ଦେଖନ୍ତୁ JTS Orientation ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାଥମିକ ଶିକ୍ଷକଙ୍କ ଦରମାକୁନେଇ କଣ କହିଲେ

Поділитися
Вставка
  • Опубліковано 12 жов 2024
  • ଦେଖନ୍ତୁ JTS Orientation ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାଥମିକ ଶିକ୍ଷକଙ୍କ ଦରମାକୁନେଇ କଣ କହିଲେ
    #rashmitube

КОМЕНТАРІ • 137

  • @suryamanibhoi1549
    @suryamanibhoi1549 8 днів тому +28

    ଶିକ୍ଷା ଓ ଶିକ୍ଷକ ପ୍ରତି ଯଦି ଏତେ ଦରଦ ଅଛି ତେବେ 4200 GP ଦିଅ ନଚେତ... କିଛି ହବ ନାଇଁ

  • @skumars4553
    @skumars4553 8 днів тому +30

    କହିଲେ କଣ ହେବ ଦରମା ବଢିବ କି ନା ପେନସନ ହେବ ଶିକ୍ଷକ ଯଦି ନେତା ମନ୍ତ୍ରୀ ଙ୍କ ଭାବିଷ୍ୟତ ତିଆରି କରୁଛନ୍ତି ତାହାର ଫଳ କଣ ଏତିକି ଦରମା ପୁଣି ଜିଲ୍ଲା ବାହାରେ. କେମିତି ଚଳୁଛନ୍ତି କେବେ ଧ୍ୟାନ ଦେଇଛନ୍ତି କି ଖାଲି ତଟକା କଥା କହିଲେ କିଛି ଲାଭ ନାହିଁ ତେଣୁ ବେଶୀ ନ ଟେକି କାମରେ କରି ଦେଖାନ୍ତୁ. ପେଟ ପୋଡ଼ିଯାଉଛି ଶିକ୍ଷକ ମାନଙ୍କ ର କଥା ଶୁଣିଲେ କଣ ସମାଧାନ ହୋଇଯିବ କି?

  • @bikhyatbiharimishra5941
    @bikhyatbiharimishra5941 7 днів тому +19

    ଯଦି ଶିକ୍ଷକ ଙ୍କ ଉନ୍ନତି ଚାହୁଁଛନ୍ତି ଅନ୍ୟ ରାଜ୍ୟ ଭଳି ଦରମା ପ୍ରାଥମିକ ଶିକ୍ଷକ ଙ୍କୁ ଦିଅନ୍ତୁ

    • @sibaramsahu8873
      @sibaramsahu8873 7 днів тому

      @@bikhyatbiharimishra5941 ଶିକ୍ଷକ ଙ୍କ ଉନ୍ନତି ନା ଶିକ୍ଷାର ଉନ୍ନତି ।

  • @gangabrahma3978
    @gangabrahma3978 7 днів тому +10

    ଖାଲି ଭାଷଣରେ ପେଟ ପୂରେ ନାହିଁ । ବିଦ୍ୟାଳୟରେ ରହିଥିବା ତାରତମ୍ୟ ପାଇଁ ସେଇ ଗୁରୁଙ୍କ ମନୋବଳ ଭାଙ୍ଗି ପଡ଼ୁଛି । ଜଣେ ୮୦ ହଜାର ପାଉଥିବା ବେଳେ ଆଉ ଜଣେ ୭୦୦୦ ଟଙ୍କା ଦରମା ପାଇ ଠିକ୍ ଭାବେ କାମ କରି ପାରିବ ?

  • @jayantasahoo3704
    @jayantasahoo3704 8 днів тому +10

    ଆମେ କେତେ ବିଚିତ୍ର ଯାଉ ରାଜ୍ୟର ମୂଖ୍ୟମନ୍ତ୍ରୀ ଶିକ୍ଷକ ମାନଙ୍କର ସମସ୍ୟା ଭଲ ଭାବରେ ଜାଣିଛନ୍ତି ଫୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି ସେ ରାଜ୍ୟର ପିଲା 11 ହାଜର ଟଙ୍କାରେ ବେଠି ଖଟିବାକୁ ଯାଉଛନ୍ତି। ଏଇଥିରେ ଏତେ ଗର୍ବ ଫୁନି , କିଛି ଲାଭ ନାହିଁ ଆଜ୍ଞା ରେଗୁଲାର ରେ ଚାକିରି କରନ୍ତୁ।

