ହଜିଲା ଚାବିର ଅକୁହା କଥା କହିଲେ ଜଷ୍ଟିସ ରଘୁବୀର ଦାସ ||newsroom ||

Поділитися
Вставка
  • Опубліковано 24 сер 2024
  • ହଜିଲା ଚାବିର ଅକୁହା କଥା କହିଲେ ଜଷ୍ଟିସ ରଘୁବୀର ଦାସ ||newsroom || #ratnabhandar #manoranjanmishra #newsroom #breakingnews #odisha #trending #puri #rathayatra2024 #srijagannathtemple #ratnabhandar #bjp #justiceraghubirdas #exclusiveinterview

КОМЕНТАРІ • 73

  • @Mr24811
    @Mr24811 Місяць тому +12

    ବିଜେଡି ବେଳରେ ଚାବିକାଠି ମିଳିଲା ନାହିଁ ବିଜେପି ବେଳକୁ ତାଲା କଟା ଗଲା ଦିର୍ଘ ୪୬ ବର୍ଷ ପରେ ରତ୍ନ ଭଣ୍ଡାର ଖୋଲା ହେବ ଦୟା କରି ରାଜନୀତି ନକରି ମହାପ୍ରଭୁଂକ ସମସ୍ତ ଅଳଙ୍କାର ନିଷ୍ଟା ର ସହିତ ଗଣତି କରି ସମସ୍ତ ସୁଚନା ଓଡ଼ିଶା ବାସୀଙ୍କୁ ଜଣାଯାଉ ନ ହେଲେ କେଦାରନାଥ ମନ୍ଦିର ପରି ଶ୍ରୀମନ୍ଦିର ର ଅବସ୍ଥା ହେବ ସବୁ ଗାଏବ ହୋଇଯିବ ଆପଣଙ୍କୁ ଜଗନ୍ନାଥଙ୍କ ରାଣ ???

  • @manojparija70
    @manojparija70 Місяць тому +4

    Thanks for doing this exclusive interview with appropriate person. It adds value to your channel.

  • @dolagobindasahoo9267
    @dolagobindasahoo9267 Місяць тому +4

    ମହାମାନ୍ୟ ବିଚାରପତି ମହୋଦୟଙ୍କ କଥାରୁ ଜଣା ପଡୁଛି, ସେ କିଛି କଥା ଲୁଚାଉଛନ୍ତି ।ଆହୁରି ମଧ୍ୟ ଜଣା ପଡୁଛି,ଭଣ୍ଡାରରୁ କିଛି ଲୁଟ୍ ହେଇଛି ନିଶ୍ଚୟ । କାରଣ ଭଣ୍ଡାର ଘରେ ତାଲା ପଡ଼ିବ ତିନିଟା କିନ୍ତୁ ଚାବି ରହିବ ଜଣକ ପାଖରେ ?ଇଏ କୋଉଠିକା ନ୍ୟାୟ ।ଯାହା ପାଖରେ ଚାବି,ସେ ଯଦି ଚାହିଁବ ଜଣେ ଦିଜଣକୁ ଧରି ଭଣ୍ଡାରକୁ ପୁରା ପୁରି ଲୁଟ୍ କରିଦେବ ।ଗାଆଁ ଗହଳି କୋଠ ଘରେ ଦୁଇ ତାଲା,ଚାବି ଦୁଇ ଜଣଙ୍କ ପାଖରେ । ସେ ଦୁଇ ଜଣ ନମିଶିଲେ ଘର ଖୋଲା ହୋଇ ପାରିବ ନାହିଁ ।
    ଠାକୁର କରନ୍ତୁ , ରତ୍ନ ଭଣ୍ଡାର ସୁରକ୍ଷିତ ଥାଉ ।କିନ୍ତୁ ବିରପତିଙ୍କ କହିବାନୁଯାୟୀ , ଯଦି ଅତୀତରେ ତାଲା ଭଙ୍ଗା ଯାଇ ଭଣ୍ଡାର ଖୋଲା ଯାଇଥିଲା, ତେବେ ସେତେବେଳେ ଲୁଟ୍ ପାଇଁ ଉଦ୍ୟମ ହୋଇଥିବ କିନ୍ତୁ ଏମିତି ଅଲୌକିକ ଘଟଣା ଘଟି ଥିବ,ସବୁ ଛାନିଆ ହେଇ ପଳେଇ ଆସିଥିବେ ଏବଂ ଆସିଲା ବେଳେ ତରବରିଆ ହୋଇ ଗୋଟିଏ ତାଲାରେ ସିଲ୍ ,ଅନ୍ୟ ଦୁଇଟିକୁ ସେମିତି ଛାଡ଼ିଦେଇ ଆସିଥିବେ ।
    ତେଣୁ ନୂଆ ସରକାର,ଅତୀତରେ ହୋଇଥିବା ତଦନ୍ତର ଦସ୍ତାବିଜ୍ କୁ ସାର୍ବଜନୀନ କରିବା ନିତ୍ୟାନ୍ତ ଆବଶ୍ୟକ ।

