Haye Re Phul Gajara New Sambalpuri Song II Humane Sagar & Nisha Suna II S King Sushant

Поділитися
Вставка
  • Опубліковано 25 січ 2025

КОМЕНТАРІ • 3 тис.

  • @bhupeshkarmi513
    @bhupeshkarmi513 7 місяців тому +138

    ୟେ viral ହେଲା ଦିନୁ ମୁଇଁ ଜାଣିଥିଲି,,,,,ଦିନେ ମାନବି ଲେଖେନ ଗୀତ ଗାଇବା।thanks ସୁଶାନ୍ତ,,, ଇତାର ଅଟୋ ଭଏସ ଖୁବ୍ ସୁନ୍ଦର ସୁଭୁଛେ,,,,,ଆଗେକେ ଅନ୍ୟ ଗୀତ ଗାଇଲେ ବି ସୁଣ ବାର୍ କେ ଭଲ ଲ।ଗବା।

  • @PrabhasJagadala
    @PrabhasJagadala 7 місяців тому +452

    ଏତେ ଛୋଟ ଛୁଆ ଏତେ ସୁନ୍ଦର କଣ୍ଠ ବୁଆ ଗୋ ମା କାହିଁ ଥିଲୁ ରେ ଧନ......

  • @AQSSFAMILY
    @AQSSFAMILY 10 днів тому +1

    ଏହି କୁନି ଝିଅ ର voice ବହୁତ୍ ସୁନ୍ଦର୍ ପ୍ରଭୁ ଆର୍ଶୀବାଦ କରନ୍ତୁ ଅମେନ୍

  • @rupecreation143
    @rupecreation143 7 місяців тому +274

    ଏତେ କମ ବୟସର ଝିଅ ଏତେ ସୁନ୍ଦର କଣ୍ଠରେ ଗୀତ ଗାଉଛି ବହୁତ୍ ସୁନ୍ଦର ଏମିତି ସୁଯୋଗ ଦେବା କଥା !!

  • @PravakarBesra
    @PravakarBesra 7 місяців тому +463

    ସମ୍ବଲପୁରୀ ଇଣ୍ଡଷ୍ଟ୍ରି ଥି ତୋର ସୁର କିହେ ନାଇଁ ପାଆ ନ ରେ ବୁହେନ ତୁଇ ବହୁତ ଆଗକେ ଯିବୁ ଆମର ୱେଷ୍ଟଟର୍ନ ଓଡିଶା ର ନା ଇତିହାସ ରହେବାgod bless you

    • @airforce_lovers9721
      @airforce_lovers9721 7 місяців тому +8

      Best voice but 60% Autotune raa Kamal eaa ...😂

    • @rmediasambalpuri3746
      @rmediasambalpuri3746 7 місяців тому +1

      Right

    • @SbSuresh-kf2de
      @SbSuresh-kf2de 7 місяців тому +1

      ..
      . bb
      B
      b
      B

      n.. ❤,.?..,.
      🥺❤
      . 🥺
      🥺
      🥺

      🥺

    • @trilokyabag310
      @trilokyabag310 7 місяців тому +1

      ​@@rmediasambalpuri3746pmkkkkoiik gujjar nujjjuuu fruit r dude unn kay 😅o

    • @Xjkbccojofvbnkk
      @Xjkbccojofvbnkk 7 місяців тому +1

      ​@@airforce_lovers9721nai

  • @sarojpanda6551
    @sarojpanda6551 9 днів тому +5

    ବହୁତ୍-ବଢିଆଁ.! Super Hit ହେବା ଇ ଗାନା.! 💐 ! 👌

  • @BistarKhabar
    @BistarKhabar 7 місяців тому +1448

    ଇ ନନୀ କେ ସାନ୍ ଟା ନାଇଁ କହେବରେ ବୁଆ । ଆର୍ ଟିକେ ବଡ଼ ହେଲେ ଖେଲ୍ କରବା । Expression queen 👑 🎉 Award ଦିଆଯାଉ ।

