Sarvaristha Nivaran Stotram | ସମସ୍ତ ବାଧା ବିଘ୍ନ ଦୂର ପାଇଁ ଶୁଣନ୍ତୁ | Pandit Padmanav Tripathy |Mantra

Поділитися
Вставка
  • Опубліковано 28 гру 2024

КОМЕНТАРІ • 407

  • @itishreenaik752
    @itishreenaik752 Місяць тому +13

    ହେ ପ୍ରଭୁ ମୋର ସବୁ ବାଧା ବିଘ୍ନ ଦୂର କର 🙏🙏🙏🙏

  • @Sahu_Santanu_24
    @Sahu_Santanu_24 2 місяці тому +38

    ହେ ଭଗବାନ ଦୟାକରି ଇ ମାୟା ଦୁନିଆରୁ ଠିକ୍ ଭାବେ ସମସ୍ତଙ୍କୁ ରଖି ନିଜର ନିଜର ନାଟକ କେ ଠିକ୍ ଭାବରେ ଶେଷ କରି ଇ ମାୟା ସଂସାର ରୁ ପାର୍ କର ପ୍ରଭୁ .... ତେତିଶ କୋଟି ଦେବୀ ଦେବତା ସମସ୍ତ ପ୍ରକାରର ଭଗବାନ୍ ପାଖେ ମୋର୍ ଗୁହାରି 😊😊🙏🙏

    • @josodamallik1186
      @josodamallik1186 Місяць тому

      @@Sahu_Santanu_24 ଧନ୍ୟବାଦ ଭାଇ ଜୟ ଜଗନ୍ନାଥ 🙏

  • @GaneshGanesh-d4o
    @GaneshGanesh-d4o 12 днів тому +6

    🙏🌺🙏 ପ୍ରଭୁ ସୁଖ ଦୁଃଖ ତ ଦୁନିଆଁ ପ୍ରଭୁ ମୋର ଯେଉଁ କାର୍ଯ୍ୟ କଲେ ମଧ୍ୟ ହୋଇ ପାରୁନାହିଁ ସବୁ ଅଧୁରା ରହିଯାଇଛି ମୁଁ ଦୁଃଖିତ ରେ ରହି ଅଛି ମୁଁ ସହେ ତେତିଶ କୋଟି ଦେବାଦେବୀ ମୋ ର ପ୍ରଣାମ ସର୍ବ କାର୍ଯ୍ୟ ସିଧୀ କର 🙏🙏🙏🌺🥥🌹🌺🥥🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @subhashreesasmal9434
    @subhashreesasmal9434 16 днів тому +11

    ମୋତେ ସୁସ୍ଥ କରିଦିଅ ପ୍ରଭୁ🙏😭।

    • @julu872
      @julu872 4 дні тому +1

      Tame jaldi sustha heijibo.

  • @pramodpradhan6365
    @pramodpradhan6365 2 місяці тому +9

    ହେ ଭଗବାନ ମୋର ସବୁ ଦୁଃଖ କଷ୍ଟ ଦୁର କର,ହେ ଭଗବାନ ସଂସାର ର ସମସ୍ତ ଲୋକଙ୍କ ଦୁଃଖ ଦୂର କର, ଓଃ ନମ୍ଃ ଭଗବତେ ବାସୁଦେବାୟ ।

  • @puspakhemundu6121
    @puspakhemundu6121 3 місяці тому +32

    ଓଁ 🙏ହେ ଭଗବାନ ମୋର ମୋ ପରିବାର ସମସ୍ତ ଦୁଃଖ, ସର୍ବାରିଷ୍ଟ ନିବାରଣ ଧୂର କରନ୍ତୁ, ମୋର ମନସ୍କାମନା ପୂରଣ କରନ୍ତୁ, ଆପଣ ଙ୍କ ସେବାରେ ସଦା ସର୍ବଦା ରହିତିବି, ମୋର କୋଟି କୋଟି କୋଟି ପ୍ରଣାମ ଜଣାଉଛି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @chrajkishorepatrocr7949
      @chrajkishorepatrocr7949 2 місяці тому +3

