ବିରୋଧୀ ଜଳୁଛନ୍ତି ଇର୍ଷାରେ - ଶୁଣନ୍ତୁ || Rath Yatra Controversy -2024

Поділитися
Вставка
  • Опубліковано 12 лис 2024

КОМЕНТАРІ • 252

  • @jaganmohanz
    @jaganmohanz 4 дні тому +15

    ।ଯାହା ହେଉ ବିଧି ହିସାବରେ କରନ୍ତୁ।
    କେହି ବିରୋଧି ନୁହଁନ୍ତି ,ଇସ୍କନ ଗୋଟିଏ ଭଲ ସଂସ୍ଥା ଏଥିରେ କୌଣସି ସନ୍ଦେହ ନାହିଁ ।
    କଣ ନିଜେ ରାଜା ଗଜପତି , ଶ୍ରୀ ଶଙ୍କରାଚାର୍ଯ୍ୟ ବି ବିରୋଧୀ ?
    କାରଣ ଜଗନ୍ନାଥ ର ସବୁ ରୀତି ନୀତି ଅପରିବର୍ତ୍ତିତ।
    ଆଉ ସବୁ ଓଡ଼ିଆ ଙ୍କ ର ଆରାଧ୍ୟ ।
    ଗୋବର୍ଦ୍ଧନ ପୀଠରେ ସ୍ଵୟଂ ଶ୍ରୀ ଶଙ୍କରାଚାର୍ଯ୍ୟ ଅଛନ୍ତି ।
    କିଛି ଜାଣିବାକୁ ହେଲେ ସମ୍ପର୍କ କରନ୍ତୁ।ସଠିକ୍ ଦର୍ଶନ ପାଇଯିବେ

    • @Amiya2510
      @Amiya2510 4 дні тому +2

      💯. . Pujyapad Jagadguru Shankaracharya Mahabhag nka Maargdarshan nei ki Konashi Dharm anushthaan ra aayojan karantu 🙏🔱🚩 JAY JAGANNATH 🚩

  • @ଓଡ଼ିଆପୁଅ-ଠ7ମ
    @ଓଡ଼ିଆପୁଅ-ଠ7ମ 4 дні тому +11

    କ୍ରିଷ୍ଣ ତ ଦ୍ୱାପର ଯୁଗରେ ଦ୍ୱାରିକା ର ରାଜା ଥିଲେ l ହେଲେ ଜଗନ୍ନାଥ ତ ସତ୍ୟ ଯୁଗରୁ ଅଛନ୍ତି l ଆପଣ କେମିତି କହୁଛନ୍ତି ଦ୍ୱାରିକା ଲୀଳାର ରହସ୍ୟ ଅନୁସାରେ ଜଗନ୍ନାଥ ସୃଷ୍ଟି
    ଦୟାକରି ବୁଝାଇ ଦିଅନ୍ତୁ ପ୍ରଭୁ 🙏🙏🙏

  • @earthisbeautiful2527
    @earthisbeautiful2527 4 дні тому +4

    Absolutely ISKCON is doing great work .
    Prabhu Kie kan kahuchi mun Jani nahin but Odinia Ratha Yatra Bandh Hau. Pruthibi sara Jagannathanka sabu nitikanti sastra anusare palana hau. Its my request to ISKCON. Ratha Yatra Gotieye samayare hau. Jay Jagannatha 🙏🙏🙏

  • @sandeepmohanty5033
    @sandeepmohanty5033 4 дні тому +1

    #isupportiskcon

    • @Skj980
      @Skj980 4 дні тому

      Be a devotee of krishna not the devotee of iskcon. Kaliyuga main fan following bohot jaldi ban jata hai

  • @amitkumarbehera8318
    @amitkumarbehera8318 3 дні тому +3

    ଓଡ଼ିଆ ଦେଢ଼ ଗୋଡ଼ିଆ ......କିଛି ବୁଝନ୍ତି ନାହିଁ ....... ଭଗବାନ ଏମାନଙ୍କୁ ସଦ୍ ବୁଦ୍ଧି , ସଦ୍ ଶିକ୍ଷା , ସଦ୍ ଜ୍ଞାନ ଦିଅନ୍ତୁ 🙏

    • @KrishnanayakNayak-t6e
      @KrishnanayakNayak-t6e День тому

      ମାଗହିଆ ତୁ କଣ ପଠାଣ ଛୁଆ ଅଦିନ ରେ ରଥ ଯାତ୍ରା ଠିକ୍ କି

    • @KrishnanayakNayak-t6e
      @KrishnanayakNayak-t6e День тому

      Iskcon କେହି ବିରୋଧ କରୁନାହାନ୍ତି ଅଦିନ ରଥ ଯାତ୍ରା କୁ ବିରୋଧ କରାଯାଉଛି
      ଛୋଡ଼ି କିଛି ନ ବୁଝିକି ଛୋଡ଼ି ହଉଛୁ

  • @meditationmusic6745
    @meditationmusic6745 5 днів тому +11

    Hare krishana dandabata pranam 🙏

  • @poojapradhan1989
    @poojapradhan1989 4 дні тому +2

    Hati jete bele rasta re eka chale hajare kukura asi paccha pate bhokanti jie jaha kahile v we know what iskcon has done for this society and i always support Iskcon bcz it's not only a society but also its my emotion❤ Hare Krishna 🙏🏻

  • @KrishnaSaranam
    @KrishnaSaranam 4 дні тому +11

    Thank you Gyanagamya Das ji for this beautiful educational video for our envious brothers

  • @PrakashPandaCreation
    @PrakashPandaCreation День тому +2

    ଆପଣ ତାହେଲେ ସ୍କନ୍ଧପୁରାଣ ,ପଦ୍ମପୁରାଣ,ସାରଳା ମହାଭାରତକୁ ମିଛବୋଲି ଦର୍ଶାଉଛନ୍ତି,,,,ସତ୍ୟଯୁଗର ରାଜା ଇନ୍ଦ୍ରଦ୍ବିମ୍ନ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରାଇଥିଲେ ଏହାକଣ ମିଛ , ତ୍ରେତୟାରେ ଶ୍ରୀରାମ ଦ୍ବାପରରେ ଶ୍ରୀକୃଷ୍ଣ ଥିବାବେଳେ ପଞ୍ଚୁପାଣ୍ଡବ ଆସିବା କଣ ମିଥ୍ୟା ?

  • @durgamadhabsahoo4032
    @durgamadhabsahoo4032 4 дні тому +6

    ଜନ୍ମାଷ୍ଟମୀ କୁ ନଭେମ୍ବର ମାସ ରେ ପାଳନ କର, ନଚେତ ଜଗନ୍ନାଥ ଙ୍କ ର କୌଣସି ପର୍ବ କୁ ଅନ୍ୟ ଦିନ ରେ କରୁଛ

    • @Educationforall9877
      @Educationforall9877 4 дні тому

      ଆଜ୍ଞା ଜନ୍ମାଷ୍ଟମୀ ମନ୍ଦିର ଭିତରେ ହୁଏ ଭଗବାନ ଙ୍କୁ ରାସ୍ତାରେ ଶୋଭାଯାତ୍ରା କରାଯାଏ ନାହିଁ. ରଥ ଯାତ୍ରାରେ ବାହାରେ ଭିଡ଼ ହୁଏ ସେଥିପାଇଁ ସରକାରଙ୍କଠୁ ଅନୁମତି ନେବାକୁ ପଡେ ପୁଣି ବିଭିନ୍ନ ଦେଶରେ ନିୟମ ଅଲଗା, ଋତୁ ବି ଅଲଗା ବରଫ ପଡେ ରଥ ଟାଣିବା ସମ୍ଭବ ନୁହେଁ. ସେଥିପାଇଁ ଅଲଗା ତିଥିରେ ବାଧ୍ୟ ହୋଇ କରିବାକୁ ପଡେ. ଇସ୍କନ ର ଲକ୍ଷ ନୁହେଁ ସଂସ୍କୃତି ଓ ପରମ୍ପରା କୁ ନଷ୍ଟ କରିବା.

  • @rajukishorekingal6738
    @rajukishorekingal6738 5 днів тому +13

    We support ISKON.

