ଶିଶୁ ଖାଉ ନଥିଲେ କ’ଣ କରିବେ? | Toddler Not Eating? What to Do? in Odia | Dr Ranjit Kumar Joshi

Поділитися
Вставка
  • Опубліковано 20 вер 2024
  • #AskSwasthyaPlus #ChildCare #OdiaHealthTips
    ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ।
    ଅଧିକାଂଶ ମା’ମାନେ କହନ୍ତି, ତାଙ୍କ ଶିଶୁ ସଠିକ୍‌ ପରିମାଣରେ ଖାଉନି। ଏଭଳି କ୍ଷେତ୍ରରେ କ’ଣ କରିବେ ବାପାମା’? ଆସନ୍ତୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
    Most mothers say that their baby is not eating enough. What should parents do in such cases? Let's know more from Dr Ranjit Kumar Joshi, a Paediatrician.
    Subscribe Now & Live a Healthy Life!
    ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
    Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
    ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
    ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
    For requesting contact details of doctors - please message Swasthya Plus on Facebook: SwasthyaPlusOdia).
    For feedback and business inquiries, contact Swasthya Plus Odia at hello@swasthyaplus.com
    Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

КОМЕНТАРІ • 30

  • @Twins_Lifestyle
    @Twins_Lifestyle 2 роки тому +14

    ମୋର ଦୁଇଟି ଯାଆଁଳା ପୁତୁରା ଅଛନ୍ତି.... ମୁଁ ଘରେ ଥିବା ବେଳେ ପିଲାଙ୍କ ଦାୟିତ୍ୱ ଅଧିକାଂଶ ସମୟ ମୋ ଉପରେ ଥାଏ.... ମୋତେ ଆନନ୍ଦ ମିଳେ ତାଙ୍କ ଯତ୍ନ ନେଲେ.... ତାଙ୍କର ବୟସ ତିନି ବର୍ଷ.... ତାଙ୍କ ମାଆ ପରି ସେମାନେ ମୋତେ ବହୁତ ଭଲ ପାଆନ୍ତି.... ସେମାନେ ମୋ ଆଖିର ଦୁଇଟି ତାରା... ତାଙ୍କୁ ଖାଦ୍ୟ ଖୁଏଇ ଦେବାବେଳେ ମୁଁ କେତେ କଣ ଶିଶୁଗୀତ ଗାଇଦିଏ ଶିଶୁଗପ କହି ଶୁଣାଏ ସେମାନେ ଆନନ୍ଦରେ ଖାଇବା ସବୁ ଖାଇ ଦିଅନ୍ତି...ଏବେ ମୁଁ ମୋର ଉଚ୍ଚଶିକ୍ଷା ପାଇଁ ତାଙ୍କୁ ଛାଡି ଭୁବନେଶ୍ୱରରେ ଅଛି ବୋଲି ତାଙ୍କ ପାଇଁ ମନ ବହୁତ କଷ୍ଟ 😭😭😭.. ସେମାନେ ବି ଫୋନରେ ମୋତେ ଖନେଇ ଖନେଇ କୁହନ୍ତି ଆଣ୍ଟି ତମେ କେବେ ଆସିବ...? ଆମକୁ କଣ ଆଣିଦେବ..? ଆଉ ପୁଣି କୁହନ୍ତି ମାଆ ଆମକୁ ଗାଳି ଦଉଛି ଆମେ ବି ଭୁବନେଶ୍ୱର ଯିବୁ ତୁମ ସାଙ୍ଗରେ ରହିବୁ.... ବହୁତ ହସ ଲାଗେ ତାଙ୍କ କଥା ଶୁଣି ଆଉ ଆନନ୍ଦ ମିଳେ..... ମୋର ପ୍ରତ୍ୟେକ ମାଆଙ୍କୁ ଅନୁରୋଧ ପିଲାଙ୍କ ଯତ୍ନ ନିଅନ୍ତୁ... ପିଲାଙ୍କ ସାଥିରେ ନିଜକୁ ଗୋଟେ ପିଲା ପରି କରି ତାଙ୍କ ସାଥିରେ ହସନ୍ତୁ ଖେଳନ୍ତୁ..... 🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @mitalimamuni8434
    @mitalimamuni8434 5 місяців тому +1

    Thank you sir

  • @achutabhola2729
    @achutabhola2729 8 місяців тому +1

    Sir pilaku 14 mas jama khauni kan karebe khali maa khir khaiba

  • @MinuSwain-r5z
    @MinuSwain-r5z 27 днів тому

    Sir mo jhiaku 15montha helani hele 8kg kichhi khauni jaha delebi khauni khali patiru khadidauchji

