JAGANNATH TEMPLES DIVINE FLAG CHANGING 30-Jun | ନୀଳଚକ୍ରରେ ନାଲି ରଙ୍ଗର ପତାକାଲାଗି | JAY JAGANNATH TV

Поділитися
Вставка
  • Опубліковано 30 вер 2024
  • Puri Sri Jagannath Temple’s glorious divine flag alteration on Nilachakra - Dt- 30th JUN 2024
    "ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ ।
    ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    UA-cam: bit.ly/3KAQeyD
    Twitter: bit.ly/38JpX3U
    #jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
    #carfestival #carfestivallive #rathayatra

КОМЕНТАРІ • 309

  • @animasingha7105
    @animasingha7105 3 місяці тому +12

    ଜଗୁ ରେ ଶୀଘ୍ର ଉଦ୍ଧାର କର 🙏🙏🙏🙏🙏🙏ଭୁଲ କ୍ଷମା କର 👏👏👏👏👏👏ସବୁ ସମସ୍ୟା ର ସମାଧାନ କର 😔😔😔😔😔😔ଯଉଟା ଭଲ ସେଇଟା ହିଁ କର 🙏🙏🙏🙏

  • @sukumarpandesukumarpande8233
    @sukumarpandesukumarpande8233 3 місяці тому +7

    ନନ୍ଦିଘୋଷ ରଥେ ଚଢି ଜଗନାଂଥ ବଡ଼ ଦାଣ୍ଡେ ବିଜେ କରି. ପତିତ ମାନଙ୍କୁ ଉଦରିବା ପାଇଁ ନେତ ଉଡେ ନୀଳ ଗିରି. ଜୟ ଜଗନ୍ନାଥ ଜୟ ପତିତପାବନ

  • @lovestoryforu9
    @lovestoryforu9 3 місяці тому +8

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤

  • @gobindachandranayak9576
    @gobindachandranayak9576 3 місяці тому +8

    ହେ ପ୍ରଭୁ ପତିତପାବନ ତୋ ବାନାକୁ ଚାହିଁ ଯାଉ ଏ ଜୀବନ

  • @Renuka-Barik
    @Renuka-Barik 3 місяці тому +6

    🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ ମୋ କାଳିଆସୁନା 🙏🙏🙏

  • @bibhudendubal
    @bibhudendubal 3 місяці тому +5

    ଓମ୍ ନମ୍ଃ ଶିବାୟ, ଜୟ ଜୟ ଶ୍ରୀ ବଳଭଦ୍ର ମହାଦେବ, ଜୟ ଜୟ ଶ୍ରୀ ମା ଶୁଭଦ୍ରା, ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @bibekanandamallick8420
    @bibekanandamallick8420 3 місяці тому +5

    ⭕❗⭕
    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏 💓🙏💓🙏💓🙏💓🙏💓🙏💓🙏

  • @banasmitanayak5280
    @banasmitanayak5280 3 місяці тому +5

    ମହାପ୍ରଭୁ ତୁମ ଚରଣ ତଳେ କୋଟି କୋଟି ପ୍ରଣାମ ❤❤❤

  • @ganeshbehera7375
    @ganeshbehera7375 3 місяці тому +3

    Jay Jagannath Mahaprabhu 🙏😭😭😭😭😭😭😭 Krupa Karo Mahaprabhu 😭😭😭😭😭 miracle kara Manima 🙏🙏🙏🙏🙏🙏🙏🙏🙏

  • @satyaranjandas1253
    @satyaranjandas1253 3 місяці тому +2

    || ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ ||

  • @bibekanandaparida6279
    @bibekanandaparida6279 3 місяці тому +1

    ହେମନିମା ତୁମେତ ଅନ୍ତର୍ଯ୍ୟାମୀ ସହାହୁଅ ମଣିମା 🙏🙏⭕‼️⭕🙏🙏🌷🌷🚩🪔🪔🏵️🏵️🌺🙏🙏🙏

  • @srideepakkumarojha6868
    @srideepakkumarojha6868 3 місяці тому +3

    ଜୟ ଜଗନ୍ନାଥ ପ୍ରଭୁ

  • @manasisinharoy2198
    @manasisinharoy2198 3 місяці тому +1

    Joy Jagannath Joy Jagannath Joy Jagannath amader Koti Koti koti pronam janai amader Mangal Koro Shanti dao please Radhey Radhey Radhey Radhey Radhey Radhey ❤❤❤

