#Chal_bulei_nemi_phurlijharana

Поділитися
Вставка
  • Опубліковано 10 вер 2024
  • #Chal_bulei_nemi_phurlijharana#kalahandia_Song#Sarbeswarbhoi&DipitaSwain#
    ଚାଲ ବୁଲେଇ ନେମି ଫୁର୍ଲିଝରନ
    ଓଡିଶା ମାଟିନେ କଳାହାଣ୍ଡିର ଚିତ୍ର ପୁରାପୁରି ଅଲଗା ଅଲଗା ଲାଗସି ।କେନ୍ ନୂଆ ଲୋକ ବାକ ଆମର ଇନେକେ ଆଏଲେ
    ମାସ ମାସ ରାହେବାର କେ ମନ କରସନ ।ଇନର ଲୁକର ଭଲ ପାଇବାର ତା ସେ ହେନ୍ତା କି ଇ କାଲା ମାଟିର କଳାକାରୀ ବୁଝଲେ ସତେ ବୁଝି ନାଇଁ ହୁଏ ।ପରକୁତ ଇ କଳାହାଣ୍ଡି ମାଟି ହଉଛେ କଳାସଂସ୍କୃତିର ମାଟି ।ଯେନ ନେ କଲା ,ସାହିତ୍ୟ ,ଚରଚା ହେସି , ଦେଖବାକେ ମିଲସି ସେ ଠାନେ ବହୁତ ଆତ୍ମୀୟତା ,ଭଲ ପାଇବାରଟା ,ପ୍ରେମ ଭାବ ଯୁଡି ହେଇ କରି ଥିସି ଆର ସେଟା ଆମର ଇ କଳାହାଣ୍ଡି ମାଟିନେ ଦେଖବାକେ ମିଲସି ବୋଲି ମୋର ମନ କହେସି ।ସତକେ ସତ
    ଆମର ଲୋକ ଯାହାକେ ଥରେ ନିଜର ଭାଵଲେ ବଏଲେ ତାହାକେ ପେଟୁ ଉଗଲେଇ କରି ବି ଖୁଆସନ ।
    ଇ ଗୀତର ମୂଲ ସାହିତ୍ୟ ହଉଛେ ଯେ ଗୁଟେ ସହରୀ ସଭ୍ୟତା ଛୁଇଁଲା ଟୁକିଲ ଟେ ତାର ଭେନେଇ ଘର କେ କୁନୂଆ ହେଇକରି ଆସିଛେ ।ତାର ସଙ୍ଗାତ ମାନେ ତାହାକେ ଫୁର୍ଲିଝରନ ବୁଲେଇ ନେମୁ ବୁଲେଇନେମୁ ବୋଲି ଟିଆ ଦେଇଛନ ହେଲେ କେବେ ନେଇ ନେଇ ପାରବାର ।ହଠାତ ତାର ନାନୀର ଦିଅର ଡଙ୍ଗରୁ ମଚା ଶୁଇକରି ଆସିଛେ ,ଗୋଡ଼ ହାତ ଧୁଇ ହେଇ କରି ପିଣୁଲ ଥି ବସିଛେ ଆର ତାର ସଙ୍ଗାତ କେ ଦେଖାଚାହାଁନେ ହସାଖେଳା,ଖିଆଲ ଖେଚଡ ଆର ଫୁର୍ଲିଝରନ ଯିବାର ମନସ୍ଥ ହେଇଛେ ଆର ବୁଲିଯାଇଛନ । ଜଙ୍ଗଲର ଶିଗ ଶିଗ ହେଇ ସରଗ କେ ଛୁଇଁ ବାର ରଙ୍ଗାଲ ଗଛ କେ ଦେଖି କଳାହାଣ୍ଡିଆ ମେଘ ଖୁସିର ଚୁମ୍ବନ ଟେ ଦେଲା ବେଲକେ ସହରୀ ସଭ୍ୟତାର ବହୁର ବହେନ ଦାଦାର ଶାଳୀ ଦମ ଧରି ନାଇଁ ପାରବାର ।କାହିଁ କେତେ ଦିନୁ ଚିକନ ଚାକନ ହେଇ ପଡିଥିବାର ପଥର ଉପରେ ବସିକରି କେତେ ନୁଆଁ ନୂଆ ସପନ ଦେଖା ।