ଭାଙ୍ଗିଲା ଛତିଶଗଡ଼ର ଫୁଟାଣି, ବୁଡ଼ିଲା ପରେ ବୁଦ୍ଧି ପଶିଲା..ଏବେ ଘର ପାଣି ବୁଡ଼ି ଆଣ୍ଠୁଏ

Поділитися
Вставка
  • Опубліковано 29 січ 2025

КОМЕНТАРІ • 760

  • @bikashbarik230
    @bikashbarik230 2 роки тому +214

    ଅନ୍ୟ ପାଇଁ ଯେ ଗାତ ଖୋଲିଲା ସେଇ ଗାତ ରେ ସିଏ ନି ଯେ ପଡ଼ିଲା, ଜୟ ଜଗନ୍ନାଥ 🙏🙏🙏

  • @abinashdas6760
    @abinashdas6760 2 роки тому +108

    ଭଲ ହେଇଛି ଛତିଶଗଡ଼ କୁ ଦରକାର ଏମିତି

  • @manoranjansahoo1955
    @manoranjansahoo1955 2 роки тому +130

    ନଇଁ ପଡିଥିବ ଯେତିବିବେଳେ , ବିଧାଏ ଦେବ ସେତିକିବେଳେ...

  • @dillipnayak9963
    @dillipnayak9963 2 роки тому +287

    ଭଲ ଉତର ଦେଇଛ ଛତିଶଗଡ କୁ
    ଧନ୍ୟବାଦ ଆପଣଙ୍କୁ u are a good engineer of engineering

  • @sontoshsahoo277
    @sontoshsahoo277 2 роки тому +43

    ଆଜ୍ଞା ଏଇଟା ଉପଯୁକ୍ତ ସମୟ କୋଡିଏ ବର୍ଷର ପ୍ରତିଶୋଧ ନେବାପାଇଁ ।ଓଡିଆ ହିସାବରେ ଛତିଶଗଡ଼ କୁ ଭଲ ଶିକ୍ଷା ଟିଏ ଦିଅନ୍ତୁ ।ଆପଣଙ୍କୁ ବିନମ୍ର ଅନୁରୋଧ ।ଏ ମାଟି ଜଗନ୍ନାଥ ଙ୍କ ମାଟି।ୟାକୁ ଯିଏ ଅପମାନ କରିଛି ତାର ଫଳ ସିଏ ପାଇଛି।

  • @debasispanigrahi4712
    @debasispanigrahi4712 2 роки тому +96

    ଆରେ ଭାଇ ମୁଁ ଜଣେ ଖାଣ୍ଟି ଓଡ଼ିଆ ହିସାବରେ କହିବି ଟେକା ଟିଏ ଅନ୍ୟକୁ ଫୋପାଡ଼ିଲେ ନିଜ ପାଇଁ ବଡ଼ ପଥର ଥୁଆ ହୋଇଥିବ।ସେଥିପାଇଁ ତ କୁହାଯାଏ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।ଜୟ ଜଗନ୍ନାଥ

  • @ankurgiri3684
    @ankurgiri3684 2 роки тому +52

    ଧନ୍ୟବାଦ ଓଡ଼ିଶା ସରକାର ନାମନେରେ ଛତିଶଗଡ଼ର ସରକାର

    • @nirupama1964
      @nirupama1964 2 роки тому

      Aau jadi hira kud asambhala hue? Nama kie neba aagaku?

    • @sujatabishoyi9192
      @sujatabishoyi9192 2 роки тому

      😁😁😁👍👍👍

    • @chandrasekharnaik1357
      @chandrasekharnaik1357 2 роки тому

      @@nirupama1964 na bhai Hirakud dam agaru bht kichi flood ku control karichi ,kau quantity re pani chadiba kete pani agriculture re au kete electricity re use heba se hisab thik se janichi so tenton niani sabu control re achi ama dam .

