Jay Shree Krishna Happy Janmashtami to all and my heartiest pranam too.. I'm damnn blessed to be a part this amazing song which is beautifully composed Amit Tripathi sir and beautifully penned by Er. dola Govinda Behera sir.. Special thanks to Manas sir and Krushna sir for this wonderful song
Jay Shree Krishna
Happy Janmashtami to all and my heartiest pranam too.. I'm damnn blessed to be a part this amazing song which is beautifully composed Amit Tripathi sir and beautifully penned by Er. dola Govinda Behera sir..
Special thanks to Manas sir and Krushna sir for this wonderful song
Great Gratitude
ସଙ୍ଗୀତଟିର ମଧୁର ମୂର୍ଚ୍ଛନା ମୋତେ ସ୍ଵପ୍ନାବିଷ୍ଟ କରିଛି। ବାରମ୍ବାର ଶୁଣିବା ପରେ ମଧ୍ୟ ଆହୁରି ଥରେ ଶୁଣିବାକୁ ଅନ୍ତରାତ୍ମା ବିଳାପ କରୁଛି। ଧନ୍ୟା ମୋର ଦର୍ଶନା ମା'... ମୋ ଆୟୁଷ ତୁମକୁ ଲାଗୁ ମା'... ତୁମ ଯାଦୁକରୀ କଣ୍ଠର ମଧୁର ମୂର୍ଚ୍ଛନାରେ ରାଧାକୃଷ୍ଣଙ୍କ ମିଳନ-ଗାଥା ଏହିଭଳି ସଂସାରର କୋଟି କୋଟି ପ୍ରାଣକୁ ଶୀତଳତା ବାଣ୍ଟି ଚାଲିଥାଉ... କାଳକାଳକୁ।
ଆଜି ସଙ୍ଗୀତଟିକୁ ଶୁଣିବା ପରେ ଆଖିରୁ ଆନନ୍ଦାଶ୍ରୁ ଝରି ପଡ଼ୁଛି....
ଅତି ସୁନ୍ଦର ସଙ୍ଗୀତ। ସମସ୍ତ ଙ୍କୁ ଅନେକ ଅନେକ ଧନ୍ୟବାଦ।
Bahut khoob 👌
Bahut sundar gaichu. Jai jagannath
Lyrics ଏବଂ ଗାୟନ ଅତି ଉଚ୍ଚକୋଟୀର। ହୃଦୟର ସହ ଯିଏ ଶୁଣିବ, କୃଷ୍ଣ ଭକ୍ତିରେ ନିଜକୁ ଭୁଲିଯିବ। ଜୀବନର ଶ୍ରେଷ୍ଠ ପରମାର୍ଥ ପ୍ରସାଦ ପାଇଯିବ। ସୁନ୍ଦର, ଅତି ସୁନ୍ଦର।
Wooow awesome Darshna
Bahut Sundar..
କଣ୍ଠଶିଳ୍ପୀ, ସଙ୍ଗୀତକାର, ଗୀତିକାର, ପ୍ରଯୋଜକ ଏବଂ ସମସ୍ତ ବାଦ୍ୟକାରମାନଙ୍କୁ ହୃଦୟରୁ ଶୁଭେଚ୍ଛା। କିଛି ଦିନ ପରେ ନିଖୁଣ ଭଜନ ସଂଗୀତଟିଏ ଶୁଣି ମନ ଆନନ୍ଦିତ ହେଇଗଲା।
ଆପଣଙ୍କୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆନ୍ତରିକ ଶୁଭକାମନା। ଆପଣଙ୍କ ମହାର୍ଘ ଉକ୍ତି ପାଇଁ ଅଶେଷ ଧନ୍ୟବାଦ।
ବହୁତ୍ ସୁନ୍ଦର୍ ଭଜନ
Thank you so much bhai 😊🙏😊
Bhava bhakti bhara bhajan
Ki sundar hoichi Radhe Krishna🙏🏽🙏🏽
Bahut badhia
🙏ଜୟ ଶ୍ରୀ କୃଷ୍ଣ🙏
Marvelous 🙏👍
Excellent singing
Thanks to you and your team
Hare krishna
Very nice ❤️👍👍👍👍
Nice singing by DARSHANA
❤
Excellent
Thank you so much
Bahut bhala laguchi Bhajan ti. Sundar composition Amit Bhai. Bhala gaichhi Darshana. Heart touching lyrics.
Tapas panigrahi - Music Director
Thank you so much sir
I just like it.
Very nice
Too nice
ଏ ଗୀତଟି କେବେ ରିଲିଜ୍ ହେବ ବୋଲି ଚାତକ ନୟନରେ ମୁଁ ଚାହିଁ ରହିଥିଲି... ଠିକ୍ ସମୟରେ ଶୁଭ ଲଗ୍ନରେ ଗୀତଟିର ଶୁଭମୁକ୍ତି ହୋଇଛି। ତେଣୁ ମା ଶାରଳା ନିର୍ମଳା ପ୍ରଡକ୍ସନ ୟୁଟ୍ୟୁବ ଚ୍ୟାନେଲ ନିକଟରେ ମୁଁ ଚିର ଋଣୀ...