  • @SatrughanNayak-qf1rt
    @SatrughanNayak-qf1rt 8 днів тому +14

    ଆପଣ ମାନେ ଖୁସି ତୋ, ନିଜ ହାତରୁ ଖାଇ ଘୋଡ଼ଚଢ଼ିବା ପରି ଲାଗୁଛି, ନେତା ମାନେ ଦରମା ନେବେ ଲକ୍ଷ୍ୟ ଲକ୍ଷ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦଶ ହଜାର ଟଙ୍କାରେ ମଧୁବାବୁ, ଗୋପବନ୍ଧୁ ତିଆରି କରିବେ ଆମ ନେତାମାନେ ଭାଷଣ ଦେଉଛନ୍ତି

  • @npcreation4373
    @npcreation4373 7 днів тому +5

    ସବୁ ଠାରୁ ନିର୍ଲଜ ସରକାର ମୋହନ ସରକାର

  • @justifiedjogaforall5938
    @justifiedjogaforall5938 8 днів тому +10

    ଆନ ସ୍ଵର୍ଗ ସୁଖ ଲୋଡ଼ା ନାହିଁ
    ଯଦି ଶିକ୍ଷକ ହୋଇଛି କେହି
    ଶିକ୍ଷକ ବୃତ୍ତି କୁ. ଆଦରିଛି ଯିଏ
    ଏ ତାର ବଡ ସୌଭଗ୍ୟ
    ସେ କର୍ମ ଡୋରୀରେ. ବନ୍ଧା ହୋଇ ଅଛି
    ଏ ଦେଶ ଶିଶୁ ଙ୍କ ଭାଗ୍ୟ
    ପୂର୍ବ ଜନମ ର. ପ୍ରାରବ୍ଧ ର ଫଳ
    ମଣିଷ ଗଢିବା ପାଇଁ............ 1
    କୋଟି ଜନମ ର. ସୁ ଫଳ ତା ବଳେ
    ଏ ବୃତ୍ତି ପାଇଚି ମୁହିଁ
    ମୋ କର୍ମ ପଥରେ. ଆସୁ ଯେତେ ବାଧା
    କେବେ ପଶ୍ଚାତ୍ପଦ ହେବି ନାହିଁ
    ମାନବ ଜନମ. ଜୀବନ ଦର୍ଶନ
    ଗଢି ତୋଳିବା ର ପାଇଁ.... ..... 2
    ତରୁ ତୃଣ ଘେରା. ପୁଷ୍ପ ଉଦ୍ୟାନ ରେ
    ଶିଶୁ ଙ୍କର କୋଳାହଳ
    କୁନି କୁନି ଓ ଠେ ନାଲି ଗୁଲୁଗୁଲୁ
    ମିଷ୍ଟ, ଶ୍ରାବ୍ୟ ହସ ରୋଳ
    ଶିଶୁଙ୍କ ମେଳରେ ଜ୍ଞାନ ବାଣ୍ଟିବାକୁ
    ମନ ହୁଏ ହାଇ ପାଇଁ........ ...3
    କୋମଳ, ଚପଳ, ବାଳୁତ ମନକୁ
    ମାପିପରେ ଅବା କିଏ. ?
    ମାପିବା ଦକ୍ଷତା ଅଛି ବୋଲି ଗୁରୁ
    ମାପ ଦଣ୍ଡ ଧରି ଥାଏ
    ସେହି ମାପ ଦଣ୍ଡ. ଗଢ଼ଇ ଶିଶୁ ଙ୍କୁ
    ମଣିଷ ପଣିଆ ଦେଇ........4
    ମାଟି ପିଣ୍ଡୁଳା ଟି. କୁମ୍ଭକାର ହସ୍ତେ
    ଗଢାଇ ନିଅଇ ରୂପ
    ଅଜ୍ଞାନୀ ଶିଶୁ ଙ୍କୁ. ଶିକ୍ଷକ ଗଢନ୍ତି
    ଆଚାରୀ କଠିନ ତପ
    ଜ୍ଞାନ ତରୁ ଭାବି. ଶିଶୁ ଆଶ୍ରା କରେ
    ତାର ଜୀବନ ଗଢ଼ିବା ପାଇଁ....... 5
    ପଶୁ ର ଅନ୍ତ୍ରର ବୁଝି ପଶୁ ପlଳେ
    ଉତ୍ତମ ପଶୁ ପାଳକ
    ଶିଶୁ ର ଅନ୍ତର. ବୁଝି ଜ୍ଞାନ ଢାଳେ
    ଭାବ ପ୍ରବଣ ଶିକ୍ଷକ
    ତେଣୁ ଅଜ୍ଞ ଶିଶୁ. ଭକ୍ତି ଅର୍ଘ୍ୟ ଢାଳେ
    ଗୁରୁ ପଦେ ମଥା ନଇଁ........ 6
    ଆଜିକାର ଶିଶୁ. ଆଗାମୀ କାଲିର
    ହେବ ଦେଶ କର୍ଣ୍ଣଧାର
    ଶିକ୍ଷକ ଙ୍କ ଦାନେ. ଗଢି ହେବ ଜ୍ଞାନ
    ଦୟା, କ୍ଷମା, ଶିଷ୍ଟା ଚାର
    ଏତେ ବଡ଼ ଦାନ. କେ କରି ପାରିବ
    ଜଗତ୍ କଲ୍ଯାଣ ପାଇଁ...... ...7
    ବାପା ମାଆ ସିନା. ଜନମ ଦିଅନ୍ତି
    କରମ ତା ନିଜ ତପ
    ସେହି ତପସ୍ୟାରେ. ସାହାରା ହୁଅନ୍ତି
    ବିଭବ, ଜ୍ଞାନ ଶିକ୍ଷକ
    ଅଣ ପରିଶୋଧ. ରୁଣ ଗୁଣ ଗାଏ
    ଯାବତ୍ ଜୀବନ ପାଇଁ........ 8
    ଜ୍ଞାନ ଆହରଣ. ଜ୍ଞାନ ବିତରଣ
    ସେହି ଶିକ୍ଷକ ସ୍ୱ ଧର୍ମ
    ମଣିଷ ତିଆରି କାରଖାନାର ସେ
    ଜ୍ଞାନ ଯନ୍ତ୍ରୀ ରୂପେ ଗଣା
    ଜ୍ଞାନୀ ଗୁଣୀ ଜନ. ଗଢିଲେ ଏ ଦେଶ
    ବିଦେଶରେ ହେବ ଜଣା
    ଧନ୍ୟ ସେ ଶିକ୍ଷକ. ସଂଗ୍ରାମ ରେ ରତ
    ଦେଶ ଗଢିବାର ପାଇଁ........ 9
    କୁମୁଦ ଚନ୍ଦ୍ର ଦଳାଇ
    ମୋ - 9861889305

