Thanks to citizens of Bhubaneswar.A lot of Thanks to BBSR.Thanks those customers and the help of auto driver very much.Jai jagannath will bless them all.
Sata re bhai .mu bahut bahut khusi bhai...emiti jodi media platform aau loko nka help re kehi bi handicapped person homeless people help pai parichanti...pauchanti.. Jagannath semanku sabu bele vala re rakhantu..tankara family ku sabu bele khusi re rakhantu..jaha hou aaji bi emiti duniya re kehi ta humanity caring dekhuchanti...very nice news..pratidin tv Tq so much..
Lipuna apana jadi a video dekhithibe pls apana apankara account details with Google pay..phone pe ..etc share karantu ame mane misi apanaku help karibu..apana gote shop gote kariparbe
ଅନ୍ୟ ମାନଙ୍କ ପାଇଁ ତୁମେ ପ୍ରେରଣା ର ଉଦାହରଣ👍👍 ଧନ୍ୟବାଦ୍ ଭାଇ ଜଗନ୍ନାଥ ତୁମ ପରିବାକୁ ସାହା ହୁଅନ୍ତୁ🙏🙏
ମାନିବାକୁ ପଡ଼ିବ ତୁମକୁ ଭାଇ , ତୁମ ସାହସ ଓ ଅଦମ୍ୟ ପ୍ରଚେଷ୍ଟା ପାଇଁ ତୁମକୁ ଅନେକ ଅନେକ ଧନ୍ୟବାଦ।
ଦିବ୍ୟଙ୍ଗ ନ ଥିବା ମଣିଷ ପାଦ ଆଡେଇ ଚାଲିଯାଏ। କିନ୍ତୁ ଏହି ବାବୁ ଜଣକ ସାହସ ଆଗରେ ଭାଗ୍ୟ ଆଉ ସମସ୍ୟା ହାର ମାନିଲା। ଭଗବାନ ସାହା ଭରଷା।
ଧନ୍ୟବାଦ ଭାଇ ଜୟ ଜଗନ୍ନାଥ
❤❤@@mrunikeandheartkiller9399
ଭାଇ ଙ୍କୁ ମୁଁ ପ୍ରଥମେ ଧନ୍ୟବାଦ 👍ଦେଉଛି, ମୋ ତରଫରୁ BMC ଙ୍କୁ ଏତିକି ନିବେଦନ ଲିପୁନା ଭାଇ ଙ୍କୁ ସ୍ଥାଇ ଦୁକାନ ଟିଏ ଖୁଲିବା ପାଇଁ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା...
ସରକାର କିଛି ନୁହନ୍ତି... ଏମିତି କିଛି ଭଲ ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଦୁଃଖ ଦେଖି ସାହାଯ୍ୟ କରନ୍ତି.... ସେଇ ମାନଙ୍କୁ ମୋର 🙏🙏🙏
ବହୁତ ବହୁତ ଧନ୍ୟବାଦ ଯେଉଁ ମାନେ ସାହାଯ୍ୟ କରିଛନ୍ତି. ବହୁତ ଖୁସି ଲାଗୁଛି ଏ ଭାଇଙ୍କର ଏତେ ସରଳ କଥାବାର୍ତ୍ତା. ବହୁତ ସଚୋଟ ବହୁତ ନିରୀହ ଏ ଭାଇ. ଭଗବାନ ତାଙ୍କ ପରିବାର କୁ ଖୁସି ରେ ରଖନ୍ତୁ. ତାଙ୍କ ପୁଅ ପାଠ ପଢି ମଣିଷ ହେଇଯାଉ ତାଙ୍କ ଦୁଃଖ ସରିଯାଉ ଏହାହିଁ ସମସ୍ତ ଙ୍କର ପ୍ରାଥନା ହଉ ଶ୍ରୀଜଗନ୍ନାଥ ଙ୍କ ପାଖରେ. 🙏🙏🙏🙏
God always bless you bhai... Odisha re sarakari blind.... ଯିଏ ଧନୀ ତାକୁ ଅଧିକ ସହଯୋଗ କରୁଛନ୍ତି ସରକାରୀ ତାଙ୍କୁ.... ଦୁଃଖୀ ଗରିବକୁ କିଏ ସରକାରୀ କହି ପଚାରୁଛି 😡
Thik katha
ଆଜ୍ଞା କଳିଯୁଗ। ଆଉ କଳିଯୁଗ ରେ ଓଲଟା ଗଙ୍ଗା ବହେ।
ଭୁବନେଶ୍ୱରର MLA, ମାନଙ୍କୁ ବୋଧେ କିଛି ଦେଖା ଯାଉନି
Rigjt bro,, ଏ ଦୁନିଆରେ ସମସ୍ତେ ସ୍ୱାର୍ଥପର, ନିଜକୁ ଯେତେ କଷ୍ଟ ପଡ଼ୁ ପଛେ ନିଜେ କିଛି କରିବା, କାହା ଉପରେ ଭରଷା କରନି
10 ଟଙ୍କା ର ଜିନିଷ କିଣି ସାହାଯ୍ୟ ଆଳରେ 20 ଟଙ୍କା ଦେଲେ କଣ ଅସୁବିଧା! ତାର ଜିନିଷ ବି ସରିବ ତାର ଖୁସି ଆମେ ବି କିଛି କିଛି ସାହାଯ୍ୟ କରି ଆମେ ଖୁସି... ଏହା ଜୀବନର ଗୋଟେ ଗୋଟେ ଖୁସି everybody should learn from this message 🙏
Right
Thankyou so much pratidinTv and the people who have helped him...this is humanity 👏👏👏 and this should continue....