      Oom nama bhagabote basu debahha nahamha

    • @ratnakarabehera4164
      @ratnakarabehera4164 8 днів тому +1

      ଓଁ ଶର୍ବାରିଷ୍ଟ ଦୁଃଖାକୋର୍ଟ ଧୁରକୋର୍ ପ୍ରଭୁ

  • @biranchisahu4004
    @biranchisahu4004 2 місяці тому +9

    ହେ ପ୍ରଭୁ ମୋର ଦୁଃଖ କଷ୍ଟ ଦୂର କର 🙏🙏🙏🙏ମୋ ପରିବାର କୁ ଘଣ୍ଟ ଘୋଡେଇ କି ରଖିଥାନ୍ତୁ ପ୍ରଭୁ

  • @Rakesh_nayak183
    @Rakesh_nayak183 2 місяці тому +17

    ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭୁ ସମସ୍ତ ଜଗତ କୁ ରକ୍ଷା କର

  • @mk-Mahakul143
    @mk-Mahakul143 Місяць тому +4

    ହେ କୃପାମୟ ପ୍ରଭୁ କୃଷ୍ଣ କୃପା କର ମୋ ସନ୍ତାନ ଭଲ ରେ ଭଲ ରେ ଏ ଦୁନିଆ କୁ ଆସୁ 🙏🙏🙏ପ୍ରଭୁ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ 🙏🙏🙏😥😥😥

  • @BasudevPanigrahi-vi2ku
    @BasudevPanigrahi-vi2ku 2 місяці тому +13

    ହେ ଭଗଵାନ ତୂମ ପାଦଦେଶରେ ଶରଣ

  • @MakundaMalick-t1i
    @MakundaMalick-t1i 3 місяці тому +15

    ହେ ଭଗବାନ ମୋତେ ଶକ୍ତି ଦିଅ ସବୁବେଳେ ଡରଳାଗୁଛି ତୁମେ ମୋର ସାହା

  • @GaneshGanesh-d4o
    @GaneshGanesh-d4o 11 днів тому +2

    🙏🌺🥥🌹🙏 ପ୍ରଭୃତି ସ୍ଥାନରେ ମୋର କାମରେ ସବୁବେଳେ ସୁଫଳ ମିଲୁ ପ୍ରଭୁ ଏହି ମୋର କୋଟି କୋଟି ତମଚରଣ ହୋଇ ରହିବି🙏🙏🙏🙏🌹🥥🌺🙏

  • @tikibarik1678
    @tikibarik1678 2 дні тому +1

    ହେ ପ୍ରଭୁ ମ ସ୍ବାମୀ ର ରିଷ୍ଟ ଖ୍ଡନ କର ତାକୁ ଘଂଟ ଘୁଡି ରଖି ଥାଅ ପ୍ରଭୁ ତାକୁ ଡ୍ରିଘଉ କରି ଥାଅ କରି ଥାଅ 🙏🙏🙏🙏🙏🪷🪷🪷🪷🪷♥️♥️♥️♥️

  • @An_Aware_Citizen
    @An_Aware_Citizen 2 місяці тому +8

    ହେ ପ୍ରଭୁ ରକ୍ଷା କର, ତମ ଛଡ଼ା ଆଉ କିଏ ସାହା ହେବ ପ୍ରଭୁ 🛐 ରକ୍ଷା କର ମହାପ୍ରଭୁ 🛐

  • @rameshpatnaik5403
    @rameshpatnaik5403 3 місяці тому +13

    ଓଁ ସର୍ବ ଦେବ ଦେବୀ କ୍ରୁପା କରା ଭବନ୍ତୁଃ
    ସର୍ବ ଗ୍ରହା ଶାନ୍ତି କରା ଭବନ୍ତୁଃ।

  • @AkasmikaSwain
    @AkasmikaSwain 5 днів тому +1

    ହେ ପ୍ରଭୁ ମୋ ବୋଉ ଦେହ ଭଲକରି ଦିଅ ତା କଷ୍ଟ ସବୁ ମତେ ଦେଇ ଦିଅ ପ୍ରଭୁ

  • @malayamalaya4298
    @malayamalaya4298 3 місяці тому +11

    ଜୟ ଶ୍ରୀ ବଳଭଦ୍ର ପ୍ରଭୁ ମାତା ସୁଭଦ୍ରା ଦେବୀ ମାଁ ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ ମାତା କମଳା ଦେବୀ ମାଁ କୃପା କରନ୍ତୁ ଭଗବାନ ଜୟ ଜଗନ୍ନାଥ 🙏🏻🙏🙏🏻🪷🪷🪷💙🧡🩵🪔🪔🪔