    • @Guru_bhaai
      @Guru_bhaai 2 роки тому

      @@nirupama1964 mahanadi 🔥

  • @Bikash.mohanta
    @Bikash.mohanta 2 роки тому +36

    ଯେମିତି କର୍ମ କରିବ ସେମିତି ଫଳ । ଠିକ୍ ଜବାବ ଦେଇଛି ଓଡ଼ିଶା

  • @bholanathmallick5168
    @bholanathmallick5168 2 роки тому +76

    ଛତିଶଗଡ଼କୁ କଢା ଜବାବ ଦେଇଛି ଓଡିଶା

  • @narayandalai9799
    @narayandalai9799 5 місяців тому +1

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️

  • @shydollpriti8691
    @shydollpriti8691 2 роки тому +24

    ହିରାକୁଦ ଖୋଲିଲେ ଆମେ ଓଡିଶା ଲୋକ ମରିବୁ ,ଛତିଶଗଡ ଅସୁବିଧା ବେଳେ ସାହାଯ୍ଯ କଲାନି ଏବେ କଣ ପାଇଁ ଗେଟ୍ ଖୋଲିବାକୁ ଅନୁରୋଧ କରୁଛି

  • @rashmiranjansahoo5417
    @rashmiranjansahoo5417 2 роки тому +65

    Respect sir...
    ହୀରାକୁଦ ଗେଟ ଜମା ଖୋଲ ନାହିଁ. ବୁଡିକି ରୁହନ୍ତୁ 15 ଦିନ.ଜାଣିବା ଦରକାର ପାଣି ବହୁଳେ ସର୍ବନାଶ. ପାଣି ବିହୁନେ ସର୍ବନାଶ.ଆମ ରାଜ୍ୟ କୁ ପାଣି ନ ଦେଇ ଜେମିତି ମଜା ନଉ ଥିଲେ... ଆମେ ପାଣି ନ ନେଇକି ମଜ଼ା ଚଖେଇ ବା ଦରକାର...

    • @ganeshbehera2102
      @ganeshbehera2102 2 роки тому

      100% right sir👌🏻👌🏻

    • @sujatabishoyi9192
      @sujatabishoyi9192 2 роки тому

      Right 👍👍

    • @crpatel08
      @crpatel08 2 роки тому

      ଗେଟ୍ ନ ଖୋଲିଲେ... ଡେମ୍ ଭାଙ୍ଗି ଯିବ....
      ବାଧ୍ୟ, ବାଧ୍ୟ.... ଗେଟ୍ ଖୋଲିବାକୁ ବାଧ୍ୟ

    • @rashmiranjansahoo5417
      @rashmiranjansahoo5417 2 роки тому

      ଖୋଲା ହେବ ତ କିନ୍ତୁ କିଛି ଦିନ ବୁଡିକି ରୁହନ୍ତୁ...

  • @kalkicreations9459
    @kalkicreations9459 2 роки тому +83

    ଛତିଶଗଡ଼ କଣ ଆଗରୁ ଭାବି ନଥିଲା କି, ପାଣି ବଢିଲେ ତାରି ଘରେ ପଶିବ. ଆଜି କାଇଁ ହୀରାକୁଦ କଥା ମନେ ପଡି ଯାଉଛି. ତୋ ଗଡ଼ ଭାସିଯାଉ. ଓଡିଶା ସରକାର ଟଙ୍କିକିଆ ଚାଉଳ ପଠେଇଲେ ଖାଇକି ବଞ୍ଚିବୁ.

  • @dasarathmeher8935
    @dasarathmeher8935 2 роки тому +50

    ଶଳା ହାରାମି ଛତିଶଗଡ, ଶଳା କୁ ପ୍ରତି ବର୍ଷ ଏମିତି ହେବା କଥା, ଶଳା ରାଣ୍ଡୁଆ ଛତିଶଗଡ "ଆପଣା କଲା କର୍ମ ମାନ, ପରେ ହୋଇବ ସାବଧାନ "ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ. ଜୟ ଜଗନ୍ନାଥ.....

  • @drdentertainment7685
    @drdentertainment7685 2 роки тому +7

    ଜେସା କୁ ତେସା, ଛତିଶଗଡକୁ ଚାପୁଡ଼ା ବର୍ଷା 🤣😂🤣

  • @mamatabehera5902
    @mamatabehera5902 2 роки тому +25

    ନିଜକୁ କଷ୍ଟ ହେଲେ ଜାଣିବ ଆଗରୁ ଜାଣିନଥିଲ ଭଲ ଉତର ଦେଇଛ ଛତିଶଗଡ଼ କୁ

  • @kalia4402
    @kalia4402 2 роки тому +21

    ଖରା ଦିନେ ଓଡିଶାକୁ ପାଣି ଛାଡୁ ନ ଥିଲ... ଏବେବି ପାଣି ପାଣି ନ ଛାଡ଼...

