Odia Singer Human Sagar's Wife Alleges On Being Opposed Over Wearing Sindoor

Поділитися
Вставка
  • Опубліковано 10 вер 2024
  • Odia Singer Human Sagar's Wife Alleges On Being Opposed Over Wearing Sindoor
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #ShriyaMishra #HumaneSagar

КОМЕНТАРІ • 444

  • @bhawanishankardila9354
    @bhawanishankardila9354 Рік тому +177

    କ୍ରିଷ୍ଟିଯାନ ଘଇତା କରିବୁ ,ସିନ୍ଧୁର ମାଖିବାର କଣ ଆବଶ୍ୟକ, ଆପଣକୁ ପ୍ରତେକ ରବିବାର ପ୍ରାଥନା ହଲ କୁ ଯାଇ ପ୍ରାର୍ଥନା କରିବାର ଅଛି ଆଉ ପ୍ରଭୁଭୋଗ ଖାଇବାର ଅଛି (ହିନ୍ଧୁ ଧର୍ମ ରେ ଆପଣଂକ ଆଉ କୌଣସି ଅଧିକାର ନାହିଁ )

    • @sasmidigal6730
      @sasmidigal6730 Рік тому +8

      Right 👍 kahila bhai 🙏🙏 jadi ate sindura tikili lageiba pain' echha heuthila hindu puo ku merriage karithanta 🙏

    • @sridharapradhan2758
      @sridharapradhan2758 Рік тому +2

      Cristian kuu ghhaita kribu hindu nka sindura pindhibu ea ki naree

    • @ATP07
      @ATP07 Рік тому +1

      କିଛି ଫରକ୍ ପଡେନି ହିନ୍ଦୁ Christian bas manisa bhala au thik ହେଇଥିବା ଦରକାର

    • @sukanthisahu2407
      @sukanthisahu2407 Рік тому

      Hindu kemiti lekha jae ta first sikho

    • @tejeswarekhora508
      @tejeswarekhora508 Рік тому +1

      Tome thik kohilo bhai

  • @chikunpradhan
    @chikunpradhan Рік тому +141

    ସେମିତି ଦରକାର ତମମାନଙ୍କୁ , ପଇସା ଲୋଭରେ marriage କଣ ପାଇଁ କରୁଥିଲୁ ,ଏବେ ନାମ ନେ 😂😂😂

  • @balaramsethi6046
    @balaramsethi6046 Рік тому +346

    ଯଦି ଏତେ ସିନ୍ଦୁର ଲଗେଇବାକୁ ମନ ହିନ୍ଦୁ ପୁଅ କୁ ବାହା ହେଲନି!!

  • @prafullakumarsamal761
    @prafullakumarsamal761 Рік тому +111

    ହିନ୍ଦୁ ପୁଅ ମାନେ କ'ଣ ଅଯୋଗ୍ୟ ଥିଲେ। ଏବେ କ'ଣ ହେଲା କି।

    • @ranjansm6014
      @ranjansm6014 Рік тому

      Bhai human ra kou riligion ki

    • @ATP07
      @ATP07 Рік тому +1

      @@ranjansm6014 Christian

    • @ranjansm6014
      @ranjansm6014 Рік тому

      @@ATP07 ohh
      ki se jhia ku ama sanatan dharma ra loka milunathile ki

    • @ATP07
      @ATP07 Рік тому

      @@ranjansm6014 kn au kariba ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷ ରେ ଆମେ ସମସ୍ତେ ଭାରତୀୟ।

    • @ranjansm6014
      @ranjansm6014 Рік тому +2

      @@ATP07 eta ta sata katha kintu se ta aama dharma ra loka sahita bibaha karanta na
      chhada jahaku mòta bida darakar se ta semiti kariba na

  • @Shyriclub5511
    @Shyriclub5511 Рік тому +72

    ତୁ ତ ବାହା ହେବା ଆଗରୁ ଜାଣି ଥିଲୁ Human Sagar ହିନ୍ଦୁ ପୁଅ ନୁହଁ ବୋଲି।

    • @nirupamacreative3489
      @nirupamacreative3489 Рік тому +4

      ତଥାପି ଖ୍ରୀଷ୍ଟିଆନ୍ BANDA ଚାଟିଲୁ

    • @ranjansm6014
      @ranjansm6014 Рік тому +1

      @@nirupamacreative3489 🤣

  • @sudhirkumar-zr8cl
    @sudhirkumar-zr8cl Рік тому +79

    ତୁମ ଧର୍ମ ରେ ଟିକିଲି ସିନ୍ଦୂର ନାହିଁ ତ୍ ଲଗେଇବ କଣ୍ ପାଇଁ , ଝିଅ ବାହା ହେଇ ସରିଲା ପରେ ତାର କୁଳ ଗୋତ୍ର ଆଉ ନିଜର ନାମ ସ୍ବାମୀ ଙ୍କ କୁଳ ଗୋତ୍ର ହିସାବରେ ହୁଏ , ତୁମେ ହିନ୍ଦୁ ଧର୍ମ କୁ ତ୍ୟାଗ କରି ଯାଇଛ ଆଉ ଏବେ ନିଜ ସ୍ବାର୍ଥ ରେ ବାଧା ଆସିଲା ବୋଲି ଗୋଟେ ନାଟକ କରୁଛ ।

