Special Story | Keonjhar Family's Love For A Wild Animal

Поділитися
Вставка
  • Опубліковано 27 вер 2024
  • Special Story | Keonjhar Family's Love For A Wild Animal
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishat...
    Android App: bit.ly/OTVAndr...
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,8 тис.

  • @debasismallik8497
    @debasismallik8497 3 роки тому +380

    ମା ର ମମତା ନିଶ୍ଚୟ ଜିତିବ।

  • @pabliccreation9057
    @pabliccreation9057 3 роки тому +6

    💚❤️.....Maa ..tharo...bada aou...kahi....nahanti💚💚❤️

  • @niranjannayak9508
    @niranjannayak9508 3 роки тому +41

    Great maa.... Emiti maa duniyare.... Niyara

  • @jhasketankisan6121
    @jhasketankisan6121 3 роки тому +55

    ଭଲ ପାଇବା କାହା ସହିତ ବି ହୋଇପାରେ ପଶୁ ହଉ କିମ୍ବା ମନୁଷ୍ୟ 🙏🙏👈👈👆

  • @tarunkanhar4212
    @tarunkanhar4212 3 роки тому +323

    ମା ର ମମତା କୁ ବୁଝନ୍ତୁ । ବର୍ ହା କୁ ଫେରା ଇ ଦିଅନ୍ତୁ।

  • @pappuprakash8477
    @pappuprakash8477 3 роки тому +11

    ଭାଈ ମାନେ ମଣିଷ ମାନେ ବେଇମାନି କରିବେ ହେଲେ କୌଣସି ପଶୁ ପକ୍ଷୀ କେବେ ବି ବେଇମନି କରିବେନି ତେଣୁ ସମସ୍ତେ ଜୀବଜନ୍ତୁ ମାନକନୁ ବଞ୍ଚାଇ ରଖିବା ପାଇଁ ଅନୁରୋଧ 🙏🙏🙏🙏 ଓ ଏ ମାଉସୀ କ ଭଲ ପାଇବା ସତରେ ବହୁତ୍ ବହୁତ୍ ଅଧିକ ❤️❤️❤️❤️

  • @singlestar3890
    @singlestar3890 3 роки тому +300

    ନିଜକୁ ଏତେ Educated ଭାବୁଥିବା Officer ଆଗରେ ହାରିଯାଇଛି ,,ଜଣେ ମା ର ମମତା 🙏🙏।
    From-Keonjhar.

  • @uttamkumarpatra8087
    @uttamkumarpatra8087 3 роки тому +17

    Divine love of mother

  • @kabishminyaka3728
    @kabishminyaka3728 3 роки тому +93

    ସେମାନକଙ୍କୁ କୁହ ସେହି ବରାହ ଦେଖେଇବେ

  • @bindusejpada6790
    @bindusejpada6790 3 роки тому +7

    What a true love and affection 😘😘that's called humanity

  • @chhatraykisku2976
    @chhatraykisku2976 3 роки тому +32

    ସରକାରଙ୍କର ନିୟମ ଆଗରେ ସମସ୍ତ ପ୍ରେମ ଓ ଭଲ ପାଇବା ପଛରେ ପଡ଼ିଯାଏ, ଏହା ହେଉଛି ଏକ ଜଳନ୍ତ ଉଦାହରଣ l

  • @swapnaraniswain2051
    @swapnaraniswain2051 3 роки тому +1

    Kede nirdayai forestguard mane
    Gote maa ra mamata bujhiparunanhanti
    He maa tote 100 salute aau to pada tale aneka aneka pranam 🙏🙏🙏🙏🙏

  • @kahnucharanbhuyna6620
    @kahnucharanbhuyna6620 3 роки тому +85

    ସତରେ ୟେ ମାଁ ଙ୍କ ଭଲପାଇବା ଦେଖି କିଛି ସମୟ ପାଇଁ ନିଜ ଆଖିକୁ control କରିହେଲା ନାହିଁ.....
    ମମତାର ସାଗର ତୁମକୁ କୋଟି କୋଟି ନମନ୍.....

