Khali kn sound pain hin sound pradu sana hauchiii ki? Jo bada bada machine use hauchiii sethi pain kn kichiii hau ni ki? Rode bana hauchiii sound aau dhuli uduchiii rode side ghara guda rahuchiii Bhai mananka saha anyaya hau nahi kaha dana mara hau nahi ll Jay Jagannath ll
Agaru jemiti bendparty baja thila plz amiti korajau...sunibaku bi bhala lagibo...amo parmpariko Baja b heiparibo....auu taa sahita b light nei paribe..maa Mausi kamo b kori paribe.....plz DZ sound totally close korajau...Karan kahaku hou Ki amo manan'ku hei problem re polei enjoy koriba taa thik nuho....
🙏ଡିଜେ ବନ୍ଦ କରି, ଆମର ପାରମ୍ପରିକ ବିଭିନ୍ନ ବାଦ୍ୟ ଯନ୍ତ୍ର ବଜା ଯିବା ଉଚିତ | ପାରମ୍ପରିକ ବଜା ବାଜିଲେ ରୋଜଗାର ମିଳିବ, ପୁରୁଣା ଐତିହ ର ପୁନଃ ଉଦ୍ଧାର ହୋଇ ପାରିବ 🙏👍🚩
ଡିଜେ ନବାଜିଲେ କଣ ପୂଜା ହେଇ ପାରିବନି କି ଡିଜେ ନବାଜିଲେ କଣ ବାହାଘର ହେଇ ପାରିବନି କି ଏମାନେ ନିଜ ସ୍ୱାର୍ଥ ପାଇଁ ଅନ୍ୟର ଜୀବନକୁ ବିପଦରେ ପକାଉଛନ୍ତି ଏମାନେ କେବଳ ନିଜକଥା ଭାବନ୍ତି !ଡିଜେ ବନ୍ଦ ହେବା 100%ଠିକ
ପ୍ରଥମେ ମଦ ବନ୍ଦ କରାଯାଉ 👌👌
ଡିଜେ ସାଉଣ୍ଡ ରେ। ଅନେକ ହାର୍ଟ ଆଟାକ ହୋଇଛି । ଡିଜେ। ନିହାତି ବନ୍ଦ ହେବା ଆବଶ୍ୟକ ।
Tume ta banchi cha
Right sir ❤
Right bhai
Toro maa ku geila dj magya toro puo ro baha ghare kn dj bajini ?!
ସରକାରଙ୍କ ehi ପଦକ୍ଷେପ କୁ ଆମେ ସବୁ ଜନସାଧାରଣ ସ୍ୱାଗତ କରୁଛୁ, ଯୋଉମାନେ ଡିଜେ ବ୍ୟବସାୟ କରୁଛନ୍ତି ସେମାନେ ପାରମ୍ପରିକ ବାଦ୍ୟ ବ୍ୟବସାୟ କରୁନାହାନ୍ତି କଣ ପାଇଁ,କଣ ପାଇଁ ଅନେକ ବୃଦ୍ଧା ବୃଦ୍ଧ ଶିଶୁ ଏବଂ ଅନେକ ପଶୁପକ୍ଷୀ ଙ୍କୁ ହଇରାଣରେ ପକାଇବାକୁ ଚାଁହୁଛନ୍ତି, ବହୁତ ପ୍ରକାର ପୁରୁଣା ବାଦ୍ୟ ଯନ୍ତ୍ର ଅଛି, ଯୋଉଟା ପରିବେଶ ପାଇଁ ଭଲ, ସୃତି ମଧୁର ବି, ଆଉ ସେ ବାଦ୍ୟ ବାଜିଲେ ଦେହ ମନ ପ୍ରଫୁଲ ବି ରହେ, ଆପଣମାନେ ଶିକ୍ଷିତ ହୋଇ ବି ଏ ଏ bikatala ସୌନ୍ଦ କୁ କଣ ପାଇଁ ବଜାଇବାକୁ ବି ପଛଉନାହାନ୍ତି ସେ ବୁଝାପଡୁନାହିଁ, କାହାର ମୃତ୍ୟୁ ହୋଇଗଲେ କଣ ଡିଜେ ମାଲିକ ତ ଜୀବନ ଫେରେଇଦେବେ କି, ଏହା ଭାବିବା ନାହାଂତି ଦରକାର