  • @subhamkumardhal601
    @subhamkumardhal601 7 днів тому +6

    Regular posting heba uchit , upajukta darama deba uchit

  • @paramanandabehera8403
    @paramanandabehera8403 8 днів тому +4

    କମେଡି ଭିଡ଼ିଓ ଦେଖିଥିଲେ ଖୁସି ମିଳିଥାନ୍ତା
    ପିଲାଙ୍କୁ ଆଶ୍ୱାସନା ଟିକିଏ ନାହିଁ
    ଆଉ ଯାହା କହିଥିଲେ ପ୍ରଥମେ କରନ୍ତୁ ତାପରେ ଅନ୍ୟ କୁ ଆକ୍ଷେପ କର

  • @dibakarnayak4530
    @dibakarnayak4530 8 днів тому +5

    କିଛି ନାହିଁ ଖାଲି ଭୋଟ ରାଜନୀତି। ସ୍କିମାଟିକ ଉଚ୍ଛେଦ ଓ ଟଙ୍କା 4200 ଗ୍ରେଡ ପେ କଥା କୁହ। OPS କଥା କ'ଣ ହେଉଛି।।

  • @pabitrakumarswain2033
    @pabitrakumarswain2033 8 днів тому +11

    ଭାଷଣରେ ପେଟ ପୂରେନି

  • @patnaikmanoj8507
    @patnaikmanoj8507 8 днів тому +3

    ଭାଇ ଭଉଣୀ ମାନେ ଯାହା ମିଳୁଛି ଖୁସି ହେଇଯାଅ... ଏମିତି ବି ଶିକ୍ଷକ ସମାଜ ରେ ଅଛନ୍ତି ବର୍ଷ ବର୍ଷ ଧରି ଶିକ୍ଷକତା କରି ଟଙ୍କା ଟେ ଅନୁଦାନ ନ ପାଇ ଅବସର ନେଇଛନ୍ତି.

    • @Ranjanmallick1999-tr1ih
      @Ranjanmallick1999-tr1ih 8 днів тому

      Thik katha bhai aji kali ra generation ra pila Khali Paisa Paisa hele emt hele uttam sikhyaka kebe bi hei paribeni ...

    • @mindfreshdilkhush8575
      @mindfreshdilkhush8575 7 днів тому +1

      Bhai sekan entrance dei quality Kari job karithile na nija village re school kholi joining heithile Bhai kahiba agaru tike bhaba kan kahucha

  • @jayadevsenapati4521
    @jayadevsenapati4521 8 днів тому +3

    ସମୁଦ୍ର କୁ ଶଂଖେ... ବିଦ୍ୟାଳୟ ରେ ଶିକ୍ଷକ ନାହିଁ... ଶିକ୍ଷକ ନିର୍ଯାତିତ

  • @biswambharmanahira966
    @biswambharmanahira966 8 днів тому +7

    Regular posting deiparila nai katha bada. Prathamika siksha pai kana karichhanti. Khali bhasana marile heba nai.