ଆର ଫୁର୍ଲିଝରନ ଯିବାର ବାଟର ଦୁଇ ସାହାଡ଼ା ଯେନ ବାଞ୍ଜି ବୁଟା ଅଛେ ଆର ଲହଙ୍କା ଲହଁକା ହେଇ ଯେନ ବାଉଁଶ ଧାଁଗରୀ କେ ଦେଖି ମୁଲକୀ ମାରୁଛେ ଆର ମୁଲକି ମରା ବାଞ୍ଜି ଗଛ ବାଟ ମହାରାଜା ବାଗିର ବାଟ ଯୁଗୀବସିଛେ ବୋଲି ମନ ଭିତରେ କେତେ ଆଶଙ୍କା ଖେଳି ଯାଉଛେ କାଲେ ବାଟ ମହାରାଜା କଲିଆ ଘୁଡାନେ ବସେଇ ନେଲେ କେନ୍ତା କରମା ଇ ବିଚାର କେ ଇନେ ଉପସ୍ଥାପନ କରା ଯାଇଛେ
    💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
    💐 LYRICS 💐
    💐Sumit Rout & Sarbeswar Bhoi
    💐MUSIC💐
    💐Sarbeswar Bhoi
    💐VOICE💐
    💐Sarbeswar bhoi
    💐Dipita Swain
    💐PRODUCER 💐
    💐khirod Nag
    💐 RYTHIM💐
    💐Nibash Daa( Nisan)
    💐Balaram Bhai
    💐 Rakesh Bhai (ped)
    💐Dola Bhai ( Keyboard)
    💐RECORDING STUDIO💐
    💐 G_H_U_M_U_R_A Studio,MRampur💐
    💐Bikash ch Sahu
    💐VIDEO STUDIO VERSION💐
    💐SK digital Bhawanipatna(Tuna kand)
    💐 POSTER DESIGN 💐
    💐Tukulu Das
    💐SPECIAL THANKS FOR 💐
    💐Bishnupriya gahir
    💐Bholeswar bhoi(Jem's)
    💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
    ଗୀତ
    ( କେବେ ଆଏଲ ହୋ ଧନ
    ବୁଲେଇ ନେମି ଫୁର୍ଲିଝରନ)
    ଗିତ -ସୁମିତ ରାଉତଓ ସର୍ବେଶ୍ୱର ଭୋଇ
    9777312324
    ଆଳାପ
    ମଲ ମଲି ମୋର ଦାଦାର ଶାଲୀ
    ଶୁଇ ଥିଲୁ ତୁଇ କବାଟ ମେଲି
    ସପନେ ଦେଖିଲି ତକେ
    ମଚାର ଉପରେ ଶୁଇ ଥିଲି
    ତାମଡ଼ି ହୁତୁଲୀ ହେଇ ମଲି
    କେନତା ଲାଗିଲା ମକେ
    💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
    ସ୍ଥାୟୀ
    କେବେ ଆଏଲ ହୋ ଧନ 2
    ତମକେ ବୁଲେଇ ନେମି ଫୁରଲି ଝରନ
