ଆଜି(16-08-2024) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

Поділитися
Вставка
  • Опубліковано 10 вер 2024
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    UA-cam: bit.ly/3KAQeyD
    Twitter: bit.ly/38JpX3U
    #mangalaalati #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

КОМЕНТАРІ • 562

  • @namitabiswal-go7vt
    @namitabiswal-go7vt 26 днів тому +11

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ🌹🌹🌹 ଜୟ ମା ମହାଲକ୍ଷ୍ମୀ ନମୋ ନମଃ 🌹🌹🌹ହରି ହରି ବୋଲ 🙏🙏🙏

  • @bhabanisankarbal9293
    @bhabanisankarbal9293 26 днів тому +7

    ହେ ମଣିମା ତୁମ ପାଦତଳେ ଶରଣାପନ୍ନ ମୁଁ ସାହାହୁଅକାଳିଆ ସାଆନ୍ତେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🚩🛕 ମଣିମା

  • @UrbasiBhue
    @UrbasiBhue 26 днів тому +4

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏

  • @bhabanisankarbal9293
    @bhabanisankarbal9293 26 днів тому +6

    ତୁମ ପାଦତଳେ କୋଟି କୋଟି ପ୍ରଣାମ ମଣିମା ସମସ୍ତଙ୍କର ମଙ୍ଗଳ କାମନା କର ⭕‼️⭕ ମହାପ୍ରଭୁ

  • @BasantaSahu-et9kc
    @BasantaSahu-et9kc 26 днів тому +2

    Om namo Bhagabate Basudebaya PURUSOTTAMAYA Darubramhaya Jagannathaya LaxmiNarayanaya LaxmiNursingaya Radhaballvaya Krishnakesabaya Radhaballavaya Madhabaya zadabaya Gonindaya namo🙏🙏🙏🙏🙏🙏🙏🙏🙏🙏🙏

  • @krushnaprasadmohanta4308
    @krushnaprasadmohanta4308 26 днів тому +1

    🙏 Jai JAGANNATH Swamy 🧡🧡
    Nayana pathagamy Bhavatume...
    🙏 Jai Jai Sri JAGANNATH 🙏❤️🙏

  • @pravasinisatapathy6341
    @pravasinisatapathy6341 26 днів тому +2

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ

  • @mkparida8488
    @mkparida8488 26 днів тому +5

    ଜୟ ଜୟ ଶ୍ରୀ ଜଗନ୍ନାଥ ❤❤

  • @Sudipallapps
    @Sudipallapps 26 днів тому +1

    Jai pravu shree Jagannath ⭕️❗️⭕️🙏🚩🚩joy mata subhadra ⭕️❗️⭕️🕉🕉🕉joy pravu shree Balaram ⭕️❗️⭕️🚩🚩

  • @Renuka-Barik
    @Renuka-Barik 26 днів тому +16

    🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ ଜୟ ମା ମହାଲକ୍ଷ୍ମୀ ସମସ୍ତଙ୍କୁ ଭଲରେ ରଖନ୍ତୁ ମହାପ୍ରଭୁ କୋଟି କୋଟି ପ୍ରଣାମ ମହାପ୍ରଭୁ 🙏🙏🙏🙏🙏🙏

  • @ganeshbehera7375
    @ganeshbehera7375 26 днів тому

    Jay Jagannath Mahaprabhu 🙏🙏🙏 Krupa Karo Mahaprabhu 🙏🙏🙏 miracle kara Manima 🙏🙏🙏🙏🙏🙏🙏🙏🙏

  • @namitabiswal-go7vt
    @namitabiswal-go7vt 26 днів тому +2

    ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏🙏ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା 🙏ତୁମେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏🙏

  • @AshisKundu-xq7bp
    @AshisKundu-xq7bp 26 днів тому +2

    Jay shree Prabhu Jagannathji, Jay shree Prabhu Bala Ramji, Jay Subhadra ji ⭕‼️⭕🙏🪷🙏