  • @pinkukusulia4590
    @pinkukusulia4590 3 роки тому +1

    Sarakaranka tharu b aau gotie bada shakti achhi se hela bhagabananka shakti emananku nischaya danda miliba pranam maa

  • @sureshmalik2125
    @sureshmalik2125 3 роки тому +255

    ସେ ମା କୁ ଫେରେଇ ଦିଅ ତାର ସ୍ନେହ ମମତା ଠାରୁ ଆଉ କିଛି ବଡ଼ ନାହିଁ 🙏🙏🙏

  • @kkesabkumar1816
    @kkesabkumar1816 3 роки тому +3

    This story is heart touching ....Plz god help this women...🙏🙏🙏

  • @SKJ-vh8kv6rp9l
    @SKJ-vh8kv6rp9l 3 роки тому +259

    ସେ ସଳାମାନେ ତାକୁ ନେଇ ଖାଇ ଦେଇଛନ୍ତି।

  • @raajbirtriya6411
    @raajbirtriya6411 3 роки тому +3

    ମାଘିହା forester ଯୋଉ ମାନେ ହାତି,ଘୋଡା, ଭାଲୁ ପାଳୁଛନ୍ତି,ସେମାନଙ୍କୁ ଧରୁନ।

  • @ONPOINTVLOGS82
    @ONPOINTVLOGS82 3 роки тому +82

    କୋଉ ଭାଷାରେ ଶୋଦା ହବା ଦରକାର କହ
    ମଘୀୟା ଖାଇଦେଥିବେ ତାଙ୍କୁ ଜଲଦି ଖୋଜିକି ଦିଅ ନହଲେ ମା ର ମମତା ପାଁଇ କଷ୍ଟ haba

    • @elisayanayak9725
      @elisayanayak9725 3 роки тому +3

      ଖୁବ ଭଲରେ ଭାଇ କେଜାଣି ଏମାନେ ହି ବାରା କୁ ମାରି ଖାଇଥିବେ ଆଣିକି ଦିଅବେ ବାରାକୁ

    • @Htvhjgtydhtgut
      @Htvhjgtydhtgut 3 роки тому

      Seita maghhiyaa nai magiya .

  • @ganeshmusicodisha2201
    @ganeshmusicodisha2201 3 роки тому +2

    ବହୁତ ଖରାପ୍ ହେଲା ଭଗବାନ କରନ୍ତୁ ବରାହ ଫେରିଆସୁ ❤️🙏

  • @tusharkantanaik30
    @tusharkantanaik30 3 роки тому +69

    ସେ ତ ଖାଇସାରି ଜଙ୍ଗଲ କୁ ମଧ୍ୟ ବୁଲିବା ପାଇଁ ଯାଉଥିଲା ସବୁବେଳେ ତ ଘରେ ରହୁନଥିଲା କଣ ପାଇଁ ନେଇଗଲେ

  • @rakeshrosan820
    @rakeshrosan820 3 роки тому +6

    This is very painful...... Try to understand our government🙏

  • @BikashVlogs38448
    @BikashVlogs38448 3 роки тому +91

    ଫରେଷ୍ଟ ରେଞ୍ଜର ସମ୍ପୂର୍ଣ୍ଣ ମିଥ୍ୟା ଟିପଣି ଦେଉଛନ୍ତି । ସେ ଜନ୍ତୁ ଏବେ କେତେ ସୁରକ୍ଷିତ କହିବେ କି ??

    • @rajashreetupu8836
      @rajashreetupu8836 3 роки тому +4

      Tara Abe guda banngideichanti taku mariki se jangal re

    • @BikashVlogs38448
      @BikashVlogs38448 3 роки тому

      Soo sad. Yaar..😒

    • @BikashVlogs38448
      @BikashVlogs38448 3 роки тому

      Soo sad. Yaar..😒

    • @dillipmental4915
      @dillipmental4915 3 роки тому +3

      Sea sala forest Bala marichanty au saemanae biki daethibae au gotae Question Bhi tara goda bhangila Kamiti j🤔🤔🙄🙄

    • @pritimajhi4585
      @pritimajhi4585 3 роки тому

      Se forest bale neiki mariki ଖାଇବେ ଅବେ

  • @litusahu8406
    @litusahu8406 3 роки тому +1

    Seriously bht heartly vdo t...sola gvt choto ru neiki galani ete sneha bholo paiba pare nela sola gvt sabunka sukha nabaki agare

  • @bichitrananda6436
    @bichitrananda6436 3 роки тому +244

    ଯୋଉ ଦିନ ତା ଗୋଡ଼ ଭାଙ୍ଗିଯାଇଥିଲା ସେଦିନ ଶଳା କୁଆଡେ ଯାଇଥିଲା ବନବିଭାଗ .

