Khola Kabara | New Christain Song Odia |Mihir Kumar |Style Studio Music4u

Поділитися
Вставка
  • Опубліковано 7 кві 2023
  • Khola Kabara |New Christain Song Odia| Mihir Kumar |Style Studio Music4u
    ||SUBSCRIBE || SHARE || LIKE || COMMENT ||
    SONGCREDIT
    * Song - Khola Kabara
    * Singer - Mihir Kumar
    * Lyrics - Rev,Jeebit Pani
    * Music - Mihir Kumar
    *Music Arrangements - Bapi Samal
    * Recording & Mixing -STYLESTUDIO,Nuagada
    * Music Label -STYLE STUDIO Music 4u
    ***FULL SONG LYRICS ****
    ଦେଖରେ ଭାଇ.....
    ଦେଖରେ ଭାଈ ଖୋଲା କବର
    ଭାଙ୍ଗି ଦେଲେ ଯୀଶୁ ମୃତ୍ୟୁ ଦୁଆର
    ମୃତ୍ୟୁ ନାହୁଡ କରି ଚୁରୁମାର
    ହେଲେ ବିଜୟୀ ସେ, ତିନିପୂରର..
    ସେ ..ତ ଈଶ୍ବ କୁମର.....
    CH...ଆସିଥିଲେ ଯୀଶୁ ମଣିଷ ରୂପରେ
    ଜଗତ ଉଦ୍ଧାର ପାଇଁ,
    ହେଲେ ଏ ଜଗତ ଚିହ୍ନି ନ ପାରିଲା
    ଈଶ୍ବରପୁତ୍ର ଯେ ସେହି (ରେ ଭାଇ)......
    ==== ୦ ====
    ଗାଇବା ଆନନ୍ଦେ, ଯୀଶୁ ଜୟ ଜୟ ,
    କରିବା ତାଙ୍କ ବନ୍ଦନା,
    ଯୀଶୁ ବୋଲି ସିନା ଆମ ପାପ ଲାଗି,
    ଭୋଗି କୃଶରେ ଯାତନା......
    ତାଡନା କାରୀଙ୍କୁ ମାଗିଦେଇ କ୍ଷମା,
    ପିତାଙ୍କୁ କଲେ ପ୍ରାର୍ଥନା,
    କହିଲେ ହେପିତଃ, କର ୟାଙ୍କୁ କ୍ଷମା,
    ଯା କରନ୍ତି, ତା ଅଜଣା
    ଇଶ୍ବର ହୋଇ ସେ ମାନବ ହେଲେ
    ପିତାଙ୍କ ଇଛ୍ଛାକୁ ପୂରଣ କଲେ,
    ସହି ଦୁଃଖ କୃଶର.....
    CH...ପାପରୁ ମୁକତି ଦେବାଲାଗି ସେତ
    କୃଶରେ ଜୀବନ ଦେଲେ,
    ତିନିଦିନ ରହି କବର ମଧ୍ୟରେ
    ପୁନରୁଥିତ ସେହେଲେ (ରେ ଭାଇ )....
    ==== ୧ ====
    ନ ଭୁଲିବା କେବେ କୃଶିୟ ବାଣୀକୁ,
    ଡାକେ ନିତି ହାତଠାରି,
    ଫେର ପାପୀମନ, କୃଶେ ନେ ଶରଣ,
    ଆଶାା ତୋର ହେବ ପୁରି......
    ଭକତି ଅନ୍ତରେ ଶ୍ରୀପାଦେ ରହିବା
    ଲଭିବା ଶାନ୍ତି ଅପାର,
    ପାଇବାରେ ଆମେ ଅନନ୍ତ ଜୀବନ
    ନେବେ ସେ ଅମର ପୂର
    ଜଗତେ ସିନା ଛ ଫୁଟ କବର
    ସ୍ବର୍ଗେ ରହିଛି ଅନନ୍ତ ନଗର...
    ଦେବେ ଯୀଶୁ ଆମର...,,,
    CH..ଆମରି ଅଧର୍ମ ଅପରାଧ ଲାଗି
    କ୍ଷତବିକ୍ଷତ ସେ ହେଲେ
    ଶାନ୍ତି ଜନକ ଶାସ୍ତି ସହିସେ
    ଆମକୁ ସୁସ୍ଥତା ଦେଲେ.(ରେ ଭାଇ)......
    ===== ୨ ====
    ମରଣକୁ ଆଉ‌ କାହିଁକି ଡରିବା
    ଯୀଶୁ ତ ଜୀବନ ସାଥି
    ପ୍ରେମରେ ବାନ୍ଧିଲେ ରକତେ ଧୋଇଲେ
    ପାଇଛୁ ଆମେ ମୁକତି....
    ଆସିବେ ପୁଣି ସେ ଅନନ୍ତ ଦେଶ ରୁ
    ଆକାଶେ ତୂରୀ‌ ବାଜିବ,
    ଗୈାରବେ ଉଠିବେ ଅମୃତ ସନ୍ତାନ
    ‌ କବର ଦୋହଲି ଯିବ,
    ଥରିବ ସେ ଦିନ ସାରା ସଂସାର
    ଦେଖି ଶୟତାନ ହୋଇବ ଦୂର...
    ଦେଖି ଏ ଚମତ୍କାର.....
    CH..ଆମ୍ଭେ ପାପୀ ଥିବାସମୟରେ ସୁଦ୍ଧା
    ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ,
    ଈଶ୍ବର ଆମ୍ଭକୁ ପ୍ରେମ କରିବାର
    ପ୍ରମାଣ ଦେଖାଇ ଦେଲେ(ରେ ଭାଇ)....
    !! * ANTI-PIRACY WARNING *!!
    This contents is Copyrighte to "STYLESTUDIO MUSIC 4U" Any unauthorized reproduction, redistribution or re-uploard is strictly prohibited this material.Copyright strike 'll be given without any warning as well as legal action will be taken against those who violate this copyright material presented.
    #kholakabara
    #mihirkumar
    #newpunnarutthanasong
    #easersundaysong
    #newchristiansong2023 #newodiachristiansong
    #newchristiansongs #jesussongs
    #newchristiansong
    Thank you.............
  • Розваги

КОМЕНТАРІ • 40