  • @prabhatsahoo8461
    @prabhatsahoo8461 25 днів тому

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏👏👏👏👏🌹🌹🌹🌹

  • @dkbchannel9992
    @dkbchannel9992 26 днів тому

    Jay jagannath swami nayana patha gami bhaba tume 🙏🙏🙏🙏🙏
    Jay shree jagannath 🙏🙏🙏🙏🙏
    Jay shree balabhadra 🙏🙏🙏🙏🙏
    Jay shree subhadra maa 🙏🙏🙏🙏🙏
    Jay maa laxmi 🙏🙏🙏🙏🙏
    Jay shree sudarshan 🙏🙏🙏🙏🙏

  • @jenabobby6165
    @jenabobby6165 26 днів тому +4

    Jay shree jagannath swami nayana patha gami bhaba tume ❤❤❤❤❤❤❤❤

  • @paridabaikuntha3987
    @paridabaikuntha3987 26 днів тому +13

    🌹🙏 जय जगन्नाथ स्वामी नयन पथ गामि भवः तुमेः।🙏🌹

  • @nabaghanagouda-dj8zm
    @nabaghanagouda-dj8zm 26 днів тому

    Hare Krishna hare Krishna Krishna Krishna hare hare hare rama hare rama rama rama hare hare Jai shree jagannath Swami

  • @ramchandra9040
    @ramchandra9040 25 днів тому

    Jay shree jaganath mahaprabhu Tapaswini behera ra ijat rakhya kara mahaprabhu bajaj finance Paisa jogad karidiya mahaprabhu jay shree jagarnath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 mahaprabhu Tapaswini behera ra ijat rakhya kara jay shree jagarnath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @kshyamasilapradhan9882
    @kshyamasilapradhan9882 26 днів тому

    ଜୟ ଜଗନ୍ନାଥ 🪔🪔🪔🕉️🕉️🕉️🌷🌷🌷🌺🌺🌺💐💐💐🌼🌼🌼🌸🌸🌸🥀🥀🥀🥀🌷🌷🌷🙏🕉️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌺🌺🌺🥀🥀🥀

  • @jayaprakashdash6918
    @jayaprakashdash6918 26 днів тому

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଜୟ ମାଁ ମହାଲକ୍ଷ୍ମୀ 🌹🙏

  • @balabasatu2884
    @balabasatu2884 26 днів тому

    ଜୟ, ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ 🌼🌿🙏🙏🙏🙏🙏🙏🙏

  • @karunakarsahu182
    @karunakarsahu182 26 днів тому

    ଓଁ ନମଃ ଭଗବତେ ବାସୁଦେବାୟ ନମଃ ॐ ନମଃ ଭଗବତେ ବାସୁଦେବାୟ ନମଃ ॐ ନମଃ ଭଗବତେ ବାସୁଦେବାୟ ନମଃ,

  • @ramchandra9040
    @ramchandra9040 25 днів тому

    Jay shree jaganath mahaprabhu Tapaswini behera ra ijat rakhya kara mahaprabhu jay shree jagarnath 🙏🙏🙏🙏🙏🙏🙏🙏🙏🙏🙏

  • @TK-vx1zc
    @TK-vx1zc 26 днів тому

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ 🌺 ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ 🌺

  • @NiranjanSundara-c7r
    @NiranjanSundara-c7r 26 днів тому +5

    Jay jagannath swami nayana patha gami bhaba tume🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ranjanparida9174
    @ranjanparida9174 26 днів тому

    ଜୟ ଜଗନ୍ନାଥ 🙏🙏🙏ହେ କଳାଠାକୁର 🌹🌹🌹ତୁମ ଦୟାରେ କଠିଣ ପଥ ସରଳ ହୁଏ ମହାବାହୁ 🙏🙏🙏ତୁମ ଚରଣେ କୋଟି କୋଟି ପ୍ରଣାମ ଗୋସାଇଁ 🌹🌹🌹🙏🙏🙏