  • @rashmirekhamohnata2320
    @rashmirekhamohnata2320 3 роки тому +1

    Heart touching story

  • @nilabehera8466
    @nilabehera8466 3 роки тому +165

    ତେଲକୋଇ ବନବିଭାଗ ଅନୁରୋଧ ମୋର ଏମିତି କରି କଣ ଲାଭ ହେଲା ଗୋଟେ ମାଆ ମମତା ବହୁତ ତାକୁ ଫେରାଇ ଦିଅ

    • @pravatpk2896
      @pravatpk2896 3 роки тому +1

      Jadi se loka nku kamudiba then kan haba

    • @ganeshnayak4043
      @ganeshnayak4043 3 роки тому +1

      Provat babu se moniso soho misiki choliba sikhichi jode kamudi thanta purboru kamudi thanta bagho valu hati ku moniso posa moneichi aita to barah ta

    • @manaskumar4059
      @manaskumar4059 3 роки тому

      Se jauthi achhi se bhala re achhi

    • @RajeshKumar-hg2sh
      @RajeshKumar-hg2sh 3 роки тому

      @@pravatpk2896 kichi kariba nai bhai ...

    • @mantuadabar1013
      @mantuadabar1013 3 роки тому +1

      Sir ମଣିଷ ମଧ୍ୟ ମଣିଷ ଙ୍କୁ ମାରି ଦେଉଛନ୍ତି

  • @himansusahu2249
    @himansusahu2249 3 роки тому +2

    ଜାଣିକି ବହୁତ୍ ଦୁଖଃ ଲାଗୁଛି

  • @amarendrajena9318
    @amarendrajena9318 3 роки тому +54

    ଏ ଶଳା forestor ଟା ମିଛ କହୁଛି

    • @rajashreetupu8836
      @rajashreetupu8836 3 роки тому +1

      Se sabu micha kahichi bahut garaba tara barha taa taa guda tale bi padhichi mate niani bule tik bi daya lagilani taku

  • @BBKHABARBhairababhue
    @BBKHABARBhairababhue 3 роки тому +10

    Shame on Forest Department..ବଡ଼ ବଡ଼ ହାତୀ କୁ ସରକ୍ସ ରେ ଯନ୍ତ୍ରଣା ଦେଉଛନ୍ତି ତାହା ଆଇନକୁ ଦେଖାଉ ନାହିଁ । ଆଉ ବିଚରା ରଖିଥିଲେ ଯେ ତାକୁ ଛଡେଇ ନେଲେ ।।

  • @antaryamigouda3639
    @antaryamigouda3639 3 роки тому +45

    ମନୁଷ୍ୟର ଭାବନା ସହିତ ଯୋଡ଼ି ହୋଇ ଥିବା କୌଣସି ପ୍ରାଣୀ କୁ ମନୁଷ୍ୟ ଠାରୁ ଅଲଗା କରିବା ଉଚିତ୍ ନୁହେଁ !

  • @balarammalik4185
    @balarammalik4185 3 роки тому +3

    ସତରେ ଏ ଭଗବାନ ବଡ ନିର୍ଦୟ ଯିଏ ସଚ୍ଚା ପ୍ରେମ କରେ ଭଗବାନ ତା ଖୁସି କୁ କ୍ଷଣ କେ ଛଡାଇ ନିଅନ୍ତି ଧନ୍ୟ ତମେ ପ୍ରଭୁ ଧନ୍ୟ ନୀଳା....😂😂

  • @pravashkumarbehera3368
    @pravashkumarbehera3368 3 роки тому +2

    ବାରହା କୁଆଡେ ଗଲା ଫରେଷ୍ଟ ଡିପାର୍ଟମେଣ୍ଟ ଉତ୍ତର ଦିଅ?