  • @pareshkumarbehera1483
    @pareshkumarbehera1483 3 місяці тому +2

    ଜୟ ଶ୍ରୀଜଗନ୍ନାଥ*🙏

  • @kabitapalit4953
    @kabitapalit4953 3 місяці тому +2

    Jay jagannath 🙏🙏🙏🙏🙏♥️♥️♥️♥️♥️🌹🌹🌹🌹🌹

  • @bhagyalaxmilenka8923
    @bhagyalaxmilenka8923 3 місяці тому +1

    Jay jagnatha swami saya hua prabhu samastnka kun bhalar rakhantu prabhu tamaku koti koti pranam prabhu 👏🏼👏🏼👏🏼🤲🤲🤲🙏🙏🙏🍏🍏🍏🍓🍓🍓🍎🍎🍎🥥🥥🥥⚘⚘⚘⚘🌻🌻🌻💐💐💐

  • @jayaprakashdash6918
    @jayaprakashdash6918 3 місяці тому

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଜୟ ମାଁ ମହାଲକ୍ଷ୍ମୀ ଜୟ ପ୍ରଭୁ ଶ୍ରୀ ପଟିଦିଅଁ 🌹🙏

  • @sanjaykumarsahoo1896
    @sanjaykumarsahoo1896 3 місяці тому +1

    Jay shree jagannath 🪔🪔⭕‼️⭕ Jay shree jagannath 🪔🪔 Jay shree jagannath 🪔🪔⭕‼️⭕🌼🙏🙏🙏🌹🌹🌹

  • @137princyram3
    @137princyram3 3 місяці тому +1

    JAI SHREE JAGANNATH. !! 🙏🏻🙏🏻🙏🏻

  • @ranjubalasahoo4097
    @ranjubalasahoo4097 3 місяці тому +1

    ଜୟ ଶ୍ରୀ ଜଗନ୍ନାଥ 🙏🌼🙏

  • @bharatsethy2145
    @bharatsethy2145 3 місяці тому +1

    ଜୟ ଶ୍ରୀ ଜଗନ୍ନାଥ🌼🌸🌼

  • @pradipkandi5112
    @pradipkandi5112 3 місяці тому

    Maa prabhunku pranam maalo maa ki Jay Bhatat matakli jay🪷🥀🌸🌺💐🏵️🌷🙏🙏🙏🙏🙏🙏❤️❤️❤️❤️❤️❤️❤️🙏33 koti maa prabhunku pranam 🪷🥀🌸🌺💐🏵️🌷❤️❤️❤️❤️❤️❤️❤️🙏🙏🙏🙏🙏🙏🙏

  • @puja5224
    @puja5224 3 місяці тому +1

    ଜୟ ଶ୍ରୀ ଜଗନ୍ନାଥ 🙏🏻

  • @ParameswarBarik-bl7dj
    @ParameswarBarik-bl7dj 3 місяці тому +1

    Jay Jagannath prabhu 🙏🏾🙏🏾🙏🏾🙏🏾🙏🏾

  • @ajayarout8392
    @ajayarout8392 3 місяці тому

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କି ଜୟ ⚫️‼️⚫️🙌🙌🙌🙌🙌🚩🚩🚩🚩🚩🙏🙏🙏🙏🙏

  • @tuneswarbiswal528
    @tuneswarbiswal528 3 місяці тому

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @dipakmondal9893
    @dipakmondal9893 3 місяці тому +1

    JOY JAGANNATH MOHAPROBHU 🙏🙏

  • @kunabhoi9605
    @kunabhoi9605 3 місяці тому +1

    🙏🙏🙏jay shree Jagannath 🙏🙏🙏

  • @jchoudhury274
    @jchoudhury274 3 місяці тому

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ⭕‼️⭕ ଓମ୍ ନମଃ ଭଗବତେ ବାସୁଦେବାୟ 🙏🏻 🙏🙏🙏🙏🙏🙏🙏🙏🙏🙏🏻

  • @auroshreegallery2304
    @auroshreegallery2304 3 місяці тому

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ❤❤❤
    ଜୟ ଶ୍ରୀ ମା ଲୋ ମହାଲକ୍ଷ୍ମୀ ❤❤❤
    ମା ଲୋ ବିମଳା ❤❤❤

