Thank you for replying me and Welcome apnaka all team members manaku❤ emiti bhala bhala ahuri loka nku dakantu kichi luchi jai thiba bahu prativa manku b dakntu amku bht inspiration miliba
Tuma swami nku sahe namaskar didi kahiki na bahut pua tanka wife ku chadiki chali jauchanti au se emiti gote manisa bhagban nka anya rupa e jugare tuma swami 😢😢❤❤❤❤
Life re sabu thaiki gote jinisa abhab thile loka kuhanti je bhagaban mote kichi deinahanti.suiside b karuchanti... But ei bhauni nku dekhile tanka katha sunile positive thoughts asijauchi... Salute u... Dharjya rakhiki sir question pachari paruchanti salute u sir... ❤❤❤❤🙏🙏
Argus news ku dhanyawad ,bcz aji kali internet juga jaha insta fb ra juga re semanaka life ku podcast Anithanti bahut news reporter jahara sikhiba jinisha samaj re kichhi natha e , amt kichhi sangharsamya life story ku lokalochan ku aniki samastanku mentally and physically strong rakhiba pain e prayas atantya samajdharmi , and also Sangram sir one of the best podcaster in odisha , ty argus ...
Bahut podcast dekhichhi but sangram sir nka podcast sabuthu unique samaste kebala celebrity au famous loka nku dakantu but sangram sir samasta loka nku dakuchanti jou mana nka bisayare amaku janiba darkar
Antarare bhala paiba na thiba upare bhala dei janaku fasei ahi bhali anyaya atyachaar Karichhi bahut bada murkha ti. Hrudaya ru pabitra atanti ahi mahan bada bhauni jananka
From this podcast i have to learnt what is difference between a great soul and good face of a person in to this real world not like serial or movies acting. 😊😊❤
Sangram sir tuma ku salute ✋ apare proadcast karithibaru.... Didi knu kichhi kahibaku Mora bhasanahi 👏👏😭 Tanka life story janiki mate baut dhukha lagila........
Sister ur great nijara izat ku jagi la boli tumara emiti hela au jou jhia heithanta se razi hei thata but tume nixara izat jagi thibaru danyabad god bless u