  • @KhageswarbhoiKhageswarbhoi
    @KhageswarbhoiKhageswarbhoi 26 днів тому

    Jay shree jagannatha suammi maha pravu rakhya cara mate jay shree jagannatha suammi maha pravu rakhya cara mate 🪷🪷🪷🙏🙏🙏🪔🪔🪔

  • @susantakumar2037
    @susantakumar2037 26 днів тому

    Jay shree Lakshmi Narayan Swamy
    Jay shree jagannath
    Jay maa Laxmi Devi
    Jay shree Garud ji

  • @lovestoryforu9
    @lovestoryforu9 26 днів тому

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤❤ ସୁଦର୍ଶନ କି ଜୟ ❤❤❤❤ କୁମୁଦ ହନୁମାନ କି ଜୟ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤ ରକ୍ଷା କର ❤❤❤❤ ଜୟ ଜଗନ୍ନାଥ ❤❤❤❤❤

  • @sabitaranidas3443
    @sabitaranidas3443 26 днів тому

    Jay shree jagannath 🙏 Jay shree balbhadra 🙏 Jay maa Subhadra 🙏 Jay shree Prabhu sudarshan 🙏 Jay maa torana Laxmi 🙏 Jay shree Prabhu Nila chakra 🙏🕉️🚩🚩🌷🏵️🏵️🏵️🎆🎇🎇🌸💐🌿🎊💞🎉🕉️🚩

  • @rabiparadhan3929
    @rabiparadhan3929 26 днів тому +3

    Jay Jagannath swami ❤❤❤❤

  • @sujitkumarsahoo7379
    @sujitkumarsahoo7379 26 днів тому

    ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ 🙏
    ଆଜିର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ।🙏

  • @surendranathnayak9319
    @surendranathnayak9319 26 днів тому

    ହରେକୃଷ୍ଣ ହରେକୃଷ୍ଣ ହରେକୃଷ୍ଣ ହରେକୃଷ୍ଣ ହେ ମଧୁସୂଦନ ହେ ମଧୁସୂଦନ ତୁମ ପାଦେ ମୋର କୋଟି କୋଟି ପ୍ରଣାମ ❤ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଶୁଭ ସକାଳ ❤❤

  • @babitapanigrahi528
    @babitapanigrahi528 26 днів тому

    ହେ ପତିତପାବନ ପ୍ରଭୁ ମୋର କୋଟି କୋଟି ପ୍ରଣାମ ଗ୍ରହଣ କର ପ୍ରଭୁ
    ଏ ଅରକ୍ଷିତ ର ସହାୟ ହୁଅ ପ୍ରଭୁ
    ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ

  • @user-xs1oo6bb1u
    @user-xs1oo6bb1u 26 днів тому +3

    Jay Jagannath 🙏🙏🙏🌹🌹🌹⭕‼️⭕

  • @karunakarsahu182
    @karunakarsahu182 26 днів тому

    ପ୍ରଭୁ ମୋ ଜଗନ୍ନାଥ ପ୍ରଭୁ ମୋ ଜଗନ୍ନାଥ ପ୍ରଭୁ ମୋ ଜଗନ୍ନାଥ ସେହି ମୋର କାଳିଆ ସାଆନ୍ତ ବଡ଼ ଠାକୁରଙ୍କୁ ଆଜିର ଏହି ଶୁଭ ସକାଳରୁ ଏହି ଅଧମର ଭୁମିଷ୍ଠ ପ୍ରଣାମ ମଣିମା ଅନନ୍ତ କୋଟି ପ୍ରଣାମ,

  • @pradeepbehera1827
    @pradeepbehera1827 26 днів тому

    ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ପାଦପଦ୍ମ ରେ କୋଟି କୋଟି ପ୍ରଣାମ ମହାବାହୁ। ସବୁବେଳେ ଭଲରେ ଥାଅ ଭାବଗ୍ରାହୀ। ଆପଣଙ୍କର ମଙ୍ଗଳ ହେଉ। 🪷🪷🪷🪷⭕❗❗⭕🙏🙏🙏🙏❤

