ଜଣାପଡିଲା ! ମୋଦିଙ୍କ ଓଡିଶା ଗସ୍ତ ପଛର କାରଣ | PM Modi Is Focussing On Odisha | Utkarsh Odisha

Поділитися
Вставка
  • Опубліковано 28 січ 2025

КОМЕНТАРІ • 77

  • @brahmaachary3955
    @brahmaachary3955 День тому +10

    ମୋଡ଼ିଜି ପୋଲାଭରମ, କୋଟିଆ,ମହାନଦୀ,
    ବିଷୟ ଉପରେ ଧ୍ୟାନ ପକାନ୍ତୁ, ଜୟ ଜଗନ୍ନାଥ,

  • @purnachandradas8467
    @purnachandradas8467 День тому +11

    ଦଲାଲି କରୁଛନ୍ତି, ସବୁ କିଛି ବିକ୍ରୀ କରିବାକୁ ଚାଲିଛି ଚକ୍ରାନ୍ତ ।

  • @alloffyou4995
    @alloffyou4995 21 годину тому +2

    ଆଜ୍ଞା ଅନ୍ଧ ଭକ୍ତ ମାନେ
    ଅପେକ୍ଷା କରନ୍ତୁ ମୋଦୀଙ୍କ
    ବାରମ୍ବାର ‌ଓଡିଶା ଆସିବାର
    କାରଣ !

  • @rameshchandranayak575
    @rameshchandranayak575 23 години тому +5

    ରତ୍ନ ଭଣ୍ଡାର ଖୋଲା ହେବା ପରେ ଏହାକୁ ଲୁଟ କରିବାର ଯୋଜନା ନୁହେଁ ତ ?

  • @aswinchandi9423
    @aswinchandi9423 День тому +15

    ଓଡିଶା ର ଯେତେ ଖଣି ଅଛି ସବୁ କେମିତି କରି ଲୁଟିବାକୁ ସବୁବେଳେ ଆସୁ ଛନ୍ତି ମୋଦୀ

    • @biswanathsitha5142
      @biswanathsitha5142 23 години тому

      ଏଇଟା ଚୋର ନବିନ ଶାସନ ଚାଲିନାହିଁ,,,,

  • @pradeeptadhal6941
    @pradeeptadhal6941 22 години тому +4

    ଓଡ଼ିଶା କୁ ଲୁଟିବାକୁ ଆସୁଛନ୍ତି ଓଡ଼ିଶାକୁ ଦେଇଛନ୍ତି ଙ୍କଣ ଯେତିକି ନେଇଛନ୍ତି ତାର ଚାଳିଶି ଭାଗ ଦୌଉନାହାନ୍ତି

    • @anantakumardas5544
      @anantakumardas5544 20 годин тому

      Gujurat will take all the natural gifts from Odisha. Please all odiya people be carefull.

  • @subashsamal3730
    @subashsamal3730 23 години тому +3

    Adani ku bikibebye

  • @Sukru-sf3bf
    @Sukru-sf3bf 21 годину тому +1

    ମୋଦି ଓଡିଶା ଆସିବା ର କାରଣ ଛୋରିବା ପାଇ ଆସିଛି।

  • @ajitakar4373
    @ajitakar4373 22 години тому +3

    ଲୁଟିବାକୁ ଆସୁଛି 😂😂😂😂

  • @lilianaik5756
    @lilianaik5756 День тому +2

    ଓଡ଼ିଆ ଲୋକ କେବେ ବୁଝିବେ 🙏

  • @panchanansahoo6559
    @panchanansahoo6559 20 годин тому

    ଓଡ଼ିଶାକୁ ସ୍ବାଗତମ ।
    ୪୦ ବର୍ଷ ପୂର୍ବରୁ ଓଡ଼ିଶା ସ୍ଥିତି ଯାହା ଥିଲା, ଗୁଜୁରାଟ ର ସ୍ଥିତି ଅପେକ୍ଷାକୃତ କମ୍ ସବଳ ଥିଲା । ଏବେ ପୃଥିବୀର ଭଲ ଏବଂ ଉନ୍ନତଶାଳୀ ପ୍ରଦେଶ ମଧ୍ୟରେ ଗୁଜୁରାଟ ଅନ୍ୟତମ । ଅତି କମରେ Narendrmodiji ଥିଲା ପର୍ଯ୍ୟନ୍ତ, ଓଡ଼ିଶାର ଭାଗ୍ୟ ଉଜ୍ଜ୍ୱଳ । ମୋର ସ୍ବାର୍ଥ କଥା କହୁନି, କୋଟି ଓଡିଆଙ୍କ ସ୍ବାର୍ଥ ବିଷୟରେ ମୁଁ କହିବି ନିଶ୍ଚୟ । ଜୟ ଜଗନ୍ନାଥ । ବନ୍ଦେ ଉତ୍କଳ ଜନନୀ ।