  • @rohitnayak3788
    @rohitnayak3788 8 днів тому +2

    If people would send their children to Govt. Schools like Delhi govt. Then your wards will be sounded good.

  • @amarjena8858
    @amarjena8858 8 днів тому +4

    ଭିତି ଭୂମି କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଭାଷାରେ କେବଳ ସ୍କୁଲ ରେ ରଙ୍ଗ ମାରି ତାଳି
    ସାଉଁଟିବାର କାମ.. ଯାହା ଅତୀତରେ ପୂର୍ବ ସରକାରଙ୍କ ସମୟରେ ଚାଲିଥିଲା.....
    11,100/--
    ରେ କେବେ ଗୁଣାତ୍ମକ ଶିକ୍ଷା ମିଳିବନି....
    କୌଣସି feeder school ବି କାମ କରିବନି ଯେ ପଯ୍ୟନ୍ତ ଶିକ୍ଷକ ଙ୍କୁ ସୁଦୃଢ କରିନି...

  • @dhirendranathrout3005
    @dhirendranathrout3005 6 днів тому

    ମୁଖ୍ୟ ମନ୍ତ୍ରୀ ଯଦିଓ ଭଲ, ମାତ୍ର କ୍ଉଣସି କାର୍ଯ୍ୟ ଯଦି ନିଜ ବିବେକ ଅନୁସାରେ କରିପାରନ୍ତେ, ତେବେ ଭଲ ହୁଅନ୍ତା।

  • @bijitaswapadhan5072
    @bijitaswapadhan5072 7 днів тому +2

    1st CM of our Odisha who has delivered a very heart touching speech for the newly appointed teachets. Your thoughts and feelings will must encourage and gives life to all the teachers of odisha. Hope, Your speech will reflect in your deeds . Sincer Thanks to you, Majhi sir.

  • @pareshchandrajena7408
    @pareshchandrajena7408 8 днів тому +14

    କଥା କୁହା କପିଳା

  • @NarayanaPadhy-yc3vm
    @NarayanaPadhy-yc3vm 7 днів тому +1

    ପ୍ରତ୍ୟେକ ଯୁବ ଡାଇବେଟିସ ରୋଗୀ ଚାକିରି ଖଣ୍ଡେ ନ ପାଇ ପାଠ ପଢ଼ି ବେକାର ଯୋଗୁଁ ଚିନ୍ତରେ ଡାଇବେଟିସ ରୋଗ ବଢ଼ି ଚାଲଛି
    ମୁଖ୍ୟ ମନ୍ତ୍ରୀ ମହୋଦୟ, ସେମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଓ ନିର୍ଦ୍ଧାରିତ ବୟସ ସୀମା ଇତ୍ୟାଦି ବାଦ ଦେଇ ବ୍ଲଡ଼ ରିପୋର୍ଟ ଆଧାରରେ ଯୋଗ୍ୟତା ଭିତିକ ସରକାରି ଚାକିରି ଗୋଟିଏ ଗୋଟିଏ ସମସ୍ତ ଯୁବ ଡାଇବେଟିସ ପୀଡିତ ବ୍ୟକ୍ତି ମାନଙ୍କୁ ଡାକ୍ତର ଖାନା ନିକଟରେ ଦେଇ ପାରିଲେ ସେମାନେ ଚିନ୍ତା ମୁକ୍ତ ହୋଇ ଡାଇବେଟିସ ପ୍ରାଦୁର୍ଭାବ କୁ ରୋକିବା ପାଇଁ ସମର୍ଥ ହୁଅନ୍ତେ ଓ ମୁଖ୍ୟ ମନ୍ତୀ ଜନ ସେବା ପାଇଁ ଉଚ ପ୍ରଶଂସିତ ହୋଇ ପାରନ୍ତେ
    Joy ଜଗନ୍ନାଥ

  • @dhirendranathrout3005
    @dhirendranathrout3005 6 днів тому

    ପେଟ ପୋଡ଼ି ଯାଉଥିବା ବେଳେ, ଭବିଷ୍ୟତ ଅନ୍ଧାର ବେଳେ କିଏ ଓ କିପରି ଉନ୍ନତ ଶିକ୍ଷା ପ୍ରଦାନ କରିପାରିବ।

  • @satyasahu2074
    @satyasahu2074 7 днів тому

    ସମସ୍ତ କର୍ମଚାରୀ ରେଗୁଲାର ପ୍ରାଥମିକ ଶିକ୍ଷକ ଠିକା ନିଯୁକ୍ତି କାହିଁକି। ଛି ଛି

  • @sahadevrath5304
    @sahadevrath5304 7 днів тому

    ଶିକ୍ଷକମାନେ କୁମ୍ଭାର ଆଉ ଛାତ୍ରଛାତ୍ରୀ ମାନେ କଞ୍ଚାମାଟି । କଞ୍ଚାମାଟିରୁ ଯାହା ଚାହିଁଲେ ଚାହା କରିହେବ , ଯେମିତି କଳସ,, ସରା, ଦିପାଳୀ, ମୂର୍ତ୍ତି, ଚିଲମ, କଣ୍ଢେଇ, ଫୁଲ ଦାନୀ ଇତ୍ୟାଦି ।

  • @sarbeswarbaskey1359
    @sarbeswarbaskey1359 3 дні тому

    C.M Nabin pattnayak Secondary tr Managku Regular posting dele.C.M Mohan Charan Majhi Primary tr Ranku Debe G.P-4200. Tebe Shikshya Ra Unnati heba Otherwise........

