‘ସ୍ୱାମୀ ମୁହଁ ଚାହିଁବିନି’

Поділитися
Вставка
  • Опубліковано 20 січ 2025

КОМЕНТАРІ • 361

  • @sabitrinayak4084
    @sabitrinayak4084 8 місяців тому +54

    ଖାଲି ଝିଅ କୁ ନୁହଁ ପୁଅମାନଙ୍କୁ ବି ନ୍ୟାୟ ଦିଅନ୍ତୁ

    • @BachakarKola
      @BachakarKola 8 місяців тому +3

      Pua kebe v nay pai beni

  • @pradyumnakumarsahoo1069
    @pradyumnakumarsahoo1069 8 місяців тому +75

    ଏ ଖଲଖଲି ମାଇକିନାର ଭୁଲ୍ ରହୁଛି, ମୋ ବାଳ ନ୍ୟାୟ କରୁଛ ଝିଅକୁ କିଛି କହୁନ ଖାଲି ପୁଅ ଉପରେ ଚଢ଼ୁଛ,ଦୟାକରି ଉଚିତ୍ ନ୍ୟାୟ କରନ୍ତୁ 👏

  • @subhrajyoti7809
    @subhrajyoti7809 8 місяців тому +27

    ବ୍ୟମୋକେଶ ତ୍ରିପାଠୀ କି ଜର୍ଜ ଡାକ.. ଏଗୁଡ଼ାକ କାଇଁ ଡାକୁଛ.. ବାପା ମା ପୁଅ ବାହା କରି କି ବାଳ ସେବା ପାଇବେ ପ୍ରଶ୍ନ କେବେ କରିଛ ଶଳେ

  • @kunumajhi6027
    @kunumajhi6027 8 місяців тому +67

    ଏହି ମଞ୍ଚରେ ଅଧିକ ଝିଅ ମାନଂକୁ ସପଟ କରୁଛନ୍ତି ସାର୍ କାଇଁ ପିଲା ଗୁଡିକ କୁ କାଇଁ ସପଟ କେହିବି କରୁନାହଁ

  • @guglif
    @guglif 8 місяців тому +35

    ଝିଅ କୁ ବେଶୀ ସପୋର୍ଟ କରିବାଟା ଠିକ ନୁହଁ

  • @JagdishTudu-cs8fe
    @JagdishTudu-cs8fe 8 місяців тому +47

    ଖାଲି ଝିଅଙ୍କୁ support କରୁଛନ୍ତି , ଏଇ judge not fit for this show

    • @BachakarKola
      @BachakarKola 8 місяців тому +2

      Bhi ajika dinare jhia michha kahile loka sata bhabinebe but pua sata kahi kahi marijib loka michha bhabibe

    • @BachakarKola
      @BachakarKola 8 місяців тому +1

      Ajab e dunia

    • @DusmantanaikDusmanta
      @DusmantanaikDusmanta 8 місяців тому

      Mo bala judge heicha, khali jhia ku sapat karucha

    • @Anonymouskid6932
      @Anonymouskid6932 8 місяців тому

      Bcz se thik janichi se jhia...se pua ku kou asubidha re pakeideipariba seilagi se jhia ku support kariki case ku compromise karuchnti

    • @santoshchoudhury2388
      @santoshchoudhury2388 28 днів тому

      Ai jhia ta paka badmas

  • @kuanrtudu9960
    @kuanrtudu9960 8 місяців тому +17

    ଆଶାର ଆଲୋକରେ ବିଚାର ଠିକ୍ ହେଉନାହିଁ । ସବୁ ଦିଗକୁ ଲକ୍ଷ୍ୟ କରି ବିଚାର କରାଯାଉ । ସେ ଝିଅର ଚରିତ୍ର ଖରାପ ଅଛି ସେଥିପାଇଁ ପୁଅ ପାଖରେ ରହିବା ପାଇଁ ଚାହୁଁ ନାହିଁ । ଝିୟର ଖରାପ ଭାଷା ,ଖରାପ ଗୁଣ ର ପ୍ରମାଣ ରଖିବା ପାଇଁ ପୁଅ ରେକଡିଂ କରିଥିବ ।

