Special GoodFriday Song | KRUSHARA KAHANI | GOURAV KUMAR | New Christian Song | StyleStudio Music 4u

Поділитися
Вставка
  • Опубліковано 4 бер 2023
  • Special GoodFriday Song | KRUSHARA KAHANI | GOURAV KUMAR | New Christian Song | StyleStudio Music 4u
    ଖ୍ରୀଷ୍ଟରେ ସମସ୍ତଙ୍କୁ ଷ୍ଟାଇଲ ଷ୍ଟୁଡିଓ ପରିବାରତରଫରୁନମସ୍କାର, ଆଜି ଆପଣମାନଙ୍କ ପ୍ରେମ ଈଶ୍ଵରଙ୍କ ଆଶିର୍ବାଦ ରୁ ଆମେ ଏକ ହୃଦୟ ସ୍ପର୍ଶ ଗୀତ ଟି ପ୍ରସ୍ତୁତ କରିଅଛୁ , ଏହି ଗୀତଟି ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶାର୍ପିତ ଉପରେ ଆଧାରିତ ହୋଇଅଛି । ଆମେ ଅନେକ ସମୟରେ ପ୍ରଭୁଙ୍କର ବଳିଦାନକୁ ଭୁଲିଯାଇ ଥାଉ ଏହି ପାପି ମଣିଷ ଯେତେବେଳେ ବି ସେହି କ୍ରୃଶର ସତ୍ଯ ଘଟଣାକୁ ମନେ ପକାଉ ମନ ଥରିଉଠେ । ଆଶା କରୁଛୁ ଆମର ଏହି ଗୀତଟିକୁ ଆପଣମାନେ ବଲପାଇବେ । ଗୀତଟି ଶୁଣନ୍ତୁ ଏବଂ ଅନ୍ଯମାନଙ୍କୁ ମଧ୍ଯ Share କରନ୍ତୁ ।ଯଦି ଆପଣମାନେ ଗୀତଟିକୁ ଦେଖୁଥିବେ ଆମ channelକୁ subscribe କରି ନାହାନ୍ତି ।ଆମ UA-cam Channel "Style Studio Music 4u କୁ Subscribe କରନ୍ତୁ । ଏବଂ 🔔 icon କୁ click କରନ୍ତୁ ।
    About this Video :
    " ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ;
    ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। (ଯିଶାଇୟ - 53:5)
    good friday song,good friday songs,good friday songs telugu 2022,good friday songs telugu,new good friday song,latest good friday song,bangla googdfriday song,telugu good friday songs,telugu good friday songs lyrics,good friday songs telugu latest,good friday songs telugu new 2022,christian song,good friday sad song,good friday songs telugu whatsapp status,2022 good friday song,good friday song 2022,jesus song,good friday new song,bangla good friday song
    ..........................................................................................................................................................
    ****SONG CREDIT*****
    Song - Krushara Kahani
    Singer - Gourav Kumar Mali
    Lyrics - Jisiel Singh
    Music Composer - Kumar Mantu
    Music Arrangements - Kumar Mantu
