Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଜୟ ଜଗନ୍ନାଥ ସାରେ ଔ ଷଧ ଭଲରେନା କୁହନ୍ତୁ❤❤❤🎉🎉🎉🎉
Very nice video
Thanks
Good Vedio
ua-cam.com/video/Yx3wS41EA0A/v-deo.htmlua-cam.com/video/Yx3wS41EA0A/v-deo.html
sir which brinjal seed is best for rainy season for our state
ବାଇଗଣ ଚାଷ ବର୍ଷ ର ସବୁ ସମୟ ରେ କରାଯାଏ।ବାଇଗଣ ର ବିହନ କିସମ video ଦେଖନ୍ତୁ।ua-cam.com/video/cw-ta7Rf2g8/v-deo.html
Good video
Good
Jay Jagannath 🙏
Jai jagannath
Thank you
Nice video 👍👍👍👍
Thanx for recommendations
Mu. Prathamaksri. Lanka. Chasha. Karibi white color. Desi mircha naa. Kuhantu size Chhota rahiba
Agya Namaskar mu jajpur jilara. Danagadi block.salijanga panchayata ru Rajesh Deogam kahuthili mu prathama Kari Lanka chasha karichi phula.phala. habasamayare gachha sabu jhauli marijauchi Agya athipai kanakariparibi dayakari janeibeki
ଏହା ଲଙ୍କା ଫସଲର ଝାଉଁଳା ରୋଗ।ଆକ୍ରାନ୍ତ ଗଛ କୁ ଓପାଡି ନଷ୍ଟ କରନ୍ତୁ।Copper oxychloride drum ପ୍ରତି 45gm ସହିତ plantomycine 15gm ହିସାବରେ ସ୍ପ୍ରେ କରନ୍ତୁ ଓ ଗଛ ମୂଳରେ ପ୍ରାୟୋଗ କରନ୍ତୁ।ଦିନ ଅନ୍ତରରେ 2ଥର ପ୍ରାୟୋଗ କରନ୍ତୁ।
Good advice
Dhala Michi sir
Sir,I request you kindly stop music ton.while gave same valuable information.thank u sir
Ok good suggestion
ଧନ୍ୟବାଦ ସାରଅଣ୍ଡିରା କାଙ୍କଡ଼ ଚାରା କିପରି ମିଳି ପାରିବ , ଅଣ୍ଡିରା ଗଛ ବିନା ଫଳ ପାଇବା ସମ୍ଭବ କି ?
Good evening sir
Sir namaskar 🙏🏻 maka chasa kau masare lagajae
Sir. Patra mocaheuchi gacha haladiaa hei marijauchi
ଯଦି ଗଛ ମୂଳ ପଚି ଯାଉଛି ତେବେ ଏହା ଝାଉଁଳା ରୋଗ।ଅଧିକ ଆକ୍ରାନ୍ତ ଗଛ କୁ ଓପାଡି ନଷ୍ଟ କରି ଦିଅନ୍ତୁ।Copper oxychloride 50% WP drum ପ୍ରତି 45gm ସହିତ plantomycine 15gm ଦ୍ରଵନ କୁ ଗଛ ମୂଳରେ ଢାଲନ୍ତୁ ଓ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ପ୍ରୟୋଗ କରନ୍ତୁ।
Sir bhendi Patra mocha pain video banantu
Sir sebati fool re jau poka lagichi kana kariba
Baigana gacha Andira heuchi.Ehara pratikara Kan? Plz.