  • @narayannayak6176
    @narayannayak6176 20 годин тому +1

    ଓଡିଶା ଲୋକଙ୍କୁ ଭୁଇଁ ବୁଲାଇ ଓଡିଶା କୁ ଲୁଟିବା ପାଇଁ ଆସିଛନ୍ତି। ଓଡିଶା ର ଖଣି ମୋଦି ଜି ଙ୍କ ଆଖିରେ ନାଚୁ ଛି, କେମିତ ଲୁଟିବେ ଓଡିଶାକୁ ସେଥିପାଇଁ ଆଦିବାସୀ କାର୍ଡ ଖେଳି ଓଡିଶା ଗୋଟେ ଆଦିବାସୀ ଲୋକଙ୍କୁ ମୁଖ୍ୟ ମନ୍ତ୍ରୀ କରିଛନ୍ତି ଓଡିଶା ହିତରେ ଯଦି ପ୍ରଧାନମନ୍ତ୍ରୀ ଅଛନ୍ତି. ତାହେଲେ ପୋଲଵରମ ଆଣ୍ଡ ମହାନଦୀ କଥାକ୍ଲିୟରକଲେଣି ଖାଲି ଆସିଛନ୍ତି ଭାଷଣ ସୁନାଇ ବାକୁ

  • @biranchimahakur.6476
    @biranchimahakur.6476 День тому +2

    ତୁମେ ମିଛ କହୁଛ, ତୁମେ ଯେତେ ଥର ଆସୁଛ, ଓଡ଼ିଶା କୁ ଲୁଟି ବାକୁ ଆସୁଛ

  • @bhikaripradhan6203
    @bhikaripradhan6203 День тому +3

    ଇଏ ଓଡିଶା କୁ ଲୁଟି ଦେବେ ବିଜେପି ହଟାଓ ଓଡିଶା ବଞ୍ଚାଓ

    • @biswanathsitha5142
      @biswanathsitha5142 23 години тому

      ହଁ ହଁ ପାଣ୍ଡିଆନକୁ ଗାଦୀ ଛାଡ଼ିଦିଅ ,ମାଲେମାଲ ହେବ ଆଉ ବିଜେଡି ଗାଣ୍ଡିରେ ଭଲକି ପୁରେଇ ଘାଣ୍ଟିବ ।

  • @prasadmajhi5559
    @prasadmajhi5559 День тому +1

    ଧାରା-୧୯୨୬ ଆଇନ୍ କ'ଣ ପାଇଁ ବ୍ୟବହାର କରାଯାଉନାହିଁ,
    🗽 ସତ୍ୟ ରେ ଚାଲୁ ଆମ ଭାରତ 🗽

  • @lilianaik5756
    @lilianaik5756 День тому +3

    ଓଡିଶା କୁ ଲୁଟିବା ପାଇଁ ଓଡିଶା ଆସୁଛି ଯେବେ ମରିବ ମୁଁ ଜଗନ୍ନାଥ ଙ୍କୁ ଭଗ ଲଗାଇବି ଓଡିଶା କୁ ବଞ୍ଚାଇବା ଜଗନ୍ନାଥ 🙏

    • @biswanathsitha5142
      @biswanathsitha5142 23 години тому

      ସମସ୍ତଙ୍କୁ ନବିନ ଚୋର ଭଳି ଭାବିବା ମୁର୍ଖାମୀ ।

  • @JibitPadhan1234
    @JibitPadhan1234 21 годину тому

    Grate good govt Bjp govt supper. Jay ho pm modi ji grate

  • @sarojnayak1395
    @sarojnayak1395 День тому +3

    କାହିଁକି 30 ଥରରୁ ଓଡିଶା କୁ ମୋଦି ଗ୍ରସ୍ତ କରୁ ଛନ୍ତି ମୋଦି କଣ ଭାବୁଛନ୍ତି ଦେଶରେ ଓଡିଶା ରାଜ୍ୟ ମୂର୍ଖ ତମେ ଯାହା ପଢେଇବ ପଢିବେ , ଇଏ ହୋଲ୍ଲୋବ ନିଜକୁ ଚାଲାଖ ଭବାନୀ