  • @abhimanyuparida7499
    @abhimanyuparida7499 4 дні тому +5

    Iskcon ଥିବାରୁ ଦେଶରେ ଧର୍ମ ଅଛି

  • @metaix2960
    @metaix2960 4 дні тому +6

    Jay jagannth 🙏🏼 Jay iskcon temple 🥰🇮🇳❤️🥰🥳🥳🥳🥳🥳🎊🎊

  • @lalitbhoi3115
    @lalitbhoi3115 4 дні тому +11

    ଇସ୍କନ ହିନ୍ଦୁ ଧର୍ମକୁ ସାରା ପୃଥିବୀରେ ଯେପରି ପ୍ରଚାର କରିଛି ଅନ୍ୟ କୌଣସି ହିନ୍ଦୁ ଧର୍ମୀୟ ସଂସ୍ଥା କରି ପାରି ନାହାଁନ୍ତି । ଭଗବାନଙ୍କ ଅଶେଷ ଆଶୀର୍ବାଦ ନଥିଲେ ଏହା ସମ୍ଭବ ନୁହେଁ । ଭଗବାନ ସମସ୍ତ ଜୀବର । ପୂର୍ବ ଜନ୍ମରେ ସଂସ୍କାର ଇଷ୍ଟ ଗ୍ରାହୀ କରେ ପାର ଜନ୍ମରେ । ପାଶ୍ଚାତ୍ୟ ଭକ୍ତ ସେହି ଅନୁସାରେ ୟୁଗଧର୍ମ ହରିନମ ସଙ୍କୀର୍ତ୍ତନ କରି କୃଷ୍ଣ ଭକ୍ତି ଲାଭ କରିଛନ୍ତି । ସେମାନେ ପ୍ରକୃତରେ ଯେତିକି ନିଷ୍ଠାର ସହିତ ହରିନମ କରୁଛନ୍ତି ଆମେ ଭାରତୀୟ ସେତିକି ସମର୍ପିତ ହୋଇ ପାରୁନୁ ।

    • @bipinbihariroul4379
      @bipinbihariroul4379 4 дні тому

      Jai sree Krishna 🙏

    • @Skj980
      @Skj980 4 дні тому +1

      ଖାଲି ପ୍ରଚାର କରି ଦେଲେ କିଛି ବି କରିବାକୁ ଲାଇସେନ୍ସ ମିଳି ଯାଏନି। Pyasa kuye ke paas aata hai, kua pyasa ke paas nahi jata, ଯାହାର ଭକ୍ତି ଥିବା ସେ ଭାରତ ଆସିବ କୃଷ୍ଣ ଙ୍କୁ ଦର୍ଶନ କରିବା ପାଇଁ।

    • @Skj980
      @Skj980 4 дні тому +1

      କୃଷ୍ଣ ଭକ୍ତ ହୁଅ ନାକି iskcon ଭକ୍ତ

    • @Skj980
      @Skj980 4 дні тому +1

      Iskcon ଯଦି ସତରେ କୃଷ୍ଣ ଭକ୍ତ ତେବେ ତାଙ୍କୁ ଜଗନ୍ନାଥ ସଂସ୍କୃତି କୁ ସମ୍ମାନ କରିବା ଉଚିତ୍। Hum bhakti karte hain iskcon ki tarah dikhawa nahi karte, iskcon ଏତେ ଅହଙ୍କାରୀ ହେଇ ଯାଇଚି ଯେ ଶଙ୍କରାଚାର୍ଯ୍ୟ ଙ୍କ କଥା ବି ଶୁଣୁନି

    • @KrishnaConciousness-f6f
      @KrishnaConciousness-f6f 3 дні тому

      @@Skj980 Prachar na karile Krishna bhakti kemiti asiba...???? Krishna bhagaban boli loko janibekemiti...Jadi semiti tha hele Jetebele nuaa sarkar gaade setebele sarkar prachar kana pai kare, Vote dia.. Vote dia.. Jadi sarkar prachar na kare tebe loko janibe kemiti kou sarkar loduchanti... Sehi pari ame jadi Bhagavannka bisyare prachar na kariba tebe loko janibe keimiti Bhagban kiye..!

  • @sagarikasamal6191
    @sagarikasamal6191 4 дні тому +3

    Hare krishna prabhuji pranam sabukichhi heuchi sastra padhibara abhab jahaki Iskcon prachar karuchi ki amaku kemnti jiban banchi bara achi taha mandhya ame janiparilu.ame sanatani hoiki Sanatan dharmra pracharku birodh kariba Tharu bada papa au kn heipare.amaku garba lagiba katha ki aji bideshra lokamankara jagannathnka upare sradha biswash ku dekhi.sanatani samastanku samabhabare dekhiba darkar.ama dharm amaku ehi sikshya deithai hare krishna haribol

  • @laxmikantasahoo1036
    @laxmikantasahoo1036 5 днів тому +5

    Hare Krishna 🙏 Dandavat Pranam Prabhu Ji 🙏 Please accept my humble obeisance onto your lotus feet 🌺.Jai Srila Prabhupada 🙏

  • @sasadharamishra5139
    @sasadharamishra5139 4 дні тому +6

    ସମସ୍ତେ ଜାଣିଛନ୍ତି ପୁରୀ ଲୋକ ମାନେ ସ୍ୱାର୍ଥ ବାଦି।

    • @jaganmohanz
      @jaganmohanz 4 дні тому

      @@sasadharamishra5139 ଦୟାକରି କୌଣସି ସମାଜ କୁ ଆକ୍ଷେପ କରନ୍ତୁ ନାହିଁ।
      ସମସ୍ତେ ଏ କଥା ବି ଜାଣିଛନ୍ତି
      ସେଇ ପୁରୀ ଜିଲ୍ଲା ରେ ଗୋପବନ୍ଧୁ ଙ୍କର ବି ଜନ୍ମ ,ଆଉ ଧର୍ମପଦ ବି . ଜନ୍ମ।

  • @rakeshchandrapradhan114
    @rakeshchandrapradhan114 4 дні тому +8

    ଆରେ ମୂର୍ଖ ଟିକେ ଭାବ ବାହାର ଦେଷ ରୁ ଆସିକି ବିଦେଶୀ ଧର୍ମ କୁ ପ୍ରଚାର ପ୍ରସାର କରୁଛନ୍ତି,,, ଆମ ଭାରତ ଦେଷରେ ଓଡ଼ିଶାରେ ବି,, କିନ୍ତୁ ଆମ ହିନ୍ଦୁଧର୍ମ କୁ ବିଦେଶ ରେ ପ୍ରଚାର ପ୍ରସାର କରୁଛନ୍ତି,, ତାହା ପୁଣି ଏତେ ବଡ଼ ସଂସ୍ଥା କରିକି,,, ଏଟା ଗୋଟେ ଛୋଟ କଥା ନାହିଁ 🙏🏻🙏🏻🙏🏻ଦୟାକରି ହିନ୍ଦୁ ହୋଇ ହିନ୍ଦୁର ଗୋଡ଼ ଟାଣନ୍ତୁନି 🙏🏻🙏🏻🙏🏻

    • @MrAacharya
      @MrAacharya 4 дні тому

      bhai prachara paieen tume jau Jagannathanku byabahar karuch se nije kahichanti barshare 2 thara baharaku baharibe.......... tume nijara byabasaya badheiba paieen jagannathanku manu naha....... eha murkhami

    • @sanatanisarojini
      @sanatanisarojini 4 дні тому +1

      ଏତେ ଶୁଣିଲା ପରେ ଆପଣ କଣ ବୁଝିଲେ

    • @jaganmohanz
      @jaganmohanz 4 дні тому

      @@rakeshchandrapradhan114 ଦୟାକରି କୌଣସି ଅଲଗା କୌଣସି ଗୋଷ୍ଟି ନା ବନେଇ । ଜଗନ୍ନାଥ ସଂସ୍କୃତ କୁ ଅକ୍ଷୁର୍ଣ୍ଣ ରଖନ୍ତୁ ।
      ନହେଲେ ରସୋଗଲା ଭଳି ପୁଣି କିଛି ଲୋକ କହିବେ ଜଗନ୍ନାଥ ଓଡ଼ିଶାରୁ ନୁହେଁ ଆଉ କେଉଁ ଠାରୁ

