ପର ସ୍ତ୍ରୀ ଦର୍ଶନେ ପୁଣ୍ୟ | ମଙ୍ଗଳା ଚରଣ | Odia Pala | Gayeeka Sudeshna jena | Bhakti Prathana
Вставка
- Опубліковано 29 жов 2024
- ପର ସ୍ତ୍ରୀ ଦର୍ଶନେ ପୁଣ୍ୟ | ମଙ୍ଗଳା ଚରଣ | Odia Pala | Gayeeka Sudeshna jena | Bhakti Prathana
#odia_pala
#para_stree_darshane_punya
#mangalacharan
#gayak_sudeshna_jena
#bhakti_prathana
--------------------------------------------------------------------------------------------------------------------------------------------------------------------
ପ୍ରିୟ ଦର୍ଶକ ବଂଧୁ |
ସମସ୍ତଙ୍କୁ ନମସ୍କାର | ସ୍ବାଗତ ଜଣାଉଛି ଭକ୍ତି ପ୍ରାର୍ଥନା ଚାନେଲ କୁ | ଓଡିଶାର ସର୍ବ ପୁରାତନ ପ୍ରାଚୀନ କଳା ସଂସ୍କୃତି କୁ ଜନ ମାନସରେ ପ୍ରଚାର ପ୍ରସାର ପାଇଁ ଭକ୍ତି ପ୍ରାର୍ଥନା ସବୁବେଳେ ସଂକଳ୍ପ ବଧ | ଓଡ଼ିଶାର କଳା ସଂସ୍କୃତି କୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ଆମର ଚେଷ୍ଟା ସବୁବେଳେ ଜାରି ରହିବ | କେବଳ ଆପଣଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଏବଂ ଆଶୀର୍ବାଦ କୁ ପାଥେୟ କରି ଆଗକୁ ବଢିବାର ସ୍ବପ୍ନ କୁ ସାକାର କରିବା ନିମନ୍ତେ ମହାପ୍ରଭୁ କୋଟି ଓଡ଼ିଆର ମୌଡ ମଣି ଜଗତରାନଥ ଜଗନ୍ନାଥ ଙ୍କ ପାଦ ପଙ୍କଜରେ ନିଜକୁ ସମର୍ପଣ କରି କୋଟି କୋଟି ଓଡ଼ିଶା ବାସୀଙ୍କର ଏବଂ ସମଗ୍ର ବିଶ୍ବ ର ମଙ୍ଗଳ କାମନା ପାଇଁ ଆମ୍ଭେ ସର୍ବଦା ଉତ୍ସର୍ଗୀକୃତ | ଧନ୍ୟବାଦ୍ |
ଓଡିଶାର ସଂସ୍କୃତି ଭିତ୍ତିକ କାର୍ଯ୍ୟ କ୍ରମ ଯଥା ପାଲା, ଦାସକାଠିଆ, ହରିକଥା, ପ୍ରବଚନ, ଭଜନ, ଜଣାଣ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟ କ୍ରମ ଦେଖିବା ପାଇଁ ଏବେ ହିଁ ଆମ ଚ୍ୟାନେଲ କୁ ସବସ୍କ୍ରାଇବ କରନ୍ତୁ ଏବଂ ଆପଣଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରନ୍ତୁ | ଯଦି ପ୍ରଚାର ପ୍ରସାର ରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ ତେବେ ଆମକୁ ଜଣାନ୍ତୁ ଆମେ ତାହାକୁ ସଂଶୋଧନ କରି ପୁନଃ ପ୍ରସାରଣ କରିବୁ |
---------------------------------------------------------------------------------
ଯୋଗା ଯୋଗ - ଭକ୍ତି ପ୍ରାର୍ଥନା, ମୋବାଇଲ୍ - ୭୦୦୮୫୨୭୩୨୮
--------------------------------------------------------------------------------------------------------------------------------------------------------------------