  • @Dhanubag-z1b
    @Dhanubag-z1b 2 місяці тому +5

    ଓଁ ହେ ଭଗବାନ ମମ ଦୁଃଖ କଷ୍ଟ ମୋର ପରିବାର ସୁଖ ଶାନ୍ତି ରଖନ୍ତୁ 🙏🙏🙏🙏🙏

  • @akhayakumarrout1269
    @akhayakumarrout1269 2 місяці тому +5

    ହେ ପ୍ରଭୁ ମୋ ଦୁଃଖ ଦୂର କର ତମ ପାଦ ତଳେ କୋଟି କୋଟି ପ୍ରଣାମ

  • @namitadasadhikari1886
    @namitadasadhikari1886 3 місяці тому +9

    Har Har Mahadev 🙏🙏 Jay Jagannath Swami 🙏🙏 he vighnaharta Shri Ganesha 🙏🙏 he Sankat Mochan Hanuman 🙏🙏 apan mananku koti koti Naman Prabhu 🙏🙏🙏🙏🙏🙏🙏

  • @LaxmanDehury-w9y
    @LaxmanDehury-w9y 3 місяці тому +12

    Om namah Bhagabate Vasudevaya
    ପ୍ରଭୁ ବିଶ୍ଵ ବାସୀଙ୍କ ସର୍ବରିଷ୍ଟ ଦୂର କରନ୍ତୁ

    • @rojalinmohanty2830
      @rojalinmohanty2830 26 днів тому

      କେବଳ Vala ଲୋକଙ୍କୁ ରକ୍ଷା କରନ୍ତୁ, ପାପୀ ଙ୍କୁ ଦଣ୍ଡ ଦିଅନ୍ତୁ

  • @balaramdash5612
    @balaramdash5612 2 місяці тому +11

    ସର୍ବରିଷ୍ଟ କଷ୍ଟ ଖଣ୍ଡନ କର ହେ ଭଗବାନ ତମ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ 🙏🙏🙏🙏

  • @josodamallik1186
    @josodamallik1186 3 місяці тому +97

    ହେ ଭଗବାନ 🙏ମୋତେ କୃପା କର ପ୍ରଭୁ 🙏ମୋର ଦୁଃଖ କଷ୍ଟ କୁ ଦୂର କର 🙏🙏🙏 ତମ ଚରଣ ରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏

    • @SandhyaraniSial-bq1dg
      @SandhyaraniSial-bq1dg Місяць тому +3

      😢😢😢🙏🙏🙏

    • @dipudas5900
      @dipudas5900 Місяць тому +1

      Manisha dukha kanpain paithanti jibana re thik samayare karma nkale Chhota belu samaya nasta Kari patha napadhiba asatkarma Kariba asat dhana rojagara Kariba esabu karana ru Manisha dukha paithae ehire e janma au ara janmara karma samil thae

    • @sriya-iy3cv
      @sriya-iy3cv Місяць тому

      ହେ ଭଗବାନ ମତେ କୃପକାର ମୋର ସବୁ ଦୁଃଖ ଦୂର ହେଇଯାଉ ମୋର ମନ ସ୍କାମନା ପୂରଣ ହେଉ ହେ ତ୍ରିଦେବ ମତେ କୃପା କର 🙏🙏

    • @josodamallik1186
      @josodamallik1186 Місяць тому

      @@dipudas5900 ସତ କଥା

    • @Binodbag-e5s
      @Binodbag-e5s Місяць тому

      So120rambinodbagvvv

  • @pratimapalei5058
    @pratimapalei5058 12 днів тому +1

    He prabhu mo bandhu bipadare padichi,taku prati muhurtare raksha kara he prabhu

  • @AniruddhaBagarty-f4w
    @AniruddhaBagarty-f4w 3 місяці тому +10

    📿ଓଁ ମହାମୃତୁଞ୍ଜୟ ମନ୍ତ୍ର 🙏🙏🙏📿🏴📿🔱🏴🔱📿

    • @ratnakarabehera4164
      @ratnakarabehera4164 6 днів тому

      ଓଁ ହେପ୍ରଭୁ ମାର ମନବାଞ୍ଛା ପୁଣ୍ଣକର ପ୍ରଭୁ

  • @mohitakumarnayak2316
    @mohitakumarnayak2316 14 днів тому +1

    Om ganeshay namah om namah shivaya om jai bajrangbali om sri Jagannath om basudebaya namah om jai maa Durga Jai sitaram om namah Narayan Hari Om Hari Om Hari Om

