The Rise & Fall of Overnight Millionaires|କୋଟିପତି ଗାଁ-ଗାଈ ଚରାଳି ଠାରୁ ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ କୋଟିପତି

Поділитися
Вставка
  • Опубліковано 30 жов 2024

КОМЕНТАРІ • 256

  • @Shyamyadav80x
    @Shyamyadav80x 2 місяці тому +76

    MLA ଓ MP ମାନଙ୍କର ସମ୍ପତ୍ତା ବଢ଼ିଲେ କିଛି. କରି ପାରୁନ ଜଣେ ଗରିବ ଲୋକ ଧନୀ ହୋଇଗଲେ ତାକୁ ED ଧରୁଛି । ଯଦି ନିୟମ କାନୁନ୍ ସମସ୍ତଙ୍କ ପାଇଁ ସମାନ ତାହେଲେ ବଡ଼ବଡ଼ ଲୋକଙ୍କୁ ଆଗ ED ଧରୁ

  • @Shyamyadav80x
    @Shyamyadav80x 2 місяці тому +34

    ସେମାନେ ଗେମ୍ ଖେଲିଲେ ଜିତିଲେ ତେଣୁ ରେଡ୍ ହେଲା ଯଦି ହାରିଥିଲେ ସରକାର ପଇସା ଷତିପୂରଣ ଦେଇ ଥାଆନ୍ତି କି

  • @adityaprince1987
    @adityaprince1987 3 місяці тому +29

    ଯେବେ ଖାଇବାକୁ ନଥିଲା ED କାଇଁ ଯାଉନଥିଲା ki khaiba ku dau nathila, ଏବେ କାଇଁ G, Galu hela, semane game kheli paisa jitile kn asubidha hela

  • @minaketan5562
    @minaketan5562 3 місяці тому +39

    ବାଳ ସରକାର ଯିଏ ଓଡ଼ିଶା କୁ ଲୁଟ୍ କରୁଛି ତାଙ୍କୁ ed କିଛି କରିପାରୁନି

  • @nabinraj7474
    @nabinraj7474 3 місяці тому +61

    ଗରିବ ହେଲେ ବୋଲି ତୁମେ ଏତେ କଥା କହୁଛ
    5 ମହଲା ବି ବନେଇବେ ତୁମର କଣ ପ୍ରୋବେଲମ
    କିଏ ସେ ଧନୀ ବ୍ୟକ୍ତି ତାର ଜୀବନ ସହିଲାନି
    ସେ ନିଜକୁ କଣ ଭାବିଛି

    • @SunaDs-Reaction
      @SunaDs-Reaction 2 місяці тому

      Right mla .minister .. thaka engineer emanka ghara khiki dekhu nahati

  • @rabirajcreatar
    @rabirajcreatar 3 місяці тому +29

    ତୋ ମା ବିଆ ରେ ଗିହେଁ ଯୋଉ ଲୋକ ED, କରିଚି ତା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉ ମୁଁ କହିବି ଯୋଉ 6, ଜଣ income କରିଛନ୍ତି ତାଙ୍କୁ ମୋତ ରଫରୁ, salut, dhaniyabad mehanat, କରିଥିବାରୁ, ,

  • @sanjayparida2861
    @sanjayparida2861 3 місяці тому +24

    ସେମାନେ ଅପରାଧୀ ନୁହଁନ୍ତି। Income tax ତାଙ୍କଠୁ କାଟନ୍ତୁ।

  • @JS-jp7yb
    @JS-jp7yb 2 місяці тому +34

    ସେମାନେ ଗରୀବ ଥିଲାବେଳେ ତ କିଛି ସାହାଯ୍ୟ କଲନି ହେବେଆଜି ଯେତେବେଳେ ଧନୀ ହେଲେ ତମର ସବୁ ପାଟୁଛି

  • @malayapatra9564
    @malayapatra9564 3 місяці тому +169

    ସିଏ ଚୋରି କରୁନାହାନ୍ତି ତ ଭେଜାଖଟାଇ ରୋଜଗାର କରୁଛନ୍ତି ଏମାନଙ୍କର ଫଟୁଛି କାହିଁ

    • @suryakantasahoo9237
      @suryakantasahoo9237 3 місяці тому +4

      Bhai tu chota mota job kari tax dauchu na nai semane koti koti tanka kamei tax dau nahanti

