Odia Asmita | Official Full Video | Rupa ,Pintu | Ira Mohanty , Human Sagar | Odia Song | GMJ Odia
Вставка
- Опубліковано 15 вер 2024
- Welcome to Global Music Junction Odia (GMJ ODIA)
Create Your Reels Here:
Song Credits
► Starring - Rupa , Pintu
► Director - Bibek
► Music - Malaya Mishra
► Producer - Rajkumar Singh , Malaya Mishra
► Singer - Ira Mohanty ,Humane Sagar
► Lyrics - Subash Mishra
► DOP - Satyam , Krishna
► Creative Head & Story- Prasanta Mishra
► Choreographer -Sajaan ,Ruchika
► Edit - Ranjan Khatei
► DI - Digital Dreams
► Make up... Tutu
► Hair ..... Mama
► Costume.... Dilip
► Art.... Pandia
► Production Manager - Litu
► Digitization Team GMJ.
► Promotion. Team Monsoon Creatives. (Santosh,Subha,Purnit,Manaswini)
#rupapintukhusiexpress #rupapintu #humansagar #iramohanty
#gmjodia #odiaasmita #malayamishra
♪ Full Song Available On ♪
♪ Spotify:
♪ Jiosaavn:
♪ Wynk:
♪ Apple Music:
♪ YT Music:
♪ Amazon Music:
♪ Gaana:
► UA-cam: / @gmjglobalmusicjunctio...
► Facebook: www.facebook.c...
► Instagram: / gmjodia
► Twitter: / gmjodia
For Trade Enquiry: +919869649066
Email Us: Enquiry@globalmusicjunction.com
ମୋର ଓଡ଼ିଶାର ଅଗଣିତ ଦର୍ଶକ ବନ୍ଧୁ ମାନଙ୍କୁ rupa pin2 khusi express ପରିବାର ତରଫରୁ ବହୁତ ସାରା ଭଲ ପାଇବା ଏହି ଓଡ଼ିଆ ଅସ୍ମିତା ଗୀତଟି ଆପଣ ମାନଙ୍କୁ କେମିତି ଲାଗିଲା ମତାମତ ଜଣାଇବେ ଆଉ ଆମ ତରଫରୁ ଜଦି କିଛି ଭୁଲ ଥାଏ କ୍ଷମା କରିବେ ମହାପ୍ରଭୁ ଜଗନ୍ନାଥ ଆପଣକୁ ସଦା ସର୍ବଦା ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏
Beautiful song ❤
Bahut Sundar Heichhi Bhai All The Best❤ Jay Jagannath 🙏🙏🙏
LOVE U Rupa❤❤❤❤ and Pintu bhai
Bhai bhala heichi
❤
Bahut sundar heichhi ❤❤❤odia asmita ❤❤❤bhai bhauja.....All the best ❤❤❤
Suna didi mote tike baba nka sha katha kareideba please 🙏🙏
Didi mu pune re job kare ama ghara salepur
❤
Bala Gita Kari cha
Sala to mapku vhauni banedouchu ki Banda katha kahuchu
Finally ଅପେକ୍ଷାର ଅନ୍ତ ଘଟିଲା ଓଡ଼ିଆ ଅସ୍ମିତା ଗୀତ ଆଜି release ହେଲା🥳🥳🥳କିଏ କିଏ ଓଡ଼ିଶା ଅସ୍ମିତା ମାନେ ଜାଣିନା ଲାଇକ୍ କର 🥳🥳👍