    • @sarmisthapattanaik7145
      @sarmisthapattanaik7145 Рік тому +1

      Thik katha kahile

    • @sasmidigal6730
      @sasmidigal6730 Рік тому

      Right 👍 bhai 🙏 ame Christian auu mo bada didi Hindu puo ku merriage karila ame semanku kichhi badha deluni tara abe sabu kichhi Hindu re parinata heigala 🙏🙏😔 mo didi bi abe mandir jauchhi sindura tikili lagauchhi 🙏🙏

    • @simanchalnag5211
      @simanchalnag5211 Рік тому

      100%Right

    • @sradhanjalisradhanjali774
      @sradhanjalisradhanjali774 Рік тому +2

      Currect mu human ku support karibi e khetra re

  • @rishuvlogvideo8320
    @rishuvlogvideo8320 Рік тому +33

    Emiti kete ta nari pain sabu nari badnam chhi 😡😡😡😡

  • @LTmusicSOURAVIDEO
    @LTmusicSOURAVIDEO Рік тому +38

    ସିନ୍ଧୁର ଲଗାହିଁଲେ କଣ ମିଳିବ... 😄
    ଗୁଟେ ମନେ ରକେ. ସ୍ନେହ ରେ ରୁଅ.. 💯

    • @rajuswain4150
      @rajuswain4150 Рік тому

      The dash of vermilion powder on a bride’s forehead is her holiest mark as she begins her journey as a bride, for the rest of her life. Donned between the hair partition; sindoor, also known as kumkum, represents years of ancient folklore and beliefs about a woman’s validation as a married woman. Put on by the husband during wedding rituals, sindoor is then applied by women every day to mark his presence in her life. In actuality as well, it is considered to be the symbol of matrimony in Indian households and an essential part of a woman’s marriage.
      For years, women have been subjected to wearing sindoor over their foreheads to showcase their position as a respectable daughter-in-law in households. The application of sindoor has been a very important part of structuring a woman’s personality after marriage. Ancient folklores suggested that those who wore maang-bhar ke sindoor (forehead full of sindoor) are to be respected as their husband’s bride.

  • @khushitiki4470
    @khushitiki4470 Рік тому +42

    ନୂଆ ନୁଆଁରେ ନୂଆ ଆଦର ପୁରୁଣା ହେଲେ ଦିଅ ଛାଡପତର 😃

  • @saratmalik5206
    @saratmalik5206 Рік тому +40

    ହିନ୍ଦୁ ଜାତିର କଳଙ୍କ ଏ ରାଣ୍ଡି ବ୍ରାହ୍ମଣୀ

  • @ommjeetchannel6262
    @ommjeetchannel6262 Рік тому +9

    ଘର ସମସ୍ୟ ଘରେ ସମାଧାନ କରୁନ୍ତୁ 🌹ସମାଜ କୁ କରାପ କରୁନ୍ତୁ ନାହଁ ବା ହଵା ଆଗରୁ ଚିନ୍ତା କର ଲଭ 🌹ମିଠା ଲାଗୁ ଥଲା ଆଜି ଦହି ଭଳି ଖଟା ଲାଗୁଚି ବାଲେଶ୍ୱର

  • @hariharpatra1093
    @hariharpatra1093 Рік тому +32

    କଲା କର୍ମର ଫଳ

  • @shipakkumarmandal2183
    @shipakkumarmandal2183 Рік тому +47

    କିଛି ନ ବୁଝି ଅଲଗା ଜାତିର ପୁଅକୁ ବାହା ହଅ ।ତାପରେ ଗାଣ୍ଡି ମରା ।ତୁ ବ୍ରାହ୍ମଣ ପରିବାରରେ ନ ଥିଲୁ ପଠାଣ ଝିଅ ଥିଲୁ । ଉଚ୍ଚ ଜାତିକୁ ନୀଚ୍ଚ କଲୁରେ ।ତୁ ଗୋଟିଏ ନାରୀ ଓ ସମାଜ ନାଁରେ କଳଙ୍କ ।

    • @jyotidhanphul2213
      @jyotidhanphul2213 Рік тому +3

      Soto ra bhai tomoro ate bodo ucho jati ta haila tomorrow dahora hi Rakto achi au alga moniso pakhara rakto nahi ki tame ate gorbo korucho samanya moniso haiki nija thara bhabo tomorrow dhromo ku nai bodo gorbho koro nahi dina gorbo bhangi jibo Christian tame bi haijibo

    • @panitabhuyan2637
      @panitabhuyan2637 Рік тому +1

      Ucha jati ra loka heithibaru sabu tadi pakaucha...

