Gouranga sir jay jagannath subha sakala sabubale khushi ruhuntu setiki mahaprabhu Sri jagannath pakhare mura prathana au dhana little bhi sabu bale khushi ruhantu satiki maha Prabhu Sri jagannath pakhare mura prathana
ଜୟ ଜଗନ୍ନାଥ ଜୟ ବଳଦେବଜୀଉ I am permanent resident of kendujhar but we love kendrapada culture especially your village and Dhana Little and others We must wait your next video.THANKS
ମଉସା ଙ୍କ କଥା ନିହାତି ଶତ,କେନ୍ଦୁଝର ଲୋକ ଶାନ୍ତ ସରଳ ସୋଭାବ ,ମୁଁ କେନ୍ଦୁଝର ରେ ୬ ବର୍ଷ ଥିଲି ଆଉ ମୋତେ ବହୁତ୍ ସାହାଯ୍ୟ କରନ୍ତି,ବହୁତ୍ ମେଳାପି ଛୋଟ ଠୁ ବୁଢ଼ା ପର୍ଯ୍ୟନ୍ତ, ଜୟ ଜଗନ୍ନାଥ ଜୟ ମା ତାରିଣୀ🙏
Beauty of keonjhar ❤
କେଉଁମାନେ କେନ୍ଦୁଝରରୁ ଦେଖୁଛନ୍ତି 🎉❤
Amo କେନ୍ଦୁଝର❤
Murga mahadev jantu best tourism place in keonjhar
ସବୁଜ ସୁନ୍ଦର ଆମ କେନ୍ଦୁଝର ❤️
ଓଁ ନମଃ ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏🌹🌹🌹🌹🌹
Ame keonjaria, AME swabhimani
ବହୁତ ଭଲ ଲାଗିଲା କେନ୍ଦୁଝର. ଭାଇ ମୁଁ ବହୁତ ବଡ଼ ବଡ଼ ବ୍ଲଗର ଦେଖିଛି ହେଲେ ଆପଣଙ୍କ ଶୈଳୀ ନିଆରା କାରଣ ସମସ୍ତେ ହାତକୁ ଟେକି ଭିଡ଼ିଓ କରୁଥିବା ଦେଖାଯାଏ ହେଲେ ଆପଣଙ୍କ ହାତ ଦେଖାଯାଏନି ଏହା ହେଉଛି ଆପଣଙ୍କ ବିଶେଷତ୍ୱ ଧନ୍ୟବାଦ 🙏
Jay Jagannath sir ❤❤Bahuta Bhala lagila ସାନଘାଗରା ବୁଲିବାକୁ ଯାଆନ୍ତୁ ସାର ଆପଣଙ୍କୁ ବହୁତ ଭଲ ଲାଗିବ
କେନ୍ଦୁଝର ଟ୍ରିପ ବହୁତ୍ ଭଲ ଲାଗୁଛି ଆଜ୍ଞା । ଜୟ ଜଗନ୍ନାଥ ।
Thank you sujit ...😊 I proud of I belong to Keonjhar ❤❤❤
ଓଡ଼ିଶା ର ମେଳା ମହୋତ୍ସବ ବାହାର ରାଜ୍ୟ ରେ କାହିଁ 😢 l
ଵହୁତ ଭଲ ଲାଗିଲା vedio ଟି sir❤❤❤
ଜୟ ଜଗନ୍ନାଥ ସାଙ୍ଗ ମାନେ 😊
ବହୁତ ସୁନ୍ଦର ଆମ ଓଡିଶା!
ଆଉ ଓଡିଶା ର ପରମ୍ପରା ଓ ସଂସ୍କୃତି ❤️🙏
Jay jagannath Sir❤❤❤😊😊
Dekha amo area kete sundar
ଜୟ ମା ତାରିଣୀ 🙏🙏🙏🙏
ଜୟଶ୍ରୀ ରାମସାର୍
ସାନ ଘାଗରା ଜଳପ୍ରପାତ କୁ ଦେଖିବାକୁ ନିହାତି ଆସନ୍ତୁ
ଆମ କେନ୍ଦୁଝର ସବୁଜ ସୁନ୍ଦର ❤
Love you keonjhar
ଆପଣ ଆମ ଘର ପାଖ ଚର୍ଚ୍ଚ ଛକ ରେ bike ରଖି ମିନବଜାର କୁ ଗଲେ..😅 ଦେଖି କି ବହୁତ୍ ଖୁସି ଲାଗିଲା..👍👍👍👌
I am From Keonjhar ❤
Kendujhar ku asiki video karithibaru bahut bahut dhanyawad sir Jay maa tarini Jay Jagannatha
Beautiful keonjhar place explore ghatgaon road 🛣️🛣️ safe ride safe Jay MAA tarini happy journey God bless you
Jai srhre shre baladev jew.
