ପୁନର୍ଜନ୍ମ ଭୀମ ଭୋଇ || ଶେଷ ମୋହନ ସାହୁ , Mahulpali || ଅଦ୍ଭୁତ କାହାଣୀ ଏ କଳିଯୁଗ ର
Вставка
- Опубліковано 9 лют 2025
- ପୁନର୍ଜନ୍ମ ଭୀମ ଭୋଇ || ଶେଷ ମୋହନ ସାହୁ , Mahulpali || ଅଦ୍ଭୁତ କାହାଣୀ ଏ କଳିଯୁଗ ର
#jr_sushant_vlogs
#bhimabhoimalika
#bhimabhoibhajan
#sesamohan_mahulpali
#viral_video_mahulpali
#bhima_bhoi_viral_news
ଦୁବ ଠାରୁ ହୋଇ ସରୁ -ମନେ ମନେ ଦେବ ଦାରୁ //ଅତି ଗର୍ବେ ହତ ଲଙ୍କା //ଭୀମ ଭୋଇ ଙ୍କ ସାଙ୍ଗରେ ଆପଣ ଙ୍କୁ ତୁଳନା ନାଇଁ କରନୁ. ଭୀମ ଭୋଇ ବାଳ କେ ବି ସରି ନାଇଁ ହେଇ ପାରୁ, ଆଦିପରା ଶକ୍ତି ଶରଣମ 🙏🙏🙏
Bahut bahut juhar bheema bhoi ku, punar janma nei ki amku bhala rasta dekhaba lagi bahut bahut dhanyabad 🙏🙏🙏
sabu sat heba pura sat heba
jaya jagannath jaya maa samaleswari
🙏🙏🙏Alekha Mahima Jay Nirakar Brahama
ଭୁଲ
Jay Guru dev🙏🙏🙏🙏🙏
Jay Jagannath ❤❤❤❤❤
ସେ ଯାହାହେଉ, ସମସ୍ତେ ସତ୍ୟ ଧର୍ମ ଶାନ୍ତି ପ୍ରେମରେ ବ୍ରହ୍ମ ଉପାସକ ହେଇ ଚଳିବା ଉଚିତ୍, ଯେତେଦୂର ସମ୍ଭବ।
🙏🙏🙏 ଭୀମ ଭୋଇ ଙ୍କ ପାଦ ତଳ କୋଟି କୋଟି ପ୍ରଣାମ।
0:26 ଏ ବୁଢା ଆମ ଗାଁ ପାଖ ରେ ତାଙ୍କର ଗାଁ । ଏ ଠଗୁ ଛି ଭିମ ଭୋଇ ନୁହେଁ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି । ଭୀମ ଭୋଇ ତ ନିରାକାର ନିର୍ଗୁଣ ଉପାସକ ଥିଲେ । ଆଉ ଇ ବୁଢ଼ା ତ ସାକାର ଦେବୀ ଦେବତା ଆରାଧନା କରୁଛେ । 😂😂😂 ପଣ୍ଡିତ ହୋଇପାରେ ଶେଷ ଦେବ ସାହୁ କିନ୍ତୁ ଭୀମ ଭୋଇ ବୋଲି କହୁଥିବାରୁ ବହୁତ ଦୁଃଖ ର କଥା ଏ 🎉
Chanel bhaiku dhanya, sahoo Bhai jaha kahuchanti 100/ Satya Bali mu manuchi, bahi anibaku tanka gharaku jibi, jay vimbhoi Jai jagrnath
ଭୀମ ଭୋଇ କଣ ଲେଖିବା କମିଯାଇଥିଲା ଯେ ଆପଣେ ଭୀମଭୋଇ ଙ୍କ ପୁନର୍ବାର ଅବତାର ହୋଇ ଲେଖୁଛନ୍ତି। ଯଦି ମିଥ୍ୟାର ଆଶ୍ରୟ ନେଇଥିବ ତେବେ କିଳା ନେବେ।
ଜୟ ମା ସମଲେଶ୍ୱରୀ... ଆପଣଙ୍କୁ ସାକ୍ଷାତ କରିବାକୁ ଯିବୁ ସାର
ମିଛ ଆଜ୍ଞା ପୁରା ମିଛ 👌👌
Bahut sundar guru ji❤❤
ନିଶ୍ଚୟ ଭାବରେ ସବୁ ଠିକ କଥା ଗୁଡିକ।
Param satya bhima bhoinka panarjanma
ଗୁରୁବ୍ରହ୍ମ ମହିମା ଅଲେଖ
Bahut badhia lagla ,Pranam 🙏
Very nice ❤
Jay Alekh 🙏
Jay Jagannath 🙏 Jay Panchasakha 🙏
Very nice thought
Bhakta sreshta nku pranam... Jay shree hari
Jaya jagannath
jay jagannath pranam
ଆହା ସତ୍ୱ କଥା ମୋହନ ସାର କଥା,ସତେ,ହେବ।।। ଜୟ ଜଗନ୍ନାଥ ଜୟ ସତୟନାରାୟଣଙ୍କ ଜୟ, ହେଉ