    ଯେବେ ଆଏଲେ ହୋ ଧନ 2
    ତମେ ଦେଖେଇ ଦେସ କେତେ ସପନ
    ଝର ଝର ଝର ଝରୁଥିସି ଫୁରଲୀ ଝରନ ପାନି
    ଫୁର ଫୁର ଫୁର ଧୁକା ମାରେ ଧାଙ୍ଗରୀ ମନ ଜାନି
    ଖଲ ଖଲି କରି ହସୁଥିସି ଡଙ୍ଗରିଆ ଫୁଲ
    ଡଙ୍ଗରିଆ ଫୁଲ ଖୁଚି ଦେମୀ ଖୁସାର ତଲ
    ତଲମଲି ତଲମଲି ଯାଉଛେ ଯୁବା ଯଉବନ
    💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
    ଅନ୍ତରା ୧
    ଏ ଵେଶାଖାର ଟାଣ ଖରା ଧନରେ ଲାଗେ ବିକଲ
    ଅସାର ଝଞ୍ଜାର ପାନି ଝରୁଛେ କେଡେ ଶିତଲ
    ଶିତଲ ,ଶିତଲ ଯୁବା ଧଙ୍ଗରା ମନ
    ଶିତିଲିଆ ପରା ଠାନକେ ନୁରେ ପରାଣ
    ଏ ଅନ୍ଧାର ଅନ୍ଧାର ଲାଗେ ଧନ କାଏ ଝାର ପତର
    ଅନ୍ଧାରିଆ ଠାନେ ଝର ଫୁଟିଛେ କେଡେ ସୁନ୍ଦର
    ବାଦଲ ଚୁମୁଛେ ଜିଆଁ ରେଙ୍ଗାଳ ଦେଖି
    ଦମ ଧରି ନାଇଁ ପାରୁଛେଁ ଯିବନ ରଖି
    ଛି ଛି କରି ଛି ଧରିଦେଲି କୁଆଁରୀ ନାନୀର ଡେଣା
    କୁଆଁରି ପାଶେ ଅଛେଁ ବଲି କେତେ ଯେ ଭାବନା
    ର ର ର ବୋଲି କରି କହୁଥିଲୁ କେତେ
    ରସବତୀ ରସ ଲାଗିଛେ ନାଇଁ ଜାନୁ କେଂ ମତେ
    ଲକବାକି ଲାକବକି ଯାଉଛେ ମୋର ଜୀବନ
    💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
    ଅନ୍ତରା ୨
    ଏ ବଡ଼ ବଡ଼ ଶୀଲ ଯାହିଁ ଦେଖିଲେ ଲାଗେ ଚିକନ
    ଆଠକାଲି ପାନି ଝରେ ତାଇଁ ରେ ବଲି ଗା ଧନ
    ଖିଆଲି ବଏସେ ଖିରିସା ଖାଉ
    ଛାଡ଼ିଦେ ଛାଡ଼ିଦେ ଛାଡ଼ିଦେ ଖିଆଲି ମନ
    ଏ ବାଟେ ବାଟେ ବାଞ୍ଜି ବୁଟା ଯାଉଛେ ସତେ ଲହଁସୀ
    ଲହଁସିଲା ବାଉଁଶ ମୋର ଧନରେ ଦଉଛେ ହସି
    ବାଟ ମହାରାଜା ପରା ଲାଗୁଛେ ମତେ
    ଡେନା ଧରି ଦେଲେ ଅଡୁଆ ହେବାରେ ସତେ
    କଳାର ମାଟି କଳାହାଣୀ କଳାର ପସରା
    କଳାର ମାଟି ଘୁମ ଘୁମି କରି ବାଜେ ଘୁମୁରା
    ବେଲଖଣି ରବନ ଦର ଅସୁରଗଡ଼ ଏହି
    ସତ କହୁଁଛେ ପାସରି ଦେବ ତମର ଗାଁ ଭୂଇଁ
    ଗୁରଗୁରି ଗୁରଗୁରି ସରି ଯିବା ଲୋ ଦିନ

