ମାରବାର ର ଲାଗି ଖଣ୍ଡା ଧରି କି ଆସିଛନ୍ ମୁରିବାହାଲ ବ୍ଲକ୍ ହଳଦୀ ପଞ୍ଚାୟତ ର ସରପଞ୍ଚ ଙ୍କର୍ ସ୍ଵାମୀ ଦେଖୁନ LIVE 🔴

Поділитися
Вставка
  • Опубліковано 25 жов 2024

КОМЕНТАРІ • 1 тис.

  • @ramproduction143
    @ramproduction143 2 місяці тому +187

    ଦେଖା ଯାଉ ମୁରିବାହାଲ ର ପବ୍ଲିକ କେତେ ସପୋର୍ଟ କରୁଚନ ଇ ଦାଦା ମାନକୁ

  • @arucharanpradhan5502
    @arucharanpradhan5502 2 місяці тому +82

    ସେହି ସରପଞ୍ଚ ଓ ତାର ସ୍ଵାମୀଙ୍କୁ ଅତି ଶୀଘ୍ର ଆରେଷ୍ଟ କରି କୋଠର ଦଣ୍ଡ ବିଧାନ କରା ଯାଉ।ଆଗର ବିକୃତି ରୂପ ଦେଖାଉଛି।

  • @thamitpadhan9250
    @thamitpadhan9250 2 місяці тому +378

    ହେ ହାରାମ୍ ଯାଦ୍ ସରପଞ୍ଚ କେ ପୁଲିସ୍ ଜଲ୍ଦୀ arrest କରୁ। ନେହେଲେ ପୁଲିସ୍ ଚୁଡ଼ି ପିନ୍ଧି କରି ଘରେ ରହୁନ୍ ଆର୍ ପବ୍ଲିକ ଉପରେ ଛାଡି ଦେଉନ୍ ।

    • @sharatbiswal8388
      @sharatbiswal8388 2 місяці тому +11

      ପୁରା ପୁରି ସତ୍ କଥା କହୁଛନ୍ ଦାଦା 🙏🙏

    • @sharatbiswal8388
      @sharatbiswal8388 2 місяці тому +10

      ପୁରା ପୁରି ସତ୍ କଥା କହୁଛନ୍ ଦାଦା 🙏🙏

    • @KantabanjiBoy-ci3lo
      @KantabanjiBoy-ci3lo 2 місяці тому

      ua-cam.com/video/6yIKqGtUV1g/v-deo.htmlsi=3Q0PnFVJBLt9hf6u

    • @phulbandh2020
      @phulbandh2020 2 місяці тому +3

      Han Mui bhi kali dekhli sandhya ne haldi re

    • @StatusRKrinku
      @StatusRKrinku 2 місяці тому +2

      ପୁରା ପୁରି ଠିକ କଥା

  • @sgourav10
    @sgourav10 2 місяці тому +77

    ବହୁତ ଧନ୍ୟବାଦ ନିବେଶ ଭାଇ. ସତ୍ୟତା ର ସାମ୍ନା କରିଥିବାରୁ।

  • @DasharathBhoi-y4c
    @DasharathBhoi-y4c 2 місяці тому +208

    ହେ ସରପଞ୍ଚ ନା ରେ କଡା କାର୍ଯ୍ୟାନୁଷ୍ଠାନ ନିଆଯଉ ଭାଇମାନେ

  • @prasantasahusahu919
    @prasantasahusahu919 2 місяці тому +41

    ବହୁତ ବହୁତ ଧନ୍ୟବାଦ ନିବେଶ ଭାଇ , ତୁମର ମାନଙ୍କର ଚେଷ୍ଟା ଫଳରେ ଶଳା ମୂର୍ଖ ହାରାମି କେ ଧରାଯାଉ , ନିବେଶ ଭାଇ ଙ୍କୁ ମୋର❤️ ଧନ୍ୟବାଦ ଭାଇ

  • @Akeswar1
    @Akeswar1 2 місяці тому +75

    ହେ mgh ସରପଞ୍ଚ ହେବାର ଯୋଗ୍ୟ ନୁହେଁ...ଜେଲ୍ ହଉ

  • @GnsCreations
    @GnsCreations 2 місяці тому +63

    . ଗାଁର ଲୋକଙ୍କୁ ଧନ୍ଯବାଦ ମିଡିଆକୁ ସପୋର୍ଟ କରୁଥିବାରୁ

  • @samaruhernna4118
    @samaruhernna4118 2 місяці тому +109

    ସେ ସରପଞ୍ଚ କେ ଆରେଷ୍ଟ କରାଯାଉ ତୁରନ୍ତ

  • @rjunTuti
    @rjunTuti 2 місяці тому +3

    ସବୁ ପୋଲିସ ଷ୍ଟାର୍ଟନ ରେ ୧୦ ଟା ଲେଖାଏଁ ବାଟାଲିୟନ ଦିଅ Emergency ରେ ଇମେଡିଏଟଲ୍ୟ ପହୁଚ ବେ ଘଟଣା ସ୍ଥଳରେ