  • @aswinikumarrout3963
    @aswinikumarrout3963 8 місяців тому +35

    1 ସାଇଟ ବିଚାର ହଉଚି

  • @dkmedia4307
    @dkmedia4307 8 місяців тому +18

    ଏମାନେ ବାଳ judge one side , we miss mihir sir

  • @bikashswain5716
    @bikashswain5716 8 місяців тому +33

    Toki bhari udhata jana paduchi 😊😊

    • @Gayatribeheravlog
      @Gayatribeheravlog 8 місяців тому +4

      Kichi udhata nuha full episode dekha janipariba

  • @kariamarandi9397
    @kariamarandi9397 8 місяців тому +10

    ଗୋଟେ ଲୋକ ଉପରେ ବାରମ୍ବାର ରାଗିବ ମାନେ କଣ? ଯେତେ ଭଲ ପାଇଲ ବୋଲି ରାଗିବ? ଝିଅ ର ବହୁତ୍ ଭୁଲ୍ ଅଛି ଆଉ ପୁଅ ପିଲାର ବି ଭୁଲ୍ ଅଛି ସବୁ ଭୁଲ୍ ର ସମାଧାନ ଅଛି ହେଲେ ମୋତେ କାଇଁ ଲାଗୁନି ଏଇ ଝିଅ କୁ ବୁଝେଇ ପାରିଲା ଭଳି 😢😢😢😢😢ଏ ଝିଅର ବ୍ୟବହାର ଆଉ ଭାବଭଙ୍ଗୀ କିଛି ଠିକ୍ ଲାଗୁନି😮😮😮

  • @sumantamangaraj7330
    @sumantamangaraj7330 8 місяців тому +23

    ଏଇଟା ବୁଲିବୁଲି ଗିହା ଖାଇବାର ଚକରରେ ଅଛି

  • @balaramnayak9349
    @balaramnayak9349 8 місяців тому +10

    Chanel ପ୍ରଥମେ ୟେ ଜଜ୍ ମାନଙ୍କୁ ବଦଳା ଯାଉ। କେହି ଜଣେ ୟେ ସିଟ୍ ପାଇଁ ଯୋଗ୍ୟ ନୁହନ୍ତି। ସ୍ବାମୀ ନୁହଁନ୍ତି ସବୁ ଚାକର। ଭଲ ଜଜ୍ ହେଇକି ବସିଛ। ପୁଅଟା ବୋଲି ସବୁ ଦୋଷ। ସେ ଝିଅର କଥାବାର୍ତ୍ତା ରୁ ଜଣା ପଡିଲା ସେ କି ଜନ୍ତୁ।

  • @deepakbarika1282
    @deepakbarika1282 8 місяців тому +7

    ଝିଅ ଗରୀବ କହୁଛି ତା'ର କଥା ଭାଷା ଭୟଙ୍କର ଘୋଡ଼ା ଗେଁହିଁ ସିନ୍ଦୂର ର ମହତ୍ତ୍ଵ କ'ଣ ଜାଣିବୁ

  • @AnilSahu-c2k
    @AnilSahu-c2k 8 місяців тому +12

    ଶଳା ଆଶାର ଆଲୋକ ତମେ କଣ ଏକ ପାଖିଆ ଆଲୋଚନା କରୁଚ

  • @satyabhamasahoo1023
    @satyabhamasahoo1023 8 місяців тому +10

    ତମେ କି ମୋ ବାଳ ଜଜ ହୋଇଛ ଝୀଅ saport ରେ kan pain katha କହୁଛନ୍ତି tamaku ଖାଲୀ ମାଡ ଦରକାର

  • @kunumajhi6027
    @kunumajhi6027 8 місяців тому +15

    ଏହି ମଞ୍ଚରେ ଖାଲି ମିଶେଇ ବା କାମ ହେଲେ ସାର୍ ଝିଅ ଆଉ କାହା ସହିତ ଦିନ ବିତାଉଥିଲେ ବି recording କଲେ ମଧ୍ୟ ପିଲାର ହିଁ ଦସ କାହିଁକି ସାର୍ ସବୁ ପରିବାରରେ ନାରୀ ହିଁ ସବୁକିଛି ନାରୀ ଚାହିଁଲେ ଘର ସଜାଡ଼ିବ ନହେଲେ ଭାଙ୍ଗିବ ହେଲେ ପିଲାକୁ ଟିକେ ନିୟାଇ ଦିଆଯାଉ ସାର୍