ମଣିଷ ମାରି ପେଟ ପୋଷିବା ଠିକ୍ ନୁହଁ ଶବ୍ଦ ପ୍ରଦୂଷଣ ବନ୍ଦ କରାଯାଉ ଆଲୋକ ପ୍ରଦୂଷଣ ବନ୍ଦ କରାଯାଉ ଏମାନେ ସମସ୍ତଙ୍କୁ କା ଲା କରିଦେବେ ବାଜା ବାଜିଲେ ଆନନ୍ଦ ଲାଗେ କିନ୍ତୁ ଏହା ସମସ୍ତଙ୍କୁ ଦୁଃଖ ଦଉଚି
100% right 👍
Mada pile nai mara pia
Dj ସମ୍ପୁର୍ଣ୍ନ ବନ୍ଦ ହେବା ଦରକାର ।
D j ବାବୁ ମାନେ ତୁମର ସାଉଣ୍ଡ ପାଇଁ ଲୋକମାନଙ୍କର ଅସମୟରେ ଜୀବନ ଯାଉଛି , ତୁମର ନିଜ ସ୍ବାର୍ଥ ପାଇଁ ଅନ୍ଧ ହୋଇଯାଅ ନାହିଁ,? ତୁମର ପରିବାର ପ୍ରତିପୋଷଣ କରିବାର ବହୁତ୍ ବାଟ ଅଛି !
Mada pia bhala heba nai mara
Khali kn sound pain hin sound pradu sana hauchiii ki?
Jo bada bada machine use hauchiii sethi pain kn kichiii hau ni ki?
Rode bana hauchiii sound aau dhuli uduchiii rode side ghara guda rahuchiii
Bhai mananka saha anyaya hau nahi kaha dana mara hau nahi
ll Jay Jagannath ll
Djj bajiba
Kire maghia kebe murder karuthiba lokanku kahichu jaiki bedha chua
Agha mada ku band Kara ta pare dj band Kariba
DJ ଜୀବନ ନଉଚି, ବନ୍ଦ ଉଚିତ୍ ପଦକ୍ଷେପ, ଜନମତ ସଂଗ୍ରହ ହେଉ,,,,,,
Dj ସାଉଣ୍ଡ ଗର୍ଭବତୀ ମହିଳା ର ପିଲା ଉପରେ ପ୍ରରବିଳମ ହେଉଛି
DJ ବନ୍ଦ ହେବା ନିହାତି ଦରକାର ।
To maa bia
BJP ଠିକ୍ ଆଇନ କରୁଛି
Right bro
Bjp auu sabu ban kariba jaha odisha bhikari heba...
ଡ଼ିଜେ ବନ୍ଦ କାରାଯାଉ
ଡିଜେ ବନ୍ଦ ହେଉ ଭଲ
ଡିଜେ ବନ୍ଦ କରାଯାଉ ପଦକ୍ଷେପ ଠିକ୍ ଅଛି
Dj ବନ୍ଦ ହଉ
D j ବାଜିଲେ ବାଧୁଛି ଆଉ ମଦ ବିକିଲେ ଚଳୁଛି d j ବନ୍ଦ ହେଉ ମଦ ବାର୍ ବନ୍ଦ ହେଉ
DJ ତୁରନ୍ତ ବନ୍ଦ କରିବାକୁ ହେବ .
ବ୍ୟବସାୟ କରିବାକୁ ଅନେକ ରାସ୍ତା ଅଛି,dj ସାଉଣ୍ଡ କଣ ଏକମାତ୍ର ରାସ୍ତା,,? ଆଳୁ ପିଆଜ ବିକ୍ରୀ କର,,,
Tu kan karuchu jaunu mistre kama karibu
@@ratiswain2189 ମୁ op re ଆଛି , ତୁ ରହିବୁ,,?