  • @laxmipriya4378
    @laxmipriya4378 3 місяці тому +1

    🌼Jay shree Jagannath 🌼🙏🙏🙏🙏❤️

  • @SuryaprakashSethy
    @SuryaprakashSethy 3 місяці тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️🙏❤️

  • @manojkuamrdas7435
    @manojkuamrdas7435 3 місяці тому +1

    Jay Jay jagannath ❤❤❤❤❤❤❤❤❤❤❤❤❤

  • @robinhazarika5418
    @robinhazarika5418 3 місяці тому +1

    Jai Shri Jagannath Swami 🙏🙏🙏

  • @sadashivapati2989
    @sadashivapati2989 3 місяці тому

    ଶ୍ରୀ ପତିତପାବନ ମହାପ୍ରଭୁଙ୍କର ଜୟ ହେଉ 🌺🌺🌺🪔🪔🪔🙏🙏🙏🚩🚩

  • @Radhe_Radhe8
    @Radhe_Radhe8 3 місяці тому +1

    Jai Shri Krishna Radhe Radhe 🌹🌿🌸🚩

  • @pratapkumardaspappu9375
    @pratapkumardaspappu9375 3 місяці тому

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏 ଜୟ ଶ୍ରୀ ପତିତପାବନ 🙏 ହରିବୋଲ 🙌 ହରି ହରି ବୋଲ ମଣିମା 🙌

  • @sumitrarana1977
    @sumitrarana1977 3 місяці тому

    ଜୟ ଜଗନ୍ନାଥ ପତିତ ପାବନ ମହାପ୍ରଭୁ ମୋ ପିଲାଟିକୁ ସତ୍ ପଥ ଦେଖାଅ ପ୍ରଭୁ ଏତିକି ଦୟକର

  • @ghanasyamnimalu1193
    @ghanasyamnimalu1193 3 місяці тому

    ହେ ମଣିମା ମତେ ସବୁବେଳେ ତୁମ ପତାକା ବନ୍ଧ।ର ଅପୂର୍ଵ ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ

  • @narmada1353
    @narmada1353 3 місяці тому +1

    Jay Shree jagannath Swami Jay🙏🙏🙏

  • @balabasatu2884
    @balabasatu2884 3 місяці тому

    ଜୟ, ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ପ୍ରଭୁ 🙏🙏🙏🙏🙏🙏🙏

  • @gandharbabeherabehera8316
    @gandharbabeherabehera8316 3 місяці тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🏵️🌸🌺🌼🙏🙏🙏🙏

  • @debashisguru8101
    @debashisguru8101 3 місяці тому

    Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @pradeshkumarsahoo1877
    @pradeshkumarsahoo1877 3 місяці тому

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏

  • @skrushnareddy6796
    @skrushnareddy6796 3 місяці тому

    ଓମ୍ ନମଃ ଶ୍ରୀ ପକ୍ଷୀ ରାଜ ଗରୁଡ ଦେବ ନମଃ 🕉️🙏🕉️🙏🕉️🙏🕉️🕉️🙏🕉️🙏🕉️🙏🕉️🌺🌸💐💐🙌🏻🌻🌻💮🌼🌼🍂🌿🌿🥀🏵️🌷🌷🍁🕉️🙏🕉️🙏🕉️🙏🌺🌺💐🙌🏻🙌🏻🌻💮🌼🌼🌿🥀🥀🏵️🌷🍁⭕‼️⭕

  • @sangitatawde2920
    @sangitatawde2920 3 місяці тому +1

    🚩JAI JAGANNATH BHAGWAN🙏

  • @prakashchandrasahoo3051
    @prakashchandrasahoo3051 3 місяці тому +1

    Jay Shree Jagannath

  • @queenNote9
    @queenNote9 3 місяці тому

    Jay shree jagannath mahaprabhu Jay Om namah bhagabata basudevbaya namahajay Jay 🙏 🙏🙏🙏🙏🙏🙏🙏🙏🙏🙏🙌

  • @prabhatsahoo8461
    @prabhatsahoo8461 3 місяці тому

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏👏👏👏👏🌹🌹🌹🌹

  • @baidyanathsah8774
    @baidyanathsah8774 3 місяці тому

    जय जगन्नाथ महाप्रभु 🙏❤️🙏🎉🙏🎈🙏💐🙏🌹
    जय बलराम स्वामी 🙏🌹🙏💐🙏🎈🙏🎉🙏❤️
    जय माँ सुभद्रा 🙏❤️🙏🎉🙏🎈🙏💐🙏🌹😢

