The Untold Tales of Malisahi | Argus News

Поділитися
Вставка
  • Опубліковано 20 вер 2024

КОМЕНТАРІ • 870

  • @riteshkumargouda4700
    @riteshkumargouda4700 Рік тому +26

    ସତରେ ବଞ୍ଚିବା ବହୁତ ସଂଘର୍ଷ ମୟ ଅଟେ,,, Video ଦେଖିକି ମୋ ହୃଦୟ ଟରଳି ଗଲା 😢😢😢......

  • @abhinandanjena
    @abhinandanjena 2 роки тому +95

    ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାର ସମାଧାନ ପାଇଁ ପ୍ରତିଦିନ କଛି କଛି ନୁଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡ଼ିଥାଏ

  • @2doo860
    @2doo860 2 роки тому +145

    କାନ୍ଦୁଛନ୍ତି କିନ୍ତୁ ଲୁହ ଆମକୁ ଦେଖାଯାଉନି।
    ଜୀବନର ସଂଘର୍ଷ କଥା ଶୁଣି ହୃଦୟ ତରଳି ଯିବ।
    ବୁଝିବାକୁ କେହି ନାହାନ୍ତି।
    ନିରୀହ ଲୋକ ଏକାକୀ ଲୋକ।
    ଏଠାରୁ ମୁଁ ଜାଣିବାକୁ ପାଇଲି ମହିଳା ଜୀବନରେ କେମିତି ସଂଘର୍ଷ କରନ୍ତି ।
    ଲୋକ ଏମାନଙ୍କ କଥା ଶୁଣି ହସନ୍ତି।
    କିନ୍ତୁ ହୃଦୟ ଭିତରେ ହେଉଥିବା ଯନ୍ତ୍ରଣା ସେହି ଲୋକ ବୁଝେ ଯିଏ ସଂଘର୍ଷ କରିଛୀ

  • @bulubehera4491
    @bulubehera4491 2 роки тому +198

    ହେ ଜଗନ୍ନାଥ ସ୍ବାମୀ ଏମାନଙ୍କ ହାତ ଦୁଇଟା ଯାକ ଆପଣଙ୍କୁ ପ୍ରାର୍ଥନା କରୁଥାନ୍ତି ଆଊ ଏମାନଙ୍କ ଜିବନ ମଙ୍ଗଳ ମୟ ହେଉ କିଏ କିଛି ଦୁଃଖ ରେ ଏମିତି କରୁ ଥାନ୍ତା ଅଭାବ ଯୋଗୁଁ ଏମିତି ଅସୁବିଧାରେ ଜିବନ ବଂଚାଇ ରଖିଛନ୍ତି ଜୟ ଜଗନ୍ନାଥ

    • @manashnayak2794
      @manashnayak2794 5 місяців тому +2

      ଆରେ ଭାଇ ନେବର କାମ କର ବିଆ ବେପାର କଣ କର୍ମ

  • @aloksahu2260
    @aloksahu2260 2 роки тому +258

    ଜୀବନ ଅତି ସଂଘର୍ଷମୟ ।
    ଜୀବନ ନାଟକ ରେ ବଞ୍ଚିବା ପାଇଁ ଅନେକ ଅଭିନୟ କରିବାକୁ ପଡେ ।
    ଭଗବାନ ବଞ୍ଚିବା ପାଇଁ ଶକ୍ତି ଓ ଧର୍ଯ୍ୟ ଦିଅନ୍ତୁ ।

  • @bulubehera4491
    @bulubehera4491 2 роки тому +111

    ଏ ମାନଙ୍କୁ ବୁଝାସୁଝା କରି ଏଥିରୁ ନିରିହ ଗରିବ ଦେଖି ଏମାନଙ୍କ ପିଲାଙ୍କ ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି ଆମେ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