  • @RadhaR-t1y
    @RadhaR-t1y 5 днів тому +5

    Hare krishna

  • @chandramadhabdash6908
    @chandramadhabdash6908 4 дні тому +11

    ସତରେ ଏଇ ସେବାୟତ ମାନେ😅 ପରା ଦିନେ ଠାକୁରଙ୍କୁ ଉପାସ ରେ ରଖେଇ ଦେଇ ଥିଲେ । ସେତେବେଳେ ଶାସ୍ତ୍ର କୁଆଡେ ଗଲା ଶ୍ରୀ ମନ୍ଦିର ରେ ସେବାୟତ ଙ୍କ ଭିତରେ ଯେତକ କଳି ହଉଚି କେଉଁ ଘରେ ବି ସେତିକି ହେଉ ନଥିବ । ତାଙ୍କ ପରିସ୍ଥିତି ଯୋଗୁ ସେମାନେ ଅନ୍ୟ date ରେ କରୁଛନ୍ତି, । ଆଉ ଗୋଟିଏ କଥା ଆପଣ ମାନନ୍ତୁ କି ନ ମାନନ୍ତୁ ଜଗନ୍ନାଥ ଙ୍କୁ ସାରା ବିଶ୍ଵ ରେ ଇସ୍କନ୍ ହ୍ନି ପହଞ୍ଚାଇଛି। ଜୟ ଜଗନ୍ନାଥ
    ବାହାର ରାଜ୍ୟ ରୁ ଆସୁଥିବା ଲୋକ ଙ୍କୁ ସେବାୟତ କେମିତି ମାରନ୍ତି ସେଇଟା ସମସ୍ତଙ୍କୁ ଜଣା।
    ରୋଷ ଘର ର ଅଳ୍ପ ଭିତରକୁ ମୁ ଯାଇଥିଲି ସେଇଠି ଯୋଉ କୂଅ ରୁ ପାଣି ଅଣା ଯାଉଛି ତା ପାଖ ଜାଗା ପାନ ଛେପ ରେ ପରିପୂର୍ଣ ହେଉଛି। ବିଦେଶ ଇସ୍କନ୍ ର ରଥଯାତ୍ରା କୁ ବନ୍ଦ କରେଇ ପାରୁଛ ଯଦି ତେବେ ବାଂଲାଦେଶ ରେ ମୂର୍ତ୍ତି କୁ ଜଳା ଗଲା, ପୂର୍ବ ସରକାର ରଥ ବୁଲେଇଲା , ମଠ ଭାଙ୍ଗିଲା ,କାଇଁ ମହାରାଜ ତ କିଛି କହିଲେନି

    • @amitkumarbehera8318
      @amitkumarbehera8318 3 дні тому +1

      ଖୁବ୍ ସୁନ୍ଦର ଉପସ୍ଥାପନା ....👌
      ସନାତନୀ , ଜଗନ୍ନାଥ ସଂସ୍କୃତି ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି ସେମାନେ ତାକୁ ନିଜ ଜୀବନରେ କେତେ ଗ୍ରହଣ କରିଛନ୍ତି ତାହା ଈଶ୍ଵର ଜାଣନ୍ତି ।

    • @DeviprasadBal-y4q
      @DeviprasadBal-y4q 2 дні тому

      Ta mane aeia unhe jebe Ichha sebe rathyatra karibe
      Jagannath mahaprabhu nka Sabu parba ra gote tithi achi
      Ickon manaichha jaha kariba thik nuhe ,ta chada mahaprabhu Sri Jagannathnku Biswa re chinheiba pain iskon kie .
      Jagannathnka pain ta ame aau tanku chinheila bala kie achi aei Dunia re
      Jay Jagannath

    • @parsuramsahoo7509
      @parsuramsahoo7509 2 дні тому

      ସବୁ ପରେ ଜଗନ୍ନାଥ ହିଁ ଜଗତର ନାଥ ,ନିର୍ବୋଧ କେମିତି ଜାଣିବ ,।

    • @DeviprasadBal-y4q
      @DeviprasadBal-y4q 2 дні тому

      @@parsuramsahoo7509tathabi gote Odia hisab re aeitiki kahibi me prabhunka rathajatra tithi anusare heba darkar manuchi Jagannath samastanka ra Prabhu but show up Pain adinia rathajatra kariba thik nuhe ,sie Jagannath khelana nuhe aau Baki rahila asubidha
      Bahut Loka kahuchantii je America re asadha masa re baraf paduthibaru Sethi Ratha jatra re asubidha hue but google kariki dekhantu je America re winter season December thu February jae thae then asadha dwitiya re Ratha jatra kariba re asubidha kan Sethi ta July masa re baraf padeni na.
      Aau bhai Amara kahile sebayat mananka katha je semane Dian nk u upabas re rakhuchanti
      Tanku Pachari rakhibi prabhunka daily ritual bisayare kichi Jana achi
      Pratham bhogmandap,dwitia bhogmandap ,madhyanha dhupa aeimiti kete Niti pare hi bhoga lage
      Bhoga jaldi ready heithile bi Cheka bandha pare Jai bhoga lage
      Aau ama media wala ta trp pain news Prachar karuchanti je prabhu bhoka re Rahile aau apananka Pari loka mane se news ku nei sebayat mananku gali karuchanti
      Second of all gote loka ra good side dekhantu na ki only bad side Karana surya nadi nala Pokhari sabhuthare Kiran bitaran karanti
      Third of all aei vdo ra comment section re sebayat mananku anibara kichi justification nahi
      Tenu mo Mata re ickon kharap nuhe but sie krushnanku jetiki saman deichi Jagannath Sanskriti prati setiki samman dei tithi anusare rathajatra kale aei type ra jhagada aau habani
      Mahaprabhu Skanda puran re bi kahichanti:-
      Asadha masa sukla pakhya dwitiya ra tithi
      Punarbasu nakhyatra se Dina ra pahanti
      Sedina re rathajatra karibu ambhe khedi
      Dakshina murti bije karibu balagandi
      So ,mulapitha ra tithi aau ritual hisab re Sabuade Niti hele bahut bhala heba.
      Jay Jagannath

    • @pintusethi4290
      @pintusethi4290 День тому

      Au seithi hin sebayata mane patisra b katanti....se jaga bahut durgandha b hauthae...biswasa nahele jaiki dekha

  • @Prameshvlogg
    @Prameshvlogg 2 дні тому

    ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମରେ ନମସ୍କାର ✝️✝️✝️✝️✝️🙏🙏🙏🙏

  • @rakeshchandrapradhan114
    @rakeshchandrapradhan114 4 дні тому +8

    ମୁଁ ଜାଣେ ଇସ୍କନ କଣ କରିଛି ଆମ ହିନ୍ଦୁ ଧର୍ମ ପାଇଁ 🙏🏻

    • @Skj980
      @Skj980 4 дні тому

      Iskcon kichi karini, jaha karanti bhagwan swayam karanti

  • @jagabandhumallik3801
    @jagabandhumallik3801 5 днів тому +6

    Hare Krishna Prabhu ji Dandabat Pranam 🙏🙏🙏

  • @tapankumarsha
    @tapankumarsha 5 днів тому +5

    Hare Krishna dandavat pranam prabhuji

  • @SureshNayak-ic1jo
    @SureshNayak-ic1jo 4 дні тому +1

    Lastly, Hare Krishna Prabhuji, most fervent ly I pray Lord Jagannath and Lord Krishna for development of ideal preaching place like ISKCON, Bhubaneswar. Hare Krishna, Jay Jagannath!!! 🙏🙏🙏🙏🙏

  • @Maribhagabanj5w
    @Maribhagabanj5w 5 днів тому +6

    Hare Krishna prabhuji sahi kaha

  • @drsukantdas
    @drsukantdas 4 дні тому +1

    Let’s celebrate festivals together. Everyone everywhere has the right to celebrate festivals all around the world. It is unfortunate that some people are objecting. Jagannath is the lord of the universe and all his devotees must love and respect each other without differences and animosity