  • @pradyumnaswain9346
    @pradyumnaswain9346 26 днів тому

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏

  • @parthasarathibarik633
    @parthasarathibarik633 26 днів тому +1

    Omm jay shree hari
    Omm namaha vagabate basu debaya namaha

  • @kalpashreemishra7741
    @kalpashreemishra7741 26 днів тому +1

    JAY JAGANNATH SWIM NAYNA PATH GAMI BHAB TUME MAA LAXMI MATA KI JAY👏👏👏👏👏👏👏🙏🙏🙏🙏🙏🙏🙏 KOTI KOTI PRANAAM

  • @karunakarsahu182
    @karunakarsahu182 26 днів тому

    ଓଁ ସୂର୍ଯ୍ୟ ନାରାୟଣ ଦେବତାୟ ନମଃସ୍ତୁତେ ନମଃସ୍ତୁତେ ନମଃସ୍ତୁତେ,

  • @nitinrathod219
    @nitinrathod219 26 днів тому

    Jai Shri Jagannath
    Jai Shri Jagannath
    Jai Shri Jagannath
    Jai Shri Jagannath
    Jai Shri Jagannath

  • @somanathdas686
    @somanathdas686 26 днів тому

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏

  • @prabhanshubag6586
    @prabhanshubag6586 26 днів тому

    🙏⭕❗⭕🙏🪔🕉🦚🙏ମଣିମାଙ୍କର ଜୟ ହେଉ🙏
    🙏ମଣିମାଙ୍କର ଜୟ ହେଉ 🙏
    🙏ମଣିମାଙ୍କର ଜୟ ହେଉ🙏
    🙏ଜୟ ଜୟ ଦେବ ହରେ ହରି ଜୟ ଜୟ ଦେବ ହରେ🙏
    🙏ହେ ମହାବାହୁ🙏ହେ ଚକାଆଖି🙏ହେ ଚକାଡୋଳା 🙏ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🙏🦚🕉🪔⭕❗⭕🙏

  • @BasantaSahu-et9kc
    @BasantaSahu-et9kc 26 днів тому

    Radhekrishna HariGobindaGopal Basudebabal Nandadullala Jay Jay Deba hare Hari Jay Jay Deba hare🙏🙏🙏🙏

  • @user-ie6yk1mt6m
    @user-ie6yk1mt6m 26 днів тому

    Jaya Jagannath 🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹💐💐💐💐💐💐💐💐🌼🌼🌼🌼🌼🌼🌼🌼🌻🌻🌻🌻🌻🌻🌻🌸🌸🌸🌸🌸🌸🌸🌸🌸🌸🏵️🏵️🏵️🏵️🏵️🏵️🌺🌺🌺🌺🌺🌺🌺🌺🌷🌷🌷🌷🌷🌷🌷🌷🌷🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏

  • @ShivaMundary
    @ShivaMundary 26 днів тому +3

    Jay jagannath Sawmi nayana patha gami bhaba tume 🙏🙏🙏🪔🪔🪔🪷🌹🌼🩷🙏🙏

  • @pratimamohapatra1720
    @pratimamohapatra1720 26 днів тому

    ଜୟ ଜଗନ୍ନାଥ ,ତୁମେ ତା ତ ମାତ ତୁମେ ହିଁ ବିଶ୍ଵଦେବତା
    ଶ୍ରୀ ଚରଣ ତଳେ କୋଟି ନମସ୍କାର
    ଘେନିବ ଅନ୍ତର ବାର୍ତ୍ତା ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @JharanaPradhan-w1r
    @JharanaPradhan-w1r 26 днів тому

    Saha heithiba maha prabhu jay jagnnath swami nayan Patha gami bhaba tume 🙏🙏🙏🙏🙏🙏🌼🌼🌼🌼🌼😭😭😭😭😭😭🙏🙏🙏🙏🙏🙏

  • @nilujena9876
    @nilujena9876 26 днів тому

    🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ମଙ୍ଗଳ ଆଳତି ଦର୍ଶନ ର ଜୟ ହଉ 🙏🏼

