ସ୍ତନ୍ୟପାନ କରାଉଥିବା ବେଳେ କ’ଣ ଖାଇବେ, କ’ଣ ନାହିଁ? | Sushree Tapaswini Das on Diet for Lactating Mother

Поділитися
Вставка
  • Опубліковано 16 вер 2024
  • #DietforBreastfeedingMothers #OdiaHealthTips #DoctorAdvice
    ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ମା’ମାନେ ନିର୍ଦ୍ଦିଷ୍ଟ ଡାଏଟ୍‌ ଗ୍ରହଣ କରିବା ଆବଶ୍ୟକ। କାରଣ ମା’ ଯାହା ପୋଷଣ ଖାଇବ ତାହା ଶିଶୁର ବିକାଶରେ ସାହାଯ୍ୟ ହେବ। ତେବେ ଆସନ୍ତୁ ଜାଣିବା ସ୍ତନ୍ୟପାନ ସମୟରେ ମା’ମାନେ କେଉଁ ଭଳି ଖାଦ୍ୟ ଖାଇବେ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ।
    Mothers need to adopt a specific diet while breastfeeding. Because what the mother eats will help the baby to develop. So what foods mothers should eat during breastfeeding? What diet can a mother do during breastfeeding? Let's find out more from Sushree Tapaswini Das, a Dietician.
    Subscribe Now & Live a Healthy Life!
    ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
    ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
    For requesting contact details of doctors - please message Swasthya Plus on Facebook: SwasthyaPlusOdia).
    For feedback and business inquiries, contact Swasthya Plus Odia at hello@odicast.com
    Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

КОМЕНТАРІ • 92