Natak akash kayan chilika macha, bahut manachuan hoithila, semiti male loka female role karuthile Rama o ladies really paribeni, ajikalika ladies actress. Namaskar to master ( Nagen babu)of the satasankha for his journey in jatra institution.ahuribi madhya" Andha deshe gali darpan bik"eha bi setebele darshak varpur ananda neichanti, odishare.
ଅକାଳେ ମାତିଛି କଳା ମଣିଷ ସୁପର ହିଟ୍ ନାଟକ ଶାତଶଙ୍ଖର❤
ବହୁତ ଭଲ ଲାଗିଲା ପୁରୁଣା କଥା ଶୁଣିକି
ଧନ୍ୟବାଦ କ୍ରିଷ୍ଣା ଭାଇ...... Thankas
ଆପଣ ଙ୍କ ଚ୍ୟାନେଲ ମାଧ୍ୟମରେ ଜଣେ ମହାନ୍ ବ୍ୟକ୍ତି ଙ୍କୁ ଦେଖିବାର ଓ ଶୁଣିବାର ସୈାଭାଗ୍ୟ ଲାଭ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ❤। ନମସ୍କାର
ଓଡିଶା ଯାତ୍ରା ଜଗତ ର ପୁରୁଣା ସ୍ମୁତି କୁ ଲୋକ ଙ୍କ ପାଖରେ ପହଞ୍ଚାଇ ବାର ପ୍ରୟାସ ବହୁତ ସୁନ୍ଦର ଲାଗୁଚି
ଏପରି ଏକ ଅନୁଷ୍ଠାନ ଥିଲା,ଯାହାର ଯାତ୍ରାକୁ ବାପ ଝିଅ ଗୋଟିଏ ସ୍ଥାନରେ ବସି ସାଙ୍ଗହୋଇ ଦେଖି ପାରୁଥିଲେ।
ଆମ ଗାଁ ରାସ୍ତା ତୁମ ସହରକୁ ବହୁତ ସୁନ୍ଦର ନାଟକ
Right bhai
ଯେଉଁ ଦିନ ସୁଣିଲି ଶାତସଖ ପାଟି ବନ୍ଦ ହେଇଗଲା ସେଦିନ ବହୁତ କାନ୍ଦିଲି
ଠିକ୍ ମନେ ଅଛି। ପଠାଣି ସାହୁ ହିରୋ ପାର୍ଟ କରନ୍ତି। ଜୟ ଜଗନ୍ନାଥ।
1970 ରୁ 74 ମଧ୍ୟରେ ସାତସଂଘ ଅପେରାର ତଅପୋଇ ନାଟକ ଯୋରନ୍ଦା ରେ 11ରାତି ଗୋଟାଏ ବହି ହୋଇଥିଲା । ହୃଦୟ ସ୍ପର୍ଶ ନାଟକ କେବେ ଭୁଲି ହୁଏନା । ମଉସାଙ୍କୁ ଶତାୟୁ ପ୍ରଭୁ କରିଥନନ୍ତୁ ।
କଳିଆ ଆଖଖିରେ ଲୁହ ନାଟକ,ଅତି ସୁନ୍ଦର ଥିଲା।
ସେତେବେଳର ଅଭିନେତା ମଦନ ମହାପାତ୍ରଙ୍କୁ ଏବେ ଆମମାନଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ ।
Yes
ନାଟ୍ୟ ଜଗତର ଏନ୍ତୁଡିଶାଳା ସାତଶଙ୍ଖ ଅପେରା🙏
Angya 🙏
ଯାତ୍ରା ର ପୁରୁଣା ସ୍ମୃତି କୁ ଲୋକଙ୍କ ପାଖରେ ପହଞ୍ଚାଇଥିବାରୁ ବହୁତ ବହୁତ ଧନ୍ୟବାଦ।