  • @arunbishoyi2740
    @arunbishoyi2740 26 днів тому

    ଆଜିର ଦିନଟି ମଙ୍ଗଳ ମୟ ହେଉ ଭଗବାନ ⭕❗⭕🙏🙏🙏🙏

  • @sabitaranidas3443
    @sabitaranidas3443 26 днів тому

    Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏 Jay jagannath 🙏

  • @adityadr9982
    @adityadr9982 26 днів тому

    ଆଜି ପୁତ୍ର ଦାସ ଏକାଦଶୀ ରେ ତୁମ ଚରଣ କମଳ ରେ କୋଟି କୋଟି ପ୍ରଣାମ ମଣିମା 🙏🙏🙏

  • @bichitarbiswal4430
    @bichitarbiswal4430 26 днів тому +2

    Jay jagannath ❤❤

  • @sanjibisahoo2325
    @sanjibisahoo2325 26 днів тому +1

    ଜୟ ଜଗନ୍ନାଥ

  • @SaidivakarPanda
    @SaidivakarPanda 25 днів тому

    🙏🏻🌷🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻🙌🙏🏻 ଜୟ ଶ୍ରୀ ବଳଭଦ୍ର 🙏🏻🌷🙏🏻 ଜୟ ଶ୍ରୀ ସୁଭଦ୍ରା ମାତା 🙏🏻🙌🙏🏻 ଜୟ ଶ୍ରୀ ସୁଦର୍ଶନ 🙏🏻🌷🙏🏻 ଜୟ ମାଁ ମହାଲକ୍ଷ୍ମୀ🙏🏻🛕🙏🏻ହେ ମହାପ୍ରଭୁ ତୁମ ଚରଣ କମଳ ରେ ଏ ଅଧମର ଶତ ଶତ କୋଟି ପ୍ରଣିପାତ ମଣିମା🙏🏻🙌🙏🏻 ଜୟ ପତିତପାବନ ନାରାୟଣ ତୁମ ପାଦ ପଦ୍ମ ରେ ସମର୍ପିତ ପ୍ରଭୁ 🛐🛐🛐 ପ୍ରଣାମ ଘେନ ମୋର ହେଁ ମଣିମା🙏🏻🙇‍♂️🙏🏻 ଜୟ ଜଗନ୍ନାଥ 🙏🏻🙌🙏🏻⚫️❗️⚫️🙏🏻🛕🛕🛕🚩🚩🚩🌷🌷🌷🌿🌿🌿🕉🕉🕉🪔🪔🪔👏👏👏🌸🌸🌸

  • @pramodsahu9090
    @pramodsahu9090 26 днів тому

    Jai shree Jagnnath 🙏🙏🙏

  • @kbmohantymohanty9688
    @kbmohantymohanty9688 26 днів тому

    Jayjagannth Swammi kiJay 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sumitrarana1977
    @sumitrarana1977 26 днів тому

    ଓଁ ନମଃ ଭଗବତେ ବାସୁଦେବାୟ ଜୟ ଜଗନ୍ନାଥ ଜୟ ମା ସୁଭଦ୍ରା ଜୟ ପ୍ରଭୁ ବଲଭଦ୍ର ଜୟ ସୁଦର୍ଶନ ମହାପ୍ରଭୁ ଭଲରେ ଥାଆନ୍ତୁ ସମସ୍ତଙ୍କୁ ଭଲରେ ରଖନ୍ତୁ ସଦ ବୁଦ୍ଧି ସତ୍ ଜ୍ଞାନ ଦିଅନ୍ତୁ ପ୍ରଭୁ ଆଜି ଏକାଦଶୀରେ ଦିନଟି ଆପଣ ଙ୍କ ଚରଣ ତଳେ ଶରଣ ଦିଅ ମହାପ୍ରଭୁ