    • @UmaSankar-b1l
      @UmaSankar-b1l Місяць тому

      Bala help ,sarakar nku anurodh kara je open heita hau

  • @bijaykumarjani1259
    @bijaykumarjani1259 2 роки тому +70

    ଏହି ମାନଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସରକାର ଙ୍କ ନିକଟକୁ ଅନୁଗତ କରନ୍ତୁ।

  • @santanusamal839
    @santanusamal839 2 роки тому +29

    ଭଗବାନ ଙ୍କୁ ଚିନ୍ତା କର ସବୁ ତାଙ୍କରି ଇଛା ରେ ହୁଏ, ତୁମର ମନରେ କଣ ଅଛି,, ତଥାପି, ନିଜର, ବୁଦ୍ଧି ବିବେକ, ଅଛି, 🙏🙏🙏🙏🙏

  • @bikashsubudhi6254
    @bikashsubudhi6254 2 роки тому +228

    ଜୀବନ ର ଛକା ପଞ୍ଜା ରେ କେତେବେଳେ କିଏ କୋଉଠି ହାରିଯାଏ ଜାଣିବା କଷ୍ଟ... Salute to Argus ଅତି ସୁନ୍ଦର ଭାବରେ ଉପସ୍ଥାପନା କଲେ...

    • @Chinmaynayak879
      @Chinmaynayak879 2 роки тому

      ua-cam.com/video/-gbnzE7GhdM/v-deo.html

    • @anshumanbiswal2277
      @anshumanbiswal2277 2 роки тому +4

      🙏😭

    • @RajendraBehera-mo2bd
      @RajendraBehera-mo2bd Рік тому +1

      I love you

    • @manashnayak2794
      @manashnayak2794 5 місяців тому

      ଭୁଲୁ କହିଲୁ ବିଆ ବିକିଲେ ପେଟ ପୂରେନି ନେବର କାମ କର ବାସନ ମାଜ ବିଜିନେସ କର ବହୁତ କାମ ଅଛି କିଂତୁ କଷ୍ଟ କରିବେନି

    • @Fusion_xD
      @Fusion_xD 2 місяці тому

      ​@@manashnayak2794thik kahila bhai

  • @soumyaranjandash1361
    @soumyaranjandash1361 2 роки тому +126

    ସତରେ ଭଉଣୀ ଆଖି ଭିଜେଇ ଦେଲେ 😭
    ଜୀବନ କାହା କେଉଁ ଦୃଷ୍ଟିରେ....ଏମାନଙ୍କୁ ବହୁତ ବହୁତ ବହୁତ ସମ୍ମାନ

  • @pintucreations9800
    @pintucreations9800 2 роки тому +30

    🙏 Argus News is the best News Channel. Satyara Sandhan 🙏

  • @shankarpadhan6994
    @shankarpadhan6994 2 роки тому +40

    ପ୍ରଥମେ ଆପଣଙ୍କୁ ଏବଂ ଆପଣଙ୍କ ନ୍ୟୁଜ୍ ଚେନାଲ କୁ ଧନ୍ୟବାଦ ଜଣାଉଛି । ସେଠିକାର ମହିଳା ମାନେ ବହୁତ ଦୁଃଖ ସହି ଜୀବିକା ନିର୍ବାହ କରୁଥିବା ଜାଣିବାକୁ ମିଳିଲା । ତାହା ବି ଆପଣଙ୍କ ଜରିଆରେ ।

  • @avscreatation8955
    @avscreatation8955 2 роки тому +260

    ନାରୀ ତା ନିଜ ଇଚ୍ଛାରେ ଏ ଦୁନିଆରେ ପାଦ ଦିଏନି ,,ପରିସ୍ଥିତି ତାକୁ ବାଧ୍ୟ କରିଥାଏ,, ସତରେ ନାରୀ ଭଳି ହୃଦୟ କାହାର ନାହିଁ,, salute 😢😢😢