    • @suryakantasahoo9237
      @suryakantasahoo9237 3 місяці тому

      Gote point suni to gandi jalila na nahi na au kahibi

    • @PurnachandraPatra-gr5ng
      @PurnachandraPatra-gr5ng 3 місяці тому +2

      Samastanku ta job milu nai na

    • @rajasahoo2505
      @rajasahoo2505 3 місяці тому +4

      ​​@@suryakantasahoo9237 jou tax ame Mane dauchhanti...ta badalare ame govt pakharu thik benifit pauchhanti ta,na ama Paisa re semane election kharcha aau freebies bantuchhanti...
      Sara desa re 2.5% loka income tax pay karuchhanti jahaki total GST collection tharu bahut adhika...tahele chinta Kara joumane income tax pay karuchhanti sei middle class lokanka pain govt kn karichhi...
      2nd thing kete ta minister ghare raid hauchhi je...
      Age se sabu ku anudhyana Kara re bhai

    • @ghostrider9746
      @ghostrider9746 3 місяці тому

      Blackmoney white kara jauchi...

  • @shivapradhan2193
    @shivapradhan2193 3 місяці тому +41

    Sabu neta mantri ghare kana pain ED pasuni semane v koti koti tanka rakhi chhanti.
    Election time re samaste nija paisa kete achhi sabu pablic ku janati hele tanka upraku kana pain ED action nau nai

  • @DrxRasmi_artistlife
    @DrxRasmi_artistlife 3 місяці тому +36

    Knn problem se tanka mehnat re khelile win hele paile

  • @nareshsabar4311
    @nareshsabar4311 3 місяці тому +21

    ସରକାର କିଛି ତ ରୋଜଗାର ଦେଉନି ଆଉ କି କାମ କରିଥାନ୍ତେ କି????

  • @DipakkumarPradhan-xn8yt
    @DipakkumarPradhan-xn8yt 3 місяці тому +71

    ତମେ କାହିଁକି ପିଲାମାନଙ୍କୁ ହଇରାଣ କରୁଛ

  • @rabirajcreatar
    @rabirajcreatar 3 місяці тому +7

    ମାଗିଆ ନେତା ମନ୍ତ୍ରୀ ଘର କୁ ed କର, ଏ ଗରିବ ଖଟିଖିଆ ଲୋକଙ୍କ ଖୁସି କଣ ପାଇଁ ଛଡ ଉଚ୍ଚ , ଜୟ ଜଗନ୍ନାଥ ଯୋଉ ଲୋକ ମାନେ ଏ ଖବର କୁ ଲୋକ ଙ୍କ ଆଗକୁ ଆଣିଚି ତାର ଯୋଉ ବେପାର ଅଛି ସବୁ ବୁଡ଼ି ଯାଉ, ଜୟ ଜଗନ୍ନାଥ

  • @prafullanayak9729
    @prafullanayak9729 3 місяці тому +56

    ସେମାନେ ଚୋରିକରିନାହାନ୍ତି, ସେମାନଙ୍କୁ କେସରେ ଫାଂସେଇ ଜେଲପଠେଇବା ଅନୁଚିତ,

  • @IAMAVIKJORDAN
    @IAMAVIKJORDAN 3 місяці тому +34

    Haan kana hela hethu? Kana gariba loka hai paribeni kotipati?

    • @ninetythree.2085
      @ninetythree.2085 3 місяці тому +1

      heba ku kehi mna karu nahanti but legal way re huantu.

    • @NBCOMEDY207
      @NBCOMEDY207 3 місяці тому

      Au dhani loka bahut legally income karuchhanti nai @ninetythree.2058

    • @IAMAVIKJORDAN
      @IAMAVIKJORDAN 3 місяці тому +1

      @@ninetythree.2085 Legal way rey kehi hai parantini, System semiti tiyari haini amara

  • @samrit602
    @samrit602 3 місяці тому +4

    This is Genuine money...