  • @chaturbhujamaharana5971
    @chaturbhujamaharana5971 2 місяці тому +5

    ହେ ଭଗବାନ ସମସ୍ତଙ୍କର ସର୍ବାରିଷ୍ଟ ଖଣ୍ଡନ କର ଜୟ ଜଗନ୍ନାଥ

  • @pratimapalei5058
    @pratimapalei5058 12 днів тому +1

    Mo jhiaku sadbudhi dia he bhagwan,mate satya batare parichalita kara he pravu,tamaku koti koti pranam

  • @BhagabanThakur-ir5or
    @BhagabanThakur-ir5or 10 днів тому +1

    Jayshreeganesh,omnamobhagabateBasudebay,Harharmahadeb,jayshreeRam,jaymahabaleeGanumanji.

  • @KshirodchandraSabar-lf6js
    @KshirodchandraSabar-lf6js 2 місяці тому +3

    ତମ ଚରଣରେ ସଦା ଥାଉ ମୋର ମନ ଜୟ ବଜରଙ୍ଗ ବଳି ଜୟ ହନୁମାନ

  • @happinesszeverywhere7862
    @happinesszeverywhere7862 Місяць тому +3

    He ପ୍ରଭୁ ଦୟା କରି ମୋ ଜୀବନ ରୁ ଦୁଃଖ ଦୂର କର

  • @santoshimallick6685
    @santoshimallick6685 21 день тому +1

    ମୋତେ ଧୈର୍ଯ୍ୟ ଆଉ ଶକ୍ତି ଦିଅ ପ୍ରଭୁ

  • @GoladaPadhee-hw8iy
    @GoladaPadhee-hw8iy 8 днів тому +1

    Har Mahadev ji 🙏🙏🙏🙏🙏🙏🙏jayshreejagannathji🙏🙏🙏🙏🙏🌹🌹🌹🌹💛🌺🌺🌺🌺🌺🌹❤️💚🤍💛💓🙏🙏🙏🙏🙏

  • @electrichakermen2776
    @electrichakermen2776 3 місяці тому +4

    ଦୟାକର ହେ ନାରାୟଣ 🙏🙏🙏🙏🙏🙏🙏🙏

  • @ManojKumar-go2ym
    @ManojKumar-go2ym 2 місяці тому +3

    ହେ ପ୍ରଭୁ ଆପଣ ଏହି ଦୁଃଖୀ ର ଡାକଶୁଣ

  • @pravatmallik1009
    @pravatmallik1009 2 місяці тому +5

    ହେ ପ୍ରଭୁ ଦୟାରସାଗର ମୋ ପ୍ରତି ଦୟାକର ଝାହା ଅପରାଧ କରିଛି କ୍ଷମା କର 🙏🙏🙏

  • @Kunulimohanty-j2q
    @Kunulimohanty-j2q 24 дні тому +1

    Om
    Sree
    Balabhadre
    Namaha
    Om
    Jaganath
    Namaha
    Om
    Nama
    Sibaya
    Om
    Nama
    Sujya
    Namaha
    Om
    Nama
    Budhaya
    Namaha
    Om
    Bhugabe
    Namaha
    Om
    Saniscaraya
    Namaha
    Om
    Gurudebaya
    Namaha
    Om
    Durga
    Debiya
    Namaha

  • @rabindrabehera2045
    @rabindrabehera2045 19 днів тому +1

    ହେପ୍ରଭୁ ମୋସଶାରତୁମଙ୍କୁଲାଗିଲା

  • @lipsadash6906
    @lipsadash6906 2 місяці тому +2

    ହେ ପ୍ରଭୁ ତୁମର ଚରଣ ରେ ଶରଣ ତୁମର ଇଛା ତୁମେ ଯାହା ଦେବ ଦୁଃଖ ଦେବ କି ସୁଖ ଦେବ ଦିଅ 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @laxmimallik8046
    @laxmimallik8046 6 днів тому +1

    Jai shree krishna radhe radhe radhe radhe radhe radhe radhe dukha dura kara prabhu 🙏🙏❤️❤️💖🌹❣️💚🦚💙🍀💖🙏❤️

  • @Prasantasahu-f1j
    @Prasantasahu-f1j 3 місяці тому +8

    om namah shivaya namah moro Manas kamana purno koro moro sorba ristora khandano koro om namah shivaya namah