One of the nicest interview,thanks to the anchor to continue such moving interview,asking the question thick & thin.Madam is really a warrior as she has crossed many hurdles & became a social activist,salute to this great lady,may God bless her to continue her struggle & actions throughout.❤
ହେ ଭଗବାନ୍ ତମେ ଯଦି ପ୍ରକୃତରେ ଅଛ ତାହେଲେ ଏ ଭଉଣିକୁ ଦୁନିଆର ସବୁ ସୁଖ ମିଳୁ ଏତିକି ମିନତି ଶୁଣିବା ହେଉ ମହାପ୍ରଭୁ
6:12
ସଂଗ୍ରାମ ସାର୍ ଜଣେ ହୃଦୟ ଚିହ୍ନି ପାରୁଥିବା ବ୍ୟକ୍ତିତ୍ବ ।ସତରେ ସାର୍ ଏଇଭଳି podcast ପାଇଁ ଶତଶତ ନମନ।
Thank you
ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ sir... podcast କୁ ଏଭଳି ଜଣେ ସାହସୀ ମହିଳାଙ୍କୁ ଆଣିଥିବାରୁ 😭ବହୁତ ହୃଦୟ ବିଦାରକ ଏ କଥା.....😢
Thank you Sangram Sir
Sangram sir apananku koti koti pranam emiti jane mahilanku dakithibaru
@@Argusdigital.officialବଲାଙ୍ଗୀର ରୁ ନିବେଶ ପାଣିଗ୍ରାହୀ ଙ୍କୁ ଥରେ podcast ପାଇଁ ଡାକନ୍ତୁ ( ମୋର ସମିୟ web media channel )
70 ଟା episode ମଧ୍ୟରୁ ମୁ ପ୍ରାୟ 62-65 episode ଦେଖିଚି, କିନ୍ତୁ ଏ episode ମୋ ପାଇଁ ହୃଦୟ ସ୍ପର୍ଶି,Dil se love u sangram sir 🙏
Jie ae Katha sunib Khali ka dib ma tate Kalyan karib
😢😢😢😢😢😢😢😢😢😢
Madame ତମ ସ୍ବାମୀ ବୋହୁତ ସୁନ୍ଦର ଭାଗ୍ୟ ରେ ଥିଲେ ଏମିତିକା ସ୍ବାମୀ ମିଳେ ଆଉ ତମକୁ ମୁଁ ସାଲୁଟୁ କରୁଛି ଏତେ ସଂଘର୍ଷ ତମ life ରେ actually ସବୁ। ଝିଅ ଏତେ ସଂଘର୍ଷ କରିପାରିବେନି one and only you Madame ❤❤❤❤
🥺
ଆପଣ ଜୀବନର ସଂଘର୍ଷ ରେ ଜିତିଯାଇଛନ୍ତି ଆପଣ ହେଉଛନ୍ତି ପ୍ରକୃତ ଯୋଦ୍ଧ। Salute for you 🙏🏽
ସୂଈସାଇଡ କରିବାକୁ ନିଷ୍ପତି ନେଉଥିବା ଲୋକମାନଙ୍କ ପାଇଁ ବଡ ପ୍ରେରଣାଦାୟକ podcast. 👍👌👍
Good
ପ୍ରକୃତରେ ଭଉଣୀ ,ସରୋଜ ବାବୁ ଆପଣଙ୍କ ପାଇଁ ଜଣେ ଭଗବାନ ।ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟୁ ।
🙏🙏🙏🙏🙏🙏❤❤❤❤
ଜୟ ଜଗନ୍ନାଥ
ନୂଆ ବର୍ଷ ରେ ଗୋଟିଏ ବହୁତ ସୁନ୍ଦର ଚେହେରା ଏବଂ ଭଲ ମଣିଷ ଙ୍କୁ ଦେଖିଲୁ। ବହୁତ୍ ଧନ୍ୟବାଦ୍ ସଂଗ୍ରାମ ସାର୍। ଆଶା କରୁଛି ଆଗକୁ ଏମିତି ସୁନ୍ଦର ଚେହେରା ଦେଖିବାକୁ ମିଳିବ। ପ୍ରଭୁ ଜଗନ୍ନାଥ pramodini mam ଙ୍କୁ ଖୁସି ରେ ରଖନ୍ତୁ।🙏।। 🫡 🫡
You are absolutely a great soul therefore you have really understand to that mam reality 😊
Righ🙏🙏🙏😢😢😢
Ama nua barsha eta nuha ama pana sankranti
ଏହି podcast ଟି ଦେଖିଲା ପରେ ସତରେ ଆଖିରୁ ଲୁହ ଆସିଗଲା। ଭଉଣୀ ଓ ତାଙ୍କ ସ୍ବାମୀଙ୍କୁ ଶହେ ସଲାମ 🙏🙏🙏🙏