ବହୁତ ଶୀଘ୍ର ବାଇଗଣ ଫସଲର ଛୋଟ ପତ୍ର ରୋଗ ବିଷୟରେ video ଛଡ଼ାଯିବ।ପ୍ରଥମେ ଆକ୍ରାନ୍ତ ପତ୍ର ବା ଗଛ କୁ ଓପାଡି ନଷ୍ଟ କରି ଦିଅନ୍ତୁ।ଏହାର ବହାକ ବାଦାମୀ ପତ୍ର ଡିଆଁ ପୋକ କୁ ନିୟନ୍ତ୍ରଣ କରିବା ପାଇଁ Imidachloprid 30.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।Tetracycline 10lit ପାଣିରେ 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
Sir , Barshadinea Lanka Chasa Ra roga , poka pirihalana upre kichi advice
ବର୍ଷା ଦିନେ ମୁଖ୍ୟତ ରୋଗ ସମଷ୍ୟା ଅଧିକ ରହିଥାଏ ଯେପରିକି ଝାଉଁଳା ରୋଗ, ଘରକଟା ,ଫଳ ପଚା ଓ କଣ୍ଡ ସଢା ରୋଗ।ତେଣୁ ଜମିରେ ଯେପରି ପାଣି ନଜମେ ସେଥି ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ।ମୁଳ ସଢା, ଘର କଟା ଫଳ ପଚା ପାଇଁ Risomil ବା Ridomil gold lit ପ୍ରତି 2.5gm ବା Amistar lit ପ୍ରତି 1ml ସ୍ପ୍ରେ କରନ୍ତୁ।ଝାଉଁଳା ପାଇଁ copper oxycloride lit ପ୍ରତି 3gm ସହ 1gm plantomycine ଦ୍ରାବନ ଗଛ ମୂଳରେ 300ml ଢାଲନ୍ତୁ।
Sir please stop music tone while going yours valuable massage
Super sir
patar.mocha. rogo
Sir kunduru gacha Patra haladia roga Ra parichalana kipari karihaba
Medicine sabu pesticide store re available nahi, medicine name kuhantu
Sir dalimba gacha Ra phula sabu jhadi jauchi.ahara parichalana kipari karihaba
Sir Lanka phasal re Patra jhada dekha jaauchi. Tara parichalna kipari karajaie pariba
ଲଙ୍କା ଫସଲରେ ଜୈବିକ ଖତ BIOZYME ଏକର ପ୍ରତି 12kg ବା ଜିଆ ଖତ ଏକର ପ୍ରତି 2qtl ପ୍ରୟୋଗ କରନ୍ତୁ।NPK 19:19:19 Lit ପ୍ରତି 3gm ସହିତ CHAMAK 3gm ମିଶାଇ ସ୍ପ୍ରେ କରନ୍ତୁ।3ଦିନ ପରେ ହରମୋନ Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Baigana chasara roga poka niyantarna kemiti karajiba
Machha dhua pani pakeibu ki
Lanka gacha badhu nahai kan pai
ପତ୍ର ମୋଚା ରୋଗ କୁ ନିୟନ୍ତ୍ରଣ କରନ୍ତୁ।ଜୈବିକ ସାର BIOVITA ଏକର ପ୍ରତି 8kg ସହିତ potash 12kg ପ୍ରୟୋଗ କରନ୍ତୁ।ଗଛ ସୁସ୍ଥ ହେବା ପରେ hormone Gibberellic Acid lit ପ୍ରତି 1ml ବା Humic Acid lit ପ୍ରତି 0.5-1ml ହିସାବରେ ସ୍ପ୍ରେ କରନ୍ତୁ।
patra mocha gachabadinapriba patra haadia heba a lagana karana
Kalora gacha ro kunkuda rogo kau Madison diya jibo
Lanka ga6a haladi heu6i kn pain
Phula kn Pai pachiki khasipaduchi
ଅଧିକ ବର୍ଷା ହେବା ଫଳରେ କବକ ଜନିତ ରୋଗ ଆକ୍ରମଣ ଫଳରେ ଫୁଲ ପଚି ଯାଉଛି।ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ।Difenoconazole lit ପ୍ରତି 1ml ବା Amistar ବା Amistar gold lit ପ୍ରତି0.5ml ନ Ridomil gold lit ପ୍ରତି 2.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ। ଧନ୍ୟବାଦ।
Brinjal roga poka niyantrana.
Tali gararu patra Macha raga Aarnma hele kan karajibo
Kolaramuchaku kanaparatekara
ଵାଇଗଣ ଫସଲରେ ଝାଉଁଳା ରୋଗ ନିରାକରଣ
ବାଇଗଣ ଫସଲର ଝାଉଁଳା ରୋଗ ବିଷୟରେ video ପ୍ରସ୍ତୁତ କରାଯାଇଛି।ଏହି KRUSHI SAMPADA ରୁ ଦେଖି ପାରିବେ।
Sir.apanaka.phonenabara
ବାଇଗଣ 🍆 ଗଛ ପତ୍ର ମୋଚା ପାଇଁ ଜୈବିକ ସାର ପ୍ରସ୍ତୁତ କିପରି ଭାବରେ ହୋଇପାରିବ କୁହନ୍ତୁ
ଜୈବିକ କୀଟନାଶକ
Sir କଲରା ଗଛରେ ପତ୍ର ମୁଡା ରୁଗ କମିତି ନିୟନ୍ତ୍ରଣ କରିବା
Potal Lata ra roga poka sambadhare kahibe ki
ମୁଁ କେମିତି ଔଷଧ ପାଇବି ଜଣାନ୍ତୁ
Khada gachha ra Patra bhurunga ba Patra Modi heuchhi keun medicine debi ?