КОМЕНТАРІ • 1,1 тис.

  • @ସାହିତ୍ୟଝରଣା
    @ସାହିତ୍ୟଝରଣା 2 роки тому +6

    ମସ୍ତ ଗୀତ ଆଉ ଗାନା ଭି ବଢ଼ିଆ।
    Full of energy 👌

  • @pramodsuna9803
    @pramodsuna9803 3 роки тому +1

    ବହୁତ ବଢିଆ ହେଇଛେ ଗୀତ ଆଜ୍ଞା

  • @maamanikeswaricreation6970
    @maamanikeswaricreation6970 3 роки тому +6

    ନୂଆ ବରଷ ର ଅନେକ ଶୁଭେଚ୍ଛା ,ବହୁତ ଭଲ ଅଛେ ଗୀତ।। ଜୟ ମାଁ ମାଣିକେଶ୍ୱରୀ

    • @SingerSarbeswarBhoi
      @SingerSarbeswarBhoi  3 роки тому +1

      ଆପଣ କେ ବି ଅନେକ ଅନେକ ଶୁଭେଛା

  • @radhekrishna4773
    @radhekrishna4773 3 роки тому +1

    Super song kalahandi king sarbeswar

  • @jaimaamanikeswari1913
    @jaimaamanikeswari1913 3 роки тому +7

    1no

  • @pinkupodh1245
    @pinkupodh1245 2 роки тому +1

    Jete sunle b sunuthha bari laguchhe
    Dada khobh sundar geet

  • @OmPrakash-xv7lo
    @OmPrakash-xv7lo 2 роки тому +8

    ଜୁହାର ସର୍ବେଶ୍ଵର ଭୋଇ ଆଙ୍ଗ୍ୟା।ଗୀତ ଆପଣଙ୍କ ର ସବୁ ଫେମସ ।

  • @mohanmajhi7066
    @mohanmajhi7066 3 роки тому +1

    Excellent hei chhe ଭୋଇ ଦାଦା 👍👍👍👍👌👌👌

  • @ranjankumarbudhia4161
    @ranjankumarbudhia4161 3 роки тому +4

    Juhar Dada Jai Kalahandi Jai Maa Manikeswari 🙏🙏🙏🙏🙏🙏🙏🙏🙏

  • @keshabasahu7373
    @keshabasahu7373 Рік тому +1

    ଗୀତ ସାଙ୍ଗେ ମୋର ବୁହେନର expression ଟା ବଢିଆ ଲାଗୁଛେ

  • @himansusahu1819
    @himansusahu1819 3 роки тому +17

    Pura super hit dada👍👍👍jay Kalahandi,jay maa manikesari

    • @manojharpal5274
      @manojharpal5274 3 роки тому +3

      Jai maa manikeswaree .....heart touching long my dear Sir sarbeswar 🙏🏻🙏🏻🙏🏻🙏🏻

    • @parthateji9087
      @parthateji9087 3 роки тому +1

      @@manojharpal5274 q1

    • @mangalubag393
      @mangalubag393 2 роки тому

      @@manojharpal5274 1w4

  • @SEBAKRAM-1998
    @SEBAKRAM-1998 3 роки тому +1

    Bahut bhal lagla
    Traditional song very good

  • @sambalpuridjsantoshremix
    @sambalpuridjsantoshremix 3 роки тому +4

    Mind blowing

  • @RK-pm9el
    @RK-pm9el 3 роки тому +1

    Bahut badhia heiche

  • @sambalpuritutorial7917
    @sambalpuritutorial7917 3 роки тому +4

    Ek no dadaa

  • @MBhoi-nf4zw
    @MBhoi-nf4zw 3 роки тому +1

    ବହୁତ୍ ସୁନ୍ଦର୍ ଲେଖା ....ଗୀତ

  • @jagadishkand2574
    @jagadishkand2574 3 роки тому +6

    Jai kalahandi

  • @mohanmajhi7066