  • @alonelion.5959
    @alonelion.5959 3 роки тому +82

    These are called real Indian ,,like our previous generation ,,nothing can be better than their language they talk ,,

  • @basantkumarchattar4882
    @basantkumarchattar4882 3 роки тому +3

    I cant stop my tear while watching this😢😢😭.
    My heart got relive when i heard the news that he comes back

  • @marthasahoo7016
    @marthasahoo7016 3 роки тому +1

    Omg! I can't hold my tears. I hope the Barha is safe and secure. May God safe her . Jai Jagannath.🙏🙏

  • @parthasarathiojha6956
    @parthasarathiojha6956 3 роки тому +9

    The love of a mother is unconditional ❤.

  • @akshayakumarmallick293
    @akshayakumarmallick293 3 роки тому +82

    ଏ ମାକୁ ମୋ ତରଫରୁ କୋଟି କୋଟି ପ୍ରଣାମ ମା ଦେବକୀ ନହେଲେ ନାଇ ଯଶଦା ହୋଈ ଅପେକ୍ଷା କର ଭଗବାନ ଆସିବେ

  • @mardarajmandia7285
    @mardarajmandia7285 3 роки тому +6

    ମୋର ଜୀବନ ଗଲେ ମଧ୍ୟ ତମକୁ ଛାଡିଥିନି ତମେ ଆସିଥିବା ଟିମ ରୁ ଜଣକୁ ଉଡାଇଦେଥି

  • @narayandalai9799
    @narayandalai9799 3 роки тому +10

    ଜୟ🚩🌱 ମାଁ 🚩🌱ତାରା 🚩🌴ତାରିଣି🌴🚩🍌🍌🥥🥥🍀🍀🌿🌿🌺🌻🍎🌴🌱🌲🚩☘️🍍🌳🌿🍒🌻🌺🥥🌱🌴🌺🥥🌴🌱🌺🌳🍀🍀☘️🍇🌳🌿🍀🌴🌲🌻🌿🌺🌻🌿🌺

  • @Thefact4559
    @Thefact4559 3 роки тому +3

    ଯେତେବଳେ ସେ ବରାହ ଛୁଆ ଟା ଆହତ ହେଇଥିଲା ସେତେବେଳେ forest department ବାଲା କୋଉଠି ଥିଲେ।ସେତେବେଳେ କଣ ତାଙ୍କର କର୍ତ୍ତବ୍ୟ ନଥିଲା କି ପଶୁ ଟାକୁ ଭଲ କରିବା।😡😡😡