  • @durgeshpatra4498
    @durgeshpatra4498 Місяць тому +1

    ରାଜାଙ୍କ ପାଖର ଚାବି କୁଆଡେ ଗଲା ରାଜା ବି ହଜେଇ ଦେଇଛନି

  • @sibaprasadkhadanga4375
    @sibaprasadkhadanga4375 Місяць тому +9

    ଏତେ ଦିନ ତଦନ୍ତ କଲ ।କିଛି ଜାଣିପାରିଲ ନାହିଁ ? ଆଉ ତୁମେ କଣ କରୁଥିଲ ?
    ତୁମେ କିଛି ତଦନ୍ତ କରିନାହିଁ ଜଣାପଡୁଛି ।
    ୟାକଂର କଥାରୁ ଜଣାପଡୁଛି ଇଏ ସରକାର କୁ ସୁହାଇଲା ଭଳି ତଦନ୍ତ ରିପୋର୍ଟ ଦେଇଛନ୍ତି ।

    • @narendrarout3552
      @narendrarout3552 Місяць тому +1

      Ethiru janapaduchhi je Raghubar Dasnka commission gote ananmadheya committee o Manyabar jane ajyogya byaktitwa.

    • @durgeshpatra4498
      @durgeshpatra4498 Місяць тому

      ଏ ଛୋଟ ପିଲାଙ୍କ ଭଳି କହୁଛନି କଥା ଯାହା କହୁଛନି କିଛି ଭଲ ଲାଗୁନିଏ କିଛି କରିନାହାନି

  • @pratapjena1193
    @pratapjena1193 Місяць тому +7

    ଗାଧୁଆ, କୁଳାଙ୍ଗାର ଜଗନ୍ନାଥ ତୁମକୁ କ୍ଷମା ଦେବନି ଏମାନଙ୍କୁ ଜେଲ ହେବା ଦରକାର

  • @bharatidash3378
    @bharatidash3378 Місяць тому +4

    ୟେ ବ୍ୟକ୍ତି ଙ୍କ କଥାରୁ ଜଣାପଡୁଛି ଘଣ୍ଟଘୋଡାଉଛନ୍ତି

  • @KarunakarDhani-eo2sl
    @KarunakarDhani-eo2sl Місяць тому +2

    ଅର୍ଜିତ ପଶାୟତ କେତେ ବର୍ଷ ଧରି ତଦନ୍ତ କରି କେତେ ଦରମା ନେଇଛନ୍ତି। ଜଗତର ଠାକୁର ଏମାନଙ୍କୁ କ୍ଷମା ଦେବନି।

  • @sudhanshukumarsahoo3126
    @sudhanshukumarsahoo3126 Місяць тому +1

    ଜଷ୍ଟିସ ହେବାର ଯୋଗ୍ୟତା ନାହିଁ

  • @trilochandhal2821
    @trilochandhal2821 Місяць тому +1

    Justice ଙ୍କର କିଛି ମନେ ପଡୁନି. ମନୋଜ ବାବୁ ଆଉ ବେଶୀ କିଛି ପଚାରନ୍ତୁନି

  • @bijayasahoo6259
    @bijayasahoo6259 Місяць тому +6

    ଯଦି ତୁମକୁ ସହଯୋଗ କଲେନାହିଁ ତୁମେ ଏକଥା ପବ୍ଲିକ ରେ କହିଲେ ନାହିଁ, ତୁମେ ଖାଲି ବସିକି ଦରମା ନେଲ, ତୁମେ ସରକାର ଙ୍କ ଠାରୁ କିଛି ମାଲ ନେଇକି ରିପୋର୍ଟ ଦେଇଦେଲେ , ତୁମକୁ ଜଗନ୍ନାଥ ବିଚାର କରିବେ, ଯଦି ଭୁଲ ତଥ୍ୟ ଦେଇ ଥିବେ ଦୃଢ଼ କାର୍ଯାନୁଷ୍ଠାନ ହେବ