  • @Educationforall9877
    @Educationforall9877 4 дні тому +7

    ଆଜ୍ଞା ଜନ୍ମାଷ୍ଟମୀ ମନ୍ଦିର ଭିତରେ ହୁଏ ଭଗବାନ ଙ୍କୁ ରାସ୍ତାରେ ଶୋଭାଯାତ୍ରା କରାଯାଏ ନାହିଁ. ରଥ ଯାତ୍ରାରେ ବାହାରେ ଭିଡ଼ ହୁଏ ସେଥିପାଇଁ ସରକାରଙ୍କଠୁ ଅନୁମତି ନେବାକୁ ପଡେ ପୁଣି ବିଭିନ୍ନ ଦେଶରେ ନିୟମ ଅଲଗା, ଋତୁ ବି ଅଲଗା ବରଫ ପଡେ ରଥ ଟାଣିବା ସମ୍ଭବ ନୁହେଁ. ସେଥିପାଇଁ ଅଲଗା ତିଥିରେ ବାଧ୍ୟ ହୋଇ କରିବାକୁ ପଡେ. ଯେମିତି ଆମେରିକାରେ କେବଳ ଛୁଟି ଦିନରେ ହିଁ ଅନୁମତି ମିଳେ ରଥ ଯାତ୍ରା କରିବା ପାଇଁ. ଏମିତି କି ଆମେରିକାରେ କିଏ ବୁଧବାର ଦିନ ମରିଗଲେ ତାଙ୍କୁ ରବିବାର କିମ୍ବା ଛୁତିଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡେ ଜାଳିବା ବା କବର ଦେବା ପାଇଁ. ସାଇବେରିଆ ଭଳି ଦେଶରେ, ରୁଷିଆ ରେ ଜୁନ, ଜୁଲାଇରେ ବରଫର ଆସ୍ତରଣ. ଆଶାକରେ ବୁଝିପାରୁଥିବେ. ଯିଏ ସାରା ବିଶ୍ୱରେ ଜଗନ୍ନାଥ ସଂସ୍କୃତି କୁ ପ୍ରଚାର କରୁଛି ସିଏ କେବେ ବିଧର୍ମୀ, କି ଖରାପ ସଂସ୍ଥା ନୁହେଁ.ଇସ୍କନ ର ଲକ୍ଷ ନୁହେଁ ସଂସ୍କୃତି ଓ ପରମ୍ପରା କୁ ନଷ୍ଟ କରିବା.

    • @himansupatra9717
      @himansupatra9717 3 дні тому

      @@Educationforall9877 Russia ରେ vodka ହେଉଛି ସାଧାରଣ ପାନୀୟ. ତ ଜଗନ୍ନାଥ ଙ୍କୁ ଆପଣ vodka ବି ଦେଇଦେବ କି ? . ଜନ୍ମାଷ୍ଟମୀ କୁ ଛାଡି ଆଉ କେଉଁ ଦିନ କୃଷ୍ଣ ଜନ୍ମ ଉତ୍ସବ ପାଳନ କରୁଛନ୍ତି କହିଲେ ଆଜ୍ଞା. ନିଜ ସୁବିଧା ପାଇଁ ସବୁ ପ୍ରଥା କୁ ଆପଣଙ୍କ ହିସାବରେ customize କରନ୍ତୁ ନାହିଁ. ଓଡ଼ିଆ ହିସାବରେ ଆପଣଁକୁ ଅନୁରୋଧ. Iskcon ଓ ପ୍ରଭୁପାଦ ଙ୍କୁ ଆମେ ଭଲ ପାଉ କିନ୍ତୁ ଏହି ସବୁ କାର୍ଯ୍ୟକ୍ରମ ବଡ ଦୁଃଖ ଦେଉଛି l ଜୟ ଜଗନ୍ନାଥ

    • @rskbmohapatra2364
      @rskbmohapatra2364 2 дні тому

      ତାଙ୍କ ସଂସ୍ଥା ଅତୀତରେ ଶ୍ରୀକ୍ଷେତ୍ରରେ ଅଦିନରେ ରଥଯାତ୍ରା କରିବା ପାଇଁ ଚେଷ୍ଟା ଚଳାଇଥିବା କାରଣ ବିଷୟରେ କୁହନ୍ତୁ।

  • @ArunDas-hc5zz
    @ArunDas-hc5zz 3 дні тому +3

    ଯିଏ ଇସ୍କନ କୁ ବିରୋଧ କରୁଛି ସେ ହିନ୍ଦୁ ବା ସନାତନ ନୁହେଁ ।ଯେ ପରି ହିନ୍ଦୁ ହୋଇ ସେକୁଳର ନାମରେ ହିନୁ ବିରୋଧୀ, ଭୋଟ ପାଇଁ ,। ରାମ ତାଙ୍କ ଭାଇ ପାଇଁ ନିଜୟ ପାଇଲେ ।ରାବଣ ତା ଭାଇ ପାଇଁ ପରାଜିତ ହେଲା ।ପୃଥିବୀରେ ଲୁପ୍ତ ପ୍ରାୟ ହିନ୍ଦୁ ଧର୍ମ କୁ ପୁନଃ ଉଦ୍ଧାର ରେ ଇସ୍କନ ର ଭୂମିକା ଚିର ସ୍ମରଣୀୟ ।

  • @ManojKYadav-xd4wh
    @ManojKYadav-xd4wh 5 днів тому +4

    Hare krishna pr ji Dandvat pranaam

  • @SKCREATIONB
    @SKCREATIONB 5 днів тому +5

    Hare krishna 🙏

  • @sasadharamishra5139
    @sasadharamishra5139 4 дні тому +1

    କୃଷ୍ଣ ଙ୍କ ସ୍ତ୍ରୀ କିମ୍ୱା ପ୍ରେମିକା ରାଧା ନୁହନ୍ତି। ଯିଏ ରାଧା ସିଏ କୃଷ୍ଣ। ରାଧା କୃଷ୍ଣ ଙ୍କର ପରମ ଭକ୍ତ। ରାଧା ଥିଲେ କୃଷ୍ଣ ନାହିଁ କୃଷ୍ଣ ଥିଲେ ରାଧା ନାହିଁ।

    • @JagannathMohanty-s1u
      @JagannathMohanty-s1u 4 дні тому

      ଧନ୍ୟବାଦ୍ ଆପଣଂକ coment bhala ଲାଗିଲା

  • @banashreemuduli5020
    @banashreemuduli5020 День тому

    ଜୟ ଶ୍ରୀ କୃଷ୍ଣ ଜୟ ଶ୍ରୀ କୃଷ୍ଣ ଜୟ ଶ୍ରୀ କୃଷ୍ଣ।ଇସ୍କନ ସଂସ୍ଥାକୁ ବିରୋଧ କରିବା ମାନେ ଆମ ହିନ୍ଦୁ ଧର୍ମର ପୂର୍ଣ୍ଣ ଅସାମଞ୍ଜସ୍ୟ ।

  • @PRIYAPARITOSHPANDA
    @PRIYAPARITOSHPANDA 5 днів тому +3

    ହରେ ରାମ ହରେ ରାମ ରାମ ରାମ ହରେ ହରେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ.

  • @Bestlife31808
    @Bestlife31808 4 дні тому +1

    love U କୃଷ୍ଣ family ❤

  • @Bestlife31808
    @Bestlife31808 4 дні тому +1

    କୃଷ୍ଣ =ଜଗନ୍ନାଥ ❤❤❤

  • @narmadaparida7132
    @narmadaparida7132 4 дні тому

    Harekrishna 🙏 Dandavat Pranaam 🙇‍♀️ Haribol🙏Jaya Shree Jagannath 🙏🙇‍♀️

  • @learningchanel7108
    @learningchanel7108 18 годин тому

    ଇସ୍କନ ର ଅଦିନିଆ ରଥଯାତ୍ରା କୁ ban କର

  • @Amiya2510
    @Amiya2510 4 дні тому +1

    Riti, Niti, Tithi, Vidhi, Nishedh, Muhuurat, Asabu ku atikraman kari ki Konashi prakaar ra dharm anushthaan Ayojoyan karantu nhi Samsta nkara mangala haba. JAY JAGANNATH 🙏🔱🚩

  • @debasissahoo5850
    @debasissahoo5850 4 дні тому +2

    Harekrushna Prabhu 🙏

  • @jagadishpadhy8049
    @jagadishpadhy8049 4 дні тому +1

    ତୁମ ଅନୁସାରେ ବିରୋଧି କିଏ ? ଯିଏ ଇସ୍କନକୁ ବିରୋଧ କରୁଛି ସିଏ ବିରୋଧି ନା ଯିଏ ସନାତନ ଧର୍ମକୁ ବିରୋଧ କରି ସେ ବିରୋଧି ?