    Recording, Mixing & Mastering - Style studio,Nuagada
    Audio Label - Style Studio Music 4u
    UA-cam Partner - www.Worship Of Praise.Com
    ***FULL SONG LYRICS ****
    କ୍ରୃଶର କାହାଣୀ ଭୁଲି ହୁଏ ନାହି,
    ସେ ପ୍ରେମ ଯୁଗ ଯୁଗ ପାଇଁ
    ଗଲ୍ ଗଥାର ସ୍ବର, ଶୁଭେ ବାର ବାର
    ମନ ହୁଏ ଆଜି ଥର ଥର .....ହୋ...2×
    ସେ ଅଭୂଲାପ୍ରେମ ଅଟେ ମହାନ,ଅଟେ ଚିରନ୍ତନ 2×
    ଅଟେ ଚିରନ୍ତନ.....
    କ୍ରୃଶର କାହାଣୀ ଭୁଲି ହୁଏ ନାହି,
    (ସେ ପ୍ରେମ ଯୁଗ ଯୁଗ ପାଇଁ) 2× । 0 ।
    ସେ ବର୍ଚ୍ଛା ଆଘାତ କଣ୍ଟାର ମୁକୁଟ
    ବୋହିଯାଏ ଲହୁଧାର ଶ୍ରୀ ଅଙ୍ଗେ ତୁମର
    ଆହାକି ଦାରୁଣ ଯନ୍ତ୍ରଣା କ୍ରୃଶର
    ନବାରି ଉପମା ମୋର ବିଦୀର୍ଣ୍ଣ ମନର.....2×
    ସେହି ନିଷ୍ପାପ ରକ୍ତ କଲା ମୋତେ ଧୌତ ସୁଦ୍ଧ ପରିଷ୍କୃତ 2×
    ସୁଦ୍ଧ ପରିଷ୍କୃତ.......
    କ୍ରୃଶର କାହାଣୀ ଭୁଲି ହୁଏ ନାହି,
    (ସେ ପ୍ରେମ ଯୁଗ ଯୁଗ ପାଇଁ) 2× ।1।
    ହେ ମହାମହିମ ହୋଇ ବଳିକ୍ରୃତ
    ସାଧିଲ ପରିତ୍ରାଣ ଅଯୋଗ୍ୟ ପାପୀର
    ଅନନ୍ତ ଅସୀମ ମହାତୁମ ନାମ
    ତୁମ ନାମେ ପାପୀ ପାଏ ଅନନ୍ତ ଅସୀମ...ହୋ..2×
    ସେ ଅଭୂଲାପ୍ରେମ ଅଟେ ମହାନ,ଅଟେ ଚିରନ୍ତନ 2×
    ଅଟେ ଚିରନ୍ତନ.....
    କ୍ରୃଶର କାହାଣୀ ଭୁଲି ହୁଏ ନାହି,
    ସେ ପ୍ରେମ ଯୁଗ ଯୁଗ ପାଇଁ
    ଗଲ୍ ଗଥାର ସ୍ବର, ଶୁଭେ ବାର ବାର
    ମନ ହୁଏ ଆଜି ଥର ଥର .....3 × l 2 l
    ***ଧନ୍ଯବାଦ ****
    Song Link
    * PAGALAPARI MU BULUCHHI ETHHI
    • PAGALAPARI MU BULUCHHI...
    * MRUTYUNJAYEE JISU NAMARE
    • MRUTYUNJAYEE JISU NAMA...
    * BHULI KI PARIBI
    • BHULI KI PARIBI || SPE...
    * JHARIGALA LAHUDHARA
    • GOODFRIDAY SPECIAL SON...
    #stylestudiomusic4u
    #newchristiansong
    #specialgoodfridaysong2023
    #odiachristiansong
    #goodfridaysong
    #goodfridayspecial
    #christiansongs
    #Goodfriday
    !! * ANTI-PIRACY WARNING *!!
    This contents is Copyrighte to "STYLESTUDIO MUSIC 4U" Any unauthorized reproduction, redistribution or re-uploard is strictly prohibited this material.Copyright strike 'll be given without any warning as well as legal action will be taken against those who violate this copyright material presented.
    Thank you.............