  • @Akeswar1
    @Akeswar1 2 місяці тому +94

    ଦୁର୍ନିତୀ ହଟବର୍ ଲାଗି ଗୁଟେ ଗ୍ୟାଙ୍ଗ ବନଲେ ଭଲ ହେତା.....କିଏ କିଏ ଭଲ ହେବା ବଳୁ ଛ like କର 👍

    • @ramproduction143
      @ramproduction143 2 місяці тому +12

      @@Akeswar1 right 👍 mor samiya jadi sabu dist Sabu block sabu GP re Jen dina Hebe se dina durniti Karu mankar khel khatam 101%

    • @thabirabagarty3917
      @thabirabagarty3917 2 місяці тому +4

      Bhal idea te da ....Bhal heba

    • @Akeswar1
      @Akeswar1 2 місяці тому +2

      ​@@ramproduction143Right

    • @Basanth123
      @Basanth123 2 місяці тому +1

      Mui bi ha balu6e

    • @prasantasahu1194
      @prasantasahu1194 2 місяці тому +1

      Mui bi

  • @AnandBiswal-m3r
    @AnandBiswal-m3r 2 місяці тому +26

    ❤ ମୋର୍ ସମିୟା ଜିନ୍ଦାବାଦ୍
    ନିବେଶ୍ ଦାଦା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
    ସରପଞ୍ଚଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର୍ ସେଥିପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଅନୁରୋଧ

  • @The_ViRuS_07
    @The_ViRuS_07 2 місяці тому +82

    ଜଲଦି ସରପଞ୍ଚ କେ ବି ବହିଷ୍କାର କରାଯାଉ

  • @Akeswar1
    @Akeswar1 2 місяці тому +64

    ପଇସା ଖାଇ କରି ସରପଞ୍ଚ ବନାଲେ... ଇନ୍ତା ସରପଞ୍ଚ ମାନେ ବହାରିସନ୍

  • @Yadavbhai-b5e
    @Yadavbhai-b5e 2 місяці тому +115

    ମୋର୍ ସମିୟା ଜିନ୍ଦାବାଦ ଜିନ୍ଦାବାଦ

  • @mahadev8929
    @mahadev8929 2 місяці тому +5

    ସରକାର କେ ଅନୁରୋଧ ସରପଞ୍ଚ କେ ପବ୍ଲିକ ଉପରେ ଛାଡ଼ି ଦିଅ ଯାଉ

  • @DUKHANASHANYADAV
    @DUKHANASHANYADAV 2 місяці тому +103

    ସାବାସ ନିବେଶ୍ ଦାଦା ❤ ସେ ସେଲ୍ୟୁଟ

  • @birendraseth7189
    @birendraseth7189 2 місяці тому +137

    ଚୋର ଶଳା ସରପଞ୍ଚ ପୋଲିସ ରେ ଦିଅ ଜଲ୍ଦୀ

  • @golson.q6567
    @golson.q6567 2 місяці тому +16

    ଓଡ଼ିଶା ର ଅସୁବିଧା ହେଲା ତୁମେ ଜମାଟୋ app ରେ ଖାଇବାର୍ oder କଲେ 5 ମିନିଟ୍ ରେ ଆସିବ ହେଲେ ଓଡିଶା ପୋଲିସ୍ କେ ଘଟଣା ସ୍ଥଳ କେ ପଞ୍ଚିବl ପାଇଁ 2 ଘଣ୍ଟା କେ 72 ଘଣ୍ଟା ହେଲେ ବି ନାହିଁ ଆସନ୍ .... ଜୁହାର ଓଡିଶା ପୋଲିସ୍ କେ

  • @akhilasahu4386
    @akhilasahu4386 2 місяці тому +118

    ଇ ସରପଞ୍ଚ କେ ନିଲମ୍ବିତ କରାଯାଉ

    • @DhaneswarMallik-tk6vd
      @DhaneswarMallik-tk6vd 2 місяці тому +1

      Right

    • @bipinmajhii6671
      @bipinmajhii6671 2 місяці тому +5

      ନିଲମ୍ୱିତ୍ କଲେ କଣା ହେବା ତାକୁ ଫାଶୀ ଦିଆ ଯାଉ

    • @amishra.bgr18
      @amishra.bgr18 2 місяці тому

      Kenta daa 1000 ar chiken bhat kahin gala

  • @Decem94
    @Decem94 2 місяці тому +30

    ଆଜି ମୋର୍ ସମୀୟା news ଭଲ ଲାଗିଲା

  • @ratnakarmishra5553
    @ratnakarmishra5553 2 місяці тому +1

    ମହିଳା ସରପଞ୍ଚଙ୍କ ସ୍ଵାମୀ ମାନେ ପଞ୍ଚାୟତ ଅଫିସ ଯିବା ଓ ପଞ୍ଚାୟତର ଆନୁଷଙ୍ଗିକ କାର୍ଯ୍ୟ ରୁ ଦୂରେଇ ରହିବା ପାଇଁ ଆଇନ୍ କାନୁନ୍ କରାଯିବା ଉଚିତ୍।

