Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Manabasa re murti basajei pratidin murtinku pujakale hebaki
ହଁ ମା' ଲକ୍ଷ୍ମୀଙ୍କ ପିତ୍ତଳ ମୂର୍ତ୍ତି ବା ମୁଖ ମାଣ, ମାଣବସାରେ ପୂଜା କରିବେ ଓ ତା' ପରେ ବର୍ଷସାରା ମଧ୍ୟ ପୂଜା କରିପାରିବେ
Maa gotiye katha kahile margasira masare amisa khaantiki
Manabasa Dina amar laxminarayan nka murti puja karajei tapare brat pedi re murtinku rakhi diajei ,pratidin
ଠାକୁରଙ୍କ ମାଣ ସାମଗ୍ରୀ ପେଡିରେ ରଖନ୍ତୁ, ଠାକୁରଙ୍କ ମୂର୍ତ୍ତିଙ୍କୁ ଅପୂଜା ଭାବେ କେବେ ବି ବନ୍ଦ ପେଡିରେ ରଖିବା ଉଚିତ ନୁହେଁ... ବର୍ଷ ସାରା ପୂଜା କରନ୍ତୁ..
Kitchen re maa arnapurna nka kalas ( pitala kalas re arua chaulo...gua..kaudi .amla..harida..bahada..kichi nirmalya) rakhi puja karihebo ki???
ନମସ୍ତେ ମା ବହୁତ ସୁନ୍ଦର ଘରେ ବର ପିପଲ ବୃକ୍ଷ ରଖି ପୂଜା କରାଯାଏ କି ଟିକେ କୁହନ୍ତୁ ସବୁ ଦିନ ପୂଜା ମନ୍ତ୍ର କୁହନ୍ତୁ ବିଷ୍ନୁ ସହସ୍ର ନାମ କେନେ ସମୟରେ ପାଠ କରିବା ଉଚିତ୍ କୁହନ୍ତୁ ନମସ୍ତେ ମା
ଧନ୍ୟବାଦ.. ଏ ସମ୍ପର୍କରେ ବିଶେଷ ବିଧି ଓ ତଥ୍ୟ ସହିତ ଭିଡ଼ିଓ ଶୀଘ୍ର upload କରିବି
Laxminarayan murtire narayanku tulasi lagi 0rib pz janaibe
Jay shree Jagannath 🙏..... madam daily Puja ra katoti thali ra bhogo deba...
ଏ ସମ୍ପର୍କରେ ବିଶେଷ ବିଧି ଓ ତଥ୍ୟ ସହିତ ଭିଡ଼ିଓ upload କରିବି
Barsiakia na jaithile mandira jibe ki nahi plz kuhunti ..
Mangala alati kan au ketebele karanti
ମଙ୍ଗଳ ଆଳତୀ ବ୍ରହ୍ମ ମୁହୂର୍ତ୍ତରେ 5.00 ରୁ 6.00 ମଧ୍ୟରେ କରାଯାଏ... ପ୍ରତ୍ୟେକ ମନ୍ଦିରରେ ପ୍ରାୟ କରାଯାଏ.. ଘରେ ଯଦି ଚାହିଁବେ, କରିପାରିବେ ମାତ୍ର ଆରମ୍ଭ କଲେ ପ୍ରତ୍ୟେକ ଦିନ କରିବାକୁ ପଡିବ.. ଦିବସର ପ୍ରଥମ ଆଳତୀ ହେଉଛି ମଙ୍ଗଳ ଆଳତୀ... ନଚେତ ଭୋଗ ପରେ ଆଳତୀ କରିବେ
Chhata upare bara gachha uthichi kn karibaku padiba
କ୍ଷମା ପ୍ରାର୍ଥନା କରି ଉପାଡି ନେଇ କୌଣସି ମନ୍ଦିର, ପୁଷ୍କରିଣୀ, ନଦୀ ପାଖରେ କିମ୍ବା ପବିତ୍ର ସ୍ଥାନରେ ଲଗାଇ ଦିଅନ୍ତୁ... ଘରେ ବର ଗଛ କି ଓସ୍ତ ଗଛ ଲଗାଯାଏ ନାହିଁ ଯଦି ପର୍ଯ୍ୟାପ୍ତ ଜାଗା ନ ଥାଏ
Mam🙏mam, mu puri jebe jae nirmalya anithae, sabudin sakal puja kari nirmalya tk pae. Se nirmalya kichhi din rahile tk kala padijauchhi. Plz mam kahibe kemiti nirmalya ku Adhika din vala re rakhi heb
ଟାଣ ଖରାରେ କିଛି ଘଣ୍ଟା ରଖି ଦିଅନ୍ତୁ... ଯେଉଁ ନିର୍ମାଲ୍ୟ ଗୁଡିକ ଭଲରେ ଖରାରେ ଶୁଖି ନ ଥାଏ, ତାହା ଆଦ୍ରତା ହେତୁ କଳା ପଡ଼ିଯାଏ.. ମଝିରେ ମଝିରେ ଟାଣ ଖରାରେ ରଖିଲେ ଆଉ କଳା ପଡ଼ିବନି
Thank u mam🙏
Pratidin puja kalabela laxminarayan nka murti puja karibi kichi bhul ki kahibe
ନାଁ ଏହା ତ ଅତ୍ୟନ୍ତ ଶୁଭପ୍ରଦ