  • @durbadalarana3354
    @durbadalarana3354 7 місяців тому +346

    ସମ୍ବଲପୁରୀ ଭାଷା କହୁଥିବା କେନ୍ କେନ୍ ଅଛ ❤❤

    • @mr_bikash....2196
      @mr_bikash....2196 7 місяців тому +3

      Kacha sambalpuria 😍🐼👻

    • @MikiSahu-o2i
      @MikiSahu-o2i 7 місяців тому +2

      Same bro

    • @GEETAMallik-h2u
      @GEETAMallik-h2u 7 місяців тому +1

      Aame bi

    • @prafullabhuyan9595
      @prafullabhuyan9595 7 місяців тому +2

      Muin achhe mate bahut val lagila git ta

    • @maninag4819
      @maninag4819 6 місяців тому +1

      Aame helu pashim odisha bale hela kacha koshli bhasha kahesu ho bhai aamar bhasha Desi sambalpuri Jay maa samalei 🙏🌺🪷🌺🪷🌸

  • @Nilusunita
    @Nilusunita 6 місяців тому +206

    Nisha ପାଇଁ ଗୋଟେ like👍 ହୋଉ

  • @bighnarajmirdha3778
    @bighnarajmirdha3778 7 місяців тому +219

    ଛୋଟ୍ ଭଉଣୀ ର୍ ଲାଗି ଲାଇକ୍ ଟେ 👌, ସୁଶାନ୍ତ ଭାଇ କେ ବି ବହୁତ୍ ବହୁତ୍ ଧନ୍ୟବାଦ୍ 👍

  • @manaranjansahu1868
    @manaranjansahu1868 7 місяців тому +67

    ଶୁଶାନ୍ତ୍ ଭାଇ କେ ଅଶେଷ ଅଶେଷ ଧନ୍ୟବାଦ୍ ଜେ ଇ କୁନି ଛୁଆ କେ ଆଗ୍ କେ ବଢିବା ଲାଗି ଏତେ ସାହାଯ୍ୟ କରି ଥିବାର୍ ଲାଗି thank you sushant Bhai Dil se

  • @SurendraBarik81
    @SurendraBarik81 12 днів тому +1

    Human Sagar Music Industry ra Legend. But e sana jhia bi kam nuhe se. Ete kam age re etki matured au clear voice first time sunli. God bless you beta.

  • @MoVlogs143
    @MoVlogs143 7 місяців тому +562

    ଓଡ଼ିଶାରେ କିଏ ଅଛ ଲାଇକ କରନ୍ତୁ ❤

    • @SanjayRajesh-xt2gn
      @SanjayRajesh-xt2gn 7 місяців тому +28

      Odisha re ta save a6an vai,,,tume ken jungle re a6a j,,,😂😂😂

    • @ttuna-dv5cz
      @ttuna-dv5cz 7 місяців тому +6

      Bhai ame Bengluru re achu

    • @seshadehury1915
      @seshadehury1915 7 місяців тому +1

      😂​@@SanjayRajesh-xt2gn

    • @ntmallvlog2939
      @ntmallvlog2939 7 місяців тому +6

      Mui Australia ru Dekhuchii 😂😂😂😂😂

    • @Sukadebabhue
      @Sukadebabhue 7 місяців тому +4

      Odisha look kehinaina sabhe marigalena 😂😂😂

  • @LovelySambalpuri
    @LovelySambalpuri 7 місяців тому +169

    ବହୁତ୍ ବଢିଆ ଗୀତ ଗାଉଛନ୍ ନିଶା ବୁହେନ୍ 🎉 ମୋର୍ ଆସା ଇ ଗୀତ Million+ ଯାଉ 👍 Jai Maa Samlei 🙏