  • @satyamsibamdash2780
    @satyamsibamdash2780 2 місяці тому +45

    ଯିଏ ସତ୍ କହସିି ତାର ଜାଗା ଇ ଦୁନିଆ ରେ ନାଇ ନ..... ଆଉ ଆମର ଓଡ଼ିଶା ପୋଲିସ ତ ନେତା ମାଙ୍କର ଚାମଚା ଏ..... ହେଥିର ଲାଗି ଗୁଣ୍ଡା ବଢ଼ୁଛନ...... ଧନ୍ୟବାଦ ଦାଦା ଏତେ ହେଲା ପରେ ବି ତୁମେ ମାନେ ସେବା ନାଇ ଛାଡବାର..... ଆମେ ତୁମର ସଙ୍ଗେ ସବୁ ବେଳେ ଅଛୁ.....#balangirpolice#muribahalpolice#bjpodisha#odishapolice

  • @dipfragnant
    @dipfragnant 2 місяці тому +35

    ଇ ଶଳା ସରପଞ୍ଚ ର ସ୍ବାମୀ ଗୋଟେ ବିଜେଡି ଦଲାଲ୍ ନିଶ୍ଚେ ହେଇ ଥିବା। ସେ ସରପଞ୍ଚ ର ସ୍ବାମୀ କାଇଞ୍ଜେ ସରପଞ୍ଚ ର କାମ୍ କରୁଛେ।

    • @ramproduction143
      @ramproduction143 2 місяці тому +1

      @@dipfragnant Sabu jagare saman aae ladies sarpanch band karidebar katha

    • @basantatumunia6822
      @basantatumunia6822 2 місяці тому

      Right ​@@ramproduction143

    • @fakirherna-cz6ii
      @fakirherna-cz6ii 2 місяці тому

      Han jadi BJD dalal abeto bjp sarkar achhe taku jell karajau

  • @choleswarsa5496
    @choleswarsa5496 2 місяці тому +10

    You are true reporter of our western Odisha❤

  • @timepasscreative6794
    @timepasscreative6794 2 місяці тому +2

    ସାମ୍ବାଦିକ ମାନଙ୍କ ଜୀବନ ପ୍ରତି ବିପଦ ରହିଛି ସରପଞ୍ଚ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ହେଉ

  • @bindeswarnag5879
    @bindeswarnag5879 2 місяці тому +33

    ଜୟ.🙏🙏🙏.. ମହାକାଲ ଲୁଟେରା ସରପଞ୍ଚ ମାନେ ସୁଧିରି ଯାଆ

  • @malayaluha5424
    @malayaluha5424 2 місяці тому +11

    ଗାଡି ର ଆଗେ ତ୍ରିରଙ୍ଗା ପତାକା ଲଗେଇଛେ,ଆଉ ପଛ ଆଡେ ତଲବାର ଅଛେ, ଆଉ ମାରିବାକୁ ଯାଉଛେ , ଇଟା ତ୍ରିରଙ୍ଗା ପତାକା ର ବି ଅପମାନ, ନିବେଶ ସାର୍ ଡରବାର କିଛି ନାଇଁ ନା ଆଗେ ମାଡ଼ିଚାଲା

  • @sambalpuriartistzone2576
    @sambalpuriartistzone2576 2 місяці тому +6

    ମାଦର୍ ଚୁତ୍ ସରପଞ୍ଚ କେ ଆଜୀବନ କାରଦଣ୍ଡାଦେଶ ଦିଆଯାଉ

  • @Lopa__18
    @Lopa__18 2 місяці тому +26

    ନା କେ ଖାଲି ଦେଶ ସ୍ବାଧୀନ ହେଇଛେ.... ହେଲେ ନିଜେ କେହିବି ସୁରକ୍ଷିତ ନାଇଁ ନ ସତ କଥା କହେଲେ ବି ଲୋକେ ସୁରକ୍ଷିତ ନାଇଁ ନ.... ଠିକ୍ ଭାବରେ ଗାଁ ର ସମସ୍ୟା କେ ଦୂର ନାଇଁ କରିବାର ଆଉ ଦାଦାଗିରି କରୁଛନ୍....