@@Shree_910 🥰🥰🥰
❤❤❤
Mam apana ta daily apekhya ra anta ghatauchha. 😂😂😂😂😂❤
❤❤❤❤
Nataku paudra besi hoigala
କୋଉମାନେ ମୋପରିକା ଓଡ଼ିଆ ଅସ୍ମିତା ଜାଣିନ 🤣🤣
Beautiful song😍✨❤କାହାକୁ ଏଇ ଗୀତ ଟି ଭଲ ଲାଗିଲା ଗୋଟେ ଲାଇକ୍ କର 👍
So sweet song ❤❤
Ganesh puja dj song....ua-cam.com/video/f04BahWONYc/v-deo.htmlsi=RIoDPAO-EvcenUrA
Hii
Tara didi
Taku pare like karibibiki nahin pare chinta karibi aga tate bhalaki gehibi tu kie be e charitra hina nari ku ete pasand karuchu tu purusha ha kimba nari ha salary tu enananka upare difentted pura
କିଏ କିଏ ବିରଜାକ୍ଷେତ୍ର ଯାଜପୁରରୁ ଦେଖୁଛ ଲାଇକ୍ କର👍❤
I am
😢😢😮😮
Mu biii😮😮😮
😅😅😅😅
Me☺️😍.... Hello dear 👋😊
ଶବ୍ଦକୋଷ କହେ ଅସ୍ମିତାର ଅର୍ଥ ନିଜ ସମ୍ବନ୍ଧୀୟ ଜ୍ଞାନ, ଅର୍ଥାତ୍ ଦାର୍ଶନିକ ତତ୍ତ୍ଵ ଖୋଜିଲେ ବଡ଼ ଆକାରରେ ଦେଖାଯାଏ ମଣିଷ ନିଜକୁ ଖୋଜି ପାଇବାର ଅସଲି ଜ୍ଞାନ ହେଲା ଅସ୍ମିତା😊। ଏହି ସୁନ୍ଦର ଗୀତ ପାଇଁ ଗୋଟେ ଲାଇକ୍👍
@@Shree_910 🥰🥰🥰
Tq❤❤❤
@@rupapin2khushiexpress443 🥰
ଶଦ୍ଦକୋଷ କହେ ଅସ୍ମିତାର ଅର୍ଥ ନିଜ ସମ୍ବନ୍ଧୀୟ ଜ୍ଞାନ, ଅର୍ଥାତ୍ ତତ୍ତ୍ଵ ଖୋଜିଲେ ବଡ ଆକାରରେ ଦେଖାଯାଏ ମଣିଷ ନିଜକୁ ଖୋଜି ପାଇବାର ଅସଲି ଜ୍ଞାନ ହେଉଛି ଅସ୍ମିତା
ସତରେ ବୋହୁତ ଭଲ ଲାଗିଲା ଭାଇ ସବୁ ବଳେ best au no one
ପବିତ୍ର ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ରୁ କିଏ କିଏ ଦେଖୁଚ ଲାଇକ କର❤❤❤ Rupa pin2 Khushi express like heijau❤❤❤❤
Ama ghara Kendrapara
Mu😊
@@anushortvideo4823 🥰🥰🥰
@@Akshayaanuexpress 🥰🥰🥰
Ama ghar kendrapara marshaghai
Malaya Mishra Sir And Subash Daa And Ira Apaa And Humane Sagar pain Gote Like hei jaau👍❤️❤️❤️ Outstanding Song No Words ❤️❤️❤️
ମନ ଛୁଆଁ ଗୀତ ଟି 🎉🎉ପୁରା ମନକୁ ଛୁଇଁ ଗଲା😘🥰🥰.... କିଏ ସବୁ ଏଇ ଭିଡିଓ କୁ total ଦେଖିଲ ଆଉ କାହାକୁ ଭଲ ଲାଗିଲା❤️❤️🔥🔥ଲାଇକ କର👍👍👍👍
So fantastic acting pintu Bhai 👌
ହଁ ଶ୍ରିତମ୍ ଭାଇ👍👍
@@Puja_9692 se pa am odia Pou pura Hite habna song 👌😀😀😀
❤❤🥰🥰🔥🔥👍
Bala vhalia haechi gitata
ବହୁତ୍ ସୁନ୍ଦର୍ ଗୀତ ହେଲେ ଏ 2ଟା ଙ୍କୁ କିଏ ନେଲା
sata re sala tama mana nku kichhi jana nahi jana thile emiti coment kari nathanta
Mendha mendhi