  • @Odia-u
    @Odia-u 2 роки тому +25

    ଦୟାକରି ଓଡିଶା ସରକାର ଙ୍କୁ ଅନୁରୋଧ ଛତିଶଗଡ଼ କୁ ସାହାଯ୍ୟ କରୁନ୍ତୁ ନାହିଁ । ଧନ୍ୟବାଦ ଇଂଜିନିୟର ସାର

  • @babisurya4198
    @babisurya4198 2 роки тому +166

    ନମସ୍କାର ସାର୍, ଆପଣ ଯାହା କହିଛନ୍ତି ପୁରା ଠିକ୍। ହେଲେ ଆଉ କଣ କରିବା, କିଛି ପଶୁବତ ମଣିଷଙ୍କ ପାଇଁ ଅନେକ ଧନ ଜୀବନ ନଷ୍ଟ ହେବ । ତାଙ୍କୁ ଦୟା କରି ଉଚିତ୍ ପଦକ୍ଷେପ ତୁରନ୍ତ ଗ୍ରହଣ କରନ୍ତୁ। ଧନ୍ୟବାଦ୍

    • @rubina.9850
      @rubina.9850 2 роки тому +1

      Right

    • @sashikantamahalik4198
      @sashikantamahalik4198 2 роки тому +3

      ଠିକ୍ କହିଲ ଭାଇ ।
      ସିଏ ତ ଅମଣିଷ ସିଏ ତାଙ୍କ କାମ କଲେ, ହେଲେ ଆମେ ପରା ମଣିଷ ଆମେ ଆମ ମଣିଷ ପଣିଆ ଦେଖେଇଦେବା ।

    • @babisurya4198
      @babisurya4198 2 роки тому +1

      @@sashikantamahalik4198 ହଁ ସାର୍

    • @kingtz1669
      @kingtz1669 2 роки тому +1

      Right but no open get

    • @Pabitra_kumar_Jena
      @Pabitra_kumar_Jena 2 роки тому

      13 ଟି gate ଖୋଲା ଗଲାଣି

  • @nimainswain7034
    @nimainswain7034 2 роки тому +1

    🕉️ଜୟ ଜଗନ୍ନାଥ 🚩🚩🚩🚩🚩

  • @akshaykumarmaharana3838
    @akshaykumarmaharana3838 2 роки тому +7

    ସାର୍ 🙏 କେଭେ ହେଲେ ହିରାକୁଦ ଗେଟ ଖୋଲତୁଂ ନାହିଁ।ଛତିଷ୍ ଗଡକୁ ଭଲ ଉପଦେଶ ଦେଇଛନ୍ତି।। ଧନ୍ଯବାଦ।।।।।।।।

  • @niranjannayak4640
    @niranjannayak4640 2 роки тому +14

    ଆମେ କାହିଁକି ବନ୍ୟାରେ ବୁଡିବୁ ? ଭଲ କରିଛନ୍ତି ।

  • @sanjeebRsseven7272
    @sanjeebRsseven7272 2 роки тому +11

    ଖରା ଦିନେ ପାଣି ତମର, ଆଉ ବର୍ଷା ପାଣି ଆମର,
    ଆମକୁ ପାଠ ପଢ଼ଉଛ, 🤭🤭🤭🤭🤭

  • @guruchaanmeher5076
    @guruchaanmeher5076 2 роки тому

    ଛତିଶ ଗଡିଆ ଅଫିସର ନାମ ନେବୁ ବାବୁ

  • @guludada1976
    @guludada1976 2 роки тому +5

    ସାର୍ ଆପଣ ଉପଯୁକ୍ତ ପଦକ୍ଷେପ ନେଇଛନ୍ତି ଛତିଶଗଡ଼ ର ଗାଲୁଆମି ସୁଣିବାକଥା ନୁହେଁ

  • @patitakumarchoudhury9855
    @patitakumarchoudhury9855 2 роки тому +35

    ଯେମିତି କର୍ମ ସେମିତି ଫଳ 🙏ଜୟ ଜଗନ୍ନାଥ 🙏
    ନେତା କରିବେ ଦୋଷ, ଲୋକଙ୍କ ବେକରେ ପଡିବ ଫାସ . ନେତାଙ୍କ ଅହଂକାର ଯୋଗୁଁ ଲୋକଙ୍କ ଅବସ୍ଥା ଦୟନୀୟ 🙏