ଧନ୍ୟବାଦ ସଂଗ୍ରାମବାବୁ ଦୀର୍ଘ ବର୍ଷ ଅତିକ୍ରାନ୍ତ କରିଥିବା ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିବା ଝିଅ ପ୍ରମୋଦିନୀ କୁ ଆପଣଙ୍କ ସହିତ ତାଙ୍କ ଜୀବନ ର ସଂଘର୍ଷ କୁ ଉପସ୍ଥାପନା କରି ଏକ ସୁନ୍ଦର ବାର୍ତ୍ତା ଦେଇଥିବାରୁ l ପ୍ରମୋଦିନୀ ଓ ସରୋଜ ହେଲେ ସମାଜ ର ପ୍ରକୃତ ହିରୋ ଆଉ ହିରୋଇନ ସେ ଦୁଇଜଣଙ୍କୁ ଶହେ ସଲାମ l ଆମ ସମାଜ ଗର୍ବ ଓ ଜ୍ୱଳନ୍ତ ଉଦାହରଣ ତୁମେ ଦୁଇ ଜଣ l ଭଗବାନ ଙ୍କ ପାଖରେ ପ୍ରାର୍ଥନା ତୁମ ଦୁଇ ଜଣଙ୍କୁ ଏମିତି ଶକ୍ତି, ସାମର୍ଥ ଓ ସାହସ ଭରିଦିଅନ୍ତୁ ଯାହାକୁ ନେଇ ଅନ୍ୟାୟ କୁ ସାମନା କରିବା ଓ ଅନ୍ୟ କୁ ନ୍ୟାୟ ଦେବାରେ ସବୁବେଳେ ଉଦାହରଣ ହୋଇ ରହନ୍ତୁ l ମୁଁ ସବୁବେଳେ ସଂଗ୍ରାମ ବାବୁ ଙ୍କ ଏଇ episodଗୁଡିକ ଦେଖେ l କିନ୍ତୁ ଏଇ episod ପୁରା ଲୁହ ଭରା ଥିଲା l ସେଇ ରାକ୍ଷସ ଟାକୁ ଭଗବାନ ଙ୍କ ଦରବାର ରେ ଏମିତି ଦଣ୍ଡ ମିଳିବ ସବୁ ତା ଜୀବନ୍ତ ଅବସ୍ଥା ରେ ଯେ କେହି ବି ତାର ନ ଥିବେ ତାକୁ ବଞ୍ଚାଇବା ପାଇଁ 😭😭ଜୟ ଜଗନ୍ନାଥ
Really, ବୋହୁତ କାନ୍ଦ ଲାଗୁଚି। ପ୍ରଭୁ କାହିଁକି ଏମିତି ଦୁଃଖ ଦିଅନ୍ତି କେଜାଣି 😭😭😭😭😭😭😭😭
Really
🥹
ମୃତ୍ୟୁ ବିଜୟନୀ 🙏🏻🙏🏻😭🙏🏻🙏🏻।। ଲୁହ ଭରା କାହାଣୀ।।।ଈଶ୍ୱର ଶକ୍ତି ଦିୟନ୍ତୁ।।ଛୋଟ ପିଲାଟି ବଡ଼ ହେବା ପ୍ରୟନ୍ତ🙏🏻🙏🏻
God bless you vauni
ମୋହନ ସରକାର ଏ ଦୁଃଖୀ ଭଉଣୀ କୁ ଅର୍ଥାତ୍ ପ୍ରତି ଏସିଡ୍ ପୀଡିତାଙ୍କୁ ପେନସନ୍ ପ୍ରଦାନ କରନ୍ତୁ. ଅନ୍ତତଃ ୧୫୦୦୦.୦୦ ପ୍ରତି ମାସରେ.
Yes
Very good proposal 👍
Right
Rt said
ସଂଗ୍ରାମ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ🙏🙏 ଏତେ ସୁନ୍ଦର ବ୍ୟକ୍ତିତ୍ୱ ଆଉ ମନ ଓ ହୃଦୟକୁ ଚିହ୍ନୁଥିବା ମଣିଷଟିଏ 🙏🙏
ସତରେ ଆପଣ ପ୍ରକୃତ ଜୀବନର ହିରୋ ମାନଙ୍କୁ ଡାକୁଛନ୍ତି❤❤❤❤
Real Hiroin , A good daughter, a lovely wife, a carring and responsible mother and a great fighter ❤
ଏମିତି ପୁରୁଷ ରାକ୍ଷସ ଙ୍କୁ ଆହୁରି କଠିନ ଦଣ୍ଡ ଦେବା ଦରକାର.ବହୁତ୍😭😭 ଲାଗିଲା.Mam u are great 🙏👍🙏
ଦୋଷୀ ଉପରକୁ ଏସିଡ ପକାଇ ଜଳେଇ ଦିଆ ଯିବା ଉଚିତ୍
Kaat do uska ooojag part ko..ye hoga sahi punishment...bullshit man😢
Her husband is a Hero
And This is the real podcast.
Argus ❤
Sangram sir ❤
Thank you
ସରକାରଙ୍କ ପାଖରେ ଜଦି ଏଇ ଇଣ୍ଟରଭିଉ ପହଁଚେ, ତେବେ ଭଳ ଜାଗାରେ ସରକାର ପ୍ଲାଷ୍ଟିକ ସର୍ଜରୀ କରେଇବାର ହାତ ବଢ଼େଇଲେ.. ଭଳ ହେବ...। ସେ ତ ତାଙ୍କ ଜୀବନ ଯୁଦ୍ଧରେ ଜିତି ସାରିଛନ୍ତି, ହେଲେ ସରକାରଙ୍କର ମଧ୍ଯ ଦାୟିତ୍ଵ, ଏଭଳି ଯୋଦ୍ଧାଙ୍କୁ ଆଉ ପାଦେ ସାହାଯ୍ୟର ହାତ ବଢେ଼ଇବା... ଜୟ ଜଗନ୍ନାଥ 🙏
Right.
Right
Right
MAM FIRST OF ALL APANANKU SALUTE AND APANANKU HUSBAND KU DOUBLE SALUTE WITH TANKA FAMILY KU TRIPLE SALUTE.