ମଉସା ଙ୍କ ହସ ପୁରା ବୋବାଲ
Jay shree RAM 🙏 gouranga bhai ra blog ta pura niyara 😊👌👌👌💖
ଜୟ ଜଗନ୍ନାଥ
I am ❤️ from keonjhar 😍
I love keonjhar ❤❤
🙏Jay Jagannath🙏
ଜୟ ଶ୍ରୀ ରାଧା
Jai jagannath
Explore keonjhar town properly ❤ please visit keonjhar famous hotel megha
Love from Puri sakhigopal ❤
Bahut sundar... Jay Jagannath
ଜୟ ଜୟ କେନ୍ଦୁଝର ❤
Love from mayurbhanj bahalda bajar odisha Rairangpur
Jai jagannath
Jai Maa Tarini
ବୁଢ଼ା ମଉସା ଭଲ କହିଲେ 8:50 😂
Kendujhara sabuthu sundar
ଜୟ ଜଗନ୍ନାଥ ସାର୍ 🙏🙏🙏 ଜୟ ମା ତାରିଣୀ 🙏🙏🙏
Jai Jagannath. Nice Entertainment.
Jay maa tarini bhai ❤
କେନ୍ଦୁଝର ଟ୍ରିପ ବହୁତ ଭଲ ଲାଗିଲା, ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର କେନ୍ଦୁଝର ଜିଲ୍ଲା l
Thanks
ଜୟ ଜଗନ୍ନାଥ Sir 🙏
ଶୁଭ ସନ୍ଧ୍ୟା
Kendujhar ru pherila pare ghasipura pakhare thiba nuapada re abstita Jagannath mandira abasya jibe.
ଜୟ ଜଗନ୍ନାଥ sir 🙏🙏🙏
Gouranga sir bahut sunder jagah kendujhar
Jay Jagannath Sir❤❤❤❤
Jai jagannath Bhai
Thank you bhai amm kjr asithiba ru
Sir apano please smasan kali puja ku asantu
Bhai Jay Jagannath 🙏🙏🙏
Awesome blog keep it up🙏🙏🙏🙏🙏🙏🙏🙏. Jai Jagannath❤❤❤❤❤❤❤❤❤❤❤❤❤.
Bahut badhia video bhai ❤❤
Gouranga sir bahut badhiya video 🌎 no 1 video
Very nice sir good
Kendujhar, Mayurbhanj ❤❤❤❤
ଜୟ ଜଗନ୍ନାଥ
JAY 🎉JAGANATH🎉🎉🎉🎉🎉
ଜୟ ଜଗନ୍ନାଥ, ଜୟ ମାଆ ତାରିଣୀ
Bahut bhala lagila ❤
Jai shree jagannath mahaprabhu❤❤
ଜୟ ଜଗନ୍ନାଥ ଗୌରାଙ୍ଗ ଭାଇ
Thank you sir kjr asitiba ru❤ sir jhumpura asatu
Jay jagannath Bhai 🙏
ମେଳାରୁ ଧନଲାଗି କିଛି ଆଣବିକାତ୍ରିପାଠି ଶ୍ୟାମସୁନ୍ଦର ପୁରୁ
Welcome to keonjhar.