    • @pammipammi4669
      @pammipammi4669 8 місяців тому

      Tme bhul ya Mane nuhe ki ..nari hi sabubele sabukichi sahiba j sei paristhithi re they se jani pare

    • @jharanaminichhatria300
      @jharanaminichhatria300 Місяць тому

      Jhia kete ragi. Se ghare kemiti ta husband ku karithiba.

  • @sarojmuni472
    @sarojmuni472 8 місяців тому +15

    ଝିଅ ର ଆଉ କା ସାଙ୍ଗରେ ପ୍ରେମ ଅଛି

  • @AnilSahu-c2k
    @AnilSahu-c2k 8 місяців тому +7

    ମାଘ୍ୟେ ଏକ ପାଖିଆ ତମେ ବାଳ ଆଶାର ଆଲୋକ କରିଚ

  • @sudarsansahu482
    @sudarsansahu482 8 місяців тому +7

    ଆଶାର ଆଲୋକ ରେ ଆଉ ଉପଯୁକ୍ତ ନ୍ୟାୟ ମେଳୁନି 😅😅

  • @rakeshkumarrs3830
    @rakeshkumarrs3830 Місяць тому +1

    ପୁଅ ଯେତେ ଲଢ଼ିଲେ ବି ତା ପାଇଁ କିଛି ନ୍ୟୟ ନାହିଁ ।। ଏଇଟା ଆଗରୁ ଅଛି ।।

  • @amarendra29
    @amarendra29 8 місяців тому +17

    JHIA 1 NO CHINDALI

  • @SujataSamantaray-k9c
    @SujataSamantaray-k9c Місяць тому

    Right 👍 asa ra aloka is best 👍👍👍

  • @LuckyRaula-to4fh
    @LuckyRaula-to4fh 8 місяців тому +3

    ଝିଅର କିଛି ଭୁଲ ନାଇ ଖାଲି ପୁଅର ଭୁଲ ଝିଅ ପୁରା ହାରାମି ଅଛି

  • @prataprout194
    @prataprout194 8 місяців тому +6

    ଆଛା ମାଡମ୍ ଆପଣ ବୋଧେ ହୁଏ ଆପଣଙ୍କ ସ୍ୱାମୀ କୁ ତୁତା ବେହିଆ କୁହନ୍ତି ଏ ଝିଅର ପାଟିରୁ ସବୁ ସମୟରେ ଆପଣଙ୍କ ଆଗରେ କିଭଳି।ବେବହାର କରୁଛି ଆପଣ ତ ଶୁଣୁଛନ୍ତି ଆପଣ ଭଳି ଲୋକମାନେ ଏଭଳି ନାରୀମନକର ମୁହଁ ବଢା଼ଉଛନ୍ତି

  • @bijayakumarchhatria5428
    @bijayakumarchhatria5428 Місяць тому +1

    ଭଉଣୀ ଟିକେ ରାଗିଅଛନ୍ତି ଏମିତି ରାଗିଲେ ହେବନି l

  • @ParsuramBehera-ye9uq
    @ParsuramBehera-ye9uq 8 місяців тому +7

    ଏ‌ ଝିଅ ‌ଟା‌ ପରମ‌ ବେଧ

  • @sambitkaberivlogs
    @sambitkaberivlogs 8 місяців тому +15

    toki paka badmasi jana padijauchi😂😂😂

  • @MohanKumarShyanti
    @MohanKumarShyanti 8 місяців тому +5

    ଝିଅ ସବୁ ଭୁଲ୍

  • @samardas-c3f
    @samardas-c3f 8 місяців тому +21

    Subu mg toki support toka katha sununahanti

  • @NandiniBehera-m3h
    @NandiniBehera-m3h 8 місяців тому +2

    ଆସାରଆଲୋକ ବଧ କରାଜାଉ , ପ୍ରତେକ ପୁଅର ବାପା ମାଆ ମାନେ ନିଜାତନା ପାଉଛନ୍ତି ! ଏସଳେ ମାନେ ଟଭି କେମେରା ଆଗରେ ବସି ପୁରୁଷ ମାନଙ୍କୁ ନିଜାତନା ଦିଆଯାଉଛି ,ମୁଁ କେସ କରିବି , ସେମାନେ ଗରୀବକୁ ବୁଝା ସୁଝା ନକରି ଘରର ଗୁମରକୁ ପଦାରେ ପକାଉଛନ୍ତି