😢😢😢
She is very very very much mentally strong lady
I salute you
Tears came listening her story
She is a real motivation for the society
1st time kou podcast dekhiki akhire luha asigala...salute mam
କ'ଣ କହି ଆପଣଙ୍କୁ ବର୍ଣ୍ଣନା କରିବି ଓଡ଼ିଆ ଭାଷାକୋଷରେ ଭାଷାର ଅଭାବ ରହିଯିବ Salute madam😢😢😢
Podcast କୁ ଏକାସଙ୍ଗରେ ପୁରା ବି ଦେଖି ହଉନି, ଆଖି ଲୁହରେ, ମନ କୋହ ରେ ପୁରୀ ଉଠୁଛି 🥹l ସତରେ କଣ ମଣିଷ କେତେ ନିଷ୍ଠୁର ହେଇ ପାରେ? ଛି l salute ସେ ଭଉଣୀଙ୍କୁ ଯିଏ ଆଜି ଯାଏ ସଂଘର୍ଷ କରି ବଞ୍ଚି ରହିଛନ୍ତି 🙏l ଆଉ ଭାରତ ର ଆଇନ କାନୁନ ଯେ ସତରେ ଅନ୍ଧ ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ l ଆଉ ଭାରତୀୟ ସମାଜ ରେ ରହୁଥିବା ଲୋକଙ୍କ କଥା ନକହିବା ଭଲ l ସତରେ ଭଉଣୀ ତମକୁ ଶତ ଶତ ନମନ 🙏l ତମର ବାକି ଜୀବନ ବହୁତ ଭଲରେ ଭଲରେ କଟୁ ଏତିକି ପ୍ରାଥନା 🙏l
This is best podcast ever..... emiti jane mahan didi nku ani podcast re basei thibaru apnku dhanyabad sir so emotional phase in life 😢
Yes, 👍
Thank you
Thank you for replying me and Welcome apnaka all team members manaku❤ emiti bhala bhala ahuri loka nku dakantu kichi luchi jai thiba bahu prativa manku b dakntu amku bht inspiration miliba
Tuma swami nku sahe namaskar didi kahiki na bahut pua tanka wife ku chadiki chali jauchanti au se emiti gote manisa bhagban nka anya rupa e jugare tuma swami 😢😢❤❤❤❤
Sangram sir apanka akhira keba luha dakhinathini apanka luha dakhi mo loma tankuli gala sir apanku Dil sa salute sir
ଶୋ sad 😢bahut ଦୁଃଖ ଲାଗୁଛି ❤ ଭଗବାନ ଏମିତି କାହା ସହ ନା ହଉ ❤
Hn bhauni pura matideithile pachhake chaliba... hele eta ta pratyeka dina maruthibe😭😭😭😭😭😭😭
Bahut you ଦୁଃଖ ଲାଗୁଛି।
ସଂଗ୍ରାମ ସାର ଙ୍କୁ ବହୁତ୍ ଧନ୍ୟବାଦ। ବହୁତ୍ ସୁନ୍ଦର Podcast ଓ ବହୁତ୍ ସୁନ୍ଦର୍ ଉପସ୍ଥାପନା ।
Thank You
ହେ ଭଗବାନ୍ ଆଜି ଏହି podcast ଦେଖି ମୁ ବହୁତ କାନ୍ଦି ସାରିଲିଣି କିନ୍ତୁ ସେ 24:08 ମଣିଷ କୁ ଜମାରୁ ଜେଲ୍ ରୁ ବାହାର କରିବା ନିହାତି ଏକା ଅପରାଧ ହେବା
ଏଇ ଦୁଃଖ ସହି ହବନି ସତରେ ହୃଦୟ ରୁ ଧନ୍ୟବାଦ୍ ଆପଣଙ୍କୁ ଏତେ ସବୁ ଘଟଣା ପରେ ବି ଆପଣଙ୍କ ନିଜ ଧର୍ୟ କେବେବି କମିନି 🙏🙏
Ethare sangram sir nkara morality, humanity, regration also podcast hauchi,in every episode...