  • @pradeepkumarbehera9854
    @pradeepkumarbehera9854 2 дні тому

    Ok Bhai correct it is true fact

  • @manjupradhan1906
    @manjupradhan1906 4 дні тому +2

    Hare Krishna Prabhu dandavat pranam

  • @hareKrishna687-x1o
    @hareKrishna687-x1o 4 дні тому +4

    ଏମିତି କଣ title ରହିଛି???????
    ଇସ୍କନ କିଛି ବି ଧର୍ମ ନୁହଁ ବାସ୍ ଆମ ସନାତନ ଧର୍ମକୁ ବଞ୍ଚାଇ ରଖିବାର ଏକ ଉତ୍ତମ ମାର୍ଗ!! ଆଉ ଜଗନ୍ନାଥ କିଏ କୃଷ୍ଣ କିଏ!!!!!! ସେ ହିଁ ଜଗନ୍ନାଥ ସେ ହିଁ କୃଷ୍ଣ!! ଆଉ ପୁଣି ଏ ବାଦ ବିବାଦ କାହିଁକି!!?

  • @gopeshwari546
    @gopeshwari546 2 дні тому

    ହରେ କୃଷ୍ଣ ପ୍ରଭୁ ଜୀ 🙏🏼

  • @binodray8258
    @binodray8258 4 дні тому

    ପୂଜ ନିଜେ ଗୁରୁଧାରା ଶିଖାଆ ସଂସାର ସାରା

  • @RadheKrishna-u8d
    @RadheKrishna-u8d 4 дні тому +1

    Thik kahile prabhu ji🙏

  • @raghunarhkarjee947
    @raghunarhkarjee947 2 дні тому

    ଜୟ ଜଗନ୍ନାଥ 🙏🙏🙏🙏🚩🚩🚩

  • @JagannathMohanty-s1u
    @JagannathMohanty-s1u 4 дні тому

    ଆମର କଣ ଅଉକାତ୍ ଅଛି ମହାପ୍ରଭୁ ଙ୍କ ସଂସ୍କୃତି କୁ ଆଗେଇବାର😮😮😮

  • @KrishnaConciousness-f6f
    @KrishnaConciousness-f6f 3 дні тому +1

    Hare Krishna prabhu ete sunder vedio... Ehi vedio kebe asiba boli mu apekya karithili... Sesare asigala... Jadi ehi vedio dekhiki kiye bhuji parilani ISKCON kana taa hele semane gote 1no Irshalu loka.... Ethire jana padijiba je loko ISKCON au Krishnaku au Jagannath nku Irsha karuchi boli.. Jemiti Rabana, Kansa... Janineba emane sei catageory ra loko...Ehi bhaliya loka hi marila pare narka jai kukura hei janma nianti....Jadi emanka katha ku suna jaye tha hele ame bhi narka gami hei kukura heba..Tenu ehi Kukura manka katha naa suni khatir naa kari ISKCON ku agaku badeiba darkar..Srila Prabhupad au Jagannath ama saha achanti sabu samadhan karibe...Jai Jagganath. 🙏🙏

  • @santoshkumar.omsairam8687
    @santoshkumar.omsairam8687 4 дні тому

    ହରେ କୃଷ୍ଣ ପ୍ରଭୁଜି ଦଣ୍ଡବତ ପ୍ରଣାମ

  • @PratimaNaik-k5u
    @PratimaNaik-k5u 4 дні тому +1

    Hare Krishna prabhuji

  • @sanatanisarojini
    @sanatanisarojini 4 дні тому

    Haribol 🙏🙏🙏🙏🙏❤❤

  • @Thabira215
    @Thabira215 4 дні тому +1

    Jai Jagannath Jai iskcon temple

  • @niranjanapatnaik
    @niranjanapatnaik 4 дні тому +4

    କିଛି ଇର୍ଷା ନାହିଁ, ଏମାନେ "ବୈଷ୍ଣବ ଅପରାଧ" ଏବଂ " ଇର୍ଷା " ବାହାନାରେ ନିଜର ଭୁଲ ରୁ ବର୍ତିବାକୁ ଚେଷ୍ଟା କରନ୍ତି l
    ହୁଏତ ସମସ୍ତ ISKCON ବ୍ରହ୍ମଚାରୀ କିମ୍ବା ଗୁରୁ ଭୁଲ ନୁହଁନ୍ତି l

    • @mathx5447
      @mathx5447 3 дні тому

      Apana gote dina re ei conclusion re pahanchi paribeni
      Apana janichanti kn?
      Apana asantu lecture sunantu
      Then conclusion re pahanchantu

  • @hareKrishna687-x1o
    @hareKrishna687-x1o 4 дні тому +1

    ଆମ ସଂସ୍କୃତି ହେଉଚି ଜଗନ୍ନାଥଙ୍କର ତେଣୁ ତାଙ୍କର ଏ କଳିଯୁଗ ଅବତାର ରେ ତକ ନୀତି ଆଦର୍ଶ ପରମ୍ପରା ରହିବା ଉଚିତ୍!! ତା ସହ ବି ଅନ୍ୟ କିଛି !!!

  • @Biswastudypoint
    @Biswastudypoint 4 дні тому +4

    ଇସ୍କନ ଠାରୁ କିଛି ଦରକାର ନାହି.... କେବଳ ସନାତନ ନିୟମ ମାନିକି ଚଳିବା ଦରକାର

    • @ଓଡ଼ିଆପୁଅ-ଠ7ମ
      @ଓଡ଼ିଆପୁଅ-ଠ7ମ 4 дні тому +1

      ସନାତନ ନିୟମ କଣ ଭାଇ?

    • @Biswastudypoint
      @Biswastudypoint 4 дні тому

      @ଓଡ଼ିଆପୁଅ-ଠ7ମ ଶାସ୍ତ୍ର ଅନୁଯାୟୀ

    • @jaganmohanz
      @jaganmohanz 4 дні тому

      ନିହାତି ସ୍ୱୟଂ ଶଙ୍କରାଚାର୍ଯ୍ୟ ଅଛନ୍ତି ୟେ ୟେ ସ୍ୱଳ୍ପ ଜ୍ଞାନୀ ଙ୍କ ଜ୍ଞାନ ର ଆବଶ୍ୟକ ନାହିଁ।

  • @bhubanidalei6730
    @bhubanidalei6730 4 дні тому

    Hare Krishna pranam 🙏❤❤❤

  • @sasadharamishra5139
    @sasadharamishra5139 4 дні тому

    ଜଗନ୍ନାଥ ଙ୍କ ମନ୍ଦିର କରାଇ ଦେଲେ ନାହିଁ।

  • @HumanwithScience-k4z
    @HumanwithScience-k4z 2 дні тому +1

    ଏମାନେ ମାନସିକ ରୋଗୀ, ଏମାନଙ୍କୁ ଡାକ୍ତରଖାନା ନିଆଯାଉ !!