Greatwork of Media👍
ଧନ୍ୟବାଦ ଭାଇ🙏
ଭଗବାନ ତୁମର ମଙ୍ଗଳ କରନ୍ତୁ ଆଉ ତମେ ଆଗକୁ ବଢି ଚାଲ ଭିକ କେବଳ ଏକ ମାଧ୍ୟମ ନୁହଁ ଆଉ ସବୁବେଳେ ସତ ମାର୍ଗ ରେ ଚାଲିବା କୁ ସମସ୍ତଙ୍କୁ ଶିଖାଅ ଭାଇ ଆଉ ଏକ କଥା ହେଉଛି ତମେ କେବେ କୋଉ ସରକାର ଙ୍କ। ସାହାଯ୍ୟ ପାଇଁ ଅପେକ୍ଷା ନା କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦିଅ ଆଉ ମୋର ଓଡିଶା ସରକରଙ୍କୁ ଏତିକି ନିବେଦନ କି ଯୋଉ ଲୋକ ମାନେ ଏଭଳି ଗରିବ ମନକୁ କଷ୍ଟ ଦେଇ ଅର୍ଥ ଉପାର୍ଜନା କରୁଛନ୍ତି ସେମାନଙ୍କୁ ଉଚିତ ଶାସ୍ତି ଦିଆ ଯାଉ
ତାଙ୍କୁ ଭଗବାନ ସାହା। ଆଜି କାଲି ଭଲ ଥିବା ମଣିଷ (ଦିବ୍ୟାଙ୍ଗ ନ ଥିବେ , ସ୍ୱାର୍ଥପର, କୋଢ଼ିଆ) ମାନେ କହିବେ ଆମେ କରିପାରିବି ନାହିଁ। କାହିଁକି କରିବୁ, କଣ ପାଇଁ କରିବୁ। ଏହି ସ୍ୱାଭିମାନ ମଣିଷ ଠୁ ଶିଖନ୍ତୁ ଧୈର୍ଯ୍ୟ ଧରି କାମ କରୁଛନ୍ତି। ଏହି ବ୍ୟକ୍ତି ଜଣକ ଆମ ପାଇଁ ପ୍ରେରଣା। ଜୟ ଜଗନ୍ନାଥ 🙏
Bhai you are great....
God always with you bro 🙏🙏🙏
God bless you.. Bhai .....tume sabu bele amiti khushi ruha ....
ଧନ୍ୟବାଦ୍ ଜଣାଉଛୁ ,ମିଡ଼ିଆ ଙ୍କୁ ଏବଂ ଆମ ପବ୍ଲିକ ଲୋକ ଙ୍କୁ ଦୟା କରି ଏମିତି ଲୋକଙ୍କ ପାଇଁ କାମ କରନ୍ତୁ, ଆଉ ଆହୁରି ଅନେକ ସାହାଯ୍ୟ କରିବାକୁ ଅନୁରୋଧ 🙏🏻🙏🏻🙏🏻🙏🏻🙏🏻🌹
ସରକାର୍ କେବେ ବି ଗରୀବ ଙ୍କୁ ବୁଝି ପାରୁନି, ସତରେ ବଡ଼ ଦୁଃଖ ର ସଂଘର୍ଷ, ମହାପ୍ରଭୁ ଜଗନ୍ନାଥ ହିଁ ଏହାର ସମାଧାନ କରନ୍ତୁ,🙏🏻
ସରକାର ଙ୍କୁ ଅନୁରୋଧ
Bhai apana bahut agaku jibe .sahasa harantuni. God bless you
Bhagaban tumara Sabu dukha Jaldi dura karidiantu
God bless you
You are great Bhai
ଭଗବାନ ତୁମକୁ ସବୁବେଳେ ସହାୟ ହେବେ 🙏🙏🙏😭😭😭
ଭଗବାନ ତୁମର ମଙ୍ଗଳ କରନ୍ତୁ ଭାଇ
God bless you brother. Who is helped that person many many thanks and God blessed him
Bhai tume kandile bhari kasta hauchi..
