Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଓଡ଼ିଶୀ ସଙ୍ଗୀତରାଗ କଲ୍ୟାଣ ଏକତାଳିକବିସୂର୍ଯ୍ୟ ବଳଦେବ ରଥଆଜ ଏ କି ଗୁମାନ ରେ । ଚନ୍ଦ୍ରାନନା ।ଦେଖି ନାହିଁ ସ୍ୱପନରେ । ଘୋଷା ।ସୁନ୍ଦର ରଦବାସ ମନ୍ଦାର ଦଳେ ହାସ-କୁନ୍ଦକୁ ପରକାଶ କୁନ୍ଦନାଙ୍ଗୀ ମୋ ଧନି ।(ପଡ଼ି)ତୁ ସିନା ମୋର ପ୍ରାଣ ରମଣୀଗଣରାଣରାଣ ଅଛିଟି ମାଣବକ ମୃଗାକ୍ଷୀ ଜାଣଦାରୁଣ ସ୍ମରରାଣ ଶାଣଦିଆ ତୀକ୍ଷଣବାଣଗଣରେ ନିଶ୍ଚେଁ ନେବଟି ଏ ପରାଣ । ୧ ।ଚାରୁ ଚମ୍ପକଦେହାରେ । ଚନ୍ଦ୍ରାନନା ।କାହୁଁ ଶିଖିଲୁ ଏହାରେ ।ଅଶ୍ରୁ ପ୍ରସରିବାର ମହୀକି ଚିରିବାରଆଜନ୍ମ ପରିଚାର ସଂସାର ସାରିବାର । ୨ ।ମର୍ମ୍ମ ଗଲାଟି ଫାଟିରେ । ଚନ୍ଦ୍ରାନନା ।ମାରମାର୍ଗଣଧାଟିରେ ।ବନ୍ଧୁଆ ସରିଲିଟି ତୋ କୀର୍ତ୍ତି ପରିପାଟୀରୋପିବାର ଲତାଟି ମୂଳୁଁ ନ ପକା କାଟି । ୩ ।ଦୋଷ ଦେଖି ତୁ ଦଣ୍ଡରେ । ଚନ୍ଦ୍ରାନନା ।ମଣ୍ଡନା କର ଗଣ୍ଡରେ ।ବାହୁପାଶେ ନିତାନ୍ତେ ବାନ୍ଧିବା ବସନାନ୍ତେଓଷ୍ଠ ବିଦାରି ଦନ୍ତେ ଭୁଷ କରଜକୁନ୍ତେ । ୪ ।ଆରମ୍ଭିଲେ ତୁ ରୁଷାରେ । ଚନ୍ଦ୍ରାନନା ।ଭରସା କେ ମୋ ରସାରେ ।ତେଜିଲେ ତୁ ମୋ କୋଳ କେତେ ମୋ ଧୃତି ବଳସହେ କି କରବାଳ କେଳିକମଳଦଳ । ୫ ।ଶ୍ୟାମ ବିନୟଭାଷାରେ । ଚନ୍ଦ୍ରାନନା ।ମନ୍ଦ ମଧୁର ହସା ରେ ।ଭାଷିଲେ ପ୍ରିୟବାଣୀ ରସେ ସେ ସୁଲକ୍ଷଣୀରସିଲେ ମନ ଜାଣି ଶ୍ରୀ ଛୋଟରାୟ ଭଣି । ୬ ।
'ଘୋଷା' ଜାଣିଚେ। 'ପଡ଼ି' ମାନେ କ'ଣ?
@@rgudduu ଓଡ଼ିଶୀ ସଙ୍ଗୀତର ଏକ ପାରମ୍ପରିକ ପାରିଭାଷିକ ଶବ୍ଦ । ଗୀତର ଏକ ନିର୍ଦ୍ଦିଷ୍ଟ ଅଂଶ ଯାହାକୁ ଦୁଇ ଗୁଣ ଲୟରେ ଗାନ କରାଯାଏ । ଏହା ଓଡ଼ିଶୀ ସଙ୍ଗୀତର ସ୍ଵତନ୍ତ୍ର କ୍ରିୟା ।
@@pattaprateek , hmmm nice info... thanks a lot
Sundara gayana. Katrina sabda sabura Sarala Artha provide kale bhala huanta.
Treasures of odissi music. ❤
Very beautiful. Through such music yester years brought by Odissi music we also get to listen to this great vocalist.
Good. I think Balakrshna Dash sang better.