  • @ajitmeher3637
    @ajitmeher3637 4 дні тому

    Jai Jagannath, Jai Iskon, Kintu Ratha Yatra Asadha Sukla Dwitiya Tithi re Karantu, Hare Krushna

  • @sitaramrauta5168
    @sitaramrauta5168 4 дні тому +2

    ବିରୋଧୀ କହାକୁ କହୁଛନ୍ତି ଯେଉଁ ମାନେ ସ୍ୱର ଉଠେଇଲେ ସେମାନେ ପ୍ରଭୁ ଜଗନ୍ନାଥ ପ୍ରେମୀ ।ତମ ବେପାର କୁ ବିରୋଧ କରୁଛୁ

    • @KrishnaSaranam
      @KrishnaSaranam 4 дні тому

      @@sitaramrauta5168 Krishna Bhakti's business

  • @rabindranath1009
    @rabindranath1009 22 години тому

    Ok

  • @pn3495
    @pn3495 3 дні тому

    🙏🙏🙏

  • @chinmayanayak8280
    @chinmayanayak8280 4 дні тому

    Joy jagannath swamy nayana patha gami bhabatu main

  • @manaschihnara3722
    @manaschihnara3722 4 дні тому

    Haribol Jay srila Prabhupada ❤❤❤

  • @abinashrout9108
    @abinashrout9108 2 дні тому

    Sir we want iskon grow
    But some people pull legs

  • @odiatech5648
    @odiatech5648 4 дні тому +1

    mudra ra duiti parswa thae

  • @shreedipti1988
    @shreedipti1988 4 дні тому

    Sir। କିଛି ନିୟମ କଣ ପାଇଁ ତିଆରି ହେଇଛି। କଳିଯୁଗ ର ସେଇଥି ପାଇଁ ଆପଣ ମାନେ ଏମିତି କରିଛନ୍ତି।
    Q-2, ଗୋଟେ ମା ତା ଛୁଆ କୁ 10 ମାସ 10 ଦିନ ଗର୍ଭ ରେ ଧରେ, ଆପଣ କହୁଛନ୍ତି 2 ମାସ 3 ମାସ 15 ମାସ ରେ ଛୁଆ ଜନ୍ମ କରିବା କୁ କହୁଛନ୍ତି।

    • @karanjena1766
      @karanjena1766 4 дні тому

      DR AMBEDKAR KU APDHA KALIHJUGA FALIJUGA KAICHI ANHI SOCIAL CONSPIRACY BY ARYAN

  • @himansupatra9717
    @himansupatra9717 4 дні тому

    ହଁ ଜଗନ୍ନାଥ ଇସ୍କନ ଆସିବା ପରେ ଆସିଲେ ଏ ଧରା ପୃଷ୍ଠ କୁ.

    • @mathx5447
      @mathx5447 3 дні тому

      Agyn nahi
      Iskcon asiba pare jaganath jagata ra nath hoi parile
      Kebala odisha ki bharata re bandi hei rahile nahi

    • @himansupatra9717
      @himansupatra9717 3 дні тому

      @mathx5447 ହଁ ଆପଣ ମାନେ ଜଗନ୍ନାଥ ଙ୍କୁ ବାହାର ଦୁନିଆ ଦେଖାଇଲେ. ଏ ଗର୍ବ ବେଶୀ ହେଇଯାଉଛି. ଆପଣ ମାନେ ଧର୍ମ ପୁସ୍ତକ ସହ ଓଡିଆ ଇତିହାସ ବି ଟିକିଏ ପଢ଼ନ୍ତୁ. Jadi ପାରୁଛନ୍ତି ସୁରେନ୍ଦ୍ର ମହାନ୍ତିଙ୍କ ନୀଳଶୈଳ, ନିଳାଦ୍ରି ବିଜେ ପଢ଼ନ୍ତୁ. ବୁଝିପାରିବେ ଗୋଟେ ଓଡ଼ିଆ ପାଇଁ ରଥ ୟାତ୍ରା କଣ. ଯେହେତୁ ଓଡିଆ ମାନେ ଚିରକାଳ ଶାନ୍ତ ତେଣୁ ଆପଣ ମାନେ ଏପରି କରୁଛନ୍ତି. ଯୋଉ ଚୈତନ୍ୟ ଜଗନ୍ନାଥ ଙ୍କ sarana ରେ ଆସି ପୁରୀ ରେ ଜୀବନ କାଟିଲେ, ତାଙ୍କ ଅନୁଗାମୀ ହୋଇ ଆପଣ ମାନେ କହିବେ ଆମ ଯୋଗୁ ଜଗନ୍ନାଥ ଙ୍କୁ ଦୁନିଅl ଜାଣିଲା ତାହା ଆପଣ ମାନଙ୍କ ଅହଙ୍କାର ର ନମୁନା. ଜଗନ୍ନାଥ ଆପଣ ମାନଙ୍କ ମଙ୍ଗଳ କରନ୍ତୁ ଓ ସଦ୍ ବୁଦ୍ଧି ଦିଅନ୍ତୁ.

  • @Biswastudypoint
    @Biswastudypoint 4 дні тому

    ଆପଣମାନଙ୍କର ବିରୋଧୀ କିଏ ????

  • @SureshNayak-ic1jo
    @SureshNayak-ic1jo 4 дні тому +1

    Please, please, please, Hare Krishna Prabhuji Dandavat Pranaam!!! Kindly and graciously try to understand that Lord Jagannath is not a BRAND like OPPO, VIVO, or SAMSUNG. Sri chaitanya Mahaprabhu and Lord Jagannath Mahaprabhu, and Shrikrishna, Radhakrishna are one and all Almighty. Your Prabhuji, Maharaj s and Gurus are failing to establish that Nirakar Bramha, instead trying to distinguish your selves from Gaudiya s and SUDDHA Utkaliya culture of Jagannath sanskriti. Please be patient to learn the Bhajans of Abhiram Param Hamsa, Bhajans and Srila Bhakti Vinod Thakur, Kabiraj Goswami, Jayadev Goswami, Bhakti Siddhant Saraswati Thakur. Present ISKCON is being diverted from the mainstream. If you learn thinkings of Roop Goswami, you Lordship will find Hon'ble Roop Goswami Pad said this TATTWA of Lord Krishna, if used for personal gain or to gain personal name and fame, I will course him/them. ISKCON DHARMA word is being frequently used by your prabhuji s which is pathetic. So, in short, the SUDDHA BHAKTI is now a days being develop ped to a mixed Bhakti. If bhakti is mixed with Gyan or Karma it is not SUDDHA. So, though I appreciate and pray prabhuji your explain ation, kindly don't feel bad on the comments made by people on "ADINIYA RATHA JATRA. Hare Krishna, Jay Jagannath!!

  • @Skj980
    @Skj980 4 дні тому

    ଖାଲି Popular ହେଇ ଗଲେ କିଛି ହବନି। Popular ତ laden ବି ଥିଲା, shahahrukh khan ବି popular, modi ବି popular, justin beiber ବି popular, bts ବି popular.. ସେଇତୀ ପାଇଁ ଭକ୍ତିରେ popularity ର କିଛି value ନ ଥାଏ।

    • @mathx5447
      @mathx5447 3 дні тому

      Popularity ra katha uthini
      Bhakti bisaya re samaste jananti
      Kintu kie eha ku prati ghare ghare pahanchaila
      Kie madua mana nku manisa baneila
      Sei katha padichi
      Eita ku aji paryant kehi Kari pari nathile

    • @mathx5447
      @mathx5447 3 дні тому

      Apana shahrukh Justin Bieber bts thu bhakti pai paribeni mr. @skj980

  • @ratnakarbal3669
    @ratnakarbal3669 4 дні тому

    Why people raised their finger towards ISKON ? Clarify

  • @brajeswarsahoo1202
    @brajeswarsahoo1202 4 дні тому

    Sir jyada jaldi hey to fighter jet use Karo aur time bachega .