  • @munubishi4364
    @munubishi4364 6 місяців тому +17

    Expression queen ବହୁତ୍ ବଢିଆ ଲାଗିଲା

  • @laxmanbag8205
    @laxmanbag8205 7 місяців тому +94

    ଇ ବୁହେନ୍ କେ ଗାଏବା କେ ସୁଜଗ ଦେଇ ଥିବାରୁ ବହୁତ୍ ବହୁତ ଧନ୍ୟ ବାଦ୍ ❤😊😊

  • @gourisankarpidika3286
    @gourisankarpidika3286 2 місяці тому +9

    ଆଜି ତା. 12.11.2024 ହଠାତ ୟୁଟ୍ୟୁବ ଖୋଲି ଦେଖିବି ବୋଲି ଭାବିଲା ବେଳକୁ ଏହି କୁନି singer ଙ୍କର ଭିଡ଼ିଓ ପୋଷ୍ଟରେ ଦେଖିଲି ଓ ସଙ୍ଗେ ସଙ୍ଗେ click କରି ଶୁଣିଲି, ପ୍ରଥମ ଥର ଶୁଣିବାରେ ହିଁ ମୋତେ ବହୁତ ଖୁସି ଲାଗିଲା। ଓଡିଶାର super star singer ହୁମାନ ସାଗରଙ୍କ ସହ ମିଶି ଅଭିଜ୍ଞାତା singer ପରି ଗାଇଛନ୍ତି ମାନେ ତାଙ୍କୁ କେହି ଅଟକାଇ ପାରିବେ ନାହିଁ। କୁନି ଝିଅ ନିଶା ସୁନାଙ୍କର ଚଲା ପଥ କୁସମିତ ହେଉ ଓ ଯେଉଁ ମହାନ ବ୍ୟକ୍ତି ଏଡ଼େ ବଡ ସୁବର୍ଣ୍ଣ ସୁଯୋଗ ଦେଇ ଉଜ୍ଜଳ ଭବିଷ୍ୟତ ଗଠନ କରାଇଲେ ତାଙ୍କର ପରିବାରଙ୍କୁ ଭଗବାନ ମଙ୍ଗଳ କରନ୍ତୁ। ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ 🎉🎉🎉

  • @khusirambhoi3279
    @khusirambhoi3279 2 місяці тому +5

    Ek number song Jay kosala Jay balangir 🤞👌💕♥️👍

  • @tunapenthia2110
    @tunapenthia2110 2 місяці тому +5

    କେତେ ସୁନ୍ଦର ଗୀତ ଗାଉଛି ଝିଅ ଭଗବାନ ଆଗକୁ ନିଅନ୍ତୁ

  • @RashmiltaMajhi
    @RashmiltaMajhi 7 місяців тому +139

    ମନ କେ ପୁରା ଛୁଇଁ ଦେଲା ମୋର ପ୍ରୀୟ ଭଉଣୀ bhagwaan ଙ୍କ ଆଶ୍ରୀ ବାଦ୍ ଏମିତି ସବୁବେଳେ ରହୁ ସଙ୍ଗୀତ ରେ ଏମିତି ଆହୁରି ଆଗକୁ ନିଅନ୍ତୁ ❤❤❤❤❤❤

  • @manoranjandas4301
    @manoranjandas4301 7 місяців тому +117

    ଛୋଟ ପିଲା ଟା ର କି ଭାଗ୍ୟ ଈଶ୍ୱର ତୁମର ମଙ୍ଗଳ କରନ୍ତୁ ❤

  • @radhikakhara6421
    @radhikakhara6421 7 місяців тому +44

    ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଏହି କୁନି ଝିଅ ବହୁତ ଆଗକୁ ଯାଉ love from Malkangiri ❤️

  • @saradipofficial3924
    @saradipofficial3924 2 місяці тому +5

    ବହୁତ ସୁନ୍ଦର ଗାଇଛନ୍ତି ନିଶା ବୁହେନ 🎉

  • @deepanjalitiger467
    @deepanjalitiger467 2 місяці тому +5

    ବହୁତ ଭଲ ଲାଗିଲା ନିଶ ଭଉଣୀ ତମର କଣ୍ଠ ସୁଣିକରି ହିମାନ ସାଗର ଦାଦା ସଙ୍ଗେ ଗୀତ କହିଛ ଯେ
    କିନ୍ତୁ ସୁଶାନ୍ତ ଭାଇ କେ କେବେବି ନାଇ ଭୁଲବୁ ଗୁଡ଼ିରାଣି
    ରୁକୁ ଦାଦା ସଙ୍ଗେ ଗୋଟେ ଗୀତ କହେବା କେ ଚେଷ୍ଟା କରବୁ

  • @AshokChandan-y2u
    @AshokChandan-y2u 7 місяців тому +26

    ଅତି ସୁନ୍ଦର ଭାବରେ ଗାଇ ଛନ୍ତି, ନିଶା ସୁନା, ଧନ୍ୟବାଦ୍ ଜଣାଉଛୁ, ଜୟ ଶ୍ରୀ ରାମ

  • @VIVEKSindur
    @VIVEKSindur 3 місяці тому +6

    Choto packet kintu boda dhamaka,.💥💥💥👏👏👍♥️

  • @sanjaybagrb7416
    @sanjaybagrb7416 2 місяці тому +4

    Female and male voice, bahut sundar lagla,au gitar lekha au music wowwww mind blowing.