ମୁଁ ଭାବୁଛି ସେଇ ପୁରୁଣା କିଛି ହିଟ୍ ନାଟକକୁ ପୁଣିଥରେ ମଞ୍ଚସ୍ତ କଲେ ଏବ ବି ଦର୍ଶଙ୍କ ଦ୍ଵାରା ଖୁବ୍ ଆଦୃତ ହୁଅନ୍ତା।❤️
Thik
ମାନ ନ ତେଜିଲ ମାନଗୋବିନ୍ଦ
ମୁଁ ଦେଖିଛି। ବହୁତ ସୁନ୍ଦର ନାଟକ
ବହୁତ ବହୁତ ଧନ୍ୟବାଦ 2:45
ଶେଷ ନାଟକ ଦେଖିଥିଲି ମହାଭାରତ ପରେ...👌👌👌
ଆମେ ସବୁ ନଗିବାବୁଙ୍କ ପାର୍ଟି ବୋଲି ଜାଣୁ। ୧୯୭୧ ମସିହାରେ ଶିରୁଳୀମହାବିରଠାରେ ସାତ ଶଂଖ ଅପେରା ପଡିଥିଲା ଏବଂ ସୁଲତାନ ମାମୁଦ ଓ ଛତ୍ରପତି ଶିବାଜୀ ଭଳି ଐତିହାସିକ ନାଟକ ପରିବେଷିତ ହୋଇଥିଲା। ଫକୀର ସାହୁଙ୍କ ବଚନିକା ମୋତେ ଏତେ ମୁଗ୍ଧ କରିଥିଲା ଯେ ମୁଁ ସବୁଦିନ ଯାତ୍ରା ଦେଖିବାକୁ ଯାଇଥିଲି। ଜୟ ନଗେନ ବାବୁ। ଜୟ ସାତ ଶଂଖ ଯାତ୍ରାପାର୍ଟି
Satre bahut sunder laguchi suniki
ଜୟ ଜଗନ୍ନାଥ କ୍ରିଷ୍ଣା ଭାଇ
ଯାତ୍ରା ର ଯାଦୁଗର ଖଳନାୟକ କୁନା ଙ୍କ ଇଣ୍ଟରଭ୍ୟୁ ନିଅନ୍ତୁ ଭାଇ
Real fact on our art and culture... old is gold... thank you so much for such interview......
ରାଢ଼ଙ୍ଗ ଏ ଗ୍ରୁପ ସାତଶଂଖ ଅପେରା ❤
ଉତରାୟଣୀ ଅପେରା ସାତଶଂଖ
ସେତେବେଳେ ଯାତ୍ରା party କହିଲେ ସାତଶଂଖ କୁ ବୁଝାଉଥିଲା...
ଯଦି ପ୍ରକୃତରେ କେଉଁ ପାର୍ଟି ଯାତ୍ରା କରୁଥିଲା ନାମ ଉଠେ , ତେବେ ପ୍ରଥମେ ସାତଶଂଖ ଅପେରା ନାମ ଆସିବ.ସେ ପାର୍ଟିରେ ଶାଳୀନତା ଥିଲା.
ଅଧିକାଂଶ କଳାକାର ସେଇ satasankha ପାଇଁ ତିଆରି ହୋଇ ଛନ୍ତି
ସାତଶଙ୍ଖ ଓପେରା ଆମ ଗାଁ କୁ ଥରେ ଆସିଥିଲା,, ଗୋଟେ ନାଟକ ଥିଲା ( ଘୋଡ଼ା ଡିମ୍ବ ) ପୁରା ହାଉସ ଫୁଲ୍ ହଉଥିଲା
Congrtulation
Excellent, Wish you all the best
ଜଣେ କଳାକାର ହିଁ କଳାର ପୂଜାରୀ ସାଜିପାରେ
.... ନଗେନ ବାବୁଙ୍କ ସ୍ୱାଭିମାନ ମର୍ଯ୍ୟାଦାବୋଧ ଏବଂ କଳପ୍ରତି ଅନୁରକ୍ତି ହିଁ ତାଙ୍କୁ ଅମର କରି ରଖିବ.....କୌଣସି ବାହ୍ୟ ଆଡମ୍ବର ବ୍ୟତିରେକେ କେବଳ ନିଚ୍ଛକ ଅଭିନୟହିଁ ଏଇ ଅନୁଷ୍ଠାନ ର ମୂଳପୁଞ୍ଜି ଥିଲା....ନାଟକ ମାନେ ନାଟକ.... ମୁଁ ପ୍ରାୟ ତଃ ସବୁ ନାଟକ ଦେଖିଛି....ସବୁ ହୃଦୟସ୍ପର୍ଶୀ........