Jay jagannath Jay maa sh arala maa
ଭୀମ ଭୋଇ ଙ୍କପାଦ, ତୋଲେ କୋଟି କୋଟି ପ୍ରଣାମ
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
Very nice write
Good episode
Jai bhim 🙏🙏🙏
💯💯💯💯
Kindly make more episodes 🙏🙏🙏💐
Jai Sri Radhe Krishna
Baba pranam
Eta mor samiya news re deun jaladi prachar heba🙏🙏🙏
ଗର୍ବ ଅହଙ୍କାର କରୁଛି ଖର୍ବ ହୁଏ
ଅଲେଖ ମହିମା ଶ୍ରବଣ🙏🙏
Bahut bahut sundar alekha param braham sarana
Trusted you for your information
Jay archutananda saranam
Jay jagannath🙏Guru swami🙏
Sundar
Jay panchasakha🙏🏻🙏🏻
Jay jagannath prabhu ji 🛕🚩🙏, 😮param brahma Alekh baba ki 🙏 ,
Jay Jagannath
ଆଜ୍ଞା ବହି ସବୁ ମିଲବା କେନ
Jay jagannath prabhu ji 🛕🚩🙏 thankyou so much sushant bhai 💐
Alekha mahima sarana
Bahut bahut bhal
Nice
ଭଲ ଜିନିଷ ମାନେ ଦେଖ ଅଯଥା ହୁଡ଼ା ନାଇସୁନ ଭାଇ
Jay.jagannatha❤❤
ମହିମା ଦୀକ୍ଷା ନେଇଥିଲେ ଆମକୁ ବିଶ୍ବାସ ଲାଗି ଥାନ୍ତା
Very nice
ଆଜ୍ଞାଙ୍କର ଏହା ବିଭୁ ଦତ୍ତ ଗୁଣ ନିଶ୍ଚିତ ଭାବରେ। ଭୀମ ଭୋଇ ନିରାକାର ବ୍ରହ୍ମଙ୍କ ଉପାସକ ଥିଲେ। ଶେଷ ମୋହନ ଆଜ୍ଞା ସାକାର ବ୍ରହ୍ମଙ୍କ ଉପାସନା କରୁଛନ୍ତି। ଏଣୁ ସେ ପୂର୍ବ ଜନ୍ମରେ ଭୀମ ଭୋଇ ଥିବା କଥାଟା ଟିକିଏ ଖାପଛଡ଼ା ଲାଗୁଛି।
ମିଛ କଥା ସାର୍
ନିରାକାର କଣ ସାକାର ହୋଇପାରିବେ ନାହିଁ?? ନାଁ ସେ ଅଲଗା?? ବ୍ରହ୍ମ ଏକ, ଦୁଇଟି ନୁହେଁ😊।
ଭୀମ ଭୋଇଙ୍କ କିଛି ଅଂଶ ହେଇପାରନ୍ତି, ପୂର୍ଣ୍ଣ ଭୀମ ଭୋଇ ହୋଇନ ପାରନ୍ତି
ଇଟା ତ ଆମକେ ସବୁ ସତ ଲାଗୁଛେ l
Bahut bhal laguchhe guru mate b gute deichhan
No Comments
ନିଶ୍ଚିତ ସତ କଥା ଭାଗବତ ପୁରାଣ କଥା ମୁଁ ଯାହା କୁ ହୁଅଇ ସଦୟ
Param bramha Guru mahima alekha 🙏🙏
ନିରାକାର ସ୍ବାମୀ 🙏🙏
Bhlll lguche ❤ 🙏🙏 sath v hei pre
Jay jaganath Jay Pancha Sakha Malika satya satya 🙏🙏🙏🇮🇳
Bala dekhichu
Purba odishare malika bahut chaliche hele echhen pachhim odisha re malika dekha sabu 3 baara satya kathaa❤ episode aaharu kara dada
Jay jaganath
ଭୀମ ଭୋଇ କେଭେ ଗର୍ବନେକରି
Guru brambha mamima Alekha
🙏❤️ସତ କହୁଛନ୍ତି ମତେ ଅନୁଭବ ଲାଗୁଛି ଝାରସୁଗୁଡା ଗୁଡିଗାଁ
ଅଜ୍ଞାନୀ କୁ ମେରୁ ସୁଜ୍ଞାନୀ କୁ ସରୁ
ନୁହେଁ ଏ ଉଶ୍ୱାସ ବୋଝ୍ ।
ଭୀମ ଭୋଇ ଲେଖିଛନ୍ । ଶେଷ ମହୋନ ଆଜ୍ଞା
