Feel proud that we continue to get Singer who very well deliver songs of our culture and tradition. My heartiest respect to her. God bless her to reach its height with splendid success in her benevolent endeavours.
Dr Nazia Ma'nku Mor Antarika Shraddha O Namaskar 🙏 Ati Sundar Prastuti Dr Nazia Ma'nkar Sustha Swastha O Sudirgha jivanar Kamana Kare❤️ Jay Jagannath Swami 💐🙏
ଅତି ସୁନ୍ଦର ମନ ପ୍ରାଣ କୁ ସ୍ପର୍ଶ କଲାଭଳି ପରିବେଷଣ। ନାଜିଆ ଆଲାମ ଙ୍କୁ ଯେତେ ପ୍ରଶଂସା କଲେ ବି କମ୍। ତାଙ୍କର ଉତ୍ତରୋତ୍ତର ମଙ୍ଗଳ କାମନା କରୁଛି।
ନାଜିଆ ଆଲମ ଙ୍କ ଏହି ମଧୁର ସଂଗୀତ ସବୁ ଓ ଗୀତ ଗୋବିନ୍ଦ ଶୁଣିବାକୁ ଅତି ମନମୁଗ୍ଧକର ❤❤❤❤❤ଜୟ ଜଗନ୍ନାଥ
ବହୁତ ସୁନ୍ଦର ଗାଇଛନ୍ତି, ସ୍ବନାମଧନ୍ଯା କଣ୍ଠଶିଳ୍ପୀ ନାଜିଆ ଆଲାମ୍ ,ମହୋଦୟା। ଆମେ ସିକନ୍ଦର ଆଲାମ୍ ମହୋଦୟ ଙ୍କ ବହୁତ ଶ୍ରଦ୍ଧା କରୁ ଅତି କର୍ଣପ୍ରିୟ ତାଙ୍କର ସୁମଧୁର, ତାଙ୍କ ଝିଅ ଭାବେ ନାଜିଆ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ବୃନ୍ଦାବନ ବନେ ବଂଶୀ ଆହା ବହୁତ ବହୁତ ଗାଇଛନ୍ତି 🙏🙏🙏🙏
Dr.Nazia ji bhajans sung in your melodious voice takes me to another worl.May PRABHU shower you with unlimited blessings.❤
ଆମ ଓଡିଶା ରେ ନାଜିଆ ଆଲମ ପରି ଝିଅ ପାଇ ଆମେ ଭାଗ୍ୟବାନ.. ଉତ୍ତରଣ ବୟସରେ ନାଜିଆ ଆଲମ ଙ୍କ ଗୀତ ଗୋବିନ୍ଦ ଓ ଅନାନ୍ୟ ସବୁ ସ୍ୱର୍ଗୀୟ ସ୍ୱରର ଭଜନ ଶୁଣି ମୁଁ ମୁଗ୍ଧ ହୁଏ. ନାଜିଆ ଆଲମ ସ୍ୱର ହିଁ ମହାପ୍ରଭୁଙ୍କ ଅବସ୍ଥିତିର ପରିଚୟ...
ଅତି ସୁମଧୁର ହୃଦୟସ୍ପର୍ଶୀ। ଯେତେ ଶୁଣି ଲେ ବି ନୂଆ ଲାଗେ ।
ଏମିତି ସୁନ୍ଦର କାର୍ଯ୍ୟକ୍ରମର ଆୟୋଜକଙ୍କୁ ଧନ୍ୟବାଦ,ଭକ୍ତିପୂତ ପ୍ରଣାମ | ଉତ୍ତମ ପ୍ରୟାସ | ନାଜିଆ ଓ ସମସ୍ତ ବାଦ୍ୟ ପ୍ରଣାମ | ବାବାଙ୍କ ଏକ କାଳଜୟୀ ଶିବ ଭଜନ - ପ୍ରଣମlମୀ ଶିବାଂ ଶିବ କଲପତରୁଂ -AIR ରୁ ଆଣି ସାର୍ବଜନୀନ କରିବାକୁ ଅନୁରୋଧ | ଜୟ ଜଗନ୍ନାଥ | 🙏🙏🙏
Feel proud that we continue to get Singer who very well deliver songs of our culture and tradition. My heartiest respect to her. God bless her to reach its height with splendid success in her benevolent endeavours.