    @mohanmajhi7066 3 роки тому +2

    କଳାହାଣ୍ଡିର କଳା ଆଉ କଳାକାର ମାନକର କଳା ଏକା କିଛି ଅଲଗା ମିଠା 👌👌👍👌👌

  • @sudhirdhurua2497
    @sudhirdhurua2497 3 роки тому +5

    ଗୀତ ବଢିଆ ଲାଗଲା ଭାଇ.. ନୂଆ ବର୍ଷର ଅଭିନନ୍ଦନ

  • @Rudransh1218
    @Rudransh1218 4 місяці тому

    Juhar sarbeswar da bahut bhal lagla gita jaya Kalahandi Jaya manikeswari

  • @panchulalseth911
    @panchulalseth911 3 роки тому +3

    E ta hi sambalpuri song 😍😍😍🙏🙏🙏🙏🙏🙏🙏🙏🙏

  • @chaturbabu7382
    @chaturbabu7382 3 роки тому +1

    No1 Kalahandi song sarbreswar daa k juar

  • @sanjayakumarsahu9413
    @sanjayakumarsahu9413 3 роки тому +3

    So sweet mind blowing..super..duper..hit..jay kalahandi💐💐💐👍👍👍

  • @p.gofficial3907
    @p.gofficial3907 3 роки тому +1

    Badhia bahut badhia

  • @Cgl-warrior_
    @Cgl-warrior_ 3 роки тому +4

    Very nice song

  • @barshanag9653
    @barshanag9653 3 роки тому +1

    ଭଲ ଲାଗିଲା ଦାଦା

  • @khageshwaryadav1754
    @khageshwaryadav1754 3 роки тому +6

    Super dada 👌👌👌🎧🎧🎧

  • @JugalkishorBhoi-pf8du
    @JugalkishorBhoi-pf8du Місяць тому

    Bahut sundar heichhe Sarbeswar sir apanankar song sabu heart ke chhuisi

  • @MrTuklu
    @MrTuklu 3 роки тому +3

    Bahut sundar 👌👌

  • @lalitkumarkujur6190
    @lalitkumarkujur6190 2 роки тому +1

    ବହୁତ ଗାଇଛ ହୋ ଝିଳ୍ପିଆ ସଂଗି

  • @abdanceschool2958
    @abdanceschool2958 3 роки тому +4

    Sumit bhair lekha bahut badhia laguchhe

  • @amitputel2428
    @amitputel2428 2 роки тому +1

    Bahut sunder song S, mama

  • @nagpradhunya818
    @nagpradhunya818 2 роки тому +6

    Super song and nice voice

  • @bhartabandichhor4096
    @bhartabandichhor4096 2 роки тому +1

    Super duper song da👌👌👌👌

  • @hemantasahu392
    @hemantasahu392 3 роки тому +3

    Supar dada

  • @charanchaudhury5493
    @charanchaudhury5493 2 роки тому +1

    Maja upre Maja ae Jai ho

  • @cadetspramodnaik530
    @cadetspramodnaik530 3 роки тому +3

    Mind blowing Dada.... Jay kalahandi jay kalakar...

  • @abdanceschool2958
    @abdanceschool2958 3 роки тому +7

    Super hit dada

  • @susantakanhar3264
    @susantakanhar3264 3 роки тому +1

    Bahut Bhal lagu6e

  • @saratbarik.ilikebindujoges6801
    @saratbarik.ilikebindujoges6801 3 роки тому +1

