How to induce more flower & fruit every year ପ୍ରତି ବର୍ଷ ଅଧିକ ଫୁଲ ଫଳ ପାଇଁ ଗୋଟିଏ ସ୍ପ୍ରେ

Поділитися
Вставка
  • Опубліковано 16 гру 2024

КОМЕНТАРІ • 51

  • @prabodhiniskitchen8278
    @prabodhiniskitchen8278 11 місяців тому +1

    Mango poka heuthile kana karibaku heba

    • @krushisampada
      @krushisampada  11 місяців тому

      Mango ରେ ଫଳ ମାଛି ଲାଗିଲେ ପୋକ ହୋଇଥାଏ।ଫଳ ମାଛି ଯନ୍ତା ଲଗାନ୍ତୁ। କିମ୍ବା ଫଳ କଞ୍ଚା ଅବସ୍ଥାରେ Chlorontraniliprole 18.5%SC drum ପ୍ରତି 6ml ବା Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।10ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @agastyaagastya1419
    @agastyaagastya1419 Рік тому

    1:11 sir Namaskar

  • @rudraroutray2243
    @rudraroutray2243 10 місяців тому

    Thank you Sir

  • @statusvideo8763
    @statusvideo8763 Рік тому +1

    Sir aapanaku bahut bahut dhanyabad

  • @sahadevnayak1272
    @sahadevnayak1272 10 місяців тому

    Good News Sir

  • @prabodhiniskitchen8278
    @prabodhiniskitchen8278 11 місяців тому

    Sepain upaya

  • @dhrubacharanmishra6990
    @dhrubacharanmishra6990 Рік тому

    Spray planofix

  • @sumitsatpathy5336
    @sumitsatpathy5336 11 місяців тому

    planofix

  • @asishpurohit5263
    @asishpurohit5263 2 роки тому

    ଲେମ୍ବୁ ଗଛରେ ଫୁଲ ଆସିବା ପାଇଁ କଣ କରିବା ଦରକାର

    • @krushisampada
      @krushisampada  2 роки тому +1

      ଲେମ୍ବୁ ଗଛରେ ସାର ଓ ଅଣୁ ସାର ପରିଚାଳନା କରିବା ସହିତ hormone planofix କୁ 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ ।

    • @asishpurohit5263
      @asishpurohit5263 2 роки тому

      @@krushisampada Thanks sir

  • @himanshusekharmajhi4268
    @himanshusekharmajhi4268 2 роки тому +3

    ସାହୁ ଆଜ୍ଞା ନମସ୍କାର 🙏🙏🙏, ଭିଡିଓ ଟା ବହୁତ ସୁନ୍ଦର ହେଇଛି ଧନ୍ୟବାଦ୍ ଆଜ୍ଞା

  • @chenturambiswal7361
    @chenturambiswal7361 2 роки тому

    Bahut bhal barta sir,🙏

  • @lokeswarsahoo3397
    @lokeswarsahoo3397 Рік тому

    Hight Mango tree ra kamiti spray Kariba kana medican dabe

  • @prakashchandrabodek4650
    @prakashchandrabodek4650 2 роки тому +2

    Sir 🙏 gudmary plant ama odisha re keunthi miliba tk jana ibe

    • @babitadas5930
      @babitadas5930 2 роки тому

      Bindusagra forest department ra nursery re milijiba.

  • @sanjaypanda3444
    @sanjaypanda3444 2 роки тому

    Video bahut bhala lagila

  • @abhirammajhiabhiram153
    @abhirammajhiabhiram153 2 роки тому

    Sar.amar.lichu.gachhare.ajijefalasuni.bahudenhelani.tarpratekarkan karrbisarkuhantu.sar

  • @mochashamohasa6398
    @mochashamohasa6398 2 роки тому

    Beautiful Lin sir nomoskar Jay jagannath

  • @balarampanigrahi8881
    @balarampanigrahi8881 2 роки тому

    Lembu casa upare kuhantu

    • @krushisampada
      @krushisampada  2 роки тому +1

      ଲେମ୍ବୁ ଚାଷ ଉପରେ ନିଶ୍ଚିନ୍ତ ଏକ video ପ୍ରସ୍ତୁତ କରାଯିବ

  • @bhabanisankardas6889
    @bhabanisankardas6889 2 роки тому

    Kakudi gachhre kau hormon deba please reply sir

    • @krushisampada
      @krushisampada  2 роки тому

      କାକୁଡି ଫସଲରେ Hormone Fantac plus କୁ Lit ପ୍ରତି 0.5 ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @smrutidanceworld4891
    @smrutidanceworld4891 2 роки тому +1