КОМЕНТАРІ • 111

  • @JisunkaPrema
    @JisunkaPrema Рік тому +1

    ଅତି ସୁନ୍ଦର ହୃଦୟସ୍ପର୍ଶୀ ଗୀତ। Praise the Lord

  • @nickymali-qw8hu
    @nickymali-qw8hu Рік тому +2

    Superb song 🎵 👌 👏 ❤️

  • @johnmissal8495
    @johnmissal8495 Рік тому +2

    ❤so good

  • @Mdhu4465
    @Mdhu4465 Рік тому +2

    Very nice song praise the lord

  • @DDOfficial2023
    @DDOfficial2023 Рік тому +1

    Praise the lord

  • @KOBITA5559
    @KOBITA5559 Рік тому +1

    Amen❤

  • @AjitKumar-pg6bw
    @AjitKumar-pg6bw Рік тому +1

    Praise the Lord

  • @andriyagamango2883
    @andriyagamango2883 Рік тому

    Very nice song,God bless you,thanks

  • @nickymali-qw8hu
    @nickymali-qw8hu Рік тому +2

    God bless you my sweet heart ❤️ 💙 💜 💖

  • @abcreation3888
    @abcreation3888 Рік тому +1

    ବହୁତ ହୃଦୟ ସ୍ବର୍ଶୀ ହୋଇଛି 👌👌

  • @kaberi1096
    @kaberi1096 Рік тому +1

    👌👌

  • @sanjibnayak3993
    @sanjibnayak3993 Рік тому

    Sweet voice

  • @lululima4872
    @lululima4872 Рік тому

    Nice and so wonderful

  • @sadaprabhumusic3566
    @sadaprabhumusic3566 Рік тому

    Glory of God 🙏 ସତରେ ଗୀତ ଅଥିସୁନ୍ଦର ହେଇଚି praise the Lord 🙏

  • @madhusmita8074
    @madhusmita8074 Рік тому +2

    Superb, God bless you Kumar ❤️❤️❤️

  • @bedemuthamajhi6061
    @bedemuthamajhi6061 Рік тому

    Nice song

  • @jeebanjena5322
    @jeebanjena5322 Рік тому +2

    Praise the lord 🙏,so beautiful song music singing all is superb

  • @DeepaandDivyaPresents1214
    @DeepaandDivyaPresents1214 Рік тому +1

    Praise the Lord 👍👍

  • @AmitAmit-qr4ql
    @AmitAmit-qr4ql Рік тому +2

    God bless you gourab

  • @spmusicfan9375
    @spmusicfan9375 Рік тому

    Very nice song

  • @amielraika9526
    @amielraika9526 Рік тому

    Amen

  • @subasitapani5704
    @subasitapani5704 Рік тому

    Praise the Lord 🙏

  • @salimgospelmusic4015
    @salimgospelmusic4015 Рік тому +1

    Verry nice song god bless you, amen

  • @chintubs6814
    @chintubs6814 Рік тому

    Prais the lord

  • @kilianbeero-rf9vr
    @kilianbeero-rf9vr Рік тому

    Bhalo laguchi song 💖

  • @anitaanitajageranga5784
    @anitaanitajageranga5784 Рік тому

    Ati hurdaya sprshi Geeta sir
    Amen

  • @jenabhai3749
    @jenabhai3749 Рік тому +1

    Wow excellent composition

  • @shyamsundarchinchani7217
    @shyamsundarchinchani7217 Рік тому +2

    really very nice nd compose also so beatiful God bless all team

  • @ExploreHappinessWithRani
    @ExploreHappinessWithRani Рік тому +2

    Amazing 🙏😊

  • @kismatpal636
    @kismatpal636 Рік тому +2

    Superb music 🎶 and singing heart touching....may God bless to all through this song

  • @saratchandrabardhan6204
    @saratchandrabardhan6204 Рік тому +1

    Beautiful song congratulations to the entire team

  • @lovesongs7640
    @lovesongs7640 Рік тому +1

    Nyc voice keep it up

  • @mraazkumar123
    @mraazkumar123 Рік тому +1

    Praise the lord ✝️
    ଈଶ୍ୱରଙ୍କ ମହିମା ଆଉ ଗୌରବ ହେଉ
    ଅତି ସୁନ୍ଦର ହେଇଚି ଗୀତ
    Style studio ପରିବାରକୁ ଧନ୍ୟବାଦ

  • @tejrajofficial7206
    @tejrajofficial7206 Рік тому +2

    Beautiful song n singing.

  • @firoztkntips383
    @firoztkntips383 Рік тому

    Bahut sundar laguchi

  • @sanjibnayak3993
    @sanjibnayak3993 Рік тому

    Good

  • @blessedsun1213
    @blessedsun1213 Рік тому

    Amazing

  • @manascreation1003
    @manascreation1003 Рік тому

    Good singing brother and superb lyrics

  • @ebenezerkorraofficial5389
    @ebenezerkorraofficial5389 Рік тому +1

    Nice song nice singing nice lyrics nice music super excited God bless you brother

  • @Earnwithdaman
    @Earnwithdaman Рік тому +2

    Love you my lovely bro Kumar you are always a awesome singer for me
    And recording and lyrics is beautiful too😍😍😍😍

  • @mbchristianstatus7333
    @mbchristianstatus7333 Рік тому

    Sir I am waiting...