  • @tofannayak8144
    @tofannayak8144 8 місяців тому +3

    ଏଇଟା ମୋବାଣ୍ଡ କଥା ଝିଅ କୁ support କରୁଛନ୍ତି
    ପୁଅ କଣ ନିଆଁ ରେ ମୁତିଛି

  • @indiaindia1467
    @indiaindia1467 8 місяців тому +8

    Divorce simple re heijau ,rahiabara nahi jadi ,e jhia bi kam nuha .

  • @aswinikumarrout3963
    @aswinikumarrout3963 8 місяців тому +8

    ଏ ଝିଅ ରହିବା ଝିଅ ନୁହଁ

  • @manojpatra1250
    @manojpatra1250 8 місяців тому +3

    ରିନା ମେଡମ ଏ ଆଶାର ଆଲୋକ ନା ଝିଅର ଆଲୋକ

  • @satyabratadas-z7s
    @satyabratadas-z7s 8 місяців тому +1

    ଘରେ ଚ଼ୋରି ହେଲା ତାପରେ କୋଲପ ଚାବି ଆସିଲା । ତାପରେ ଭାଙ୍ଗିକି ଚୋରି କଲେ ତେଣୁ camera ଆସିଲା । ଖରାପ ବୃଦ୍ଧି ବାହାର କରିଲା ତା ଉପରେ ଭରଷା ହେଲାନି ତେଣୁ ସେ Recording କରିଲା । ତମ ମାନକୁ କିଏ ସେ ମଞ୍ଚ କୁ ଡାକୁଚ଼ି ମୂର୍ଖ ବ୍ୟକ୍ତି . . . .

  • @SahadevPatra-ez4lk
    @SahadevPatra-ez4lk Місяць тому

    ଜମାରୁ ଭଲ ବିଚାର ହେଉନି ,ସଂସାର ଯୋଡିବା ପ୍ରୟାସ ପାଇଁ ଧନ୍ୟବାଦ୍ କିନ୍ତୁ ଏ ମଞ୍ଚ ପାଇଁ ଆରେ ଏ ମୁଣ୍ଡି ଦଳ ଅଯୋଗ୍ୟ ,କି ବିଚାର କରୁଛ ବେ ,

  • @Birabhue-t7s
    @Birabhue-t7s 8 місяців тому +2

    ଏ ଝିଅ ର ସବୁ ଦୋଷ ତା କଥାବାର୍ତ୍ତା ରୁ ଜଣାପଡ଼ୁଛି

  • @bravosingh4153
    @bravosingh4153 8 місяців тому +1

    ଏଇ ତ ଦୁନିଆଁ ? ଏଠି ସମସ୍ତେ ଭଲ ଆଉ ସମସ୍ତେ ଖରାପ୍ । ଭଗବାନ କରନ୍ତୁ ଝିଅ ଆଉ ପୁଅ ମିଶିକି ଆଉ ଥରେ ସଂସାର କରନ୍ତୁ।

  • @Sonyofficial123-o2w
    @Sonyofficial123-o2w 26 днів тому

    Aie bhalia pua bi achanti👍👍

  • @Jayakrushan_kishan568
    @Jayakrushan_kishan568 8 місяців тому +5

    ମୋ ବାଳ ଆଇନ୍ କରୋଛନା
    1 on ସାଈଡ୍

  • @sawannayak2033
    @sawannayak2033 8 місяців тому +3

    ସାର କଉଟା ପଥମ କଉଟା ଦିତିୟ ଜଣା ପଡୁନି

  • @panchuanaikpanchuanaik5109
    @panchuanaikpanchuanaik5109 8 місяців тому +1

    ହଉ ହେଲା ତେଗେ ତେଗେ

  • @RamitaSwain
    @RamitaSwain 8 місяців тому +4

    Puata bahuta bhala

  • @maypadbadu1244
    @maypadbadu1244 8 місяців тому +12

    ବାଳ ଆଲୋକ

  • @SimaBadajena
    @SimaBadajena 8 місяців тому

    Right right 👏👏👏

  • @Baradakanta_Mishra
    @Baradakanta_Mishra 8 місяців тому +1

    Full episode kain??