ଭାଇ ସତରେ ବହୁତ୍ ଭଲ ଲାଗିଲା ଏହି ଗୀତଟି ମୋ ହୃଦୟ କୁ ଛୁଇଁଲା 👌👌👌❤❤❤ ପ୍ରଭୁ ଜଗନ୍ନାଥ ତମ ମାନଂକୁ ଏମିତି ସବୁବେଳେ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🙏🙏
ମୁଁ traveller laba bhai ର 1M subscribe complete ହେଇଗଲା କିଏ କିଏ ଖୁସି like କର ❤
ଓଡ଼ିଆ ଅସ୍ମିତା ପାଇଁ ଗୋଟେ 👍🏻❤❤❤
Beautiful song❤❤
Beautiful full song Rupa bhaujankara nice voice 👌🥳🥳🥳 finally apekhiyara anata ghatila
❤❤❤❤❤❤❤
ବହୁତ ସୁନ୍ଦର ପଦଖ୍ୟପ ଆପଣ ଦୁଇଜଣ ତାକୁ ଗୀତ ଏବଂ ଅଭିନୟ ଜରିଆରେ ଲୋକ ମାନଙ୍କୁ ସୁଚାଉଥିବାରୁ ଏମିତି ସମସ୍ତେ ହେବା ଦରକାର ଏବଂ ଆପଣଙ୍କର ଭଲ ପାଇବା ସବୁବେବେଳେ ଏମିତି ରହୁ ଜୟ ଜଗନ୍ନାଥ 💐🙏❤️
BAHUTI SUNDAR VIDEO TE HEICHI......JAY JAGANNATH AMA ODIA BHARI BADHIA...JOU ODISHA RE JANMA HEI GARBITA MNE KARUCHA GOTE ❤ KARA
Soo, cute song, 💕😘 love you
Ganesh DJ song.....ua-cam.com/video/f04BahWONYc/v-deo.htmlsi=RIoDPAO-EvcenUrA
Out standing,mind blowing song,grand salute for you and your team, terrific performance keep it up 👍
Bahut sundar heichi Gita ❤❤❤❤sabubele emiti ଆଗକୁ madichala❤❤❤❤
Tq❤❤❤❤
Bahut sundar heichi odia asmita Gita ti Bhai bhauja❤❤❤❤❤
ବହୁତ ବହୁତ ବହୁତ ଭଲ ଲାଗିଲା ଓଡ଼ିଆ ଅସ୍ମିତା ଗୀତ ଟି କାହାକୁ କାହାକୁ ଭଲ ଲାଗିଲା 👍👍❤❤❤🇮🇳🇮🇳
3:45 time paj very very beautiful and good look 🤗👏👏👏🤗🤗👍👍
ସତରେ ଗିତଟା ବହୁତ୍ ସୁନ୍ଦର୍ ହେଇଛି ❤ଯେତେ ଦେଖିଲେ ଆହୁରି ଦେଖିବାକୁ ଇଛି ହଉଛି❤❤
Ame Odia......Amo bhasa Odia........Amo Pakhala vari badhiyaa.......Amo Sanskruti Badhiaa.....I Love My Odisha❤❤❤Btw......gita ti bahut sundar heichi......❤❤naa kn kahucha sanga mane 🥰🥰
ବହୁତ୍ ସୁନ୍ଦର ଗୀତ ଟିଏ ଆମ ଓଡ଼ିଆ ଅସ୍ମିତା କୁ ନେଇ ଗାଁ ପ୍ରକୃତି ର ସୁନ୍ଦର ପରିବେଶ ଦୃଶ୍ୟ ରେ shotting କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍। 😊
You are an inspiration for others..... keep it up....
ଓଃ ମୋନ କିଣି ନେଲା ଭଳି ଗୀତ ❤❤❤❤
Bahut sundar heichhi video...... Pura beautiful Bhai and Bhauj
Tq❤❤❤
Bhai tanku reply deuch aama belaku gote lik bi nahi. Ame. KAna Manisha nuha
@@rupapin2khushiexpress443 ame bi apanka rA subscribebar ete. Patar antara kana paine ooo bujhili. Se bahut bada loka heithibe. Sethi paine.
