𝙈𝙖𝙧𝙪𝙘𝙝𝙪𝙣 𝙇𝙞𝙣𝙚 | 𝙑𝙞𝙘𝙠𝙮 & 𝙆𝙖𝙟𝙤𝙡 | 𝙎𝙖𝙢𝙗𝙖𝙡𝙥𝙪𝙧𝙞 𝙎𝙤𝙣𝙜 𝙑𝙞𝙙𝙚𝙤 | 𝙎𝙩𝙖𝙧𝙡𝙞𝙜𝙝𝙩 𝙋𝙧𝙤𝙙𝙪𝙘𝙩𝙞𝙤𝙣

Поділитися
Вставка
  • Опубліковано 5 вер 2024
  • 𝙈𝙖𝙧𝙪𝙘𝙝𝙪𝙣 𝙇𝙞𝙣𝙚 | 𝙑𝙞𝙘𝙠𝙮 & 𝙆𝙖𝙟𝙤𝙡 | 𝙎𝙖𝙢𝙗𝙖𝙡𝙥𝙪𝙧𝙞 𝙎𝙤𝙣𝙜 𝙑𝙞𝙙𝙚𝙤 | 𝙎𝙩𝙖𝙧𝙡𝙞𝙜𝙝𝙩 𝙋𝙧𝙤𝙙𝙪𝙘𝙩𝙞𝙤𝙣
    👉ଗୀତ୍ ଟା ଭଲ୍ ଲାଗଲେ VIDEO କେ LIKE କରୁନ୍। ଆଉ ଭଲ୍ ଲାଗଲେ VIDEO କେ SHARE କରୁନ୍। ଜଦି ବହୁତ୍ ଭଲ୍ ଲାଗଲା ବେଲେ CHANNEL କେ SUBSCRIBE କରୁନ୍। ଆଉ 🔔BELL iCON କେ PRESS କରୁନ୍ । ଆମର୍ ସବୁ VIDEO ର NOTIFICATIONS ପାଏବାର୍ ଲାଗି ।
    ଧନ୍ଯବାଦ୍,
    StarLight Production.
    𝙈𝘼𝙍𝙐𝘾𝙃𝙐𝙉 𝙇𝙄𝙉𝙀
    *************************
    *Creative Head- Satyajit Kanta
    *Concept- Satyajit Kanta
    *Singer- Madhusudan Kumbhar & Sekhar Suna
    *Lyrics-Koushal Sahu
    *Music- Benudhar Tajan
    *Category- Music
    *Genre- Dance
    *Language- Sambalpuri
    *Starring- Vicky Kajal Ajit
    *D. O. P. - Biju BK
    *Choreography- Vicky & Ajit
    *Producer- Sarani Kanta
    *Banner- PRAKRUTI AND PRATIK PRODUCTION
    *Music Lebel- STARLIGHT Production
    Lyrics :-
    ********
    ଏ..
    ଗୁଟେ ହାତେ ନାଇ ବାଜେ ତାଲି
    କାନ୍ଜେ ଦେଉଛୁ ଗାଲି ..
    ହେ..
    ଗୁଟେ ହାତେ ନାଇ ବାଜେ ତାଲି
    କାନ୍ଜେ ହେଉଛୁ ଚାହାଲି..
    ଏ..
    ଗୁଟେ ହାତେ ନାଇ ବାଜେ ତାଲି
    କାନ୍ଜେ ଦେଉଛୁ ଗାଲି ହେ..
    ତୋର୍ ମା ବୁଆ କେ କହେମି
    ତୋର୍ ଭାଇ ଦାଇ କେ କହେମି
    ତୋର୍ ନାନୀ ବୁହେନ୍ କେ କହେମି
    ତୁଇ ଆଉ ରେ ପୋଟୋ ମଲମଲି.. ମଲମଲି..
    ଏ..
    ମଲମଲି...
    ଆମର୍ ପରାକେ ନାଇ ଆଏବୁ ବୁଲି
    ତୋତେ ଆମେ ମାରମୁ ଲାଇନ୍
    ଆମର୍ ପରାକେ ନାଇ ଆଏବୁ ବୁଲି
    ତୋତେ ଆମେ ମାରମୁ ଲାଇନ୍
    ଏ..
    ଆମେ Handsome ପିଲା
    ଦିଲ୍ ଆମର୍ ଖୁଲା
    ପଖ୍କେ ନାଇ ଆ
    ଦୁର୍ କେ ଘୁଚିଜା
    ନା ହେଲେ..
    ପସ୍ତଉ ଥିବୁ ଗା
    ଜାନିଥା..
    ନା ହେଲେ..
    ପସ୍ତଉ ଥିବୁ ଗା
    ଏ ମହନୀ ଜାଲେ ଆମର
    ପଡିଗଲେ ତୁଇ
    Love କର୍ବୁ ଜହ ଜହ
    ହାଏରେ..