  • @nabinbaisakha1454
    @nabinbaisakha1454 26 днів тому

    ଶୁଭ ସକାଳ, ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @smitamahalik9180
    @smitamahalik9180 26 днів тому

    ଶ୍ରୀ ରାଧା ରାଧା ରାଧା

  • @pravatilaxmi493
    @pravatilaxmi493 26 днів тому

    Jay jagannath jay jagannath jay jagannath jay jagannath jay jagannath 🙏🙏🌷🌷🙏🙏

  • @bikashkumarnayak481
    @bikashkumarnayak481 26 днів тому +1

    Jay jagannath swami nayana patha gami bhaba tume 🙏🙏🙏🙏

  • @sanatapradhan1771
    @sanatapradhan1771 26 днів тому

    🕉️ JAI JAGANNATH BALARAM MAA SUBHADRA 🙏 RADHE SHYAM 🙏 SABKO MILE SRI VRINDAVAN DHAM PURI DHAM 🙏🌼❤️🙇🏵️

  • @user-ve5ic8dl2r
    @user-ve5ic8dl2r 26 днів тому

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ

  • @ManasDas-rv4mc
    @ManasDas-rv4mc 26 днів тому

    ⚫‼️⚫ Jai shree jagannath 🪔🪔🪔🙏🙏🙏♥️🚩

  • @Pratapkumarmaharana2518
    @Pratapkumarmaharana2518 26 днів тому

    ଓଁ ନମୋ ଭଗବତେ ବାସୁଦେବାୟ 🙏
    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
    ଓଁ ନୀଳାଚଳ ନିବାସାୟଃ ନିତ୍ୟାୟ ପରମାତ୍ମନେ
    ବଳଭଦ୍ର ସୁଭଦ୍ରା ଭ୍ୟାମ୍ ଶ୍ରୀ ଜଗନ୍ନାଥlୟ ତେ ନମଃ 🙏

  • @nabaghankumar5065
    @nabaghankumar5065 26 днів тому

    🙏 Hare 🙏 Krishna ❤️ hare 🪔 Krishna 🙏 Krishna 🙏 Krishna 🙏 hare 🙏 hare ❤️ hare 🪔 Rama 🙏 hare 🙏 Rama 🙏 Rama 🙏 Rama ❤️ hare 🪔 hare 🙏 thank 🙏 you 🙏 so 🙏 much ❤️ Prabhu 🙏🙏❤️🪔🙏🙏

  • @ILOVEYOU-yn4lh
    @ILOVEYOU-yn4lh 26 днів тому +1

    Prabhu 🙏🙏🙏

  • @SureshMahuria-es4bv
    @SureshMahuria-es4bv 26 днів тому

    Jay Jagannath Swami Nayana pathaghami bhabatume Jay Jagannath Swami Nayana pathaghami bhabatume Jay Jagannath Swami Nayana pathaghami bhabatume

  • @subasmishra-fb9wq
    @subasmishra-fb9wq 26 днів тому

    JAY JAGANNATH SHAWMI NAYANA PATHAGAMI BHABATUME 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @user-uf8ef6zf3r
    @user-uf8ef6zf3r 26 днів тому

    🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 👏👏

  • @pragnyamohapatra2326
    @pragnyamohapatra2326 26 днів тому

    Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔 Jay Jagannath Swami 🙏🙏🙏🌹🪔🪔🪔

  • @basudebabhoi4882
    @basudebabhoi4882 26 днів тому

    ଓଁ ପରମପିତା ନମଃ ,,

  • @pradeepsahoo3264
    @pradeepsahoo3264 26 днів тому

    Radhe Radhe Manimaa 🙏🏻🙌🛐

  • @SuryaprakashSethy
    @SuryaprakashSethy 26 днів тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤️🙏❤️🙏❤️🙏❤️🙏❤️🙏❤️🙏🙏🙏🙏❤️🙏❤️🙏❤️🙏

  • @amardas3119
    @amardas3119 26 днів тому

    Jay Sri Jagannath Mahaprabhu🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bhagabansundra26
    @bhagabansundra26 26 днів тому