    • @user-mq1vy4ir9z
      @user-mq1vy4ir9z Рік тому

      @@jyotidhanphul2213 right 👍

  • @chinmayapradhan924
    @chinmayapradhan924 Рік тому +13

    ଆଗରୁ ଜାଣି ନଥିଲେକି

  • @patitakumarchoudhury9855
    @patitakumarchoudhury9855 Рік тому +8

    ବ୍ରାହ୍ମଣ ଘଇତା ଯାଇଥିଲେ ସବୁ ଲଗେଇ ଥାଆନ୍ତୁ. ଅଜାତି, ବିଧର୍ମୀ ରେ ବାହା ହେଲୁ ସବୁ ପାଶୋରିଦେ 😄😄

  • @mrprabhurath6357
    @mrprabhurath6357 Рік тому +8

    ସ୍ବାର୍ଥ ସରିଗଲା ତ ଏବେ ବାହାରିବାର ଏକ ମାତ୍ର ରାସ୍ତା ଜାତି ଅଜାତି କଥା ପଡ଼ିଲା ତୁମେ ଭାବିଛ ଆଉ କୋଉ କଥା କହିଲେ ସପୋର୍ଟ ମିଳିବନି ଜାତି କଥାଟା ବହୁତ୍ ଭଲ କାମ ଦେବ ଓଡ଼ିଶା ସାରା ଲୋକ ତୁମେ କଥା କୁ ଗ୍ରହଣ କରିବେ ବୋଲି ଭାବୁଛ

  • @subashsethi8651
    @subashsethi8651 Рік тому +15

    Agaru janinathila ei katha

  • @pradipkumarbarik585
    @pradipkumarbarik585 Рік тому +62

    ଗୋରୁଖିଆ ଘରକୁ ଜାଣିଶୁଣି ଯାଇଛୁ ଆଉ ଏବେ କହିଲେ କିଅଣ ହେବ?

    • @chinmayeenag7594
      @chinmayeenag7594 Рік тому +1

      Goru america re v kha jae be murkha kauthi kar

    • @pramodinidas5408
      @pramodinidas5408 Рік тому +2

      @@chinmayeenag7594 indiare v khauchantilo hadiani

    • @pradipkumarbarik585
      @pradipkumarbarik585 Рік тому +2

      @@chinmayeenag7594 ନାଗ ଏବେ ଭାରି ମାତିଛନ୍ତି। ଏ ନାଗର କେଇଟା କେଜାଣି

    • @chinmayeenag7594
      @chinmayeenag7594 Рік тому

      @@pradipkumarbarik585 oho jani ki kahiki kahuchha

    • @chinmayeenag7594
      @chinmayeenag7594 Рік тому

      @@pradipkumarbarik585 hindu christian all religion khanti bebokuf

  • @satyadash7974
    @satyadash7974 Рік тому +13

    Tame e Sabu agaru jani nahi thila.

  • @sunilkumarpatnaik6953
    @sunilkumarpatnaik6953 Рік тому +12

    Ethi aasi Media rey kahiley kaan heba ? Divorce dei...alaga hoi...Odisha ru bahara. Love....Marriage purbaru Maa katha mana padu naa thila kii ?

  • @cutykaya7190
    @cutykaya7190 Рік тому +2

    Ate Barsha Baha heiki rahila .,..chua hela ... Sasu vla .,...kebe kichhi complain nai ...aji jodi kichhi problem hela sasu ku b kahi pari thanta problem ki huamn mote emit karu chanti agoru jodi religion problem nothila ebe sobu sari gola pare problem heuchi .,.... Babusan bhai nka ghare b problem thila ...bt aparajita madam sobu solution kale tanka wife b sobu thik hela puni ekathi rahile .......apana mane b tk tanka pari solution kariki ekathi rahiba katha

  • @mrprabhurath6357
    @mrprabhurath6357 Рік тому +4

    ଜଣେ ମହିଳା ବିବାହ ପୂର୍ବରୁ ନିଜ ପରିବାର ଅର୍ଥାତ୍ ନିଜ ବାପା ମା ଭାଇ ଭଉଣୀ ପରିଚରେ ବଞ୍ଚିଥାଏ ବା ସେଇଟା ତା ପାଇଁ ଗର୍ବ ଆଉ ଗୌରବ ସେଇଟା ତାର ଖାତିର କି ମୋ ବାପା ମୋ ମା ସବୁକିଛି କିନ୍ତୁ ବିବାହ ପରେ ସେଇଟା ଆଉ ସେଇ ଖାତିର ସେଇ ଗର୍ବ ସବୁ କିଛି ନିଜ ସ୍ବାମୀ ଙ୍କୁ ନେଇ କରିବା କଥା କିନ୍ତୁ ତୁମେ ତ ସବୁ ଓଲଟା କରୁଛ ଆଜିବି ସେଇ ନିଜ ପରିବାର କୁ ସପୋଟ କରୁଛ ଯାହାକି ତୁମେ ସ୍ବାମୀ ଙ୍କ ପାଇଁ କରିବାର ଥିଲା ଆଉ ତମେତ ସିନ୍ଦୂର ନ ପିନ୍ଧିବା ପାଇଁ ହିନ୍ଦୁ ପୁଅ କୁ ବିବାହ କଲେ ନାହିଁ ଆଉ ହୁମାନ କୁ ବାହା ହେଲ ଆଉ ଏବେ ସିନ୍ଦୂର କଣ ପାଇଁ ପିନ୍ଧିବାକୁ ଈଛା ହେଉଛି ଏଇଟା ଆଗରୁ ଭାବିବାର ଥିଲା ତାପରେ ତୁମେ କୋଉ ହିନ୍ଦୁ ପରି ଲଗୁନ

  • @badracreation1159
    @badracreation1159 Рік тому +10

    ଇଏ ଭଲ ମାଇକିନାଟେ ହେଇପାରିଲା ନାହିଁ .....very bad women.....

