Це відео не доступне.
Перепрошуємо.

Teismile bridge part 2 Khordha Balangir Railway project at Charichhak railway station in Singanibida

Поділитися
Вставка
  • Опубліковано 31 тра 2024
  • #KhurdaBalangirRailwayProject
    #railway #indianrailways #eastcoastrailways #tunnel ‪@AshwiniVaishnawBJP‬ ‪@NarendraModi‬ ‪@naveenodisha‬ ‪@eastcoastrailwayindia‬ ‪@wanderingfool‬
    ମେଞ୍ଚେ ସ୍ଵପ୍ନକୁ ରାତି ନାହିଁ, ସେମିତି ବୌଦ ଜିଲ୍ଲା ଚାରିଛକ ଅଞ୍ଚଳ ରେ 5G ଇଣ୍ଟରନେଟ୍ ଟେକ୍ନୋଲୋଜି ସକ୍ଷମ ଟାୱାର ନାହିଁ କି 5G ନେଟୱାର୍କ ଓ 5G ଇଣ୍ଟରନେଟ୍ ଆସୁନି। ତେଣୁ କମ୍ mb ଭିଡିଓ compress ଓ ଛୋଟ କରିକି ଦିଆଯାଉଛି। ବୌଦ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଫିସ୍ ଅଞ୍ଚଳ ରେ ବି 5G ଆସୁନି।
    ଏହି ଭିଡିଓ ରେ Singanibida ଗ୍ରାମ ନିକଟରେ ପୋଲ ର କାମ ଦେଖିଲେ। ତେଇଶମାଇଲ ଛକ ର ପାଖାପାଖି ଅଞ୍ଚଳ ରେ ଯୋର୍ଶୋର୍ ରେ କାମ ଚାଲିଛି। ଜୋର୍ ସୋର୍ ଭାବରେ ଯୁଦ୍ଧକାଳିନ ଭିତ୍ତି ରେ କାମ ଆଗେଇ ଚାଲିଛି।
    ଅଧିକ ଅପଡେଟ ଜାଣିବା ପାଇଁ ଆମ ଚାନେଲ କୁ subscribe କରି ବେଲ୍ ଆଇକନ୍ କୁ ଦବାଇଦିଅନ୍ତୁ। ଆପଣଙ୍କ ଗୋଟେ ଗୋଟେ ଲାଇକ ଓ share ଆମକୁ motivate କରିଥାଏ।
    କିଛି ସୂଚନା କିମ୍ବା ପ୍ରଶ୍ନ ଥିଲେ କମେଣ୍ଟ୍ କରନ୍ତୁ। ଆମ teligram ରେ ଯୋଡ଼ି ହୁଅନ୍ତୁ।
    Teligram name:- RAGHUNATH TUTORIAL
    #Like
    ଭିଡିଓ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।

КОМЕНТАРІ • 6

  • @thetravellerad
    @thetravellerad 2 місяці тому +1

    karanjakata ra viaduct kama update diantu

    • @rtentertainment8917
      @rtentertainment8917  Місяць тому +1

      ସେପଟକୁ କେବେ ଗଲେ ଚେଷ୍ଟା କରିବି ଅବଶ୍ୟ ଏଠୁ ୭/୮ km ହବ। ଲୋକାପଡ଼ା ଆଡ଼େ ଅଧିକ କାମ ହଉଚି।

  • @sarojkumarpanua476
    @sarojkumarpanua476 2 місяці тому +1

    Sir which two tunnel breakthrough pls update

    • @rtentertainment8917
      @rtentertainment8917  2 місяці тому

      Community re dekhantu photo deichi, pare 5G internet thiba area ku gale video upload karidebi. 800 Mb ra video ta 4K mode re utheideithili. Ebe 720 p re video karajauchi.

  • @jitendrakumarsahu1221
    @jitendrakumarsahu1221 2 місяці тому

    Adenigarh ku asa.. vala internet speed achi