  • @ajayamali6174
    @ajayamali6174 2 місяці тому +3

    He prabhu mote jete dukha daucha dia hele tuma subha Asheervad au mo parivaar ra prema mo pain sabubele Emiti rahithau Prabhu kanhinkina tuma Asheervad au mo parivaar ra prema mo pain Atulaniya Ate au a sabu mo sathire thile mu sabu kasta au dukha ku paar Kari jibi mo manare sahasa dehare Bala au dharjya bharidia Prabhu jemiti mu mora sabu bipada ra samna kariparibi bipadaku Adei Agaku badhi chalibi 🌹🙏🌹🚩❤️

  • @sonylovemunu143
    @sonylovemunu143 Місяць тому +2

    ଓଁ ନମଃ ଶିବାୟ 🙏🙏❤️❤️... ଓଁ ନମଃ ଭଗବତେ ବାସୁଦେବାୟ🙏🙏❤️❤️....... 02.11.24

  • @Kunulimohanty-j2q
    @Kunulimohanty-j2q 24 дні тому +1

    Om
    Candraya
    Namaha
    Om
    Namaradheya
    Namaha
    Om
    Nabagrahays
    Namaha
    Om
    Kurukuri
    Swaha

  • @guruchaanmeher5076
    @guruchaanmeher5076 Місяць тому +1

    ହେ ଭଗବାନ ମୋର ମନୋକାମନା ପୁରଣ କରନ୍ତୁ 🙏🌸🌼🌹🌷🙏

  • @ghanasks
    @ghanasks Місяць тому +1

    ହେ ପ୍ରଭୁ 🙏🙏🙏🙏🙏

  • @shantihans1800
    @shantihans1800 3 місяці тому +5

    Jai shree Ram, 🙏 jai maa Durga 🙏 jai maa tarani 🙏 Jay Jagannath 🙏 Om namah shivaya 🙏 Moro mansha kamona pura kar prabhu 😢😢

  • @pritirekhamalik9782
    @pritirekhamalik9782 3 місяці тому +3

    He prabhu mo sanabhai sipu ku bhala re rakha samasta roga ru bhala Kari dia he...

  • @soniraut8360
    @soniraut8360 12 днів тому +2

    He bhagaban mote krupa Kara prabhu Mora sabu Dukha kastaku durei rakha prabhu tumaku Mora koti koti pranam baba please help me baba Mora Bhai ra job heijau Baba MO bahaghar thik heijau prabhu 🌹🌹🙏🙏🙏🙏🙏

  • @JAY_JAGANNATHA_NIHAR
    @JAY_JAGANNATHA_NIHAR 2 місяці тому +3

    SARBA RISTA KHADANA KARA HE BHAGWAN TAMA CHARANE SARAN PASILI

  • @AbhimanyuNayak-d5h
    @AbhimanyuNayak-d5h 20 днів тому +1

    He prabhu Mora samasta dukha kasta harana Kara parabhu ❤❤

  • @lalitmohannaik9700
    @lalitmohannaik9700 3 місяці тому +2

    Om namah shivay
    Har Har Mahadev

  • @mitalimajhi1853
    @mitalimajhi1853 2 місяці тому +1

    ହେ ଭଗବାନ ମୋ ପରିବାର କୁ ଭଲରେ ରଖ ସାରା ଜଗତ କୁ ଭଲରେ ରଖ

  • @rasmitasahu5746
    @rasmitasahu5746 2 місяці тому +4

    Jay shreeram jay bajrangbali

  • @kanhucharanabhoi2978
    @kanhucharanabhoi2978 Місяць тому +1

    Prabhu mo ghara au mora sabu manaskamana Purna kara Prabhu au mote sabu rogaru arogya rakha jai mahaveer jai sree Ram

  • @odff8244
    @odff8244 26 днів тому +1

    Hare krishna hare krishna krishna krishna hare hare hare ram hare ram ram ram hare hare