    • @rajuswain4150
      @rajuswain4150 Рік тому

      ea bhala husband pailani madua ganjadia humansagar taku religion ku nei taku force karuthila

    • @badracreation1159
      @badracreation1159 Рік тому

      @@rajuswain4150 ବାହାଘର ଟା ଖେଳଘର ଭାବନ୍ତି ଯେଉଁମାନେ ସେହିମାନେ ଏଭଳି ଦଷା ଭୋଗନ୍ତି।

  • @santoshnayak6846
    @santoshnayak6846 Рік тому +21

    Christian bohu Hoi ki kemiti bhabuchha sindura tikili lageiba

  • @KBehera-BSc-MBA-LLB
    @KBehera-BSc-MBA-LLB Рік тому +5

    କାହିଁକି ମନ ଇଚ୍ଛା love marriage କରୁଛନ୍ତି ସମସ୍ତେ.... ବାପା ମାଆ ଙ୍କ choice ରେ marriage କରନ୍ତୁ ସମସ୍ତେ... parents can grow you.... ପ୍ରେମ ବିବାହ ବହୁତ ଦୁଃଖ ଦାୟକ... ବହୁତ କମ samaya ମିଳେ ଭାବି ବାକୁ, ପାର୍ଟନର ବିଷୟରେ, now what will parents do in the old age... ବଡ ଦୁଃଖର ବିଷୟ ସବୁ ବାପା ମାଆ ଙ୍କ ପାଇଁକି this type of problem. ... this type of event.ଆପଣ ତ ନିଜ ଇଚ୍ଛାରେ ବିବାହ କଲେ.. parents ମାନେ କଣ କରିବେ.. କାହିଁକି ଯୁବ ସମାଜ amiti ହେଉଛ. ବିବାହ ପିଲା ଖେଳ ନୂହେଁ. ବାପା ମାଆ ଖାଇବାକୁ ଦେଲେ ମଣିଷ କଲେ, କଣ ବିବାହ କରି ପାରି ନ ଥାନ୍ତେ.. ପ୍ରଶ୍ନ ପଚାରନ୍ତୁ ନିଜକୁ.. ହେ ମୋର ଯୁବ ସମାଜ... ସବୁରି ମୂଳରେ ମଦ ନିଶା, ମଦ ଯେ କେତେ ସମ୍ପର୍କ ଭାଙ୍ଗୁଛି.. ଥରେ ଭାବନ୍ତୁ, ଅନୁଭବ, ବର୍ଷା, ବାବୁସାନ, ତୃପ୍ତି, ହ୍ୟୁମାନ୍ ଶ୍ରିୟା, କାହିଁକି ..ସେଇ ମଦ କୁ ଛାଡି ଦେଲେ, ସଂସାର ଖୁସିରେ ଆଉଥରେ ପଳାଇ ଆସନ୍ତା.. ଭଗବାନ ଆପଣ ଙ୍କୁ ଆଶୀର୍ବାଦ କଲେ, you got a recognition.. ହେଲେ ଆପଣ ନିଜେ ନିଜକୁ nasta କଲେ. Plz ସବୁ ଭୁଲି ସତ୍ ମାର୍ଗରେ ଚାଲିବାକୁ ଚେଷ୍ଟା କରନ୍ତୁ. କଣ ମିଳିବ aei problem ରୁ, କେତେ ଦିନ ବଞ୍ଚିବା ଆମେ..କଣ ନେଇକି ଯିବା.. ନିଜ ପିଲାମାନେ କଣ ଶିଖିବେ ବାପା ମାଆଙ୍କ ଠାରୁ.. ନିଜକୁ ପଚାରନ୍ତୁ.. ଆପଣ କଣ ଆଦର୍ଶ ସ୍ରୁଷ୍ଟି କଲେ ସମାଜରେ.. ପଚାରନ୍ତୁ ନିଜକୁ... sorry te କହି ସବୁ ଭୁଲି ନିଜକୁ ପୂର୍ବ ଜାଗାକୁ ନେଇ ଆସନ୍ତୁ. ବାହାର ଲୋକଙ୍କ କଥାରେ କିଛି ଶୁଣନ୍ତୁ ନାହିଁ.. ମୋ family ମୋ ଲାଇଫ..