Salute sir❤
😢😢😢😢😢...God bless you sister😢😢😢.... କାହା ସହିତ ଏମିତି ନ ହଉ ଭଗବାନ୍ 😢😢😢🙏
ସଂଗ୍ରାମ ସାର ଆପଣଙ୍କୁ ଯେତେ ଧନ୍ୟବାଦ୍ ଦେଲ କମ ହେବ, ଆପଣ ଏମିତି ଲୋକଙ୍କୁ ଆଣି Podcast ରେ ବସୋଉଛନ୍ତି ସାରା ଓଡ଼ିଶା ଆପଣଙ୍କ Podcast ଦେଖୁଛି, ଆପଣଙ୍କ ଏ Episode Historic ହବ ❤❤❤❤
Thank you
❤
ବହୁତ ଦୁଃଖ ର ବିଷୟ ଦିଦି ଙ୍କ ଜୀବନର ସାହାସ କୁ 😭😭🙏🙏 God bless you didi
ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଭିଡିଓ, ବହୁତ ଆଗକୁ ବଢନ୍ତୁ 🙏🏼🙏🏼🙏🏼🙏🏼🙏🏼🙏🏼
ବହୁତ ବହୁତ ଧନ୍ୟବାଦ ଭଉଣୀ ତୁମର ଧର୍ଯ୍ୟକୁ l ମୋର କୋଟି କୋଟି ନମସ୍ତେ l ସେ ରାକ୍ଷାସ ବ୍ଯକ୍ତିଙ୍କୁ ଏସିଡ ଦ୍ଵାରା ଦଣ୍ଡ ଦେବା ଦରକାର l ଭଉଣୀ କୁ ନ୍ୟାୟ ମିଳିବ ।
ସବୁଠୁ ସୁନ୍ଦର podcast ❤❤❤
ଧନ୍ୟବାଦ୍ ଭଉଣୀ ❤❤❤
ଧନ୍ୟବାଦ୍ Argus news ❤❤❤
❤❤❤❤❤❤❤❤❤❤
Thank you
ସଂଗ୍ରାମ ସାର ଆପଣଂକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏
ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ। ସେ ଜଣେ ବହୁତ ସୁନ୍ଦର ମଣିଷ ଏବଂ ତାଙ୍କର କଥା ଗୁଡିକ ଅତି ମାର୍ଜିତ। ଆଶା କରେ ମୋର ଅନୁରୋଧ ରକ୍ଷା କରିବେ 🙏
Yeas
Thik thik
Right.bro.malika
On
Hn Guruji asile bahut bhala heba
ବହୁତ ଧନ୍ୟବାଦ. ଆଖିର ଲୁହ ଅଟକାଇ ପାରୁନି.
You are great didi 😭 i salute your presence jaganath apanku apanka family ku sabu bele khusire rakhantu 🙏🙏
ଏ ହୃଦୟ ଥରା କାହାଣୀ, ଆପଣ କେମିତି ସାମ୍ନା କଲେ ମାନିବାକୁ ପଡିବ ଆପଣଙ୍କୁ। U R great Madam❤❤
ହୁର୍ଦ୍ୱୟ ବିଦାରକ କାହାଣୀ.. ଭଗବାନ ଆପଣଙ୍କୁ ସାହସ ଦିଅନ୍ତୁ
ARGUS କେବଳ ସଂଗ୍ରାମ sir ଙ୍କ ଭଳି ସାମ୍ବାଦିକ ପାଇନାହିଁ ,ପାଇଛି ଜଣେ ହୀରା 💎 ର ସାମ୍ବାଦିକଙ୍କୁ, ତାଙ୍କ ପ୍ରଶ୍ନ,କଥା କହିବା ଶୈଳୀ ମୋତେ ଅନେକ ପ୍ରଭାବିତ କରୁଛି।
ଧନ୍ୟବାଦ୍ ARGUS,ଧନ୍ୟବାଦ୍ ସଂଗ୍ରାମ SIR।🎉🎉🎉🎉🎉🎉🎉🎉
Thank you
ଏହି ସବୁ ଜିନିଷ ଆମର ନେତା ମନ୍ତ୍ରୀ ଙ୍କୁ ଦେଖା ଯିବା ନାହିଁ କେବେ ବି ଯେହେତୁ ସେମାନେ ଲୋକ ଙ୍କ ସେବା ନୁହେଁ ନିଜର ସ୍ବାର୍ଥ ଦେଖନ୍ତି କିନ୍ତୁ ଧନ୍ୟବାଦ୍ ଦେବି ସଂଗ୍ରାମ sir ଙ୍କୁ ଏହି ଭଳି ହୃଦୟ ବିଦାରକ କାହାଣୀ ଏଵଂ ଜଣେ ଯୋଦ୍ଧା ଙ୍କୁ ଲୋକ ଲୋଚନ ଙ୍କୁ ଆଣିଥିବାରୁ।🙏🙏🙏🙏🙏🙏🙏 ଶେଷ ରେ ଏତିକି ଅନୁରୋଧ କରୁଛି ଆମ ରାଜ୍ୟ ରେ ଶାସନ ରେ ଥିବା ନେତା ମନ୍ତ୍ରୀ ମାନେ ଏହି ଭଉଣୀ ଙ୍କୁ ନ୍ୟାୟ ପ୍ରଦାନ କରିବା ସହ ସେ ଦୋଷୀ ଫାଶୀ ଦଣ୍ଡ ଦିଆଯାଉ କିନ୍ତୁ ଆମେ ଏତିକି ନିଶ୍ଚିନ୍ତ ରହିବା ଯେ ମୁଁ ଯାହା ସବୁ କହିଗଲି ସେ ସବୁ କେବେ ହେବ ନାହିଁ ଏଇତ ଆମର ଓଡ଼ିଶା ।
Right 👍
ସଂଗ୍ରାମ ସାର୍ ସ୍ବଚ୍ଛ ସରଳ ହୃଦୟବାନ ଲୋକ ଛୋଟ ରୁ ତାଙ୍କ news ଦେଖି ଶୁଣି ବଡ଼ ହେଉଛୁ ❤❤❤
Madam ଏ ସମାଜ ପାଇଁ ଆପଣ ଏକ ଉଦାହରଣ 🙏🏽 ଆପଣଙ୍କ ସ୍ୱାମୀ ସତରେ ଜଣେ ମହାନ ମଣିଷ ଟିଏ 🙏🏽. The real hero