@@rupapin2khushiexpress443 ame apankara. Tic toc tharu. Vedio aarambaru dekhuchu kintu mo paine like be nahi kintu tanku reply deuch , bhabucha kana ame boka ,ebe apanaka channel ku ansubcraibi Karuchu
ଜୟ ଜଗନ୍ନାଥ 👏👏, ବହୁତ୍ ସୁନ୍ଦର୍ ଭିଡିଓ, ସୁପରହେଇଚି ❤❤❤❤❤❤
So beautiful song❤❤❤ super 👌👌 experience exlent prafmance 🔥🔥 di bro God bless you ❤️ both😊I am Rasmita 🙏 pin 📌 Jay Jagannath ‼️⭕🙏⭕‼️
Beautiful song bhai,bhauja bhout sunder heichi song ti❤❤❤❤
ମୁଁ ଜାଣିନଥିଲି ଭାଇ ଭାଉଜଙ୍କ ଗୀତ ଟି ଏତେ ସୁନ୍ଦର ଆସିବ ବୋଲି so beautiful ❤️ song bahut sundar heichii ତମ ଦୁଇଜଣଙ୍କ ଜୋଡି ରେ କାହାର ନଜର ନଲାଗୁ ଆଉ ଠାକୁର ତୁମକୁ ଵଡ ଆୟୂଷ ଦିଅନ୍ତୁ 🙌🙌❤️❤️
❤❤❤
@@rupapin2khushiexpress443 bhai ଭାଉଜ କଣ କଲା ସେ wow ସୁପର cuet l like lt bhai ଭାଉଜ 👍👍👍👍👍👍
ମତେ bhaut ଭଲ ଲାଗିଲା bhai ଭାଉଜ 👍👍👍👍👍👍👍👍
@@rupapin2khushiexpress443 ❤️❤️❤️
@@rupapin2khushiexpress443 love you ❤️❤️
Beauty full song ❤️।କାହାକୁ ଗୀତଟି ଭଲ ଲାଗିଲା ଲାଇକ କର 👍
ବାଳ ଲାଗିଲା😅
Bahut sundar ❤😊❤ heichhi odia asmita song ti world best song 🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰Jay Jagannath 🙏🙏🙏🙏🙏🙏🙏 love you bhai aau bhauja ❤❤
ବହୁତୁ ସୁନ୍ଦର ହେଇଛି ❤️❤️❤️ ଓଡ଼ିଆ ଅସ୍ମିତା ଦେଖି ମନ ପୁରା ଖୁସି ହେଇଗଲା ❤️❤️❤️ ଭାଇ ଭାଉଜ........all the best 👍❤❤❤🎉
ବହୁତ ସୁନ୍ଦର ହେଇଛି ଏହି ଗୀତଟି ❤❤
ଓଡ଼ିଆ ଛୁଙ୍କ ଭରା ଏହି ଗୀତ ଟି ବହୁତ ହୃଦୟସ୍ପର୍ଶୀ ହୋଇଛି....Jay Jaganatha ⚫‼️⚫
ua-cam.com/users/shortsYG7HcPPsJOE?si=De5zlETkXYLOenHN
ua-cam.com/users/shortsYG7HcPPsJOE?si=De5zlETkXYLOenHN
Jete dekhile ni puni eicha hauche dekhiba ku satare so sweet Rupa pintu khusi express ❤❤❤
ଗୀତଟି ବହୁତ ସୁନ୍ଦର ହେଇଛି ପିଣ୍ଟୁ ଭାଇ, ରୂପା ଭାଉଜ।। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା ଆପଣ ସବୁବେଳେ ଏମିତି ଆଗକୁ ବଢି ଚାଲନ୍ତୁ।। ❤️🤗🌺🙏
Tq❤❤❤
@@rupapin2khushiexpress443
Your welcome ❤️🤗🤘🏻
ପିଣ୍ଟୁ ଭାଇ ରୂପା ଭାଉଜ ସତରେ ଏଇ ଓଡିଆ ଅସ୍ମିତା ଗୀତଟି ବହୁତ ସୁନ୍ଦର ହୋଇଛି ଆଉ ଏଇ ଗୀତଟି ଓଡିଆ ସସ୍କୃତି ଉପରେ ଆଧାରିତ ଆଉ ଭାଇ ଗୀତ STARTING ରୁ ଏତେ ସୁନ୍ଦର ଷ୍ଟରୀ ଶୁଣି ବହୁତ ଖୁସି ଲାଗିଲା 😊 ଆଉ ସତରେ ଭାଇ ଗୀତ ଟି ବହୁତ ସୁନ୍ଦର ହୋଇଛି ଲଭ ୟୁ ପିଣ୍ଟୁ ଭାଇ ରୂପା ଭାଉଜ ଆଉ ଖୁସି ମା ❤❤❤❤❤❤❤❤❤❤❤
ଜୟ ଜଗନ୍ନାଥ 🙏
Tq❤❤❤
1:30 Start song
Tjtt
Hi I ❤🎉😊
Ati sundar 👌👌👌👌👌👌👌👌👌👌👌👌👌👌👌 aau kichhi khaibara naiiii😊😊😊
Super hit song ❤ bhagaban tamako amito asribada karuthantu
4:53 ପିଣ୍ଟୁ ଭାଇ ବୋଧେ "ହାତ ଉପରକୁ କରିବା step ଟି ଭୁଲିଗଲେ ।😂😊
ଗୀତ ଟି ଏତେ ସୁନ୍ଦର ହୋଇଛି ଯେ ଯେତେ ପ୍ରଶଂସା କଲେ ବି କମ୍ ହେବ ଭାଈ ଭାଉଜ......
