Bhagavad Gita Chapter 11 Shloka 26, 27 (Warriors entering Visva-Rupa's Mouth)

Поділитися
Вставка
  • Опубліковано 20 жов 2024
  • ମୁଁ ଦେଖିପାରୁଛି ଯେ ଧୃତରାଷ୍ଟ୍ରଙ୍କର ସମସ୍ତ ପୁତ୍ର, ତାଙ୍କର ସହବଦ୍ଧ ସମସ୍ତ ରାଜାଗଣ, ତଥା ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଏବଂ ଆମ ପକ୍ଷର ଯୋଦ୍ଧାମାନେ ସିଧାସଳଖ ଆପଣଙ୍କ ଭୟଙ୍କର ମୁଖଗହ୍ୱରକୁ ପ୍ରବେଶ କରୁଛନ୍ତି । ମୁଁ ଏହା ମଧ୍ୟ ଦେଖୁଛି ଯେ ସେମାନଙ୍କ ମଧ୍ୟରୁ କେତେଜଣଙ୍କର ମସ୍ତକ ଆପଣଙ୍କର ଭୟଙ୍କର ଦନ୍ତଦ୍ୱାରା ଚୂର୍ଣ୍ଣୀଭୂତ ହୋଇଯାଉଛି ।
    I see all the sons of Dhritarashtra, along with their allied kings, including Bheeshma, Dronacharya, Karn, and also the generals from our side, rushing headlong into Your fearsome mouths. I see some with their heads smashed between Your terrible teeth.

КОМЕНТАРІ • 7