Balasore Reacts To Government's Steps To Ban Alcohol In Odisha

Поділитися
Вставка
  • Опубліковано 29 вер 2024

КОМЕНТАРІ • 161

  • @bideshipardhan2381
    @bideshipardhan2381 3 місяці тому +59

    ମାଆ ମାଉସୀ ମାନେ ଆହୁରି ମାତ୍ର ରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି କରନ୍ତୁ ମଦ ପାଇଁ 👍100%ବନ୍ଦ ହେବା ଦରକାର

  • @RabindranathSethi-bl4wl
    @RabindranathSethi-bl4wl 3 місяці тому +21

    ମୋହନ ସାରେ ଙ୍କୁ ନିବେଦନ ଆପଣ ମଦ ଯେପରି ବନ୍ଦ ହବା ଦରକାର କାରଣ ବହୁତ୍ ପରିବାର ହଇରାଣ ହେଉଛନ୍ତି

    • @Patala-fv1mh
      @Patala-fv1mh 2 місяці тому

      Mohan sir nku nibedan mada band karajau

  • @InnovateAware
    @InnovateAware 3 місяці тому +36

    ଆପଣ ମାନେ ଠିକ୍ କହୁଛନ୍ତି ମଦ ବିକ୍ରି ବଂଦ କରାଯାଉ।

  • @nilachalpradhan9172
    @nilachalpradhan9172 3 місяці тому +20

    ଓଡ଼ିଶା ମଦ ମୁକ୍ତ କରାଜାଉ ସାର୍ ଯାହା କହିଛନ୍ତି ତାହା କାମ ରେ ଦେଖା ଓ 🙏🙏

  • @basantakumarpanda9022
    @basantakumarpanda9022 3 місяці тому +17

    ବହୁ ଲୋକଙ୍କ ହୃଦୟରେ ଯେଉଁ ଭାବ ସୃଷ୍ଟି ହୋଇଥାଏ ତାହା ହିଁ ଇଶ୍ୱରଙ୍କ ଵାଣି।

  • @amarendrabehera2049
    @amarendrabehera2049 3 місяці тому +2

    ବନ୍ଦ ହଉ 😮😮😮

  • @manojkumardash9465
    @manojkumardash9465 3 місяці тому +2

    କାଲି, ମଦ ବନ୍ଦ ହେଉ,ଏତେ, ଡେରି କାହିଁକି

  • @RajanaNayak-r6t
    @RajanaNayak-r6t 2 місяці тому +1

    ମ ଦ ବ ନ୍ଦ ହେ ଵା ଦ ର କା ର. ଜୟଶ୍ରରାମ

  • @prashantakumarchoudhury5927
    @prashantakumarchoudhury5927 3 місяці тому +2

    Right mam

  • @shanbhudas4682
    @shanbhudas4682 3 місяці тому +1

    Right right

  • @RatanakarParhi
    @RatanakarParhi 2 місяці тому

    Yes good thanks

  • @dineshkumarbarik5100
    @dineshkumarbarik5100 3 місяці тому +1

    Hn mada band heu

  • @LizismitaSahu
    @LizismitaSahu 2 місяці тому

    Yess 👍👍👍👍👍👍👍👍👍👍👍👍👍👍 oo

  • @badala1434
    @badala1434 2 місяці тому

    Right

  • @PurnaPujari-pr5cz
    @PurnaPujari-pr5cz 3 місяці тому

    Mand shigra odiasa ru band karajau cm sir

  • @KisanMajhi-u9j
    @KisanMajhi-u9j 2 місяці тому

    Right band kara jao mother ❤❤❤❤

  • @RaniPati-gt9ih
    @RaniPati-gt9ih 3 місяці тому

    Plz ban alcohol 🙏🙏🙏🙏

  • @SantunuMahanty-e8c
    @SantunuMahanty-e8c 3 місяці тому +1

    Mada. Bada. Kara. Gaau

  • @mamatabadaraita9212
    @mamatabadaraita9212 2 місяці тому

    Mo,suhami, police,Bala,modu,pi,badhuchanty

  • @DebipravaPanda
    @DebipravaPanda 3 місяці тому

    Band,kara

  • @damayantimunda8276
    @damayantimunda8276 3 місяці тому

    Sabu mada bond kara jau ama paribar bhasi galani mada bond heigale mu sabuthu besi khusi hebi