Madam apan real Hero odisha ra
ବହୁତ ବହୁତ ବହୁତ ହୃଦୟ ସ୍ପର୍ଶୀ ଏପିଷୋଡ଼
Thank you
Sangram sir apananku dhanya bad asabu duniaku Ani chanting pramodini God bless you 🙏
Life re sabu thaiki gote jinisa abhab thile loka kuhanti je bhagaban mote kichi deinahanti.suiside b karuchanti... But ei bhauni nku dekhile tanka katha sunile positive thoughts asijauchi... Salute u... Dharjya rakhiki sir question pachari paruchanti salute u sir... ❤❤❤❤🙏🙏
କୋଟି କୋଟି ପ୍ରଣାମ 🙏
ଜୀବନ ରେ କଷ୍ଟ ଆସିଲେ ଆମେ ଭଗବାନ ଙ୍କୁ ଡାକୁ, husband Saroj ସେଇ ଭଗବାନ ହିଁ ପଠେଇଦେଇଥିଲେ। ସରୋଜ ସହ କେବେ ଦେଖାହୁଏ, ଗୋଡ ଛୁଇ ଆଶୀର୍ବାଦ ନେବି
ଆମର ତ ଏଥି ଲୋକ ସରଥିକୁ ପୂଜା କରିବେ kn Bhai
ଜୟ ଜଗନ୍ନାଥ 🙏🙏🙏 ସତରେ ଏଇ କଥା ଶୁଣିଲେ ଆଖିରେ ଲୁହ ଆସିଯାଉଛି 😢😢😭😭😭😭
Mu kebe podcast dekhe nai... Aji fast time pain dekhili akhire re luha asi gala.... Thank you sangram sir.... Always respect ladies
Au bhai jie tama sat dharichanti se jane bhagaban tanku mora koti koti namaskar🙏🙏🙏 au tama himat pain salut didi
ଜୟ ଜଗନ୍ନାଥ ଭଗବାନ ଆପଣଙ୍କ ପରିବାର ମଙ୍ଗଳ ରେ ରଖନ୍ତୁ 🙏🙏❤️❤️🙏🙏❤️❤️🙏🙏🌹🌹🙏🙏
Podcast dekhili
Kn comment karibi ଜାଣିପାରୁନି
ସଂଗ୍ରାମ sir nku dekhi mo ଆଖିରୁ b luha ଆସିଗଲା
Argus news ku dhanyawad ,bcz aji kali internet juga jaha insta fb ra juga re semanaka life ku podcast Anithanti bahut news reporter jahara sikhiba jinisha samaj re kichhi natha e , amt kichhi sangharsamya life story ku lokalochan ku aniki samastanku mentally and physically strong rakhiba pain e prayas atantya samajdharmi , and also Sangram sir one of the best podcaster in odisha , ty argus ...
Sangram. Bhai. KOTI. KOTI. Pranam. Hartly. Salut
ଭାଇ ଏହି podcast ଦେଖିଲା ପରେ ମୋ ଆଖିରେ ଲୁହ ଆସିଗଲା...
ଅତିସୁନ୍ଦର ସଂଗ୍ରାମ ବାବୁ ଆପଣଙ୍କୁ ବହୁତ ଧନ୍ୟବାଦ ଏତିକି ସୁନ୍ଦର୍ podcast କରିଥିବା ପାଇଁ...
Buauty is required in heary not in face..
Mun sei time re same college re padhuthili bahut katha sunithili aji bahut garba anubhav hauchhi promodini madam nku neiki ❤❤❤❤❤❤
Satare akhiru luha asigala salute u madam.thank u sangram sir .🎉🎉🎉
Sangram Babu bahut dhanyabad . Apana kebala sambadika nuhanti jane daradi Manisha nischaya.