  • @mvkuudsjvlydts1115
    @mvkuudsjvlydts1115 2 роки тому +3

    ହବ କହିଲେ ଆହୁରି ହୀରାକୁଦ ପାଣି ଛତିଶଗଡ଼ ଆଡ଼କୁ ପଠେଇ ଦିଅ

    • @sujatabishoyi9192
      @sujatabishoyi9192 2 роки тому +1

      🙄🙄 ki comments bro mu pura hasi ki pagal 😂😂😂

  • @aadugaducreation6413
    @aadugaducreation6413 2 роки тому +5

    ସାର ଖୋର୍ଦ୍ଧାରୁ ପ୍ରଣାମ ଜଣାଉଛି
    ଧନ୍ୟବାଦ ଆପଣଙ୍କୁ
    କଣ୍ଟାକୁ କଣ୍ଟାର ଜବାବ ଦେଇଛନ୍ତି
    ଯେତେବେଳେ ଆମ ଓଡ଼ିଶାବାସୀ ଖରାଦିନିଆ ଛାଷବାଷ ପାଇଁ
    ପାଣିର ଅଭାବ ପଡୁଥିଲା ସେତେବେଳେ ସେଇ ଛତିଶଗଡ଼ ର ମନ୍ତ୍ରୀ ମୁହେଁ ମୁହେଁ ମନାକରିଦେଇଥିଲେ ଆଜି ଯେତେବେଳେ ଘରବୁଡି ପାଣି ଆଣ୍ଠିଏ ହେଲା କହୁଛ କଣ ତମ ବ୍ରିଜ଼ କବାଟ ଟିକେ ଖୋଲ କଣ ଏବେ ପୋଡ଼ିଲା
    ଗୋଟେ କଥା ମନେରଖ ଛତିଶଗଡ ର ମନ୍ତ୍ରୀ
    ଓଡିଶା କଭି ଝୁକେଗା ନେହିଁ
    ମାଳି ଜପ ମାଳି .....
    ବନ୍ୟା ଯଉ ବାଟରେ ଆସିଛି
    ସେଇବାଟରେ ପଳେଇବ
    🙏🙏🙏
    😁😁😁😁😁😁😁

  • @sanjeevdash1287
    @sanjeevdash1287 2 роки тому +7

    ଥରେ ଭୋଗନ୍ତୁ ପାଣିବିନା କେତେ କଷ୍ଟ, ଏବେ ବୁଝିବ ପାଣିବେଶୀହେଲେ କେତେ କଷ୍ଟ , ଏବେ କଣ ହେବ।

  • @brahmanand7584
    @brahmanand7584 2 роки тому +49

    Thank you Engineer sir. Chattisgarh should be published.good decision don't take any decision for Chattisgarh.

  • @ganeshbehera2102
    @ganeshbehera2102 2 роки тому +1

    Good job sir🙏🙏👌🏻👌🏻

  • @dhananjayabastia8057
    @dhananjayabastia8057 2 роки тому +86

    Odisha govt should never support Chattisgarh. Let them suffer.

    • @rojaliniroutray8673
      @rojaliniroutray8673 2 роки тому +2

      Yes, but due to government officials of chhatisgarh not only we but also chhatisgarh people are serving a lot.