  • @sidhantasahu6283
    @sidhantasahu6283 2 місяці тому +45

    ହେ ଚୋର ସରପଞ୍ଚ କେ‌ ଜଲଦି ଆରେଟ କରାଯାଉ

  • @Pabitrakumbhar8412
    @Pabitrakumbhar8412 2 місяці тому +5

    ସରପଞ୍ଚ ପଦବୀ ରଦ୍ଦ କରି ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଆରେଷ୍ଟ କରାଯାଉ।

  • @Yams542
    @Yams542 2 місяці тому +34

    ହେ ସରପଞ୍ଚ ର ପଛ୍ ଆଡେ ଖଣ୍ଡା କେ ଢୁକେଇ ଦିଅ । ତାର୍ ଗିଜ୍ ଯଲଉ ଥିବା

  • @trinathpadhan6751
    @trinathpadhan6751 2 місяці тому

    ସମ୍ପଦ କାଳେ ସର୍ବେ ସଖ l , ବିପଦେ ନ ଦିଆନ୍ତି ଦେଖା ।ୟାହାବି ହଉ ଗ୍ରାମବାସୀ ତଥା ମାଆ ମାନଙ୍କୁ ବିଶେଷ ଧନ୍ୟବାଦ୍ ଯେ ଇ ସମିଆରେ ଆସିକରି ଠିଆ ହେବାର ଟା, ଆ ଉ ସାହାସ ଦେବାର ଟା,ନିହେଲେ ବର୍ତ୍ତମାନ ସମିଆ ରେ ଏତିକି ବି ଦେଖା ନି ମିଳେ , ଦେଖୁଁ ଅଗକେ କାଣା ହଉଛେ ,,,,,,,,

  • @KrusnaPadhan
    @KrusnaPadhan 2 місяці тому +32

    ହେ ସରପଞ୍ଚର ପୁଦିଖଣ୍ଡା ପସ

  • @MulabatiSa
    @MulabatiSa 2 місяці тому +1

    ପ୍ରଶାସନିକ ଅବହେଳା ଠିକ ନୁହେଁ l ସରପଞ୍ଚ ଙ୍କ ସ୍ୱାମୀକୁ ଆରେଷ୍ଟ କରାଯାଉ

  • @ugresanbarik1288
    @ugresanbarik1288 2 місяці тому +7

    ଲୋକାଲ ପୋଲିସ ଯଦି ଧ୍ୟାନ୍ ନେ ଦେବାର ତ ବଲାଙ୍ଗୀର ଏସପି ଙ୍କୁ ଯୋଗା ଯୋଗ କରୁନ ଆଉ ଜଲଦୀ ଅର୍ରେଷ୍ଟ୍ ହଉ

  • @alokpurohit
    @alokpurohit 2 місяці тому +2

    This is completely a criminal activity, the Sarpanch must proceed to court.
    I am proud of you bro, you have done such a brave work.
    " ଦୁର୍ନୀତିଖୋର୍ ବ୍ୟକ୍ତିଙ୍କୁ ନୀତିର ଏନ୍ତା ସାହସ ଦେଖାବାର ଅଛେ ଯେ ଇନ୍ତା ଛିନ୍ ଛତର ହେଇକରି ପଲାବାର କଥା।"

  • @SupportIndia-b1d
    @SupportIndia-b1d 2 місяці тому +20

    ଏ ନ୍ତା ସରପଞ୍ଚ ର ଘରେ ଆମେ ଗିହେସୁ

  • @bhimsenmajhi7811
    @bhimsenmajhi7811 2 місяці тому +1

    ମାଗିହା ସରପଞ୍ଚ କେ ଆରେଷ୍ଟ କରା ଯାଉ, ପୋଲିସ ଯଦି ଆରେଷ୍ଟ ନେଇଁ କଲେ ମାଗିହା ପୋଲିସ କେ ଚୁଡ଼ି ପିନ୍ଦେଇ କରି ଧୁମ ଛେଛ