  • @amarsinggond2890
    @amarsinggond2890 7 місяців тому +31

    ଓଡ଼ିଶା ର ନମୂର ୧ ସିଗର ହେବାକୁ ଦରକାର ହେ ଝିଅ ଗୀତ ବହୁତ ସୁନ୍ଦର ଲାଗିଲା ❤❤❤❤❤❤❤❤❤

  • @BikramRay-hf9uf
    @BikramRay-hf9uf 2 місяці тому +5

    Bahut badhiya soor so qt ❤❤❤❤

  • @sudamsabar813
    @sudamsabar813 2 місяці тому +5

    Singing with expression combination fantastic ❣️❣️❣️ god bless you sister

  • @ChandrabhanuJal
    @ChandrabhanuJal 7 місяців тому +102

    ଆମର କଳାକାର ସମାଜର ସବୁବେଳେ ତୋର ଉପରେ ଆଶୀର୍ବାଦ ଥାଉ ରେ ମୋର ବୁହେନ God Blues you my cute sister

  • @BhubaneswarNayak-pk4tq
    @BhubaneswarNayak-pk4tq 7 місяців тому +148

    ଅର୍ଚ୍ଚନା ପାଢିକେ ପଛରେ ପକେଇ ଦେବା ଏ ନନି❤❤❤❤

  • @HemantaHarijan-f4u
    @HemantaHarijan-f4u Місяць тому +3

    Bahut sundar Nisa pain gote like 👍

  • @ratilalbagarty
    @ratilalbagarty 7 місяців тому +292

    ବହୁତ ଭଲଲାଗଲା ବହୁତ ବଡ଼ ଲୋକ ହେବୁ
    ବାକି ସୁଶାନ୍ତ ଭାଇ କେ କେଭେ ନେଇଁ ଭୁଲବୁ 👌👌👌👌👌
    ବହୁତ ଭଲଲାଗଲା ବହୁତ ବଡ଼ ଲୋକ ହେବୁ
    ବାକି ସୁଶାନ୍ତ ଭାଇ କେ କେଭେ ନେଇଁ ଭୁଲବୁ 👌👌👌👌👌
    ବହୁତ ଭଲଲାଗଲା ବହୁତ ବଡ଼ ଲୋକ ହେବୁ
    ବାକି ସୁଶାନ୍ତ ଭାଇ କେ କେଭେ ନେଇଁ ଭୁଲବୁ 👌👌👌👌👌

    • @AK.Music.182
      @AK.Music.182 7 місяців тому +13

      Susan bhae mote bi tike chans dia please mue bi Gita gaesi

    • @PKPARAYANA
      @PKPARAYANA 7 місяців тому

      Tamar voice nia hebar ​@@AK.Music.182

    • @AamaGaonAamaMati
      @AamaGaonAamaMati 7 місяців тому +7

      ଏକ ଦମ୍ ସତ କଥା ଆଏ 🙋🙋🙋

    • @gopabandhuhans3955
      @gopabandhuhans3955 7 місяців тому +5

      Right katha shushant bhai k keve nai bhulbar katha

    • @samantaindumirdha2293
      @samantaindumirdha2293 7 місяців тому

      ​@@AK.Music.182
      .
      .
      .
      ..m.......
      V

  • @AmitNayak-cz3ij
    @AmitNayak-cz3ij 3 місяці тому +6

    Koraputru mu Amit,❤ like korichi❤

  • @p12creater18
    @p12creater18 5 місяців тому +4

    ବହୁତ ବଢିଆ ଗୀତ ଆଉ ନେକ୍ସଟ ଗୀତ ପାଇ ମୁ ବହୁତ ମ ମନ ଶୁଣିବା କୁ ଚାହୁଛି ତ S King ଭାଇ ଜଲଦି କରି ଶୁଣା ଅ Plz

  • @agastirout5111
    @agastirout5111 7 місяців тому +51

    ଉମା ଦାଦା ର ସାଙ୍ଗେ ଥିଲେ ଆହୁରି ଭଲ ହେବା 👌👌👌🙏❤️

  • @RohitDas-us4hd
    @RohitDas-us4hd 7 місяців тому +26

    ବହୁତ୍ ସୁନ୍ଦର ଗୀତ ଗାଇଛ ଭଉଣୀ ବହୁତ୍ ସୁନ୍ଦର ଲାଗଲା ତୁମର voice ଟା

  • @AshokKumar-c3x6s
    @AshokKumar-c3x6s 4 місяці тому +4

    Instagram re dekhithili 😮😮😮yaku. 🎉😮😮

  • @ranjanhalba5090
    @ranjanhalba5090 7 місяців тому +20

    ଛୋଟ ଝିଅର ଏତେ ସୁନ୍ଦର କଣ୍ଠ ସ୍ୱର ସହ my favorite Human Bhai, ଆଉ music combination bahuta bhala laguchhi,ବାରମ୍ବାର ଶୁଣିବାକୁ ମନ ହେଉଛି।ସମସ୍ତଙ୍କୁ ବହୁତ୍ ଧନ୍ୟବାଦ୍।