  • @sahadevrath5304
    @sahadevrath5304 7 днів тому

    ଶିକ୍ଷକମାନେ କୁମ୍ଭାର ଆଉ ଛାତ୍ ଛାତ୍ରୀମାନେ କଞ୍ଚାମାଂସ । କଞ୍ଚାମାଟିରେ ଯାହା ଚାହିଁଲେ ତାହା କରିହେବ, ଯେମିତି କଳସ, ଦିପାଳୀ, ସରା, ମୁର୍ତ୍ତୀ ,ଚିଲମ, କଣ୍ଢେଇ😮ଇତ୍ୟାଦି ।

  • @ashismohapatra9159
    @ashismohapatra9159 7 днів тому +1

    ପ୍ରାଥମିକ ଶିକ୍ଷକଙ୍କ ଦରମା 4200 grade pay କେବେ କରିବେ ମୁଖ୍ୟମନ୍ତ୍ରୀ ମହାଶୟ,କେବେ 6 ବର୍ଷକୁ ଭରଣା କରିବେ ଆମର?ଆମ ବିଗତ ଜୀବନକୁ କେବେ ଫେରି ପାଇବେ ପ୍ରାଥମିକ ଶିକ୍ଷକ?????ଉତ୍ତର ଦେବେ ହେ ମହାମାନ୍ୟ ମୁଖ୍ୟମନ୍ତ୍ରୀ,ଆପଣ ବି ଥିଲେ ଜଣେ ପୂର୍ବରୁ ଶିକ୍ଷକ,ଶିକ୍ଷକଙ୍କ ପ୍ରତି କି ଦାଇତ୍ୱ ଓ ସମ୍ମାନ ଅଛି,ଆଗାମୀ ଦିନ କହିବ?

  • @prasantakumardash3962
    @prasantakumardash3962 7 днів тому

    For qualitative education salary is not an obstacle,it needs the curicity and enthusiasm of a person.So I request all the new teachers to be dedicated.

  • @balarajbirtia9062
    @balarajbirtia9062 7 днів тому

    କେହି ବି କୋରାପୁଟ ଓ ମାଲକାନଗିରି, ନବରଙ୍ଗପୁର ର ଘଟଣା ସମ୍ପର୍କରେ ପଦେ କହିଲେନି।

  • @priyabrataswain5273
    @priyabrataswain5273 8 днів тому +2

    ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ops ଲାଗୁ କରନ୍ତୁ

  • @BindasBinod1987
    @BindasBinod1987 8 днів тому +1

    Plz abolish contractual system for JTC n count 6yrs (contractual period) in service for JT

  • @sushantb8524
    @sushantb8524 4 дні тому

    Only for requirement only but teacher getting low grade payments as primary school teacher..,... give 4200 grade pay for all primary school teachers to get development of our education system....but speech is only for motivation only. All teacher know about what you telling in speech our honorable CM SIR.

  • @basantamunda3653
    @basantamunda3653 7 днів тому

    Select pilamane GB MISHRA school re Padhibe. Anya mane dadan khatibe....
    .

  • @prakashchandramarandi4727
    @prakashchandramarandi4727 7 днів тому

    Udi napay beta jay johar kohi montri hele ebe Jay Jagannath adibasi nay tumi jati adibasi but mon diku bramhan

  • @gyaneswarpradhani2823
    @gyaneswarpradhani2823 5 днів тому

    ଦରମା ଟିକେ ବଢ଼ା ହେଉ ଆଜ୍ଞା

  • @dhirendranathrout3005
    @dhirendranathrout3005 6 днів тому

    ଓ ପି ଏସ୍ ,୪୨୦୦ ଜିପି ନ ହେଲେ ଶିକ୍ଷା ର ଉନ୍ନତି ଅସମ୍ଭବ।

  • @sudhirmeher6160
    @sudhirmeher6160 7 днів тому

    ସମାନ କାମକୁ ସମାନ ଦରମା କଥା ଏହି BJP ସରକାରର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କରିନାହାନ୍ତି, କେବଳ ଭାଷଣ ଦେଇ ଚାଲିଛନ୍ତି, ତେଣୁ ଗୋଟିଏ ମାସ ପରେ BBSR ଯିବା ଏବଂ strike କରିବା ।