  • @sureshnayak3993
    @sureshnayak3993 10 днів тому

    ବିଚାବିଭାଗୀୟ ଠିକ୍ ନୁହେଁ close କର ଆଶାର ଆଲୋକ

  • @amarprasad1149
    @amarprasad1149 8 місяців тому +1

    ଏ ଉପସ୍ଥାପକ କୁ ଆଗ ବଦଳା ଯାଉ। ତାପରେ ଯୋଉ କଥା ।

  • @Sahishree_Susanta
    @Sahishree_Susanta 8 місяців тому +3

    Chandi jhia ta sansar ku nasta karuchi pare g marei heba

  • @pradeep7554
    @pradeep7554 3 місяці тому +1

    ଝିଅ ହେଉଛି ଲଗାମ ଛଡ଼ା ପୁଅ ଠାରୁ ଝିଅ ର ବେଶି ଭୁଲ

  • @minaketanmeher9493
    @minaketanmeher9493 4 місяці тому

    Very good judge

  • @rgm-w7k-p9w
    @rgm-w7k-p9w 7 місяців тому +1

    Bhubaneswar ଝିଅକୁ ଖାଲି ଟଙ୍କା ଦରକାର

  • @satyabratadas-z7s
    @satyabratadas-z7s 8 місяців тому +1

    ରୋଗଡିଙ୍ଗ କରିବା ତାର ମୌଳିକ ଅଧିକାର କାହିଁ ସିଏ କରିବନି ଏ ଭଲି ସ୍ତ୍ରୀ ସିଏ ମାନିଥାନ୍ତା । ତୁ କି ପ୍ରକାର ଲୋକ ମଞ୍ଚାସିନ କରେଇଚନ୍ତି । ଭଲ ପାଇବା ନଥିଲା ଠିକ୍ ଭାବରେ ତେଣୁ ଏ Case ତ ହେଲାନା ।

  • @babulkumarj220
    @babulkumarj220 8 місяців тому +2

    ଟିକେ ଭାଷା ପ୍ରୟୋଗ କରିବି କି😝😝😝😝

    • @deepakbarika1282
      @deepakbarika1282 8 місяців тому +1

      ଘୋଡ଼ା ଗେଁହିଁ ମାନେ ଏହୀପରି ଭାଷା କୁହନ୍ତି

  • @KumaraPradeep-jb6dt
    @KumaraPradeep-jb6dt 8 місяців тому +2

    Mo bala jhia

  • @Mm_stydy_time
    @Mm_stydy_time 3 місяці тому

    ମାଇପ ର ପୁରା ଭୁଲ ସେ ଏଇ ଜାଗାରେ ତା ସ୍ବାମୀ କୁ ଅସମ୍ମାନ କରୁଛି ତାହେଲେ ସେ କେମିତି ଭଲ ହେବ

  • @AbhiRaj-lz4ip
    @AbhiRaj-lz4ip 7 місяців тому

    Full support for girl....

  • @sonalinahak4520
    @sonalinahak4520 8 місяців тому +1

    Jhia ku extra ghara darkar

  • @pritipuspamishra8893
    @pritipuspamishra8893 8 місяців тому +1

    Jhhia nku support

  • @GBabu-d6j
    @GBabu-d6j 2 місяці тому

    Balo bichara..