    Jabardast song sarbeswar sir

  • @majhibrothersofficial4353
    @majhibrothersofficial4353 3 роки тому +3

    Nice song

  • @brahmamajhi536
    @brahmamajhi536 3 роки тому +1

    ବହୁତ ଭଲ ଲାଗଲା....👌👌👌

  • @nitinmajhi828
    @nitinmajhi828 3 роки тому +4

    Very nice song 👌 dada

  • @HrudanandaDurga-mz2rq
    @HrudanandaDurga-mz2rq 11 місяців тому

    Very nice kalahandi song bebeautiful

  • @ridelegend192
    @ridelegend192 3 роки тому +8

    I love this song

  • @subotbhoibhoisubot5625
    @subotbhoibhoisubot5625 3 роки тому +1

    Gita sunikari bahut badiha lagila daa juhar

  • @Ajaydasvlog6371
    @Ajaydasvlog6371 3 роки тому +3

    ବହୁତ ସୁନ୍ଦର ହୋଇଛି ଗୀତ ଆମର କଲା ହାଣ୍ଡି ବହୁତ ସୁନ୍ଦର 🙏🙏🙏🙏🙏🙏

  • @stylistdesignermukesh3896
    @stylistdesignermukesh3896 3 роки тому +2

    ବହୁତ ବଢିଆ ହେଇଛେ ଦାଦା

    • @SingerSarbeswarBhoi
      @SingerSarbeswarBhoi  3 роки тому

      ନୁଆଁ ବରଷେ ଆପଣ ମାନଙ୍କର ଜୀବନେ ଖୁସି ଭରି ଯାଉ ,ଆପଣ ମାନଙ୍କର ଚଳାବାଟେ ଫୁଲ ବିଛେଇ ହେଉ ଏତକି ମା ମାନିକେଶ୍ୱରୀ ପାହା ତଳେ ମୋର ବିନତି
      ନୂତନ ବରଷର ଶୁଭ ଅଭିନନ୍ଦନ ଆର ଶୁଭେଛା

  • @feelmydil2166
    @feelmydil2166 3 роки тому +3

    Super nice song

  • @lokanathgiri4366
    @lokanathgiri4366 3 роки тому +8

    I am from Mayurbhanj...I like very much every Sambalpur❤️ Songs...and comedy ❤️💞 emti amku khusi re rakhithao dada🙏🙏 ହରହର ମହାଦେବ 🙏

  • @AVSK_PRESENT
    @AVSK_PRESENT 3 роки тому +1

    Bahut badhia lyrics aru singer mane b jabardast gaichan

  • @abdanceschool2958
    @abdanceschool2958 3 роки тому +6

    Sumit bhair lekha ar sarbewar dada ra song super hit

    • @SingerSarbeswarBhoi
      @SingerSarbeswarBhoi  3 роки тому +4

      ନୁଆଁ ବରଷେ ଆପଣ ମାନଙ୍କର ଜୀବନେ ଖୁସି ଭରି ଯାଉ ,ଆପଣ ମାନଙ୍କର ଚଳାବାଟେ ଫୁଲ ବିଛେଇ ହେଉ ଏତକି ମା ମାନିକେଶ୍ୱରୀ ପାହା ତଳେ ମୋର ବିନତି
      ନୂତନ ବରଷର ଶୁଭ ଅଭିନନ୍ଦନ ଆର ଶୁଭେଛା

  • @mannucreation08
    @mannucreation08 3 роки тому +1

    Bahut hard 👌

  • @srinnibaskhandagiri9475
    @srinnibaskhandagiri9475 3 роки тому +3

    Wow superb song

  • @rsmixvision
    @rsmixvision 3 роки тому +1

    Dada bahut badhian composition
    Mast laguchhe song

  • @mchandi7659
    @mchandi7659 3 роки тому +4

    Nice song ❤️👍

  • @sahadevkuldeep7701
    @sahadevkuldeep7701 2 роки тому +1

    Ek number bhoi sir

  • @arjunjani3612
    @arjunjani3612 3 роки тому +3

    Super dada 💖💖😀😀

  • @Kosaljunction
    @Kosaljunction 3 роки тому +1

    Khob sundar git badhia lagla , sarbeswar angya nkar lok git sabu bele badhia lagsi

  • @miniketanmajhi8737
    @miniketanmajhi8737 3 роки тому +3

    Nibash dada no1nishan bala

  • @shrabanisinghbhoi2520
    @shrabanisinghbhoi2520 2 роки тому +1

    Tumar Geeta bhal laguchhe thanks to ur music group

  • @babulibag6310
    @babulibag6310 3 роки тому +1

    Very nice song. Bahut Bsdhia Bhanja. Super...

  • @premrajguru9643
    @premrajguru9643 3 роки тому +5

    Sarveswar sir you are a sea of talent.

  • @prasantmeher2912
    @prasantmeher2912 3 роки тому +1

    Sundar heichhe geet...

