Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ତଳିଘରା ବିଷୟରେ ଜାଣିଲି । ବାମନ କିସମ ହାଇବ୍ରିଡ ଅମୃତ ଭଣ୍ଡା ମଞ୍ଜି ବିଷୟରେ ଜଣାଇଲେ ଖୁସି ହେବି ।
ବହୁତ ଭଲ ଚାନେଲ ।ସାର୍ ଆନ୍ଧ୍ରପ୍ରଦେଶ ରୁ ଯେଉଁ କଦଳୀ ଓଡିଶା ଆସୁଛି,ତାହାର ଚାରା କେମିତି ମିଳିବ?
Good video sir
Sir tuma chasa kathasuni mu opakruta hoiparuchi thanks
ଧନ୍ୟବାଦ
Bahut bahut bhala lagila Sir❤❤
Thank you
Nua kisam seed ku volo rahibo ki nahi. Bihono logaile volo hebo ta sir.
Bahut badhia sir..
Jay hind jay bharat Jay kishan
Sir ମୋର ତଳିଘରାରେ ପାଣି ଜମା ହୋଇଗଲା ଧାନ ଟିକେ ଗଜା ହୋଇଥିଲା କିଛି ଅସୁବିଧା ହେବ କି?
Sir ପଲିଥିନ୍ ରେ କେମିତି ବେଡ ତଳି ପକାଇ Transplanting mechine ରେ ଧାନ ରୁଇ ହେବ
Thank you so much sir
Khara dina chasare arize 6444dhana tali pakile heba ki na
Jay kishan 🙏🏻. 👍🏻👍🏻👍🏻.
Jai kissan
Sir patra sada pain tali bisa kichhi achhi ki
Banji jhar pai kemiti kari Baku padib
ଏକ ଏକରକୁ କେତେ କେଜି ବିହନ ଦରକାର?
ଧାଡ଼ିରେ ଧାନ ରୋଇଲେ 10kg hybrid ଧାନ କଲେ 6kg ଏକରକୁ ଦରକାର ହୋଇଥାଏ।
@@krushisampada ଆଜ୍ଞା କଣ ଆଉ କହିଵି। ୪୦ କେଜି ଧାନ ତଳି ପକେଇଲେ ବି ଆମର ମୂଲିଆ ୨,ଏକର ରେ ସାରି ଦେଉଛନ୍ତି। ଗତଥର ହେଲାନି। ଏଥର ପୁଣି ୪୦ କେଜି ପକାଇଛି।
Baliaa jami re ki bihan pakeibi sir kindly kuhantu
Sir mu toma video pray sabudek sir mu kapa chasa kare gacha badiba .saka heba pae keu osada biybahara karajay kahi diyantu
Sir .pranam please tike kahibe ki dhana gaja kipari Kariba
ଧାନ କୁ 24ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ।ତାପରେ ଛାଣି ଓଦା ବସ୍ଥା ଅଖାରେ 48ଘଣ୍ଟା ବାନ୍ଧି ରଖନ୍ତୁ।ଗଜା ହେବ।
ଦାନ ଗଛରେ ବନୀ ହିଁ ା ମାଡି ରଈଛୀ ପାଣୀ ୭ ଦିନ ଓ ୯ ଦିନ ପାଣୀ ଜମିକିରୀ ରହୀଚି ତାଆଏଲେ କଣ ସର ବେ ବାହାର କଲେ ଦାନ ଗଛ ବଡୀ ବ 🙏
Sir Namaskar.please tike kahibe ki dhana gaja kemiti kariba
ଧାନ କୁ 24ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ।ମୋଟା ଧାନ ହୋଇଥିଲେ 36ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ।ତାପରେ 2ଦିନ ଓଦା ଅଖାରେ ବାନ୍ଧି ରଖିଲେ ଗଜା ଭଲ ହୋଇଥାଏ।ବସ୍ତା ଅଖାରେ ବାନ୍ଧିବେ।
Sir, hybrid dhana ku biswadhana Kari tali pakeiba ki?
ସବୁ ବିହନ କୁ ବିଶୋଧନ କରନ୍ତୁ।1kg ବିହନ ପ୍ରତି 2gm Carbendazim ରେ ବିଶୋଧନ କରନ୍ତୁ।
Hi kishan kiads Thali 15 days .
ସାର୍ ନମସ୍କାର ଏକ ଏକର ଜମି ପାଇଁ ଶଙ୍କର ଜାତୀୟ ବିହନ କେତେ ଜାଗାରେ ଓ କେତେ କିଲୋ ବିହନ ବ୍ୟବହାର କରିବା
ଏକର ପ୍ରତି 6-10kg ବିହନ ବ୍ୟବହାର କରନ୍ତୁ
Sir 10 decimal kete square feet heba???