ଧନ୍ୟବାଦ ଆଜ୍ଞା 🙏❤️
ଅଷ୍ଟଶମ୍ଭୁ ଗଣନାଟ୍ୟ ବିଷୟରେ କିଛି ଭିଡିଓ କରନ୍ତୁ, 🙏
Sai Ram Krishna babu.
ଭିଡିଓଟି ବହୁତ ଭଲ ଲାଗିଲା ଆଉଟିକେ ଅଧିକ ସମୟର ଭିଡିଓଟି ହେଇଥିଲେ ଭଲ ହେଇଥାନ୍ତା
ସାର ଆପଣ ଭୁଲିଗଲେ ଗୋଟିଏ ହିଟ ନାଟକ ଥିଲା ବାଘ ମାତିଛି.
ରମା ଦାସ chalunigan, Betada, simulia, Bls, ସେ ଯାତ୍ରା ପାର୍ଟି ଭାଗିବା ପର୍ଯ୍ୟନ୍ତ ଥିଲେ
କୁନି ନୁଆଵହୁ ଟିକି ଦିଅର ବହୁତ ଭଲ
bheden acithila
ସାତସଙ୍ଖ ଅପେରା ଆମ ମାଛଗଡ଼ କେନ୍ଦୁଝର ରେ ପଡିଥିଲା ମୁଁ ଦେଖିଛି ଭଲ ବହି ସବୁ ହେଉ ଥିଲା
Very nice volg.Very good message to whole human society to be a good human being.Thank you krishna
ସମ୍ପୂର୍ଣ ମହାଭାରତ ପରେ ନାଟକ ଅତ୍ୟନ୍ତ ହୃଦୟ ସ୍ପର୍ଶି 🙏🙏
ତମେ ଯାତ୍ରା ପ୍ରେମୀ କୀ
ବହୁତ ଭଲ vlog ଭାଈ 🎉👌🙏
ଏବେବି ମନେ ଅଛି ଅନ୍ଧଦେଶେ ଗଲି ଦର୍ପଣ ବିକି ଓ କାଗଜ ଫୁଲ କିନ୍ତୁ ଦୁଃଖର ବିଷୟ ଅନୁଷ୍ଠାନଟି ମୃତ ହୋଗଲା
ସ୍ପଷ୍ଟ ବାକ୍ୟରେ ସବୁ ସତ କହିଛନ୍ତି
ଏମିତି ମାଲିକ ଯାତ୍ରା ପାର୍ଟି କଲେ ପୁଣି ବଦଳିବ ଯାତ୍ରା ଧାରା
କୁନି ନୁଆବହୁ ଟିକି ଦିଅର ଭଲ ନାଟକ
Jay jagannath
Bahuta sundar vidio
କାଗଜ ଫୁଲ, ଡାହାଣୀ ଖୋଲିଛି କାହାଣୀ ପେଡି ମୁଁ ଦେଖିଛି l କଲଜୟୀ l
ଏହି ଭଳି କିଛି ଲୋକମାନଙ୍କର ବଳିଦାନ ପାଇଁ ଆଜି ଯାତ୍ରାନୁଷ୍ଠାନ ଏତେ ଉର୍ଦ୍ଧରେ.
Bhaut sundar blog pain dhanyawad Krishna God bless you Krishna
Bhala khabar dekhaila , sikhyania jinisha Thank u bhai.
ଉତ୍ତରାୟଣୀ ସାତଶଙ୍ଖ ଅପେରା
ରାଢ଼ଙ୍ଗ ଏ ଗ୍ରୁପ୍ ପିଲାଦିନେ ବହୁତ୍ ଦେଖିଛି
Natak Topoi heart touching for me.