    ଭଲ୍ ପାଏବୁ ଜହ ଜହ
    ତୁଇ ଦେଖେଇ ନାଇ ହେବୁ
    ତୁଇ ପକେଇ ନାଇ ହେବୁ
    ଟିକେ ସୁନ୍ଦରୀ ଅଛୁ ବୋଲି
    ବେସି ଭାଉ ନାଇ ଖାଏବୁ
    ଟୋରୋ ଟୋରୋ ନାଇ ଯିବୁ
    ଚାଲି ଚାଲି ଚାଲି
    ଆମର୍ ପରାକେ ନାଇ ଆଏବୁ ବୁଲି
    ତୋତେ ଆମେ ମାରମୁ ଲାଇନ୍
    ଆମର୍ ପରାକେ ନାଇ ଆଏବୁ ବୁଲି
    ତୋତେ ଆମେ ମାରମୁ ଲାଇନ୍
    ଏ କଲା ବାଦଲ୍ ହେଇ ବର୍ଷି ଯିମୁ ଆମେ
    ମହୁରୀ ରାନୀ କରି ନଚେଇ ଦେମୁ ଆମେ
    ତୁଇତ ଲାଜ୍ କୁରି ଲହ
    ହାଏରେ..
    ତୁଇତ ଲାଜ୍ କୁରି ଲହ
    ଏ ମଲମଲିଏନ୍ ଟୁକେଲ୍
    ବେସି Make Up ହେସି
    କିଏ ଘାଏ ଦେଖ୍ତା ବୋଲି
    ହାଏଋେ..
    କିଏ ଲାଇନ୍ ମାର୍ତା ବୋଲି
    ତୁଇ ଦେଖେଇ ନାଇ ହେବୁ
    ତୁଇ ପକେଇ ନାଇ ହେବୁ
    ଟିକେ ସୁନ୍ଦରୀ ଅଛୁ ବୋଲି
    ବେସି ଭାଉ ନାଇ ଖାଏବୁ
    ଆ ନାଚ୍ ମା ମିଶି
    ତାକ୍ ଧୀନା ଧୀନ୍
    ଧୀନା ଧୀନ୍ ଧୀନା ଧୀନ୍
    ଆମର୍ ପରାକେ ନାଇ ଆଏବୁ ବୁଲି
    ତୋତେ ଆମେ ମାରମୁ ଲାଇନ୍
    #Maruchunline
    #vickykajal
    #starlight
    【 𝐀𝐍𝐓𝐈-𝐏𝐈𝐑𝐀𝐂𝐘 𝐖𝐀𝐑𝐍𝐈𝐍𝐆 】
    𝙏𝙝𝙞𝙨 𝙘𝙤𝙣𝙩𝙚𝙣𝙩 𝙞𝙨 𝘾𝙤𝙥𝙮𝙧𝙞𝙜𝙝𝙩 𝙩𝙤 "𝙎𝙏𝘼𝙍𝙇𝙄𝙂𝙃𝙏 𝙋𝙍𝙊𝘿𝙐𝘾𝙏𝙄𝙊𝙉". 𝘼𝙣𝙮 𝙪𝙣𝙖𝙪𝙩𝙝𝙤𝙧𝙞𝙯𝙚𝙙 𝙧𝙚𝙥𝙧𝙤𝙙𝙪𝙘𝙩𝙞𝙤𝙣, 𝙧𝙚𝙙𝙞𝙨𝙩𝙧𝙞𝙗𝙪𝙩𝙞𝙤𝙣, 𝙤𝙧 𝙧𝙚-𝙪𝙥𝙡𝙤𝙖𝙙 𝙞𝙨 𝙨𝙩𝙧𝙞𝙘𝙩𝙡𝙮 𝙥𝙧𝙤𝙝𝙞𝙗𝙞𝙩𝙚𝙙 𝙤𝙛 𝙩𝙝𝙞𝙨 𝙢𝙖𝙩𝙚𝙧𝙞𝙖𝙡. 𝙇𝙚𝙜𝙖𝙡 𝙖𝙘𝙩𝙞𝙤𝙣 𝙬𝙞𝙡𝙡 𝙗𝙚 𝙩𝙖𝙠𝙚𝙣 𝙖𝙜𝙖𝙞𝙣𝙨𝙩 𝙩𝙝𝙤𝙨𝙚 𝙬𝙝𝙤 𝙫𝙞𝙤𝙡𝙖𝙩𝙚 𝙩𝙝𝙚 𝙘𝙤𝙥𝙮𝙧𝙞𝙜𝙝𝙩 𝙤𝙛 𝙩𝙝𝙚 𝙛𝙤𝙡𝙡𝙤𝙬𝙞𝙣𝙜 𝙢𝙖𝙩𝙚𝙧𝙞𝙖𝙡 𝙥𝙧𝙚𝙨𝙚𝙣𝙩𝙚𝙙.

КОМЕНТАРІ • 45