Diafenthuron 50%WP lit ପ୍ରତି 1.5 gm ବା MOVENTO lit ପ୍ରତି 1ml ବା Osheen lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Neemazole 3 ml per ltr of water
Tomota phasalabisayare dharanadiya
Sir Apanak mobil no diontu
7008498896
Sir apanka contact number diantu
Thank you sir fr the information 🙏
Mobile No.(self)mention karantu
ହିଙ୍ଗୁ ସାହାଯ୍ୟରେ ଲଙ୍କାର ପତ୍ରମୋଚା ରୋଗନିୟଂତ୍ରଣ କରାଯାଇ ପାରିବ ki?
ଫସଲର ପ୍ରାରମ୍ଭିକ ଅବସ୍ଥାରେ ପ୍ରୟୋଗ କରନ୍ତୁ
Tama number ta sir
Mobile number deun
Kakharu patra re haladia mochha rogara nirakrarna
କଖାରୁ ପତ୍ର ମୋଚା ନିୟନ୍ତ୍ରଣ ପାଇଁ sosak ପୋକ ଧଳା ମାଛି କୁ ନିୟନ୍ତ୍ରଣ କରିବାକୁ ପଡିବ।ହଳଦିଆ ଅଠାଳିଆ ଯନ୍ତା ଏକର ପ୍ରତି 15ଟି ବ୍ୟବହାର କରନ୍ତୁ।Imidachloprid 17.8% SL lit ପ୍ରତି 0.5ml ବା REKER lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
🍌😭
ସାରେ ଆପଣଙ୍କ ମୋବାଇଲ୍ ନମ୍ବର ଦିଅନ୍ତୁ ଦୟାକରି
ମୋର Mobile no 7008498896
Sir Lanka phasal Ra mulla Sadha roga Ra parichalna kipari heba
ଲଙ୍କା ଫସଲରେ ଯଦି ମୂଳସଢ଼ା ରୋଗ ଲାଗୁଥାଏ ତେବେ ମାଟିର ବତର ଦେଖି ଜଳସେଚନ କରିବେ।Ridomil ବା Ridomil gold lit ପ୍ରତି 2.5gm ହିସାବରେ ମୂଳକୁ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।କିନ୍ତୁ ଯଦି ଲଙ୍କାର ଝାଉଁଳା ରୋଗ ହୋଇଥାଏ ତେବେ ଆକ୍ରାନ୍ତ ଗଛ କୁ ଓପାଡି ନଷ୍ଟ କରି ଦିଅନ୍ତୁ।Copper oxychloridr lit ପ୍ରତି 3gm ସହିତ Plantomycine 1gm ମିଶାଇ ଗଛ ମୂଳରେ 300ml ହିସାବରେ ଦ୍ରାବନ କୁ ଢ଼ାଳି ମାଟି ଉପଚାର କରନ୍ତୁ।7ଦିନରେ ଏଜି ଭଳି 2ଥର କରନ୍ତୁ।ଧନ୍ୟବାଦ।
Sir Lanka gachh Marie jauchi Yoshi kuhanto
ଲଙ୍କା ଗଛରେ ଜୀବାଣୁ ଜନିତ ଝାଉଁଳା ରୋଗ ଲାଗିଲେ ଲଙ୍କା ଗଛ ମରିଯାଇ ଥାଏ।ଆକ୍ରନ୍ତ ଗଛ କୁ ଓପାଡି ନଷ୍ଟ କରି ଦିଅନ୍ତୁ।Copper oxychloride 50% WP lit ପ୍ରତି 2.5gm ସହତ Plantomycine 1gm ମିଶାଇ ଦ୍ରଵଣ ପ୍ରସ୍ତୁତ କରି ଗଛ ମୂଳରେ ଢାଲନ୍ତୁ ଓ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉ ଥରେ ପ୍ରାୟୋଗ କରନ୍ତୁ।
ଜୟ ଜଗନ୍ନାଥ ସାରେ ଔ ଷଧ ଭଲରେନା କୁହନ୍ତୁ❤❤❤🎉🎉🎉🎉
Very nice video
Thanks
Good Vedio
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
sir which brinjal seed is best for rainy season for our state
ବାଇଗଣ ଚାଷ ବର୍ଷ ର ସବୁ ସମୟ ରେ କରାଯାଏ।ବାଇଗଣ ର ବିହନ କିସମ video ଦେଖନ୍ତୁ।ua-cam.com/video/cw-ta7Rf2g8/v-deo.html
Good video
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Good
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Jay Jagannath 🙏
Jai jagannath
Thank you
Nice video 👍👍👍👍
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Thanx for recommendations
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Mu. Prathamaksri. Lanka. Chasha. Karibi white color. Desi mircha naa. Kuhantu size Chhota rahiba