  • @suryamanibhoi1549
    @suryamanibhoi1549 8 днів тому +2

    ଯାଏ ଜଗର.. ନାଥ

  • @jadumanimirdha9321
    @jadumanimirdha9321 8 днів тому +1

    ଜଗରନାଥ ନୁହଁ ଜଗନ୍ନାଥ ଆଏ ଆଜ୍ଞା

  • @basantajharana6153
    @basantajharana6153 8 днів тому +2

    Dam ଅଛି ତ first ରୁ regular କର

  • @sarbeswarbaskey1359
    @sarbeswarbaskey1359 3 дні тому

    Manasikatara paribartana Samajaku paribartana karipariba.Otherwise.....

  • @Dr_GDM
    @Dr_GDM 7 днів тому +1

    Darama thik nadele kichhi hebanahi

  • @santoshpurohit7553
    @santoshpurohit7553 7 днів тому

    Niyamita karantu jagannath apananku o sarakara nku ashirbad Karantu .

  • @sankarbeherdalai5943
    @sankarbeherdalai5943 7 днів тому +1

    Ready to PMG

  • @bbkpatra2829
    @bbkpatra2829 7 днів тому

    Cm sir kete teacher recruitment kale kn heba sikshya department fail sabu 45mint period pare sabu staff room re full rest salary high work zero govt school re kn pahi pila padiba ku jaunahanti pvt school re join heuchanti

  • @sarbeswarbaskey1359
    @sarbeswarbaskey1359 3 дні тому

    Now a days Education is Business in our State

  • @sanjaylohar-y3c
    @sanjaylohar-y3c 7 днів тому

    Asli CM of Odisha❤

  • @HimanshuKumarMohapatra-dd7bf
    @HimanshuKumarMohapatra-dd7bf 8 днів тому +1

    କଣ କରିବା କଥା କୁହ କେବଳ ଭାଷଣ ନୁହେଁ।

  • @rajatbarik-u3t
    @rajatbarik-u3t 7 днів тому

    Ea Amar CM Bhala re Jagannath uchharana Kari paruni

  • @sakuntalaroul2311
    @sakuntalaroul2311 8 днів тому +3

    G P and 6 year katha kan hela?

  • @thabir69
    @thabir69 5 днів тому

    Kie lekhideichi ki manyabar c.m mohan sir ?

  • @bulusir.......3400
    @bulusir.......3400 8 днів тому +2

    Salary katha kn kuhantu

  • @Itsbadal-y2d
    @Itsbadal-y2d 7 днів тому

    Prafulla ghadei jetebele sikshyamantri thila emititeki puni pakei thila tenu sikshakanka katha bujha .contractual uthao 42 Gp kara ghosana kara. Sighra Deri kale dala pain asubidha heba.

  • @onlycompetitiveexam8300
    @onlycompetitiveexam8300 7 днів тому

    Mantri manankara darama 10,000 karile vala huan ta

  • @sarbeswarbaskey1359
    @sarbeswarbaskey1359 3 дні тому

    Primary & Secondary Salary Difference Saraka Bhangideba Mind it Be Careful.