  • @BhubanMajhi-og4xr
    @BhubanMajhi-og4xr 2 місяці тому +5

    🙏More samiya Jindabad nibesh dada apanku bahut bahut dhanyabad

  • @bimalmuna6265
    @bimalmuna6265 2 місяці тому +2

    So courageous Nibesh Bhai....True Reporting

  • @gudducreative4142
    @gudducreative4142 2 місяці тому +14

    ତମର ଏନ୍ତା ସଚୋଟ ଆଉ ଇମାନଦାର ନିୟୁଜ ଦେବା ଲୋକ କେ ଦିଲ ସେ ଧନ୍ୟବାଦ 🙏🙏🙏🙏🙏

  • @pscrazyworld3021
    @pscrazyworld3021 2 місяці тому +1

    ପୋଲିସ ଆଉ ଅଫିସର ମାନଂକର କାମ ମିଡ଼ିଆ ଭାଇ ମାନେ କରୁଛନ ଆଉ ଏନ୍ତା ଅଯୋଗ୍ୟ ବ୍ୟକ୍ତି ମାନଂକର ପର୍ଦାଫାଶ କରୁଛନ...ଏଥିର ଲାଗି ନିବେଶ ଭାଇ ଆଉ ମୋରସମୀୟା ସାଙ୍ଗେ ଆଉ ଯେ ପଶ୍ଚିମ ଓଡିଶା ର ଯେତେବି news ଚେନାଲ ଅଛନ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ... ଏନ୍ତା ମାଡିଚାଲୁନ ଆମର ପଶ୍ଚିମ ଓଡିଶା ବହୁତ ଆଗକେ ଯିବା.. ଆଉ ଏନ୍ତା ପତ୍ରକାର ଯେନମାନେକି ନିଜର ଜୀବନକେ ବାଜିଲଗେଇ ଲୋକ ମାନଙ୍କର ଦୁଃଖ ଅସୁବିଧା କେ ନିର୍ଭଏ ରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ... ଏନ୍ତା ପତ୍ରକାର ମାନଂକୁ ଆମର ଅଂଚଳରେ ପାଇକରି ଆମେ ବହୁତ ଗର୍ବ ଅନୁଭବ କରୁଛୁ... ମାଡିଚାଲ ଭାଇମାନେ ଆମେ ସମସ୍ତେ ତୁମର ସାଙ୍ଗେ ସବୁବେଳେ ଅଛୁଁ 👍🙏🇮🇳

  • @birakalsai7301
    @birakalsai7301 2 місяці тому +4

    ପୋଲିସ ପ୍ରଶାସନ ଙ୍କୁ ଅନୁରୋଧ ତା ନାଁ ରେ ବଡ଼ ବଡ଼ ଦଫା ଲାଗୁ ସରପଞ୍ଚ ର ପୌୱାର ବାହାରି ଜୀବ

  • @sachandru4341
    @sachandru4341 2 місяці тому

    ହେ ସରପଞ୍ଚ କେ ଜେଲ୍ ହେଉ ତାର ସାଙ୍ଗେ 2 ଲକ୍ଷ ଜୋରିମାନା କରାଯାଉ।
    ଆରୂ ସରପଞ୍ଚ ପଦରୁ ବହିସ୍କାର କରାଯାଉ।
    ❤❤❤

  • @birendraseth7189
    @birendraseth7189 2 місяці тому +15

    ପୋଲିସ ମାନେ ବି ଚୋର ଆଏ ଭାଇ ହେତିର ଲାଗି ତ ନି ଅlସବlର ପlକକେ

  • @kalianag719
    @kalianag719 2 місяці тому +1

    ହେ ସରପଞ୍ଚ କେ ହାଣି ଦିଅ ବୋ ରୁମ ଖାଈ ଯିବା ନେହେତ
    ଡାକ ମାଗିହା କେ ମୁଇଁ ହାଣି ଦେମି

  • @Onemanarmy334
    @Onemanarmy334 2 місяці тому +3

    ଦାଦା ତମେ ନ୍ୟାୟ ରେ ଚାଲ ମା ସମଲେଇ 🚩🚩🚩🙏🙏🙏ତମକୁ ସବୁବେଳେ ଆଶୀର୍ବାଦ କରିଥାଉନ 🎉🎉🎉

  • @SANJIBSWADEEPPRODUCTION
    @SANJIBSWADEEPPRODUCTION 2 місяці тому +2

    ଧନ୍ୟବାଦ ହେ ମାଆ ମାନଙ୍କୁ ଏତେ ସର support କର ବାର ନୁ । ଏନ୍ତା ଜନ ସଚେତନ ହେଲେ ଯାଇ ଦେଶ ଆଗକେ ଯିବା। ନିବେଶ ଦାଦା କେ ବି ଧନ୍ୟବାଦ ଯେ ସବୁ ବେଳେ ସତ୍ ର ସାମ୍ନା କରୁଥିବାର ରୁ।

  • @omkarmajhi9623
    @omkarmajhi9623 2 місяці тому +17

    ଲୋକ କେ ଠକି ଭଣି କରି ବୁଲେଟ କିଣିଛେ ଆଉ ଦାଦାଗିରି ଦେଖୁଉଛେ ଶଳା କେ ଚି଼ମଟା ଦାଗ ଦିଅ

  • @BrahmacharyBoy
    @BrahmacharyBoy 2 місяці тому +46

    ସରପଞ୍ଚ କେନ୍ କେ ଗଲା... ?
    FIR dia ଶଳା ର ନା ରେ gun 🔫 ଖଣ୍ଡା ରଖି କରି ଦାଦାଗିରି ଦେଖାଉଛେ...🤬

  • @dillippandey3088
    @dillippandey3088 2 місяці тому +8

    Grambasi aasi kari support karbar lagi bahut bahut dhanyavad koti koti juhar

  • @Keyboardboy-Sushil
    @Keyboardboy-Sushil 2 місяці тому +1

    ପୋଲିସ ଖାଲି ହେଲମେଟ ଚେକିଙ୍ଗ୍ ବେଲେ ଆଘୋ ଯେଇପାର୍ ସନ୍ ଆଉ ଇମାନେ କହାକେ ସାହାଯ୍ୟ କରିପାରବେ କାଏ ଆଜ୍ଞା।