Dr Nazia Ma'nku Mor Antarika Shraddha O Namaskar 🙏
Ati Sundar Prastuti
Dr Nazia Ma'nkar Sustha Swastha O Sudirgha jivanar Kamana Kare❤️
Jay Jagannath Swami 💐🙏
ଯୟଜଗନ୍ନାଥ ନାଜିଆ ଭଉଣି👍👍👍👌💐🙏🙏
ମୋ ଦ୍ୱାରା ଲେଖା ଭଜନ ଟିଏ ଗାଇଲେ ଲେଖନୀ ସାର୍ଥକ ହୁଅନ୍ତା.
ବହୁତ ସୁନ୍ଦର
So sweet voice
Khub sundar
Best
Namaskar nazia didi evam sarv gana bandhu
ଅପସରି ଲାଣି ରଜନୀ ରାଣୀ
ଉଠହେ ମଦନ ମୋହନ.
ପୂରୁବ ଆକାଶେ ସୂରୁଜ କିରଣେ
ହସିଲାଣି ଦଶ ଦିଶ
ମନୁଆ
ଜାଗ ହୁଅ ସଚେତନ... ମନୁଆ.... ବିବେକର ବହ୍ନି ଦିପେ ଜାଳିଦିଅ
ଶ୍ରଦ୍ଧା ରୂପକ ତେଲ ଭରିଦିଅ
ବିବେକର ବହ୍ନି......
ମନ ନାନା ରଙ୍ଗ କୁସୁମେ ସଜାଇ ଦିଅ ତୁ
ନନ୍ଦ ନନ୍ଦନେ...... ମନୁଆ..... ଜାଗ.....
ଚକ୍ଷୁ ଯୁଗଳ ପଦ୍ମକୁ ଭେଟି
ଅଶ୍ରୁ ଧାରାର ବାସନା ସାଉଁଟି...
ଚକ୍ଷୁ ଯୁଗଳ.......
ବ୍ରଜ କିଶୋରଙ୍କୁ ବନ୍ଦାଇ ଭଜ ତୁ ନବନୀତ ଶ୍ୟାମଘନ..... ମନୁଆ.....
ଚିତ୍ତ ସୁରଭି ଚାମରରେ ବିଞ୍ଚି
ହୃଦ ନୈବେଦ୍ୟ ଶଙ୍ଖେ ଦିଅ ସିଞ୍ଚି
ଚିତ୍ତ ସୁରଭି.....
ଅବୟବ ବୀଣା ଅନୁରାଗେ ଟାଣି ଶୁଣାଅ ଗୋପୀ ଚନ୍ଦନେ.... ମନୁଆ....
ଜାଗ ହୁଅ ସଚେତନ. ମନୁଆ ଜାଗ ହୁଅ ସଚେତନ...
ଅପସାରିଲାଣି ରଜନୀ ରାଣୀ
ଉଠ ହେ ମଦନ ମୋହନ
ପୂରୁବ ଆକାଶେ ସୂରୁଜ କିରଣେ
ହସିଲାଣି ଦଶ ଦିଶ....
ମନୁଆ..... ଜାଗ ହୁଅ ସଚେତନ.... ଅପସରି ଲାଣି........
................ ବନ ଲତା ମିଶ୍ର
ମୋ..7855043349 ଭଜନ ବହି publish ହୋଇଛି.
ପ୍ରାୟ ନିଜ ଲେଖା ଭଜନ ର ନିଜସ୍ୱ ସ୍ୱର
କରିଛି. ଏମିତି ଅନେକ ଭଜନ ଲିଖିତ ହୋଇଛି. ନିଜସ୍ୱ ସ୍ୱର ବି ଅଛି.... ସୁଯୋଗ ମିଳିଲେ ଭଜନ ଗୁଡିକ ପଠାନ୍ତି. ନାଜିଆ ଆଲମ ଙ୍କ ସ୍ୱରରେ ତାହା କେତେ ସୁନ୍ଦର ହୋଇ ପାରନ୍ତା.....
ଆଜି ଆମେରିକାରେ ଭଜନ ଗାଉଥିବା ବେଳେ you tube ଜରିଆରେ ଭଜନ ସବୁ ଶୁଣିବାର ସୁଯୋଗ ପାଇଲି.
Good ,very nice .
Pnaha Kantha shilpi o Badak brundanku Mor Antarika Shraddha ❤️❤️❤️
Jay jaganath 🙏
What is mean here...sai....pl explain....Jay Hind