kalia to pakha ku chithi lekhuchi

Поділитися
Вставка
  • Опубліковано 8 жов 2024

КОМЕНТАРІ • 11

  • @ajodhyanath4284
    @ajodhyanath4284 15 днів тому

    ବହୁତ ସୁନ୍ଦର ଲେଖା ସୁନ୍ଦର ଗାୟନ... ଜୟ ଜଗନ୍ନାଥ 🌺🙏🌺

  • @manoramapanda1744
    @manoramapanda1744 14 днів тому

    ସୁନ୍ଦର ଗାୟନ ସୁମଧୁର କଣ୍ଠ ସ୍ୱର 👌🏼👌🏼🌹ଗୀତ ଓ ସଙ୍ଗୀତ ଖୁବ ସୁନ୍ଦର 🙏🏼🌹🌹

  • @purnachandrapattnayak9978
    @purnachandrapattnayak9978 12 днів тому

    ଗୀତିକାର ଙ୍କ ସହିତ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ଙ୍କୁ ହୃଦୟରୁ ଧନ୍ୟବାଦ। ବହୁତ ସୁନ୍ଦର ଶ୍ରୁତିମଧୁର ଜଣାଣ।

  • @RabindraKumarMohapatra-l3m
    @RabindraKumarMohapatra-l3m 14 днів тому

    ବଇଁଶି ବାବୁ, ବହୁତ ଭଲ ହେଇଛି ଗୀତଟି,
    ଖୁସି ଲାଗିଲା ଶୁଣି, ଲେଖାବି ଭଲ ।

  • @kunupanda4317
    @kunupanda4317 13 днів тому

    ଜୟ ଜଗନ୍ନାଥ 🙏🏻 ସୁମଧୁର କଣ୍ଠଦାନ କରିଛନ୍ତି ଭଉଣୀ 👌🏻 ବଢିଆ ଲେଖା ସରଳ ଶବ୍ଦ ରେ ଗୀତ ଟି ହେଇଛି। ପୁଣି ଜଣଉଚି ଜୟ ଜଗନ୍ନାଥ 🙏🏻

  • @loknathdalei4307
    @loknathdalei4307 9 днів тому

    Ati sundar bhajan jete sune le bi mana bharuni❤ jay jaganatha maha prbhu 🎉

  • @laxminarayanmohanty2073
    @laxminarayanmohanty2073 16 днів тому

    ଗୀତ, ସ୍ଵର ଏବଂ ଗାୟନ ସବୁ କିଛି ସୁନ୍ଦର ହୋଇଛି

  • @KICHAKESWARIRADIO
    @KICHAKESWARIRADIO 11 днів тому

    ଅତି ସୁନ୍ଦର ରାଣୀ

  • @kadambiniParija-d5q
    @kadambiniParija-d5q 16 днів тому

    Sai Ram, namaskar bahut Sundar kabita chamatkar swara .

  • @manikamohapatra106
    @manikamohapatra106 16 днів тому

    Bahut sundar bhai

  • @TheSabyasachi123
    @TheSabyasachi123 16 днів тому

    Bahut sunder.❤❤❤