  • @mpcreation-r9j
    @mpcreation-r9j Місяць тому

    Mada band haba uchit

  • @tdalbssgang292
    @tdalbssgang292 2 місяці тому

    Mad bnha

  • @BanamaliSing-zx9ex
    @BanamaliSing-zx9ex 2 місяці тому

    Dekhi medom odisha ru moda kemete stop heuche totally chota ru bada dukan

  • @8DSAMBALPURI
    @8DSAMBALPURI 3 місяці тому

    Banda karajau jaldi

  • @sandip.setthi6523
    @sandip.setthi6523 3 місяці тому

    Mada band

  • @jadunathkharsel368
    @jadunathkharsel368 2 місяці тому

    ମାନନୀୟ ଶ୍ରୀ ଯୁକ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟ
    ମହାଶୟ
    ବିଷୟ - ମଦ ଅଭିୟୋଗ ମଦ ଓ ମଦୁଆ ପାଇଁ ମୋର ଗୁହାରି ସହିତ ସଠିକ ନିୟା ବା ବିଚାର ମାଗିବା ଓଡ଼ିଶାରେ ମଦ ବନ୍ଦ କରାନଯାଇ ମଦ ବିକ୍ରି କରାଯାଉ ଯାହାକି ସରକାରୀ ନିୟମ ସହିତ ଲାଗୁ କରାଯାଉ କି ମଦଦୋକା ନାମ ଜାଗାରେ ଇଂଲିଶ କ୍ଳପ ନାମରେ ପରିଚୟ କରାଯାଉ ! କିଛି ନିୟମ
    ଯଥା : 1. ପ୍ରତେକ ଗ୍ରାମ ପଞ୍ଚାୟ ତରେ ଏକ ଓ ସହରରେ ଥିବା ୱାର୍ଡ ମାନଙ୍କରେ ଗୋଟିଏ ଲେଖାଏଁ ମଦ ଦୋକାନ ହେବାକଥା !
    2. ଦୋକାନ ର ଆୟତ୍କାର କ୍ଷେତ୍ର ଫଳ କମସେକାମ 2000 ବର୍ଗ ଫୁଟ ହେବାକଥା ଏକ ବିକ୍ରି ଘର 150 ବର୍ଗ ଫୁଟ ଅଫିସରଘର ପାଇ 150 ବର୍ଗ ଫୁଟ ଗୋଦାମଘର ପାଇଁ 150 ବର୍ଗ ଫୁଟ ମଦପିଇବା ଜାଗା ବା ହଲ ପାଇଁ 1200 ବର୍ଗ ଫୁଟ !