Agya Namaskar mu jajpur jilara. Danagadi block.salijanga panchayata ru Rajesh Deogam kahuthili mu prathama Kari Lanka chasha karichi phula.phala. habasamayare gachha sabu jhauli marijauchi Agya athipai kanakariparibi dayakari janeibeki
ଏହା ଲଙ୍କା ଫସଲର ଝାଉଁଳା ରୋଗ।ଆକ୍ରାନ୍ତ ଗଛ କୁ ଓପାଡି ନଷ୍ଟ କରନ୍ତୁ।Copper oxychloride drum ପ୍ରତି 45gm ସହିତ plantomycine 15gm ହିସାବରେ ସ୍ପ୍ରେ କରନ୍ତୁ ଓ ଗଛ ମୂଳରେ ପ୍ରାୟୋଗ କରନ୍ତୁ।ଦିନ ଅନ୍ତରରେ 2ଥର ପ୍ରାୟୋଗ କରନ୍ତୁ।
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Good advice
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Dhala Michi sir
Sir,I request you kindly stop music ton.while gave same valuable information.thank u sir
Ok good suggestion
ଧନ୍ୟବାଦ ସାର
ଅଣ୍ଡିରା କାଙ୍କଡ଼ ଚାରା କିପରି ମିଳି ପାରିବ , ଅଣ୍ଡିରା ଗଛ ବିନା ଫଳ ପାଇବା ସମ୍ଭବ କି ?
Good evening sir
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Sir namaskar 🙏🏻 maka chasa kau masare lagajae
Sir. Patra mocaheuchi gacha haladiaa hei marijauchi
ଯଦି ଗଛ ମୂଳ ପଚି ଯାଉଛି ତେବେ ଏହା ଝାଉଁଳା ରୋଗ।ଅଧିକ ଆକ୍ରାନ୍ତ ଗଛ କୁ ଓପାଡି ନଷ୍ଟ କରି ଦିଅନ୍ତୁ।Copper oxychloride 50% WP drum ପ୍ରତି 45gm ସହିତ plantomycine 15gm ଦ୍ରଵନ କୁ ଗଛ ମୂଳରେ ଢାଲନ୍ତୁ ଓ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ପ୍ରୟୋଗ କରନ୍ତୁ।
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Sir bhendi Patra mocha pain video banantu
Thank you
Sir sebati fool re jau poka lagichi kana kariba
Baigana gacha Andira heuchi.Ehara pratikara Kan? Plz.
ବହୁତ ଶୀଘ୍ର ବାଇଗଣ ଫସଲର ଛୋଟ ପତ୍ର ରୋଗ ବିଷୟରେ video ଛଡ଼ାଯିବ।ପ୍ରଥମେ ଆକ୍ରାନ୍ତ ପତ୍ର ବା ଗଛ କୁ ଓପାଡି ନଷ୍ଟ କରି ଦିଅନ୍ତୁ।ଏହାର ବହାକ ବାଦାମୀ ପତ୍ର ଡିଆଁ ପୋକ କୁ ନିୟନ୍ତ୍ରଣ କରିବା ପାଇଁ Imidachloprid 30.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।Tetracycline 10lit ପାଣିରେ 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Sir , Barshadinea Lanka Chasa Ra roga , poka pirihalana upre kichi advice
ବର୍ଷା ଦିନେ ମୁଖ୍ୟତ ରୋଗ ସମଷ୍ୟା ଅଧିକ ରହିଥାଏ ଯେପରିକି ଝାଉଁଳା ରୋଗ, ଘରକଟା ,ଫଳ ପଚା ଓ କଣ୍ଡ ସଢା ରୋଗ।ତେଣୁ ଜମିରେ ଯେପରି ପାଣି ନଜମେ ସେଥି ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ।ମୁଳ ସଢା, ଘର କଟା ଫଳ ପଚା ପାଇଁ Risomil ବା Ridomil gold lit ପ୍ରତି 2.5gm ବା Amistar lit ପ୍ରତି 1ml ସ୍ପ୍ରେ କରନ୍ତୁ।ଝାଉଁଳା ପାଇଁ copper oxycloride lit ପ୍ରତି 3gm ସହ 1gm plantomycine ଦ୍ରାବନ ଗଛ ମୂଳରେ 300ml ଢାଲନ୍ତୁ।
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Sir please stop music tone while going yours valuable massage
Super sir
patar.mocha. rogo
Sir kunduru gacha Patra haladia roga Ra parichalana kipari karihaba
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Medicine sabu pesticide store re available nahi, medicine name kuhantu