ପ୍ରକୃତରେ ଅମିତ୍ ତ୍ରିପାଠୀଙ୍କ ସଙ୍ଗୀତ ନିର୍ଦ୍ଦେଶନା ଖୁବ୍ ଚମତ୍କାର ହୋଇଛି। ଦର୍ଶନା ମା' ଭାବରେ ମଜ୍ଜି ଯାଇ ଗୀତଟିକୁ ପୂର୍ଣ୍ଣ ସମର୍ପଣର ସହିତ ଏପରି ମଧୁର ଭାବରେ ଗାଇଛନ୍ତି ଯେ ସଙ୍ଗୀତଟି ଅମୃତଝରା ହୋଇଛି... ବାରମ୍ବାର ଶୁଣିବା ପରେ ବି ଆହୁରି ଶୁଣିବାକୁ ଇଚ୍ଛା ହେଉଛି।
ଦର୍ଶନା ମା'ଙ୍କୁ ମୋ ତରଫରୁ ଅଶେଷ ଧନ୍ୟବାଦ ଓ ଆନ୍ତରିକ ଶୁଭକାମନା... ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଦର୍ଶନା ମା'ଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ, ସେ ଓଡ଼ିଶାର ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ରୂପେ ମାନ୍ୟତା ପାଆନ୍ତୁ - ଏତିକି କାମନା କରୁଛି।
ଗୀତଟିର ସଫଳତା ପଛରେ ଯେଉଁ ମାନଙ୍କର ଅବଦାନ ରହିଛି, ସମସ୍ତଙ୍କୁ ମୋର ସାଦର ପ୍ରଣାମ।
🌸🌹🙏🌹🌸
Awesome singing
Very nice ❤❤❤❤❤❤❤🎉🎉🎉🎉🎉
Very nice 👍
Waooo, DARSHANA, you sang brilliantly, nicely composed by AMIT TRIPATHI, nicely penned by ER,DOLAGOVINDA BEHERA SIR
Astonishing voice amazing singer ❤🎉
Excellent singing Jai Jagannath
Jay Jagannath 🙏🏼🙏🏼🙏🏼🌺🌺🙏🏼
Very very nice ❤so sweet voice
Jay shree Krishna
Excellent Singing.
Very nice 💯
Wonderful creation and fabulous singing. Hats off to entire production house.supurb composition.jay shree Krishna.🙏🙏🙏🙏
ଚତୁଃସହସ୍ରାଧିକ ବର୍ଷ ପରେ କୃଷ୍ଣଙ୍କ ସହିତ ରାଧାଙ୍କର ଏ ବିଳବିଂତ ମିଳନ ରାଗ - ଏ ବର୍ଷଣ ମୁଖର ମର୍ତ୍ତ୍ୟରେ ଏକ ବିସ୍ମୃତ ବାସଂତୀର ଅମୃତ ଅନୁରାଗ, ଏକ ଅଦୃଷ୍ଟ ଅଭିସାରର ଅମୂର୍ତ୍ତ ମୁହୂର୍ତ୍ତ, ଏକ ଧ୍ରୁପଦୀ ଧାରାର ଧ୍ରୁବ ଧୃତି ! ପରମ ପ୍ରେମପୁରୁଷ ସହିତ ପ୍ରେମପ୍ରକୃତିର ପ୍ରତିପନ୍ନ ପ୍ରତିମୂର୍ତ୍ତି ଭାରତୀୟ ଭଲପାଇବାର ଏଇ ରାଧାକୃଷ୍ଣ ଭାବମୂର୍ତ୍ତି ।
ଆଃ... କି ସ୍ଵର୍ଗୀୟ ଅନୁଭବର ବର୍ଣ୍ଣବୋଧ କବି ବନ୍ଧୁ ଇଂ ଦୋଳଗୋବିନ୍ଦ ବେହେରାଙ୍କ କଲମରୁ ଝରି ଆସିଛି !
ମୋ ଆଦରଣୀୟା କଣ୍ଠଶିଳ୍ପୀ ଦର୍ଶନାମା'ଙ୍କ କଣ୍ଠରେ କେବଳ ଅମୃତବର୍ଷା ହିଁ ହେଉଛି।
ସଙ୍ଗୀତକାର ମାନନୀୟ ଅମିତ ତ୍ରିପାଠୀ ମହୋଦୟଙ୍କୁ ଅଜସ୍ର କୃତଜ୍ଞତା ଓ ହୃଦେଚ୍ଛା।
ସମ୍ମାନନୀୟ ବିକାଶ ସାର୍ ମାନସ ସାର୍ କୃଷ୍ଣଚନ୍ଦ୍ର ସାର୍ ଓ ଭିଡ଼ିଓ ସମ୍ପାଦକ ମହୋଦୟଙ୍କୁ ଏହି କାଳଜୟୀ ଗୀତ ପ୍ରସ୍ତୁତି ପାଇଁ ଏହି ଗୀତର ଶ୍ରବଣ ଓ ଦର୍ଶନ ଜନିତ ପୁଣ୍ୟ ଅର୍ପଣ କରୁଛି। ମୋ ଜୀବନ ଚାଲିଯାଉଥିବା ବେଳେ ଏ ଗୀତଟି ଶୁଣିବାକୁ ଅହୋଭାଗ୍ୟ ମହାପ୍ରଭୁ ଦିଅନ୍ତୁ, ଏହି ପ୍ରାର୍ଥନା ମୋର। ଜୟ ଜଗନ୍ନାଥ।
Thank you so much uncle
Nice lyrics Nice 😂 Nice 😂composition
🚩 Jay shree Krishna 🙏
Sangita bolibara bhava hrudaya'ku chhuinla
Music bhala hoichi, better composition hoiparithanta 🙏
Jepari gaika bhavare Katha prakash karuchhi, sehipari bivirna badya tasahita ingita bhava prakash karithile, ahuri bhala lagithanta.
Jadi kichhi bhul lekhi thaae tebe kshyama karibe 🙏
I'm also fully agree with you sir. More precise instrumental touch with respect to the emotion and situation could have been added.
Excellent
Very nice