Gariba Don || Chandan Biswal || Odia Comedy ||

Поділитися
Вставка
  • Опубліковано 11 жов 2020
  • #chandanBiswal
    #odiaComedy

КОМЕНТАРІ • 6 тис.

  • @PaagalKhopdi
    @PaagalKhopdi 3 роки тому +142

    ଭାଇ ବହୁତ ଭଲ ଲାଗିଲା, କିନ୍ତୁ ଚୋରି ସିନ ଯଦି ଅଧିକ ଆଉ ରାତିରେ କିମ୍ବା ସନ୍ଧ୍ୟା ସମୟ ବି ହୋଇଥିଲେ ଆଉ ଟିକେ ଭଲ ହୋଇଥାନ୍ତା,ଅନୁଭୂତି ଟିକେ ସେୟାର କରିବି , ଆମେ ଏମିତି ଚୋରି କରିବାକୁ ଯାଇଥିଲୁ ଲୋକେ ଉଠି ପଡିଲେ, ଟର୍ଚ୍ଚ ଧରି ଖୋଜିଲେ ଆମେ ଦୌଡ଼ି ପଳେଇଲୁ ସାଙ୍ଗ ଗଛ ଉପରେ ରହିଗଲା😂😁 ଶେଷରେ ବାଧ୍ୟହୋଇ ଦଳ ପୋଖରୀ କି ଡେଇଁ ପଡିଲା😁 ଆଗାମୀ ଅଧ୍ୟାୟ ରେ ସେମିତି କିଛି ରଖିଲେ ମଜା ଆସିଯାଅନ୍ତା 😋

  • @sushreedeepajena7376
    @sushreedeepajena7376 2 роки тому +23

    Vala heichi but not up to the mark you guys can do much better than this . Till now the best is " Jalpari" . Chandan bhai n Mangulia bhai nka jodi ta mast . All the best 👍

  • @nirmalbehera2214
    @nirmalbehera2214 2 роки тому +3

    ସୁପର କମେଡି କିନ୍ତୁ ନଡ଼ିଆ ଗଛକୁ ଯିବାକୁ ଯେଉଁ ନକ୍ସା କାଟିଲ ଶେଷରେ ନଡ଼ିଆ ଗଛକୁ ରାସ୍ତା ରହିଲା ନାହିଁ ସେଇଟା ବହୁତ ମଜା ଲାଗିଲା (ଧନ୍ୟବାଦ ) ଅନଗୁଳ, ଛେଣ୍ଡିପଦl ?

  • @localfcvlogs

    Nice😅😅😅😅😊😊😊😊😊

  • @laxmidharsahoo2431
    @laxmidharsahoo2431 3 роки тому +61

    ଭିଡିଓଟି ବହୁତ ଭଲ ଲାଗିଲା ସମସ୍ତ କଳାକାର ମାନଙ୍କୁ ଭଗବାନ ଚକ୍ର ଆଢୁଆଳ ରେ ରଖନ୍ତୁ,ଏଇମିତି ସମସ୍ତ ଙ୍କ ମୁହଁରେ ହସଫୁଟାଉଥାନ୍ତୁ ଆମର ଆଦରର କଳାକାରମାନେ । ଧନ୍ଯବାଦ....

  • @SONALISamal-cg1hj
    @SONALISamal-cg1hj 14 днів тому

    Nice 😅😅😅😅😅😅

  • @bijaygan8341
    @bijaygan8341 14 днів тому

    Super video

  • @ManojKumar-gy2py

    Nice comedy

  • @SanatanDas-qo3ue

    Very nice comedy bhai, super 😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀😀

  • @kadambinisahoo9904
    @kadambinisahoo9904 3 роки тому +101

    Samba 😂😂more talented❤❤👏👏last Lyn Michael mangulia😂😂😂😂😂

  • @anweshanayak_official
    @anweshanayak_official 3 роки тому +17

    Excellent Acting & Very Nice Concept 😮❣️ ଅତି ସୁନ୍ଦର 👍

  • @manojdasnewstyle7081
    @manojdasnewstyle7081 2 роки тому +9

    Hasa jama rahuni

  • @aparnagurudattadash2857
    @aparnagurudattadash2857 Рік тому +1

    Please pura vdo ta diantu 😁😁😁😁😁 bht badhia lagila 🙏😁😁😁😁sabu bele best best vdo banauthiba ru dhanyabad

  • @biswajitbiswal3082
    @biswajitbiswal3082 2 роки тому +5

    ❤️😀😀 mood of thile bi apanka videos dekhile free mood hue 😄

  • @pradipgiri2719
    @pradipgiri2719 3 роки тому +30

    ଚନ୍ଦନ ଭାଇ ତୁମର କୁତୁ କୁତିଆ କମିଡ଼ି ବହୁତ ସୁନ୍ଦର ହେଇଛି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ୍

  • @mr.subash8363
    @mr.subash8363 3 роки тому +10

    ଅତି ସୁନ୍ଦର ଭାବରେ 🙄💗💗

  • @suvadrabehera7585
    @suvadrabehera7585 2 роки тому +5

    Really Amazing.......... Keep It Up.... 🤣🤣🤣🤣🤣

  • @pratapojha7248
    @pratapojha7248 2 роки тому +20

    OMG! I CAN'T CONTROL MY LAUGH 🤣🤣😂😂

  • @romanmugul3826
    @romanmugul3826 3 роки тому +15

    Chondan biswal is my favorite Hero

  • @pritypuspalatadash2961
    @pritypuspalatadash2961 3 роки тому +13

    Adha rahigala nadia chori...😂😂😂😂 Waiting for the next part.