Dance performance by KISS students.bbsr

Поділитися
Вставка
  • Опубліковано 14 бер 2019
  • This is a footage of Kiss College students learning to dance. The Kiss College is located in Bhubaneswar, the capital of the Indian state of Odisha. It was first built in 1992 with 125 students. As of 2021, 30,000 students from Odisha and outside Odisha, as well as Scheduled Tribes (ST) children from Jharkhand and Chhattisgarh are studying here. It only brings in the sons and daughters of the Scheduled Tribes (ST) and is completely free of charge. Achyutananda is teaching a feudal lord.
    There is no place in the world today where children of any race are taught for free. That is KISS Bhubaneswar, Odisha.
    It is now the first tribal university in the world to be recognized by the Government of India on August 26, 2017, after 25 years of struggle.
    The education system says there are also KG to PG and M.Phil & PhD Research Courses. & Hostel system.
    It is free of charge for Scheduled Tribe children.
    Under the auspices of the KISS College, I have paid tribute to Dr. Achyutananda Samantha Sir. he is a God of Schedule Tribe (ST) students.
    If you are a Scheduled Tribe (ST) child, you should contact this college if you are missing out on higher education.
    If you are new to our channel, don't forget to like, subscribe and sheire our channel to watch our new videos first.
    Thanks for watching my video.
    ଏହା କିସ କଲେଜର ଛାତ୍ର ଛାତ୍ରୀମାନେ ଡ୍ୟାନ୍ସ ଶିଖିବା ସମୟର ଏକ ଫୁଟେଜ । ଏହି କିସ କଲେଜଟି ଭାରତର ଓଡ଼ିଶା ରାଜ୍ୟର ରାଜଧାନୀ ଭୁବନେଶ୍ବର ଠାରେ ଅବସ୍ଥିତ । ଏହା ପ୍ରଥମେ ୧୯୯୨ ମସିହା ଠାରୁ ୧୨୫ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଗଢ଼ି ଉଠିଥିଲା । ବର୍ତ୍ତମାନ ୨୦୨୧ ମସିହାରେ ଏଠାରେ ୩୦,୦୦୦ ଛାତ୍ର ଛାତ୍ରୀ ଓଡ଼ିଶାର ଏବଂ ଓଡ଼ିଶା ବାହାରୁ ତଥା ଝାଡଖଣ୍ଡ, ଛତିଶଗଡ଼ରୁ ମଧ୍ୟ ଅନୁସୂଚିତ ଜନଜାତିର(ST) ପିଲାମାନେ ଅଧ୍ୟୟନ କରୁଛନ୍ତି । ଏହା କେବଳ ଅନୁସୂଚିତ ଜନଜାତି(ST)ର ପୁଅ ଏବଂ ଝିଅ ମାନଙ୍କୁ ଆଣି ସଂପୂର୍ଣ୍ଣ ମାଗଣାରେ ଡ. ଅଚ୍ୟୁତାନନ୍ଦ ସାମନ୍ତ ପାଠ ପଢ଼ାଉଛନ୍ତି ।
    ବର୍ତ୍ତମାନ ପୃଥିବୀରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠାରେ କି ସଂପୂର୍ଣ୍ଣ ମାଗଣାରେ ଯେ କୌଣସି ଜାତିର ପିଲାମାନଙ୍କୁ ଶିକ୍ଷାଦାନ ଦିଆଯାଉଛି । ସେଇଟା ହେଉଛି କିସ(KISS) ଭୁବନେଶ୍ୱର, ଓଡ଼ିଶା ।
    ବର୍ତ୍ତମାନ ଏହା ୨୫ ବର୍ଷ ସଂଘର୍ଷମୟ ଭିତରେ ଭାରତ ସରକାରଙ୍କ ଦ୍ଵାରା ୨୬ ଅଗଷ୍ଟ ୨୦୧୭ ମସିହାରେ ପୃଥିବୀରେ ପ୍ରଥମ ଜନଜାତି ବିଶ୍ବବିଦ୍ୟାଳୟ ଭାବରେ ମାନ୍ୟତା ପାଇଲା ।
    ଶିକ୍ଷା ବ୍ୟବସ୍ଥା କହିଲେ ଏଠାରେ KG to PG ଏବଂ M.Phil & PhD Research Course ମଧ୍ୟ ଅଛି ।
    ଯାହା ସଂପୂର୍ଣ୍ଣ ମାଗଣାରେ ଅନୁସୂଚିତ ଜନଜାତିର ପିଲାମାନଙ୍କୁ ରଖି ଶିକ୍ଷାଦାନ ଦିଆଯାଉଛି ।
    ଯାହାର ତତ୍ୱାବଧାନରେ ଏହି କିସ(KISS) କଲେଜଟି ଗଢ଼ିଉଠିଛି ସେ ହେଉଛନ୍ତି, ଡ.ଅଚ୍ୟୁତାନନ୍ଦ ସାମନ୍ତ ସାରଙ୍କୁ ମୋର କୋଟି କୋଟି ପ୍ରଣାମ ।
    ଆପଣାମାନେ ମଧ୍ୟ ଯଦି ଅନୁସୂଚିତ ଜନଜାତିର(ST) ପିଲା ଅଟନ୍ତି ତେବେ ନିଶ୍ଚୟ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିଲେ ଏହି କଲେଜରେ ଯୋଗାଯୋଗ କରନ୍ତୁ ।
    ଯଦି ଆପଣ ଆମର ଏହି ଚ୍ୟାନେଲରେ ନୂଆ ଅଟନ୍ତି ତେବେ ସର୍ବ ପ୍ରଥମେ ଆମର ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ, ସସକ୍ରାଇବ ଏବଂ ସେୟାର କରିବାବୁ ଭୁଲିବେ ନାହିଁ ।
    ମୋ ଭିଡ଼ିଓ ଦେଖିଥିବାରୁ ଆପଣ ମାନଙ୍କୁ...👏👏 । # / hrusikesh.kanhar.33
    #www.twitter@kanharHrusikesh.
    #Malikpada#Dandanacha
    #Best_dandanacha_in_Boudh#from #Malikpada danda nacha#April2019
    # • #Malikpada #Dandanacha...
    ☺️😊😢👍👌💐🎂🎂🎂💐👌👍😢😊☺️☺️😊😢👍👌💐💐👌👌💐💐💐🎂💐💐👌👍👍😢😊☺️☺️😊😊😊😢👍👌88877💝🎊🎊😘🙅🎁🎁🎁👏👏👏👋

КОМЕНТАРІ • 67