Sir ଉପର ବିଲ ପାଇଁ କେଉଁ ଧାନ ଆବଶ୍ୟକ
ଢ଼ିପ ଜମି ପାଇଁ ବିହନ କିସମ ଉପରେ ଏକ video ପ୍ରସ୍ତୁତ ହୋଇଛି ଦେଖି ପାରିବେ।ua-cam.com/video/4089-yl99CU/v-deo.html
Pani kete pariman rakhiba
ଘାସ ମରା ସ୍ପ୍ରେ କରିବା ପୂର୍ବରୁ ପାଣି କାଟି ଦିଅନ୍ତୁ।ତା ପରେ ସ୍ପ୍ରେ କରନ୍ତୁ।2ଦିନ ପରେ ପାଣି ଭରି ଦିଅନ୍ତୁ।
Sir mutamo video praya sabu dek sir mu kapa chasa kare mate gacha badiba .saka heba osada kuhantu
ଗଛ ବଢିବା ପାଇଁ ଜୈବିକ ସାର BIOZYME ବା BIOVITA ଏକର ପ୍ରତି 10kg ସହିତ Urea 25kg o potash 10kg ପ୍ରୟୋଗ କରନ୍ତୁ।Gibberllic acid 98% lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।ଫୁଲ ଆସିବା ସମୟ ରେ Hormone Planofix 4lit ପାଣି ରେ 1ml ହିସାବରେ ଅପ୍ରହ୍ନାରେ ସ୍ପ୍ରେ କରନ୍ତୁ।
Sir acr ka kete disimil kuhantu amara acr ka 950 disimil
1ଏକର 100Decimil
Hibird dhana bihana habaki nahi
Sir . Pokharire dala mariba paini kn medicine achiki
Glaashcop fish
Sir, tali jama upuruni kana kariba
ଜିଆ ଖତ ଗୁଣ୍ଠ ପ୍ରତି 10kg ବା BIOVITA 500gm ବା sagarika 1kg ପ୍ରୟୋଗ କରନ୍ତୁ
Sir mu 1/2 acre re sampada dhana karichi, kete Amala heba
Good
Thank you sir
Balunga hela kana Kari Baku padiba
ନମସ୍କାର 🙏
ନମସ୍କାର
ସାର୍ ପିଲ ସାର ରେ ଡି ଏ ପି ପଡେ କି
ପିଲ ସାର ରେ Urea ସାର ଏକର ପ୍ରତି 30-35kg ସହିତ ଜୈବିକ ସାର BIOZYME ବା BIOVITA 8-10kg ପ୍ରୟୋଗ କରନ୍ତୁ
👋
20.20.13ସାରା ଦେଇ କରି ।ପାଲା ପକାଇଲେ କେମେତି ହେବ ।ଦୟା କରି କହିବେ
ତଳି ପକାଇବା ପୂର୍ବରୁ 10ଡିସିମିଲ ଜମିରେ 40ଝୁଡ଼ି ଗୋବର ଖତ ପ୍ରୟୋଗ କରନ୍ତୁ। ତା ପରେ ସାର ପ୍ରୟୋଗ କରନ୍ତୁ।
ସାରେ ଭୁ 11ଆମ ଜଗତସିଂପୁର ରେ ହେଇପାରିବ କି
Bhu 11 ଧାନ ଚାଷ କରି ପାରିବେ
@@krushisampada ଆର କେତେ ଦିନିଆ ଧାନ ଏକ ଏକର କେତେ ଅମଳ ଆସିବ ଆର ରୋଗ ପୋକ ଲାଗିବା କମ ନା ବେଶୀ ସାରେ, ଜୟ ଜଗନ୍ନାଥ
6:44 ko😊@@diptiranjanbehera3511
sir nua dhan bihan
6ରୁ10ଈଞ୍ଚ ଭିତରେ 15ରୁ 17କୁଈଣ୍ଡାଳ
Please give training about organic paddy farming because alot people are suffering by eating chemical and prestiside food.
Sir apka numbar caia
ତଳିଘରା ବିଷୟରେ ଜାଣିଲି । ବାମନ କିସମ ହାଇବ୍ରିଡ ଅମୃତ ଭଣ୍ଡା ମଞ୍ଜି ବିଷୟରେ ଜଣାଇଲେ ଖୁସି ହେବି ।
ବହୁତ ଭଲ ଚାନେଲ ।ସାର୍ ଆନ୍ଧ୍ରପ୍ରଦେଶ ରୁ ଯେଉଁ କଦଳୀ ଓଡିଶା ଆସୁଛି,ତାହାର ଚାରା କେମିତି ମିଳିବ?
Good video sir
Sir tuma chasa kathasuni mu opakruta hoiparuchi thanks
ଧନ୍ୟବାଦ
Bahut bahut bhala lagila Sir❤❤
Thank you
Nua kisam seed ku volo rahibo ki nahi. Bihono logaile volo hebo ta sir.
Bahut badhia sir..
Jay hind jay bharat Jay kishan
Sir ମୋର ତଳିଘରାରେ ପାଣି ଜମା ହୋଇଗଲା ଧାନ ଟିକେ ଗଜା ହୋଇଥିଲା କିଛି ଅସୁବିଧା ହେବ କି?