  • @ସଚେତନନାଗରିକ
    @ସଚେତନନାଗରିକ 3 роки тому +32

    ତର୍କ କରାଯାଉ, ବlରାହ ଅପରାଧ ରେକର୍ଡ ଓ ଶିକ୍ଷିତ ଲୋକଙ୍କ ଅପରାଧ ରେକର୍ଡ

    • @asishprusty88jitu7
      @asishprusty88jitu7 3 роки тому +2

      ତର୍କ ନୁହେଁ ଭାଇ ମହା ବିତର୍କ କରାଯାଉ
      ଜୟ ଜଗନ୍ନାଥ 🙏

  • @kamalbanchhor2471
    @kamalbanchhor2471 3 роки тому +1

    ଏହି ଭିଡ଼ିଓ ଦେଖିଲେ ସ୍ନେହର ଲୁହ ଗଡ଼ୁଛି

  • @KUDMIALIMOHANTA
    @KUDMIALIMOHANTA 3 роки тому +18

    ଫରେଷ୍ଟ ଗାର୍ଡ ର କଥା ଶୁଣି ଲାଗିଲା ଯେ ଗାର୍ଡ ପୁରା ପାଠୁଆ । ସଳା ନୀହାତି ହାରାମି ଟା ।

  • @alokkumarbehera511
    @alokkumarbehera511 3 роки тому +1

    I love you maa vedio ti mota bahuto dukha lagila

  • @sureshmalik2125
    @sureshmalik2125 3 роки тому +13

    ବାଃ କି ସ୍ନେହ 🙏🙏🙏

  • @Mixture24
    @Mixture24 3 роки тому +2

    Love u go maa

  • @kaliabarada2792
    @kaliabarada2792 3 роки тому +12

    ଭଉଣୀର କି ବିଶାଳ ହୁଦୟ ଏତେ ଭଲପାଇବା ସୁଣିକି ମୋ ଆଖିରେ ଲୁହ ଝରି ପଡିଲା ହେ ଭଗବାନ😢😢😢🙏🙏🙏

    • @rajashreepenthei2165
      @rajashreepenthei2165 3 роки тому

      Se harami mane marine Bhai ama pakharu neigale ama dhuru ki so sad

  • @tapobantaphysics7063
    @tapobantaphysics7063 3 роки тому +1

    Thik kahile sister 🙏👍

  • @sourinarayansahu4618
    @sourinarayansahu4618 3 роки тому +17

    Heart touching story......

  • @anilkumard2304
    @anilkumard2304 3 роки тому

    ମଣିଷ ଓ ବାରାହା ସ୍ନେହଭରା ବନ୍ଧନକୁ ଆଜି ଅନ୍ୟ ଜଣେ ମଣିଷ ବୁଝିପାରିନି।

  • @odiakatha3681
    @odiakatha3681 3 роки тому +79

    A dislike Kariba bala nichaya forest guard ra relative loko😜

  • @rajalaxmimohapatra3289
    @rajalaxmimohapatra3289 3 роки тому +2

    Tu bahut educated officer

  • @crankyakshay132
    @crankyakshay132 3 роки тому +50

    ସେହି ଫରେଷ୍ଟ ଲୋକେ ନେଇ ବାରାହ ଟିକୁ ମାରି ଖାଇ ଦେଇଛନ୍ତି |ମାଆ ତୁମେ ଆଉ ମନ ଦୁଖଃ କରନି |ମାଆ ର ମମତା ସେମାନେ ବୁଝି ପାରିବେନି |

  • @omgstatusworld2895
    @omgstatusworld2895 3 роки тому +1

    He prabhu tanka barha ku bhala re rakhithiba

  • @tejaswininayak9444
    @tejaswininayak9444 3 роки тому +63

    My father is a forest officer... he cried so much watching this.. he said if i were there i would never have done that. This wild animals aren't even safe in the jungles..people used to kill them to eat.. my father have seen a lot .. he always gets call about injured animal and most of the injuries have done by people. Actually not all the forest officers are kind to animal.
    Edit: i saw the news that the boar returned and it's good to know that happened but hope it will stay safe

  • @raidash5713
    @raidash5713 3 роки тому +2

    ବରାହ ନୁହେଁ ସେ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ

  • @pratapsamal2160
    @pratapsamal2160 3 роки тому +10

    Love is love plz never judge to man or animal or other... everybody have soul..so plz kindly return to that animal...😭😭😭😭❤️

  • @avengerslover1651
    @avengerslover1651 3 роки тому +1

    ବହୁତ ଦୁଃଖର କଥା......ଆଇନ୍ କାହା ପାଇଁ....ସେଇ ଜନ୍ତୁ ସୁରଖ୍ୟା ପାଇଁ ତ!ତେବେ ତ ସେଇ ପରିବାର ଲୋକେ ମାରି କି ତ ଖାଇନ ଥାନ୍ତେ....ସେମାନେ ତ ନିଜ ଦାୟିତ୍ୱ ରେ ରଖିବାକୁ ଚାହୁଁଥିଲେ.....ଛିଃ ଛିଃ.......

  • @asishprusty88jitu7
    @asishprusty88jitu7 3 роки тому +6

    ବହୁତ ଦୁଃଖ ର ଖବର
    ମାନବିକତା ଭୁଲିଗଲେ ଛି... ହା... ଥୁ..

  • @anamika9602
    @anamika9602 3 роки тому +1

    I salute to u Maa u r really great 🙏😭

  • @sadanmajhi5001
    @sadanmajhi5001 3 роки тому +22

    Farst ବାଲା ବାରାହା କୁ ଖାଇ ଦେଇଛନ୍ତି , ଦିଶୁନି ମାନେ ???