  • @mahadevkharsel5569
    @mahadevkharsel5569 2 місяці тому +6

    ଇ ଭିତରେ ପୋଲିସ ର ପୁରା ହାତ ଅଛେ ସେଥିର ଲାଗି ପୋଲିସ ଏଵେ ଯେକ୍ ନି ଆସ୍ ଵାର । ନିଶ୍ଚିତ ରୁପେ ଏହି ଆସାମି ର ସାଙ୍ଗେ ପୋଲିସ ର ହାତ ଅଛେ।

  • @KalkiAvatar-z2e
    @KalkiAvatar-z2e 2 місяці тому +2

    ଯାହାବି ହେଉ ମୋର୍ ସମିୟା କେ ଅନୁରୋଧ୍ ଇଥିର୍ ଫଲାଫଲ୍ ଟା ସବୁ ଦେଖାବ....

  • @trilochanpatra2020
    @trilochanpatra2020 2 місяці тому +8

    ହେ ମାଗିହା କେ ଗୁଁ ଖୁଆଇ ଦିଅ। ଗୁଣ୍ଡା ଗର୍ଦୀ ଛାଡି ଯିବା ସାଙ୍ଗେ ସାଙ୍ଗେ

  • @AmbiPadhan-j7c
    @AmbiPadhan-j7c 2 місяці тому

    ବହୁତ ଧନ୍ୟବାଦ ଦାଦା ତୁମର ଚେନାଲ ଆଉ ତମକୁ ତମକୁ ସମସ୍ତେ ସପୋର୍ଟ କରବେ

  • @tularamnag9149
    @tularamnag9149 2 місяці тому +8

    Police ke request karuchhu jaldi jaldi sarpanch ke girap karun

  • @ramproduction143
    @ramproduction143 2 місяці тому +30

    ହେତାକେ ନୁରି ଖୁଜିକରି ମାରିଦିଅ

  • @KshirodraBhue-x8e
    @KshirodraBhue-x8e 2 місяці тому +12

    Immediately arrested chorke, jay reporter br. Morsamia

  • @The_ViRuS_07
    @The_ViRuS_07 2 місяці тому +10

    ଏବେ ଦେଖାଯାଉ ପୋଲିସ୍ ପ୍ରଶାସନ କାଣା ପଦକ୍ଷେପ ନଉଛେ

  • @smrutiranjanchhatria325
    @smrutiranjanchhatria325 2 місяці тому +8

    ପୋଲିସ ବି ପଇସା ଖାଉଛେ ଇ ନେତା ମାନକର ନୁ l

  • @samirtandi6050
    @samirtandi6050 Місяць тому +1

    Tikkahucha.bhai

  • @ramproduction143
    @ramproduction143 2 місяці тому +7

    Maa manku mar koti koti juhar he sarpanch ra gharke jaikari bhangi daun🙏

  • @trinathpadhan6751
    @trinathpadhan6751 2 місяці тому

    Dhanyawad nibes bhai, tumar ma bapa nku sat sat naman ,ye Tumar bhalia bira puyrake janam dechhan ,dhanya tumar sahhas ,dhanya tumar dimak ,bhagaban sada sarbada tumar mangal karun etiki prarthana 🎉🎉🎉🎉 Jaya Sri Ram,,,,

  • @Lopa__18
    @Lopa__18 2 місяці тому +12

    ମୋର ସମିୟା କେ ବହୁତ ବହୁତ ବହୁତ ଧନ୍ୟବାଦ ❤❤❤❤❤

  • @ashokkisan215
    @ashokkisan215 2 місяці тому +2

    ହେତାକେ ନବଦାସ ଭଳି ଗୁଲିମାରି ଦିଆ ଜାଉ

  • @Raju-oh2pt
    @Raju-oh2pt 2 місяці тому +26

    ଦାଦା ଯାଉଛୁ ଆମେ 10ଲୋକ 🙏🙏

  • @NaradSeth
    @NaradSeth 2 місяці тому +2

    ଦୟା କରି ମିଡ଼ିଆ କୁ ସହଯୋଗ କରନ୍ତୁ
    ମିଡ଼ିଆ ସମାଜ ର ଅଗ୍ରଗତି କରୁଛି ❤

  • @BinotMahanand
    @BinotMahanand 2 місяці тому +9

    ମିଡିଆ ଦେଶ ସେବା କରୁଛନ🇮🇳

  • @surathadharua6749
    @surathadharua6749 2 місяці тому

    ବହୁତ୍ ବହୁତ୍ ଧନ୍ୟବାଦ୍ ଗଣ ମାଧ୍ୟମ ପ୍ରତିନିଧି ବନ୍ଧୁ ମାନେ। ଧର୍ମ ର ଜୟ, ଅଧର୍ମ ର ପରାଜୟ

  • @gudducreative4142
    @gudducreative4142 2 місяці тому +12

    Bahut badhia dada mor samiya jindabad 🙏🙏🙏🙏🙏

  • @BiduraBag-x9z
    @BiduraBag-x9z 2 місяці тому +1

    Maa manku bahut bahut dhanyabad mate takar gan na jaga tike milbake media bhai tike kaheba henta maa mankar gan rahele aakke unati mil ba jai kosha jai bhim