    • @naikpuspalata5110
      @naikpuspalata5110 2 роки тому +9

      🥺

    • @subratapanigrahi3628
      @subratapanigrahi3628 2 роки тому +3

      100% ଠିକ୍

    • @mrsahu1181
      @mrsahu1181 2 роки тому +2

      Right 👍👍

    • @hunterleo1381
      @hunterleo1381 2 роки тому

      Thik kahila bhai gote gote nari emiti achanti jou mane paisa khaiki baha heiki joutuka magiki Palanti semane bi paristhiti re padi emiti karuchanti vodhe

    • @Chinmaynayak879
      @Chinmaynayak879 2 роки тому

      ua-cam.com/video/-gbnzE7GhdM/v-deo.html

  • @sarojsahoo6222
    @sarojsahoo6222 2 роки тому +13

    ସବୁ ପେଟ ପାଇଁ ଟିକେ ନାଟ 👍👍👍👍ବହୁତ୍ କଷ୍ଟ ଜୀବନ ଏ.

  • @sanjeebkumarhembram8046
    @sanjeebkumarhembram8046 2 роки тому +27

    ଏବେ ଆଉ ମଣିଷ ର ମଣିଷ ପଣିଆ ନାହିଁ। ସମାଜ ରେ ଅନେକ ପ୍ରକାର ଲୋକ ଅଛନ୍ତି । ସେମାନଙ୍କ ବୃତ୍ତି ବି ଅଲଗା ଅଲଗା,ହେଲେ ଏଇ ସଙ୍ଘର୍ଷମୟ ଜୀବନ ରେ କେହି ହେଲେବି ଆହାଃ.... ପଦୁଟିଏ କହିବାକୁ କୁନ୍ଠାବଧ କରନ୍ତି।ସମସ୍ତେ ସ୍ବାର୍ଥ ପଛରେ ନିଜର ମାନବିକତା ଭୁଲିଯାଇଛନ୍ତି। ଜୟ ଜଗନ୍ନାଥ।।।।।।

    • @MrBusyOfficiall
      @MrBusyOfficiall 2 роки тому +2

      ହଁ ଯେ ଭାଇନା ଆଉ କେତେ ବି କାମ ଅଛି ଚାହିଁ ଲେ ଏ ମାନେ ଆଉ କିଛି କାମ କରୀକି ବଞ୍ଚି ପାରି ଥାନ୍ତେ ଦେହୋ ବିକି ବା କଣ ନିହାତି ଦରକାର କି ?

    • @KanhaJena-i9g
      @KanhaJena-i9g 6 місяців тому +1

      Right Sir

  • @chudamanibiswal6943
    @chudamanibiswal6943 2 роки тому +16

    ଜୀବନ ସତରେ ଏକ ନାଟକ,,,, କେତେବେଳେ କେଉଁ ଭୂମିକାରେ ଅଭିନୟ କରିବାକୁ ହେବ କେହି ଜାଣନ୍ତି ନାହିଁ,,,,, ସତରେ ନାରୀ ତୁ ମହାନ,,,,,

  • @srout7284
    @srout7284 2 роки тому +60

    ହେ ମା ମାନେ ଭଉଣୀ ମାନେ ତୁମ ଦୁଃଖ ଦେଖୀ ମୋ'ର ଆଖୀରେ 😭😭😭😭ରହୁନି ତୁମ ମାନଂକୁ 🙏🙏🙏🙏🙏

  • @faltufun5723
    @faltufun5723 2 роки тому +95

    I am in Indian army i always think my life is too hard but after seeing this thinks life is giving me best opportunity to serve me

  • @santoshacharya5884
    @santoshacharya5884 2 роки тому +7

    ସମୟ କେତେବେଳେ କାହାକୁ କୋଉଠି ପହଞ୍ଚେଇବଆମେ କିଛି କରି ପରିବା ନାହିଁ ତଥାପି ଆଜିର ସଭ୍ୟ ସମାଜ ସେଥିପାଇଁ ଦୃଷ୍ଟି ଦବା ଦର କାର,, ଯେପରି ସମାଜରେ ସମସ୍ତେ ବଞ୍ଚି ପାରିବେ,,,, ଧନ୍ୟବାଦ ମିଡ଼ିଆ ଭାଇ ଆଉ ଭଉଣୀ ମାନଙ୍କୁ 🌹👌🌹

  • @akshayabehera514
    @akshayabehera514 2 роки тому +20

    Pura 100%corret .this is thinking all the best

  • @58pankajkumarmajhi72
    @58pankajkumarmajhi72 2 роки тому +14

    This is an area on which govt. Should focus. Thank you for presenting this type of topic.