Bahut vala agaku karipariba bhauni
Dhanyabad
ଯେହେତୁ ଜଳନ୍ଧର ନିଜ ପତ୍ନୀର ସତୀତ୍ଵ ବଳରେ ଅନ୍ୟାୟ କରି ଚାଲିଥିଲା ।
Thanks ,nice
ତ୍ରୁଟି ଯୁକ୍ତ ଶୀର୍ଷକ, ଦୟା କରି ସଂଶୋଧିତ ହୁଅନ୍ତୁ, କଦମ୍ବ, ଶବ୍ଦ କେତେବେଳେ ପ୍ରୟୋଗ ଜାଣିବା ବିଧେୟ 🎉
🎉🎉😢😢😢😊😊😊😅
Semit sundar ନୁହଁ
Kan sundara nuhay
ମାତୃଵତ୍ ପରଦାରାଷୁ ନୁହେଁ
ପର ଦାରେଷୁ
କଵି କୃଷ୍ଣ ପ୍ରସାଦ ମଞ୍ଜୁଳ ଵସୁ ନୁହେଁ
କଵି ମଞ୍ଜୁଳ କୃଷ୍ଣ ପ୍ରସାଦ ଵସୁ
Gayee kaji. Very nice. Thanks
Very,nicepala
👍
Bhla Katha🙏🙏
Super
❤
ଭଲ କରି ଶିଖି କରି ଆସନ୍ତୁ। ଏକୋଇଶା ପାଲା ଭଳି ଲାଗୁଛି
ପର ଦାରାସୁ ନୁହେଁ (ପରଦାରେସୁ)ଏଥିରେ ଆଉଏକ ଭୁଲ ରହିଲା ଯ ଜାନାଟି ସ ପଣ୍ଡିତ ଜ ଜାନତି ନୁହେଁ (ଯ ପଶ୍ୟତି ସ ପଣ୍ଡିତ )କବିଚଣ୍ଡୀଦାସ ।
ପ୍ରକୃତ ରେ ଜ୍ଞାନ ଅର୍ଜନ କରି ପାଲା ଚର୍ଚ୍ଚା କଲେ ଭଲ ହୁଅନ୍ତା।
ପାଲା ଗାୟକ ର ଭଲ କଣ୍ଠ ରହିବା ଦରକାର
ଯା ନାମ ମୁକତି ପସରା ସେ କିମ୍ପା କଲେ ପରଦାରା ? ବୁଝେଇଥିବା ଏହାର ଅର୍ଥ ମନକୁ ଲାଗିଲାନାହିଁ , ଜା ନାମେ ନୁହେଁ (ଯା ନାମ ) ଆଜିର ପାଲା ପରିବେଷଣ ଭଲ ଲାଗିଲା ନାହିଁ କାରଣ କହିବା ଗାଇବା ମଧ୍ୟରେ ଅନେକ କିଛି ତ୍ରୁଟିରହିଯାଉଛି ନିଜକୁ ସଂଶୋଧନ କରିବାକୁ ଚେଷ୍ଟାକର ,କବିଚଣ୍ଡୀଦାସ ।
ରୂପ ଭଲ | ଦାନ୍ତ ପୋକରା
ନୂଆ ପାଲା କରୁଛ ,
ଗୁରୁ ଦୋଷ ଅଛି
Nutan gayika ahuri valaheb chestajarirakha.
Welcome 0:58
Nimna manara pala paribeshana karuchanti
Very nice thanks for separate presentation . Don't take it bhanda.
Tumaku kiya manakalaki
Alingana kara
Chumbana kara
Tumaku swagata
ଆହୁରି ଅଧିକ ହୋଇପାରିବ
Ganga River.
Bikes ମାନଙ୍କୁ ପାଲା ସୁନାଉଛ କେ
କଣ୍ଠ ତ ନାହିଁ କିମିତି ପାଲା ଗାୟକ ଗାୟିକା ହେବ
Bhal kari sloka sikha pare pala kale bhal heba
ଗ୍ୟାରେଜ ରେ ପାଲା ହେଉଛି l
ଆଉ ଜାଗା ମିଳିଲା ନାହିଁ ??
ଠିକ ଜାଗା ନୁହେଁ l
Kanth nahi
Hauni, New pala ta laja karuchha,
Ur gayan is not satisfactory.. ladies gayka urmila sahoo is best.
No one should listen this palla is not authorised as per sastra.
U are wrong
This palla is not authorised, please don't listen at all.
Very good
Very nice pala
ରୂପ ଭଲ | ଦାନ୍ତ ପୋକରା
ନୂଆ ପାଲା କରୁଛ ,
ଗୁରୁ ଦୋଷ ଅଛି