Sir ପଲିଥିନ୍ ରେ କେମିତି ବେଡ ତଳି ପକାଇ Transplanting mechine ରେ ଧାନ ରୁଇ ହେବ
Thank you so much sir
Khara dina chasare arize 6444dhana tali pakile heba ki na
Jay kishan 🙏🏻. 👍🏻👍🏻👍🏻.
Jai kissan
Sir patra sada pain tali bisa kichhi achhi ki
Banji jhar pai kemiti kari Baku padib
ଏକ ଏକରକୁ କେତେ କେଜି ବିହନ ଦରକାର?
ଧାଡ଼ିରେ ଧାନ ରୋଇଲେ 10kg hybrid ଧାନ କଲେ 6kg ଏକରକୁ ଦରକାର ହୋଇଥାଏ।
@@krushisampada
ଆଜ୍ଞା କଣ ଆଉ କହିଵି। ୪୦ କେଜି ଧାନ ତଳି ପକେଇଲେ ବି ଆମର ମୂଲିଆ ୨,ଏକର ରେ ସାରି ଦେଉଛନ୍ତି। ଗତଥର ହେଲାନି। ଏଥର ପୁଣି ୪୦ କେଜି ପକାଇଛି।
Baliaa jami re ki bihan pakeibi sir kindly kuhantu
Sir mu toma video pray sabudek sir mu kapa chasa kare gacha badiba .saka heba pae keu osada biybahara karajay kahi diyantu
Sir .pranam please tike kahibe ki dhana gaja kipari Kariba
ଧାନ କୁ 24ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ।ତାପରେ ଛାଣି ଓଦା ବସ୍ଥା ଅଖାରେ 48ଘଣ୍ଟା ବାନ୍ଧି ରଖନ୍ତୁ।ଗଜା ହେବ।
ଦାନ ଗଛରେ ବନୀ ହିଁ ା ମାଡି ରଈଛୀ ପାଣୀ ୭ ଦିନ ଓ ୯ ଦିନ ପାଣୀ ଜମିକିରୀ ରହୀଚି ତାଆଏଲେ କଣ ସର ବେ ବାହାର କଲେ ଦାନ ଗଛ ବଡୀ ବ 🙏
Sir Namaskar.please tike kahibe ki dhana gaja kemiti kariba
ଧାନ କୁ 24ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ।ମୋଟା ଧାନ ହୋଇଥିଲେ 36ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ।ତାପରେ 2ଦିନ ଓଦା ଅଖାରେ ବାନ୍ଧି ରଖିଲେ ଗଜା ଭଲ ହୋଇଥାଏ।ବସ୍ତା ଅଖାରେ ବାନ୍ଧିବେ।
Sir, hybrid dhana ku biswadhana Kari tali pakeiba ki?
ସବୁ ବିହନ କୁ ବିଶୋଧନ କରନ୍ତୁ।1kg ବିହନ ପ୍ରତି 2gm Carbendazim ରେ ବିଶୋଧନ କରନ୍ତୁ।
Hi kishan kiads Thali 15 days .
ସାର୍ ନମସ୍କାର ଏକ ଏକର ଜମି ପାଇଁ ଶଙ୍କର ଜାତୀୟ ବିହନ କେତେ ଜାଗାରେ ଓ କେତେ କିଲୋ ବିହନ ବ୍ୟବହାର କରିବା
ଏକର ପ୍ରତି 6-10kg ବିହନ ବ୍ୟବହାର କରନ୍ତୁ
Sir 10 decimal kete square feet heba???
Sir ଉପର ବିଲ ପାଇଁ କେଉଁ ଧାନ ଆବଶ୍ୟକ
ଢ଼ିପ ଜମି ପାଇଁ ବିହନ କିସମ ଉପରେ ଏକ video ପ୍ରସ୍ତୁତ ହୋଇଛି ଦେଖି ପାରିବେ।
ua-cam.com/video/4089-yl99CU/v-deo.html
Pani kete pariman rakhiba
ଘାସ ମରା ସ୍ପ୍ରେ କରିବା ପୂର୍ବରୁ ପାଣି କାଟି ଦିଅନ୍ତୁ।ତା ପରେ ସ୍ପ୍ରେ କରନ୍ତୁ।2ଦିନ ପରେ ପାଣି ଭରି ଦିଅନ୍ତୁ।
Sir mutamo video praya sabu dek sir mu kapa chasa kare mate gacha badiba .saka heba osada kuhantu
ଗଛ ବଢିବା ପାଇଁ ଜୈବିକ ସାର BIOZYME ବା BIOVITA ଏକର ପ୍ରତି 10kg ସହିତ Urea 25kg o potash 10kg ପ୍ରୟୋଗ କରନ୍ତୁ।
Gibberllic acid 98% lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।ଫୁଲ ଆସିବା ସମୟ ରେ Hormone Planofix 4lit ପାଣି ରେ 1ml ହିସାବରେ ଅପ୍ରହ୍ନାରେ ସ୍ପ୍ରେ କରନ୍ତୁ।