    • @biswanathsitha5142
      @biswanathsitha5142 23 години тому

      ଚୋର ନବିନକୁ ଝାରପଡ଼ା ପଠେଇବାକୁ ବାରମ୍ବାର ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ।

  • @tukunaacharya3391
    @tukunaacharya3391 21 годину тому

    Jaya jagarnath jay modiji

  • @subhashchandrapadhi7177
    @subhashchandrapadhi7177 21 годину тому

    କୌଣସି PM ଓଡିଶା କୁ ଗୁରୁତ୍ୱ ଦେଉ ନ ଥିଲେ କାରଣ ଓଡ଼ିଆ ଦୁଷ୍ଟାମୀ କରେ ନା ଏଠାକାର ଲୁହା ପଥର, ଏଠାରେ 2ୟ ଇସ୍ପାତ କାରଖାନା କରିବା ପ୍ରସ୍ତାବ ହେଉ ହେଉ A.P. ର ଅନେକ ନେତା ଆତ୍ମଦାହ କଲେ, ବିଶାଖାପାଟନକୁ ତାହା ନିଆଗଲା, Modiji ଅନେକ ଶିଳ୍ପପତି ଙ୍କୁ ଆଣି ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରକଳ୍ପ କରାଇବାକୁ MOU କରାଇ ଲେଣି, ଆଊ କିଏ କରୁ ଥିଲେ କି???

  • @chaitanyabariki810
    @chaitanyabariki810 День тому +1

    😢🎉😂❤😢😢😢 ମୋଦି ଜୀ ଅନୁରୋଧ ବିଜେପି ର ନେତା ମାନଙ୍କ ଦ୍ଵାରା ବ୍ରାହ୍ମଣୀ ନଦୀ ଉପରେ ରାଉରକେଲା ରେ କେବେ ପୋଲ ହେବ

    • @lambodardas4439
      @lambodardas4439 23 години тому

      Modi ji kana kahuchu modi maghia kaha

  • @satyabannaik4539
    @satyabannaik4539 22 години тому

    ବିଲକୁଲ ସତ କଥା ଯେ ଏମାନେ ଲୋକଙ୍କଦ୍ୱାରା ନିର୍ବାଚିତ କିନ୍ତୁ ଲୋକ ଯାହା କହିବେ କି କମେଣ୍ଟ କଲେ କାହାରିକୁ ଫରକ ପଡିବ ନାହିଁ କାରଣ ସମସ୍ତେ ପଞ୍ଜୁରୀ ଭିତରେ ଗୁମୁରିବା ବ୍ୟତୀତ କାହାର କିଛି ବି କରି ପାରିବେ ନାହିଁ କାରଣ ସେମାନଂକୁ ତାଙ୍କ ପରିବାରର ଭୟ ରହିଛି ଚାକିରୀ ଚାଲି ଗଲେ ସବୁ ଯିବ ତେଣୁ ଦେଖି ଚାହିଁକି କମେଣ୍ଟ କରୁଛନ୍ତି l କାରଣ ସୋସିଆଲ ମିଡ଼ିଆ ଆଜି ସବୁ ଜିନିଷ ଏତେ ସହଜ କରି ଦେଇଛି ଯେ ଲୋକ ଧେଳ ଲେଖୁକି... ଳ ଲେଖି ନିଜର ପରିଚୟ ଲୁଚାଇଲେ ବି ସହଜ଼ରେ ଜଣା ପଡ଼ିଯିବ ଓ ସେ ଲୋକକୁ ସେହି ଏରିଆର ଥାନା ଦ୍ୱାରା find out କରିବା ଭାରି ସହଜ଼ ହେଉଛି ସେ ଯେତେ ପରିଚୟ ଲୁଚାଉ ସେ ଲୋକକୁ easy waye ରେ search or find out କରିହେବ ଏମିତି ବି ଆପ ବାହାରି ଗଲାଣି ଆଉ ତାକୁ trap କରିବା ସହଜ଼ ହେଉଛି ସେ ଯଉଠି ଲୁଚିଲେ ବି ସହଜ଼ରେ ମୋବlଇଲ ଧରେଇ ଦେଉଛି l ଏହାର ସ୍ପେସିଆଲ ରେକର୍ଡ ଫେସବୁକ ପାଖରେ ଅଛି ସେ ତୁରନ୍ତ ସେ ଲୋକର ସତ ଡାଟା ଦେଇଦେବ l ଭଗବାନ ଙ୍କୁ ଚାରି ଜଣ ଗାଳି କଲେ ବୋଲି ତାଙ୍କୁ ପାକିସ୍ତାନ ପୋଲିସ ତୁରନ୍ତ ଆରେଷ୍ଟ କରି ଆସାମୀ ମାନଙ୍କୁ ଜେଲରେ ପୁରେଇଲା ଓ ତାଙ୍କ ବିଚାର କଣ ହେବ ତାଙ୍କ କୋର୍ଟ କହିବ l ଲୋକେ ଭାବୁଛନ୍ତି ଆମର ଇଛା ଯାହା ହେବ ଅଣ୍ଡ ସଣ୍ଡ ଲେଖିବୁ କିନ୍ତୁ ଫେସବୁକ ତାକୁ ରେକର୍ଡ କରି ରଖୁଛି ଦରକାର ପଡିଲେ ତାହା ସରକାର ଚାହିଁଲେ ମାଗି ପାରିବେ l