  • @satyanandasahu335
    @satyanandasahu335 8 місяців тому +12

    Jhia ra 💯 bhul achi

  • @SridharDhal-k6b
    @SridharDhal-k6b Місяць тому

    👋👋

  • @jyotsnaranitripathy8367
    @jyotsnaranitripathy8367 8 місяців тому +7

    Jadi kichhi proof na rakhiba ta hele kna kariba .sabubele jhia manank for re jaudgement chalichhi .purusar kichhi katha bi sunajaunahni .Dayakari avali kama karantu nahni .Mancha amar .Bichara kariba saktibi amara achhi .A apisodre Gopabandu sir kahniki nirab achhanti ?Purusatiku vayavita karantu nahni .Uchit bichara karantu .

  • @sumitranaik2514
    @sumitranaik2514 8 місяців тому

    Salut sir❤❤❤❤❤

  • @kartikarout7124
    @kartikarout7124 8 місяців тому +1

    ପୁଅର କଷ୍ଟ ଦେଖି ନପାରି ସେ କହିଲା

  • @mrgoutamrazz735
    @mrgoutamrazz735 8 місяців тому +4

    A jhia ra bahut dosa achi

  • @latsaheb1947
    @latsaheb1947 3 місяці тому +2

    ଝିଅ ଟାଟୁ କରିଛି!

  • @sabitaprusty8035
    @sabitaprusty8035 8 місяців тому +2

    ଏ ଝିଅର ମୁହଁରୁ ଜଣାଯାଏ ବହୁତ ମୁଖରା

  • @SHIBSHAMKARPRADHAN
    @SHIBSHAMKARPRADHAN 2 місяці тому

    ଜଦି ଏ ଆଶାର ଆଲୋକ ଶୋ ରେ ସେ ଝିଅ ତା ସ୍ବାମୀ କୁ ଏମିତି ଭାଷା ରେ ଗାଳି କରୁଛି ତା ଘରେ କେମିତି ଗାଳି ନ କରୁଥିବ ପକା ଘୋଡାଗେଇ ଅଛି ସେ ଝିଅ ସେ ଝିଅର ହିଁ ସବୁ ଭୁଲ୍ ରହୁଛି

  • @krishnapradhan9332
    @krishnapradhan9332 8 місяців тому +1

    Only jhio manaku support

  • @diptisatpathy2799
    @diptisatpathy2799 8 місяців тому +3

    Jia ku apana sapot karuchanti

  • @JayramSanta-b9j
    @JayramSanta-b9j Місяць тому

    ଆରେ ଭାଇ ଏମିତିକା ଝିଅକୁ ଛାଡିଦେବା ଭଲ ଦେଖିଲେ ଜଣା ପଡୁଛି,,,,

  • @malayanayak5923
    @malayanayak5923 8 місяців тому +2

    Nice jode

  • @bijaykumarrout1899
    @bijaykumarrout1899 Місяць тому

    ଧନ୍ୟ ଧନ୍ୟ ଏପରି ବାଳ ମାଇକିନା ନମିଳିବା ଭଲ

  • @madhusmitanayak731
    @madhusmitanayak731 8 місяців тому +3

    Jhia au kouthi chakar achi setipai aete vau khauchi jou toka pakhaku jiba 1 month pare mariba

  • @gopireddy9326
    @gopireddy9326 3 місяці тому

    ଗୋଟିଏ ପୋକ୍ୟ ବିଚାର ସେତିପାଇ ମଇଳା ମାନେ ବେସି କୋରାପ ରାସ୍ତା ରେ ଜାଉଚନ୍ତି,

  • @lalitmohanmishra3561
    @lalitmohanmishra3561 7 місяців тому

    ବିଲୁଆ ବିଚାର
    ବିଚାର ଆମକୁ ଠିକ୍ ଲାଗୁନି
    ସମାଧାନ ହେଲେବି,ବେଶୀଦିନ ତିଷ୍ଠିବନି

  • @kulamanisahoo1318
    @kulamanisahoo1318 4 місяці тому

    Ashar aloka bajya janisa karucha

  • @narendrakumarsahoo1758
    @narendrakumarsahoo1758 8 місяців тому

    One side support heuchhi ashara aloka re bhai pua nku kn pain dosa sabu deuchha se jhia ra alaga kouthi love hei jaichhi ebe bodhe jaha jana paduchhi

  • @sanjaybehera601
    @sanjaybehera601 29 днів тому

    Judge is no judgement.