  • @baikunthajal8229
    @baikunthajal8229 7 місяців тому +8

    Bahut badiya gaucha buhen 🎉🎉🎉

  • @tankadharpodh2058
    @tankadharpodh2058 2 місяці тому +5

    Congratulations Nisha Suna, keep it up.

  • @SarojBhoi-z2p
    @SarojBhoi-z2p 2 місяці тому +4

    Aamor e thank ta bahut sundar gachhe beautiful songs dada

  • @LuckyLucky-ct6vr
    @LuckyLucky-ct6vr 2 місяці тому +6

    1 number👍👍👍👍

  • @haminmm2898
    @haminmm2898 6 місяців тому +3

    1 no song.. Sambalpurari jindabaad..

  • @Jy_215
    @Jy_215 7 місяців тому +66

    ସୁଶାନ୍ତ ଭାଇ ଭଉଣୀ କେ ରୁକୁ ସୁନା ଦାଦର୍ ସାଙ୍ଗେ ଗୁଟେ ଗୀତ ଗୁଏଇ କରୁନ ❤🥰🫡💯🙏👍 ek number heba

  • @Niru-xz8sx
    @Niru-xz8sx 2 місяці тому +5

    Nice voice...with expression dear sister...❤❤❤❤

  • @KoshaleNews
    @KoshaleNews 6 місяців тому +8

    ଛୁଆର୍ ଭବିଷ୍ୟତ୍ achhe 🎉❤ superb 👍

  • @mctirkey6169
    @mctirkey6169 2 місяці тому +5

    Wow bahut sundar lagla Nani ra voice sange acting bi ...

  • @Masamalei
    @Masamalei 2 місяці тому +5

    Very nice singing little singer ❤❤❤❤❤❤❤ love you buhen

  • @SureshSuna-o9x
    @SureshSuna-o9x 5 місяців тому +8

    Suna chhua aye pare super👌👌👌👌👌👌👌👌👌👌👌👌

  • @ARUNBAGARTY-ti9nj
    @ARUNBAGARTY-ti9nj 3 місяці тому +4

    Mind blowing 🎉🎉🎉🎉🎉 so nice song 🎉🎉

  • @ସରାଫପ୍ରଦ୍ୟୁମ୍ନପ୍ରଦ୍ୟୁମ୍ନସରାଫ

    ଝୀଅ କୁ ଲୋକଲୋଚନ କେ ଅଣିଥିବାରୁ ଅନେକ ଧନ୍ୟବାଦ ଚମତ୍କାର 👌ପରିବେଷଣ

  • @artasuna40
    @artasuna40 2 місяці тому +5

    ଭଉତ୍ ବଢିଆ ହେଇଛେ ଗୀତ

  • @SubhadraSethi-yv6cf
    @SubhadraSethi-yv6cf 7 місяців тому +6

    O m g omg omg song mind blowing voice sir voice mind blowing kuni jhia mast❤❤❤❤❤❤❤❤❤❤❤❤