  • @kalpanababu3359
    @kalpanababu3359 День тому +1

    Kalpana

  • @lambodardas4439
    @lambodardas4439 23 години тому

    Odisha janasadharan ku Mora anurodh modi dakayat tharu banchi Kari ruha

  • @narayansahoo6088
    @narayansahoo6088 День тому +2

    Adani pae barmbar odisha asuchhanti Modi Ahuri asibe jeujae odishara khani bandar Airpot water. Powerplant bikansariba

  • @sudhansusekhardash9010
    @sudhansusekhardash9010 День тому +3

    ପୁରା ଭାରତ ବର୍ଷ ର ବିକାଶ ଦରକାର। ଗୁଜୁରାଟ ଆଉ ଓଡ଼ିଶା ହେଲେ ହେବନି।

  • @ganeswarmahanta1606
    @ganeswarmahanta1606 День тому

    🎉

  • @vidyadhar841
    @vidyadhar841 21 годину тому

    ପାଣି,ମାଟି, ଖଣି ସବୁ ଗିଳି ଖାଇବାପାଇଁ ଆସୁଛନ୍ତି

  • @buddhadebmajhi4129
    @buddhadebmajhi4129 День тому

    Modi ji jen k v gale kichhi bhal kam karbar k bhapsan bali jesan jenta kasmir agho kenta thila au ahade kenta achhe nije bhaba jai shree ram❤

  • @user-jh8kx3lz3j
    @user-jh8kx3lz3j 20 годин тому

    Mohan majhi Sarkar stamps Sarkar BJP SARKAR SABU BIKIDEUCHHANTY,NO 1Thoko.sarkar.

  • @NparuReadi
    @NparuReadi 21 годину тому

    Odisha luti bapai Odisha authority bapai

  • @BIKRAMSOREN-vc8df
    @BIKRAMSOREN-vc8df 21 годину тому

    Ratna Bhandar Khula Hela...But Kolo Keatiea Thila Ratna Bhandar Re Kichhi Kuha Hela Nahi.....

  • @DeepakDas-kz4zu
    @DeepakDas-kz4zu День тому

    Modi hela india ra no one criminal

  • @santoshkumarsahoo4170
    @santoshkumarsahoo4170 День тому +1

    ଲୁଟିବାକୁ ହେଉଛୁ ଗସ୍ତ

    • @biswanathsitha5142
      @biswanathsitha5142 23 години тому

      ଲୁଟିବାକୁ ନୁହେଁ ,ତମ ମାନଙ୍କୁ ଲୋଟିବାକୁ ମୋଦି ଆସୁଛନ୍ତି ।

  • @sankarpradhan4156
    @sankarpradhan4156 День тому

    To create crime

  • @LaxmanSidar-o1h
    @LaxmanSidar-o1h День тому

    Odisha Ku lutiba pain Asuchanti

  • @NkPusty
    @NkPusty День тому

    Karan Arjun

  • @sanjibsethi4568
    @sanjibsethi4568 21 годину тому

    Odisha ku kehi bikri karibaku chesta karinathile....tune semane asu nathile ebe odisha