  • @swasub9736
    @swasub9736 2 роки тому +40

    What a report really proud Argus channel..

  • @balakrushnarath4854
    @balakrushnarath4854 2 роки тому +12

    ଏଇ ଭିଡିଓ ଦେଖି ବହୁତ ଦୁଃଖ ଲାଗିଲା...ମୋ ଆଖିରୁ ଲୁହ ବାହାରି ଆସିଲା ...ହେ ବାଗବାନ କେତେ ଦୁଃଖ ଦେଉଛ....... ତୁମର ସନ୍ତାନ ମାନଙ୍କୁ

  • @saradaprasadpatra6291
    @saradaprasadpatra6291 2 роки тому +21

    ଏ କଥା ଶୁଣି ଲାଗୁଛି, ପୁରୁଷ ସମାଜ କଣ ଅସୁର ସମାଜ। ଏ କଥା ଚିନ୍ତନ ର ବିଷୟ

  • @gayatrimahapatra3785
    @gayatrimahapatra3785 2 роки тому +25

    Argus is the best news channel... By the way salute to the reporter

    • @Lollol-ci7mc
      @Lollol-ci7mc 2 роки тому

      Mun jani paruni amiti video rv re kn pain dekha jauchi news channel re athiru chota Chua kn sikhibe

    • @sumantadas8494
      @sumantadas8494 2 роки тому

      @@Lollol-ci7mc aau jou rape hauchi sethiru pila kn sikhuchanti

  • @premenanda
    @premenanda 2 роки тому +381

    Salute to that reporter good job sis

  • @ranjibbhoi5258
    @ranjibbhoi5258 2 роки тому +34

    Don't sad sister we are full support you and respect you and respect your job.

  • @Ommmiii
    @Ommmiii 2 роки тому +9

    Must watch video for everyone hands up 👏🏼✅

  • @abhaysilu
    @abhaysilu 2 роки тому +17

    Hatsup Saptarupa Dee & Argus News 🙏🏻

  • @namitaranisahoo624
    @namitaranisahoo624 2 роки тому +99

    Reasonable story 👍... before seen this video I was looking down them,,, but this video changed my mentality...we should hate the profession not them. God bless them 🙏

    • @ashokkumaracharya3170
      @ashokkumaracharya3170 2 роки тому +3

      Jagannath ketebele Kahuku kono dondo debe , oh ame kono koripariba , kete jhiyo paisa earn koriba pai Jayanti. Besya bruti jadi khorap kamo taha hele Jagannath aepori kamore logae nothante .

  • @rakabhaina689
    @rakabhaina689 2 роки тому +51

    ଏଇ ରେ ଦୁନିଆ ବଞ୍ଚିବା ପାଇଁ କିଛି ସଂଘର୍ଷମୟ ର ରଙ୍ଗମଞ୍ଚ କାହାଣୀ 😢 .