  • @Smrutiranjan8220ST
    @Smrutiranjan8220ST 2 місяці тому +3

    Bahut bhala . Katha …they are not thief

  • @SubhendukumarSahani
    @SubhendukumarSahani 2 місяці тому

    ଜୟ ଶ୍ରୀ ରାମ

  • @francissahu7647
    @francissahu7647 2 місяці тому +3

    ଆମ ଦେଶରେ ଅଜବ ଗଜବ୍ ନିୟମ,ଗରୀବ ଥିଲାବେଳେ କେହି ପଚାରିଜିବେନି,ସତକଥା

  • @bijayanayak1713
    @bijayanayak1713 3 місяці тому +7

    ସେମାନେ ଗେମ୍ ଖେଳିଲେ ଟଙ୍କା ଜିତିଲେ ଚୋରିକରି ନାହାଁନ୍ତି। କଣ୍ ପାଇଁ ଇଡି ରେଡ କରିବ।

  • @srcreationzphotoediting
    @srcreationzphotoediting 3 місяці тому +9

    ଏଥିରେ କଣ ଅସୁବିଧା ଅଛି ? ସେମାନେ ତାଙ୍କ ବୁଦ୍ଧିରେ ପାଇସା ରୋଜଗାର କଲେ ସେମାନେ ଗରିବ ହେଲେ କଣ ଘର ବନେଇ ପାରିବେନି କି |

  • @SubhendukumarSahani
    @SubhendukumarSahani 2 місяці тому

    ଜୟ ଶ୍ରୀ କୃଷ୍ଣ

  • @GobindachandraSahu-kf6vo
    @GobindachandraSahu-kf6vo 2 місяці тому +6

    ନିଜ ବୁଦ୍ଧି ବଳରେ ରୋଜଗାର

  • @rabiprosadpanigrahi7945
    @rabiprosadpanigrahi7945 2 місяці тому +2

    ଏଠି ଧନୀ ହେଲେ ଅସୁବିଧା। ଗରିବ ହେଲେ ବି ଅସୁବିଧା।

  • @SubhendukumarSahani
    @SubhendukumarSahani 2 місяці тому

    ଜୟ ଶ୍ରୀ ଜଗନ୍ନାଥ

  • @arjunsahoo-df1oz
    @arjunsahoo-df1oz 2 місяці тому +4

    ଓଡ଼ିଶାର ପୁରୀ ଜିଲ୍ଲାରେ ବ୍ରହ୍ମଗିରିରେ ଏମିତୀ ଅନେକ ଲୋକ ଅଛନ୍ତି

  • @RCPExpressdailyTruCK
    @RCPExpressdailyTruCK 3 місяці тому +6

    ଗୋଟିଏ କଥା ।। ଏମାନେ ତ ଜିତି ଗଲେ ।।ଏଇ ଭଳିଆ ଅନ୍ୟ ମାନେ ଲାଳଚ ରେ ପଡ଼ି ପଇସା invest କରି ବର୍ବାଦ୍ ହେବାର ବହୁତ୍ ସମ୍ଭାବନା ଅଛି । କାରଣ ଏହା ଏକ ଜୁଆ ଖେଳ ଭଳିଆ ଗୋଟେ ଖେଳ ।

  • @bimbadharsahu8458
    @bimbadharsahu8458 3 місяці тому +6

    Odisha news channel r kana jauchi

  • @Ajit753
    @Ajit753 2 місяці тому +2

    If they earn money through game, they should get national award... It's there talent like other sports

  • @ambikaprasad8477
    @ambikaprasad8477 2 місяці тому +1

    ସରକାରଙ୍କ ଦମ ନାହିଁ ଅନଲାଇନ ଗେମ କୁ ବନ୍ଦ କରିବାକୁ 100 ଟା ଆପ ଚାଲୁଛି ହେଲେ ସରକାର କଣ ଜାଣି ପାରୁନାହାନ୍ତି ...ଏ ସବୁ ପାଇଁ ସରକାର ଦାୟୀ ..ସରକାରଙ୍କ ଜାଣତରେ ଚାଲୁଛି ..ଗରିବ ଲୋକ ମାନଙ୍କୁ ହଇରାଣ କରିବାର ଯୋଜନା ତା ବ୍ଯତିତ କିଛି ନୁହେ ..