    3. ପ୍ରତେକ ମଦ ପିଇବା ଲୋକଙ୍କ ପାଖରେ ଏକ ଆଇ.ଡି. ନମ୍ବର ପାସବୁକ କିମ୍ବା କାର୍ଡ ଥିବାକଥା ତାଙ୍କ ପାଇ ଏକ ଦିନର ଧାର୍ଯ୍ୟ ଦେଶୀ ମଦ ବା ବିଦେଶୀ ମଦ 200 ମି ଲି ଲିଟର ଦୋକାନ ରେ ହିଁ ପିଇ ବା କଥା ଦୋକାନ ରୁ ବାହାକୁ ନେବା କଥା ନୁହଁ ! କେବଳ ଗ୍ରାହକ ଏକ ଦିନ ବା 24 ଘଣ୍ଟାରେ ଥରେ ପାଇଁ ଅନଲାଇନ ମାଧ୍ୟ୍ୟମରେ ଧାର୍ଯ୍ୟ କ୍ରୟ କରାଯାଉ !
    4. ପ୍ରତେକ ଦୋକାନ ରେ ସରକାରୀ କର୍ମଚାରୀ ଦୁଇ ଜଣ ଓ ପୋଲିସ କର୍ମଚାରୀ ତିନି ଜଣ ଲେଖାଏଁ ହେବ କଥା ପୋଲିସ କର୍ମଚାରୀ ଙ୍କ କାମ ଆସିଲା ଗଲା ବେଳେ ଚେକିଙ୍ଗ କରାଯାଉ !
    5. କଳାବଜାର ପାଇଁ କିଛି ନିୟମ ଥାଉକି ସରକାରୀ ଲୋକେ ହେରଫେର କଲେ 10 ବର୍ଷ କରାବାସ ଟ. 1,00,000. 00 ଙ୍କା ଜରିବାନା! ସାଧାରଣ ବ୍ୟକ୍ତି ବା ଲୋକେ କଳାବଜାରୀ କଲେ ବା' ଗାଁ ବାହାରେ ଭିତରେ, ସହର ବାହାରେ ଭିତରେ ବିକ୍ରି କଲେ 5 ବର୍ଷ କରାବାସ ଟ. 50,000.00 ଙ୍କା ଜରିବାନ କାରା ଯିବ !
    6. କମସେ କମ ଏହି ବ୍ୟବସ୍ଥା 20 ରୁ 40 ବର୍ଷ ପାଇଁ ନିୟମ ହେବା କଥା ତାପରେ କିଛି ବଦଳାଇ କାନୁନ ରେ ସଂଶୋଧନ କଲେ ଭଲହେବ !
    ଇତି ଆପଣଙ୍କ ବିଶ୍ଵସ୍ଥ
    ମୋପାଇଁ ଭଲ ବା ଆମଦେଶ,ଓଡିଶା ରାଜ୍ୟ ପାଇଁ ଭଲ ବୋଲି ଭାବୁଛି ଯଦି ଅବା କୌଣସି ବ୍ୟକ୍ତି କୁ ଭଲଲାଗେ ତାହେଲେ କମେଣ୍ଟ କରିବେ ନଚେତ କ୍ଷମା କରିବେ
    ଆପଣଙ୍କ ପାଖେ ନିବେଦକ ଙ୍କ ହିସାବରେ ମୁଁ ଶ୍ରୀ ଯାଦୁନାଥ ଖରସେଲ ଗ୍ରାମ ସହର ବରଗଡ ଘୁଲିପାଲି ୱାଡ଼ ନମ୍ବର 18 ପିନ 768028
    ଓଡିଶା ଭାରତମାତାକି ଜୟ
    ଧନ୍ୟବାଦ