  • @BD22447
    @BD22447 2 місяці тому +5

    Mor Samiya Jinnda bad Good news

  • @PARSURAMBAGARTI-b7q
    @PARSURAMBAGARTI-b7q 2 місяці тому

    ଧନ୍ୟବାଦ ସାମ୍ବାଦିକ ଭାଇ ଆପଣଙ୍କ ମାଧମରା ସରକାର ଙ୍କୁ ଜଣାନ୍ତୁ ମହିଳା ସରପଞ୍ଚ ମାନଂକ ସ୍ୱାମୀ ମାନଙ୍କର ପଂଚାୟତ ଏବଂ ପଂଚାୟତ ର ସବୁ କାମ କୁ ହସ୍ତକ୍ଷେପ କରବା ବାରଣ କରନ୍ତୁ ଏବଂ ଏହା ଅନ୍ୟାୟ

  • @BibekanandBanchhor-mt7du
    @BibekanandBanchhor-mt7du 2 місяці тому +5

    ନିବେଶ ସାର ଆପଣ ଙ୍କୁ ବହୁତ ବହୁତ ଧନ୍ଯବାଦ 🙏

  • @BijuBhai100-k1k
    @BijuBhai100-k1k Місяць тому

    ସରପଞ୍ଚ ke👌ବହୁତ ମାଡ ଦରକାର ମାଘିଆ କେ 👊👊👊

  • @amitmallik3743
    @amitmallik3743 2 місяці тому +3

    BJP sarkar ke anuradh se sarpanch ke dismissed kari tar husband ke Jail patha jau 🙏

  • @motiramputel9130
    @motiramputel9130 2 місяці тому

    ସରପଞ୍ଚ କୁ ସରପଞ୍ଚ ରୁ ବହିଷ୍କାର କରିଦେବା କଥା ପୋଲିସ ଆରେଷ୍ଟ କରିବା କଥା.

  • @Durbadal_official
    @Durbadal_official 2 місяці тому +4

    ନିବେଶ Sir ଦୟାକରି ଦିଡିଓ, କଲେକ୍ଟର, ଆରକ୍ଷୀଧିକାରି ଭେଟ ଆରୁ ସମସ୍ତଙ୍କର ପ୍ରତିକ୍ରିୟା ନେଉନ

  • @harpaldhanmat2317
    @harpaldhanmat2317 2 місяці тому

    ଧନ୍ୟବାଦ ମୋର ସମୀୟା ର ସାମ୍ବାଦିକ ଭାଇ, ଆପଣ ଙ୍କ ସାହସ, ଧର୍ଯ୍ୟ, ନିଷ୍ଠା, ପୁରୁଷ ପଣିଆ ଆଜି ସମସ୍ତଙ୍କୁ ଚକିତ କରି ଦେଖେଇ ଦେଇଛି, ଏପରି ସାମ୍ବାଦିକ ହେଲେ, ଓ ଏପରି ସାହସୀ ମା ମାନେ ଆଗେଇ ଆସିଲେ ଲୋକ ନ୍ୟାୟ ପାଇ ଵା ପାଇଁ, ବିଶ୍ୱାସ କରିବେ,, ହଁ ସେ ସାମ୍ବାଦିକ ଜଣକ ଭୟରେ ଗୋଟେ ଛୋଟ ଭୁଲ କୁ ଆପଣ ସାଙ୍ଗରେ ଥାଇ ଏତେ ସାହସ ଦେବା ସତ୍ୱେ ମଧ୍ୟ ବାର ବାର କହୁ ଥିଲା, ଯାହାକି ଆପଣ ବି ତାର ଭୁଲ କୁ ଧରି ପାରି ତାକୁ ସେପରି ନ କହିବାକୁ ସାହସ, ପରାମର୍ଶ ଦେଇ ଥିଲେ, ମୁଁ ବି ସେ କଥା କୁ ବିରୋଧ କରୁ ଥିଲି,, ଏଣୁ ସେ ଭୁଲ କୁ ଆପଣ ଭୁଲି ଯାଇ ତାଙ୍କୁ କ୍ଷମା କରି ଦେବେ l