Thank you
Sir Ete News karichanti kandibaro dekhinathhili,,,Amaku bi kasta hauchi,,, Thanks Sir
Bahut podcast dekhichhi but sangram sir nka podcast sabuthu unique samaste kebala celebrity au famous loka nku dakantu but sangram sir samasta loka nku dakuchanti jou mana nka bisayare amaku janiba darkar
ଏମିତି ଲୋକଙ୍କ ସହିତ ସଂପର୍କ ରଖ ସେହ୍ନ, ଶ୍ରଦ୍ଧା,ଭଲ ପାଇବ ଦେଉ ଥିବ ପ୍ରତିଟି ମୁହୂର୍ତ୍ତ ତୁମର ମଙ୍ଗଳ ଚିନ୍ତା କରୁଥିବ ।ବହୁତ ଲୋକ ଭଲ ପାଇବେ ହୃଦୟ ଭଲ ପାଉ ଥିବା ଲୋକଟି ତୁମେ ଯେତେ ଖରାପ ହୁଏ କି ଯେତେ ଭୁଲ୍ କର ସେ ତୁମର ସବୁ ଭୁଲ୍ ତ୍ରୁଟି କ୍ଷମା କରି ଦେବ ଆଉ ଭଲ ବାଟକୁ ଆଣିବା ପାଇଁ ଚେଷ୍ଟା କରିବ ।ସେ ହିଁ ପ୍ରକୃତ ଭଲ ପାଇବା ।
Antarare bhala paiba na thiba upare bhala dei janaku fasei ahi bhali anyaya atyachaar Karichhi bahut bada murkha ti. Hrudaya ru pabitra atanti ahi mahan bada bhauni jananka
Right
Bahut bahut dhanyawad maa❤❤❤❤
Mara debee maa bhalara ruhantu
💯 ri8 bro❤❤😢😢
Bahut bahut salute madam. Really apna samastanka pain example. Really madam heartly salute apananku. Patience hi sabu kichi. Au apana bada yodha. Really madam jete kahile bi kam heijiba.
ସତରେ ସାର୍ ଆପଣଙ୍କ ପୋଡକାଷ୍ଟ କୁ ଧନ୍ୟବାଦ୍ ଆପଣଙ୍କୁ ଧନ୍ୟବାଦ୍ ଅତି ସୁନ୍ଦର୍ କଥା
Thank you
You are real fighter mam❤ lord Jagannath bless you always 🙏🏻
I proud of my Sister.Bhagwan sabu bele apanka saha rahibe.
Salute u sstr..gd blss u tq sir❤❤❤and Tq sngram sir ଅତିସୁନ୍ଦର ସlକ୍ଷାତକାର🙏
Hat's off... ଜଗନ୍ନାଥ ପାଦପଦ୍ମରେ ମୋର ଏତିକି ଗୁହାରି ଆପଣଙ୍କ ବାକି ଜୀବନ ମଙ୍ଗଳମୟ, ରୁଦ୍ଧିମନ୍ତ ଓ ଚୀର ସବୁଜ ରହୁ... ଏବଂ ସଂଗ୍ରାମ ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ଯବାଦ... ଆପଣଙ୍କ ଏହି ପ୍ରୟାସ ଆମ ପାଇଁ ଏକାନ୍ତ କାମ୍ୟ ଓ ଏମିତି ବଜାୟ ରହୁ ମଧ୍ଯ।🙌🏼
You are the great man ❤❤❤❤❤❤❤❤❤
You are the great man ❤❤❤❤❤❤❤❤❤
Thank you sangram sir 🙏🏻Ama jagatsingpur ra jhiaku podcast ku dakithibaru🙏🏻🙏🏻🙏🏻Thank you didi tama patience ku salute 🙏🏻
Thank you
ଏ ଭଳି ପତ୍ରକାର,ଓ ପତ୍ରକାରିତା ପାଇଁ ସଂଗ୍ରାମ ବାବୁ ଙ୍କୁ ହୃଦୟ ରୁ କୋଟି କୋଟି ନମସ୍କାର, ପ୍ରମୋଦିନି ମାଡମ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା। ପ୍ରଭୁ ଜଗନ୍ନାଥଙ୍କ ପାଖରେ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି 🙏🙏🙏🙏
ଧନ୍ୟବାଦ ଅର୍ଗସ୍ ଡିଜିଟାଲ ଏମିତି ଏକ ସତ୍ୟ ଘଟଣା କୁ ଦୁନିଆ ଆଗରେ ଆଣିଥିବାରୁ 😊
ବହୁତ ଖୁସି ଲାଗିଲା ।ବହୁତ ଶିକ୍ଷଣୀୟ କଥାସମାଜକୁ ମିଳିଲା ମିଳୁଥିବ ମଧ୍ୟ।ରାଧେ ରାଧେ ।
Best podcast Sangram Sir👍 ,She is very brave girl ❤
Thank you
Saroj Bhai nku koti koti namaskar ❤❤❤❤❤❤
ସେଇ ଦେବତା ଭଳିଆ ଲୋକଙ୍କ ପାଇଁ ସମାଜ ଆଜି ବଞ୍ଚିଛି ⭕❗⭕🙏🏻
Sister tuma ku heartly salute 🙏🙏surch you a really frighter...