  • @KalaKhan-ch2xl
    @KalaKhan-ch2xl 2 місяці тому +1

    ତଦନ୍ତ ହେଉ ବିଜେଡି ର ପଇସା ଏମାନେ ରଖିଛନ୍ତି ମନ୍ତ୍ରୀ ମାନେ 🤝

  • @mrsahu704
    @mrsahu704 3 місяці тому +4

    Bahut game achhi

  • @saraswataparija3
    @saraswataparija3 2 місяці тому +3

    ତା ମାନେ କେହି ଆଉ ଭଲରେ ଚଳିବେନି??? ଭଲରେ ଖାଇଲେ ରହିଲେ କେବଳ ନେତା ମନ୍ତ୍ରୀ ନ୍କ ପରିବାର ସଦସ୍ୟ ହେଇଥିବା ଦରକାର ନା କଣ??Government ଏହି ସବୁ କୁ ଯେମତି ତଦାରଖ କରୁଚି ସେମିତି ଯେଉଁ ମାନେ Byke ଚୋରି chain snatching କରୁଚନ୍ତି ତାଂକ ପ୍ରତି କଠୋର କର୍ଯ୍ୟାନୁଷ୍ଠାନ ନେଲେ ଭଲ ହୁଅନ୍ତା।

  • @bishnuprasadsundara1641
    @bishnuprasadsundara1641 2 місяці тому +1

    😮😮

  • @ajitkumarpadhi-h6w
    @ajitkumarpadhi-h6w 2 місяці тому

    ଏହା କୋୖଣସି ଖେଳ ରୁ ଉପାର୍ଜିତ ଅର୍ଥ ନୁହେଁ ଏହା ନିଶ୍ଚିତ ଭାବେ ସାଇବର fraud ରୁ ଉପାର୍ଜିତ ଅର୍ଥ। କିମ୍ବା ଚୋରି ଡକାୟତି ର ପ‌ଇସା ପୋଲିସ ଠିକ ଭାବରେ enquiry କଲେ ଜଣାଯିବ

  • @chandraisoren3615
    @chandraisoren3615 3 місяці тому +3

    ମା...........? New7 ଆଉ କିଛି ପାଇଲୁ ନାହିଁ.. ED ଘରେ 🏠 ରେଡ୍ କରୁ ନ

  • @purnendubehera2661
    @purnendubehera2661 2 місяці тому +3

    ସରକାର ଅନ୍ୟାୟ କରୁଛନ୍ତି। ସେମାନେ ଚୋରି କରିନାହାନ୍ତି। ସରକାର ଯଦି ପାରୁଛନ୍ତି ଗେମ୍ ବନ୍ଦ କରିଦିଅନ୍ତୁ