  • @SuniBagarti949
    @SuniBagarti949 3 роки тому +2

    Wild Animals Can Be Friends with Love❤

  • @kshitishsamanta7283
    @kshitishsamanta7283 3 роки тому +8

    Mother love never dies 😭😭

  • @suhelsirka198
    @suhelsirka198 3 роки тому +1

    I LOVE YOU MAA

  • @skrishnakrishna8526
    @skrishnakrishna8526 3 роки тому +4

    ଲୋରୀ ଅପଣଙ୍କର ବହୁତ ସୁନ୍ଦର 💛💛💛

  • @princesilu2858
    @princesilu2858 3 роки тому +1

    Really such a golden heart ❤️

  • @Mira-hr8ui
    @Mira-hr8ui 3 роки тому +40

    , ମାଁ କୋଳକୁ ଫେରେଇ ଦିଅ ବାରହା ଟିକୁ ସିଏ ବି ବହୁତ ଝୁରୁଥିବ ମାଁ କୁ 🙏🙏🙏🙏🙏🙏

  • @sasmitapatra4785
    @sasmitapatra4785 3 роки тому +2

    Tears in my eyes 😭 maa is always maa🙏

    • @debashishmohanty5598
      @debashishmohanty5598 2 роки тому

      Forest Department must do some thing to console her atleast and continue the efforts to search resque the lovely animal which is a bond and example between man and animals.

  • @subodhakumarmohanty291
    @subodhakumarmohanty291 3 роки тому +50

    Tu kn educated...shameless officer...

    • @hkm2369
      @hkm2369 3 роки тому +2

      Education & Job has no sense if it not add any positivity in these poor animals life. Just thinking We can order people have to listen. What with this attitude they are carrying their duty.

  • @rajeshpatra2201
    @rajeshpatra2201 3 роки тому

    Ya what's a amazing think..that's a true bond between us whenever human or animals...but all have their own potential all about life❤️....

  • @jinysony4293
    @jinysony4293 3 роки тому +34

    So sad to see this..
    If a wild animal is comfortable with human being then there is a law that he could treated as pet animal...

  • @artinangeles8050
    @artinangeles8050 2 роки тому +2

    Hats off 🙏🙌

  • @Sujata-Pattanaik
    @Sujata-Pattanaik 3 роки тому +27

    Barhaa ମାନଙ୍କୁ କେତେ ଶିକାର କରାଯାଉଛି a guda ଦେଖାଯାଉ ନି Forest guard ଙ୍କୁ😡😡This is not fair

  • @OFFICIALPINKY555
    @OFFICIALPINKY555 3 роки тому +1

    I can't control my tear.

  • @hkm2369
    @hkm2369 3 роки тому +12

    This type of news if Media Highlights that good.

  • @lifeofcomly8136
    @lifeofcomly8136 3 роки тому

    Thik kahicha bhauni emanankara daya maya tike bi nahi ee sabu niama kebala gariba nka pakhe dekhanti kandani pls😞😞

  • @rajkishorbagh3454
    @rajkishorbagh3454 3 роки тому +1

    So Beautiful

  • @pravusoftengg100
    @pravusoftengg100 3 роки тому +35

    I want to create a short movie for these story.

    • @hatch3300
      @hatch3300 3 роки тому

      Thau aau kuhana

    • @mr.shivshankar1324
      @mr.shivshankar1324 3 роки тому

      Fayida ta kana heba. Tama short movie dekhi bana bibhag kana se barha chhua taku aani shakuntala ghare ferei dei jibe.....?

  • @tubumohanty5234
    @tubumohanty5234 3 роки тому

    it's a unique love between man n wildbore...pls consider ..let the wildbore with that family

  • @loveandfeelings5788
    @loveandfeelings5788 3 роки тому +8

    True love my sister s wild animals kindly return her animal.

  • @naikhemanta
    @naikhemanta 3 роки тому

    Maa tharu bada kiya... Aei duniyare.