  • @skdsingerkumarsaroj655
    @skdsingerkumarsaroj655 3 місяці тому +12

    ମଦ ବନ୍ଦ ହେଲେ ଓଡ଼ିଶାରେ ଖରାପ କାର୍ଯ୍ୟ କିଛି ପରିମାଣରେ କମିଯାଇ ପାରେ
    କିନ୍ତୁ ଓଡ଼ିଶାରେ ଘରେ ଘରେ ମଦୁଆ

  • @Narendra-y1g
    @Narendra-y1g 3 місяці тому

    Mada band

  • @arpitabiswal7487
    @arpitabiswal7487 2 місяці тому +7

    ମଦ ସଂପୂର୍ଣ୍ଣ ବନ୍ଦ ହେଲେ ଦେଶ ଉନ୍ନତି ହେବ

  • @Subash_Murmu
    @Subash_Murmu 3 місяці тому +13

    ମଦ ବନ୍ଦ କର ମାତ୍ର ମହୁଲି, ତାଡି, ଗଞ୍ଜେଇ, ହାଣ୍ଡିଆ ଆଡକୁ ବନ୍ଦ କରିବା ପାଇଁ ଆଖି ପକେଇ ବେ ନାଇଁ....

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 2 місяці тому +10

    ସତ କଥା ମା ମାନେ ଏକାଠି ହୁଅନ୍ତୁ

  • @user-premanada
    @user-premanada 3 місяці тому +9

    ବହୁତ ଭଲ ହେବ

  • @SagarMalik-or7iy
    @SagarMalik-or7iy 3 місяці тому +9

    ଏବେ ସୁଯୋଗ ଆସିଛି ସେ ନବୀନ ମଦୁଆ ତାର କେହି ନାହାଁନ୍ତି ସେ ଘର ସଂସାର କରିନି ସେ କଣ ଜାଣିବ ତୁରନ୍ତ ଓଡ଼ିଶାରେ ମଦ ବିକ୍ରି ବନ୍ଦ କର କିଛି ଅସୁବିଧା ହେବନି ଅନ୍ୟ ବାଟରେ ରାଜସ୍ବ ଆଦାୟ କର

  • @Rajesh-pp8jo
    @Rajesh-pp8jo 3 місяці тому +8

    ମଦ ବନ୍ଦ୍ କଲେ ବିଜେପି ସରକାର ଏତେ ପ୍ରତିଶ୍ରୁତି ପୂରଣ ପାଇଁ ଟଙ୍କା ପାଇବେ ନାହିଁ । ଧାନ ଦାମ୍ 3100 ଟଙ୍କା , ସୁଭଦ୍ରା ଯୋଜନା , 300 ୟୁନିଟ୍ ମାଗଣା ବିଜୁଳି , ଭତ୍ତା 3,000 ଟଙ୍କା ପାଇଁ କେଉଁ ଠାରୁ ଟଙ୍କା ଆଣିବେ ?

  • @JitendraChandibasa
    @JitendraChandibasa 2 місяці тому +2

    ମଦ ବନ୍ଦ୍ ହେବା ଦରକାର

  • @bishnupriyaodiatv5438
    @bishnupriyaodiatv5438 3 місяці тому +3

    ରାଜ୍ୟ ପାଇଁ ଓ ଗାଁ ର ମଙ୍ଗଳ ପାଇଁ ଭଗବାନ ଶିବ ଙ୍କ ପାଖରେ ପ୍ରାର୍ଥନା କରୁଛି

  • @lasmarndi439
    @lasmarndi439 3 місяці тому +6

    ଶୁଣିଲତ କନକ୍ ନିୟୁଜ୍ ମାଡାମ୍ ମଦ ପାଇଁ ଘରେ ଅଶାନ୍ତି ତେଣୁ ଜେତେ ଶିଘ୍ର ପାରୁଛନ୍ତି ସେତେ ଶିଘ୍ର ମଦ ବନ୍ଦ ହବା ଦରକାର ଆଗାମୀ ଦିନରେ ପିଲା ଛୁଆ ଭଲରେ ପାଠ ପଢିବେ ଅନ୍ୟାୟ ଅତ୍ୟାଚାର ଚଳିବ ନାହିଁ ଓଡ଼ିଆ ପବିତ୍ର ମାଟିରେ ଜୟ ହନୁମାନ

  • @UmakantadeepUmakantadeep
    @UmakantadeepUmakantadeep 3 місяці тому +3

    Right bahut jaldi banda karajau

  • @gaganinayak7997
    @gaganinayak7997 3 місяці тому +1

    Pura odisha santire rahiba purusa mada piuchhanti sabu nari pilachhua barbad hauchhnti pila chhua nka bhabisyata nasta hauchi mada pain artha abhaba hauchi New CM salute pura desa ru mada banda heba darkar

  • @Socialawrenes
    @Socialawrenes 2 місяці тому +1

    ମଦ ବନ୍ଦ ହେବା ଜରୁରୀ ନୁହେଁ ଅତି ଜରୁରୀ ରାଜସ୍ବ ବୋଲି କଣ ମାନବିକତା ଓ ନୈତିକତା ଓ ନ୍ୟାୟ କୁ ସମୁଲେ ମାରିବେ କି

  • @SatyajitMishracet
    @SatyajitMishracet 3 місяці тому +3

    Ban on alcohol is a bad idea. Black market will boom due to this. Illigal alcohol making and selling will be increased. Demand of mahuli will skyrocket.