  • @jagdishkumarrath4631
    @jagdishkumarrath4631 Місяць тому +2

    ଗରୀବ ଗୁରୁବ। ଙ୍କ ପଇସା ୨୪ ଲକ୍ଷ୍ୟ ଟଙ୍କା ଉଡେଇ ଦେଲେ।ଲୋକଙ୍କ ପଇସା ଲଗାଇ ଓଡ଼ିଶା ଜନତା ଙ୍କୁ ଭକୁଆ ବନେଇ ଗୋଟେ ନାଟକ ବାଜି କରି ଲୋକଙ୍କୁ ଅନ୍ଧାର ରେ ରଖିଲେ!

  • @SukantKishorRay
    @SukantKishorRay Місяць тому +2

    ଜାଣିଅଜଣା ଭଳି ମନ୍ତବ୍ୟ ଦେଉଛନ୍ତି

  • @Rurusingh
    @Rurusingh Місяць тому

    ଏ କି ବାଳ ଜଷ୍ଟିସ .... କୌଣସି ବି ଆଡୁ ଏ ଜଣେ ନ୍ୟାୟାଧିସ ବୋଲି ଲାଗୁନି

  • @user-mf5jw9vq4l
    @user-mf5jw9vq4l Місяць тому +2

    ଦ୍ଭାରତରେ ଅନେକ ମନ୍ଦିର ଅଛି..ସେଗୁଡିକର ଚାବି କାହିଁ ହଜି ଯାଉନାହିଁ. ଖାଲି ଆମ ଜଗନ୍ନାଥ ଭଣ୍ଡାରର ହଜି ଯାଉଛି... ଜଣାପଡିଲା ଓଡ଼ିଶାରେ ସବୁ ଦାୟିତ ହୀନ ଭାତୁଆ ସବୁ ଅଛନ୍ତି

  • @GadadharaMohanty-hq4hu
    @GadadharaMohanty-hq4hu Місяць тому

    ମନୋରଞ୍ଜନ ବାବୁ, ଆପଣ ଯୋଗୀ, ମହାଶୟଙ୍କୁ,ରଜତସାରଜେରାକଲାପରିକରନ୍ତୁ,ସବୁ,ଜଣାପଡିବ

  • @pramodajena1514
    @pramodajena1514 Місяць тому +4

    24 ଲକ୍ଷ ଟଙ୍କା ଲୁଟି ନେଲଚାବି କଥା ଜଣା ପଡିଲାନି

  • @kalyanpanda5885
    @kalyanpanda5885 Місяць тому +2

    ଭଲ ମାଲ ମିଳିଲା, ଫଳ ଯାହା ହେଉଛି ହେଉ

  • @ashokkumarsahoo8044
    @ashokkumarsahoo8044 Місяць тому

    ବଡ ଆଶ୍ଚର୍ୟ୍ଯ ,ଆଉ (---------)ଅଛି ଯେ ସୁନୁ ପାମ୍ପୁଡ଼ି ଖାଇବ

  • @nareshpanda4485
    @nareshpanda4485 Місяць тому +2

    ଏ ମହାଶୟଙ୍କର ହାକିମ ହେବାକୁ ଯୋଗ୍ୟତା ନାହିଁ. ଏ ମହାଶୟ ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକ ର ପାଦ ଚଟା ନିଶ୍ଚୟ ହେଇଥିବ