  • @ommprakashnayak256
    @ommprakashnayak256 2 роки тому +20

    I can't explain... anything I m speechless 😣🥺😣

  • @kumarentertainmentmanoj4681
    @kumarentertainmentmanoj4681 2 роки тому +4

    Bahut kasta lagila se maa nka katha suni😥😥 Bt ame kn karipariba
    Amari bhali kichhi manisa pai aji nari jati ai jaga re panhanchichi ...
    Argus chanel ..odisa ra best chanel🙏🙏🙏special thanks reporter madam

  • @dharmagrantha5325
    @dharmagrantha5325 2 роки тому +57

    ଆରର୍ଗସ ଟିମକୁ ଅନୁରୋଧ ବହୁତ ଭଲ କାମ କରୁଛନ୍ତି ।ଏମିତି ଦୁଖିଙ୍କ ପାଖରେ ପହଞ୍ଚି ଦୁଖ ବୁଝନ୍ତୁ ।ଯେତେ ସମ୍ଭବ ରାଜନୀତି ଠାରୁ ଧୂରେଇ ରୁହନ୍ତୁ 🙏
    ନିଶ୍ଚିତ ଆଗକୁ ଯିବେ 🙏

    • @shaym484
      @shaym484 2 роки тому +1

      Yes sir 😭🙏🙏🇮🇳

  • @MrManoranjansethy
    @MrManoranjansethy 2 роки тому +62

    Thank you, Argus ..Bringing such sensible topic

  • @samproductionhouse7540
    @samproductionhouse7540 2 роки тому +67

    Really Salute to the reporter mam & her work. Heart touching story.

  • @arabindsahu1997
    @arabindsahu1997 2 роки тому +8

    Respect to Argus team and all the women's🙏

  • @anantasamal5654
    @anantasamal5654 2 роки тому +22

    Absolutely perfect judgement right now salute apananku channel

  • @niranjannahak6251
    @niranjannahak6251 2 роки тому +17

    Top work Argus team

  • @dashtalks2921
    @dashtalks2921 2 роки тому +13

    ପ୍ରତ୍ୟେକ ନାରୀ ର ନିଜର ସ୍ଵାଧୀନତା ରହିଛି। କୌଣସି ବି ନାରୀ ସ୍ଵ ଇଚ୍ଛା ରେ ଏହି ଭଳି ପେଶା କୁ ଆସି ନଥାଏ । ହୁଏତ କୌଣସି ପରିସ୍ଥିତି ରେ ପଡ଼ି ଆସିଥାଏ କିମ୍ବା ସମାଜ ତାକୁ ବାଧ୍ୟ କରିଥାଏ। ସେମାନଙ୍କ ଦୁଃଖ ଶୁଣି ଆଖି ରୁ ଲୁହ ଝରି ଆସୁଛି । ସରକାର ଏମାନଙ୍କ ଦୁଃଖ ନିହାତି ବୁଝିବା ଦରକାର ଓ ଏମାନଙ୍କୁ ଏମାନଙ୍କ ହକ୍ ଦବା ଦରକାର।

  • @cdtnilakantheswarpatra5455
    @cdtnilakantheswarpatra5455 2 роки тому +16

    ହେ ପ୍ରଭୁ ଏ ମଣିଷ ଗୁଡାଙ୍କୁ ଟିକିଏ ବୁଦ୍ଧି ଦିଅ ହେ ପ୍ରଭୁ🙏🙏🙏🙏

  • @dharmagrantha5325
    @dharmagrantha5325 2 роки тому +28

    କଣ ପାଇ ଏମିତି ଜଞାଳ
    ଜୀବନ ଦେଉଛନ୍ତି ଭଗବାନ 🙏

  • @jhadeswarhansda5091
    @jhadeswarhansda5091 2 роки тому +5

    Jay Jagarnath. With thanks to the Argus News and reporter.

  • @biswajitnayak3550
    @biswajitnayak3550 2 роки тому +18

    ସବୁ ଖୁସିରେ ନୂହେଁ ପରିସ୍ଥିତି ବି ବାଧ୍ୟ କରିଛି ଏମିତି କରିବାକୁ। Law and order ଯେଉଁ state ରେ ଠିକ୍ ନାହିଁ ସେଠି ଏମିତି ପରିସ୍ଥିତି ସ୍ରୁଷ୍ଟି ହବା କିଛି ଆଶ୍ଚର୍ଯ୍ୟ ନୂହେଁ। shame on us. 😔😞😥