    Jay jay dev hare.... Jay shree jagannath Swami ki Jay 🙏🙏🙏🙏

  • @mamatasatpathy9018
    @mamatasatpathy9018 26 днів тому +1

    ଓମ୍ ଶ୍ରୀ ମହାଲକ୍ଷ୍ମୀ ଶ୍ରୀ ନାରାୟଣ ନମଃ ନମଃ 🤲🌷ନୀଳାଚଳ ନିବାସ ୟ ନିତ୍ୟାୟ ପରମାତ୍ମା ନେ ବଳଭଦ୍ର ସୁଭଦ୍ରା ମାତା ଶ୍ରୀ ଜଗନ୍ନାଥ ୟତ୍ତେ ନମଃ ନମଃ ମହାବାହୁ ମହାପ୍ରଭୁ ଆପଣଙ୍କର ଶ୍ରୀ ଚରଣ ତଳେ ଶତତଃ କୋଟି କୋଟି ପ୍ରଣିପାତ ମଣିମା ଆପଣ ହିଁ ସାରା ଜଗତ ବାସୀଙ୍କର ଶାହା ଭାରସା ମହାବାହୁ ଆପଣ ଜଗତ ପିତା ଜଗତ ମାତା ସର୍ବ କରତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ଵମୀ ଆପଣ ସନ୍ତାନ ମାନଙ୍କ ର ମୁଖ୍ୟ କର୍ତ୍ତା ଭାଗ୍ୟ ବିଧାତା ଆପଣ ହିଁ ଶାହା ଭାରସା ହେବେ ମହାପ୍ରଭୁ ନିଳାଦ୍ରୀ ବିହାରୀ କାଳିଆ ସାଆନ୍ତ ମଣିମା ଆପଣ ଭାବର ଠାକୁର ଶ୍ରୀ ଭାବଗ୍ରାହୀ ଭାବ ଟିକେ ବୁଝିବେ ଭାବଗ୍ରାହୀ ଜୟ ଶ୍ରୀ ଜଗନ୍ନାଥ ସ୍ଵମୀ 👏👏👏👏👏🌷🌷🌷🌷🌷👏👏👏

  • @anadasahoo844
    @anadasahoo844 26 днів тому

    Hey prabhu mo paribaraku tuma charana tale asraya dia

  • @SaritaSethy-w5q
    @SaritaSethy-w5q 26 днів тому

    Jay jaganathe pravu...

  • @ThinkAboutStudy
    @ThinkAboutStudy 26 днів тому +1

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @btsismylife9756
    @btsismylife9756 26 днів тому

    Jay Jagannath🙏🙏🙏🙏🙏🙏🙏🙏........ Jay Shree Patitapaawana🙏🙏🙏🙏🙏🙏🙏🙏

  • @user-jt4cu2og3n
    @user-jt4cu2og3n 25 днів тому

    Jey Sri Jagannath Maha Parbhuji Maharaj Ji Ram Ram Ji Piyare Sakhaa ❤️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩

  • @BubunaStatusCreation
    @BubunaStatusCreation 26 днів тому +5

    JAY JAGANNATH❤️🙏

  • @asamanjasinhabarma946
    @asamanjasinhabarma946 26 днів тому +11

    জয় জয় জগন্নাথ মহাপ্রভু শ্রীচরণে শত প্রণাম 🙏🙏🙏🙏🙏🙏🙏🙏🙏

  • @kumarsisir6657
    @kumarsisir6657 26 днів тому

    Omm Jai Jai Jai Jai Jai Jai Jai anant koti brahmand r manima jagat r nath bhagwan mahabahu mahaprabhu shree jagannath Swami nayan path gami bhab tume bhab tume.Omm shree Nilachale nivasayah nityayah paramaptane balabhadara subhadra bhym jagannatha yate namah.