  • @RockstarPankajofficial
    @RockstarPankajofficial 2 роки тому +12

    ଛତିଶ ଗଡ଼ ଏବେ ଅସହଯୋଗ ବଲି ଜାଣିଛ ଶଳା ଛତିଶଗଡ଼ ଆଗରୁ ହିଁ ମାନିବା ଅବସ୍ଥା ରେ ନଥିଲା।

  • @ajitkumarbarik7319
    @ajitkumarbarik7319 2 роки тому +1

    ଛତିଶଗଡ ବୁଡି ଯାଉ... କଣ ହେଲା

  • @sudarshanodiavlogs
    @sudarshanodiavlogs 2 роки тому +2

    ସୁନ୍ଦର୍ ନିଷ୍ପତି , ମୁଖ୍ୟ ଯନ୍ତ୍ରୀ ହୀରାକୁଦ , ଧନ୍ୟବାଦ୍

  • @akshayakumarbhol4132
    @akshayakumarbhol4132 2 роки тому +1

    ଗୋଟିଏ ଥର ମାତ୍ର ନାମ ନେଉ । ନାମ ନ ନେଲେ କିଛି ବୁଝି ପାରିବନି ।

  • @Babu9181.
    @Babu9181. 2 роки тому +1

    ଯଦି ଛତିଶଗଡ କଥା ମାନୁଛ ତାହେଲେ ଭଲ ହେବନି

  • @bishnujati3264
    @bishnujati3264 2 роки тому +2

    ଯେସାକୁ ତେସା ସାର୍ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି

  • @psdprasad1409
    @psdprasad1409 2 роки тому +6

    କିଛି ଲୋକଙ୍କ ପାଇଁ ସାଧାରଣ ଜନତାଙ୍କ ସ୍ଥିତି ଖରାପ ହେଇଗଲାଣି। ଓଡ଼ିଶା ସରକାର ଙ୍କୁ ଏଠି ବୁଝି ବିଚାରି ପଦକ୍ଷେପ ନବା ଉଚିତ୍। ଆମେ ତୋ ଆଉ ଅନ୍ୟମାନଙ୍କ ପରି ସ୍ୱାର୍ଥ ପର ନହୁଁ। ବନ୍ଦେ ଉତ୍କଳଜନନୀ।

  • @creativskpictureshub
    @creativskpictureshub 2 роки тому +1

    ଜେସା କୁ ତେସା 👍 ବଢିଆ ହେଇଛି ଏବେ ନାମ ନିୟ

  • @debarajnanda7130
    @debarajnanda7130 2 роки тому +1

    ଶଳା ଖରାଦିନେ ପାଣି ପାଇଁ ଛାଡୁନଥିଲା ଏବେ ରଖୁନ ଫୁଟାଣି ମାରୁଥିଲା

  • @prasantpradhan3925
    @prasantpradhan3925 2 роки тому +2

    100% Right ...

  • @soumyaranjanbehera7788
    @soumyaranjanbehera7788 2 роки тому +1

    ସାର
    ଆପଣ ଜାହା କହିଛନ୍ତି ଏକଦମ୍ ଠିକ୍

  • @jagannathmuduli7785
    @jagannathmuduli7785 2 роки тому +1

    ଯାହା ହେଇଛି ଭଲ ହୋଇଛି।

  • @bibhutibhusanabehera846
    @bibhutibhusanabehera846 2 роки тому

    You are real hero....

  • @srimatimahapatra1994
    @srimatimahapatra1994 2 роки тому +1

    best news of the year🖒🖒

  • @basantajena6876
    @basantajena6876 2 роки тому

    Good answer to chhatisgarh

  • @chitraentertain6806
    @chitraentertain6806 2 роки тому +25

    Right sir, Do your duty is on your Style.
    Jay 💐 Jagannath 💐🙏🏻🙏🏻
    ଏ ଅହଂକାର, ଘମଣ୍ଡ୍ କାହାର ରହିନି
    ଏ ଛତିଶଗଡ଼ କଣ ?