  • @pramilaparida9008
    @pramilaparida9008 2 дні тому

    Due to lack of commonsense some people misleads and create nuisance in the public

  • @brajeswarsahoo1202
    @brajeswarsahoo1202 4 дні тому

    today 1 dollar =84.38 rupees

  • @JagannathMohanty-s1u
    @JagannathMohanty-s1u 4 дні тому

    100th years re ତୁମେ ଆସି ଜଗନ୍ନାଥ ସଂସ୍କୃତି କୁ ଆଗେଇ ନେଲ,ଆଉ ସବୁ କଣ ଭାଙ୍ଗ ଖାଇ ଥିଲେ😂😂😂😂

    • @adityakumarsahoo9865
      @adityakumarsahoo9865 4 дні тому +1

      Ei ageiba chaitanya mahaprabhu predict karithile jauta srila prabhupad kale

  • @srini_dev
    @srini_dev 4 дні тому +1

    ଶ୍ରୀମନ୍ଦିର ନୀତି ତଥା ଶାସ୍ତ୍ର ବିରୋଧରେ ଯାଇ, ଅଦିନିଆ ରଥଯାତ୍ରା କରି ଆସିକି ସଫେଇ ହେଲେ ଏଠି।
    ତମ ଚଉଦ ପୁରୁଷରେ କିଏ ଗାଲୁଆ ଥିଲେ ନା ତମେ ବା? ଓଡ଼ିଆ ହେଇ, ଓଡ଼ିଆ ଭାଗବତ କେବେ ପଢ଼ିଛ ନା ଖାଲି କିଏ କଣ କହିଛି ସେଇଟାକୁ ପଢ଼ୁଛ? ଭାଗବତ ପଢ଼ିକି ଆସିକି ପ୍ରବଚନ ଦିଅ। କହିଲେ କଣ ନା "ଜଗନ୍ନାଥ ହେଲେ କୃଷ୍ଣଙ୍କ ଅଂଶ"
    "ଜଗନ୍ନାଥ ଯେ ଷୋଳକଳା
    ତହୁଁ କଳାଏ ନନ୍ଦ ‌ବଳା ।
    କଳାକେ ଷୋଳକଳା ହୋଇ,
    ଗୋପେ ଜନ୍ମିଲେ ଦେହ ବହି ॥"
    ~ ଭାଗବତ
    ଦ୍ୱାରିକାର କେହି ରାଜା ନଥିଲେ ବୋଲି, ୟେ ମହା ମୁର୍ଖ ଜାଣି ନାହାନ୍ତି। ଯଯାତି ଙ୍କ ପାଖରୁ ସେମାନେ ଅଭିଶାପ ପାଇଥିଲେ ବୋଲି ଏତିକି ବି ଜାଣି ନାହାନ୍ତି।
    କୃଷ୍ଣ ଙ୍କ ନାମ ଠିକ୍ ରେ ଉଚ୍ଚାରଣ କର, କ୍ରିଶ୍ନ ନୁହେଁ।
    ଲକ୍ଷ୍ମୀ ଙ୍କ ନାମ ଠିକ୍ ରେ ଉଚ୍ଚାରଣ କର, ଲକଷ୍ମୀ ନୁହେଁ।
    ତମେ ଦୀକ୍ଷା ଦିଅ ଶିକ୍ଷା ଦିଅ କିଛି ଅସୁବିଧା ନାହିଁ, ହେଲେ ପଇତା ଦେବାକୁ କିଏ ଅଧିକାର ଦେଲା?
    ଅସୁବିଧା ଏହା କି, କୃଷ୍ଣଙ୍କୁ ସବୁର କେନ୍ଦ୍ର ବିନ୍ଦୁ କରି ଦେଉଛ ତମେ। ମହା ବିଷ୍ଣୁଙ୍କ ବିଷୟରେ ପଢ଼, ସଦା ଶିବଙ୍କ ବିଷୟରେ ପଢ଼, ପରା ଶକ୍ତିଙ୍କ ମହାତ୍ମ୍ୟ ଉପଲବ୍ଧି କର। ପରେ ଆସି ଗପିବ।

    • @mkn161
      @mkn161 4 дні тому

      କି ଛି ବି ଜାଣି ନାହ।

    • @srini_dev
      @srini_dev 4 дні тому

      @@mkn161 କୋଉଠିକି ଆସିବି କୁହନ୍ତୁ ଆଲୋଚନା କରିବାକୁ, ପରେ ଜାଣିବେ କି କିଏ କଣ ଜାଣିଛି।

    • @adityakumarsahoo9865
      @adityakumarsahoo9865 4 дні тому

      Gaudia madhav sampradaya ru ISKCON

    • @srini_dev
      @srini_dev 3 дні тому

      @@mkn161 ହଉ। ଶାସ୍ତ୍ରରେ ବାହାରକୁ ଯାଇ ସବୁ କର।

  • @subhrajyoti7809
    @subhrajyoti7809 4 дні тому

    ଭୁଲ କାଇଁକି କରିବ କଳଙ୍କ ଧୋଇବ.. ଆପଣ ରାମ ଙ୍କୁ ଡାକ ଜଗନ୍ନାଥ ଙ୍କୁ ବି ସେ କଳି ଯୁଗରେ ଜୀବନ୍ତ ଦେବତା

    • @mathx5447
      @mathx5447 3 дні тому

      First kuhantu
      Ram kie jagannath kie

    • @subhrajyoti7809
      @subhrajyoti7809 3 дні тому

      @mathx5447 ଇସ୍କନ କିଏ

    • @mathx5447
      @mathx5447 3 дні тому

      @@subhrajyoti7809 krishna bhavana sangha

    • @mathx5447
      @mathx5447 3 дні тому

      There's no difference between krishna,ram and jagannath

    • @mathx5447
      @mathx5447 3 дні тому

      Jei goura sei krishna sei jagannath

  • @ranjitsahu3382
    @ranjitsahu3382 4 дні тому +1

    🙏 ଜୟ ଜଗନ୍ନାଥ 🙏
    ମୋତେ ଲାଗୁଛି ଆପଣ ସ୍କନ୍ଦ ପୁରାଣ ପଢ଼ି ନାହାନ୍ତି କାରଣ ଜଗନ୍ନାଥ ହେଉଛନ୍ତି ସତ୍ୟ ଯୁଗର ।
    ସ୍କନ୍ଦ ପୁରାଣ ପଢ଼ିଲେ ଆପଣ ଜଗନ୍ନାଥଙ୍କ ବିଷୟରେ ଜାଣିପାରିବେ।

    • @bhaskarsahoo4783
      @bhaskarsahoo4783 4 дні тому

      ଆପଣ ଆଉଥରେ ପାଠକରନ୍ତୁ

  • @adwaitkumardash9795
    @adwaitkumardash9795 4 дні тому

    Bro if u can then debate with Brahmans in jagannath temple
    Making videos in ur room and overemphasising that we preach won't make much sense

  • @ashokkumardas2181
    @ashokkumardas2181 4 дні тому

    Topic of Rath Yatra.

  • @TapasiMASK
    @TapasiMASK 4 дні тому

    Kalki Avatar

  • @bumblebee-x9u
    @bumblebee-x9u 4 дні тому +2

    Just reply to this question.
    Can I celebrate Janmashtami on any date I wish to propagate the significance of Janmashtami?
    If not then why do Rath Yatra on any date. Dates have a significance. It should be done on dates unless there are certain circumstances. Tell me what are the circumstances for ISKCON Houston to do it in November. If no reason simply apologise without this drama. It's clear that there is no reason that's why multiple videos were published but nowhere reason is mentioned.
    This is just toying around with Lord Jagannath for publicity and overall leading to donation.

    • @mathx5447
      @mathx5447 3 дні тому

      Because in July the weather of Houston is not comfortable for doing ratha Yatra.

  • @ghasinayak4616
    @ghasinayak4616 4 дні тому +2

    ଯାହା କରୁଛନ୍ତି କରନ୍ତୁ କିନ୍ତୁ ବିଧି ବିଧାନ ଅନୁଯାୟୀ କରନ୍ତୁ ଯେମିତି କି କାହାରି ସଂସ୍କୃତି କି ଭାବନାକୁ କଷ୍ଟ ନ ହୁଏ। ଜୟ ଜଗନ୍ନାଥ

    • @Lavdesh999
      @Lavdesh999 4 дні тому

      christian mananka kichi bidhi bidhan na thae. countries aau dharma ku kebala bivajita kariba taanka lakhya.