    • @user-bv3wk5id3s
      @user-bv3wk5id3s Місяць тому

      He is not abil to justice

    • @user-bv3wk5id3s
      @user-bv3wk5id3s Місяць тому

      Adhar gota😅 kotha

    • @meerapadhee2843
      @meerapadhee2843 Місяць тому

      Nareshpanda ତୁ କେତେ ପଢିଛୁ ନିଜ ର ତ ଯୋଗ୳ତା ନାହିଁ ତୁ ହାକିମ ହେଇଯା ତୁ ସେ ଜଜ୍ ସାହେବ ଙ୍କ ଚାକର ମଧ୍ଯ ହେଇ ପାରିବୁ ନାହିଁ ଏ ଜନ୍ମ ରେ । bloody

    • @nareshpanda4485
      @nareshpanda4485 Місяць тому

      @@meerapadhee2843 ତୁମକୁ କଣ ତୁମ ମା ଆଉ ବାପା ସିକେଇ ନାହାନ୍ତି କାହାକୁ ତୁ ତା ନକରିବା ପାଇଁ

  • @millansoren9139
    @millansoren9139 Місяць тому +2

    Justice sir amiti reply dauchanti jemiti ki tanka gadi ra chabi ku neiki pachara heuchi.Athiru ame bhabiba darkar ki Ratna bhandar re au kichi nahi sabu khalas heichi

  • @alokaranjandash9853
    @alokaranjandash9853 Місяць тому

    Document ଦେଇ ପାରି ନଥିଲେ ର ଅର୍ଥ କ'ଣ ?

  • @maatarinimusicproductions4557
    @maatarinimusicproductions4557 Місяць тому +2

    ରଘୁବୀର ଦାସ କେତେ ଖାମଖିଆଲି ????

  • @GyanaranjanPattanaik940
    @GyanaranjanPattanaik940 Місяць тому +1

    ୟାକୁ ଜଜ୍ କିଏ କଲା

  • @kalyanpanda5885
    @kalyanpanda5885 Місяць тому

    ଶସ୍ତା କଥା କହୁଛନ୍ତି

  • @PrativaMohanty-in1ti
    @PrativaMohanty-in1ti Місяць тому +1

    Govt had not given clear direction to Justice Mr Raghuveer Das for the investigation.

  • @KarunakarDhani-eo2sl
    @KarunakarDhani-eo2sl Місяць тому +1

    କେତେ ବର୍ଷ ତଦନ୍ତ କରି କେତେ ଦରମା ଏହି ଜଷ୍ଟିସ ନେଇଛନ୍ତି।ଲାଭ କଣ ହେଲା।

  • @pratapjena1193
    @pratapjena1193 Місяць тому +7

    ବାଳ ଉପାଡୁ ଥୁଲୁ ୨୪ କୋଟି ଖାଇଗଲୁ, ପାଣ୍ଡୁ ପରାମର୍ଶ ରେ ମିଛ କହିଲୁ

  • @sureshprasadsamal6124
    @sureshprasadsamal6124 Місяць тому +2

    The then Govt. has simply appointed commission with light Terms of. Reference to avoid public agitation &Opposition shouting for a period of time. Justice Das commission enquiry report is yet not make public & now he has. forgotten his findings, recommendation also action taken report.

  • @nrusinghamishra407
    @nrusinghamishra407 Місяць тому +1

    I did not get anything from this except no record found about the keys where they were, who took out, who put back and judge said that he did not get any documents from Odisha Government. This commission even if out will not show anything. This is waste of public money. There are am y cases like this commission in the world.

  • @gurumohanty8208
    @gurumohanty8208 Місяць тому

    This is unbelievable man, justice delayed justice denied. Below standard proceedings man!😂😅😊😢

  • @samardas526
    @samardas526 Місяць тому +1

    ସରକାର ପାଉଣା ଦେଲେ😢କମିଶନ ପାଞ୍ଚ ମାସ ତଦନ୍ତ ରେ ଦୋଷୀ ନହିଁ 😂

  • @swapnanandarath2244
    @swapnanandarath2244 Місяць тому

    ଗୋଟେ ବେକାର ଆଲୋଚନା ଛଡା ଆଉ କିଛି ନୁଁହେଁ l ଆଲୋଚନା ରେ ଉତ୍ତର ଆଦୌ ସ୍ପଷ୍ଟ ନୁଁହେଁ l

  • @gurumohanty8208
    @gurumohanty8208 Місяць тому

    କେତେ ଟଙ୍କା ଦରମା ପାଇଛ କମିଶନ ରୁ, କୁହ କୁହ ରଘୁବର😂😅😊😢

  • @user-wg7ic5qj6p
    @user-wg7ic5qj6p Місяць тому +2

    Se katha sei samayare media re kahile nahin kana pain

  • @dakhineswarhomeohall4936
    @dakhineswarhomeohall4936 Місяць тому +1

    1978 re jie vitar ratna Bhandarchabi kholithile,se chabi keuntharu anile,keunthare punarbar rakhile,Tara record rakhiba katha.rakhinathile 1978 ra sarkar hin dayee.

