Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ପୁଣି ଥରେ ଭାରତବର୍ଷ ବିଶ୍ଵବାସୀଙ୍କୁ ଦର୍ଶାଇଦେଇଛି ଉପନିଷଦରୁ ଉପଗ୍ରହ ପର୍ଯ୍ୟନ୍ତ ତା'ର ଗତି ଅପ୍ରତିରୋଧ୍ୟ। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ - ୩ ର ସଫଳ ସଧୀର ଅବତରଣ (soft landing) ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଛି ଏବଂ ଅସହିଷ୍ଣୁ ମାନଙ୍କୁ ବି ଭାରତ ପ୍ରତି ଦୃଷ୍ଟିଭଙ୍ଗୀ ବଦଳେଇବାକୁ ବାଧ୍ୟ କରିିଛି, ମୁଗ୍ଧ କରିଛି। ଖ୍ୟାତନାମା କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କ କଣ୍ଠରୁ ଭାରତର ଏତେ ବଡ କୃତିତ୍ଵ ପାଇଁ ସଦର୍ପ ଉଚ୍ଚାରଣ ପରିବର୍ତ୍ତେ ବିଶ୍ଵନିୟନ୍ତାଙ୍କ ଉଦ୍ଦେଶ୍ୟରେ ନମ୍ର ନୈବେଦ୍ୟ ରୂପେ ନିବେଦିତ ହୋଇଛି। ଆହାଃ ! କି ନମ୍ରତା... କି କୃତଜ୍ଞତା... କି ନିରହଙ୍କାର ଆତ୍ମନିବେଦର ପରିଭାଷା ଗୀତିକାର ମାନସ ସାସମଲ ମହୋଦୟଙ୍କର ! ଏ ଗୀତ ପଛରେ ରହିଥିବା ମହାନାୟକ ମାନସ ସାର୍, ବିକାଶ ସାର୍, କୃଷ୍ଣଚନ୍ଦ୍ର ସାର୍, ମାନନୀୟ କାଲୁ ଦା ଏବଂ ମା ସାରଳା ନିର୍ମଳା ପ୍ରଡକ୍ସନ୍ ଟିମ୍ କୁ ସଦର୍ପ ସାଲ୍ୟୁଟ୍ ଜଣାଉଛି। ଜୟ ଜଗନ୍ନାଥ।
76tnnnbhhho00p
ଶ୍ରୀ ଚରଣ ଭାଇ ତୁମକୁ ହୃଦୟ ରୁ କୋଟି କୋଟି ପ୍ରଣାମ, ସତରେ ବିଶ୍ଵନିୟନ୍ତାଙ୍କ ପାଇଁ ଆଜି ଭାରତ ପୃଥିବୀରେ ଶ୍ରେଷ୍ଠ ହେଇପାରିଛି,ଜୟ ଜଗନ୍ନାଥ 🙏🙏🙏
ଧନ୍ୟବାଦ 👍
Bohut sundar 🙏🏼🌺🌺
ଆମ ଜହ୍ନମାମୁଁ ସରଗ ଶଶୀ। ପୃଥିବୀ ସହିତ ସମ୍ପର୍କ ବେଶୀ। ସୁନ୍ଦର ଲେଖା ଓ ପରିକଳ୍ପନା ମା ସାରଳା ନିର୍ମଳା ପ୍ରଡକ୍ସନ ହାଉସ୍ ର। ଜୟ ଶ୍ରୀ ଜଗନ୍ନାଥ।🙏🙏🙏🙏
JAY SHRI JAGANNATH 🙏🏼 Beutiful song 🌺🙏🏼
ଜୟ ଜଗନ୍ନାଥ 🙏💐
पूरे विश्व में जो सबसे महान है, वो देश हमारा प्यारा हिंदुस्तान है।🇮🇳🇮🇳🇮🇳
So beautiful song, thank you
What a lyric and what a singing, JAI SHREE JAGANNATH MAA SUBHADRA SWAMI BALABHADRA 🙏
JAY chandrayan
Thanks again
Bharat MATA KI JAY
Jay, jaganatha
Chandra ku aji kali kaa pila auu debata boli manibe t
ଏକଦମ୍ ଠିକ୍ କଥା
@@niranjansamantasingar8627 hmm bro