ଆମ ଆଇନ୍ ଏପରି ଯେ ପୋଲିସ୍ କେସ୍ କୁ close କରିଦେଉଛି. ଅନ୍ଧ ଆଇନ.
Bahut bhala kale didi nku dakiki. Bahut hrudayasparshi podcast. 🙏
Thank you
Argus and sangram sir nku asesh asesh dhabyabad
From this podcast i have to learnt what is difference between a great soul and good face of a person in to this real world not like serial or movies acting. 😊😊❤
Sister is an inspiration.God bless ur life with all kind of happiness.This podcast has something to deal with emotions bravery all at a same time .😢
Salute sister 🙏🙏 sangram sir❤
Salute promodini madam
ବହୁତ ବହୁତ ଧନ୍ୟବାଦ ସଂଗ୍ରାମ ଭାଇ
ଏଭଳି ଏକ podcast ଆଣିଥିବାରୁ
👍
Thank you
Grand Salute to Superwoman Mrs. Pramodini Raula Madam...You are a true inspiration for this generation & more to come.🙏🙏🙏
Emiti samaja sebika manankaro dukha bhara kahani samastoanka pahin prerana dayi And Sangram Sir great 👍👍👍 thank you so much & humble person
ସୋରଜ ଆପଣଙ୍କୁ କୋଟି କୋଟି ପ୍ରଣାମ। ଦୁନିଆରେ ଏତେ ଭଲ ମଣିଷ ବି ଅଛନ୍ତି
Argus news ra sabutharu big.podcast❤❤❤❤ Tq Sangarm sir.....
Thank you
Sangram sir tuma ku salute ✋ apare proadcast karithibaru....
Didi knu kichhi kahibaku Mora bhasanahi 👏👏😭
Tanka life story janiki mate baut dhukha lagila........
ଜଗନ୍ନାଥଙ୍କ ରାଣ ଛାତି ଥରୁଛି 😢
😢
ଏଇ episod ଦେଖି ବହୁତ କାନ୍ଦିଛି ,ଏମିତି ଘଟଣା ଦ୍ୱିତୀୟ ନ ହେଉ , ନାରୀ ନାରାୟଣୀ ,ଜୟ ହେଉ ଜୀବନ ❤ ଜୟ episode
Sister ur great nijara izat ku jagi la boli tumara emiti hela au jou jhia heithanta se razi hei thata but tume nixara izat jagi thibaru danyabad god bless u
ସଂଗ୍ରାମ ସାରେ ଆପଣଂକୁ କୋଟି କୋଟି ପ୍ରଣାମ 🙏🙏🙏🙏
Thank you
ଶତ ଶତ ନମନ୍ ଆପଣଙ୍କୁ ମ୍ୟାମ୍😭🙏🙏 ଆପଣ ସତ୍ ରେ ଥିଲେ ବୋଲି ପ୍ରଭୁ ଙ୍କ ଆଶୀର୍ବାଦ ଆପଣଙ୍କ ସହ ସଦ୍ୟ ରହିଛି।।ଭାଷା ନାହିଁ ଆପଣଙ୍କ ଭଳି ମହିୟସୀ ମହିଳା ଙ୍କୁ ବ୍ୟକ୍ତ କରିବା କୋହ ପଳେଇ ଆସୁଚି😭🙏 ସୁସ୍ଥ ରେ ରୁହନ୍ତୁ।। ସଂଗ୍ରାମ ସାର୍ apnkau ମୋର୍ କୋଟି ନମନ୍ ଏପରି ବାର୍ତ୍ତା ବିଶ୍ଵ ବଦଳଉ ❤🙏🥺
ମାନବିକତା ହିନ ପଶୁ ଠାରୁ କିଛି ଆଶା କରିବା ଅନୁଚିତ, ଇଶ୍ଵର ହିଁ ତାକୁ ଉପଯୁକ୍ତ ପୁରସ୍କାର ଦେବେ।
Bahut sundar mana ta apankar au Sangram sir thank you amiti kichi news samna ku nei asichantu ❤❤
One of the nicest interview,thanks to the anchor to continue such moving interview,asking the question thick & thin.Madam is really a warrior as she has crossed many hurdles & became a social activist,salute to this great lady,may God bless her to continue her struggle & actions throughout.❤