  • @sanjaykumarbehera7940
    @sanjaykumarbehera7940 3 місяці тому

    Prabhu 🙏🙏🙏
    Jay jagannath Swami
    Nayan patha gami bhaba tume
    Prabhu 🙏🙏🙏🙏🙏🙏

  • @nabaghanagouda-dj8zm
    @nabaghanagouda-dj8zm 3 місяці тому

    Hare Krishna hare Krishna Krishna Krishna hare hare hare rama hare rama rama rama hare hare Jai shree jagannath Swami

  • @skrushnareddy6796
    @skrushnareddy6796 3 місяці тому

    ଓମ୍ ନମଃ ଶ୍ରୀ ପତିତ ପାବନ ଧୂଜା ନମଃ
    ଓମ୍ ନମଃ ଶ୍ରୀ ଲକ୍ଷ୍ମୀ ନୃସିଂହ ଚରଣ କମଳ ତଳେ ମୋର ଅନନ୍ତ କୋଟି କୋଟି ପ୍ରଣାମ
    ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
    ଓମ୍ ନମଃ ଶ୍ରୀ ଲକ୍ଷ୍ମୀ ନାରାୟଣ ନମଃ
    🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌺🌺💐💐🙌🏻🌻🪔🌹🌸🍂💮🌼🌿🌿🥀🏵️🌷🍁🌺🌺💐🙌🏻🌻💮🌼🌿🥀🏵️🌷🍁⭕‼️⭕

  • @rajendranayak4909
    @rajendranayak4909 3 місяці тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏

  • @Satyaa_gaming240
    @Satyaa_gaming240 3 місяці тому

    Jay Jay shree Jagannath Jay Jay shree Jagannath Jay Jay shree Jagannath 🙏🙏🙏🙏

  • @pradipkandi5112
    @pradipkandi5112 3 місяці тому

    Haribolo
    Jay shree jagannath
    Jay shree balavadra
    Jay shree suvadra maa
    Jay shree sudarshana mahaprabhunka Jay
    Jay maa mahalaxmi namaha
    33 koti maa prabhunku pranam maalo maa 🪷🥀🌸🌺💐🏵️🌷🙏🙏🙏🙏🙏🙏🙏❤️❤️❤️❤️❤️❤️❤️

  • @SitaHansdah-pt2wo
    @SitaHansdah-pt2wo 3 місяці тому

    Jay jay shree Jagannath pravu tumaku koti koti pranam 🙌🙌🙌🙏🙏🙏♥️♥️♥️🚩🚩🚩

  • @Aloksamal-gj8bs
    @Aloksamal-gj8bs 3 місяці тому

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🪷🪷🪷🪷🪷🪔🪔🪔🪔🪔🚩🚩🚩🚩🚩🙏🙏🙏🙏🙏

  • @KedarSethi-co6es
    @KedarSethi-co6es 3 місяці тому

    ଜୟ ଜଗନ୍ନାଥ ତୁମେ ହିଁ ମୋର ସାହା ଭରଷା 🙏🙏🙏

  • @kaushikpradhan6536
    @kaushikpradhan6536 3 місяці тому

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🌸🙏 🎉

  • @MANOJDAS-vl7zw
    @MANOJDAS-vl7zw 3 місяці тому

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻

  • @jeebanppanda2441
    @jeebanppanda2441 3 місяці тому

    Jay Jagannatha Swami Nayan Patha Gami Vhab Tume Ba Maha Prabhu Pranam 🙏🙏🙏🙏🙏🙏🙏🙏🙏

  • @pradipkandi5112
    @pradipkandi5112 3 місяці тому

    Hare Krishna hare Krishna Krishna Krishna hare hare
    Hare Rama hare Rama Rama Rama hare hare
    Shree Krishna Govinda hare murari
    He natha narayana basudevaya 🪷🥀🌸🌺💐🏵️🌷🙏🙏🙏🙏🙏🙏🙏❤️❤️❤️❤️❤️❤️❤️

