Mark, ମାର୍କ ଙ୍କ କାର୍ଯ୍ୟ ଓ ମୃତ୍ୟୁ ବିଷୟ ରେ ଶିକ୍ଷା ।

Поділитися
Вставка
  • Опубліковано 15 вер 2024
  • 🙏 ଆଜିର ଆଲୋଚନା - ମାର୍କ ଙ୍କ ବିଷୟରେ.....
    👉 ମାର୍କ= ଯାହାଙ୍କ ଉପନାମ ଯୋହନ ।
    👉 ପ୍ରେରିତ ୧୨:୧୨ ମାର୍କ ଙ୍କ ମାଁ ଙ୍କ ନାମ ମରିୟମ ଥିଲା ।
    👉 ମାର୍କ ଙ୍କ ଗୃହ ପ୍ରାର୍ଥନା ର ଗୃହ ଥିଲା । ପ୍ରେରିତ ୧୨:୧୨
    👉 ଏହି ଲେଖା କେବଳ ରୂପରେଖ ଅଟେ ତେଣୁ ସମ୍ପୂର୍ଣ୍ଣ ବ୍ୟାଖ୍ୟା ପାଇବା ପାଇଁ ଉପରୋକ୍ତ ଲିଙ୍କ୍ ରେ କ୍ଲିକ୍ କରି ୟୁଟ୍ୟୁବରେ ପ୍ରଚାରିତ ବାକ୍ୟ ଶୁଣନ୍ତୁ, କାରଣ ବ୍ୟାଖ୍ୟା ଲେଖିବା ସମ୍ଭବ ନୁହେଁ ।
    👉 ପବିତ୍ର ଆତ୍ମା ଙ୍କ ଦ୍ଵାରା ପ୍ରେରିତ ହୋଇଥିବା ଜଣେ ସଚ୍ଚୋଟ ଦାସ ଥିଲେ ଏହି ମାର୍କ ।
    👉 ପ୍ରେରିତ ୧୩:୪-୫ ସାଲାମି ରେ ଏହି ମାର୍କ ( ଯୋହନ ) ବର୍ଣ୍ଣବ୍ବା ଓ ପାଉଲ ଙ୍କ ଉତ୍ତମ ପରିଚାରକ ଥିଲେ ।
    🔹 ଏଥିରୁ ଜଣାପଡ଼େ ଯେ ମାର୍କ ଜଣେ ନିଃସ୍ୱାର୍ଥପର ଓ ଉଦ୍‌ଯୋଗୀ ସେବକ ଥିଲେ ।
    👉 କଲସୀୟ ୪:୧୦ ଏହି ମାର୍କ ବର୍ଣ୍ଣବ୍ବା ଙ୍କ କୁଟୁମ୍ବୀୟ ଭାଇ ମଧ୍ୟ ଥିଲେ ।
    🔹 କୁଟୁମ୍ବୀୟ ଭାଇ ହେଲେ ସୁଦ୍ଧା ଜଣେ ଅଭିଷିକ୍ତ ଦାସ ମନେ କରି ମାର୍କ ସାଲାମି ରେ ବର୍ଣ୍ଣବ୍ବା ଙ୍କ ସେବା କରିଥିଲେ ।
    👉 ୨ୟ ତୀମଥି ୪:୧୧ ପାଉଲ କହନ୍ତି, ମାର୍କ ମୋହର ସେବା ନିମନ୍ତେ ଉପଯୋଗୀ ବନ୍ଧୁ ।
    👉 ଫିଲୀମୋନ ୧:୨୪ ରେ ପାଉଲ ଙ୍କ ସହକର୍ମୀ ଥିଲେ ଏହି ମାର୍କ ।
    👉 ୧ମ ପିତର ୫:୧୩ ରେ ପିତର " ମୋହର ପୁତ୍ର " ବୋଲି ସମ୍ବୋଧନ କରିଅଛନ୍ତି ।
    👉 ପ୍ରେରିତ ୧୨:୨୫, ପ୍ରେରିତ ୧୩:୫ ରେ ଏହି ମାର୍କ, ପାଉଲ ଓ ବର୍ଣ୍ଣବ୍ବା ଙ୍କ ପ୍ରଥମ ମିଶନେରୀ ଯାତ୍ରା ରେ ସହଯୋଗୀ ଥିଲେ ।
    👉 ପ୍ରେରିତ ୧୩:୧୩ ରେ ଏହି ମାର୍କ ସେବାକାର୍ଯ୍ୟ ର ଦଳ କୁ ପଂଫୂଲିଆ ର ପର୍ଗୀ ରେ ପରିତ୍ୟାଗ କରି ଯିରୁଶାଲମ କୁ ଚାଲିଆସିଥିଲେ ।
    🔹 ତେଣୁ ପ୍ରେରିତ ୧୫:୩୬-୪୦ ରେ ଏହି ମାର୍କ ଙ୍କ ଦଳ ପରିତ୍ୟାଗ କରିଥିବା ଘଟଣା ରେ ଅଶାନ୍ତ ହୋଇ ଦଳ ଦୁଇ ଭାଗ ରେ ବିଭକ୍ତ ହୋଇଥିଲା ।
    👉 କିନ୍ତୁ ପରେ ଏହି ମାର୍କ ଆଉଥରେ ସେବାକାର୍ଯ୍ୟ ରେ ଯୋଗଦେଇଥିଲେ ଏବଂ ଜଣେ ଉତ୍ତମ ଓ ବିଶ୍ଵସ୍ତ ଦାସ ହୋଇ ସେବା କରିଥିଲେ ।
    👉 ଚାରି ମଙ୍ଗଳ ସୁସମାଚାର ର ଲେଖକ ମାନଙ୍କ ମଧ୍ୟରୁ ପ୍ରଥମେ ସୁସମାଚାର ଲେଖିଛନ୍ତି ଏହି ମାର୍କ ।
    👉 ପରେ ଆଲେକ୍ଜାଣ୍ଡ୍ରିଆ Alexandria ରେ ବିଶପ୍ ଭାବେ ଅନେକ ଅନେକ କାର୍ଯ୍ୟ କଲେ ।
    👉 Egypt ମିଶର ଦେଶ ରେ ସୁସମାଚାର ପ୍ରଚାର କରିଥିଲେ ।
    👉 ରୋମୀୟ ସମ୍ରାଟ ଟ୍ରାଜନ୍ ଙ୍କ ଶାସନ କାଳରେ ଏହି ମାର୍କ ଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା ।
    ଏବଂ ତାଙ୍କ ଅସ୍ଥି ଗୁଡ଼ିକୁ ବୁକଲୁସ୍ ନାମକ ସ୍ଥାନରେ କବର ଦିଆଯାଇଥିଲା ।
    🙏 ଏହି ଲେଖା କେବଳ ରୂପରେଖ ଅଟେ ତେଣୁ ସମ୍ପୂର୍ଣ୍ଣ ବ୍ୟାଖ୍ୟା ପାଇବା ପାଇଁ ଉପରୋକ୍ତ ଲିଙ୍କ୍ ରେ କ୍ଲିକ୍ କରି ୟୁଟ୍ୟୁବରେ ପ୍ରଚାରିତ ବାକ୍ୟ ଶୁଣନ୍ତୁ ।
    🙏 Servant-Satish Kumar Lima, Kharagpur
    👉 7384864290
    8250817780
    ... 🙏🙏🙏🙏🙏🙏🙏...

КОМЕНТАРІ • 9