  • @Doglover_shishir
    @Doglover_shishir 3 роки тому

    ଏ ସ୍ନେହ ମମତା ଅପୁରଣନିଅ।😍❤️❤️

  • @kabishminyaka3728
    @kabishminyaka3728 3 роки тому +4

    ଧନ୍ୟ ମା ତୁମେ

  • @shaktiranjanbehera5732
    @shaktiranjanbehera5732 3 роки тому

    God blessed u mother...and the animal

  • @jayhind2547
    @jayhind2547 3 роки тому +3

    ଏମାନଙ୍କୁ ଭରସା ନାଇଁ ଜଙ୍ଗଲ ରୁ ଗଛ ଗାଏବ ହେଲା ପରି ବାରହା ଭି ଦୁନିଆ ରୁ ଗାଏବ ହୋଇ ଯାଇନି ତ ସେ ବାରହା ଙ୍କୁ ଖୋଜିଲେ ସତ ଧରାପଡିବ...

  • @aji8.750
    @aji8.750 3 роки тому +6

    This is injustice....kete rule ache kete lok mane manuchanti..

  • @samratsing8903
    @samratsing8903 3 роки тому +1

    Reyelly mom❤️💓💗💞💟💗💜💛

  • @rkosishir6061
    @rkosishir6061 3 роки тому +7

    This is true fact

  • @rameshbehera4537
    @rameshbehera4537 3 роки тому +3

    ଏ ଫରେଷ୍ଟ ବାଲା ମାରି ଖାଇ ଯାଇ ଥିଢେ ତାଙ୍କୁ ବିଶ୍ବାସ ନାହିଁ

  • @ranjanmaharana1825
    @ranjanmaharana1825 3 роки тому

    Nice visual, it shows relationship of human and creature.

  • @bijuvloggerbhaina7976
    @bijuvloggerbhaina7976 2 роки тому

    Love you mother !!

  • @laxmikantasabar898
    @laxmikantasabar898 3 роки тому +5

    very sad story this is called true love

  • @malayakbhoimalayakbhoi2635
    @malayakbhoimalayakbhoi2635 2 роки тому

    କେତେ ବଡ଼ ମିଛୁଆ ହାରାମଜାଦା ମାଗିହା ଫରେଷ୍ଟ୍ ଅଫିସର୍ କେତେ ମିଛ କହୁଛି ମାଗିହା, ମାଗିହା ଫରେଷ୍ଟ୍ ଡିପାର୍ଟମେଣ୍ଟ୍, ଧନ୍ୟ ଏ ନିର୍ଲଜ ସରକାରୀ ବ୍ୟବସ୍ଥା ମାଁ ର ମମତାକୁ ବୁଝିପାରିଲେ ନାହିଁ।

  • @sankalpakumar32
    @sankalpakumar32 3 роки тому +1

    ଜଙ୍ଗଲ ଲୁଟୁଥିବା ଚୋର,ତସ୍କରଙ୍କୁ ତ ଧରିପାରୁ ନାହାଁନ୍ତି,ତାଙ୍କଠାରୁ ଲାଞ୍ଚନେଇ ସେଠାକାର ଜୀବଜନ୍ତୁ,ଗଛ,ଜଙ୍ଗଲଜାତ ଜିନିଷସବୁ ଭସ୍ମସାତ କରୁଛନ୍ତି ।ଜଙ୍ଗଲରେ ନିଁଆ ଲାଗିଲେ ଏମାନଙ୍କର ପୁଷମାସ ।ଗୋଟିଏ ମୂକପ୍ରାଣୀକୁ ମା ଠାରୁ ଦୂରେଇଦେଇ ଏମାନେ ବାହାସ୍ଫୋଟ ମାରୁଛନ୍ତି ।

  • @Kumar-Prabhat
    @Kumar-Prabhat 3 роки тому +15

    Where she has the utmost potential to take care of the Animal, so she deserves it's Custody.

  • @pratapmahaling7942
    @pratapmahaling7942 3 роки тому

    Great women wonderful work pls support all nighbor villages find.

  • @ashokbarik7407
    @ashokbarik7407 3 роки тому

    O my God se maa jana kete kanduchhanti plz dei diya tanka bara ku

  • @mukkamadi8183
    @mukkamadi8183 3 роки тому +16

    People's alway used to live with animals..y forest guards are refusing to take care

  • @monashreebehera4777
    @monashreebehera4777 3 роки тому

    What a love i realy sry for this family,