  • @d.kpradhan5696
    @d.kpradhan5696 8 днів тому +2

    ସମସ୍ତେ ଆସିବେ ରାଲୀ ରେ😂😂😂😂4200 ପାଇଁ

  • @suchandramajhi1772
    @suchandramajhi1772 8 днів тому

    Prathame regular Kara taapare jai jagannath kahiba

  • @bijayjena9621
    @bijayjena9621 7 днів тому

    Samaroha na samahara kouta thik age Odia sabda ra correct karantu, au bhasan baji nakari sikshyakanka petare lata maribata kamanntu bahut bhasana suni suni pr Tr tie kanduchi gumuri gumuri, ta pilachhua kemiti e mahanga samayare manisa hebe sei tension re se kete lahuluhana hauchi ta antarara asuna kohaku suni jadi samasyaku samadhan kariparile hueta e prakarara bhasanara mulya rahiba, kain pr Tr tie kn 4200/-GP paibaku jogya nuhen se kathata padatie kahileni, bhokila petaku age anna deba chinta karantu, aji samay asichhi parikshyara samay apanaka pain, khali scl kholi tr nku bhatia dei goti sramik bhabare jabardasti kambojhare hantasanta kale Odisha edn kebala bhasanare hin rahijiba, karana guru acharya mane jeun paryanta kastare Jinan bitauthibe setebela paryanta Kichhi hebani karan sikhytie samajre tara arthika manadandare nijara position ku mapuchi oajaga ghaku kahaku dekheile ki kie dekhuchi na nije dekhi paruchi, anya padosi rajya tulanare ama rajyare kn sarkaranka income sources kam na income kam kahiki e Pr tr tie bhikari pari jeevan jiuchi kn sie cie pila gadhiba bhokila petare nija dress hale kinibaku tini thara bhabuchi e masare kinibi kinahin tara bapamaa nka dayitua nabare achhiki nahin, apanpa nije dine tr mananka andolanaku jathartha boli kahithile aji kemiti bhulile, nije bhabantu thare kete tr retirement neigale kemilti bina pension re semane chaluthibe kebe bhabi chanti kemiti achhanti semane nija future dark kemiti bhabuchanti Odisha edn bhagya badaliba boli apana bhala bhabe janisarichanti daridrata satruku jadi tr nka pchhare lagei diajiba tebe ama sarkar thik chaliba karana pr tr gote andha muka au badhira swara utolana kale pura bhokare mariba enu aku ei medicine hin darkar kintu tr samaj kebe marena sabu kasta durdinaku samna karijane au gote Katha hela kalia bharasara shakti ei biswasare sabudine tr tie banchirahu eha hin kamana JAY JAGANNATH 🙏😱😱Au lekhunahi besi Kichhi, karana kalia dekuchhi. Samaya sabu thik kadeba, JAY Odisha pr Trs.

  • @SURESHCHANDRANAYAK-nv1dc
    @SURESHCHANDRANAYAK-nv1dc 8 днів тому +3

    ମୋହନ ସରକାର ପ୍ରଥମ ଶ୍ରେଣୀ ଛୁଆ ଭଳି କପି କରି ପଢୁଛନ୍ତି ଯେ, ଓଡ଼ିଆ କୁ ପଢୁଛନ୍ତି, ଓଡ଼ିଆ ଓସ୍ମିତା କେମିତି ହେଲା 😂

  • @hemantkumarbalabantray2075
    @hemantkumarbalabantray2075 7 днів тому

    Contractual kebe uthiba ? mohan bhai

  • @akbarik6025
    @akbarik6025 7 днів тому

    ୬ମାସ ହେଇଗଲା ଏପର୍ଯ୍ୟନ୍ତ dress ପଇସା ଆସିଲା ନାହିଁ

  • @aksahoo346
    @aksahoo346 7 днів тому

    9hajar darama dei pogram karucha belajya. Katha

  • @sarbeswarbaskey1359
    @sarbeswarbaskey1359 3 дні тому

    Same in not good,So done new Formula Sir

  • @TakimunNisha-j3w
    @TakimunNisha-j3w 8 днів тому +1

    THANK YOU CM OF ODISHA

  • @sanjeebkumarnaik1979
    @sanjeebkumarnaik1979 8 днів тому

    pls tell about the demands of teachers and ops,otherwise after 5 year there have no time to repeant.

  • @imshree99
    @imshree99 8 днів тому +1

    0.05 ଜଣେ ମୁଖ୍ୟ ମନ୍ତ୍ରୀ ହୋଇ ଭିକ ମାଗୁଛି ଜୟ ଜଗନ୍ନାଥ କୁହ। ଏହା ଠାରୁ ଲଜ୍ଜାର ବିଷୟ ଆଉ କଣ ଅଛି?

  • @Swastik_educational
    @Swastik_educational 7 днів тому

    PMG katha Mane achhi naa andalana kahithiba

  • @Aspesaldaywithsaivlogs
    @Aspesaldaywithsaivlogs 8 днів тому

    Abolish contractual system from primary teacher

  • @JyotiranjanSahu-xw1xg
    @JyotiranjanSahu-xw1xg 8 днів тому

    Mora samasta odisha basi nku anurodha.....eii michua sarkar ku.... panchayat election re bida kari ba....nahele....odisha ku khola kari deba......
    Aji eka lajya jana ka....katha .....pila mana nka khai ba....pain asi chhi 200 tanka ...pila mana nku 1 pic macha.....au kichhi nahi .....chhi ete chota lok sarkara....

  • @shibudashofficial9904
    @shibudashofficial9904 8 днів тому

    Darama dia sabu thik heba,thik darama dele bhitti bhumi b badhiba

  • @SrinivasTadingi
    @SrinivasTadingi 8 днів тому

    CM odisha jindabad

  • @achyutanandaparhi2845
    @achyutanandaparhi2845 8 днів тому +2

    Never vote bjp BJD
    No chalk day must be observed all over odisha

  • @ranjankumarpatra9057
    @ranjankumarpatra9057 7 днів тому

    Mgh cm of odisha.....