  • @rabindranathpradhan4378
    @rabindranathpradhan4378 3 місяці тому

    Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏🙏

  • @lalatendujena4026
    @lalatendujena4026 3 місяці тому

    ଜୟ ପ୍ରଭୁ ଜଗନ୍ନାଥ ତୁମେ ଏକା ସାହା ଭରଷା 🙏🏻

  • @KuthariMaterial
    @KuthariMaterial 3 місяці тому

    Jay Shree Jagannath Swami Nayan pathagame Bhabatume 🙏🙏🙏🙏🙏

  • @KuthariMaterial
    @KuthariMaterial 3 місяці тому

    Jay Shree Jagannath Swami Nayan pathagame Bhabatume 🙏🙏🙏🙏🙏

  • @kalyanidas9487
    @kalyanidas9487 3 місяці тому

    🕉️⭕‼️⭕❤️❤️❤️🌷🌷🌷🌹🌹🌹💐💐💐🎉🎉🦚🦚🪔🪔🪔🪔🪔🪔🍌🍌🍌🥥🥥🥥🙏🙏🙏🙏🙏 he prabhu tumapadatale koti koti pranam jayjagannatha 👏👏👏👏👏👏👏

  • @binodtripathy-lo2cz
    @binodtripathy-lo2cz 3 місяці тому

    Jaya SREE JAGANNATH SWAMI NAYAN PATHA GAME VHAB TUME ❤❤❤❤❤❤❤

  • @gouttammunda412
    @gouttammunda412 3 місяці тому

    Jay Jay shreejagannath. Jay patitapabanabana. ❤❤❤❤❤❤❤❤❤❤❤

  • @nirmalarout728
    @nirmalarout728 3 місяці тому

    Jay Jagannath Swami Nayana Patha Gami Vobo Tume 🙏🌹❤️🪔❤️🌹🙏🦚🕉️

  • @bijaykumarmajhi967
    @bijaykumarmajhi967 3 місяці тому

    Jay Jagannath Swami Nayana pathagami bhabhatume bhabhatume 🌹🙏🙏🙏

  • @sarojuniSahoo
    @sarojuniSahoo 3 місяці тому

    Jai jagannath Swami 🙏🙏🙏❤️❤️❤️ Hari saranam 🙏🙏🙏❤️❤️❤️

  • @digantajena5177
    @digantajena5177 3 місяці тому

    Hari Hari bol 🚩🚩🚩🚩🚩🚩🚩🚩🚩🚩🌹🚩🚩🌹🌹🛐🛐🚩🛐🚩🛐

  • @babludharua1571
    @babludharua1571 3 місяці тому

    🙏🏻🌷ଜୟ ଜଗନ୍ନାଥ ସ୍ୱାମୀ 🌷🙏🏻

  • @vivekyadav2257
    @vivekyadav2257 3 місяці тому

    Jai jagannath swami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 mahaprabhu

  • @nagengaria7734
    @nagengaria7734 3 місяці тому

    Jay Jagannath Swami nayan patha gami bhab tume ⭕❗⭕🙏🏼🙏🏼🙏🏼🙏🏼

  • @tuneswarbiswal528
    @tuneswarbiswal528 3 місяці тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @samratkesharipaschimakabat6461
    @samratkesharipaschimakabat6461 3 місяці тому

    Jay shree Krishna Jay shree jagannath maa shree subhadra Bhai shree balabhadra shree sudarshan ki jay ❤

  • @mahimarana9586
    @mahimarana9586 3 місяці тому

    Jai Jaganath Jai panchasakha prabhuji 👃👃👃👃👃

  • @santoshkumarsahu6586
    @santoshkumarsahu6586 3 місяці тому

    ❤️🙏🙏❤️ Jay Sri Jagannath ❤️🙏🙏❤️ Pranam Nilachakra ❤️🙏🙏❤️🌺🌺🌺🌺🌺❤️🙏🙏❤️

  • @laxmikantparida2661
    @laxmikantparida2661 3 місяці тому

    Jay Jagannath pakhare Mora Koti Koti Pranam 🙏🙏🙏

  • @pravatilaxmi493
    @pravatilaxmi493 3 місяці тому

    Jay Jagannath jay jagannath jay jagannath jay jagannath jay jagannath 🙏🙏🌷🌷🙏🙏

  • @ratnakardas7475
    @ratnakardas7475 3 місяці тому

    jai Jagannath swami nayan path gami bhaba tume 🙏 🙏 🙏 🕉️ 🕉️ 🕉️

  • @kunasahoo8401
    @kunasahoo8401 3 місяці тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏🪔🪔🪔❤️❤️❤️