ନଗେନ ବାବୁଙ୍କୁ ପ୍ରଣାମ, ଜୟ ଗୁରୁ, 🙏ତାଙ୍କ ପାଖରୁ ମୁଁ ଅନେକ ଶିକ୍ଷା ପାଇଛି ଭଲପାଇବା ପାଇଛି., ତାଙ୍କ ଲେଖା ନିଆରା 🙏🙏
Bhai vauta vala lagila gote new dinisa jani baku padila
Thank you bhai ❤
Very nice vlog. salute to our loving Mohapatra babu. That time Satasankha opera's Tika Gobindachandra" is also a fine play.
Bhai bahut bhala lagila
ଶୁଭ ଶଙ୍ଖ ବାଜେ ସାତସଂଖରେ(ଅନୁସନ୍ଧାନ ନାଟକ)
Krisna vai
Jay Jagannath 🙏🙏
Bahutu sundar video bahutu khushi lagila video 🥰🥰🥰🥰👌👌👌👌👍👍👍👍🙏🙏🙏🙏 bhai
Bastabare 100% nichhaka sata katha kahuchhanti Mr. Mohanty Sir
Hrudaya ru koti koti pranam kahuchhi 👏👏👏
ଅମାବାସ୍ୟା ର ଚନ୍ଦ୍ର
My father and mother are also part of satasankha party ❤❤❤❤
wow
ନଗେନ୍ଦ୍ର ବାବୁ ଙ୍କୁ ଏବଂ ତାଙ୍କ ସ୍ୱର୍ଗତ ବାପା ଙ୍କୁ ଅଶେଷ ସମ୍ମାନ ଓ ପ୍ରଣାମ ଜଣାଉଛି ।ମୁଁ ଆମ ଗାଁ ରେ ସାତ ଶଙ୍ଖ ଓ ନଗେସ ପୁର ଲଢେଇ ଯାତ୍ରା ଦେଖିଛି।ସେତେବେଳେ ଯାତ୍ରା ପାଟି ର ପର୍ତିୟର ମାନ ଙ୍କୁ ଆମ ଗାଁ ଲୋକ ମାନେ ମିଶି ଖାଇବାକୁ ଦିଅନ୍ତି ଓ ଆମେ ଯାତ୍ରା ପେଣ୍ଡାଲ ତିନି କଡ଼ରେ ତଳେ ବସି ଯାତ୍ରା ଦେଖି ଗୋଟେ କଡ଼ା ଯାତ୍ରା ପର୍ଟିୟର ଙ୍କ ଯାତାୟାତ ପାଇଁ ଛଡା ଥାଏ। ଆଉ ଲାଇଟ୍ ହିସାବରେ ପେଟ୍ରୋ ମେକ୍ସ ଲାଇଟ୍ ଥିଲା ତାପରେ ଡେ ଲାଇଟ୍ ଆସିଲା।ବହୁତ୍ ଟ୍ରଙ୍କ ବଡ଼ ବଡ଼ କାଠ ବାକ୍ସ ଇତ୍ୟାଦି ଧରି ସେ ଢ଼ବଲ୍ ଗଡି ରେ ଆକ୍ଟର ମାନେ ଆସୁଥିଲେ।ଆଉ ତାଙ୍କ ଅନ୍ୟ ଜିନିଷ ବେଡଫର୍ଡ୍ ଟ୍ରକ୍ ନେଇ ଆସୁଥିଲେ। ଅର୍ଟିଷ୍ଟ୍ ମାନେ ସ୍କୁଲ ଘରେ ବା ଆମ ଗାଁ ଲୋକ ମାନ ଙ୍କ ଘର ମାନଙ୍କରେ ରହୁଥିଲେ।କଣ ଥିଲା ସେ ଦିନ ଅଭୁଲା ସ୍ମୃତି।
Right talk👍
Dayakari ebe bi satasankha apera ku udhar karajau🙏🙏🙏
Jaya Jagannath Jaya Balikapileswar
ଆପଣ ଙ୍କୁ କୋଟି ପ୍ରଣାମ
Malika janaka mahan
Jaiguru
ଅନ୍ଧ ଦେଶେ ଗଲି,ଦର୍ପଣ ବିକି
AS PER MY OBSERVATION SATASANKHA OPERA WAS THE BEST OPERA PARTY OF OUR STATE
SALUTE TO THE MANAGER/ ORGANISER OF SATASANKHA OPERA PARTY. 🙏🙏🙏🙏🙏🙏🙏🙏🙏🙏🙏🙏🙏
ସଗିଂନୀ ରେ ରସ ରଗିଂନୀରେ ହିରୋଇନ କୁ ସାକ୍ଷାତ କର
Ati sundar amiti puruna lokanku vetantu puruna katha kuhanti
Kalia matichi baliaghare bahut super hoithila
ଅତୀତ ଅଭୁଲା ସ୍ମୃତି
Jay Jaganath 🙏
Aeta sabuthu mast vlog 🙏
Amrte pratrva dakhae thehbaru Krishna bhaenku dhyanbad
Congratulations for your video .