ଓଡ଼ିଶୀ ସଙ୍ଗୀତ
ରାଗ କଲ୍ୟାଣ ଏକତାଳି
କବିସୂର୍ଯ୍ୟ ବଳଦେବ ରଥ
ଆଜ ଏ କି ଗୁମାନ ରେ । ଚନ୍ଦ୍ରାନନା ।
ଦେଖି ନାହିଁ ସ୍ୱପନରେ । ଘୋଷା ।
ସୁନ୍ଦର ରଦବାସ ମନ୍ଦାର ଦଳେ ହାସ
-କୁନ୍ଦକୁ ପରକାଶ କୁନ୍ଦନାଙ୍ଗୀ ମୋ ଧନି ।
(ପଡ଼ି)
ତୁ ସିନା ମୋର ପ୍ରାଣ ରମଣୀଗଣରାଣ
ରାଣ ଅଛିଟି ମାଣବକ ମୃଗାକ୍ଷୀ ଜାଣ
ଦାରୁଣ ସ୍ମରରାଣ ଶାଣଦିଆ ତୀକ୍ଷଣ
ବାଣଗଣରେ ନିଶ୍ଚେଁ ନେବଟି ଏ ପରାଣ । ୧ ।
ଚାରୁ ଚମ୍ପକଦେହାରେ । ଚନ୍ଦ୍ରାନନା ।
କାହୁଁ ଶିଖିଲୁ ଏହାରେ ।
ଅଶ୍ରୁ ପ୍ରସରିବାର ମହୀକି ଚିରିବାର
ଆଜନ୍ମ ପରିଚାର ସଂସାର ସାରିବାର । ୨ ।
ମର୍ମ୍ମ ଗଲାଟି ଫାଟିରେ । ଚନ୍ଦ୍ରାନନା ।
ମାରମାର୍ଗଣଧାଟିରେ ।
ବନ୍ଧୁଆ ସରିଲିଟି ତୋ କୀର୍ତ୍ତି ପରିପାଟୀ
ରୋପିବାର ଲତାଟି ମୂଳୁଁ ନ ପକା କାଟି । ୩ ।
ଦୋଷ ଦେଖି ତୁ ଦଣ୍ଡରେ । ଚନ୍ଦ୍ରାନନା ।
ମଣ୍ଡନା କର ଗଣ୍ଡରେ ।
ବାହୁପାଶେ ନିତାନ୍ତେ ବାନ୍ଧିବା ବସନାନ୍ତେ
ଓଷ୍ଠ ବିଦାରି ଦନ୍ତେ ଭୁଷ କରଜକୁନ୍ତେ । ୪ ।
ଆରମ୍ଭିଲେ ତୁ ରୁଷାରେ । ଚନ୍ଦ୍ରାନନା ।
ଭରସା କେ ମୋ ରସାରେ ।
ତେଜିଲେ ତୁ ମୋ କୋଳ କେତେ ମୋ ଧୃତି ବଳ
ସହେ କି କରବାଳ କେଳିକମଳଦଳ । ୫ ।
ଶ୍ୟାମ ବିନୟଭାଷାରେ । ଚନ୍ଦ୍ରାନନା ।
ମନ୍ଦ ମଧୁର ହସା ରେ ।
ଭାଷିଲେ ପ୍ରିୟବାଣୀ ରସେ ସେ ସୁଲକ୍ଷଣୀ
ରସିଲେ ମନ ଜାଣି ଶ୍ରୀ ଛୋଟରାୟ ଭଣି । ୬ ।
'ଘୋଷା' ଜାଣିଚେ। 'ପଡ଼ି' ମାନେ କ'ଣ?
@@rgudduu ଓଡ଼ିଶୀ ସଙ୍ଗୀତର ଏକ ପାରମ୍ପରିକ ପାରିଭାଷିକ ଶବ୍ଦ । ଗୀତର ଏକ ନିର୍ଦ୍ଦିଷ୍ଟ ଅଂଶ ଯାହାକୁ ଦୁଇ ଗୁଣ ଲୟରେ ଗାନ କରାଯାଏ । ଏହା ଓଡ଼ିଶୀ ସଙ୍ଗୀତର ସ୍ଵତନ୍ତ୍ର କ୍ରିୟା ।
@@pattaprateek , hmmm nice info... thanks a lot
Sundara gayana. Katrina sabda sabura Sarala Artha provide kale bhala huanta.
Treasures of odissi music. ❤
Very beautiful. Through such music yester years brought by Odissi music we also get to listen to this great vocalist.
Good. I think Balakrshna Dash sang better.