  • @paramanandapradhan2047
    @paramanandapradhan2047 2 місяці тому +2

    ହେ ପ୍ରଭୁ ମୋ ପରିବାର କୁ ଘଣ୍ଟ ଘୋଡାଇ ରଖତ୍ନ୍ତୁ 🙏🙏🙏

  • @rojalinsahoo1746
    @rojalinsahoo1746 2 місяці тому +3

    He prabhu mora sabu dukha kasta dukha kara mo bahut kasta re achi

  • @YashwantkumarPradhan
    @YashwantkumarPradhan Місяць тому +1

    🙏🙏🙏जय जगन्नाथ. जय पंच सखा

  • @diptiranjanmaharana198
    @diptiranjanmaharana198 3 місяці тому +11

    ହେ ପ୍ରଭୁ ମୋର ଦୁଃଖ ଦୂର କରି ଦିଅ ସମ ସ୍ତ ଙ୍କୁ ଭଲ ରଖ

  • @harapriyaparida6371
    @harapriyaparida6371 3 місяці тому +4

    Om namah shivaya🙏🙏💐🙏🙏

  • @LaxmipriyaBehera-wu3oz
    @LaxmipriyaBehera-wu3oz Місяць тому +1

    He bhagaban Amar dukh dur kar.sukh dio.pranam.......

  • @Prabhatkumarmund-i4z
    @Prabhatkumarmund-i4z 3 місяці тому +3

    Om sarbevyo debebhyo sarbebhyo debibhyo Namaha.

  • @pravasinipradhan4313
    @pravasinipradhan4313 2 місяці тому +3

    Ma mngala mote sabu bipadaru rakhyakara
    Jay jagannath
    Om nmh sibaya
    Om ganesaya nmh
    Om nmh nmh nmh

  • @AjaykumarRay-f7u
    @AjaykumarRay-f7u 2 місяці тому +2

    ସର୍ବା ରିଷ୍ଟ ନିବାରଣ କରନ୍ତୁ ପ୍ରଭୁ 🙏🙏🙏🙏🙏

  • @saratanayek2571
    @saratanayek2571 Місяць тому +1

    He,prabhu,dayakar,ରକ୍ଷାକର,,ଖ୍ୟମାକର

  • @bhubanisahoo6957
    @bhubanisahoo6957 3 місяці тому +12

    Jay Jagannath ⭕‼️⭕🙏🙏🙏🚩

  • @AnandAnand-po4vq
    @AnandAnand-po4vq 3 місяці тому +5

    Hare Ram Hare Ram Ram Ram Hare Hare Hare Krishna Hare Krishna Krishna Krishna Hare Hare 🙏

  • @Ansupapradhan
    @Ansupapradhan 3 місяці тому +3

    He prabhu Mo rista khandan kara prabhu 🙏🙏🙏🙏🙏 please 😭😭😭

  • @pallabighosh2356
    @pallabighosh2356 2 місяці тому +2

    Om namah shivay jay jagannath mohaprabhu jay bajrangbali jay maa tarini

  • @PareshBarik-i2u
    @PareshBarik-i2u 2 місяці тому +10

    ତେତିଶ କୋଟୀଦେଵଦେଵୀଚରଣେସରଣ

    • @RANJIBMEKAP
      @RANJIBMEKAP 11 днів тому +2

      Om namah shivay 🙏🙏 parbati Devi 🙏🙏🌿🙏🌿🌿🌹🙏

    • @RANJIBMEKAP
      @RANJIBMEKAP 11 днів тому +1

      Har har Mahadev 🙏🙏🌿🌿🌹🙏🌿🌿🌹🌹🌹🙏

  • @PuspalataRatha-s6w
    @PuspalataRatha-s6w 15 днів тому

    He prabhu mora sabu rista khandana kariba sange samastanku bhalare rakha mora ethiki kamana

  • @ManojKumar-xu5jw
    @ManojKumar-xu5jw 3 місяці тому +3

    Jay jagannath 🌹🙏

  • @lachhimdharbhatra1893
    @lachhimdharbhatra1893 3 місяці тому +3

    Om Maa;Om Namah shivaya; Om namah Bhagvatey BASUDEBAY,....🌺🌷🥀🌹🙏

  • @queenmisss5088
    @queenmisss5088 2 місяці тому +2

    He prabhu mo sansaraku bhalare rakha prabhu

  • @sssmeher
    @sssmeher 8 днів тому

    He bhagwan mora mo parivar samast rista khand n kara prabhu

  • @ganeswarsahoo90
    @ganeswarsahoo90 3 місяці тому +2

    Jay jagnnathswami

  • @umashankarnayak2497
    @umashankarnayak2497 3 місяці тому +4

    He Tetrisa koti Dev gana O Devi Maa gana, Pallavi ra Saath dia O saphalata pradaan kar. Om Namo Bhagabate Basudevay. 🙏🙏🙏🙏🙏🙏🙏🙏🙏🙏🙏