  • @chintuyadav8920
    @chintuyadav8920 2 роки тому

    Super sir right decision sir 💕

  • @subalanaik6936
    @subalanaik6936 2 роки тому +7

    ଯେସାକୁ ତେସା 😀

  • @SAHU-dz4kl
    @SAHU-dz4kl 2 роки тому +1

    You are right sir 💯 👍

  • @ayswariyamishra1905
    @ayswariyamishra1905 2 роки тому +1

    Right decision 👍👍

  • @crbehera5881
    @crbehera5881 2 роки тому

    Ba ba odia pua salute sir #love u

  • @arnapurnajethi6787
    @arnapurnajethi6787 2 роки тому +1

    ଆମର ଆଉ ଗୋଟେ ଡ୍ୟାମ କରିବାର ଅଛି ଖରା ଦିନ ପାଇଁ ପାଣି ସଂଚୟ ନିମନ୍ତ

  • @ratanmohan2131
    @ratanmohan2131 2 роки тому

    Jai Jagannath

  • @rabindrabiswal1996
    @rabindrabiswal1996 2 роки тому +8

    Thank you for bravery statement..Sir

  • @debrajsambalpurivolges770
    @debrajsambalpurivolges770 2 роки тому +1

    I love odisha

  • @sumantasahoo5079
    @sumantasahoo5079 2 роки тому

    ସାହୁ ବାବୁ ଆପଣଙ୍କ ଉତ୍ତର କୁ ଧନ୍ୟବାଦ

  • @mamalimohanty7993
    @mamalimohanty7993 2 роки тому +42

    So many thanks to our enginers for their Foresight

  • @ajitkumar9873
    @ajitkumar9873 2 роки тому

    ଆମେ ଛତିଶଗଡ଼ ପାଣି ରେ ଫସିଛୁ ଗିରିଧଉରି ରେ ା

  • @susantanath8775
    @susantanath8775 2 роки тому +7

    ତମ ଟଣା ଓଟରାରେ ଆମେ ଭାସିଜିବୁ ଠିକ୍ ନିସ୍ପତି ନିଅନ୍ତୁ 🙏🙏🙏🙏🙏

    • @nrbvlogs2382
      @nrbvlogs2382 2 роки тому

      ଆଗରୁ କୋଉଠି ଥିଲ ଭାସି ଜୟ ଭଲ ହବ

    • @rinkurinku3160
      @rinkurinku3160 2 роки тому

      Right bro

  • @sorryguyzofficial
    @sorryguyzofficial 2 роки тому +5

    ମୁଁ ହେଇଥିଲେ କହିଥାନ୍ତି ଗାଣ୍ଡି ମରାଓ ମାଗିଆ ଛତିଶଗଡ଼ ଆମେ ଗେଟ୍ ଖୋଲିବୁନି କଣ ବାଣ୍ଡ ଛୋଡ଼ିବା କଥା ଛୋଡ଼ନି

  • @trilochankhuntia979
    @trilochankhuntia979 2 роки тому +1

    ନାକବାଟେ ପୁରାଇ,ପାଟି ବାଟେ ପାଣି ଛାଡ଼ୁ ଛତିଶଗଡ଼।

  • @just_gk2141
    @just_gk2141 2 роки тому +4

    ଏଇ ସମୟରେ ତାଙ୍କ ସହିତ ଯାହା ବି ଚୁକ୍ତିନାମା କରିବାର ଅଛି କରିଦିଅ ନ ଶୁଣିଲେ ସେ ତା କିଳା ସମ୍ଭାଳୁ 🤣

    • @sujatabishoyi9192
      @sujatabishoyi9192 2 роки тому

      What an idea bro...next pm aapan heba uchit👍👍

    • @just_gk2141
      @just_gk2141 2 роки тому

      @@sujatabishoyi9192 ନାଇଁ ଥାଉ ଜନତା ସବୁବେଳେ ରାଜା_ମନ୍ତ୍ରୀ ମନ୍ତ୍ରୀ ରାଜା ହେଇପାରିବେନି 😂

  • @atarush7536
    @atarush7536 2 роки тому +1

    Very good gate khu la nai

  • @Umavlogs4210
    @Umavlogs4210 2 роки тому +2

    ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ ଏବେ ସମ୍ଭାଳ ଛତିଶଗଡ଼

  • @noonesd5
    @noonesd5 2 роки тому +1

    Parliament ରେ ଗୋଟେ ଶକ୍ତ ନିୟମ ପରିତ ହେବା କଥା। ନଦୀ ପାଣି ବନ୍ଧ ପାଣି ଏ ସବୁ ର ସଠିକ୍ ଆଉ updated ତଥ୍ଯ ଗୋଟେ କେନ୍ଦ୍ରୀୟ website portal ରେ ସବୁବେଳେ upload ହବ। ନିଜ ନିଜ କ୍ଷେତ୍ରୀୟ ସରକାର୍ ସେଥିପାଇଁ ଦାୟୀ ରହିବେ। ଆଉ ମୁଖ୍ୟ ଯନ୍ତ୍ରୀ Chief Engineer ସେଥିପାଇଁ ସିଧା ପାର୍ଲିଆମେଣ୍ଟ ଆଉ ସୁପ୍ରିକୋର୍ଟଙ୍କ ପାଖରେ ଦାୟୀ ରହିବେ।
    ଚୀନ ଭଳିଆ ଆଚରଣ ରଖି ଯଦି ଚୀନ କୁ ବ୍ରହ୍ମପୁତ୍ର ନଦୀ ର ତଥ୍ଯ ଠିକ୍ ସେ ନ ଦବା ପାଇଁ ଦୋଷ ଦଉଚ, ତେବେ ତାମଠୁ ବଡ ବହୁରୂପୀ ଆଉ କିଏ ହବ ?
    ଅଧିକାଂଶ ରାଜ୍ୟ ଗୁଡାକ ର ସମାନ ଅସୁବିଧା। ଝିଅ ପିଲାଙ୍କ ଭଳିଆ ପରସ୍ପର ସହ ଈର୍ଷା ଆଉ ଅହଙ୍କାର।🤦

