Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Supar ❤❤
Super
@@sisirnayak8731 thank you
Supar
@SanuJena-ot3rj thanks
Excellent 👌👍❤🎉
@@santoshdash9997 thank you so much
Super performance ❤😮
@@Sarojdas8010 thank you so much
ସଖୀ ମାନେ କାହିଁକି ତାଙ୍କ ଗୀତ ଗାଉ ନାହାଁନ୍ତି ଏସବୁ ଆଉ ଚାଲୁନିଏମାନଙ୍କୁ super କାହିଁକି msg କରୁଛନ୍ତି
ଏଗିତ କଣ ସକ୍ଷୀ ମାନକୁ ଆସୁନାହିଁ ଗାୟକ ଗାଈବାଟା ସୁଦୃଢ ନୁହ ଗାୟକ କୁ କୁହ ବହିର ସବୁ ଗିତ ବସିକି ଗୀଈଦଉ ବହି ଜଲଦି ସରିଜିବ
@@aratapradhan1379 ଭାଇ ଏଇଟା କଳୀୟ ଦଳନ ନାଟକ, ପାରମ୍ପରିକ ତଥା ମାନସିକ ନାଟକ । ଆଗ କାଳରେ ଗୁରୁ ତଥା ଯିଏ ଗାୟକ ସେ ମଞ୍ଚ ଉପରେ ଛିଡା ହୋଇ ରାସ ବୋଲୁଥିଲେ ଏବଂ କଳାକାର କେବଳ ଅଭିନୟ କରୁଥିଲେ । ଏବେ ଅତେ ଆଧୁନିକତା ମଧ୍ୟରେ ଆମ ଆମ ପରମ୍ପରାକୁ କିଛିଟା ବଞ୍ଚେଇକି ରଖିଛୁ । ଗୁରୁ ତଥା ଗାୟକଙ୍କର ସ୍ଥାନ ସବୁବେଳେ ପ୍ରଥମ, ତେଣୁ ଆମ କଳାକାର ଯେତେ ଉଚ୍ଚ ହେଲେ ମଧ୍ୟ ନାଟକର ପ୍ରଥମ ଦୃଶ୍ୟ ରାଧାକୃଷ୍ଣଙ୍କର ବନ୍ଦାଣ ଗୁଡ଼ିକୁ ଗାୟକଙ୍କୁ ଦିଆଯାଉଛି ବୋଲିବା ପାଇଁ । 🙏🙏
@@aratapradhan1379 ଆମର ଏଇ ଛୋଟ ଛୋଟ ଶିଶୁ କଳାକାରମାନେ କୃଷ୍ଣ, ବଳରାମ, ସୁବଳ ସୁଦାନ, ସଖା , ନାରଦ ଆଦି ଭୂମିକାରେ ଅଭିନୟ କରୁଛନ୍ତି । କାଳୀୟଦଳନ ଅନେକ ରାସ ଗୀତ ଏମାନେ ଖୁବ୍ ସୁନ୍ଦର୍ ଭାବରେ ବୋଲି ପାରୁଛନ୍ତି ଯାହାକୁ ଆପଣ ସଳଖି ପାରିବେନି, ଏହି ସଖୀ ଗୀତ କାହିଁକି ବୋଲି ପରିବେନି । କାଳୀୟଦଳ ପରି ରାସ ନାଟକରେ ପ୍ରଥମେ ଗୁରୁ ତଥା ଗାୟକ ବୋଲିବାର ନିୟମ ଅଛି , ତେଣୁ ପରମ୍ପରା ଦୃଷ୍ଟିରୁ ଗାୟକ ବୋଲିଛନ୍ତି
Tame gai dabaki
Supar ❤❤
Super
@@sisirnayak8731 thank you
Supar
@SanuJena-ot3rj thanks
Excellent 👌👍❤🎉
@@santoshdash9997 thank you so much
Super performance ❤😮
@@Sarojdas8010 thank you so much
ସଖୀ ମାନେ କାହିଁକି ତାଙ୍କ ଗୀତ ଗାଉ ନାହାଁନ୍ତି ଏସବୁ ଆଉ ଚାଲୁନି
ଏମାନଙ୍କୁ super କାହିଁକି msg କରୁଛନ୍ତି