  • @prasantapattanaik862
    @prasantapattanaik862 2 роки тому +62

    ଅଭାବ ନ ଥିବା କିଛି ବଡ଼ ଘରର ମହିଳା ତ ପର ପୁରୁଷ ସହ ଅନୈତିକ ସମ୍ପର୍କ ରଖିବାର ବହୁ ନଜିର ଅଛି ଏମାନେ ତ ଅଭାବୀ ମଣିଷ ଅନ୍ୟର ଈଶାରରେ ଏ ରାସ୍ତାକୁ ବାଧ୍ୟ ହୋଇ ଆସିଛନ୍ତି

  • @chinmayraj4135
    @chinmayraj4135 2 роки тому +5

    Great to see you are covering this topic hat's off

  • @utampatra5570
    @utampatra5570 2 роки тому +6

    Salute Argus news 🙏🏻🙏🏻🙏🏻

  • @itishreesahoo341
    @itishreesahoo341 2 роки тому +7

    Great job reporter bhauni Argus channel great 😎😭😭😭spechless

  • @jetendrasethajitu
    @jetendrasethajitu 2 роки тому +14

    Great salute to be our great brave indian ledy 🙏🏻 life is very painfull so take stape carefully 😞😭

  • @ranjancreation4288
    @ranjancreation4288 2 роки тому +18

    Respect them ❤️big salute

  • @ashoksethi6694
    @ashoksethi6694 2 роки тому +2

    Bahut Dina pare bastabare gote uchit news dekhiba Ku milila. great job reporter sis and much more thanks argus news .

  • @debashisnayak3860
    @debashisnayak3860 2 роки тому +34

    Prostitution should be legalised, otherwise they are being harassed by police and others also. And those who want to leave this profession, they should be established elsewhere with proper support from government and NGOs.
    Beautiful presentation.

    • @MoonLight0466
      @MoonLight0466 2 роки тому

      According to present India's law Prostitution is Leagal 👍

    • @debashisnayak3860
      @debashisnayak3860 2 роки тому

      Yes it's legal but with a lot of riders that give the police the power to harass them.

    • @akashaditya2137
      @akashaditya2137 2 роки тому

      Unfortunately it's legal. Police has the rights to arrest those who facilitate prostitution in their enterprise. But individual prostitution cannot be harassed if its their self decision. That's a grey area which Indian Constitution doesn't care about

  • @duryodhanmahanta7711
    @duryodhanmahanta7711 2 роки тому +1

    ବହୁତ ସୁନ୍ଦର ଉପସ୍ଥାପନା ଆଖି ଲୋହ ଆସିଗଲା

  • @abhiramsahoo9
    @abhiramsahoo9 2 роки тому +11

    Its a great option to get better TRP..... Infact real facts of day today life

  • @litusahu8406
    @litusahu8406 2 роки тому +3

    Such a great upastapana argus news, satare loko kete asan re semanku anguli uthei dionti kintu etiki chinta karantini seita tanka khusi nuhe majborri boli

  • @Ashok_Puhan
    @Ashok_Puhan 2 роки тому +3

    ଭଗବାନ ଅଛନ୍ତି ମା ବହୁତ ଦୁଃଖ ଲାଗୁଛି.. କଣ କରିବା ଏଇଟ ଜୀବନ ଆଉ କିଛି ନାହିଁ ପଇସା ଥିଲେ ସବୁ ଠିକ୍ ପଇସା ପାଇଁ ଜୀବନ ଦେଇ ପାରିବେ ଆଉ ଜୀବନ ନେଇ ପାରିବେ ଏକଥା ଶୁଣି ବହୁତ ଦୁଃଖିତ ମୁଁ ବହୁତ ଦୁଃଖିତ 😢😢😢😢😢😢