  • @ketankumar566
    @ketankumar566 3 роки тому +3

    Iam from Kalahandi very nice song my febriet singar sarbeswar sir🙏🙏🙏

  • @banmalisahu2897
    @banmalisahu2897 3 роки тому +1

    Very nice 👌👌 sarbeswar/dipti songs

  • @MUNABHAICREATION
    @MUNABHAICREATION 3 роки тому +3

    So beautiful song Dada

  • @csgaming0780
    @csgaming0780 2 роки тому +1

    ନାଇସ ଗିତ

  • @tunamnanda7123
    @tunamnanda7123 2 роки тому +3

    So wonderful songs Sarveshwar Da

  • @bisurathor619
    @bisurathor619 3 роки тому +1

    Superhit song

  • @PKPRASHANTAOFFICIAL
    @PKPRASHANTAOFFICIAL 3 роки тому +3

    Wow mind blowing ❤️folk King bhoi sir ,,,,,,,dipita sweet singing 👍

    • @SingerSarbeswarBhoi
      @SingerSarbeswarBhoi  3 роки тому +1

      pk prasant official
      କେ ମୋର ଆନ୍ତରିକ ଶୁଭେଛା ଆର ଶୁଭ କାମନା
      ଆପଣ ଙ୍କର ଇ ଭଲ ପାଇବାର ରହିଥାଉ
      ଜୁହାର

  • @debadattamahananda1373
    @debadattamahananda1373 2 роки тому +1

    Very sweet song I'm very impresse for the song &thanku very much bhoi sir

  • @spsproduction3014
    @spsproduction3014 3 роки тому +4

    super song love you sarbeswar da and dipita mam

    • @SingerSarbeswarBhoi
      @SingerSarbeswarBhoi  3 роки тому +1

      sps
      production କେ ଭି ମୋର ଆଡୁ ଶୁଭ ଅଭିନନ୍ଦନ

  • @mrsachintech368
    @mrsachintech368 2 роки тому +3

    ଜୟ ହୋ କଳାହାଣ୍ଡି 🥰🥰🥰👌👌👌👌👌❤️❤️

  • @NBSEDIT
    @NBSEDIT 3 роки тому +4

    Jai maa manikeswari

  • @nareshkusunani1082
    @nareshkusunani1082 3 роки тому +1

    Super hit song dada

  • @dolamani8429
    @dolamani8429 3 роки тому +3

    🙏👌👌dada

  • @fasalachanal
    @fasalachanal 2 роки тому +1

    Nice song sarbaswer dada

  • @jagannathraut6089
    @jagannathraut6089 3 роки тому +3

    Jay Kalahandi Jay kala🙏🙏🙏

  • @nabinnag871
    @nabinnag871 3 роки тому +1

    Super hichhe dada

  • @b7lifejourney296
    @b7lifejourney296 2 роки тому +5

    Very beautiful song dada ❤ I am proud feelings to kalahandi people..Jay maa manikeswari

  • @sadanandakumarbhoi6750
    @sadanandakumarbhoi6750 3 роки тому +1

    Mast song mind blowing super dada

  • @dhirenbiswal5558
    @dhirenbiswal5558 3 роки тому +3

    Nice song 👌

  • @aradhya8044
    @aradhya8044 Рік тому

    ଦାଦା ବହୁତ୍ ଭଲ୍ ଲାଗୁଛେ ଗୀତ

  • @bbabu6713
    @bbabu6713 3 роки тому +26

    ଦାଦା ବହୁତ ସୁନ୍ଦର ହେଇଛେ, ଟୁଣ ର ସୁର ବି ବହୁତ ସୁନ୍ଦର , ମୁଇ ବାହାରେ ଅଛେ ଦାଦା ଏନତା ଗୀତ ମାନେ ସୁଂଲେ କଳା ର ମାଏଟ କଳାହାଣ୍ଡି କେ ସୁର ପଡି ଯାଇସି , ଫେରିଆ ଫେରିଆ ପରଦେଶୀ ଆଖିର ଲୁହ ଝରେଇଦେସି। ଦାଦା ମୋର ଗୋଟେ ଅନୁରୋଧ ଆପଣ ର ଶାଳୀ କେ ଫୁରଲୀଝରଣ ଆଡେ ବୁଲେଇ ସାରଲେ ଡୋକରି ଚଚରା ମୁଖିଗୁଡା ଡେମ ଆଡେ ବୁଲେଇ ଆନ୍ତ ବେଳେ ଗୀତ ମାଧ୍ୟମରେ କିଛି ଜାଣିପାର୍ତ୍ତୃ.....