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Sir dalimba gacha Ra phula sabu jhadi jauchi.ahara parichalana kipari karihaba
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Sir Lanka phasal re Patra jhada dekha jaauchi. Tara parichalna kipari karajaie pariba
ଲଙ୍କା ଫସଲରେ ଜୈବିକ ଖତ BIOZYME ଏକର ପ୍ରତି 12kg ବା ଜିଆ ଖତ ଏକର ପ୍ରତି 2qtl ପ୍ରୟୋଗ କରନ୍ତୁ।NPK 19:19:19 Lit ପ୍ରତି 3gm ସହିତ CHAMAK 3gm ମିଶାଇ ସ୍ପ୍ରେ କରନ୍ତୁ।3ଦିନ ପରେ ହରମୋନ Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Baigana chasara roga poka niyantarna kemiti karajiba
Machha dhua pani pakeibu ki
Lanka gacha badhu nahai kan pai
ପତ୍ର ମୋଚା ରୋଗ କୁ ନିୟନ୍ତ୍ରଣ କରନ୍ତୁ।ଜୈବିକ ସାର BIOVITA ଏକର ପ୍ରତି 8kg ସହିତ potash 12kg ପ୍ରୟୋଗ କରନ୍ତୁ।
ଗଛ ସୁସ୍ଥ ହେବା ପରେ hormone Gibberellic Acid lit ପ୍ରତି 1ml ବା Humic Acid lit ପ୍ରତି 0.5-1ml ହିସାବରେ ସ୍ପ୍ରେ କରନ୍ତୁ।
patra mocha gachabadinapriba patra haadia heba a lagana karana
Kalora gacha ro kunkuda rogo kau Madison diya jibo
Lanka ga6a haladi heu6i kn pain
Phula kn Pai pachiki khasipaduchi
ଅଧିକ ବର୍ଷା ହେବା ଫଳରେ କବକ ଜନିତ ରୋଗ ଆକ୍ରମଣ ଫଳରେ ଫୁଲ ପଚି ଯାଉଛି।ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ।Difenoconazole lit ପ୍ରତି 1ml ବା Amistar ବା Amistar gold lit ପ୍ରତି0.5ml ନ Ridomil gold lit ପ୍ରତି 2.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ। ଧନ୍ୟବାଦ।
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Brinjal roga poka niyantrana.
Tali gararu patra Macha raga Aarnma hele kan karajibo
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Kolaramuchaku kanaparatekara
ଵାଇଗଣ ଫସଲରେ ଝାଉଁଳା ରୋଗ ନିରାକରଣ
ବାଇଗଣ ଫସଲର ଝାଉଁଳା ରୋଗ ବିଷୟରେ video ପ୍ରସ୍ତୁତ କରାଯାଇଛି।ଏହି KRUSHI SAMPADA ରୁ ଦେଖି ପାରିବେ।
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Sir.apanaka.phonenabara
ବାଇଗଣ 🍆 ଗଛ ପତ୍ର ମୋଚା ପାଇଁ ଜୈବିକ ସାର ପ୍ରସ୍ତୁତ କିପରି ଭାବରେ ହୋଇପାରିବ କୁହନ୍ତୁ
ଜୈବିକ କୀଟନାଶକ
Sir କଲରା ଗଛରେ ପତ୍ର ମୁଡା ରୁଗ କମିତି ନିୟନ୍ତ୍ରଣ କରିବା
Potal Lata ra roga poka sambadhare kahibe ki
ମୁଁ କେମିତି ଔଷଧ ପାଇବି ଜଣାନ୍ତୁ
Khada gachha ra Patra bhurunga ba Patra Modi heuchhi keun medicine debi ?
Diafenthuron 50%WP lit ପ୍ରତି 1.5 gm ବା MOVENTO lit ପ୍ରତି 1ml ବା Osheen lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Neemazole 3 ml per ltr of water
Tomota phasalabisayare dharanadiya
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Sir Apanak mobil no diontu
7008498896
Sir apanka contact number diantu
Thank you sir fr the information 🙏
ua-cam.com/video/Yx3wS41EA0A/v-deo.html
ua-cam.com/video/Yx3wS41EA0A/v-deo.html
Mobile No.(self)mention karantu
ହିଙ୍ଗୁ ସାହାଯ୍ୟରେ ଲଙ୍କାର ପତ୍ରମୋଚା ରୋଗ
ନିୟଂତ୍ରଣ କରାଯାଇ ପାରିବ ki?