Sambalpur Zoo Welcomes Tigers: ସମ୍ବଲପୁର ଚିଡ଼ିଆଖାନାନୁ ଡେବ୍ରିଗଡ଼ ଗଲେ ୧୧୫ଟା ହରିଣ, ଆଏବେ ୪ ବାଘ

Поділитися
Вставка
  • Опубліковано 5 вер 2024
  • ସମ୍ବଲପୁର ଚିଡିଆଖାନାନୁ ଡେବ୍ରିଗଡ ଗଲେ ୧୧୫ ଟା ହରିଣ । ଆସବେ ୪ ମହାବଳ ବାଘ । ସୂଚନା ହିସାବେ ଡେବ୍ରିଗଡ ଅଭୟାରଣ୍ୟକେ ସ୍ଥାନାନ୍ତରଣ ହେବାର୍ ନେଇ କରି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଆର୍ ବନ ବିଭାଗ୍ ଆଡୁ ସୂଚନା ଦିଆଯାଇଛେ । ଚିଡିଆଖାନା ନେ ଇହାଦେ ୧୭ ପ୍ରକାରର୍ ଜୀବଜନ୍ତୁ ଥିବାର୍ ବେଲକେ ଆଏବାର୍ ଦିନେ ୩୧ ପ୍ରକାରର୍ ଜୀବଜନ୍ତୁ ଆସବେ । ସମ୍ବଲପୁର୍ ଚିଡିଆଖାନାନେ ୪୮ ପ୍ରକାରର୍ ଜୀବଜନ୍ତୁ ରହେବାର୍ ଅନୁମତି ମିଲିଛେ । ଖେପଖେପ୍ କରି ୧୧୫ ଟା ହରିଣ ମାନକୁ ଡେବ୍ରିଗଡ ଯିବାରକେ ଥିବାର୍ ବେଲକେ ପହେଲା ଦିନେ ୧୨ ଟା ହରିଣ ସ୍ଥାନାନ୍ତର୍ କରାଯାଇଛେ ବଲି ସୂଚନା ଦେଇଛନ୍ ହିରାକୁଦ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ୍ ।
    For more such updates, please Like, Comment, and Share our videos and Subscribe to our UA-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    UA-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #SambalpurZoo #WildlifeExchange #Tigers #DeerTransfer #DebrigarhSanctuary #WildlifeConservation #AnimalRelocation #ZooNews #WildlifeSanctuary #OdishaWildlife

КОМЕНТАРІ • 1

  • @kirtan_dunia_
    @kirtan_dunia_ Місяць тому

    Ar pate lukei ki rakhichan bag abe b 2 ta achan bag gute k lukei ki rakhichan