  • @sujitkumarswain8200
    @sujitkumarswain8200 Рік тому +2

    ନାରୀ ସଶକ୍ତିକରଣ ର ପ୍ରବଳ ଫାଇଦା ଉଠଉଛ ପ୍ରବଳ ମିଛ କହୁଛ ,,, ସୀମା ଭିତରେ ରହି କଥାବାର୍ତ୍ତା କର ,, ସିନ୍ଦୂର ଅଳତା ଟିକିଲି ଯଦି ପିନ୍ଧିବାର ଥିଲା ହିନ୍ଦୁ ପୁଅ କୁ ବାହା ହେଲନାହିଁ କାହିଁକି ,,,, ଏ ପୁରୁଷ ବିରୋଧୀ ସମ୍ବିଧାନ ରେ ପୁରୁଷ ମାନଙ୍କୁ ବ୍ରିଟିଶ୍ ଛାଟ ସହିବାକୁ ପଡୁଛି ,,,, ପୁରୁଷ ସମାଜ ପାଇଁ ଯଦି ସୁବିଧା ଥାଆନ୍ତା ତା ହେଲେ ତମେ ଏ ମନଗଢା କାହାଣୀ କହିନଥାଆନ୍ତ ,,, ଦେଶରେ ସମାଜ ଯେଉଁ ଭଳି ପ୍ରବଳ ପଥଭ୍ରଷ୍ଟ ହେବାରେ ଲାଗିଛି ସେଥି ପାଇଁ ସୁପ୍ରିମ କୋର୍ଟ ହିଁ ଦାୟୀ ,,, ସୁପ୍ରିମ କୋର୍ଟ ଯଦି ପାଶ୍ଚ୍ୟାତ ଦେଶମାନଙ୍କର ଢାଞ୍ଚା ଭଲ ଲାଗୁଛି ତା ହେଲେ totaly ପରିବର୍ତ୍ତନ କରିବା ଉଚିତ୍ ,,,, ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sujitnayak4497
    @sujitnayak4497 Рік тому +2

    Swami prati ta bhala paiba nahin.. sindura lagei ki Kan proof karibe.. fashion ta mana ru Bahar karantu Shriya Mishra.. ai sabu kaanda kariki nijara prestige and value talaku karuchhanti.. don't be biased negative negative stuffs.. don't b known as a spoiler

  • @callmetech143
    @callmetech143 Рік тому +5

    Husband devlope kale wife tanka mana echha kichhi kariparantini . Husband godaku tanuchha . Jemiti barsha priyadarshinee anuvbhav mohanty sange lagile . Na pakeile . Tama bhabuchha husband popular heigale ame wifemane kainki popular hebuni . Seithi pain emiti sabu hauchha na pakauchha

  • @shibaurma1723
    @shibaurma1723 2 місяці тому

  • @SMOChannl1990
    @SMOChannl1990 Рік тому +4

    ବାପା ଖ୍ରୀଷ୍ଟିୟାନ ମା ହିନ୍ଧୁ ଝିଅ କଉ ଧର୍ମ ଗ୍ରହଣ କରିବ ?

  • @SONU_GMR_YT
    @SONU_GMR_YT Рік тому +3

    Babusan mahantyika stri is great sia real love karuthhile tame nuhe

  • @smohanty3507
    @smohanty3507 Рік тому +3

    aei ki katha..sindura sindura hauccha..aji sindura ta mundare lageina..aji bhi kana mana kale🤣🤣🤣

  • @sreekumar735
    @sreekumar735 Рік тому +16

    ହୁଲେଲେଲା
    ତତେ ହିନ୍ଦୁ ଟୋକା ମିଳୁନଥିଲେ ବୋଧେ

    • @chinmayeenag7594
      @chinmayeenag7594 Рік тому

      Sala besi hauchhu be🤬🤬🤬🤬

    • @chinmayeenag7594
      @chinmayeenag7594 Рік тому

      @@sjseeqq tk clear odia re kahiba ? Tama question bujhile to jabab debi 🤔🤔
      ?

    • @chinmayeenag7594
      @chinmayeenag7594 Рік тому

      @@sjseeqq idhar bataungi to bahut lamba chatting hoga isliye ek kaam kare baible padh kar khud decide kare aur bath decide ki to wo to hum karchuke avi ap ko decide karna hai wo v baible padh kar kyu ki baible mai sab clear hai ok 👍🏻👍🏻👍🏻👍🏻👍🏻

    • @chinmayeenag7594
      @chinmayeenag7594 Рік тому +1

      @@sjseeqq tk dhyana saha niraba hoi baible padha sabu bhujhi ba aau decide v kariba okay hiii byyy aau kichhi comfuse thile google re search kar ok

  • @ranjit8799
    @ranjit8799 Рік тому +5

    Ete bhala lokata ku blame kareni, tanka lobha re baha heichhu nama ne.

  • @susantabiswal8546
    @susantabiswal8546 Рік тому +8

    Aagaru Jani nathila

  • @santalikidsmaaofficia64
    @santalikidsmaaofficia64 Рік тому +1

    Bholo

  • @Iwantpeace-bc1vi
    @Iwantpeace-bc1vi Рік тому +2

    Bollywood ଠୁ ବି Ollywood ବଳକି ଯାଉଛି।Hollywood style break up in ହୀନ odia industry.

  • @sasmitasahoo3118
    @sasmitasahoo3118 Рік тому +7

    i think ki shriya mam nkara mental problem achhi

  • @saipritam9953
    @saipritam9953 Рік тому +4

    Madam jani parunathile ki agaru sabu bhulu tamar

  • @SudhirKumar-wu5gn
    @SudhirKumar-wu5gn Рік тому +4

    Agaru kan janinathila

  • @debkumarbehera4824
    @debkumarbehera4824 Рік тому +3

    Tamaku tike laja laguni ,Tame jane hindu jhia -Christian pua ku bahahela , Tuma dharma re volo pua na thile ki ? Paisa lobha re taku volo pailo , Tanka dharma re sindura,alata khojucha.