  • @purnendubehera2661
    @purnendubehera2661 2 місяці тому +1

    ଯେଉଁ ମାନେ ହାରିଛନ୍ତି ତାଙ୍କ ପାଇଁ ସରକାର କଣ କରିବେ

  • @pintudishri3654
    @pintudishri3654 3 місяці тому +4

    ସେମାନେ କେଉଁ ଅପରାଧ କରି ନାହାନ୍ତି ତାଙ୍କ ପଛରେ କାଇଁ ପଡ଼ିଛ

  • @parsuramsahoo3203
    @parsuramsahoo3203 3 місяці тому +2

    Thik achhi bhul ta kouthi nahi

  • @santoshjena3232
    @santoshjena3232 3 місяці тому +2

    Bhai caii kara

  • @foodfoodfood2325
    @foodfoodfood2325 3 місяці тому +9

    ସବୁ ଜାଗା ବିକା ଟଙ୍କା 😃

  • @RahulKumarSingh-pu4yj
    @RahulKumarSingh-pu4yj 2 місяці тому

    ଖେଲ ଖେଳି ଭଲ ହେଲା ଗରିବ ହଟିଲା ଗରିବଙ୍କ ମୁହଁରେ ହସ ଫୁଟିଲା 😊😊😊😊😊😊

  • @babark6185
    @babark6185 2 місяці тому

    ଏହି ଯୁବକ ମାନଙ୍କ ପାଇଁ ବହୁ ପରିବାର ନଷ୍ଟ ହୁଏ ବହୁ ପିଲାମାନେ ମରିଛନ୍ତି

  • @KunilataMuduli-q5m
    @KunilataMuduli-q5m 3 місяці тому +17

    Aasa sabu neta mantra adani ambani officer masaku arrest kara

  • @souravsatapathy3402
    @souravsatapathy3402 2 місяці тому

    If the game is legal then the player should also legal

  • @odiapua5502
    @odiapua5502 2 місяці тому +1

    ସବୁ news ଵାଲା ଚୋର ମଘୀୟା... ମୋର କହିବାକୁ କିଛି ଶବ୍ଦ ନାହିଁ 🙏

  • @kapilcharanmohanty9673
    @kapilcharanmohanty9673 2 місяці тому +1

    They have developed,govt.should feel relax as they might not have ration card and allied benefit of govt

  • @maruti2016
    @maruti2016 3 місяці тому +1

    Paribartn hi sansar ra niyam

  • @Praveensahu3400
    @Praveensahu3400 3 місяці тому +7

    Paisa asila boli pali asila nabaku.
    ...paisa harijaithila tame daidaithanta ki

  • @DsPujhari
    @DsPujhari 2 місяці тому +1

    ଦମ ଯଦି ଅଛି ତ ଅନଲାଇନ୍ ଗେମ୍ ଆପ୍ସ ବାଲେ ଙ୍କୁ ଧର

  • @Jasabanta07
    @Jasabanta07 3 місяці тому +1

    Crypto currency re government tax 30% neuchhi sethire asubidha kn

  • @AshishKumar-ji3nn
    @AshishKumar-ji3nn 3 місяці тому +7

    Local people are filling jealous.

  • @BanitaSethi-l1h
    @BanitaSethi-l1h 2 місяці тому +2

    Sarkar esabu game kn pain rakhichhanti
    Jie kheliba sie tanka paiba harile tara account ru katiba sarkar tanka deuchhanti ki
    Game kheliba gote talent nuhnaki?

  • @Just_randomhuman
    @Just_randomhuman 3 місяці тому +7

    Eita mehnat raa paisa nathilaaa fake illegal app ru heichi
    So kala dhana

  • @biswanathsahoo7822
    @biswanathsahoo7822 3 місяці тому

    ଅସୁବିଧାଟି କୋଉଠି ରହିଲା ?

  • @odiadevilpoadcst9810
    @odiadevilpoadcst9810 2 місяці тому

    Are crypto pai fiu anumati milichi ok sethipai crypto re invest karipatibe

  • @ManojMohapatra-r8j
    @ManojMohapatra-r8j 2 місяці тому

    କୌଣସି କାରଣ ନାହିଁ ସେମାନଙ୍କୁ ଦଣ୍ଡ ଦେବା କାରଣ ସେ ଚୋରି କରିନାହାନ୍ତି। ଯଦି ସେମାନ ଙ୍କୁ ଦଣ୍ଡ ଦେଉଛନ୍ତି ତେବେ ନେତା ମନ୍ତ୍ରୀ ମାନଙ୍କୁ ଆଗ ଦଣ୍ଡ ଦିଆଯାଉ ନେତା ମାନେ ତ ଚୋର ଏ ସାଧାରଣ ପିଲାମାନେ ତାଙ୍କ ଦିମାକ ରେ ଖେଳିକି କମେଇଛନ୍ତି କାହାକୁ ଗାଣ୍ଡିମାରି ନୁହେଁ ତେଣୁକରି ତାଙ୍କୁ କୌଣସି ଦଣ୍ଡ ଦେବାର ଅଧିକାର କାହାର ନାହିଁ