  • @kunamurmu822
    @kunamurmu822 8 місяців тому +27

    ଝିଅର ରହିବାପାଇଁ ଇଛା ନାହିଁ ରହିବା ଝିଅ ସବୁ ସହିକି ରହିବ

    • @Gayatribeheravlog
      @Gayatribeheravlog 8 місяців тому +11

      Sahibar sima tapile kehi rahibeni

    • @ranjeetamahapatra2641
      @ranjeetamahapatra2641 8 місяців тому +4

      Tma ku tma husband pacharu nathile , tme rahila dekhiba
      Kemiti rahiba

    • @KaminiDeep
      @KaminiDeep 8 місяців тому +3

      Nija upre padile janiba .. tume nischita pua te sethipain hemiti kahucha

    • @itishreesahoo2219
      @itishreesahoo2219 8 місяців тому +4

      Kahiba loka ta bhout kahibe jie biteichhi se janichi kete kasta😢😢

    • @sagarikarout6229
      @sagarikarout6229 8 місяців тому +1

      Kahinki sahiba je

  • @pradipkhilar2314
    @pradipkhilar2314 8 місяців тому +1

    ଝିଅ support କରୁଛନ୍ତି

  • @pintumahanty2656
    @pintumahanty2656 8 місяців тому

    ଭଲରେ ବିଚାର କରୁନି ଆସର ଆଲୋକ

  • @PurnaChandra-ec6dv
    @PurnaChandra-ec6dv Місяць тому

    One said rule

  • @Sidheswar2024
    @Sidheswar2024 8 місяців тому +3

    ସଲାମ sir

  • @subratrout3950
    @subratrout3950 8 місяців тому +1

    Sir l site bichar heuchi

  • @jyotsnaranitripathy8367
    @jyotsnaranitripathy8367 8 місяців тому +2

    Swami stree vitare jebele disput ase setebele record kariba jaruri .Nahele phasijiba .Stree manank pahni law majhavut .

  • @soumyaranjan-oq6hk
    @soumyaranjan-oq6hk 8 місяців тому

    V k pandian saha❤

  • @tapannaik1404
    @tapannaik1404 8 місяців тому +1

    ଆସ ଆମେ ରହିବା

  • @maheswarpradhan3978
    @maheswarpradhan3978 4 місяці тому

    ଝିଅ ଯାହାକଲେ ଠିକ ନେବାରୁ ସବୁ ଏମିତି ହେଇଚି,

  • @UdeshOfficial3
    @UdeshOfficial3 8 місяців тому +2

    Nari maya koi nahi paya😅

  • @ChitraBhatra-u7d
    @ChitraBhatra-u7d 3 місяці тому

    Recoding kari bhala karichi

  • @raghunathasethi9866
    @raghunathasethi9866 8 місяців тому

    ଏ ମଞ୍ଚରେ ଗୋଟେ ପୁଅକୁ ସେ ଲେଡି ବେଜିତି କଲେ,, କାହିଁ ଜଜ କିଛି କହିଲେନି

  • @rankanayak9953
    @rankanayak9953 8 місяців тому

    ଆଉ ଗୋଟେଅଛି ଆକୁପସଦ ଆସୁନି

  • @Mm_stydy_time
    @Mm_stydy_time 3 місяці тому

    Tame କିଛି ନ୍ୟାୟ ଦେଇ ପାରିବନିରେ ନା କୁ ଆଶାର ଆଲୋକ

  • @rameshchandra9691
    @rameshchandra9691 4 місяці тому

    ବିଚାର ଏକତରଫା ହେଉଛି

  • @Mm_stydy_time
    @Mm_stydy_time 3 місяці тому

    Bhaire ଏ ସଲେ କିଛି ନ୍ୟାୟ ଦେଇ ପାରିବେନି

  • @villagebihariodisha3265
    @villagebihariodisha3265 7 місяців тому

    ଝିଅ ତରପରୁ କେତେ ଲାଞ୍ଚ ନେଇଛନ୍ତି ଆଜ୍ଞା

  • @piyushpradhan8971
    @piyushpradhan8971 8 місяців тому

    Boumakesh sir ku 1st jitiba katha.