  • @anilsenapati7317
    @anilsenapati7317 Рік тому +1

    krist ଧର୍ମରେ ଗଲୁ ହିନ୍ଦୁ banda ଭଲ ଲାଗିଲାନି

  • @antaryamirawat4729
    @antaryamirawat4729 Рік тому

    Right madam

  • @ODIAVLOGMB9341
    @ODIAVLOGMB9341 Рік тому

    ଯଦି ସଂସାର ଯୁଡ଼ିବାର ଅଛି ଏତେ high light କରନି କଥାଟିକୁ.

  • @ArtithankstomylordjeausesMontr

    Love koriba results. Drunker hele God bless make them to understand the value of married life as they're educated

  • @spcreation6264
    @spcreation6264 Рік тому +6

    ଏବେ ଗଲୁ ମରିଗଲା କି ,🤣

  • @callmetech143
    @callmetech143 Рік тому +4

    Tama mana jadi hindu dharma upare thila sethi kainki baha hauthila

  • @rubidas5698
    @rubidas5698 Рік тому +4

    Tu kete sindura lageibaku chanhuchu amaku jana

  • @Shkr_Bab
    @Shkr_Bab Рік тому +4

    If Human is anti-human, then what about common man??

  • @nutanapatha7624
    @nutanapatha7624 Рік тому +6

    Tama mananka sakase dharmara badnam heuchii

  • @abyaktakumarrout9084
    @abyaktakumarrout9084 Рік тому +1

    ଆଲୋ ଅଲାଜୁକୀ ତୋତେ ଲଜ୍ୟା ନାହିଁ ତୁ ଜେବେ ଖ୍ରୀଷ୍ଟିଆନ ସଙ୍ଗରେ ସୋଓଥଲୁ ତାକୁ ବାହା ହେଲୁ ଆଲୋ ତା ବିହନ ତୋ ପେଟରେ ରଖୁଥିଲୁ ସେଇ ଦିନରୁ ତୁ ଖ୍ରୀଷ୍ଟିଆନ ହେଇ ସାରିଛୁ ବ୍ରାହ୍ମଣ ପରିବାରର ଝିଅ ହୋଇ ଏବେ ହିନ୍ଦୁତ୍ୱ ଜାହିର୍ କରୁଛୁ ଛି ଛି ଛି ତୋତେ ଲଜ୍ୟା ନାହିଁ ତୋ ପରିବାରକୁ ବି ଲଜ୍ୟା ନାହିଁ ଲୋକ ହସା କାମ କରିଛୁ ସେଇଆକୁ ନେଇ ଘର ସଂସାର କର ଆଉ ହିନ୍ଦୁତ୍ବ ଦେଖାନା

  • @sasmidigal6730
    @sasmidigal6730 Рік тому +2

    🤗🥰🥰Athi jetiki 🤗 comments deithiba mora bhai o bhauni mane samaste Hindu hele bi auu Christian hele bi pura thik comments deichha mo manaku chhuinla 🤗🤗🤗🥰🥰🥰

  • @udntkno177
    @udntkno177 Рік тому +4

    Human sagar catholic denomination re Christian achonti . Catholic Church denomination Christian lokomane to sindur laganti. Eyaku kmti mona karibe j tikili, sindur lageiba pain. Eita sampurna micho kotha au kichi monobanchha achi ei madam nkoro.

  • @bigyanisahoo427
    @bigyanisahoo427 Рік тому +1

    ତୁ ଭୁଲ୍ କହୁଛୁ ମିଛ କହୁଛୁ ତୁ ଗୋଟେ ବ୍ରାହ୍ମଣ ଝିଅ କାହିଁକି ଖ୍ରୀଷ୍ଟିନେ ପୁଅ କୁ ବାହା ହେଉଥିଲୁ କହ ତୋର ଜଦୀ ସିନ୍ଦୁର ଟିକିଲି ପିନ୍ଧିବାକୁ ମନ ହିନ୍ଦୁ ପୁଅ କୁ ବାହା ହେଲୁ ନି

  • @chaturbhujamahakuda3301
    @chaturbhujamahakuda3301 Рік тому +2

    Chistian nku Baha hele seita chaliba nahin

  • @kahaniamagharara5723
    @kahaniamagharara5723 Рік тому +1

    Publisheet pain kuch bhi
    Kn lava paucha yar

  • @blapakumar5250
    @blapakumar5250 Рік тому +3

    ତମେ ଜାଣିନକି ହ୍ୟୁମାନ ସାଗର Christian ବୁଲି

  • @anantabhuyan279
    @anantabhuyan279 Рік тому +3

    ତୁମେ ସମାଜ ଟୁକା ମେଳିଲା ନାହିଁ କି

  • @smitamohanty1725
    @smitamohanty1725 Рік тому +3

    Tume kn pain ite natak karuchha Madam tume kn ite perfect tumoku kn aou Hindu re puo milunothila .8barsha pare tamas karuchha society ku ei news dauchha .tume ta jaha karuchhi tumoro jau chhua kn bhul karichhi tumoku tike laja saram nahi na

  • @deepakkumarmishra1619
    @deepakkumarmishra1619 Рік тому +2

    Tame kniki mrg karila fst

  • @kumarjaswant8624
    @kumarjaswant8624 Рік тому +2

    Marriage purbaru jani nathilu Marriage kaly kan pindhibi ya nai

  • @sidharthasankarkhandai7632
    @sidharthasankarkhandai7632 Рік тому +1

    Madam marriage karibara nathila jadi Yeh sabu problem ku handle nakaripaaribe.... Ghara matter ku nija nija bhitare solve kara nahele alga ruha...