  • @ahalyabarik9437
    @ahalyabarik9437 7 днів тому

    Jay Jagannath taPandian ku copy karuchanti ki

  • @royscommunication8936
    @royscommunication8936 8 днів тому +1

    ଜଗରନାଥ ଏ ପୁଣି କିଏ ହୋ😂

  • @manojkishorbibhar3313
    @manojkishorbibhar3313 8 днів тому

    Contractual uthai 4200gp darkar,a bhasan au kete sunbu😅

  • @rakeshkumarmahakul7968
    @rakeshkumarmahakul7968 7 днів тому

    Just see what BJP did to govt schools in gujrat

  • @jadumanimirdha9321
    @jadumanimirdha9321 8 днів тому

    Gata sarkar sabu karichhanti ,khali ops nai kari apan ops kari dekhantu

  • @ranjankumarpradhan4254
    @ranjankumarpradhan4254 8 днів тому

    politics chhadi uttama barta diantu cm sir

  • @sunaramsoren5127
    @sunaramsoren5127 7 днів тому

    Why Jagarnnath ?

  • @alaxmibalabantaray8001
    @alaxmibalabantaray8001 8 днів тому

    Peta na purile kia padheibeni

  • @MaheswarPradhan-kl1gq
    @MaheswarPradhan-kl1gq 8 днів тому

    Double engine kichhi kam ku nuhanti

  • @Itsbadal-y2d
    @Itsbadal-y2d 7 днів тому

    AAu OPS SIGHRA GHOSANA KARA JE KATHA KAHITHILE BIRODHI DALERE THILE.

  • @rohitnayak3788
    @rohitnayak3788 8 днів тому

    Sir, acknowledge the pride and honour of the teacher, because in Odisha teachers are highly obsessed, oppressed and depressed, in one hand you are citing the glory of odia language and at the other hand intensed to open new English medium schools. Stop this hypocrisy

  • @ratanmeher23
    @ratanmeher23 8 днів тому

    Khajuri gacha ra ki guna gaibi mularu pahacha pahacha

  • @akshayasahoo9922
    @akshayasahoo9922 8 днів тому +1

    ଆପଣ ରାଜନୀତି ଭାଷଣ ଦେଉଛନ୍ତି।ଠିକ୍ ନାହିଁ

  • @ranjankumarpatra9057
    @ranjankumarpatra9057 7 днів тому

    Sabu chora in one frame...

  • @bkprusty6162
    @bkprusty6162 7 днів тому

    Khali kathare kamare nuhn

  • @SaratSing-xv4wj
    @SaratSing-xv4wj 7 днів тому

    4200&ops hela sabu heba

  • @Yourdancer1133
    @Yourdancer1133 7 днів тому

    Jay jagarnnath nuhe Jay Jagannath

  • @romanchaldharua1778
    @romanchaldharua1778 8 днів тому

    Primary re sufficient teacher darakar

  • @omprasadgamingyt2348
    @omprasadgamingyt2348 8 днів тому

    Mohan majhi ....good for all

  • @sohan8475
    @sohan8475 7 днів тому

    Mantri mane toh thik nuha! Tomorrow manonkor munda b thik nahi, 11000 doromare baharoku pothaucha, kou drustiru teacher bholo hei pathi podhaibe. Kan sethi rohiba pain gharo tiari kori thobo toh? Apon mane hi teacher ku prothom re samman dei jani nahanti!

  • @urmilasahoo5807
    @urmilasahoo5807 8 днів тому

    Bhasan badaBadhia.but Salary kichhiheu badheithile bhala lagithanta.

  • @MadhushmitaPadhan
    @MadhushmitaPadhan 8 днів тому

    Shikshyakanka daramakunei kahinki apananku duhkha laguni kain se kathata ta apana kahileni

  • @mindfreshdilkhush8575
    @mindfreshdilkhush8575 7 днів тому

    GM

  • @DebendraBaralebadia
    @DebendraBaralebadia 8 днів тому

    Pura 5barsha achhi khali 100 dina jaichhi vote prachar start heigala 11000 tankia JTC mananku nei kalinga stadium re
    Sabu state re primary teacher grade pay 2800,3600 au 4200 ru adhik kintu Odisha re only 2200/- tar bhashan tui sun na beshi bhashan maruchhu re mohana

  • @AjayakumarJena-t6u
    @AjayakumarJena-t6u 8 днів тому

    Mulia tharu kam darama karidala

  • @PradiptaAcharya-s4l
    @PradiptaAcharya-s4l 8 днів тому

    CM mahoday birodhi dalare thilabele prastaba deuthile jadi ebe sehi prastab gudika karjyakari karibare asubidha keunthi?E purba sarakarara nijukti,apana nua kn kale kuhantu.Kathare nuhan kamakari dekhaa.

  • @SURESHCHANDRANAYAK-nv1dc
    @SURESHCHANDRANAYAK-nv1dc 8 днів тому

    କାହାକୁ ଦିଆଗଲା ଏତେ ଟଙ୍କା