  • @bibekanandaparida6279
    @bibekanandaparida6279 2 місяці тому +1

    କାହାର ଦୋଷ ଖେଳାଳି ଙ୍କର ନା କାହାର

  • @theonenonly850
    @theonenonly850 3 місяці тому +3

    Emiti gote gan heuchi..RUNDIMAHUL,Kantamal,boudh.
    Dinathila ae gan ra loke market jaiki pulse business karuthile but last 10 yrs haba samaste kotipati.samastankar black business

    • @opplayer9463
      @opplayer9463 3 місяці тому +1

      Thik katha bhai samaste uneducated crore pati due to ganjei bepara .. ED jiba katha na ..😢 bhul ta bhul na .. se jie bi heithau

  • @indian_villagers1
    @indian_villagers1 2 місяці тому

    ଏଗୁଡ଼ା ଠିକ୍ କଥା ନୁହେଁ

  • @Nrutyangana
    @Nrutyangana Місяць тому

    athiru probleam kana hela

  • @Prempprasad
    @Prempprasad 2 місяці тому

    MP MLA ,ASK THEM HOW CAN THEY EARN A LOT IF MONEY

  • @skabdulaziz789
    @skabdulaziz789 3 місяці тому

    Dream 11 kia khelu chantii hata tekantu

  • @santoshjena3232
    @santoshjena3232 3 місяці тому +1

    A

  • @ashu_expert_official
    @ashu_expert_official 3 місяці тому

    Kn khabar ebe

  • @debendradhal5935
    @debendradhal5935 Місяць тому

    ସେମାନେ ତ କାହାରି ଚୋରି କରି ନାହାନ୍ତି, ତେବେ ସେମାନଙ୍କର ଦୋଷ କଣ?

  • @thunderstorm5362
    @thunderstorm5362 3 місяці тому +12

    Tume b kotipati huo. Sola poro dhono dekhi Loko sahi parunahanti.😂😂😂😂

  • @jaydevnathsharma4425
    @jaydevnathsharma4425 3 місяці тому +1

    So what Ed can't tolerate any one's progress

  • @MrX-gv6sw
    @MrX-gv6sw 3 місяці тому +1

    Au kauthi karuna chadhau.....

  • @jaganajaga610
    @jaganajaga610 2 місяці тому

    ବାଳ ପୋଲିସ ଚର କୁ ଆଗ ଧର ନ?

  • @rajesh1_9_9
    @rajesh1_9_9 2 місяці тому

    Kou game

  • @pabitrasahoo8563
    @pabitrasahoo8563 3 місяці тому

    Income tax paid kari nahanti ki ???

  • @susangasahu516
    @susangasahu516 3 місяці тому +1

    Gariba dhani hele doshi

  • @kumarkalyan2060
    @kumarkalyan2060 3 місяці тому +1

    Sisir କଣ କରନ୍ତି ଆଗ କୁହ ?

  • @samarendrabaral4952
    @samarendrabaral4952 2 місяці тому

    Mu share market ku use karuchi😂

  • @tebitha1235
    @tebitha1235 3 місяці тому +1

    Je kn pae semne game kheliki income krichanti boli khucha kintu semnanku jaiki dharucha q yarrrr😂

  • @bijaykumar7493
    @bijaykumar7493 2 місяці тому

    ଭାଇ ସେ gam aap
    କୁଡାକ ବନ୍ଦ କରୁନ....

  • @sbstyle5130
    @sbstyle5130 2 місяці тому +2

    Investment nuhe invest. Maaghia kota re chakiri kale ae bhalia english bahare muharu 😂😂😂😂

  • @Ambulrai
    @Ambulrai 3 місяці тому

    Naveen au Pandian ghare Ed CBI kebe pasiba??

  • @imtiajsidique499
    @imtiajsidique499 3 місяці тому

    Game legal na Illegal kuha

    • @CNayaK1
      @CNayaK1 3 місяці тому

      Elegal

  • @ajayapradhan7108
    @ajayapradhan7108 2 місяці тому +1

    Ethire asubidha kan.semane ta chori Kari nahanti.loss heithile yanku ED paisa dei thanta ki.