  • @AHALYABEHERA-g6p
    @AHALYABEHERA-g6p 15 днів тому

    ଉତମ

  • @maheshmajhi4914
    @maheshmajhi4914 Рік тому +1

    ପିଲା ମାନଙ୍କ ସ୍ମରଣ ଶକ୍ତି କେମିତି ବଡ଼ିବ ଆଜ୍ଞା

  • @subhashreepanda6843
    @subhashreepanda6843 2 роки тому

    Thank u so much

  • @RanjitNaik-h9k
    @RanjitNaik-h9k Рік тому +1

    Sir mo jhia 3years kintu ozan badhuni

  • @udayakumar7877
    @udayakumar7877 2 роки тому +2

    Mo baby ra same problem

  • @reshanabarad
    @reshanabarad Рік тому

    Sir beby khaiba dhokuni kn sethipain upaya achhi kuhantu

  • @bhagabatitechnologyodia
    @bhagabatitechnologyodia 3 місяці тому

    ସାର ମୋ ପୁଅର ବୟସ ୪ମାସ ଟିକା ନେଇ ସାରିବା ପରେ ଜର ଆସୁଛି, କେବଳ ମୁଣ୍ଡଟି ଅଧିକ ଗରମ ଲାଗୁଛି, ବେକ ପାଖରୁ ତଳକୁ ପାଦ ପଯ୍ୟନ୍ତ ଥଣ୍ଡା ରହୁଛି, ଏମିତି କଣ ପାଇଁ ହୋଉଛି ?

  • @namitapanigrahi1375
    @namitapanigrahi1375 8 місяців тому

    Sir 🙏

  • @mitishmallick7857
    @mitishmallick7857 Рік тому

    ନା sair once ଥଣ୍ଡା ଯର ହେବାପରେ ଖାଦ୍ୟ ଖାଇବାକୁ ବିରକ୍ତ ହୋଇଯାଇଛି

  • @ritessahu7195
    @ritessahu7195 3 місяці тому

    Sir mo pilanku 12 mas jama khauni kana karibi Khali maa khira piuchi

  • @saisamarthpradhan656
    @saisamarthpradhan656 Рік тому

    Sir mo pua 18 manth helani kitnu kichhi khauni jahabi dele khauni kan karibi jalni paruni khali ta maa pakharu khira khauchhi besi

  • @bhabanishankar71
    @bhabanishankar71 Рік тому +1

    Mo jhia 7mont r bahuta patala ahhi

  • @nareshnaik9431
    @nareshnaik9431 Рік тому

    maegi khaiba chaliba ki sir

  • @sasmitadas7438
    @sasmitadas7438 2 роки тому

    Namaskara

  • @lizzamohanty3742
    @lizzamohanty3742 Рік тому

    Sir mo jhia 2mnth tara stool re blood paduchi kmti bhala haba tike kuhantu plz

  • @basantakumarnahak7367
    @basantakumarnahak7367 Рік тому

    2.5year sisu ra pet phuli ki rahuchi

  • @namitapanigrahi1375
    @namitapanigrahi1375 8 місяців тому

    Mo pua ku 3 years Tara weight 10 kg

  • @nibeditanayak3155
    @nibeditanayak3155 Рік тому

    Sir mo baby breast feeding karuni jemiti kariba

  • @nibeditanayak3155
    @nibeditanayak3155 Рік тому

    One month

  • @sriramsarangi912
    @sriramsarangi912 11 місяців тому

    Jeun prakara kariki dele Madhya khauni😢

  • @dipasahoo3730
    @dipasahoo3730 Рік тому

    Sir jhia ku 1year kintu wait houni jama kauni

  • @namitapanigrahi1375
    @namitapanigrahi1375 8 місяців тому

    Khaibaku Raji heuni

  • @dipalimishra4014
    @dipalimishra4014 2 роки тому +1

    Mo baby ku 11 month weight achi 8 kg...bahut patala.achi

    • @Nickey_45-22
      @Nickey_45-22 Рік тому +1

      Mo baby 15 month. 8.5 kg. bahut patla. Khauni jama kn karibi.???

  • @patirajcomedy5931
    @patirajcomedy5931 Рік тому +1

    ଖାଇଲେ ପ୍ରାୟ ସମୟ ବାନ୍ତି ହେଉ ଛି

  • @sasmitadas7438
    @sasmitadas7438 2 роки тому

    Thanks sir