  • @sachitradas6257
    @sachitradas6257 22 години тому

    😂😂😂😢😢

  • @panditnilamanipanda6638
    @panditnilamanipanda6638 4 дні тому +1

    କେଉଁ ମାୟାରେ ଅଦିନିଆ ରଥଯାତ୍ରା ଆୟୋଜନ କରୂଛି।ଆପଣ କିପରି ଜଗନ୍ନାଥ ମହାପ୍ରଭୁଙ୍କ ମାନ ଵଢାଉଛନ୍ତି କିପରି କହି ପାରୁଛନ୍ତି। ଆପଣ ଏତେ ବଡ ଯେ ଜଗନ୍ନାଥ ଙ୍କ ମାନବଢାଇ ଛନ୍ତି। ଆପଣ ସ୍କନ୍ଦ ପୁରାଣ ଦେଖି ନାହାନ୍ତି।

    • @adityakumarsahoo9865
      @adityakumarsahoo9865 4 дні тому

      Srila prabhupad jagannath nku neiki kana karichhanti janantu tapare kahibe

  • @debabratanayak2029
    @debabratanayak2029 2 дні тому

    Raja Endradyumna ta satya jugara au Lord Jagannath bi satyajugara so Shree Krishna kemiti Jagarnath hele re bhai ans dia

  • @santoshpatra7019
    @santoshpatra7019 4 дні тому +1

    ପରୋକ୍ଷ ରେ ଆପଣ ଜଗନ୍ନାଥ ପ୍ରେମି ଙ୍କୁ ବିରୋଧି ଏବଂ ଇର୍ଷାଳୁ କହିଲେ.ଏମିତି ଟାଇଟେଲ ରଖି ଜଗନ୍ନାଥ ପ୍ରେମୀଙ୍କୁ ଉପେକ୍ଷା କରୁଛନ୍ତି...

    • @jyotiprakashsahoo1292
      @jyotiprakashsahoo1292 4 дні тому +1

      ଡହରା ସବୁ ଏମାନେ ବାକ୍ୟ ବୀର କର୍ମବୀର ନୁହେଁ

  • @pradeepkumarbehera9854
    @pradeepkumarbehera9854 2 дні тому

    Sabu natar gobardhana hauchanti Puri panda sebayat a manku bhika miliba nahi gold chain pindhibe kouthu

  • @haraprasannajena7909
    @haraprasannajena7909 4 дні тому

    Kahinki, man ichha karuchha, jaha niyam hisabare Kara hela.

  • @LaxmanKumarBeheraF
    @LaxmanKumarBeheraF 4 дні тому

    Je sabu niti niyam re karantuu

  • @swapnilpattnayak6193
    @swapnilpattnayak6193 2 дні тому

    Ratha Yatra dino rata Yatra karo kie mana karuchi adiniya Kariba ta kn thikk

  • @jyotiprakashsahoo1292
    @jyotiprakashsahoo1292 4 дні тому +1

    ଏତେ କଥା କୁହନି ଭୁବନେଶ୍ୱର iscon ମନ୍ଦିର ରେ ଜଗନ୍ନାଥ ଙ୍କୁ ରଖି ସେଠି piza, burgger bepar ଚଳେଇଛ... ପ୍ରଭୁପାଦ ଙ୍କ ରାସ୍ତା ରେ ଆଉ ତମେ ମାନେ ନାହଁ। ହଁ iscon ର ସବୁ ଅନୁଗାମୀ ସେହିଭଳି ନୁହେଁ... ଖାଲି ଜ୍ଞାନ ପେଲୁଛ.. ଓଡ଼ିଆ ଲୋକ ଙ୍କୁ ଜଗନ୍ନାଥ ଙ୍କ କଥା କହି ପଇସା ନେଉଛ ନା 🤣🤣

    • @mathx5447
      @mathx5447 3 дні тому

      Apana asiki khauchanti😂😂

    • @jyotiprakashsahoo1292
      @jyotiprakashsahoo1292 3 дні тому

      @mathx5447 ହଁ ମୁଁ ତ ଯାଇଥିଲି ବୋଲି କହୁଛି.. କାଇଁ ମନ୍ଦିର ଯିବା କଣ ପାପ କି??

  • @pravasbigaim9144
    @pravasbigaim9144 4 дні тому

    Bidhi anushara re kar n hele karani

    • @mathx5447
      @mathx5447 3 дні тому

      Sabu bidhi re hi hauchi
      But situation jadi sath dabani tahele kn ame bhagawan nku chadi dabu

  • @MrAacharya
    @MrAacharya 4 дні тому

    ame janichu jie krushna, sehi Rama ebam ebe se Jagannath, kintu tume Ramanku mana nahi.......

    • @sujitdalai4085
      @sujitdalai4085 4 дні тому

      ଜାଣିନ ଯଦି ମୂର୍ଖ ପରି କୁହନି । ରାମ ବି Iskcon ରେ ପୂଜାପାଉଛନ୍ତି।

  • @balaramram1528
    @balaramram1528 2 дні тому

    Odia pua babu mane bisesha dhyana diantu je.....durlabha hi manusam deha dehonaam kshyana bhangura,tatrapi durlabham anye vaikunth priya darsan....arthata alpa gyani,budhijibi,sansaya atma ehipari aneka lokanka kathare na padi nije jou nija sarira paichha bhagabanankara kruparu nijara pita aau matankara madhyamare,sei sarira ku kou bhali bhagaban nka seva re lagei bhagaban nkara priya bhakta nka sang kari puni bhagabannkara dham ku pratyabratan kara,Aau Aeta hi manusya janmara param lakshya haba darakara baki sabu ta apana mane jahakichi dekhuchhanti aam dharma upare samaste kou prakar target karuchhanti,ama ama bhitare hi amane kali karuchhanti ahara karana ahiya je ambhe sastra prati Ebam amara Sanskruti prati kebe bi dhyana deunahu...jaya Jagannath

  • @pratapkumarbehera7822
    @pratapkumarbehera7822 4 дні тому +1

    Iskon = bisunesss😂

    • @mathx5447
      @mathx5447 3 дні тому

      Apana koi business karanti?

    • @mathx5447
      @mathx5447 3 дні тому

      Jetebele hati chale na setebele chari pate earth quake hela pari Lage
      Ebam kukura Mane bhukanti

  • @KamalaArachjya
    @KamalaArachjya 4 дні тому

    Jagannathanku. Samaste chinhichhanti taankara prachara darakaar Nahin. Tume. Tanaka naare chinhita heuchha bahare. AAU. Sanmaan bi pauchha. Tankari pain. Jetebele. Isconnathila. Jagannath a while. Samaste. Chinhi thile. Jagannath Anka. Chatra chhaire Rd ahi. Taanku. Anukampa karajauchhi kahile. Mukahibi. Amane. Vakta nuhanti. Bepaara karuchhanti. Jadi jagannaathanku vakti karuchhanti tahele. Jagannahanka. Aadesare jeun. Tithire. Heba Katha. Niyama. Vaanguchhanti. Pravu. Aadesh. Ulanghana karuchhanti. Amane. Krusna. Vakta bi nuhanti. Beoari. Vakti. Karuthiba loka. Pravu aadesh vanga karibani. Gitaku vakti karuthile. Sanskruti. Beda. Bedanta tithi bara nakhyatra. Sabuthire gyaana thanta. Vul. Karanteni. Vul kariki. Paschatapa Nahi. Kahuchha b8rodhi irsa. Karuchhanti. Tame. Keun dharmara. Biharmi dharmara. Birodji kahuchha. Birodhi tamemane Hindu dharmakuna sta karuchha. Krusnanka. Prachara prasara karichha. Kintu. Gyaana. Prachara Karina. Sanskruti prachara karina. Sethipaon. Gorumaansakhia. Vakta. Fale bujhichhanti. Mankaada haatare. Saalagram. Deichha. Jaha. Heba Katha he7chhi. Pravupaad. Jadi. Think. Samayare. Karithile. Gurunku. Goitha mari. Niyama. Vaangi. Alaga samayare Kala. Vul. Kahara. Tame. Guru drohi. Tama. Pain. Pravupaadanka. Naare. Kala ka lafauchha. Pravu drohi guru drohi. Nija vul. Bujhiparibani. Tama painguru. Narka gami hebe. Jie pratibaadkarichhi tanku. Hindu dharma niti niyam. Jana achhi jaha is only Jana. Nahi. Aauthare bi kahuchhi. Jagannath Anka. Prachara darakaat Nahin. Jagannathanka naare. Nijaku prachara karuchha. Jie. Jagannathanka. Sanskruti ki think re oaliba. Maanu. Nahele. Gorukhia. Jisu ku. Prachara karu. Kahinnkina. Jisura kichhi. Nitin niyama. Darakaar. Padibani. Prachara naare. Jagannathanku. Asanmaan. Iscon karuchhi.