Bhai ferila bele ghasipura heiki jibe vala vala jaga amr athi achi baba jhadeswar pitha darshan kariki jibe
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
Gouranga sir jay jagannath subha sakala sabubale khushi ruhuntu setiki mahaprabhu Sri jagannath pakhare mura prathana au dhana little bhi sabu bale khushi ruhantu satiki maha Prabhu Sri jagannath pakhare mura prathana
Swampatna Shiva temple nischita asantu angya❤
Nice vai love from salepur nischintakoili cuttack ❤
Jay Jagannath
Jay jagannath good evening
Welcome to Kendujhar ❤
Love u sir from ❤keonjhar
ମୁଁ ଘଟଗାଁ ପର୍ଯ୍ୟନ୍ତ ଯାଇଛି, ଯାହେଉ ଆପଣଙ୍କ ବ୍ଲୋଗ ମାଧ୍ୟମରେ କେନ୍ଦୁଝର ବିଷୟରେ ଜାଣିବାକୁ ପାଉଛୁ |ଅନେକ କିଛି ଦିଖିବାକୁ ଓ ଜାଣିବାକୁ ଆପେକ୍ଷରେ |ଭିଡ଼ିଓଟି ଭଲଲାଗିଲା, ଜୟ ଜଗନ୍ନାଥ 🙏🏼🙏🏼🙏🏼🙏🏼
Jay jagannath 🙏
More explore keonjhar ❤
Jay jagannath 🙏🙏🙏♥️♥️♥️👍👍👍
Good👍
କେନ୍ଦୁଝର ଦର୍ଶକ ଲାଇକ କରନ୍ତୁ । 😊
Jay Maa Tarini🙏🙏🙏
ମୟୂରଭଞ୍ଜ ଜିଲ୍ଲା ଆଡେ ଟିକେ ଆସୁନ୍ତୁ ଖିଚିଂ ବୁଲିବା ପାଇଁ
Jay jagannath🙏 mayurbhanj
ଜୟ ମା ତାରିଣୀ ଜୟ ବଳଦେବ ଆପଣ କେନ୍ଦୁଝର ଜିଲ୍ଲାରେ ସ୍ଵପ୍ନ ପରି ଲାଗୁଛି ଆପଣଙ୍କ ସହ ଦେଖା ନ ହେଲେ ମଧ୍ୟ ଭିଡିଓ ମାଧ୍ୟମରେ ଅନେକ ଦିନରୁ ଜଡ଼ିତ ଅଛି ଆପଣ ଯୋଉ ସମୟରେ କାଳୀ ପଡ଼ିଆରେ ମେଳା ବୁଲୁଥିଲେ ମୁଁ ଵି ଉପସ୍ଥିତ ଥିଲି ଯୋଗକୁ ଭେଟାଭେଟି ହେଇପାରିଲେ ନାହିଁ ପୁଣି ସମୟ କୁ ଅପେକ୍ଷା କେନ୍ଦୁଝର ବୁଲା ଭଲରେ ହେଉ ଏତିକି ମା ତାରିଣୀ ଙ୍କ ପାଖରେ ପ୍ରାର୍ଥନା। ଧନ୍ୟବାଦ।
ଜୟ ଜଗନ୍ନାଥ ଜୟ ବଳଦେବଜୀଉ I am permanent resident of kendujhar but we love kendrapada culture especially your village and Dhana Little and others We must wait your next video.THANKS
ଜୟ ମା କାଲୀ 🙏🙏🙏
ଜୟ ଜଗନ୍ନାଥ ❤💚💙💜❤
Bhala lagilaa apenkaa video gunabhai pura kusi ame gankuu kaba acibaa sir
Ebe mu Keonjhar re achi.7yr hela.Bahut sundar jaga.Jay maa tarini.jay baldevjew.
Jay maa
Jay jagannath
Bahut sundar laguchi sir ❤
JAY Jagannath
Joda.ru.satyaban.super
Jay Maa Kali
ଭିଡିଓ ଟି ଅତି ସୁନ୍ଦର୍ ଲାଗିଲା...👌👌👌 ପ୍ରଥମେ କେନ୍ଦୁଝର ର ଆରାଧ୍ୟ ବଳଦେବ ଜୀଉ ମନ୍ଦିର କୁ ଦେଖାଇଲେ ଓ ପରେ ଆମ କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ଓ ମିନା ବଜାର କୁ ମଧ୍ୟ ଗଲେ...👈 ଆଶା କରୁଛୁ ଆପଣ ଆହୁରି ଅନେକ ନୁଆ କଥା ଆମ କେନ୍ଦୁଝର ସହର ବିଷୟ ରେ ଆଗକୁ ଦେଖାଇବେ....🙏👍
Jay Jagannath
@Gouranganayakodiavlogs Jay Jagannath..🙏
Jay Maa Biraja ♥️
Keonjhar