, anubhva sir, babusan, arindam sir ku nei movie Kara ame dekhi jibu
ua-cam.com/video/qwkfucDBEdQ/v-deo.html
ଯଦି ଆପଣ ଓଡ଼ିଆ, ନିଜ ମାତୃଭାଷା କୁ ଭଲପାଆନ୍ତି,ଏହି video ଟି ଦେଖନ୍ତୁ ଓଡ଼ିଆ ଫିଲ୍ମ କାହିଁକି ଚାଲୁନି ଜାଣିପାରିବେ
Aithi pain ta odia buduchi nua pila talented pila darkar south ra kete hero achhanti aou odia re matra 2 ta
Only Sidhant mohapatra
ଓଡ଼ିଆ ଫିଲ୍ମ୍ ରେ କିଛି ବି ନୂଆ ଦେଖିବାକୁ ମିଳୁନି ନା ଭଲ ହିରୋ ହିରୋଇନ୍ ଅଛନ୍ତି ନା ଭଲ ପ୍ରଡ଼ିୟୁସର ଅଛନ୍ତି ସାଉଥ୍ ଫିଲ୍ମରେ ଆଚ୍ଛା ଆଚ୍ଛା ସିକ୍ସପେକ୍ ବଡିବିଲଡର୍ ହିରୋ ଥିବାବେଳେ ଓଡ଼ିଆରେ କାହାର ପେଟ ବାହାରିଛି ତ କାହାର ଅଣ୍ଟା 40 ଇଞ୍ଚ ହେଇଯାଇଛି ତ କାହାର ମାଇଚା ଭଳି ସ୍ଵର