ମା ଘିଅ ତୋ ମା ଭଉଣୀ କୁ ଛାଡେ ତାଙ୍କୁ ଭଡା ଦେଇକି ରୋଜଗାର କରିବି
To strii ku biki dee
Gajendra ta kou mai nuhan ki gain nuhan eita High-school re padhila bele pant re mututhila para eita kan kahiba ??? Dj baja
DJ music ନବାଜିଲେ ବହୁତ ଭଲ।
ଡିଜେ ସାଉଣ୍ଡ୍ ଏତେ ମାରାତ୍ମକ ପ୍ରତ୍ୟେକ ମଣିଷ ପାଇଁ ଖ୍ୟାତି କାରକ | ଦୟାକରି ଏ ସାଉଣ୍ଡ୍ କମ୍ ବାଲା ବ୍ୟବହାର କରାଯାଉ |
ଡ଼ିଜେ କୁ ban କରନ୍ତୁ
ସୁସ୍ତ ପରିବେଷର ସୁରଖ୍ଯ ଡିଜେବନ୍ଦ ଏକ ତରିକା। ଡିଜେ ସମ୍ପୁଣ ବନ୍ଦ ସ୍ୱାଗତ ଯୋଗ୍ଯ
Bhai mada Pura Odisha ra paribesha ujala Kari pakeiba na
ବ୍ୟାନ୍ ହବା ଦରକାର
Dj ବନ୍ଦ୍ ହବ ଦରକାର
Very good👍 design
ଏ ମାନେ ସବୁ ଦେଷଦ୍ରୋହି , ଏ ମାନଙ୍କୁ ପାକିସ୍ତାନ ପଠା ଯାଉ
ଜୀବନ ଥିଲେ ଜୀବିକା କରିପାରିବେ। DJ Sound ବନ୍ଦ କରି Normal Sound ବ୍ୟବହାର କର ।
DJ Sound ବନ୍ଦ୍ କର Normal Sound Use କର
ତମେ ଫୋନେଲ ଲଗେଇ ବାହା ହେଇଯିବ
First Ben alcohol __ second ban drugs __third band rape case then come to ban DJ ok 😡😡😡😡😡😡😡😡😡😡😡😡😡😡😡
Kain
ଏଥିରେ କ୍ଷତି କଣ @@DjPRX-w5c
@@DjPRX-w5cdj ନଥିଲେ ବାହାଘର ବନ୍ଦ ହେଇଯିବକି
DJ ସବୁଦିନ ପାଇଁ ବନ୍ଦ ହେଉ।
ବିଜେ ବନ୍ଦ ହେବ ଦରକାର
ଏହା ନିହାତି ବନ୍ଦ ହେବା ଦର୍କାର ବାହାର ଦେଶ ବନ୍ଦ କରି ଲେଣି ଏମାନେ ଗୋଟିଏ ଗୋଟିଏ ଗାଲୁଆ ଏ ଡିଜେ ରେ ଆଠ ଦଶ ଜଣ ଆସନ୍ତି ଡିଜେ ରେ ଲାଇଟି ମୁଣ୍ଡରେ ବୋହି ବା ଲୋକ ର ସଂପର୍କ ନାହିଁ କିନ୍ତୁ ଏହା ନିହାତି ବନ୍ଦ ହେବା ଦର୍କାର ଏହି ଡିଜେ ରେ ଜେଉ ସାଉଣ୍ଡ ବଢ଼େଇ ଖାଲି ସାଉଣ୍ଡ ଶୁଣି ପିଲା ଛୁଆ ମାନେ ଦକ ଦକ ହେଉଛନ୍ତି ଏହା ନିହାତି ବନ୍ଦ ହେବା ଦର୍କାର
Djସାଉଣ୍ଡ ବ୍ୟାନ୍ ,good dicison ❤❤❤
Mohan sarkar thank you
କାହାରି ଜୀବିକା ବନ୍ଦ ନ ହେଉ । ସାଉଣ୍ଡ ବ୍ୟବସାୟୀ ପୁର୍ବରୁ ଯାହା ହେଉ ଥିଲା ସେହିପରି କମ୍ ସାଉଣ୍ଡ ରେ ବଜାନ୍ତୁ କାହାରି କିଛି ଅସୁବିଧା ହେବନାହିଁ । ପ୍ରକୃତରେ ଭୟଙ୍କର ଶବ୍ଦ ଯୋଗୁଁ ଅନେକ ଅସୁବିଧା ଅଛି ।