  • @mbs_video_editing143
    @mbs_video_editing143 2 місяці тому +6

    ସାବାସ ନିବେଶ ଦାଦା ❤❤

  • @anandachandrapadhan2482
    @anandachandrapadhan2482 2 місяці тому

    Very good reporting brother Nabin bhai.continue your work. 🎉🎉

  • @Lucifer-lucifer109
    @Lucifer-lucifer109 2 місяці тому +6

    ମା ମାନେ ଏନ୍ତା ଚେତି ପଡ ଜଳଦି 🙏🏻🙏🏻

  • @kaliakhura8441
    @kaliakhura8441 2 місяці тому

    ହେ ସରପଞ୍ଚ କେ ବହିଷ୍କାର କରାଯାଉ ହେ ମାଗିହା କେ ପିଟା ଭାଇ ମାନେ

  • @kambubandaki1989
    @kambubandaki1989 2 місяці тому +2

    Sarpunch k jaldi arrest karajau nai hele police station gherao heba Jay mor samiya

  • @KumaarTandi-dy5bi
    @KumaarTandi-dy5bi 2 місяці тому

    He sarpanch ke arest karan .mor samiya jindabad❤

  • @FakircharanBag-x9k
    @FakircharanBag-x9k 2 місяці тому +3

    Sarpanch dosi baile danda dia jau kintu jati pratha ra naa nei ki rajniti nai kara reporter manku anurodh

  • @SapneswaraPanda
    @SapneswaraPanda 2 місяці тому +1

    Muribahal ganre lokmane achhanki neina. Edete kathate helapare bi apanmane chup padichhan. Dhanya tumar munus jiban.

  • @Lucifer-lucifer109
    @Lucifer-lucifer109 2 місяці тому +5

    ମାଘୀଆ ତାର ମା କେ ଗିଆମୀ ଯେ.. ହେ ମାଗିହା ର ଫଟୁ ଦିଅ. 😡😡

  • @PremanandaKhamari-fg5vy
    @PremanandaKhamari-fg5vy 2 місяці тому +1

    A MAN WHO FIGHT FOR THE RIGHT ❤
    WITHOUT HIS CARE ❤
    I SALUTE YOU
    NIBES PANIGRAHI SIR❤

  • @samaruhernna4118
    @samaruhernna4118 2 місяці тому +6

    ମୋର ସମିୟା ନ୍ୟୁଜ କେ ଧନ୍ଯବାଦ ❤❤❤

  • @Tribhuban8897
    @Tribhuban8897 2 місяці тому +1

    Bas apan mankar enta eka support darkar 🎉 thank you so much mor samiya channel......ee video ta 22 hrs ne 1 lakh views asi gala enta bhal kam mane karte chalo....jai hind

  • @ramproduction143
    @ramproduction143 2 місяці тому +51

    ନିଜର ସେପଟି ଲାଗି ପିସ୍ତଲ ମାନେ ରଖୁନ୍ ଦାଦା ମାନେ

    • @rahulff1749
      @rahulff1749 2 місяці тому +2

      Kena milsi angya

    • @Broken_heart22-k1x
      @Broken_heart22-k1x 2 місяці тому

      ​@@rahulff1749mor na ache desi ta

    • @ramproduction143
      @ramproduction143 2 місяці тому +2

      @@rahulff1749 kirana store ke jiba milba😁

    • @rahulff1749
      @rahulff1749 2 місяці тому +1

      Majak nai bhabu n angya

    • @Bijayk3
      @Bijayk3 2 місяці тому

      Sange Hydrogen Bomb gute gute😡😡😡....

  • @laxman9145
    @laxman9145 2 місяці тому

    News reports ଏକତା ଜିନ୍ଦାବାଦ 👍

  • @FunnyAditi27
    @FunnyAditi27 2 місяці тому +7

    କଲା ସରପଂଚ କେ ସବକୀରି ସାମ୍ନାରେ ଚପଲ ଚପଲ କରି ପିଟବାର ତଥା ସାରା ଚରବୀ ବହୁତ ବଢି ଗଲାନ

  • @sambalpuriofficial_143
    @sambalpuriofficial_143 2 місяці тому +2

    Mor hisabe...in 2025...mor samiya reporter asuchan..kahele..sabu durniti khor neta mantri mankar gan phatb😅😅

  • @ramproduction143
    @ramproduction143 2 місяці тому +8

    Laba Suna angya ke Contact karun jaldi❤

    • @pabitra1220
      @pabitra1220 2 місяці тому +3

      Laba suna 1 number lok katha kahibar lagi

  • @mbaditing2924
    @mbaditing2924 2 місяці тому

    ହେ ଧୋପ ଶାଟ ପିନିଛେ ହେ ବୁଢ଼ା ପୂରା ମୁରୁକ ଏ କେ ଝନେକର ଜୀବନ ଉପରେ ବିପଦ ଅଛେ ଗୁଟେ ନିଉଜ ରିପୋଟର