  • @laxmipriyasahoo310
    @laxmipriyasahoo310 2 роки тому

    vr gd 🙏🙏🙏🙏🙏 Spr bahut badhia katha 🙏🙏🙏🙏🙏🙏😍😍😍😍

  • @litusethi2355
    @litusethi2355 2 роки тому

    So super you are right saying sir👌👌👌 I like

  • @chikoodas9524
    @chikoodas9524 2 роки тому +14

    Kichi bi hau odisha safe rahiba darkar .. loka problem re na asantu se chattisgarh hau ki odisha .. politics chadi genuine rahiba thik

  • @priyabrata2615
    @priyabrata2615 2 роки тому +1

    ଠିକ୍ ଶାଶୁ ର ପାଳି କୁ ବହୁ ର ପାଳି.
    ଯାହା ହେଇଛି ଠିକ୍ ହେଇଛି

  • @soniasweet5596
    @soniasweet5596 2 роки тому +1

    Well said 🙏🙏

  • @suryapalai3495
    @suryapalai3495 2 роки тому

    Right 👍

  • @namedesigner_pintu_rout
    @namedesigner_pintu_rout 2 роки тому

    Good, very good,

  • @kirtanprativa
    @kirtanprativa 2 роки тому

    ଆଜ୍ଞା ସରକାର ଙ୍କ ଭୁଲ ପାଇଁ ସାଧାରଣ ଜନତା ଙ୍କୁ ବଳି ପକେଇବା ଠିକ ନୁହଁ
    ଆଉ ଓଡିଶା ସରକାର କେତେ ଚାଷୀ କୁ ପାଣି ଦେଉଛି ସେଇଟା ବି ସମସ୍ତଙ୍କୁ ଜଣା
    କାହା ଦୁଃଖ ସମୟରେ ଛିଡା ହେବା ଆମ ସଂସ୍କୃତି କୁହେ ଆମ ଉତ୍କଳ ଓଡିଶା 🙏🙏🙏

  • @suryakantasamal7751
    @suryakantasamal7751 2 роки тому +1

    ଏଇ time ରେ ଛତିଶଗଡ କୁ ପାନେ ଦେବା କଥା।

  • @tungurubhola7220
    @tungurubhola7220 2 роки тому +1

    Jay Jagannath

  • @goutamsenapati6891
    @goutamsenapati6891 2 роки тому +1

    Odisha Engeneer Good Decision for chattisgarh

  • @sushantmalla5311
    @sushantmalla5311 2 роки тому

    Bahut sundar jay jagannth🙏🙏🙏

  • @renubalamohapatra5702
    @renubalamohapatra5702 2 роки тому +1

    Jai shree Jagannath 🙏

  • @kailashswain4735
    @kailashswain4735 2 роки тому +1

    Good decision...