ଙ୍କର ମଧ୍ୟ କିଛିଟା ଦିବ୍ୟ ଶକ୍ତି ଥିବାରୁ ଏନ୍ତା ଲେଖୁଛନ ବୁଝ୍ ବାର୍ ଲୋକ ବୁଝି ଯିବେ
ନିଜ ମୁହଁରେ ନିଜ ଗୁଣ ଯିଏ ଗାଏଁ ସେ ବହୁତ ବଡ ମୂର୍ଖ ହୋଇଥାଏ 🙏🙏🙏🙏 କାହିକି ନା ଯିଏ ସତରେ ଜ୍ଞାନି ହୋଇଥାଏ ସେ ତାର ଗୁଣ ନ ଗାଏ
ହଉ ଆଜ୍ଞା ଅପଣଙ୍କର କଥା ଟା write କାଁ କରି କି ଭାରତ କେଭେ ଗୁଲାମ ନାଇଁ ହୋଇ ଥିବା
@HIMANSU311 ଏଥିରେ ଭାରତ କେଉଁଠାରୁ ଆସିଲା sir
ବହି ଗୁଡିକୁ କେମେତି ଭାବରେ କିଣି ପାରିବା ।
ଦାଦା ତୁମର ଚ୍ୟାନେଲ କେ ଆଜି ପ୍ରଥମ ଥର ଦେଖିଲି, ଆଜ୍ଞା କେ ଦେଖି କରି ଲାଗିଲା, ସତ୍ କଥା କହୁଛନ୍, ଜୟ ମା ସମଲେଇ, ଜୟ ଜଗନ୍ନାଥ, ଆଜ୍ଞା କେ ଜୁହାର 🙏
सब सही है
ଭୀମ ଭୋଇଙ୍କ ସାଙ୍ଗେ କେହିବି ସମାନ ନୁହନ୍ତି
Sabu sata aaya
Jaldi darkar
MAHIMA DIKHA 😮😮😮😮😮 BHIMA BHOI
Bahut bhal lagla nice kena bahi milba tike kaha dada
Balasore
ସତ୍ୟ ଘଟଣା । ମତେ ମଧ୍ୟ ପାଗଳ ଲୋକ ମାନେ କହନ୍ତି
ବହି କେନ ମିଳିବା ଦାଦା
ତାଙ୍କ ର ବହି କେମିତି ପାଇଵୁ
Alekha 🙏🙏🙏🙏
ସେଁରା ଘରେ ନିଲଜ୍ କୁନୁଆ ନିଜକୁ ଭିମଭୋଇଭାବୁଚ କାହୋ
ଲେଖକ କାଣା ଲେଖି ଚନ ଯେ ସେଟା ଟିକେ କହେଲେ ଯାନତା
Mote.satya.laguche
Om nahmo shtute maleka
, ପ୍ରଣାମ ଗୁରୁ ବାପା 🙏ବହୁତ ବହୁତ ଧନ୍ୟବାଦ 🙏ଭବିଷ୍ୟତ ର ଘଟଣା ଲେଖି ଥିବାରୁ
Please tell me, which railway station is near to mohuapali
Bohut dhanyawad Bhai apono nko number kete
MAHIMA DHARMA SAHITA KICHI MELA KHAUNI
Bahi kenta milba tike kaha
Jay Jagannath .🙏💯🪔
ଦେବତା କେନ୍ତା ଦିସ୍ ସନ୍ ଟିକେ ବତାବ ବାବା ଜୟ ଅଲେଖ
ଭାଇ ବହି କେମିତି ପାଇବି ଏ ଦମ୍ ଠିକ୍ କଥା
Namaskar 🙏🙏 This means we are good until 2026. In 2027, destruction will happen. Am I right ? Kindly discuss this 🙏🙏
Sat aye sudhri ja dunia bale
Book darakar bhai
Mahima Alekh bhajan grantha madhyaru Mahatma Bhimobhoi nka lakhani sampurna Satya tanka lekhani ru Biswa bhramanda adya anta, stuti chintamani, Brahma nirupana Gita aau aneka Granth gudika achhi jaha aajira bigyan sahita Mela khauchi puni sakar bhakti bhav kouthu aanile emane Bhimobhoi nku apamanita Kariba kebe thik nuhe.
ସତ୍ୟ କୁ ଅଙ୍ଗିକାର କରିବା ସମସ୍ତ ଙ୍କ ପାଖରେ ସମ୍ଭବ ନୁହେଁ...!!!
ବିଶ୍ୱାସ ମୂଳେ ଏଯଗତ....
କିଛି ଆଶ୍ଚର୍ୟ୍ଯ ହେବାର ନାହିଁ, ସବୁ ସମ୍ଭବ।