  • @reneshmusicofficial7796
    @reneshmusicofficial7796 Рік тому

    So nice songs sir

  • @gunammali5955
    @gunammali5955 Рік тому

    Very good

  • @bijoykumarpani3639
    @bijoykumarpani3639 Рік тому

    Ahi sundar getta pai all team ku 🎉

  • @mbchristianstatus7333
    @mbchristianstatus7333 Рік тому +1

    Prabhu nko Mahima hou

  • @bijayajitsingh8518
    @bijayajitsingh8518 Рік тому +1

    ଏମିତି ବହୁତ ଭଲ ଭଲ ଗୀତ ଆମ ପାଇଁ ଆଣିଥିବାରୁ stylish studios ku ଧନ୍ଯବାଦ କରୁଛୁ ଏବଂ ପ୍ରଭୁ ଆଶୀର୍ବାଦ କରନ୍ତୁ

  • @Voiceofjoyrknofficial693
    @Voiceofjoyrknofficial693 Рік тому

    Sir,ବହୁତ ସୁନ୍ଦର ହୋଇଛି !ସୁନ୍ଦର ଲେଖା ଓ ଶ୍ରୁତି ମଧୁର !ପ୍ରଭୁ ଗୌରବ ପାଆନ୍ତୁ !

  • @shyamsundarchinchani7217
    @shyamsundarchinchani7217 Рік тому +1

    his voice match to kumar bapi

  • @gunammali5955
    @gunammali5955 Рік тому

    God bless you all

  • @surasinghmusic1206
    @surasinghmusic1206 Рік тому +1

    Praise The Lord super song and good singing 👍

  • @Achuyuta..bujuli.kndhmal
    @Achuyuta..bujuli.kndhmal Рік тому +1

    🙏🙏🙏🙏🙏🙏🙏🙏🙏👌👌👌👌👌👌👌👌👌👌👌💯💯💯💯💯💯💯💯💯💯💯💝💝💝💝💝💝💝💝💝💝🤗🤗🤗🤗🤗🤗🤗🤗🤗🤗👍👍👍👍👍👍👍👍🤝🤝🤝🤝

  • @manashdoleiofficial6812
    @manashdoleiofficial6812 Рік тому +2

    Praise the lord 🙏

  • @PrayojanParichha97
    @PrayojanParichha97 Рік тому +2

    Well composed and sang as well, let the Name of The Lord be Glorified

  • @ABHI143av
    @ABHI143av Рік тому +2

    Very nice song and heart touching song 🙏🙏🙏🙏 God always be with you and your family. Give more to mere like this heart touching song.✝️✝️✝️ God's name is glorify. Really wonderful lyrics and music.🎼🎼🎼 ....keep up tq for this song...🎸🎸🎸🎸🎸