  • @bapi4urnjoy700
    @bapi4urnjoy700 2 роки тому +49

    ବହୁତ୍ ଦୁଃଖ ଲାଗୁଛି ସେ ମା ର କଥା ଶୁଣିଲା ବେଳକୁ ବହୁତ୍ ଲୁହ ଅସିଗଲା ଆଖିରୁ

    • @B27049
      @B27049 2 роки тому +1

      Han bhi satareee

    • @BlacknWhtite
      @BlacknWhtite 2 роки тому +1

      😒ଖାଇବାକୁ ନ ମିଳିଲେ, ଝିଅ ଙ୍କ ପାଖରେ ତ ଗୋଟେ option ଅଛି, ପୁଅ ମାନଙ୍କର ଗୋଟିଏ option, seita ହଉଛି ମରିଯିବା।

    • @lipuni8756
      @lipuni8756 2 роки тому

      Bhai bbsr ra kou jagare malisahi

  • @rupaksamantara1019
    @rupaksamantara1019 2 роки тому +18

    Jay Jagannath 🙏🙏

  • @himanshujajpuria1550
    @himanshujajpuria1550 2 роки тому +1

    Dhanyawad argus

  • @tapankumarnayak4950
    @tapankumarnayak4950 2 роки тому +3

    ସତରେ ବହୁତ୍ ପ୍ରତାରଣା ଶିକାର ହୋଇ ଓ ପରିସ୍ଥିତି ପଡ଼ି ଏମିତି କାର୍ଯ୍ୟ କରୁଛନ୍ତି 😌

  • @jagannathjena7701
    @jagannathjena7701 2 роки тому +2

    Thanks for your information Argus news

  • @1.2kchallengewith0videople2
    @1.2kchallengewith0videople2 2 роки тому +7

    It Is Really a matter of proud for the parents to get this much respect and honour due to their children keep making your family proud and god bless you

  • @soumyaranjandash8055
    @soumyaranjandash8055 2 роки тому +11

    Great work team'👍

  • @arupanimelover1234
    @arupanimelover1234 2 роки тому +2

    This type of ground reporting we need . Amaku misiki chalibaku padiba .

  • @pratyushtoltiaofficial
    @pratyushtoltiaofficial 2 роки тому +17

    First time love you argush & love you repoter 🙏🙏🙏🙏🙏🙏👌👌👌👌👍👍👍👍

  • @KshirodaMunda
    @KshirodaMunda 21 день тому +1

    Jay jagannath emananku Mangala karantu

  • @themechanicalgiant5713
    @themechanicalgiant5713 2 роки тому +3

    Argus news Loads of Love ❤❤❤❤❤

  • @lochantandi9844
    @lochantandi9844 2 роки тому +8

    Speechless ...salute 2 u sister

  • @basudevsatpathy2882
    @basudevsatpathy2882 2 роки тому

    Excellent 🙏 Argus, Sattare duniyaa re banchiba paie kette je kastta🙏

  • @Madhabchmohanta
    @Madhabchmohanta 2 роки тому +9

    Big salute to saptarupa mam and team argus

  • @ashishsunapila1497
    @ashishsunapila1497 2 роки тому +4

    Salute to Argus news📰

  • @atulrocks4eversever
    @atulrocks4eversever 2 роки тому +5

    true to the title of story, the untold and intriguing story of the infamous MaliSahi, brilliant piece of work Argus

  • @rahithm7562
    @rahithm7562 Рік тому +1

    ବହୁତ ସୁନ୍ଦର ଭାବେ ଵୁଝେଈଲ

  • @sukantadebata6912
    @sukantadebata6912 2 роки тому +5

    Good job.I salute to your courage reporter madam.