  • @Skgbul470
    @Skgbul470 3 місяці тому +6

    ମଦ ବନ୍ଦ୍ ହେଲେ ନେତା ମାନେ କେମିତି ଚଳିବେ,ବିନା ମଦ ରେ ତ ରାଜନୀତି କରିହେବ ନାହିଁ ସବୁ ଭୁଲ ଭାଲ ହେଇଯିବ ମଦ ମାଂସ ନ ଭୋଟ ମିଳିବାରେ ଅସୁବିଧା ହେବ,

  • @purnachandrapatrapurnachan774
    @purnachandrapatrapurnachan774 3 місяці тому +1

    Mada Banda hele odisa jalijiba

  • @naraharinayak1969
    @naraharinayak1969 2 місяці тому

    ଦୟାକରି ମହନ ମାଝି ସାର ଆପଣ ଙ୍କ ମାଝି ସଂପ୍ରଦାୟ ଲୋକ ମହୁଲି ଗାଲି ଗ୍ରାମ । ଅଞ୍ଚଳମାନଙ୍କରେ ବିକ୍ରିକରି ଲୋକଙ୍କ ମଦ୍ୟପ .କରି ସ ସାରିଲେନି ତାଙ୍କ ପାଇଁ କିଛି କଢ଼ାଆଇନ କରନ୍ତୁ ଏବଂ ମଦ ବିକା ବନ୍ଦକରନ୍ତୁ ଏବଂ ତାପରେ ବିଦେଶି ମଦକୁ ବନ୍ଦକରି ବା କଥା ଚିନ୍ତା କରିବେ କାରଣ ବିଦେଶୀ ମଦ କରିଦେଲେ ମହୁଲି ଖାଇକି ପୁଣି ସେଇ ମଦପିଇ ବୁଲିବେ ମଦଯଦି ବନ୍ଦ ହେବ ତ ମହୁଲୀ ବିଦେଶୀ ସବୁ ବନ୍ଦ ହେବା ଦରକାର🙏🙏🙏🙏🙏🙏🙏🙏🙏🙏🙏

  • @BhimsenMahanta-jp2ft
    @BhimsenMahanta-jp2ft 2 місяці тому

    ଓଡ଼ିଆ ପୁଅ ମୋହନ ବାବୁ ମଦ ବନ୍ଦ କରି ଦିଅନ୍ତୁ ମୋହନ ବାବୁ ଲୋକଙ୍କ କଥା ଟିକେ ଶୁଣ ନ୍ତୁ 🙏🙏🙏🙏🙏

  • @KalicharanHembram-m3t
    @KalicharanHembram-m3t 2 місяці тому

    ଏମାନେ ଯାହାକହିଲେ ମଦ ବନ୍ଦ ହେଲେ, ଯେମିତି ବୁଲା ଷଣ୍ଢ ଭଳିଆ ଆଉ ବୁଲିବେ 😃

  • @GaneshBarada-f4f
    @GaneshBarada-f4f 3 місяці тому +2

    Mada banda heu🎉🎉

  • @bishnucharan8442
    @bishnucharan8442 2 місяці тому

    ସମସ୍ତେ ଏଖା ଟି ହୋଇ ଆନ୍ଦୋଳନ କରନ୍ତୁ ମଦ ବନ୍ଦ କରାଯାଉ

  • @banasahoo2008
    @banasahoo2008 2 місяці тому

    ନିଶାମୁକ୍ତ ଓଡ଼ିଶା ହେଵା ଜରୁରୀ ଆବଶ୍ୟକ

  • @kanharnilambar
    @kanharnilambar 2 місяці тому

    ମଦ କାଉଣ୍ଟର କୁ ଯାଇ ଯିଏ ମଦ ଖାଉଛି ତାଙ୍କୁ ଟିକେ ପଚାରନ୍ତୁ

  • @yoyotapash2689
    @yoyotapash2689 2 місяці тому

    ମାଉସୀ ମୋଦ ବଦୋ କରାଯାଊ କିନ୍ତୁ ହାଢିହା ନୁହେଁ

  • @BabiPatnaik-g5b
    @BabiPatnaik-g5b 2 місяці тому

    Modo Banda kole kono heba maa.BJP bojho pore ambhe tekibaku podiba.Kemiti apana chinta karantu?