  • @rajeshpanda
    @rajeshpanda Рік тому +12

    She: Inter-religion marriage
    She: wants to wear sindur
    Viewers: Women ☕ ☕ ☕

  • @HindustaniExperimentXYZ
    @HindustaniExperimentXYZ Рік тому +2

    Hii

  • @soniarani5498
    @soniarani5498 Рік тому +1

    Sreya mam...ghara katha padaku anantuni ajathare badnam hei jibe sabu ghare kali jhagada thaye ehaku samadhan kari rahiba heuchi prakruta stir ra lakhyana.dine na dine sabu thik hei jibo tk wait karantu dharjaya dharantu . May God bless both of you...👍👍👍

  • @gayatridas5777
    @gayatridas5777 Рік тому +1

    Inter religion re Baha heicha ta kemiti kahuchha
    .....tame ta janithila tanka religion re sindura laganti ni boli

  • @samantamallick4682
    @samantamallick4682 Рік тому

    ଯଦି ଆପଣ ଜାଣିଥିଲେ କି, ହ୍ୟୁମାନ ସାର୍ Christian ବୋଲି ତେବେ ଆପଣ ତାଙ୍କୁ ବିବାହ କରୁଥିଲେ କାହିଁକି???
    କାରଣ Christian re ସିନ୍ଧୂର ଲଗେଇବା ମନା।। ଆଗରୁ ଆପଣ ସେ କଥା ଭାବିବା କଥା । ନଚେତ୍ ଆପଣ ନିଜ ଧର୍ମର ପୁଅକୁ ହିଁ ବିବାହ କରିଥାନ୍ତେ। 🙏🙏

  • @Murtikaladesign
    @Murtikaladesign Рік тому +2

    ଏ ସବୁ ମିହିର ବାବା solve କରିପାରିବେ ଅଶାର ଆଲୋକ 😭😭 #youtubepagalo

  • @reenasoren8554
    @reenasoren8554 Рік тому +1

    Tanka dharma re jadi nahin se mananka katha respect dauna.

  • @SujataDas-ct8qv
    @SujataDas-ct8qv Рік тому

    Bapa maankar manare kasta dei mrg kale amiti hua

  • @kishorekumarsabar5118
    @kishorekumarsabar5118 Рік тому

    ଜାଣି ଜାଣି ଖାଲି ପାଦରେ କଣ୍ଟାରେ ଚାଲିଲେ ନିଜେ ହିଁ କଷ୍ଟ ଅନୁଭବ କରିବେ । ଜ୍ଞାନି ଘରର ଝିଅ ହୋଇ ଏପରି ଭୁଲ୍ କରିବେ ଆଉ ଅନ୍ୟ ଘରର ଝିଅ ମାନେ କ'ଣ କରିବେ ?

  • @ADITISTORYTELLER
    @ADITISTORYTELLER Рік тому

    Sriya is not correct. She should obey to husband and their culture. If she wants shindoor she should marry hindu.

  • @happyclapservice8992
    @happyclapservice8992 Рік тому +1

    Maa too.. balanaaaa..

  • @mamuni488
    @mamuni488 Рік тому +1

    Tk chinta kara tama ra aei problem re Tuma bapa achhant Tuma saha tumara b jhia achhi tara a problem re kia sath daba nija khusi swami thu paaiba paain jhia ra bapa daka chhadei niani

  • @brainlicker5647
    @brainlicker5647 Рік тому +1

    90% କଳାକାର ମଦ ପିଅନ୍ତି, ତମେ ଜାଣିନ କି ? ଇଏ ସୁନା ମୁଣ୍ଡାଟା ବାକି 10% ଭିତରେ ଥିବ ବୋଲି ଭାବିଲ କେମିତି ? କଣ ଦେଖି ଭଲ ପାଇଥିଲ କହିବଟି ? ତମେ ବା ବ୍ରା*ଣ

  • @madhumitamunumohanty5711
    @madhumitamunumohanty5711 Рік тому +3

    Agaru bhabibar thila.....