    Mango 🥭 z my fav fruit❤️

  • @prabodhiniskitchen8278
    @prabodhiniskitchen8278 11 місяців тому

    Ama amba gudika poka hoijauchi

  • @dillipkumarbhukta381
    @dillipkumarbhukta381 2 роки тому

    ଆଜ୍ଞା ମୋର ସେଓ ଗଛରେ ଫଳ ରଖିବା ପାଇଁ କଣ ସେଓ ସ୍ପ୍ରେ କରିବି ଜଣାଇଲେ ବହୁତ ଖୁସି ହେବି l ନିଶ୍ଚିତ ଜଣାଇବେ ବୋଲି ମୋର ଆଶା l

    • @krushisampada
      @krushisampada  2 роки тому

      ସେଓ ଗଛରେ ସାର ଓ ଅଣୁ ସାର ର ପରିଚାଳନା କରନ୍ତୁ।ଗଛ ମୁଳରୁ 1.5ft ଛାଡି 6ଇଞ୍ଚ ଓସାର ଓ ଗଭୀର ନାଳ କରନ୍ତୁ।ଗଛ ପ୍ରତି 2ଝୁଡ଼ି ଗୋବର ଖତ ,100gm DAP, 100gm potash ଓ urea 100gm ପ୍ରାୟୋଗ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac plus lit ପ୍ରତି 0.5 ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @padmanguntha8333
    @padmanguntha8333 Рік тому

    Khaju gachha re k miti baula prati bivash odika ru odika

  • @shashankakiranpal9610
    @shashankakiranpal9610 2 роки тому

    Excellent Information

  • @barunjagat9337
    @barunjagat9337 2 роки тому

    Sir mu sorish 1 inch bhitare sorisha ku line kari manji deichi gacha thik barina ki

  • @jagannathsabar9588
    @jagannathsabar9588 2 роки тому

    Sir cotton re eita spray kole hebo ki

  • @ratanrajput9406
    @ratanrajput9406 2 роки тому

    Sir kaju gacha pain kana spray kale vala Fula o fala asiba sethi pain tik kuhantu. Mora 12 acr kaju plant achi

    • @krushisampada
      @krushisampada  2 роки тому +1

      କାଜୁ ଗଛରେ ଆମ୍ବ ଗଛ ପରି ସାର ଓ ଅଣୁସାର ପରିଚାଳନା କରନ୍ତୁ।ଫୁଲ ଆସିବା ପୂର୍ବରୁ ଥରେ ଓ 15ଦିନ ପରେ ଆଉଥରେ Hormone planofix କୁ 4.5lit ପାଣିରେ ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଚା ମସକ ପୋକ କୁ ନିୟନ୍ତ୍ରଣ କରିବା ପାଇଁ Imidachloprid 30.5%SC lit ପ୍ରତି 0.5 ml ସହିତ ନିମ୍ବତେଲ lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।

  • @milankumarsahoo1995
    @milankumarsahoo1995 2 роки тому

    Good

  • @pintupadhan7458
    @pintupadhan7458 2 роки тому

    ଚାଉଳରେ ପୋକ ହୋଇଯାଇଛି,ସେଲଫସ ଟେବଲେଟ ବି କାମ ଦେଉନି, ଅନ୍ୟ ଉପାୟ ଅଛି କି?

  • @rabibhoi9211
    @rabibhoi9211 2 роки тому

    .ସାର ନମସ୍କାର ମୁଁ ପ୍ରଥମକରୀ ଧାନଚାଷ କରିବାକୁ ଚାହୁଁଛି କିପରିଭାବରେ ଚାଷ ଆରମ୍ଭ କରି ପାରିବି

  • @munapolai9375
    @munapolai9375 2 роки тому

    Sar Tam number bhia

  • @bbnayak2981
    @bbnayak2981 2 роки тому

    Plz sir Apana nka Mobile Number diantu 🙏 ?

  • @sushilkumarbehera7605
    @sushilkumarbehera7605 2 роки тому

    Sir 🙏
    ମୁଁ ଢେ଼ଙ୍କାନାଳ ଜିଲ୍ଲାର ଗଣ୍ଡିଆ ବ୍ଲକ ରୁ ,
    -- -- ମୁଁ ୧୦୦୦ଟିକିଆ ଅଣ୍ଡା ଦିଆ କୁକୁଡ଼ା ଫାର୍ମ କରିବାକୁ ବହୁତ ଚେଷ୍ଟା କରୁଛି ।।ଆପଣଙ୍କ ଠାରୁ କିଛି idea ନବାପାଇଁ ଚାହୁଁଛି ।
    Plz sir apananka contact number send karantu.
    Plz sir

  • @phuldharbhatra8579
    @phuldharbhatra8579 2 роки тому

    Balia gchhre kau hormon deba please reply sir