ASLI SAMBALPURI IINew Sambalpuri SongII SUBHAM MAHAPATRA II JANAK SETH IIJOHN PANDEY

Поділитися
Вставка
  • Опубліковано 20 тра 2023
  • ""ASLI SAMBALPURI ""
    ( Part:01)
    It's a new Sambalpuri song ...
    Dedicate to Renowned Sambalpuri Singing Legends of our Western Odisha..
    Nicely Written and Composed by JANAK SETH
    Music Arranged by Master JOHN PANDEY & perfectly Sung by SUBHAM MOHAPATRA...
    I hope U All like it..
    ପଶ୍ଚିମ ଓଡ଼ିଶାର ଗୀତ ସଂଗୀତ କଳା ସଂସ୍କୃତି ସବୁଠାନୁ ଅଲଗା ଯାହାର ବିଶ୍ଵରେ ସ୍ବତନ୍ତ୍ର ପରିଚୟ ଅଛେ।
    ଇ କଳା ସଂସ୍କୃତି ର ବିକାଶ ରେ ଯେନ ମହାନ କଲାକାର୍ ମାନଂକର ଯଥେଷ୍ଟ ଅବଦାନ ଅଛେ ସେମାନଙ୍କୁ JS MUSIC ମନେ ପକାଇ ନତ ମସ୍ତକ ହେଇ ସମର୍ପିତ କରୁଛେ ଇ ଛୋଟିଆ ଗୀତ -"" ଅସଲି ସମଲପୁରୀ ""...
    CREDITS:
    CONCEPT, LYRICS & COMPOSITION:
    JANAK SETH
    MUSIC ARRANGEMENT:
    MASTER JOHN PANDEY
    SINGER:
    SUBHAM MAHAPATRA
    PRODUCER:
    DINABANDHU
    Recorded at: RR STUDIO BARGARH
    Recordist: AJESH DEEP
    Master & Mixing: BC KESAN
    VST: JOHN
    Rthym: PINTU, RAJA,NIBAS,SUNIL,SONU
    Camera & Edit:
    PAPPU PHOTOGRAPHY BARGARH
    For details Please Contact:
    6370053855( Janak Seth)
    LIKE ## COMMENTS ## SHARE
    SUBSCRIBE ##
    Blessings:
    ସମଲପୁରୀ ମହାନାୟକ ଫକିର ପଟ୍ଟନାୟକ
    ସମଲପୁରୀ ବାଦଶାହା ବିଭୁତି ଭୁଷଣ ପଟ୍ଟନାୟକ
    ସମଲପୁରୀ ବିଶ୍ଵ ବିଜୟୀ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ
    ସମଲପୁରୀ ସମ୍ରାଟ ରବିଚଂଦ୍ର ସାଗର
    ସମଲପୁରୀ ଫୋକ୍ ଡାଇମଣ୍ଡ ଦିଲିପ୍ ବାଗ୍
    ଓଲିଉଡ଼ ଫେମ୍ ପଂକଜ ଜାଲ
    ଓଲିଉଡ଼ ଫେମ୍ ନବ ମହତମ୍
    ସମଲପୁରୀ ପୁରୋଧା ଗଗନ୍ ବାଗ
    ସମଲପୁରୀ ସୁରବୀର୍ ନବୀନ କୁଅଁର
    ସମଲପୁରୀ ସୁଲତାନ ଶତ୍ରୁଘ୍ନ ଲୁହା
    Voice king SANTANU SAHU
    Romantic king UMAKANT BARIK
    Stage king RUKU SUNA
    Folk king RAMAKANT HARIPAL
    Folk & Regional king SARBESWAR BHOI
    King of Creative & Uniqueness SASWAT TRIPATHY
    Extraordinary BYASADEV PUROHIT
    Great KISHORE BAG
    Classic Master KALI CHARAN BAG
    Unique RABI RATNA BAG
    Romantic & Rock Voice JAGAT BIBHAR
    Young & Creative NILANCHAL PAN
    &
    Many More
    ଇଥିରେ ଆମେ ପହେଲା ଆମର ଆଗଧାଡିର କଣ୍ଠଶିଳ୍ପୀ ମାନଂକୁ ସମର୍ପିତ କରିଛୁ।
    ଆଗକେ ଆହୁରି ଗୀତିକାର୍ , ସଂଗୀତ ନିର୍ଦ୍ଦେଶକ, ପ୍ରଯୋଜକ ଆଉ ସମସ୍ତ ଅଭିନେତା ଅଭିନେତ୍ରୀ ମାନଂକର ଲାଗି ଗୀତ ପ୍ରସ୍ତୁତ ହେବାର ଯୋଯନା ଅଛେ।
    All copyrights reserved with JS MUSIC PRODUCTION....
    LYRICS:
    ଆଲାପ୍
    ------------
    ଶୁନ୍ ସଜନୀରେ
    ଶୁନ୍ ସଜନୀରେ
    ତତେ ଶୁନାମି ଅସଲୀ କଲାକାରୀ
    ଶୁନ୍ ମନ୍ ଦେଇ
    ବୁଝ୍ ମନ୍ ଦେଇ
    ଆମର୍ ଅସଲି ସମଲପୁରୀ..
    ମୁଖଡା
    ---------
    ଫକିର ଦଦାର୍ ଲବଙ୍ଗ ଲତା
    ଜିତେନ ଦଦାର୍ ରଂଗବତୀ..
    ବିଭୁତି ଦଦାର୍ ରାଧାନନୀ
    ଦିଲିପ୍ ଦଦାର୍ ଧୁବଲମୁଖି...
    music ..