Mu jete thara tma vidio dekhuchi mu b kandi pakau chi bhai...
God bless u
Thanks to citizens of Bhubaneswar.A lot of Thanks to
BBSR.Thanks those
customers and the help of auto driver very much.Jai jagannath will bless
them all.
Mu b ei bhai nku kichhi help karibaku chanhe.so plz tanka contact no. Milipariba ki..
Jay jagannth, ଭଗବାନ ଆପଣଙ୍କୁ ଭଲ ରେ ରଖନ୍ତୁ
God bless you brother Bhagaban achhanti
Sata re bhai .mu bahut bahut khusi bhai...emiti jodi media platform aau loko nka help re kehi bi handicapped person homeless people help pai parichanti...pauchanti.. Jagannath semanku sabu bele vala re rakhantu..tankara family ku sabu bele khusi re rakhantu..jaha hou aaji bi emiti duniya re kehi ta humanity caring dekhuchanti...very nice news..pratidin tv Tq so much..
Bala Odisha sarkar..
Thank u pratidin tv
😭😭😭😭😭🙏🙏🙏 Bhagaban sabubele tamaku khusi re rakhantu,God bless you always
Salute you bro.... You are the insipieation for milion of people
God bless you bro 🙏🙏🙏❤️❤️❤️
ଲିପୁନ୍ ଭାଇ,ଆପଣ ଆଜିକା ଯୁବକ ପାଇଁ ପ୍ରେରଣା।
Thanku brother tumanku koti juhar
Thanks to all people because to help. Of u
ବିଦାୟକ ,ସରକାର ଏଇମାଗିଆ ମାନେ କିଛି କରିବେ ନାହିଁ ଭାଇ କେବଳ ବଟ ସମୟରେ ଆସି କହିବେ । ଭଗବାନ ତମର ମଙ୍ଗଳ କରନ୍ତୁ ।
Thanks bhai.godbless you
Bhai don't worry about that ... God always help you.. Manibaku padiba apananka confident ku.. 🙏🙏🙏🙏🙏🙏🙏
Jia amanka nku help karuchanti sia heuchi real Hero
Jai jagannath 🙏🏾 bhai khuse lagila Tome harino bas Bohutu bodo kotha bujhe delo cheta thile sabu Kari pariba bhai tumo ku I salute ba ba
God bless you bro...
Jay jagannath vai
Well done pratidin tv .. plz do like this more
Bhhai good
I really love you baba
Sabubele khusire thaao
Omm sai baba
Omm sai baba
Thanks bhai god bless you
Bhai bhalara ruha Jay Jagannath 🙏🙏🙏
ବ୍ଯସ୍ତ ହୁଅ ନି ଭାଇ ଭଗବାନ ଅଛନ୍ତି ନା ତାଙ୍କ ଉପରେ ଭରସା କରି ମନରେ କିଛି ନ ଭାବି ନିଜର କର୍ତ୍ତବ୍ଯ ପଥରେ ଆଗେଇ ଚାଲ, ଦେଖିବ ସବୁ ଠିକ୍ ହେଇଯିବ।
God bless you bhai.. Jay jaganath swami
Thank🌹 khabarbala
ଆଜି ପ୍ରତିଦିନ news proof କରିଦେଲା ଯେ ସେ ପ୍ରକୃତ ରେ ଲୋକ ଙ୍କ ପାଇଁ news ଵାଲା ଧନ୍ୟବାଦ ରିପୋର୍ଟର ଭାଇ. ଜୟ ଜଗନ୍ନାଥ. 🙏
👌👌👌👌👌👌🙏 thank you bhai
No words to describe you and your level of confidence I salute you 🙏🙌 Jay Jagannath 🙏💘
Thanks for Reporter
Great work 👍🏻
God bahut valare rakhantu bahut dukha laguchi apank vedio
ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି ଏହି ଭଳି ବ୍ୟକ୍ତିଙ୍କୁ ଜଗନ୍ନାଥ ସାହା ହୁଅନ୍ତୁ।
God bless you bhaiii
Thanks bro....