Tq❤❤❤
Wlcm bhai ❤❤❤.... ସବୁ ଗୀତ ରୁ ଏ ଗୀତ ଟି ବହୁତ୍ ସୁନ୍ଦର୍ ହୋଇଛି ଭାଈ....ଯେତେ ଦେଖିଲେ ବି ମନ ପୁରୁଣି.....ଯୋଉ ଓଡ଼ିଆ ର ପ୍ରତୀକ ଓ ସେହି ଆମ ପ୍ରିୟ ଓଡ଼ିଆ ଅସ୍ମିତା କୁ ଏତେ ସୁନ୍ଦର ଭାବରେ ଉପସ୍ଥାପନ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏
So beautiful ❤️ song. bahut sundar heichi❤
Bhai bhauja pranam 🙏bahut bhala heichhi au aapana nka emiti beda re duhe bahut bhala dekha jauchhanti au vdo bi bahut bhala heichhi ❤❤
Tq❤❤❤
Bapa maa ku bi kebe pranam karinathiba ate dekheihaba kan pain
Bhai,bhaija.pranam.bahut.bhala.heichhi
Mita
ବହୁତ ସୁନ୍ଦର ହୋଇଛି ଭାଇ ଭାଉଜ ଗୀତ ମନ କୁ ଛୁଇଁ ଲା ଜୟ ଜଗନ୍ନାଥ ସମସ୍ତ ଟିମ୍ କୁ ଧନ୍ୟ ବାଦ ❤❤❤❤❤❤❤❤❤❤
ua-cam.com/video/f04BahWONYc/v-deo.htmlsi=RIoDPAO-EvcenUrA
Bohut Sundara heichhi song ❤ beautiful performance 🎉😍
❤❤❤
Hum west bengal se hu
Likin a a song mere bohot acha lagta❤
ଓଡ଼ିଆ ଅସ୍ମିତା ଗିତ ଟି କାହାକୁ ଭଲ ଲାଗିଲା likକର👍ଜୟ ଜଗନ୍ନାଥ 🙏🙏❤❤❤
❤❤❤
ବହୁତ୍ ସୁନ୍ଦର୍ ହୋଇଛି ଭାଇ ଭାଉଜ ....❤ ଏତେ ପରିଶ୍ରମ ଏ ଗୀତ ପାଇଁ ଦେଖିକି ଓଡ଼ିଆ ଉପରେ ଭଲପାଇବା ମୁଁ ବହୁତ୍ ଖୁସି 😊😊
Bhai tamara ae gita ta sabu gita tharu bhadia heichi❤❤❤❤
Bahutsundarheichhi❤❤❤❤odiaasmita❤❤bhai bhauja..... Allthebest🙏🙏👌🤓🤓
Bhalo lagela Pintu Bhai
ଏତେ ଭଲ ଗୀତ ଏବଂ ସୁନ୍ଦର ଅଭିନୟ କଲା ପରେ ବି କେତେ କ'ଣ ଏମାନଙ୍କୁ କହୁଛନ୍ତି କିନ୍ତୁ ଭାଇ, ଭାଉଜ ସେ କଥା କୁ ଖାତିର୍ ନକରି ଆଗକୁ ବଢ଼ିଚାଲ | ବହୁତ ବଢ଼ିଆ ହେଇଛି ଗୀତଟି❤❤❤
ଆମୋ ଓଡ଼ିଆ , ଭାରି ଭଡ଼ିଆ ଓଡ଼ିଆ ଭାଷା ଲାଗେ ମିଠା ।
ଓଡ଼ିଶାର ପରମ୍ପରା ସଂସ୍କୃତି ଅନୁଗତ ଅତିପ୍ରିୟ ଲାଗେ ଓଡ଼ିଆ ଅସ୍ମିତା।।❤❤❤
Beautiful song .. Bhai bhauja ❤❤❤
ଓଡ଼ିଆ ଅସ୍ମିତା ନା ଯେମିତି ସୁନ୍ଦର ଗିତ ତା ଠାରୁ ଆହୁରି ସୁନ୍ଦର ବହୁତ ବହୁତ ସୁନ୍ଦର ହେଇଛି ଗୀତ ହୃଦୟକୁ ଛୁଇଁ ଗଲା ଏମିତି ଆଗକୁ ଆଗେଇ ଚାଲ ଦିଦି ଭାଇ ଲଭ୍ ୟୁ ଜୟ ଜଗନ୍ନାଥ 🙏❤❤❤❤❤
Ganesh DJ song....ua-cam.com/video/f04BahWONYc/v-deo.htmlsi=RIoDPAO-EvcenUrA