    ଗଗନ୍ ଦଦାର ଗୋପପୁର
    ନବୀନ ଦାର୍ ବିହାଲଗନ..
    ନବ ଦାଦାର ପ୍ରେମ କାହାନୀ
    ରବି ଦାର୍ ଲକ୍ଷ୍ମୀ ପୁରାନ...
    ଶୁନି ଯାନିଯିବୁ ରେ ଶୁନି ମାନିଯିବୁ..
    କେଭେ ନାଇଁ ପାରୁ ସତେ ଭୁଲି
    ହାଏରେ କେଭେ ନାଇ ପାରୁ ସତେ ଭୁଲି
    ଆ ସଜନୀ ସୁନାମି ତତେ
    ଆ ସଜନୀ ସୁନାମି ତତେ ଅସଲି ସମଲପୁରୀ
    ଆ ସଜନୀ ସୁନାମି ତତେ ଆମର୍ ସମଲପୁରୀ...//୦
    ଅନ୍ତରା:୦୧
    -------------
    ଶାନ୍ତନୁ ଦାଦାର୍ ସତେ ହାଏରେ ଦିଲ୍
    ଶୁନଲେ ଯାନବୁ ତୁଇ ସୁର୍ ଟା କେତେ ଦମ୍ ଦାର୍
    ଉମାକାନ୍ତ ଦାଦା ଫିଲ୍ ମାଇଁ ଲଭ୍
    ଉମାକାନ୍ତ ଦାଦା ଫିଲ୍ ମାଇଁ ଲଭ୍
    ଫିଲ୍ କରବୁ ଇମୋସନ୍ ବାର୍ ବାର୍....
    music...
    ଶତ୍ରୁଘ୍ନ ଦଦାର୍ ହାଏ ତୋର୍ କସମ୍
    ଶୁନଲେ ହେଉଥିସି ମନ୍ ଟା କେତେ ଛନ୍ ଛନ୍
    ରୁକୁ ଦାଦାର୍ ସତେ କଲେ କଲେ
    ରୁକୁ ଦାଦାର୍ ସତେ କଲେ କଲେ
    ଷ୍ଟେଜ ରେ ଦେଖି ଯାନିଯିବୁ ଦମ୍....
    ଯାହି ଗଲେ ରେ ସତେ ଯେନ ଥିଲେ
    ଆରେ ଯାହି ଗଲେ ରେ ସତେ ଯେନ ଥିଲେ
    ଅସଲି କଲାକାର୍ ହେସନ୍ ତ ବାରି
    ଅସଲି କଲାକାର୍ ହେସନ୍ ତ ବାରି....
    ଆ ସଜନୀ ସୁନାମି ତତେ
    ଆ ସଜନୀ ସୁନାମି ତତେ ମୋଡେନ୍ ସମଲପୁରୀ
    ଆ ସଜନୀ ଶୁନାମି ତତେ ମୋଡେନ୍ ସମଲପୁରୀ...//୧//
    ଅନ୍ତରା:୦୨
    -------------
    ବ୍ୟାସ ଦାଦାର୍ ଏକଡା ଏକଡା
    ଶାଶ୍ଵତ ଦାର୍ ଇଟଲି ବାଲି କିଶୋର ଦାର୍ ହାଣିଆବାଲି...
    ସର୍ବେଶ୍ଵର ଦାଦାର୍ ଝରନପାନି
    ପଂକଜ ଦାଦାର୍ ଜୁଗନୀ ଜୁଗନୀ
    ରମା ଦାଦାର ଲେହେଗାଂବାଲି.....
    music....
    ପାନ୍ ଦାଦାର୍ କେସିଙ୍ଗା ବଗାଡ
    ନାଚି ପକାବୁ ହାଏରେ ଥରେ ଦେଲେ ଶୁନି...
    କାଲି ଦାଦାର୍ ସତେ ପ୍ରେମ୍ ମହରା
    ଜଗତ ଦାଦାର୍ ସତେ ଏ ଜନ୍
    ରବି ଦାଦାର୍ ମହୁଲିପାନୀ....
    ଯାନିଥା ରେ ସତେ ବୁଝିଥାରେ
    ଆରେ ଯାନିଥାରେ ସତେ ବୁଝିଥାରେ
    ଇଟା ଆଏ ଅସଲି କଲାକାରୀ
    ଇଟା ଆଏ ଅସଲି କଲାକାରୀ...
    ଆ ସଜନୀ ସୁନାମି ତତେ
    ଆ ସଜନୀ ସୁନାମି ତତେ ଅସଲି ସମଲପୁରୀ....
    ଆ ସଜନୀ ସୁନାମି ତତେ ମୋଡେନ୍ ସମଲପୁରୀ....//୨//
    To b Continued in next Part.....
    -----------------------------------------------------------
    ଇ ଗୀତ ଟା ଉପରେ ଲିଖିତ ମୋର ପ୍ରିୟ କଣ୍ଠଶିଳ୍ପୀ ମାନଂକୁ ସମର୍ପିତ କରୁଛେ ।
    ମୋର୍ ଇ ଛୋଟିଆ ପ୍ରୟାସ ରେ କିଛି ଯଦି ଭୁଲ୍ ଭଟକା ଥିବା....ମାଫ୍ କରବେ
    ଆପଣଙ୍କର
    ଜନକ୍ ସେଠ୍
    Thank U
    Keep Supporting
    Keep Blessings
    Luv u All
    Janak Seth
    (Lecturer-Cum-TE..DIET BARGARH)
    (Lyricist -Composer -Producer..
    Sambalpuri Music Industry)
  • Розваги

КОМЕНТАРІ • 215