Bhai.tamaku.dhanybad
God bless you Bhai
Bhai apananku anek anek dhanyabad
Tuma chintadhara emiti uparaku jau
Kahibaku Kichhi bhasha nahi🙏🙏🙏🙏
ତୁମକୁ କୋଟି କୋଟି ନମସ୍କାର🙏🙏
Tume bahut bhala Manisha. Tuma katha ru jana paduchi tuma sanskar . Bhagwan tumaku bahut aga ku nebe. Bahut bhala haba tuma life. God bless you.....🥰
ତମେ ଖାଲି ପ୍ରସାରଣ କରୁଥାଅ, ମୁଁ ପରା ନିଜେ କଲ କରି ତୁମ ଚାନେଲ୍ କୁ ତାଙ୍କ derails ମଗେଇଥିଲି। ମରିଗଲ ସବୁ ଦେବାକୁ। ଲାଜ ନାହିଁ ତୁମ ଚାନେଲ କୁ। ଏଠି ଆସି ଭଦ୍ର ଦେଖେଇ ହଉଛ।
Bhai kauthi tanka dokan ta
Very Good bro. Public should be support this guy so that he can maintain his family.
God bless you bro 🥰🥰🥰🥰🥰agaku badhiba 👌👌👌👌👌👌
Good job and great 👍👍👍
Lipuna apana jadi a video dekhithibe pls apana apankara account details with Google pay..phone pe ..etc share karantu ame mane misi apanaku help karibu..apana gote shop gote kariparbe
Volo Katha ti kahile bhai 🙏🕉️
You are right...
Satare vai tame mahan 🙏
Thank you bhai thank 8
Very heart'touching
Good bhai god bless you
Lipun bhai I salute you with God bless you
Right news ଏମିତି news ଦେଖେଇଲା ମୋ ହୃଦୟ କୁ ଚୁଇଲା ଆଉ ସଲ ଗୋଟେ ଗୋଟେ news Banda news ଦେଖାଉଛନ୍ତି ଖାଲି ତୁଙ୍ଗୁରୁବୋଲ ଦେଖେଇବେ ଏମିତି ଭଲ news dekhao ame Mane Saha jya Kari haba
Jay Jagannath 💕💕 Prabhu Jagannath mangala karantu Bhai 💕
ଭଗବାନ ତୁମର ମଙ୍ଗଳ କରନ୍ତୁ
You are so strong bro... God bless you
Good job always be happy jay Jagannath
Jay Jagannath 🙏🙏 bohut dukha laguchi Bhai tama ku dekhiki 😭😭🙏🙏
God bless bro vedio dekhiki bahut dukha laguchi. 😭😭
Lipuna kouthi basuchi sei location dele ahuri loka pahanchi help Kari parante
Press club Bhubaneswar
Right
Bhai kou pakhare press club mane press chhaka ku kuhajae ki
Dhanya bad bhai
good news jay Jagannath
Bhi god bless uuu
Salute bro
Good lipuna bhai bhagabn bahut agaku nebe god bless you 🙏🙏
Mp aparajita madam. କୁଆଡେ ଗଲେ l ବୋଧେ ତାଙ୍କ ପାଖରେ ମଣିଷ ପଣିଆ ନାହିଁ
God bless you bhai🙏🏻🙏🏻Jagatara natha Jagannath sabubele bhala re rakhantu..
Pratidin tv kete tanka help kala ?
ପ୍ରାଚୀ ଦିଗରେ ଉଦିତ ନଭୋମଣି ଯେପରି ନୀଳ ଅମ୍ବର ର ବକ୍ଷ ଦେଶରେ ପକ୍ଷ ମେଲି ନଭଶ୍ଚର ମାନଙ୍କୁ ଦିବସର କାର୍ଯ୍ୟ କରିବାରେ ଅଗ୍ରସର କରାନ୍ତି,ସେହିପରି ଆପଣଙ୍କ ଉଚ୍ଚ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ। ଅନନ୍ତ କୋଟି ବ୍ରହ୍ମାଣ୍ଡର ମହାନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଜୋଡ ହସ୍ତରେ ବିନମ୍ର ପ୍ରାଥନା ଆପଣଙ୍କୁ ସମ୍ମାନର ସହ ବଞ୍ଚିବାକୁ ପୂର୍ଣ୍ଣ ସହଯୋଗ କରନ୍ତୁ 🙏
Tume great bhhai
God bless you my brother
You dont take tension the god having everywhere.
God always with you bro don't 😢 😢😢😢
Thank u media and habitats of bbsr
Gd bless you🙏🙏👍
Good bless you brother
Thanks Bhai