ଭାଇ ଗୀତଟି ସବୁଠୁ ସୁନ୍ଦର ଖାସ୍ ମତେ ବହୁତ ଭଲ ଲାଗିଲା ଭାଇ ଭାଉଜ ସବୁବେଳେ ଏମିତି ଗୀତ କରୁଥାନ୍ତୁ ମୁଁ ଜଗନ୍ନାଥଙ୍କ ପାଖରେ ଏତିକି କାମନା କରୁଛି ତାଙ୍କ ସପରିବାର ସବୁବେଳେ ଖୁସିରେ ରୁହନ୍ତୁ ଆଉ ଆମ ମାନଙ୍କୁ ଏମିତି ଗୀତ ଭୋଟି ଦେଇଥାନ୍ତି ଜୟ ଜଗନ୍ନାଥ🙏🏻🙏🏻
ଏ ହେଉଛି ଆମ ଓଡିଆ ଅସ୍ମିତା ର ପ୍ରତିକ! ଜୟଜଗନ୍ନାଥ🙏🙏
ବହୁତ ସୁନ୍ଦର ହେଇଛି
Song ta bahut bhala heichhi ❤❤❤ rupa bhauja nka voice suni bhala lagila❤❤ love you Rupa bhauja and Pintu bhai ❤❤❤
2nd ଖୁଦୁରୁ କୁଣୀ ଓଷା ର ହାର୍ଦ୍ଧିକ ଶୁଭେଚ୍ଛା ଭଉଣୀ ମାନେ 🌱❤️🥰
ବୋହୁତ ସୁନ୍ଦର ହେଇଚି album ଟି ପୁରା ଅଲଗା ପ୍ରକାର ❤❤❤❤❤❤❤
Bahut Sundar hoichhi odia Ashmita Rupa Pintu ama shuaanda gramer ❤❤❤❤
ତମେ ଦୁହେଁ ଏଇ ଗୀତ ଟି ସବୁଠୁ ଭଲ କଲ,ଆଗ ଗୀତ ସବୁ ଫାଲତୁ।
Music/action/ lyrics/outfit/ scinario .....
All are awesome..
ଏମିତି ସୁନ୍ଦର ପରିବେଶ ଜାଗାରେ ସୁଟିଙ୍ଗ କରିଥିବାରୁ ଭଲ ଲାଗିଲା କାହିଁକି ନା ମୁଁ ଛୁଟ ବେଳେ ଏମିତି ଗାଁରେ ଶାଗ ମାଛ ଖାଇଛି। ପୁରୁଣା କଥା ମନେ ପଡୁଛି
ଜୟ ଜଗନ୍ନାଥ ପୁରୀ ଟୋକା ଓଡ଼ିଆ ଅସ୍ମିତା ଗୀତ ବହୁତ୍ ବଢିଆ ହୋଇଚି ଜବରଦସ୍ତ ଲାଗୁଚି ମୁଁ ଏହି ଗୀତ ଶୁଣିଲା ବେଳେକୁ ମୋ ରୁମ ଟାଙ୍କୁରି ଉଠୁଚି ଆଉ କଣ କହିବି ପିଣ୍ଟୁ ଭାଇ ରୂପା ଭାଉଜ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି ରହିଲି ଜୟ ଜଗନ୍ନାଥ ପୁରୀ ଟୋକା
Super video
Bhai ama gana pakha gopabandhu nka janma pithara suting haichi so beautiful song bhai bhauja❤❤❤❤
❤❤❤
So beautyful song. ବହୁତ ସୁନ୍ଦର ଗୀତ ହେଇଛି l ମୋତେ ବହୁତ ଭଲ ଲାଗିଲା ମୁ ଆଶା କରୁଛି ଆପଣ ମାନଙ୍କୁ ବି ଏହି ସୁନ୍ଦର ଗୀତଟି ବହୁତ ସୁନ୍ଦର ଲାଗିବ ମଧ୍ୟ l ଏହି ଭଳି ସୁନ୍ଦର ଗୀତ ଆମ ମାନଙ୍କ ପାଇଁ ଆଣୁଥାଅ l ଜୟ ଜଗନ୍ନାଥ ❤❤❤
ବହୁତ୍ ସୁନ୍ଦର୍ ହୋଇଛି ଗୀତ ଟି 🥰🥰🥰👌👌👌👌
Mu Bahut khusi au Garba karuchi ki mo gaaa suando mati re ehii song ti shooting heichi ❤❤😊😊😊😊 bahut vala laguchi song ti ❤❤ thanks for you pintu vai au rupa vauja 💫❤❤❤❤
, ଏହି ଗୀତଟି ବହୁତ୍ ବଢିଆ ଲାଗୁଛି
ପିଣ୍ଟୁ ଆଉ ରୂପା ବହୁତ ସୁନ୍ଦର ଅଭିନୟ କରିଛନ୍ତି