  • @ajayasingh2093
    @ajayasingh2093 Рік тому +1

    Glory of god ❤️

  • @runanaal9113
    @runanaal9113 Рік тому +3

    ପବିତ୍ର ପରମେଶ୍ୱର ଅନନ୍ତ କାଳୀନ ସର୍ଗର ଅଧିକାରୀ ପିତା,ସେହି ଯୀଶୁ ଶାନ୍ତି ରାଜା ପ୍ରଭୁ ତୁମେ ହିଁ ଏହି ସମସ୍ତ ବିଷୟ ର କର୍ତ୍ତା, ପୁଣି ପ୍ରଭୁ ତୁମେ ଜାଣ ଯାହା ସବୁ ଏହି ସଂଗୀତ କାର୍ ତଥା ପ୍ରିୟ ଭାଇ ମନ୍ତୁ ଙ୍କୁ ଯାହା ଜ୍ଞାନ ଦେଇଛ ସେ ତାକୁ ଅବାଟ ର ପଥରେ ନ ନେଇ ତୁମରି ସେହି ସିୟନ ପଥ କୁ ଲକ୍ଷ କରି ସଦା ସର୍ବଦା ପ୍ରଭୁ ତୁମରି ପ୍ରଶଂସା କରି ଚାଲିଛନ୍ତି ,ପୁନର୍ବାର ପ୍ରଭୁ ତାଙ୍କୁ ଆଉ ଅଧିକ ରୁ ଅଧିକ ତାଙ୍କୁ ଜ୍ଞାନ ର ଭାଗଦାରୀ କରାଅ ସେଥିରେ ସେ ତୁମ ସେହି ପବିତ୍ର କ୍ରୁଶ କୁ ସାରା ପୃଥିବୀରେ ଗୀତ ମାଧ୍ୟମରେ ସୁସମାଚାର ପ୍ରଚାର କରିପାରିବ ପୁଣି ପ୍ରୂଭୁ ତା ସାଥେ ସାଥେ ଥାଅ ଏବଂ ତା ସହିତ ତାହାଙ୍କର ସହ ପରିବାର ଙ୍କୁ ଆଶୀର୍ବାଦ କର ,ଯେମିତିକି ପ୍ରଭୁ ଜଣେ ନୋହ୍ ଦ୍ଵାରା ତାଙ୍କ ସହ ପରିବାର ଆଶୀର୍ବାଦ ପାଇଁ ପୃଥିବୀରେ ପରିପୂର୍ଣ୍ଣ କଲେ ସେହି ପରି ସେମଙ୍କୁ ଦୃଷ୍ଟି ରଖ, ପୁଣି ଆଗକୁ ଜେପରି ପୁଣି ସୁନ୍ଦର ସୁନ୍ଦର ଗୀତ ତୁମ ନାମରେ ସେ ଭାଇ ପ୍ରସ୍ତୁତ କରିପାରିବ ତୁମେ ତା ମନ ମଧ୍ୟରେ କାର୍ଯ୍ୟ କରି ଆଗକୁ ଆଗକୁ କଢାଇ ନିଅ ,ପୁଣି ଜଉ ଭାଇ ମାନେ ତାଙ୍କ ସହ ଜଗ ଦିଅନ୍ତି ତାଙ୍କୁ ମଧ୍ୟ ତୁମ ରକ୍ତରେ ଧଇଦିଅ ଯେ ଭଳି ସେ ତୁମକୁ ଜାଣି ପରିବ ପ୍ରଭୁ ଏ ସମସ୍ତ ବିଷୟ ତୁମ ସେହି କୃଶାର୍ପିତ ପ୍ରିୟ ଯୀଶୁଙ୍କ ନାମରେ ଏହି ବିଖ୍ୟା ମାଗୁଛି..ଆମେନ୍...⛪

    • @stylestudiomusic4u
      @stylestudiomusic4u  Рік тому +1

      Amen ଧନ୍ଯବାଦ sir ଆପଣ ପଦେ ମୋ ପାଇ Pray କରିଥିବାରୁ । ପ୍ରଭୁ ଆପଣଙ୍କୁ ସମସ୍ତ ପରିବାରକୁ ଆଶିର୍ବାଦ କରନ୍ତୁ । 🙏

  • @Abctalents
    @Abctalents Рік тому

    କୃଶର କାହାଣୀ ନାହିଁ ଏହା ସତ୍ୟ

  • @a1musicdilse616
    @a1musicdilse616 Рік тому

    Nice song and music but Autotune kn pai

  • @deepakevangelistministry6185

    ପ୍ରଭୂ କେବଳ ଗୌରବ ପାଉନ୍ତୁ କାରଣ ଏହି ଗୀତ ମାଧ୍ୟମରେ ପ୍ରତ୍ୟେକ ଲୋକୋ ଆଶୀର୍ବାଦ ପାଉନ୍ତୃ କାରଣ ଅତି ସୁନ୍ଦର ଭାବରେ music arengemant କରିଛନ୍ତି ମଣ୍ଟୁ ଭାଇନା ଏବଂ ଅତି ସୁନ୍ଦର ଭାବରେ ଭାଇ ଗୀତ ଗାଇଛନ୍ତି ପ୍ରଭୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ (ଆମେନ୍)

  • @Musicloverrk018
    @Musicloverrk018 Рік тому

    Track sear kara

  • @sanjibnayak3993
    @sanjibnayak3993 Рік тому

    Hi bro you're really local human sagar but check your note and lyrics

  • @bedemuthamajhi6061
    @bedemuthamajhi6061 Рік тому

    Praise the Lord

  • @jenabhai3749
    @jenabhai3749 Рік тому

    Praise the lord

  • @mbchristianstatus7333
    @mbchristianstatus7333 Рік тому +2

    Praise the Lord 🙏

  • @praisegod-fk3nv
    @praisegod-fk3nv Рік тому

    Praise the Lord