  • @sonababyvlogs7934
    @sonababyvlogs7934 2 роки тому +15

    Je pache para manda. Ta pai pachanti gobinda Jay jagannath🙏🙏🙏🙏🙏

  • @koltepotelmirabilis8776
    @koltepotelmirabilis8776 2 роки тому +2

    ଛତିଶଗଡ ଯଦି େକୗଣସି ସାହାୟ୍ଯ ନକଲେ ତୁମେ କାହିଁକି କରିବ ସାହାୟ୍ଯ ଭଲହେଲା

  • @pappuprakash8477
    @pappuprakash8477 2 роки тому +5

    ଜୟ ଜଗନ୍ନାଥ ସ୍ଵାମୀ

  • @sethyprasanta4491
    @sethyprasanta4491 2 роки тому +6

    Thank you sir

  • @manasranjanmohanty3270
    @manasranjanmohanty3270 2 роки тому +3

    ଗଟେ ବନ୍ଦ କର ଭାସୁ ଛତିଶ ଗଡ଼ ବୁଡୁ ମୋଦି କଣ ଛୋଡ଼ିବ ଦେଖଇଆ 😄

  • @satyasundarjena160
    @satyasundarjena160 2 роки тому +2

    Sir ଆପଣ ମାନେ କରିଛନ୍ତି ଯେମିତି ଖରା ବେଳେ ଆମ ଓଡ଼ିଶା ଚାଷୀ ଭାଇଙ୍କର ଯେତେ କ୍ଷ୍ୟତି ହୋଇଛି ତାର 5% ଅଧିକା କ୍ଷ୍ୟତି କରିବେ ତାପରେ ତାଙ୍କ ପାଖରୁ. ଷ୍ଟେର୍ଟମେଣ୍ଟ ରାଜିନାମା ରେକଡ଼ ନେବେ ଆଇନ ଅନୁଯାଇ ଯେମିତି ଆମ ପରିସ୍ତିକୁ ଆମକୁ helf କରିବେ ଏବଂ ବି ପାଇବେ. ନହଲେ ଛତିଶଗଡ଼ ପାକିସ୍ତାନ ଭଳି ଦୁଗୁଲା ଅଛି ଛୋଟ ସାପର ବେଶୀ ବିଷ

  • @kumarbag1566
    @kumarbag1566 2 роки тому

    God job .. 😁😁😁😁
    Hesha ku tesha.. 👌👌👌

  • @shydollpriti8691
    @shydollpriti8691 2 роки тому +1

    ବନ୍ଧ ଆଗରେ ବନ୍ଧ କଣ ପାଇଁ ଛତିଶଗଡ କରୁଥିଲା ବେଶି ଫୁଟାଣି ଛତିଶଗଡର

  • @Babylovesbabu
    @Babylovesbabu 2 роки тому +1

    ଭଲ କରିଛ sir 😄😄😄😄😄🙏🙏🙏🙏

  • @Gigglegigles
    @Gigglegigles 2 роки тому

    Good...Jai jagannath 🙏🏻

  • @travelgurufood.fun.friends6129
    @travelgurufood.fun.friends6129 2 роки тому +1

    ଛତିଶଗଡ଼ ସହିତ ଠିକ ହେଇଛି। ଆମକୁ ଚାଷ କରିବାକୁ ପାଣି ଦେଇନଥିଲେ। ଏବେ ପାଣି ପିଅ। ଯେତେ ପାରୁଛ ପିଅ। ଯେତେ ଜମା କରି ପାରୁଛ କର। ଡେଲି ଆଙ୍ଗୁଠି ମାରୁଥିଲ ଏବେ ଆମ ଚାପୁଡ଼ା ସମ୍ଭାଳ। ତମେ ହାତରେ ମାରିଲେ ଆମେ ଭାତରେ ମାରିବୁ।

    • @gudusonu0210
      @gudusonu0210 2 роки тому

      Se gate kholile Hirakud dam vhangijiba pagala tu

  • @ranjankumarbala6388
    @ranjankumarbala6388 2 роки тому

    great action by odisha gov jesa ku tesa

  • @rajeshroutraju3607
    @rajeshroutraju3607 2 роки тому +12

    Jai odisa

  • @saheenusmani9318
    @saheenusmani9318 2 роки тому

    Good 👍

  • @papakipari8862
    @papakipari8862 2 роки тому +1

    ରେଗିଷ୍ଟାନ ଦେଖଉ ଥିଲ କେଜେରେ ଧର୍ଲ

  • @jprakashbehera7401
    @jprakashbehera7401 2 роки тому +9

    Very good lessons for chhatisgarh,,

  • @dlovecreation
    @dlovecreation 2 роки тому

    good work sir

  • @prasanku.tripathy1574
    @prasanku.tripathy1574 2 роки тому

    ଠିକ କରିଚ , ଯେସାକୁ ତେସା ହେବାଦପକାର ମହାସ୍ବାର୍ଥବାଦି ଛତିସଗଡ ସରକାର.

  • @arunmohanty4703
    @arunmohanty4703 2 роки тому +4

    ଛତିଶଗଡ଼ କୁ ଛାଡିଦିଅ ତା ଅବସ୍ଥା ରେ ତା ଫୁଟାଣି ତାକୁ ମାରୁ 👍🏽

    • @stutikerketta2168
      @stutikerketta2168 2 роки тому +2

      Odisha kana kam futani maruchhi.jadi Hirakud bandha bhangila tahele CTC,bbsr sidha samudra re.

    • @pankajrout6252
      @pankajrout6252 2 роки тому

      Right