    • @SingerSarbeswarBhoi
      @SingerSarbeswarBhoi  3 роки тому +5

      ହେଲା ଭାଇ
      ମୋର ଭାଇ ବୁଲେଇ ନେଇଥିଲା ବୋ

    • @bbabu6713
      @bbabu6713 3 роки тому +3

      ମୋର କହିବାର କଥା ଦା ଡୋକରି ଚଚରା ମୁଖୀଗୁଡା ଡେମ ହେନ୍ତା କଳାହାଣ୍ଡି ଜିଲ୍ଲାର ଜାଗା ମାନକେ ଲୋକଚନ କେ ଆନଲେ ଭଲ ହେତା ଦାଦା ଯେନ୍ତା ଫୁରଲିଝରନ ର ବାଞ୍ଜି ବୁଟା ,ଜାଗା ମାନକେ ବର୍ଣ୍ଣନା କରା ଯାଇଛେ ଯେ ଦାଦା

    • @gobindochandramohanta3576
      @gobindochandramohanta3576 2 роки тому

    • @mantumahanand8156
      @mantumahanand8156 Рік тому

      @@bbabu6713 2

    • @noman849
      @noman849 Рік тому

      Nirmsltandi

  • @bikashbag4827
    @bikashbag4827 3 роки тому +1

    Bahut sundhar nua barsar hardhik abhinandan

  • @taruntaniyadav6585
    @taruntaniyadav6585 3 роки тому +3

    Full energy song I love this song..mind blowing

  • @iambiku
    @iambiku 3 роки тому +3

    Love u sir bahut bhal lagla song ..dilse
    Agke enta song mane tamar channel re ashu ....
    Love From 💙- Mandel Narla

  • @debanandagopal8489
    @debanandagopal8489 3 роки тому +1

    Super hit. Song👍

  • @mrshaktiking1210
    @mrshaktiking1210 3 роки тому +4

    👌👌👌

  • @abhinandanbag8714
    @abhinandanbag8714 3 роки тому +1

    Sabu aadu superrr ek dum jhakassssssss

  • @akashpradhan4160
    @akashpradhan4160 3 роки тому +3

    Excellent song and also good with clear voice twins

  • @lalitadjuad577
    @lalitadjuad577 3 роки тому +1

    Bahut bahut sundar sar

  • @kunalyadavofficial777
    @kunalyadavofficial777 3 роки тому +5

    Gorgeous lagu6e bobaa 😍😍😍👌👌👌 outstanding expression dipita god bless you.... Bahut agke ja

  • @maheshdas8581
    @maheshdas8581 3 роки тому +2

    Very nice
    ବହୁତ ଦିନ ପରେ ଏନ୍ତା ମିଠା ଗାନା ଟେ ଶୁନବାରକେ ମିଲ୍ଲା
    💐💐🙏🙏🙏💐💐
    ପୁରା ଟିମ୍ କେ ମୋର ଜୁହାର

  • @travellerpapu
    @travellerpapu 3 роки тому +3

    Happy New year Bhai bahen mne..
    #1 Jan mulniwasi sourya divas...
    #bhimakoregaon...

  • @rknaik1551
    @rknaik1551 3 роки тому +1

    Sundar sunder geet laguche

  • @gamingwithff3094
    @gamingwithff3094 3 роки тому +4

    nice song

  • @lrstudio391
    @lrstudio391 3 роки тому +1

    Super song video

  • @MUNABHAICREATION
    @MUNABHAICREATION 3 роки тому +3

    Happy New year 2021 All My Friends