Natak akash kayan chilika macha, bahut manachuan hoithila, semiti male loka female role karuthile Rama o ladies really paribeni, ajikalika ladies actress. Namaskar to master ( Nagen babu)of the satasankha for his journey in jatra institution.ahuribi madhya" Andha deshe gali darpan bik"eha bi setebele darshak varpur ananda neichanti, odishare.
Salute to Satasankha Opera. & Nagibabu & artists 🙏🙏🙏
Babu nku mora koti koti pranam 🙏🌹🙏 prabhu jagannath nka ashirvaad ru mu aaji jane kalakaar hei parichhi.sesa jeevan paryanta aapana hrudaya re Rahi chhanti rahi thibe.bhagawan apana nku abong aapana ka parivaar ku ghanta ghodei rakhi thantu.Jay jagannath 🙏🌹🙏🌹🙏🌹🙏🌹🙏
Describe about ODISHA OPERA pls
ଆପଣଙ୍କ ପୁରା ନାଁ ଟା କଣ, ଦୟାକରି ଲେଖିବେ କି ??
So super video
Good
ଅନ୍ଧ ଦେଶେ ଗଲି ଦର୍ପଣ ବିକି
ନାଟକ ମୁଁ ଦେଖିଛି ସାତସଙ୍ଖ ଅପେରାର
Super 🎉🎉🎉
ଯେତେ ଲେଖିଲେ ବି କମ ହେବ
ମୁଁ କାଗଜ ଫୁଲ ନାଟକ ଦେଖିଚି
Ama great puri Delang pipili satsankha .. odisha history jatra period in British moment
ଭଲନଆଟକ କାଗଜ ଫୁଲ
ନୁଆ ପାଟି କରନ୍ତୁ ସାର
ଘୋଡାଡିମ୍ବ ନାଟକ ମୁଁ ଦେଖିଛି ସାତଶଂଖ ଅପେରାରେ
Mu bi dekhichi❤
@@deepakpandabobal1880ତତତତତତତତଯତତତତ
❤❤❤❤@@deepakpandabobal1880
Very nice bhai
ଆଉ ପୁରୁଣା ଲୋକ ସହ ଆଲୋଚନା କରିବେ
Mu aei natak Satasankha opera 2004 re dekhithili Sonepur dist re 😊❤
Many many thanks Krishna bhai for this interview with old party owner. Pl meet with Debi Ratha, Tarpuropera.
ଦେବୀ ରଥ ଙ୍କ ସାକ୍ଷାତକାର part 1 - ua-cam.com/video/cu4-kOTZmqk/v-deo.html
part 2 - ua-cam.com/video/0Do2iJRn5l0/v-deo.html
part 3 - ua-cam.com/video/bRaIzIWAXSw/v-deo.html
ବରଗଡ ସୁଖୀନ ରଂଗମଞ୍ଚ 1982 କାଗଜଫୁଲ,ଅନ୍ଧଦେଶେ ଦର୍ପଣ ବିକି,ଛାତ୍ରପତି ଶିବାଜୀ -----ଆଜି ମନେପଡେ
Mo bapa thile e 2 nataka re
I love shatashankha opera,,,
Nice 👍
2006 ରେ ଆମ ଗାଁ କୁ ଆସିଥିଲା ସାତ ଶଙ୍ଖ ଅପେରା
ବହୁତ ଭଲ ଲାଗିଲା ❤