  • @praspitabarick3087
    @praspitabarick3087 3 місяці тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଜୟ ଜଗନ୍ନାଥ

  • @prahaladmaddheshiya9326
    @prahaladmaddheshiya9326 3 місяці тому

    जय श्री जगन्नाथ महाप्रभु जी अर्जी बिनती स्वीकार करि पत्नी के स्वस्थ निरोग करि सपरिवार कुशल खुशहाल रखी दया कृपा करि संकट कष्ट रोग दुःख पाप बिपता हरि रक्षा कल्याण करि हर मनोकामना पूर्ण करि प्रभु

  • @helloorohan
    @helloorohan 3 місяці тому

    Jay Shree Jagannath Swami Nayan patha game bhava tume mo maha prabhu 🙏🏻🌹 Jay Shree Balabhadra ji ki Jay 🙏🏻🌼 Jay maa Subhadra ji ki Jay 🙏🏻🌼 Jay maa Laxmi ki Jay 🙏🏻🌼 om namah bhagavate vasudevay 🙏🏻🌼

  • @pradipkandi5112
    @pradipkandi5112 3 місяці тому

    Jay shree gurudev namaha 🪷🥀🌸🌺💐🏵️🌷🙏🙏🙏🙏🙏🙏🙏❤️❤️❤️❤️❤️❤️❤️

  • @pinkyswain3122
    @pinkyswain3122 3 місяці тому

    Jai jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rahulbehera2028
    @rahulbehera2028 3 місяці тому

    Jay Jagannath🙏🌹🚩🙏🌹🚩🙏🌹🚩🙏🌹🙏🌹🙏🌹🚩🙏🌹🌹🌹🚩🚩🚩🙏🙏🙏

  • @laxmikumarinahak2756
    @laxmikumarinahak2756 3 місяці тому

    Jai Jagannath swami naina pathagiami babha tume Jai Jagannath Jai Jagannath Radhe Radhe Radhe Radhe Radhe Radhe

  • @tankadharmohapatra129
    @tankadharmohapatra129 3 місяці тому

    Jay Jagannath swami nayana patha gami bhaba tume nilachala nibasaya nityaya parama atmane balabhadra subhadra bhyam Jagannath yate namha Jay Jay Jagannath Jay Jay Jagannath Jay Jay Jagannath Jay Jay Jagannath

  • @MikunaMohanty
    @MikunaMohanty 3 місяці тому

    🚩🙏🙏🙏⭕❗⭕🙏🙏🙏🚩
    🚩🙏Jay Shree Jagannath🙏🚩
    🚩🙏🙏🙏⭕❗⭕🙏🙏🙏🚩

  • @dandapaninayak931
    @dandapaninayak931 3 місяці тому

    Jay Jaganath MahaPabhu,,He MahaBahu ,He Manima ,,Mor Dandabata Pranam Ghena Kar Thakure Pranam 🙏🙏

  • @auroshreegallery2304
    @auroshreegallery2304 3 місяці тому

    ମୋ ମଣିମା ❤❤❤ ଭଲ ରେ ରୁହନ୍ତୁ❤❤❤

  • @himanshusahoo906
    @himanshusahoo906 3 місяці тому

    Jay jagannath Swami Nayana Patha Gami Vawa Tume...🙏🙏🌹🙏🙏⭕‼️⭕

  • @sampathsahu4530
    @sampathsahu4530 3 місяці тому

    Hari Hari bol Hari Hari bol Hari Hari bol 🙏❤️

  • @pradipkandi5112
    @pradipkandi5112 3 місяці тому

    Om sri krushneswaraya namaha
    Jay maa Parvati maanka jay
    Om sri ganeshay namah
    Jay shree kartikeswara namah
    Om sri bateswaraya namaha
    Om sri satyanarayan namaha
    Om sri saniswaraya namaha
    Om sri ghrunisurya namaha
    Jay maa batamangala maanka jay ho 33 koti maa prabhunku pranam maalo maa
    Om sri ghrunisurya namaha 33 koti maa prabhunku pranam maalo maa 🪷🥀🌸🌺💐🏵️🌷🙏🙏🙏🙏🙏🙏🙏❤️❤️❤️❤️❤️❤️❤️

  • @hariadaleihariadalei1341
    @hariadaleihariadalei1341 3 місяці тому

    🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