  • @Ranjan_nayak_official
    @Ranjan_nayak_official 3 місяці тому +1

    Jay bjp

  • @topasinghmajhi6090
    @topasinghmajhi6090 Місяць тому

    Bahut kichhi tanka poisa ra jojana kale pablek khusi re rahibe nahi ..paribar khusire rahibe nahi
    Kanhiki na sehi milithiba tanka poisa ru mada pibe pratek paribar ku jhagada karibe ashanti re rakhibe
    Seithi pai mada band karile samasta paribar khusire rahibe
    ....band karajau mada

  • @sarojkumarsahoo9310
    @sarojkumarsahoo9310 3 місяці тому +3

    ଖାଲି ବ୍ରାଣ୍ଡ ନା ନନ ବ୍ରାଣ୍ଡ ବି ଯେମିତି ଖଜୁରୀ ତାଡି,ହାଣ୍ଡିଆ, ଗଞ୍ଜେଇ, ଭାଙ୍ଗ ଇତ୍ୟାଦି।

  • @Tech143bro
    @Tech143bro 2 місяці тому +1

    ମଦ ବ୍ୟନ୍ ହେଉ

  • @chandramajhi8049
    @chandramajhi8049 3 місяці тому

    80%hindu nisaa maansa khaauchhanti yemaananku musalima cirtificate diuntu o yemaanku mandira bhitaraku no entry heu ,kaarana ye nisaa maansa paain dharamar patanaheuchhi o hindu hindura sabuthu bada pratham satru saajichhi 100%satya

  • @ArunNayak-f4u
    @ArunNayak-f4u 3 місяці тому

    Haymaamaushimadabadakarajaunahekuhaagilanirbachanareduisarakarakehijitiparibenahisakarakuhamahanababukumudibabukukuhamoraodisamaamanakuanurodhaekehuakuhamadabadaheu🙏

  • @banasahoo2008
    @banasahoo2008 2 місяці тому

    ନିଶାମୁକ୍ତ ଓଡ଼ିଶା ହେବା ଦରକାର

  • @chandramajhi8049
    @chandramajhi8049 3 місяці тому

    Nisaa drabya banda nakaripaarile siskhyaa bandakara jete paatha padhilebi nisaa sebana kale asikhitakuhaajiba

  • @pabi94
    @pabi94 3 місяці тому +2

    Why. If you don't want don't drink

  • @diptimayeepanda3795
    @diptimayeepanda3795 3 місяці тому

    Mada odisha re band karajau🙏🏻 please sir odisha mada band karidiantu 🙏🏻

  • @devidking1381
    @devidking1381 2 місяці тому

    Mada banda heba darkar jadi na hela besi paribad barbad heba mada banda hele odisha no1 heba madi kahi bahar katha sata haba

  • @mamatamohapatra8559
    @mamatamohapatra8559 2 місяці тому

    Mada pee purushanka rakhyasha rupa dekhei marpite Karu chanti,

  • @hareshmajhi8124
    @hareshmajhi8124 2 місяці тому

    ବହୁତ ଭଲ ହେବ ମୋ ଘର ସାନ୍ତିରେ ରହିବ

  • @prasannabehera1461
    @prasannabehera1461 2 місяці тому

    Mada band hele Kahara asubidha heuchi Hau are Mada khaiki maruchhanti na kahi maribe kanta bhasigala seuthu band karajau Luna maricha khaile bi Ghare santi

  • @jayguneswar1149
    @jayguneswar1149 3 місяці тому +1

    Kama darakara

  • @chandramajhi8049
    @chandramajhi8049 3 місяці тому

    Daramaa kamaajaau kintu sabu nisaa drabya bandaheu

  • @DEEPASARKAR-q4f
    @DEEPASARKAR-q4f 2 місяці тому

    Hello sir gutkha Ho tambakhu bhi Banda Kari Diya please sir

  • @prasannabehera1461
    @prasannabehera1461 2 місяці тому

    Mohan sir asiba pare mu etiki Khusi je Mada band heba apana Jemiti heleMada band karantu bahuta badhuchi

  • @rabindramajhi9566
    @rabindramajhi9566 3 місяці тому +1

    Mo balo na....