  • @SushantaPodh-dx9jm
    @SushantaPodh-dx9jm 7 місяців тому +12

    ବହୁତ ସୁନ୍ଦର ଗାଇଛନ୍ତି ଆମର ଛୋଟ ଭଉଣୀ

  • @KrushnaBadanayak-x7q
    @KrushnaBadanayak-x7q 4 місяці тому +3

    I'm absolutely shocked with her little star's talent yrr!! Unbelievable👍❤😮super

  • @dinu_yadav
    @dinu_yadav 7 місяців тому +8

    ବହୁତ ବଢିଆ ନନୀ..ହ୍ୟୁମନ ଭାଇ
    ବଢିଆ ହି ଛେ ଗୀତ

  • @rajiblochanbag8960
    @rajiblochanbag8960 2 місяці тому +6

    ସମେଲେଇ ମା ଆଶୀର୍ବାଦ ତତେ ସବୁବେଳେ ଦେଉ ବହେନ

  • @BholapagalOdiamusicofficial
    @BholapagalOdiamusicofficial 3 місяці тому +7

    ସୁଶାନ୍ତ ଦାଦା ନିଶା ସୁନା ବହେନ୍ କେ କେନ୍ତା କରି ଜୋଗାଜୋକ୍ କରିହେବା❤❤

  • @TejrajMahananda-q5h
    @TejrajMahananda-q5h 7 місяців тому +44

    ବହୁତ୍ ସୁନ୍ଦର୍ ଗୀତ ଓ ବହୁତ୍ ଲେଖା ଓ compojision ବହୁତ୍ ସୁନ୍ଦର୍ ଯୋଡ଼ି କଣ୍ଠ ଶିଳ୍ପୀ ନିଶା ଓ humane Sagar ଦାଦା ❤❤❤

  • @dhoblesawarrotu
    @dhoblesawarrotu 7 місяців тому +15

    Agami dinre e geet besi chalba.. besi kari 2024 ra ganesh pooja re dhamaka heba..nyc voice bhaena...tq human da e jhia sange geet gaithibaru

  • @TarunaBhai
    @TarunaBhai 3 місяці тому +7

    ଅତି ସୁନ୍ଦର

  • @pradipkumarbag5043
    @pradipkumarbag5043 6 місяців тому +4

    ମୋର୍ ନାତେନ୍ ଖୁବ୍ ସୁନ୍ଦର ହୁମନ୍ ଭାଇ ସାଙ୍ଗେ ଗାଉଛି ❤❤❤

  • @gopadharua6819
    @gopadharua6819 6 місяців тому +7

    ବହୁତ ସୁନ୍ଦର ଗାଉଛୁ ରେ ବୁହେନ.... ହେଲେ ସବୁ କଳାକାର ମାନଙ୍କର ଠାନୁଁ ତୁଇ ବହୁତ ଆଗକୁ ଯିବୁରେ ବୁହେନ... 🙏🙏🙏🙏🌹🌹

  • @ASHISHSINGH-ie4pq
    @ASHISHSINGH-ie4pq 3 місяці тому +4

    Super bachha😍😍😍❤❤❤

  • @Pkmusicworld164
    @Pkmusicworld164 5 місяців тому +6

    ବହୁତ୍ ସୁନ୍ଦର୍ ଲାଗ୍ଲା ବୋ ଏତେ ସୁନ୍ଦର୍ ଗାଉଛେ ରେ ❤❤❤❤❤😅😅😅😅

  • @muniharpal9096
    @muniharpal9096 5 місяців тому +3

    Bahut sundar ❤❤❤

  • @KishorKumar-mz8ib
    @KishorKumar-mz8ib 7 місяців тому +7

    Expression Queen 👑

  • @rrmedia123
    @rrmedia123 7 місяців тому +7

    Lot of many many thanks to you sister. Always God bless you. so sweetie voice 🥰

  • @BikramRay-hf9uf
    @BikramRay-hf9uf 2 місяці тому +5

    Titilagarh bhendia pila sange Kalahandi a cute little queen. Singhging❤❤❤❤🎉🎉🎉🎉

  • @subodhsahubhawanipatna6067
    @subodhsahubhawanipatna6067 6 місяців тому +11

    ବହୁତ ସୁନ୍ଦର କଣ୍ଠ ଭଗବାନ ଦେଇଛନ୍ ରେ ମାଁ

  • @prabinbhoi7077
    @prabinbhoi7077 2 місяці тому +5

    Bahut badhiya sister

  • @AlekhaSabar-j8q
    @AlekhaSabar-j8q 3 місяці тому +4

    Bahut Sundar song

  • @dsahu7815
    @dsahu7815 7 місяців тому +12

    ଛୋଟା ପେକେଟ ବଡା ଧମାକା 😊😊😊😊

  • @biswajit_sahu
    @biswajit_sahu 6 місяців тому +4

    bahut badhia Nisha. Best wishes ..................