ପ୍ଲେନ ସାଉଣ୍ଡ ବଜା dj ବନ୍ଦ କର
ଗୋଟିଏ ଗାଁରେ କେତେଲୋକ ରୁହନ୍ତି ସେଥିରୁ ଡିଜେବାଲାକେଜଣ ତୁରନ୍ତ ବନ୍ଦ କରନ୍ତୁ ବନ୍ଦ ନହେଲେ ଜନ ଆନ୍ଦୋଳନ ହେବ ଥୟ
DJ ବାଜିବା ଦରକାର 👍
ଭାଇ ଡିଜେରେ ଯଉ ଲାଇଟ୍ ଲାଗୁଛି ରାସ୍ତାରେ ଯିବା ପାଇଁ ବିପଦ ଆଉ ଯଦି କହିବେ ପୂରା ନାଲି ଆଖି ଦେଖେଇବେ
ଭାଇ ଗାଲୁଆ କୁ ମେଡ଼ିସିନ ନାହିଁ
Dj. Band. Karajau
Dj ନିଜ ଘରେ ବଜନ୍ତୁ,
ଡିଜେ ବନ୍ଦ୍
Good dessison.D j sound band karajau .malika mane pariba bikantu
ଯିଏ ମଦ ବିକୁଛି ସେ କେବେ ବି କହିବ ନାହିଁ କି କେହି ମଦ ପିଇ ମରୁଛି ବୋଲି
ସେମିତି...ଗାଲୁଆ ଙ୍କ ବାରବାଟି ଚାଷ
Dja no
ଡିଯେ ହେଲା ମଦୁଆବିଯେ ଏଇଟାଡିଯେମାନେ କାହିକି ତୁମର ଏତେ ଯିଦ ଏସବୁ ଫାଲତୁ ବେପପାର ମୂଳରୃ ନୀପାତ କରାଯାଉ
ଧନ୍ୟ ବାଦ୍ ସ୍ବାଗତ
ଡବଲ ଇଂଜିନ ସରକାର ରେ ସବୁ ସମ୍ଭବ
ଟିକେ କୁହନ୍ତୁ ଉତ୍ତରପ୍ରଦେଶ ରେ ଭାରତ ର ବଡ଼ ସାଉଣ୍ଡ କୁ ସଂମାନ ଦେଇଥିଲେ ସେ ବିଷୟରେ କୁହନ୍ତୁ
DJ stop ହେବା ଦରକାର sara ଓଡ଼ିଶା ରୁ ❤
DG CLOSED
Dj ବିକୃତ ସାଉଡ ବାଜିଲେ ପଥର ରେ ମୁଣ୍ଡ ବାଦେଇଲା ପୋରି ଲାଗେ
ମଦ ବ୍ୟବସାୟ ବଡ ନାଁ ଜୀବନ ବଡ... ମଦ ବି ବନ୍ଦ ହେଉ... Dj ଠୁ ମଦ ଆହୁରି danger....
Please request hay sound stoped
ସୁବୁର କାରଣ ଆଇନ କଡା କରାଯାଉ
ମଦ ବନ୍ଦ କରାଯାଉ
Dj ବନ୍ଦ କର
Vere good repotar bhaie,dj band heba darkar.
Agaru jemiti bendparty baja thila plz amiti korajau...sunibaku bi bhala lagibo...amo parmpariko Baja b heiparibo....auu taa sahita b
light nei paribe..maa Mausi kamo b kori paribe.....plz DZ
sound totally close korajau...Karan kahaku hou Ki amo manan'ku hei problem re polei enjoy koriba taa thik nuho....
Police Department is our friend.They save public life and wealth.So l salute police decision.High sounding DJ should be ban
ମଦ ବ୍ୟବସାୟ ବି ବନ୍ଦ ହେଉ...