  • @Sambhunath_Patra
    @Sambhunath_Patra Місяць тому +1

    This is a very serious issue justice Raghubar das very careless person and not properly investigating this key issue,and how he say that don't know about this issue
    Govt expenses lakh rupees in this commmsier
    Arrests this person immediately, he wasted the govt lakh of rupees and time . Shameless no responsibility

  • @sanjibpanda5009
    @sanjibpanda5009 Місяць тому

    Your questions are sharp answer very riddle commitment shallow people are ignored

  • @gopalkrishnapattnaik5313
    @gopalkrishnapattnaik5313 Місяць тому +1

    Confusing .

  • @lifestyle2533
    @lifestyle2533 Місяць тому

    Live television.. ratna bhandar ru kara jaau...
    Recording not accepted
    Abe bhi ratna bhandar ru chori heba

  • @Sambhunath_Patra
    @Sambhunath_Patra Місяць тому +2

    Now Justice Biswanath Rath how he is doing investing and verifying this issue and salute his willing power.
    Justice Raghubar Das should learn from Justice Rath.

  • @priyaranjansahoo804
    @priyaranjansahoo804 Місяць тому

    Sir apana judge na kn doubt heuchi

  • @kalyanpanda5885
    @kalyanpanda5885 Місяць тому

    ପୁରୀ ଭାଷା ରେ ଇଏ ଜାଣି ତୀର୍ଥ

  • @chittaranjanswain010
    @chittaranjanswain010 Місяць тому

    No clarity

  • @gurumohanty8208
    @gurumohanty8208 Місяць тому

    Loose talk😂😊😅😢

  • @janmabhoi9891
    @janmabhoi9891 Місяць тому +1

    Sabu michha 11:29

  • @jagannathdash9385
    @jagannathdash9385 Місяць тому

    Milibhagat

  • @janmabhoi9891
    @janmabhoi9891 Місяць тому

    Sabu michha kahuchhanti sabu Jani ajana hauchhi r b d sr

  • @user-bv3wk5id3s
    @user-bv3wk5id3s Місяць тому

    To kahinki follow kulu nahi tota jagannath khoma daba nahi

  • @sanghamitrasingh3315
    @sanghamitrasingh3315 Місяць тому

    Daitya hina pati utter,
    Sata khaibaku ate dara

  • @sunilkumarsethi488
    @sunilkumarsethi488 Місяць тому

    Kichipaisa khai chup basijaichiea

  • @subashnayak4311
    @subashnayak4311 Місяць тому

    Kan Bala kari thiluw

  • @user-pr6dr8gc3c
    @user-pr6dr8gc3c Місяць тому

    Chabi. Milila. BJP. Politics. Karuchi

  • @sureshchandra1408
    @sureshchandra1408 Місяць тому

    Amiti darua Loko birala

  • @padmanavarout125
    @padmanavarout125 Місяць тому

    Galua judge

  • @subashpatra6884
    @subashpatra6884 Місяць тому

    25.lakhya.gandimari.khai.soipadila...kalia.chhadibani...sabu.chora.mariba..tumaku..lepar.heba

  • @user-wg7ic5qj6p
    @user-wg7ic5qj6p Місяць тому

    Apanka commition pain sarkar kete tanka kharcha karithile ?

  • @am9519
    @am9519 Місяць тому +1

    ତୁମେ ଏତେଦିନ ଧରି ଏମିତି ବାଳ ତଦନ୍ତ କରିଥିଲ ବୋଧେ... ଖାଲି ସରକାର ଙ୍କଠୁ ମୋଟା ଅଙ୍କର ମାଲ ପକେଇ ବସିଗଲ... Mg 👎