  • @MadhabSeth-fq5mh
    @MadhabSeth-fq5mh 3 місяці тому +4

    ❤ଇ ନନି ୧ ନମ୍ବର ସିଙ୍ଗର ଟେ ହେବା❤

  • @b.charanmj1746
    @b.charanmj1746 7 місяців тому +26

    ସମ୍ବଲପୁରୀ ର ବର୍ତ୍ତମାନ ଓ ଭବିଷ୍ୟତ ର Queen👸 Singer👩‍🎤🥰✨🎤❤️🎶✨🥰

  • @DanceloverSk
    @DanceloverSk 7 місяців тому +30

    बहुत ही सुन्दर है, भले ही उम्र कम है लेकिन आवाज में दम है,,,, बेहेन बहुत आगे जाना 😊God Bless You 🫵🤗🤗

  • @SiteshSabar
    @SiteshSabar 3 місяці тому +4

    Kuni singar super nice 👍👍👍❤❤❤

  • @tunasahu7457
    @tunasahu7457 7 місяців тому +9

    sambal puri song ne human singing karichhan bali mast hoechhe

  • @Mitu_a1x
    @Mitu_a1x 7 місяців тому +30

    କୁନି ଭଉଣୀ ବଢିଆ ଗାଉଛି ! Future singer 🎉❤

  • @garibloi6393
    @garibloi6393 6 місяців тому +4

    Congratulation siste Maa Samaleswary bless you.❤❤❤

  • @dashmati-i2p
    @dashmati-i2p 7 місяців тому +9

    ବହୁତ ସୁନ୍ଦର ହେଇଛି ❤❤❤

  • @sanjibbiswal4561
    @sanjibbiswal4561 7 місяців тому +3

    ବହୁତ୍ ବହୁତ୍ ବହୁତ୍ ବଢିଆ 👍

  • @MadhusudanHarpal
    @MadhusudanHarpal 7 місяців тому +17

    ବହୁତ ବଢିଆ ଭଉଣୀ ଭଗବାନ ଆଶ୍ରିବାଦ କରନ keep it up ❤

  • @editbysamir143
    @editbysamir143 3 місяці тому +5

    ଏ ନନୀ ତତେ ମିଇ ଜାନି ଛେ 😊😊😊❤️❤️❤️❤️❤️❤️😍😍😍😍😍😍🥰🥰🥰🥰🥰🥰🥰🥰👍👍👍👍👍👍

  • @dinabandhukumbhar3865
    @dinabandhukumbhar3865 2 місяці тому +5

    Sambalpuri git k next level k neba e chhot bhauni

  • @laxmikantasabar2258
    @laxmikantasabar2258 5 місяців тому +6

    Supper songs and very nice

  • @bimalkumarjenaremunabls4107
    @bimalkumarjenaremunabls4107 7 місяців тому +4

    ଖୁବ୍ ସୁନ୍ଦର ଗୀତଟେ ହଇଛି ବେସିକରି ମ୍ୟୁଜିକ୍

  • @Sudhir_Vlog
    @Sudhir_Vlog 7 місяців тому +59

    E ନନି ର school viral git k k ଦେଖିଚ like କର 👍

  • @MalayaKumbhar-gq1bi
    @MalayaKumbhar-gq1bi 7 місяців тому +15

    Sinior singer sangare sing kariba bada katha .......best🎉 off luck ❤❤❤

  • @kartika5766
    @kartika5766 7 місяців тому +13

    Mor buhean ra expression au voice ra jabab Naina ❤❤🎉🎉🎉

  • @happypera4653
    @happypera4653 6 місяців тому +5

    ସୁନା ଏଣ୍ଡ ସୁନା ର ଫୁଲ ଧମାକାଦାର ଗୀତ ବିଉଟିଫଲ୍

  • @kununaik2038
    @kununaik2038 2 місяці тому +5

    Super sis God bless you ❤

  • @DEBASISHACHANDRA
    @DEBASISHACHANDRA 6 місяців тому +1

    Human Sagar, Ruku Suna, Nisha Suna... Just beyond words... Love u all ❤❤❤

  • @kandhamalsurabhi8876
    @kandhamalsurabhi8876 7 місяців тому +5

    Action bahut badhia.GOD BLESS YOU ଝିଅ

  • @latakaruan7764
    @latakaruan7764 7 місяців тому +8

    A1 expression baby, mind-blowing 👍

  • @BrushabhanuBhoi-m4u
    @BrushabhanuBhoi-m4u 2 місяці тому +4

    Super song very nice song beautiful

  • @lakita_008
    @lakita_008 7 місяців тому +13

    We are really proud of you dear Nisha baby😇❤️🤗