Bahutu ଲୋକେ ମଲେଣି 😢dj stop କରିଥିବାରୁ DCP sir nku thank you 🙏🏻
ମୋର ହାର୍ଟ ପ୍ରୋବ୍ଲେମ ଅଛି ଗାଁ ରେ ଡିଜେ ବାଜିଲେ କେତେ କଷ୍ଟ ଲାଗେ ମୋତେ ନିଜେ ଅନୁଭବ କରିଛି , ସରକାର ଙ୍କୁ ଅନୁରୋଧ ଡିଜେ ତୁରନ୍ତ ବନ୍ଦ କରାଯାଉ, ଏବଂ ପାରମ୍ପରିକ ବାଜା ବାଜୁ, କୋମଳମତି ଶିଶୁ ଓ ବୃଦ୍ଧବ୍ରୁଦ୍ଧା ଙ୍କ ଉପରେ ବି ଡିଜେ ର ବହୁତ ଖରାପ ପ୍ରଭାବ ପଡୁଛି, ତୁମେ ପେଲେଇପୁଓ କେମିତି ଚଳିବ କଣ ଲୋକଙ୍କ ଜୀବନ ସହ ଖେଲିକି ଟଙ୍କା କେଇବ ,କାହିଁ ତମେ ପୁରୁଣା ବାଜା ଆୟୋଜନ କରିକି ଚାଲୁନ
Dj କେହି ବୁକିଂ ନା କଲେ ଗଲା । Dj ନଥିବା ବେଳେ କଣ ଲୋକ ବଞ୍ଚୁ ନଥିଲେକି Dj ବାଲା ନୀଳ କଥା କହିଛନ୍ତି କିନ୍ତୁ ଏମାନଙ୍କ ଲାଗି
ବେଣ୍ଡ ପାର୍ଟିବାଲା ଙ୍କ ଜୀବନ ଜୀବିକା ଉଚ୍ଛେଦ
ହେଲା ସେକଥା ତ କିଏ କହୁନ ପୁଣି ସେମାନଙ୍କ
ସାଉଣ୍ଡ ଏତେ ବେଶୀ ନଥିଲା ଯାହା dj ବାଲା
କରୁଛନ୍ତି।
DJ band kara
ଆଉ ମଦ ପିଇ ଗାଡ଼ି ଚଲାଇ ଆକସିଡେଣ୍ଟ୍ ହେଉଛି ସେଇଟା ଦେଖାଯାଉ ନାହିଁ 🤬🤬 ଯଦି ବିଜେ ବନ୍ଦ୍ ତାହାଲେ ମଦ ବନ୍ଦ୍ 🤬🤬😡😡😡😡
Welcome
Dj ban good decision 👍
Thank you BJP bhala discuss ion
Dj ମାଲିକମାନଙ୍କରର କିଛି ଭୁଲ୍ ନାହିଁ
ବାହାଘର ବେଳେ Dj ନନେଇ ଢୋଲ ବାଜା ନିଅନ୍ତୁ।Dj ସାଉଣ୍ଡ ବହାରିବନି ସେଥିପାଇଁ
ଆମେ ଯେଉ Dj ବୁକିଙ୍ଗ କରୁଛେ ସେଇଟା ଆମର ଭୁଲ ।।।।।।।।
Dj ବାଳେ ଡୋଲ ବଜେଇ ପେଟ ପୁଷଣା କରନ୍ତୁ
, ଯେମିତି ସରକର ମଦ ବିକି ରାଜ୍ୟ chaluchi ସେମିତି ଲୋକ ମାନେ ମଦ ବିକି ନିଜ ପରିବାର କୁ ଚଳାଉଛନ୍ତି
Dj bahut kharap
DJ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବା ଦରକାର ।ମାଲିକ ମାନଙ୍କର ଟଙ୍କା ରେ ସରକlରୀ ଲୋଭୀ କୁକୁର ଯେପରି ବିକ୍ରୀ ନ ହେବେ,ସେଥିପାଇଁ ସରକାର କଡ଼ା ନଜର ରଖିବା ଉଚିତ
DJ ସମ୍ପୂର୍ଣ୍ଣ ବନ୍ଦ କରାଯାଉ ।ଯିଏ ବାଯୋଉଛି ଶବ୍ଦ ତା ପାଖରେ ରଖୁ ।ଅନ୍ୟ କାମରେ ନ ପଡୁ ।
Dj ବନ୍ଦ କରିବା ନିଶ୍ଚିତ ଦରକାର
Dj band hau
DJ band heba drkr ..eha bahut jaruri
It should be banned. It is uncomfortable for everyone.