  • @DCDAS-qr9mx
    @DCDAS-qr9mx 20 годин тому

    ADANI KU ODISHA KU BIKRI KARIWAR LAN

  • @kishoresamal2799
    @kishoresamal2799 День тому +1

    Odisha ra khanija bikri Kariba sahita Odisha bikri

    • @biswanathsitha5142
      @biswanathsitha5142 23 години тому

      ଖଣି ତ ନବିନ ସବୁ ବିକ୍ରି କରି ସାରିଛି ,ଆଉ ନବିନ ଚୋରକୁ ଧରିବା ପାଇଁ ମୋଦୀ ଆସୁଛନ୍ତି ।

  • @NirakarJena-k3i
    @NirakarJena-k3i 20 годин тому

    Naveen bhayare asuchhi modi

  • @ashutoshsahu2361
    @ashutoshsahu2361 21 годину тому

    Barambar gasta kariba badakatha nuha,Andra Biharku jepari pykej deuchhi odissaku diajau.

  • @santoshkumarsahoo4170
    @santoshkumarsahoo4170 День тому

    ସବୁ ମୁର୍ଖ ହେଇଛନ୍ତି ଓଡ଼ିଶା ର ମୁରବୁ

  • @PrabhatnayakNayak-h7s
    @PrabhatnayakNayak-h7s 20 годин тому

    Modi ji ordsha aneka matlap unko odishaka loha khani ka upar uska lwov uslie barbar odisha arahahe four monthe weat for odisha ka pura khadan duhsra rajy se vege degi or odisha ka lok uparse avie 20.000 hajar tak sarkar ku chukana padtahe firbi lok samajh nehi parahe 300 unit bijili kaha gay 50.000 hajar dobar karke denatha oo eki sal se do bar milega firbi garenty nehi bjp bada katha,jagirahiba pare ehara matlap.....

  • @ashutoshsahu2361
    @ashutoshsahu2361 21 годину тому

    Bjp chatukar media kahaku bhakua anauchha, odissa ku khani khadan lut kari , Adani Ambani byabasai nku labha jogaibapain bhala chanda adaya kariba

  • @DebarajBarik-gt2ti
    @DebarajBarik-gt2ti День тому

    Aane Se Kya Hoga Odisha Ko Mila kya, khamba Aalu

  • @Kgfstar143
    @Kgfstar143 21 годину тому

    Last 10 year ra knmeleni ab odisha ku gandi mare Baku achi magya

  • @charuchandrajena196
    @charuchandrajena196 День тому +1

    Modi is comming odisha togive gurumantra to loot odisha port,airport mines .

  • @sanjivkumarsanjivkumar2037
    @sanjivkumarsanjivkumar2037 День тому

    Odisha ku bikebaku asuthanti modi

  • @dillipkumarpanda7021
    @dillipkumarpanda7021 День тому

    Kalia jojona paisa kahin

  • @ashokmohanty9136
    @ashokmohanty9136 21 годину тому

    Khani loot jojona

  • @lambodardas4439
    @lambodardas4439 23 години тому

    Khani lutiba pai barambar as ßuchi

  • @biswacreativityxyz75
    @biswacreativityxyz75 23 години тому

    Odisha ku Kmiti lutibe abe kahikina odisha ro sampoti abe Jolo Jolo dekha jau6i kahikinlutibeni 😂😂😂😂❤😂

  • @Babul-fp6xu
    @Babul-fp6xu День тому

    Jay Modi ❤❤❤❤

  • @boilochanpanigrahi4989
    @boilochanpanigrahi4989 День тому +2

    DhandabajBJPAdanisabuBikideba

  • @shuabammeher-gi5em
    @shuabammeher-gi5em День тому

    Odisha ku luti baku asuchanti

    • @biswanathsitha5142
      @biswanathsitha5142 23 години тому

      ନାଇଁ ମ ତମ ମାନଙ୍କୁ ଲୋଟିବାକୁ ଆସୁଛନ୍ତି ।

  • @bidhubhusansamantasinghar4792
    @bidhubhusansamantasinghar4792 День тому

    Jaha karuchh kar, AWW didi nka parivar ku dekha , darama double karo, sarkar longaring heba hin heba, AWW didi khush hele bjp jabardasti jitiba hin jitiba, eha satya satya satya

  • @rajeshmitra6980
    @rajeshmitra6980 День тому

    BJP RA PELO