  • @DiptiRatha-d6j
    @DiptiRatha-d6j 3 місяці тому

    Close heba darkar wine

  • @pratapbehera9694
    @pratapbehera9694 3 місяці тому +3

    Right

  • @basantakumarsethi7895
    @basantakumarsethi7895 2 місяці тому +1

    Mada banda heu Jai Jagannath

  • @prasannabehera1461
    @prasannabehera1461 2 місяці тому

    Mada lagi mu Aji bidhaba Bahut kasta laguchi Tq CM sir 🎉

  • @sarojkumarsahoo9310
    @sarojkumarsahoo9310 3 місяці тому +1

    Bhala karagala

  • @rebatirebati9756
    @rebatirebati9756 2 місяці тому

    Mohan sir sighra moda band korantu au ame tike santi re rahibu sir

  • @JaysheeRam-u1x
    @JaysheeRam-u1x 2 місяці тому

    ମଦ ବନ୍ଦ ହେଵା ଦରକାର

  • @BiniMallik-g1d
    @BiniMallik-g1d 2 місяці тому

    ମଦ ବଂଦ ହୋଉ

  • @prasannabehera1461
    @prasannabehera1461 2 місяці тому

    E Mada lagi batare chalibaku Dara laguchi

  • @SantunuMahanty-e8c
    @SantunuMahanty-e8c 3 місяці тому +1

    But. Fulu. ❤❤❤❤❤❤❤❤❤❤❤❤❤❤

  • @bilasinisahoo2384
    @bilasinisahoo2384 3 місяці тому +1

    Mada sahit mansa bi banda heu

  • @MataKasturi
    @MataKasturi 3 місяці тому

    Mada. Bandakara. Au. Pieba. Bi. Bandakar. Nahelemareba. Mareba. Daredrahaba.

  • @GajendraNaik-i7h
    @GajendraNaik-i7h 2 місяці тому

    ❤❤❤sir modo band karajau ❤❤❤cm sir please please🙏🙏🙏🙏🙏🙏🙏🙏🙏

  • @ritaranighana7461
    @ritaranighana7461 2 місяці тому

    Desi bidesi sabu mada band karajau

  • @himanshusahukar4134
    @himanshusahukar4134 3 місяці тому

    Jay. Sree. Ram. Jay. Mohan. Cm

  • @LusiSwain-ry8nw
    @LusiSwain-ry8nw 2 місяці тому +1

    Wainebsnodisha

  • @Socialawrenes
    @Socialawrenes 2 місяці тому

    Rigjt

  • @satabdimahanta474
    @satabdimahanta474 3 місяці тому

    Mada band hae gale odisa ta adha sudhuri jiba

  • @damayantimunda8276
    @damayantimunda8276 3 місяці тому

    Mahuli mada. Age bond karajau

  • @manahariputel7308
    @manahariputel7308 2 місяці тому

    Jaldi band karantu please sir 🙏

  • @JayntiNaik-gc3vd
    @JayntiNaik-gc3vd 2 місяці тому

    Agaru kahiki Navin sakar anku kahilani.

  • @SinghSri-z3f
    @SinghSri-z3f 3 місяці тому

    Modo mukta kora jau

  • @IlaraniPradhan
    @IlaraniPradhan 2 місяці тому

    Mausimane dhnyabad mada banda hau

  • @babuli7852
    @babuli7852 3 місяці тому

    Mada Banda Hele Alaga Jinisa re GST Kete Badiba Janichanti ki

  • @BasantipandaPanda-m6k
    @BasantipandaPanda-m6k 2 місяці тому

    Aalo kg 50 rs

  • @ranjitmunda3065
    @ranjitmunda3065 2 місяці тому +1

    Mada banda heu

  • @akshayakurout4136
    @akshayakurout4136 3 місяці тому +1

    No problem mam

  • @ChandramaNayka
    @ChandramaNayka 3 місяці тому

    Mada Banda karajou