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆହୁରି ସୁନ୍ଦର୍ ସୁନ୍ଦର୍ ଗୀତ ଆମ କୁ ଏମିତି ଦେଇ ଚାଲନ୍ତୁ ଭାଇ ଓ ଭାଉଜ । ଏମିତି ଆଗକୁ ମାଡି ଚାଲ ❤❤❤
ଭାଇ ଆମେ ଗର୍ବରେ କହିବା ଆମେ ଓଡ଼ିଆ ଭାରି ବଢିଆ।
ଧନ୍ୟ ସେ ଓଡିଶା ଆଉ ଧନ୍ୟ ଓଡ଼ିଆ ପରମ୍ପରା ଆଯିବି ଓଡ଼ିଆ ଅସ୍ମିତା କେହି ଭୂଳିନାହାନ୍ତି ।
🙏 ଜୟ ଜଗନ୍ନାଥ 🙏
Thnx rupa bhauja & pintu bhai 😊odia asmita ku neiki song bahar karithibaru ❤❤❤
ଗୀତ ଆଉ ଅଭିନୟ ଏତେ ସୁନ୍ଦର୍ କି ଶବ୍ଦରେ କହି ହେବନି ଜଗନ୍ନାଥ ଙ୍କ ଆଶୀର୍ବାଦରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଆଗକୁ ଏମିତି ମାଡ଼ି 🙏🥰🥳🎉all the best 🎉
ଏତେ ଭଲ ଗୀତ ଏବଂ ସୁନ୍ଦର ଅଭିନୟ କଲା ପରେ ବି କେତେ କ'ଣ ଏମାନଙ୍କୁ କହୁଛନ୍ତି କିନ୍ତୁ ଭାଇ, ଭାଉଜ ସେ କଥା କୁ ଖାତିର୍ ନକରି ଆଗକୁ ବଢ଼ିଚାଲ | ବହୁତ ବଢ଼ିଆ ହେଇଛି ଗୀତଟି 👌👌👌ଭଦ୍ରକ କିଏ କିଏ ଅଛ ଲାଇକି କର
Bhala Heichi Video..👌👍
Beautiful song and dance all the best Bhai and bhauja ❤❤❤❤
ଅତି ସୁଦର ଲାଗିଲା ଏ ଗିତଟି rupapin2 khushi express❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹✊🌹🌹🌹🌹🌹🌹🌹🌹🌹🌹🌹🌹🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰
ua-cam.com/video/f04BahWONYc/v-deo.htmlsi=RIoDPAO-EvcenUrA
Most beautiful song and heart touching video❤❤
Wow super very nice and beautiful gita pura amazing and bhauja s Bhai lovely sundar lagila ❤❤❤
❤❤❤❤
Bro it was too amazing. I will be enjoy this video song.
Superb 😍👌
Very nice ❤❤❤❤❤❤❤
Pin2 bhai & Rupa bhauja the best performer for odia album & aji parjanta sabu Vedio pura wow 😲❤❤
Very Nice so beautiful super Jodi and song I love you Bhai bhauja all family ❤❤❤❤❤
Pin2 bhai sabu Bala beautiful song Ani dai thanti God bless you both of you
Bahut sundar haichi song
Gita ta pura mo mana ku chhuigala❤❤ pintu vaii au rupa vauja love you❤😘
Bohut bholo heichi bhai and bhauja❤
Lovely Song Bro & Bhabi ❤❤❤
Super excited video and lyrics video ❤❤❤❤❤❤🎉🎉🎉
Mind Blowing song...❤
Bahut badhia 👌👌👍👍