Dj 🤙ବାଜିବ
Bhala heichi
Right 👍👍👍
ପାରମ୍ପରିକ ବାଦ୍ୟ ଜୋରରେ ବାଜିଲେବି କୌଣସି ଇଫେକ୍ଟ ପକାଏ ନାହିଁ. କିନ୍ତୁ DJ ର ଭାଇବ୍ରେଟି ସାଉଣ୍ଡ ଶରୀରରେ ଇଫେକ୍ଟ ପକାଏ
DI ban heba darkar.
ସବୁ ଡିଜେ ବାଲା ଖାଇବା ପାଇଁ ଗୋଟେ ଦାନ୍ତ ରଖିଛନ୍ତି ଆଉ ଦେଖେଇବା ପାଇଁ ଆଉ ଗୋଟେ ଦାନ୍ତ ସବୁ ଗୁଡାଙ୍କୁ ଚେକ୍ କରନ୍ତୁ 500 ପାଔର ର ମେସିନ୍ କଣ ପାଇଁ ରଖିଛନ୍ତି ଏ ସବୁ ମିଛ ଖାଲି ଗାଲି ଗୋଟେ ଭାଇବେଟର କରି ଲୋକଙ୍କର ଜିବନ ସହ ଖେଳାଜାଉଚି ଆ ଉପରେ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ରହିବା ଦରକାର
Wine not fine for our health so please ban wine kindly 🙏
ଉଡାଜାହାଜ ଭୁବନେଶ୍ୱର ରେ ବଦ୍ଧ କର
😁😁😁😁
Ban....Ban...
Sabas bhai. ❤
Dj Danger bhai
Mu sarkarnku binamar anuradh karuci 🙏🙏🙏DJ band karajau.
ଡିଜେ ବନ୍ଦ ହବା ଦରକାର
Dj all time ବନ୍ଦ୍
Dj ବାଜିବ ଗ୍ୟାରେଣ୍ଟି ବାଜିବ.. ଯୋଉମାନେ ମନା କରୁଛନ୍ତି dj ବାଜିବନି.. ସେମାନଙ୍କର ପୁଅ ବାହାଘର କିମ୍ଭା କିଛି ପୋଗ୍ରାମ ତାଙ୍କ ଘରେ ହେଲେ sound କଣ ପାଇଁ ଖୋଜୁଛନ୍ତି.. ଗଲୁ ହଉଚି ନା କଣ..
Right 👍
Right
Right
Sound ଖୋଜୂଚୁ DJ ଖୋଜୁନୁ
Dj chalu kintu normal sounds re chalu
DJ band karajau
D j ବ ନ୍ଦ କରାଯିବ ଉଚିତ
Ban Dj
ଯୋଉ ମାଡାମ କହିଲେ କି ପଶୁ ପାଖି ଙ୍କ ଉପରେ ପ୍ରଭାବ ପଡୁଛି ସେ ସ୍ମାର୍ଟ ଫୋନ ଧରୁଛି ନା ନାହିଁ 4g 5g ନେଟ ଚାଲୁଛି ସେଥିରେ କେତେ ପ୍ରଜାତି ର ପଖୀ ଲିପ୍ତ ହେଇଗଲେଣି ଜାଣିଛି ନା ନାହିଁ ମୋ ବାଳ କଥା କହିଲା
ଆଜିର ଯୁଗରେ ମୋବଇଲା ର ଆବଶ୍ୟକ ନିହାତି ଗୁରୁତ୍ୱପୂର୍ଣ ଡିଜେ ର ଆବଶ୍ୟକ ନାହିଁ
ଆରେ ଭାଇ କ୍ୟାମେରା ଯଦି ଖରାପ ହେଇ ଯାଉଚି ତାହେଲେ ଆଖି କଣ ଖରାପ ହବନି
ଗୋଟେ Ashok Leland ଗାଡି ରାସ୍ତାରେ ଗଲେ କେତେ ଦୂରକୁ sound ଶୁଭୁଚି ମାଉସୀ ମୋର କହୁ । ତା ପରେ ଡିଜେ ବ୍ୟାନ ।
Dj ବାଜିବୋ ନିହାତି
Dj.. Is king❤️❤️❤️❤️
Dja diract dad