  • @Arun_Sahu
    @Arun_Sahu 2 роки тому +5

    Very nice reporting well done.... 👌

  • @uttameducation7466
    @uttameducation7466 2 роки тому +10

    Salute to the reporter madam 🙏

  • @asnayak9154
    @asnayak9154 2 роки тому +6

    so sad life yaar😢😢😢😢😢😢😢😢
    bhagaban bi emiti jibana dianti ki........ 😢😢😢😥😥😥😥😥

  • @purviarts8784
    @purviarts8784 2 роки тому +30

    😭😭respect all women 🙏🙏

  • @mr_abhi_creation689
    @mr_abhi_creation689 2 роки тому +6

    Salute for all ledies 🙏🙏

  • @vasudev92
    @vasudev92 Рік тому +3

    Huge respect to all these women 🙏🙏

  • @sunilkumardigal3371
    @sunilkumardigal3371 2 роки тому +1

    Thank you Argus News

  • @rbastia76
    @rbastia76 2 роки тому +7

    Good blessings you🙏🙏

  • @143kalpana87
    @143kalpana87 2 роки тому +6

    Odisha government please help in malisahi world's

  • @baidyanathbaskey4787
    @baidyanathbaskey4787 2 роки тому +9

    Those who are saying this profession is not good then u should provide them a job with a salary of 20-25,000 . In today's world even a phd mba degree holder is not getting a job n u r talking about these girls?
    They might have many problems in their life n family. May be father mother having medical problems, many be bro sis education problems etc.
    Who doesn't want to work in a AC office with good salary.
    I respect them coz they earn honestly atleast they don't loot people, fool them for money in the name of money double scheme nor they steal money from anyone

  • @rakeshrout8239
    @rakeshrout8239 2 роки тому +4

    Argus doing great job

  • @asitking711
    @asitking711 2 роки тому +12

    Great job sister you deserve respect 🙏🙏

  • @anantapradhan1898
    @anantapradhan1898 2 роки тому +5

    Good job mam👍👍👍

  • @diariesofsusanta
    @diariesofsusanta 2 роки тому +1

    thanks argus

  • @tusarranjansethi231
    @tusarranjansethi231 2 роки тому +8

    All life is not easily life is pain fully 😞😞😖😖

    • @memesmall9481
      @memesmall9481 2 роки тому +1

      Bhai to English to pakhare rakhe, English ta bhul kahuchu.ODIA KAHIBAKU LAJA LAGUCHI..👇👇👇

    • @chinmoy2499
      @chinmoy2499 2 роки тому

      @@memesmall9481 abey illiterate chua English kahiba mane kn odia bhasa ku disrespect kariba....kuadu aaaichu beyy main katha ta hela English jadi kie kahuchi tora phatuchi actually cause hela tu taw patha satha padhiluni chatara bhalia bulilu😂🤡 ebe loka jadi kie English kahidauchanti toea poduchi au

  • @rukumahananda9900
    @rukumahananda9900 2 роки тому +2

    Very nice information thanks mam 🙏🙏🙏🙏🙏🙏🙏🙏🙏🙏

  • @Untalented143Bgr
    @Untalented143Bgr 2 роки тому +2

    Nice news ❤️🌹❤️

  • @Sanju_1585
    @Sanju_1585 2 роки тому +4

    Bhagwan samastanku bhala re rakhantu..🙏🙏

  • @mohapatraful
    @mohapatraful 2 роки тому +76

    No one is sex worker they're just fullfill our body needs so they're always respectful

  • @Dev__kumar__928
    @Dev__kumar__928 2 місяці тому

    ବହୁତ୍ ଦୁଃଖ ଲାଗୁଛି ଏ ସବୁ ଶୁଣିକି 😢😢 ଜୟ ଜଗନ୍ନାଥ 😢😢

  • @manaskar1164
    @manaskar1164 2 роки тому +4

    Good report God bless you my sister

  • @Arun_Sahu
    @Arun_Sahu 2 роки тому +2

    Argus News No1

  • @kamalakantadas8755
    @kamalakantadas8755 2 роки тому +2

    excellent coverage

  • @jagannath9531
    @jagannath9531 2 роки тому +4

    Nice efforts mam God job 🙏

  • @debabrata9182
    @debabrata9182 2 роки тому +7

    God Bless 🙌 🙏 Him

  • @Sunnnyplayzzzz
    @Sunnnyplayzzzz 2 роки тому +2

    Salute sister 🙏🙏