  • @jangyadattasahoo9392
    @jangyadattasahoo9392 Рік тому +2

    Bhul tamar tame brahman pua kan pai bahaghar helani sabu bhul tamar

  • @dillipkumar6242
    @dillipkumar6242 Рік тому +1

    Marriage ପୂର୍ବରେ ଜାଣି ନ ଥିଲ କି । ଏବେ ଜାଣି ପାରିଲ।

  • @cutyanu3184
    @cutyanu3184 Рік тому +1

    Jadi sindura lageibaku ichha thila tahele hindu loka nku Baha heluni, Baha hela pare jhia pai sasu ghara sabu kichhi

  • @mks5547
    @mks5547 Рік тому

    ଏବେ ଗୋ ମାଂସ ଖାଇଛି

  • @sunildisari9396
    @sunildisari9396 Рік тому +1

    Sindur logeile kana mile kichi mileni

  • @binapanipattnaik6694
    @binapanipattnaik6694 Рік тому +2

    Tu ta janiki Baha heichu kahuchu laja laguni tate

  • @saiswarupsethy9647
    @saiswarupsethy9647 Рік тому +5

    pura michie jhia ti

  • @lilymurmu8954
    @lilymurmu8954 Рік тому +2

    Tume kn janino Christian Mane sindur lagantini boli

  • @mamuni488
    @mamuni488 Рік тому

    Mora b amit heithila but mu case kari nathili bapa gharaku jaaithili but 20days re mo Pua ta baba nku khojila mate bahut kasta hela mo. Pua ra khusi agare mu marigale b kichhi habani mo munda nuainle b kichhi problem nahin plz feri jaao mam request karuchi

  • @ashwinisahu6584
    @ashwinisahu6584 Рік тому

    Swami debata bibahita ra
    Jay jagannath

  • @pradeeppaikarayyoutubechan7770

    Tu kn pain isai dharma re marriage karuthilu

  • @preetimanjarinanda1446
    @preetimanjarinanda1446 Рік тому +1

    Mu v gote jhia kintu samastanku request karuchi plzzz aro katha jama biswas karani human bhai nka sahita sabu pht vdo dekhantu

    • @rashmiranjanswain7547
      @rashmiranjanswain7547 Рік тому

      Chopa human sala Christian ta gote Hindu jhia ra life ku barbard kariki convert kariba ku try karu thila

    • @rashmiranjanswain7547
      @rashmiranjanswain7547 Рік тому

      Tu se sala human sagar Christian ku support karuchu jie se Hindu jhia ku forcibly convert karuthila

    • @sushreesubhasmitanayak4169
      @sushreesubhasmitanayak4169 Рік тому

      @@rashmiranjanswain7547 chup be. Taa maikina ta sati sitaa taa. Jani na thila ki Christianity re rules alaga thaye boli

  • @priya..priya.3719
    @priya..priya.3719 Рік тому

    Kain lgaithilu

  • @mrabhijit3453
    @mrabhijit3453 Рік тому +1

    Tu janinathilu ki khrstian ku merriage karile sindura lagantini ta pare gote khrstian pua ku baha hele se jhia bi khristian heijae tanka dharma manibaku pade

  • @professionalbc
    @professionalbc Рік тому +2

    Ate kundei hauthila ki Christian ku baha hauthulu.3rd class ladies

  • @Inspiringthoughts880
    @Inspiringthoughts880 Рік тому +1

    Tu ete educated jio ta... Agharu jani nothilu ku eta sabhu hebabali... Khahinkhi bhaha helu ki ??... Tu akchuali dhahabalunghani, rondini, michuani, ect...😜😜😂😂😂🤣

  • @Inspiringthoughts880
    @Inspiringthoughts880 Рік тому +1

    Eta fully michia lo... Ame b Christian amo bhaujamane sindhuro loghauchanti... Eta sabhu michua lo... Fully michua... 😜😜😜😜😜😜

  • @jyotsnaraniparamanik4415
    @jyotsnaraniparamanik4415 Рік тому

    ଛିଃ ଛିଃ ତୁମକୁ କଣ ଆଗରୁ ଜଣା ନ ଥିଲା ନା ତୁମେ ଛୋଟ ଛୁଆ ମା ଠାରୁ କ୍ଷୀର ଖାଉଥିଲ .....

  • @alekhanag839
    @alekhanag839 Рік тому +1

    A, Nag
    Love,marriage,Kariba,lokara,abasta,aha,hi,heba👧👦👧👦🧒🙇‍♀️👶🙇‍♂️

  • @sarojpadhi9672
    @sarojpadhi9672 Рік тому

    Mrg heba agaru e katha bhabiba thila

  • @chandobonga180
    @chandobonga180 Рік тому +3

    No jani baha heithilo ki .. yea porom dohora michhuaa abhijog🙄 amiti jhioku bahar koribaro achhi🙄 Hindu dhorom re yeaku bahar koridiyo ahi bholi jhioku

  • @sumitrasahu3270
    @sumitrasahu3270 Рік тому +2

    ତୁ କ'ଣ ଜାଣି ନୁକି ସେ କ୍ରିଷ୍ଣୀଆନବୋଲି

  • @sabatstore3295
    @sabatstore3295 Рік тому +1

    Ye toki ku Jail Re Pureiba katha ya Ra Pura Family tauter 420 ,,, Tu kana Jani na thilu Kristian Pila ku baha hele Sindoor tikili pindhibu Nahin boli,,,,,

  • @ashutoshmishra1895
    @ashutoshmishra1895 Рік тому +1

    Before marriage didn't you knew that they are Christians?