  • @bramhanandaray-jn9dx
    @bramhanandaray-jn9dx 26 днів тому

    ଓଁ ନମଃ ଭାଗବତେ ବାସୁଦେବା ୟ ହରେ କୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେରାମ ହରେ ରାମ ରାମ ରାମ ହରେହରେ ହରି ହରି ବୋଲ ହରି ହରି ବୋଲ🙏🙏

  • @usharanimishra5527
    @usharanimishra5527 26 днів тому

    Jaya Sri Jagannath Namah Prabhu mo dukha fedi diantu.
    OMM Shree Shree Mahalaxmei Namoh Namoh.
    Bishnu priyaei Namoh Namoh.
    Dhana pradaei Namoh Namoh.
    Biswa jananei Namoh Namoh.

  • @sabitaranidas3443
    @sabitaranidas3443 26 днів тому

    Jay shree biranchi Narayan 🕉️🚩🌷🏵️🏵️🏵️🎆🎇🎇🌸💐🌿🎊💞🎉🕉️🚩🌷🏵️

  • @MANOJDAS-vl7zw
    @MANOJDAS-vl7zw 26 днів тому

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻

  • @lokanathsahoo9934
    @lokanathsahoo9934 26 днів тому

    ଶୁଭ ସକାଳ ବିଶ୍ଵ ର ମଙ୍ଗଳ ମୟ ହେଉ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମରି ଇଛା ତମ ପାଦ ପଦ୍ମ ତଳେ ସତ କୋଟି ପ୍ରଣାମ 🙏🙏🙏🌹🌹🌹🪔

  • @karunakarsahu182
    @karunakarsahu182 26 днів тому

    ଓଁ ନମଃ ନମଃ ଗରୁଡାୟ ନମଃସ୍ତୁତେ ନମଃସ୍ତୁତେ ନମଃସ୍ତୁତେ ନମଃସ୍ତୁତେ,

  • @user-oq9pi7cn8s
    @user-oq9pi7cn8s 26 днів тому

    Jai Jagannath 🌹🌹🌹🌷🌷🌷🌼🌼🌼🙏🙏🙏🌹🌹🌹🌷🌷🌷🌼🌼⭕❗⭕🌹🌹🌹🌹🌷🌷🌷🌼🌼🌼🌼🚩🚩🚩🚩💖🙏🙏💖💖💖💖🙏🙏🙏🙏🙏🙏

  • @ChaitanyaRana-tc3vw
    @ChaitanyaRana-tc3vw 26 днів тому

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ସର୍ବ ସଂସାର କଲ୍ୟାଣ କର ପ୍ରଭୁ ମୁଁ ଆଜି ସଙ୍କଟ ରେ ଅଛି ରକ୍ଷା କର ପ୍ରଭୁ ତମ ପାଦତଳେ ପ୍ରଣାମ କରୁଛି ରକ୍ଷା କର ❤❤❤❤❤❤❤❤❤

  • @BikeshSahani
    @BikeshSahani 26 днів тому

    🪔🪔🪔जय जगन्नाथ महाप्रभु 🙏🏻🙏🏻🙏🏻
    🪔🪔🪔जय सूर्यनारायण हरी हरी 🙏🏻🙏🏻🙏🏻
    🪔🪔🪔जय लक्ष्मीनारायण हरी हरी 🙏🏻🙏🏻🙏🏻
    🪔🪔🪔जय जय श्री सीताराम 🙏🏻🙏🏻🙏🏻
    🪔🪔🪔हर हर महादेव 🙏🏻🙏🏻🙏🏻

  • @happinesswithyou4081
    @happinesswithyou4081 26 днів тому

    Jaganatha ❤swami 🙏Nayana Pathagami ❤Bhava tume namo namah 🙏

  • @niranjanbarik8442
    @niranjanbarik8442 26 днів тому

    Jay.jagannath.mhaprabhu.apank.shreecharan.adham.akinchanr.koti.koti.koti.pranam.

  • @Jyotika-hs4xq
    @Jyotika-hs4xq 26 днів тому +1

    ଜୟ ଜଗନ୍ନାଥ 🙏🪔