  • @sivanandarout4255
    @sivanandarout4255 3 місяці тому

    Tanka ra gote problem semane income tax dei nahanti ......jadi semane income tax return kari thante tahale kichi problem hei nathanta

  • @sameerfm1893
    @sameerfm1893 2 місяці тому

    Tama pakhare late re khabara pahanchila ame ehi news agaru dekhilu.

  • @lingarajmaharana2144
    @lingarajmaharana2144 3 місяці тому

    Amit saha nka ghare kebe pasiba ed

  • @OdishaBoy-j1o
    @OdishaBoy-j1o 2 місяці тому

    Telegram ray kama chalu chi

  • @satyajitsahoo4502
    @satyajitsahoo4502 3 місяці тому

    କଣ ପାଇଁ tax ଦେବେ ସେ ଗାଣ୍ଡୀ ମାରିକି ଖାଇବେ ଆମ tax ପଇସା ଏତେ tax ନଉଛନ୍ତି ରୋଜଗାର ଦଉ ନାହାନ୍ତି ନିଜ ବୁଦ୍ଧି ରେ ଏମାନେ ରୋଜଗାର କରି ଛନ୍ତି କାହାକୁ ଠକି ନାହାନ୍ତି କାହା ଠାରୁ ଲୁଟି ନାହାନ୍ତି ତ ଅସୁବିଧା କଣ
    ଏ ପ୍ରମୟେ news mgh ଟି କହୁଛି ସେମାନେ ଦି ଓଳି ଖାଇ ବାକୁ ପାଉ ନ ଥିଲେ ତୁ ବାଣ୍ଡ ଦେଖି ଥିଲୁ ମା ଗୀ ହା 😂😂

  • @yunushmahammad3787
    @yunushmahammad3787 3 місяці тому +2

    Kana bo Lock Langala hi kare Vick Mang le E.D. k Bhal Lag ba kai

  • @mrkirankumar8980
    @mrkirankumar8980 2 місяці тому

    Semanka bhul kan 😮😮😮

  • @bibhunandanpaik-xl4ud
    @bibhunandanpaik-xl4ud 2 місяці тому

    ED bhul karuchu

  • @biswajeet7292
    @biswajeet7292 2 місяці тому

    Jadi 30% tax pay kari thhante emiti kebe bhi hei nathhanta. Ye sabu legal ebe India re. Aau khas kari Mr. Lingaraj Sethi tame tama gapa sunaoni, bhai quota re chakiri paiba lokankara budhi kete seita jana amaku🙏

  • @SagarNaik-pk4qj
    @SagarNaik-pk4qj 3 місяці тому +4

    Sarkar bada macha ku dhariba nahi kebala kichi samanya gariba pila jadi dhani hei gale sarkar tanku ghari nijara pithi thapi Thai

  • @tapankumar3444
    @tapankumar3444 3 місяці тому +1

    Sabu dakayat paisa , 💯% bhala bhabare tadanta karantu ,a gote bahana aame online game kheli paisa rojagara karichu

  • @ganeshprasadsahoo8972
    @ganeshprasadsahoo8972 Місяць тому

    This is a scam in chain business

  • @HemantaDas-v2y
    @HemantaDas-v2y 2 місяці тому

    😢 new 🆕

  • @foodiefriendcircle
    @foodiefriendcircle 2 місяці тому

    Kana badhuchhi ki...kharam kam kale development heba nai..they have work hard to achieve it. Really if lower level people developed a little everybody gets together to blame them...himmat achhi ta politician ku dhara..ae chhoto lokanku dhara nai..so sad...choota lokar development kale hajam huani satare..this is make in odisha..

  • @prakashmajhi7201
    @prakashmajhi7201 3 місяці тому

    ବାଳନ୍ୟଜ୍

  • @prashantpatra9883
    @prashantpatra9883 3 місяці тому

    ଜୁଆ ଖେଳ 6 ଜନ ଯୁଆଦି

  • @MinakshiRani-u3w
    @MinakshiRani-u3w 2 місяці тому

    Acha to. Problem kya