  • @kanhucharanjena4565
    @kanhucharanjena4565 3 місяці тому +2

    Jay Jagannath Swami Nayan Pathgami Bhabah Tume

  • @sachitradas6257
    @sachitradas6257 3 місяці тому +4

    Jai jagannath swami

  • @Prasantasahu-f1j
    @Prasantasahu-f1j 3 місяці тому +6

    om namah shivaya om nomo

  • @namitamohanty822
    @namitamohanty822 Місяць тому +1

    Koti koti pranam Prabhu. Rakya kara😢😢

  • @bisudj6732
    @bisudj6732 3 місяці тому +4

    Jay Shri Ram Jay Jay Shri Ram Jay Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉

  • @dilipkumarparida1855
    @dilipkumarparida1855 3 місяці тому +3

    ଜୟ ଜଗନ୍ନାଥ ସ୍ୱାମୀ....

  • @SharatMohanty-u5m
    @SharatMohanty-u5m 3 місяці тому +2

    Jay Sri Jagannath Swami Nayanaspathagami Bhaba Tume prabho

  • @rojalinmohanty2830
    @rojalinmohanty2830 26 днів тому

    ପ୍ରଭୁ ଙ୍କ ମନ୍ତ୍ର ବି ଏତେ ମାତ୍ରାରେ ଲୋକେ ଶୁଣୁ ଛନ୍ତି।

  • @RajeswarPatra-y9i
    @RajeswarPatra-y9i 2 місяці тому

    Jay Jagannath Swami Nayan patha gami bhatumya ❤❤❤ Jay maa

  • @sushreemonali36
    @sushreemonali36 3 місяці тому +3

    Maa bhagabati... Maa dakhinakali... tume hi saha ❤..

  • @Kunulimohanty-j2q
    @Kunulimohanty-j2q 24 дні тому

    Om
    Bhurbhuba
    Swaha
    Tayisya
    Bitur
    Vharenyam
    Bhargo
    Debsydhimahi
    Dhioiyionaha
    Pracdayat
    Bebasayare
    Laghaba
    Kara
    Prabhu
    Om
    Nama
    Bhagabate
    Basudebaya
    Namha
    Om
    Nama
    Bhagabate
    Basudebaya
    Biswa
    Narayanaya
    Namaha

  • @Babulabhera-q3l
    @Babulabhera-q3l Місяць тому +1

    He Prabhu 33 koti Devta Krupa karo🌹🥥🌹🥥🌹🥥🌹🥥🌹👏

  • @patrakkmp424
    @patrakkmp424 3 місяці тому +2

    Jay Maa Tarini 🙏🌹🌹🙏 Jay Bajrang Bali oom Namah shivaya 🙏🌹🙏 Oom Jay Krishna

  • @SanamRasmita
    @SanamRasmita 17 днів тому

    He Prabhu mote Saha hua satare jadi sunile sabu kastaru mukhi mili jau thae

  • @bijaymishra6797
    @bijaymishra6797 3 місяці тому +2

    Jai jagannath jai 🕉 🙏 beautiful presentation very Very nice best voice thanks from RUKMINI PRODUCTION 🎉🎉🎉

  • @Prasantasahu-f1j
    @Prasantasahu-f1j 3 місяці тому +4

    mo pita mata baba om namaha shivaya mata parvati mo maa

  • @mahendrapradhan8113
    @mahendrapradhan8113 2 місяці тому +1

    He bhagaban prabhu

  • @BhagabanThakur-ir5or
    @BhagabanThakur-ir5or 2 місяці тому +2

    Jayshreeganesh namah,omnamobhagabate,Basudebay.kuladebataynamahestadeb,shreejagannanathy,namah,bandemataram,jaymahabaleehanuman,namah.

  • @NilandriApat
    @NilandriApat День тому

    ପ୍ରଭୁ ମୋତେ ଟିକେ କୃପା କର

  • @pratimapalei5058
    @pratimapalei5058 12 днів тому

    A jagatare pratiti manushya sat pathare parichalita huantu atiki binati he prabhu

  • @OmmRahul-u4k
    @OmmRahul-u4k 3 місяці тому +2

    Omm sarba devataye nmha ja Devi sarb vutesu Sakti rupen sansthita nmha ❤❤❤❤❤❤❤❤❤❤❤❤

  • @Prasantasahu-f1j
    @Prasantasahu-f1j 3 місяці тому +5

    maaa & bapa om namah shivay pita mata